ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ନମସ୍ତେ ମା ବହୁତ ସୁନ୍ଦର ଉପସ୍ଥାପନା ବହୁତ କିଛି ଶିଖିବା କୁ ମିଲୁଛି ଅଶେଷ ଅଶେଷ ଧନ୍ୟବାଦ
ମ୍ୟାଡାମ୍ ପ୍ରଣାମ ଘରେ ଶ୍ରୀ ଯନ୍ତ୍ର ରଖି ପୂଜା କରିବା ଶୁଭପ୍ରଦ କି ଦୟାକରି ଜଣେଇବେ କେଉଁ ଶ୍ରୀଯନ୍ତ୍ର ରଖିବା ଉଚିତ
Mdm gendu mala maanka pakharu kholiba na sesa palire bahar kariba kahibe
Mam sankha bisaya re video karantu plz
Mesha rashi ra isthadevata mam🙏
ଗ୍ରହ ମଙ୍ଗଳ ଓ ଇଷ୍ଟ ଦେବତା ଶ୍ରୀହନୁମାନ ଜୀ
🙏@@SwagatikaPani
Hanuman atanti
Dwarka ru dwarakashilla au gomati chakra anithili gomati nadi ru
3rd Pali re mana basai, Sandhya belaku ujaile hebani,mam
ଉଜେଇଁ ପାରିବେ ଯଦି ଚତୁର୍ଥ ପାଳି ନ କରିବେ
Thank you mam 🙏🙏🙏🙏
Periods ra 7days re ghara ra Sabu jinisa dhoibaku padibaki mam plz kuhantu
ହଁ ଧୋଇଲେ ଭଲ ନହେଲେ ଗଙ୍ଗା ଜଳ ଛିଞ୍ଚିଦେବେ... ସବୁ ଆଉ କ'ଣ ଧୋଇହେବ !
ଦିଦି ଅଲାଗି ପାଳିରେ ପୁରୁଣା ଚାଉଳରେ ତରଣ ଭୋଗ ହେବ କି ମାଣ ସନ୍ଧ୍ୟା ପୂର୍ବରୁ ଉଠାଯିବ ନା ସନ୍ଧ୍ୟା ପରେ ଉଠାଯିବ ଟିକେ କୁହନ୍ତୁ ।ଆଉ ସଵୁ ପାଳିରେ ମାଙ୍କୁଅଲଗା ଆଣି ପୂଜା କଲେ ସନ୍ଧ୍ୟା ପୂର୍ବରୁ ଉଠାଯିବ ସନ୍ଧ୍ୟା ପରେ ମାଙ୍କୁ ଉଠାଯିଵ ଟିକେ କୁହନ୍ତୁ।
Gote vdo re kahithile pa....gurubaro evening re tike khatuli ku ghunchei dei Friday mrng re sukhila bhogo lagei maa nku utheibe
Mam🙏mam, ame maa Laxmi nku lal mandar phula dei pariba ki
ନାଁ ନାଲି ମନ୍ଦାର ମା' ଲକ୍ଷ୍ମୀଙ୍କୁ ଦିଆଯାଏ ନାହିଁ... ଧଳା ବା ହଳଦିଆ ଦେଇପାରିବେ...
Thank u mam🙏
Madam namaskar .Ghare laxmi maa nkara bigraha rakhi puja kariparibu ki,jadi rakhibu kn daily arnna bhoga lageibu na sabudina jemiti puja karajae semiti karibu.bigraha rakhile kichi asubidha nuha ki pls share karantu
କିଛି ଅସୁବିଧା ନାହିଁ.. ଅତି ଶୁଭପ୍ରଦ... ପ୍ରତିଦିନ ଠାକୁରଙ୍କୁ ଯେଉଁ ଭୋଗ ଦେଉଛନ୍ତି, ସେହି ଭୋଗ ଦେବେ... ଯେତେବେଳେ ଅନ୍ନ ଭୋଗ କରିବେ, ସବୁ ଠାକୁରଙ୍କୁ ଦେବେ ଓ ମା' ଙ୍କୁ ଦେବେ... ନିଃସନ୍ଦେହରେ ରଖନ୍ତୁ
@SwagatikaPani Dhanyawad Mam🙏🏻🙏🏻🙏🏻