30 Jilara Prasidha Mandira🙏ତିରିଶି ଜିଲ୍ଲାର ପ୍ରସିଦ୍ଧ ମନ୍ଦିର 🙏କେଉଁ ଜିଲ୍ଲାରେ କେଉଁ ମନ୍ଦିର ପ୍ରସିଦ୍ଧ ଦେଖିବା
ฝัง
- เผยแพร่เมื่อ 7 ก.พ. 2025
- #30Jilaraprasidhamandira #Keunjilarekeunmandiraprasidha #pragnyashreenewrealise #Saipragnyacreation #Tirisi #jilara #prasidha #mandira #Jagatsinhapure #Jhankadabasini #Maasarala #Purirebimala #Sambalapuremaasamalei #Kendujharemaatarini #Balangirharisankara #
• Palli Bachana - VOL 2 ...
• Puspanjali Dei Pujiba ...
Song : 30 Jilara Prasidha Mandira
Singer : Pragnyashree Nayak
Lyrics : Muralidhara Das
Music : Priyadarshini Nayak
Edting : Sudhansu Rout
Producer : G.P Nayak
Copyrights' by Sai Pragnya Creation TH-cam channel
• Laxmi Nka Athati Nama ...
• 30 Jila Ra Picnic Spot...
• Deva Deva Mahadeva He ...
• 30 Jila Ra Prasidha Kh...
• Kaha Ninda Kale Hue Ka...
• Darsu Ratnakar Hele Ba...
• Baisi Pahacha Nama ll ...
• Maa Nka Aneka Nama ll ...
Thanks You For Your Love And Support.
ଅତି ସୁନ୍ଦର | ଏକ ଉତ୍ସାହୀ ଉଦ୍ୟମ | ସଂଗୀତ ମାଧ୍ୟମରେ 30 ଜିଲ୍ଲାର ମନ୍ଦିର ସମ୍ବନ୍ଧୀୟ ସୂଚନା ଓ ବିବରଣୀ ପାଇଁ ପ୍ରଚେଷ୍ଟା କରାଯାଇଥିବାରୁ ସାଧୁବାଦ |
10:55 10:59 11:00
ଜୟ ବାବା ଲିଙ୍ଗରାଜ ମହାପ୍ରଭୁ 🙏 🪔 🔱 🚩
ଭୁବନେଶ୍ୱର , ମନ୍ଦିରମାଳିନୀ ଖୋର୍ଦ୍ଧା
ନଡ଼ିଆ ରାଣୀ ମୋ ମା' ତାରିଣୀ 🙏🏻🥥🌺❤️
ସବୁ ଜିଲ୍ଲା କଥା ଲେଖିବାର ବହୁତ ସୁନ୍ଦର ଉଦ୍ୟମ | ଲେଖା, ଗାୟନ, ଅଡିଓ, ଭିଡ଼ିଓ - ଖୁବ ଭଲ ହୋଇଛି 👍👍🙏🙏
Sundar
Rrrfrffdf
I love my odisha..I love Cuttack...
😊Àza
ଅତିସୁନ୍ଦର ଖୋର୍ଦ୍ଧା ରେ ମା ଭଗବତୀ ଓ ମା କାଳୀ ଯାଇ ଙ୍କ ମନ୍ଦିର ଅଛି।
ଜୟ ବାବା ଚନ୍ଦ୍ରଶେଖର 🙏🙏ଜୟ କପିଳାସ 🙏🙏
Har har Mahadev 🌿
Jay Maa Manikeswari 🙏🏻🙏🏻🙏🏻
Maa tarini ama kendujhara ra 🙏🏿🙏🏿🙏🏿❤️
ସୁନ୍ଦର ପ୍ରାୟାସ ମା ,ଯାଜପୁର୍ ଚ୍ଜ ତି ଆ ଵଟ , ଓଳସୁନି,ଵରାହ୍, ଦିତିୟ ଶ୍ରୀକ୍ଷେତ୍ର ଜଗନ୍ନାଥ, ଅଛନ୍ତି।
Jay shree jagannath
ମା ମଙ୍ଗଳା ମନ୍ଦିର ବାକି ରହିଲା ପୁରୀ ଜିଲ୍ଲା
ଜୟ ମା ଭଗବତୀ 🙏🙏🙏🙏🙏🙏🙏
Bahut bahut sundar jai bramha,bishnu,maheswarankara jai,jai matadinkara jai. Jai sarba devadevinkara jai🙏🙏🙏
Koti koti Suduru SadareNamaskar Maa Ghatagan basini
Love from Dhenkanal ❤
ଜୟ ବାବା କପିଳେଶ୍ୱର ❤
ଯୋରନ୍ଦା ଗାଦି ଶୂନ୍ୟ ମନ୍ଦିର ❤
❤❤ଖୁସି ଲାଗିଲା ଆମବୌଦ୍ଧର ମାଁ ଭୌରବୀଙ୍କ ନାମ ଶୁଣିକି❤❤ମା'ତୁମେହିଁ ଭରସାଆମପରିବାରର❤❤❤❤❤❤❤
ଜୟ ମା ଶାରଳା ଜୟ ବାବା ଗୋରେଖନାଥ ,,🙏🏻🙏🏻🙏🏻🙏🏻🙏🏻🙏🏻
Jai Jagannath Koti koti Pranati
🔱ସକଳ ଦେବୀ ଦେବତା ନମଃ 🔱
🌹🌹🌹🌹🌹🌹🌹🌹🌹🌹🌹
ଏ ମା ଆମ ଅନଗୁଳ ଜିଲ୍ଲା ର ତାଳଚେର ରେ ମା ହିଙ୍ଗୁଳା କୁ ଭୁଲି ଗଲୁ ଯେ....
ଯେ ମା ହିଙ୍ଗୁଳା 🙏🙏🙏🙏
ଭାଇ, ଗୀତରେ କଣ ସତରେ ସବୁକିଛି କହିହେବ ? ଯଥେଷ୍ଟ କହିଛନ୍ତି 🙏🙏
thik kahila bhai
Hn bhai jay maa hingula 🙏
Aamra prisidha hingula je@@gyanabratamohanty4219
Sanbu deba debi nku ananta koti pranam.
ଅତି ସୁନ୍ଦର, ସଙ୍ଗୀତ ମାଧ୍ୟମରେ ୩୦ ଗୋଟି ଜିଲ୍ଲା ଏବଂ ମନ୍ଦିର ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିବାରୁ । ବହୁତ ଖୁସି ଲାଗିଲା, ଅଶେଷ ଧନ୍ୟବାଦ୍ 🎉🎉🎉❤❤❤🎉🎉🎉
Jay MAA samlei
Jay sambalpur.
ଜୟ ମା ଦକ୍ଷିଣକାଳୀ 🙏🙏🙏 ଜୟ ଲଡ଼ୁବାବା 🙏🙏🙏
JAY MAA SARALA 🙏 AMA JAGATSINGHPUR RA ARADHYA JANANI,,,JHANKADA BASHINI
ଜୟ ଜୟ ଜୟ ମା ତାରା ତାରିଣୀ
ଜୟ ମା ତାରା ତାରିଣୀ
Bahut sundar 👍🎈🙏🌹
ଶୁ ପ୍ରଭାତ ତଥା ଧନ୍ୟବାଦ.. ମନ୍ଦିର ମାଳିନୀ ଓଡିଶାର ପ୍ରତ୍ୟକ ଦେବାଦେଵୀଙ୍କୁ ଶତ ଶତ ପ୍ରଣାମ......
🙏ଜୟ ମା ଶାରଳା🙏 ଜୟ ବାବା ଗୋରେଖନାଥ🙏 ଜୟ ❤ଜଗତସିଂହପୁର ❤🙏
କୁମାର ବାହୁବଳୀ ମହାଦେବ ପ୍ରସାଦ ଖିଲାର ଜୈ ଶ୍ରୀ ଜଗନାଥ ଜୈ ହଃ ❤❤❤❤❤❤❤
ଗଞ୍ଜାମର ଅନେକ ମନ୍ଦିର ଛାଡ଼ିଦେଲ।ସିଦ୍ଧ ଭୈରବୀ,ପଞ୍ଚମା ଗଣେଶ,ବ୍ରହ୍ମପୁରର ବୁଢ଼ୀଠାକୁରାଣୀ,କୁଲାଡ଼ ବାଗ୍ଦେବୀ,କାଳୁଆ,ବାଳକୁମାରୀ,ସୋରଡ଼ା ପଞ୍ଚାନନ,ଗାଲେରୀ ଦଣ୍ଡକାଳୀ ଓ ଅନେକ ମନ୍ଦିର ରହିଗଲା।ଏମିତିକି ଓଡ଼ିଶାର ବିଖ୍ଯାତ ମନ୍ଦିର ରହିଗଲା।ଆଉଥରେ ଏକ ପରିମାର୍ଜ୍ଜିତ ସଂସ୍କରଣ ବାହାରୁ।
Maa Bankswari🙏
ଯେତିକି ଜ୍ଞାନ ଅଛି ନା ତାଙ୍କର
ଜୟ ମା ମାଣିକେଶ୍ଵରୀ
ଜୟ ମା ତାରା ତାରିଣୀ |
Bahut sundar👌👍💐🙏
ବହୁତ ସୁନ୍ଦର ଗାଇଛ, ଧନ୍ୟବାଦ
Really wonder ful.Heart touching.Jai Jaga nnath.
Jay maa sarala , jay maa mangala , jay shree Jagannath, jay maa Tarini , jay prabhu Lingaraj
🙏🙏🙏🙏🙏-ସକଳ ଦେବାଦେବୀଙ୍କୁ ମୋର ସତକୋଟି ପ୍ରଣାମ 🙏🙏🙏🙏🙏
Jay maa sarba mangala ..❤️❤️🙏🏻🙏🏻
Ati sundar 🎉🎉🎉🙏🙏🙏🌹💯💯💯🌹👌👌👌🌹👍👍👍🌹 Beautiful pic 🌹
ସମସ୍ତ ଦେବାଦେବୀ ଙ୍କୁ ଭକ୍ତି ପୂର୍ଣ୍ଣ ପ୍ରଣାମ
Jay Jagannath, ati Sundar gita bhala prayasa
🎉 Khub sundor hoyeche
Ati sundar ❤❤ good
Jai maa Majhi gouri 🙏jai shree laxminarayan 🙏Rayagada❤
Jay MAA sarala Jay Baba Gorekhanath form Jagatsinghpur ❤❤❤
Aoti sundara sang ❤❤❤
ସୁନ୍ଦର ସମନ୍ବୟ ସହ ସୁନ୍ଦର ଭଜନ ଅତି ଆକର୍ଷଣିୟ ହୋଇଛି...
Facts on subject matter is only 1/3 rd. Rest r music. Of course nice music
Jay Jagannath ❤
Hii
Ati sunder video tia...sabu jila manankara deba debi mananka bisayare janiheichi....dhanyawad a video ti karithibaru....
Ati sunder voice..
Ati sunder..writer
Ati sunder director
Ati sunder music
ବଢିଆ 👍♥️କାହାକୁ ମୁଣ୍ଡିଆ ମାରିବି ସବୁ ଦେବା ଦେବି ମୋତେ ନିଜର ପାଦରେ ଆଶ୍ରୟ ଦିଅ 🙏🌹🙏♥️
ବହୁତ ସୁନ୍ଦର ଲାଗିଲା ଭଗବାନ ତୁମର ମଙ୍ଗଳ କରନ୍ତୁ ଜୟ ମା 🙏🙏❤️🙏🕉️
Keonjhar jilla re maa tarini prasidha❤❤❤🎉🎉
❤❤Ati sundar ❤❤
🙏🙏 Excellent.Thanks a lot.💐💐God bless you.🙏🙏We are proud for our Odisha 🌹🌹
ଜୟ ମା ବିରଜା
ମୁଁ କନ୍ଧମାଳ ଜିଲ୍ଲାର🙏 ଜୟ ବାବା ବିରୁପାକ୍ଷ ଜୟ ମା ବରାଳ ଦେବୀ 🙏
ମା ବିରଜା❤❤❤
ପ୍ରଥମେ ପୁରୀ ରୁ ଆରମ୍ଭ କରିଥିଲେ ଭଲ ହୋଇଥାନ୍ତା।କାରଣ ଜଗନ୍ନାଥ ହେଉଛନ୍ତି କୋଟି ଓଡିଆଙ୍କ ମଉଡମଣୀ
Maa sarala devi nka bhitare bada bhauni. Pala bayak prathame maa sarala nka stuti gana karanti
Maa tarini ama kendujhara ra❤
ଜୟ ଜଗନ୍ନାଥ ଜୟ ମାଁ ମାଣିକେଶ୍ବରୀ ଜୟ କଳାହାଣ୍ଡି 🙏
ଜୟ ମା ସମଲେଶ୍ୱରୀ
Bahut Badhia Gita singing is nice
Jay Maatra tarini,🙏🙏🙏🙏🙏
Bahut sundar katha dhanyavaad jhia
Jilonke.prasiddha.mandironki.jankari.achhi.lagi❤❤❤
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🎉🎉🎉🎉🎉😊😊😊😊😊😊😊😊😊😊😊😊
ବହୁତ ଭଲ ଭାବରେ ହୋଇଚି ପ୍ରଦସନ
jay maa biraja ❤ JAJPUR ❤
Om sakala debadebi. Namaha...,,
Samasta debadebi nku mor pranam❤❤❤
ମା ମଙ୍ଗଳା ମନ୍ଦିର ବରୁଆଁ ଢେଙ୍କାନାଳ ଜିଲ୍ଲାର ଭୂବନ ଥାନାର
ଅତି ସୁନ୍ଦର! କିନ୍ତୁ କିଛି ପ୍ରସିଦ୍ଧ ମନ୍ଦିର ଛାଡ଼ିଗଲ।
ଯେମିତି ବାଲେଶ୍ୱରର ଭୋଗରାଇରେ ଥିବା ବାବା ଚନ୍ଦନେଶ୍ୱର ମନ୍ଦିର, ବାବା ଭୂଷଣ୍ଡେଶ୍ୱର (ଏସିଆର ସର୍ବବୃହତ ଶିବଲିଙ୍ଗ ), ବାସୁଳିମାତା ମନ୍ଦିର, ବାଲିଆପାଳର ଜଗନ୍ନାଥ ମନ୍ଦିର ଇତ୍ୟାଦି।
Next part re asuchi🙏
ଜୟ ମା ତାରିଣୀ ❤️ from Keonjhar 🎉
ଓଡ଼ିଆ ଜାତି ହେଇ ଥିବାରୁ ମୁ ଗବିର୍ତ ଜୟ ଓଡ଼ିଶା
Sarba deba devinku mora koti dandabata
Bahut Badhiya
Jay Maa MANIKESWAREE
Very good❤jay jagnnath🎉baleshwar
Thanks for the nice lyrics and composition.
ଜୟ ଜଗନ୍ନାଥ 🙏
Har har Mahadev
Jay Jagannath. Dhanyabad.❤❤❤❤❤❤❤❤❤❤❤
Angul ra prasidh maa hingula mandir 🙏🙏🙏
Wow mu Bina skip re full dekhili bahut sundar. Ebe prasidha mela ku nei hou.
ବହୁତ ବହୁତ ଅଭିନନ୍ଦନ!
ଭାରି ଦୁଃଖ ର ବିଷୟ ଯେ ଆମେ ଓଡ଼ିଆ ହୋଇ ଓଡିଶା ବିଷୟରେ ଜାଣିବା ପାଇଁ ସେତେ ଆଗ୍ରହ ନୁହଁ ଆଉ କିଛି ଜାଣିନୁ ମଧ୍ୟ l
Ame over smart ,kua pari
Jay maa sarala 😊❤🎉❤😊❤😊❤😊❤😊❤😊❤😊❤😊❤😊❤😊🎉
Jai mata di 🙏
Sabu jilar deba debunk koti koti namaskar.
ବହୁତ ସୁନ୍ଦର ହୋଇଛି
Radha Krishna Radha Radha Krishna
ଆମ ଓଡିଶାର ତିରିଶି ଜିଲା ର ସବୁ ମଦିର ଆମର ପ୍ରିୟ ନେତା ତଥା ପୂର୍ବତ୍ତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ କୁପାରୁ ସବୁ ମଦିର ଉନ୍ନତୀ ହୋଇପାରିଛି ।ତେଣୁ ତାଙ୍କ ପାଦତଳେ ମୋର କୋଟି କୋଟି ପ୍ରଣାମ।
Jai jagannath mahapravu sansarare samastanku valare rakha
Banki re maa charchika 🙏🙏
ଜୟ ଲଡୁ ବାବା 🙏 ଜୟ ଶ୍ର ରାମ nayagarh
Ati uttam 🙏🙏🙏
Jay Jagannth ❤❤❤
ଜୟ ମା ସୁନାଦେ଼ଇ 🙏🙏🙏
Samasta deba debi nku Mora koti koti pranam