ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Medam Jay shree jagannath Padma phulaketedina re basi hai thha a❤❤,
ପ୍ରାୟତଃ ପାଞ୍ଚ ଦିନ ଯଦିଓ ସାତ ଦିନ ପର୍ଯ୍ୟନ୍ତ ଏହାକୁ ଦିଆଯାଇପରେ ମାତ୍ର ପାଞ୍ଚ ଦିନ ପରେ ଏହା ପୂର୍ଣ୍ଣତଃ ଶୁଖିବାକୁ ଆରମ୍ଭ କରେ... ତେଣୁ ପାଞ୍ଚ ଦିନ ମଧ୍ୟରେ ଦେଇହେବ ମାତ୍ର ସବୁଠାରୁ ଭଲ ସତେଜ ସଦ୍ୟ ଫୁଟିଥିବା ଫୁଲ ଠାକୁରଙ୍କୁ ଦେବା ଉଚିତ
ନମସ୍ତେ ମା ବହୁତ ସୁନ୍ଦର ଉପସ୍ଥାପନା ବହୁତ କିଛି ଶିଖିବା କୁ ମିଲୁଛି ନମସ୍ତେ
ଧନ୍ୟବାଦ
Jay shree Jagannath madam....🙏 Daily puja ra ame ko ko Thakur nku bhogo lagabaya uchita... daily puja video karantu
Sastriya bidhi kana achi daily Puja pai please kahiba🙏
ଠିକ ଅଛି... Upload କରିବି
Thank you 🙏 @@SwagatikaPani
Madam jadi sabudina tulasipatra paiba amisa khaele habaki?
ନାଁ ସେଇଟା ଉଚିତ ନୁହେଁ.. ଯେଉଁଦିନ ତୁଳସୀ ପତ୍ର ପାଇବେ, ସେଦିନ ଆମିଷ ଖାଆନ୍ତୁ ନାହିଁ
MadameFula tolibara kichi samayapare taha nirjiba pari laguchi sethipain mu fula ku dhoi rakhithayeYeha bodhahuye uchit nuheMatra fula sukhijauthibaru mu dhoithayeKan karibi kuhantu
ନାଁ ଭିଜା ଫୁଲ ଠାକୁରଙ୍କୁ କେବେ ବି ଦେବା ଉଚିତ ନୁହେଁ... ଯଦି ଫୁଲ ଶୁଖିଯାଉଛି, ସେଥିରେ କିଛି ଜଳ/ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ... କିଛି ଘଣ୍ଟା ପର୍ଯ୍ୟନ୍ତ ସତେଜ ରହିବ ମାତ୍ର ପୁରା ଧୋଇବେ ନାହିଁ କି କଢ଼କୁ ଭିଜେଇ ସେଥିରୁ ଫୁଟୁଥିବା ଫୁଲ କେବେ ବି ଦେବେ ନାହିଁ.. ଏହା ଉଚିତ ନୁହେଁ...
@SwagatikaPani bahut bahut dhanyabad for queek answer
Medam Jay shree jagannath Padma phulaketedina re basi hai thha a❤❤,
ପ୍ରାୟତଃ ପାଞ୍ଚ ଦିନ ଯଦିଓ ସାତ ଦିନ ପର୍ଯ୍ୟନ୍ତ ଏହାକୁ ଦିଆଯାଇପରେ ମାତ୍ର ପାଞ୍ଚ ଦିନ ପରେ ଏହା ପୂର୍ଣ୍ଣତଃ ଶୁଖିବାକୁ ଆରମ୍ଭ କରେ... ତେଣୁ ପାଞ୍ଚ ଦିନ ମଧ୍ୟରେ ଦେଇହେବ ମାତ୍ର ସବୁଠାରୁ ଭଲ ସତେଜ ସଦ୍ୟ ଫୁଟିଥିବା ଫୁଲ ଠାକୁରଙ୍କୁ ଦେବା ଉଚିତ
ନମସ୍ତେ ମା ବହୁତ ସୁନ୍ଦର ଉପସ୍ଥାପନା ବହୁତ କିଛି ଶିଖିବା କୁ ମିଲୁଛି ନମସ୍ତେ
ଧନ୍ୟବାଦ
Jay shree Jagannath madam....🙏 Daily puja ra ame ko ko Thakur nku bhogo lagabaya uchita... daily puja video karantu
Sastriya bidhi kana achi daily Puja pai please kahiba🙏
ଠିକ ଅଛି... Upload କରିବି
Thank you 🙏 @@SwagatikaPani
Madam jadi sabudina tulasipatra paiba amisa khaele habaki?
ନାଁ ସେଇଟା ଉଚିତ ନୁହେଁ.. ଯେଉଁଦିନ ତୁଳସୀ ପତ୍ର ପାଇବେ, ସେଦିନ ଆମିଷ ଖାଆନ୍ତୁ ନାହିଁ
Madame
Fula tolibara kichi samayapare taha nirjiba pari laguchi sethipain mu fula ku dhoi rakhithaye
Yeha bodhahuye uchit nuhe
Matra fula sukhijauthibaru mu dhoithaye
Kan karibi kuhantu