ବାସ୍ତବ ଚିତ୍ର ଦେଖାଉ ଦେଖାଉ ବିଦାୟ ନେଲେ ଅରିନ୍ଦମ | Arindam Das | Odisha Reporter

แชร์
ฝัง
  • เผยแพร่เมื่อ 23 ก.ย. 2021
  • #RIPArindamDas ପାଣି ଭିତରୁ ହାତୀକୁ ଉଦ୍ଧାର କରିବାର ବାସ୍ତବ ଚିତ୍ର ଦେଖାଉ ଦେଖାଉ ନିଜ ଜୀବନ ହରାଇ ଦେଲେ ଅରିନ୍ଦମ
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaReporteronTH-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #ArindamDas #Journalist #OtvJournalist #OtvReporter #Arindam #SpecialReport #OdishaReporter

ความคิดเห็น • 864

  • @digimaza5238
    @digimaza5238 2 ปีที่แล้ว +209

    ଏମିତି ଅନାବଶ୍ୟକ reporting ସତରେ ଲୋକ ମାନଙ୍କୁ ଦରକାର ନାହିଁ। ନିଜ ଜୀବନକୁ ଏମିତି ହରାନ୍ତୁ ନାହିଁ। ଆମେ ଅରିନ୍ଦମ୍ ଙ୍କୁ ବହୁତ ଭଲପାଉଥିଲୁ।

    • @sumatibehera940
      @sumatibehera940 2 ปีที่แล้ว +2

      😭😭😭😭😭😭😭😓😭😓😓

    • @subhalaxmiswain2578
      @subhalaxmiswain2578 2 ปีที่แล้ว

      Ekdam sata katha

    • @lagguru8032
      @lagguru8032 2 ปีที่แล้ว +10

      TRP ra bhoko jibana daiki paitha karibaku padila

    • @maminadas347
      @maminadas347 2 ปีที่แล้ว +3

      Reporter se boat re jiba kan darkar thila
      ODRAF team ra hero mane bahut bipada ra sammukhina heuchanti
      Semane rescue operation karuthile.. But reporter jiba kichhi darkar nathila

    • @minatitripathy5871
      @minatitripathy5871 2 ปีที่แล้ว +1

      E hati badipadat ra uddhara pain live darkar,ete loka gaon re. maruchhanti,sadhuchhanti,barsa barsa dhari retire kalapare bi pension paunahanti,tankara live. nouns?

  • @desitoka5130
    @desitoka5130 2 ปีที่แล้ว +82

    ଆମକୁ ଲାଇଭ ଦରକାର ନାହିଁ ଭାଇ,,,, କିନ୍ତୁ କୋଉ ଭାଇ କ ଜୀବନ ଏମିତି ନ ଯାଉ 🙏🙏🙏🙏

  • @kalicharanbehera647
    @kalicharanbehera647 2 ปีที่แล้ว +85

    ପ୍ରକୃତରେ ଭଲ ପିଲାଟି, ସମସ୍ତଙ୍କ ଅତି ପ୍ରିୟ ଅରିନ୍ଦମ!ପିତୃପକ୍ଷ ରେ ମହାପ୍ରୟାଣ କଲେ, ପରମଶିବ!ତାଙ୍କୁ ସଦ୍ଗତି ପ୍ରଦାନ କରନ୍ତୁ।।

  • @mreditor6241
    @mreditor6241 2 ปีที่แล้ว +35

    ମୁଁ ତାଙ୍କ ସାହସ କୁ ସହେ ସଲାମ ଦଉଛି କି ଜଣେ ଲୋକ ଯେ କି ହାତୀ ପାଇ ନିଜ ଜୀବନ ବାଜି ଲଗେଇ ଦେଲ ।🙏🙏🙏🙏 ଭଗବାନ ତାଙ୍କ ଆତ୍ମା କୁ ସଦ୍ଗତି ଦିଅନ୍ତୁ 🙏🙏🙏🙏

  • @deepikasabar6543
    @deepikasabar6543 2 ปีที่แล้ว +27

    ଯେଉଁମାନେ ଏବେ ଜୀବିତ ଅବସ୍ଥାରେ ଅଛନ୍ତି ସେହିମାନଙ୍କ ସ୍ୱାସ୍ଥ୍ୟ ଠିକ କରିଦିଅନ୍ତୁ ଶ୍ରୀକୃଷ୍ଣ 🙏

  • @dhanurdharkurudia5354
    @dhanurdharkurudia5354 2 ปีที่แล้ว +14

    Jay Jagannath 🙏 🙏🙏 ଅରିନ୍ଦମ୍ ବୋହୁତ ଭଲ ସାମ୍ବା ଦିକୋ ଥିଲେ ଓମ୍ ଶାନ୍ତି 🙏🙏🙏🙏🙏

  • @SaiOfficialVlogs
    @SaiOfficialVlogs 2 ปีที่แล้ว +24

    ପାଣି ଭିତରକୁ ଯାଇ ନ୍ୟୁଜ୍ କରିବାର ଆବଶ୍ୟକତା ନଥିଲା, ଆପଣ ଜାଣିଥିବେ ଜଳ,ବାୟୁ ,ଅଗ୍ନି ସହିତ ଲାଗିବା ଯାହା ନିଜ ଉପରକୁ ବିପଦ ଟାଣିବା ତାହା .

    • @dragonvstigergametricks919
      @dragonvstigergametricks919 2 ปีที่แล้ว

      ଏଭଳି ବାଳ ସାମ୍ବାଦିକ ରହିକି ଲାଭ କଣ ଯିବାର ଥିଲା ଚାଲିଗଲା next news ସ୍ବର୍ଗ ରୁ ମିଳିବ wait kara

    • @prakashchandradash5440
      @prakashchandradash5440 2 ปีที่แล้ว +1

      Thik katha

  • @rakeshkumarraka5787
    @rakeshkumarraka5787 2 ปีที่แล้ว +47

    ଓଟିଭି ପକ୍ଷରୁ ଅରିନ୍ଦମ୍ ପରିବାର କୁ 20 ଲକ୍ଷ୍ୟ ଦିଆଯାଉ 👍

    • @FinancekingTrinath
      @FinancekingTrinath 2 ปีที่แล้ว +3

      Min 50 lakhs

    • @gaurangamoharana9939
      @gaurangamoharana9939 2 ปีที่แล้ว +1

      ୨୦ ଦେଇଦେଲେ ଶବୁ ସମାଧାନ ହେଇଯିବନା

    • @rakeshkumarraka5787
      @rakeshkumarraka5787 2 ปีที่แล้ว +1

      ସମାଧାନ ତ ହେବନି ହେଲେ ତାର ପରିବାର ଲୋକେ ଏବେ କରିବେ କଣ । ତାଙ୍କ ପରିବାରକୁ ପୁଣି ସାହା ହବ କିଏ ?

    • @VES444
      @VES444 2 ปีที่แล้ว +1

      50 lakhs sahit tar stri,au pila nka study dainty neba uchit #OTV

    • @RameshRoutray
      @RameshRoutray 2 ปีที่แล้ว

      ଗୋଟେ କୋଟି। ୨୦ ଲକ୍ଷ କିଛି ନୁହେଁ ଆଜିକାଲି ଦୁନିଆରେ

  • @sanjayrout978
    @sanjayrout978 2 ปีที่แล้ว +59

    କଣ୍ ନଦୀ ଭିତରକୁ ଯାଇକି କରିବାଟା ଠିକ ଥିଲା,ନଦୀ ବନ୍ଧ ରେ ହୋଇ ପାରିଥାନ୍ତା କି ନାହିଁ,

  • @prithvirajnaik6100
    @prithvirajnaik6100 2 ปีที่แล้ว +79

    ଭାଇ, ଯଦି ହାତୀ ମଝି ନଈ ରୁ କୁଳ ଜା ଆସି ପାରୁଛି ,ପୁଣି କୂଳ ରୁ ମଝି ନଈ କୁ ଯାଇପାରୁଛି। ତମେ ସାମାନ୍ୟ ମଣିଷ ହେଇକି ଏ ବୃଥା ପ୍ରୟାସ କାହିଁକି କରୁଥିଲ?

    • @ROFL-ke5lm
      @ROFL-ke5lm 2 ปีที่แล้ว +5

      Sabu TRP re khela Bhai 😄

    • @soumya4479
      @soumya4479 2 ปีที่แล้ว +1

      Right bro

    • @gangadharpuhan6905
      @gangadharpuhan6905 2 ปีที่แล้ว +1

      right

    • @ghasiramtudu3392
      @ghasiramtudu3392 2 ปีที่แล้ว +1

      Ta rank bodhei ba pain jai thila

    • @sanjayakumar8990
      @sanjayakumar8990 2 ปีที่แล้ว +4

      ଏବେ ସବୁ କହୁଛନ୍ତି ଅରିନ୍ଦମ ସାହସୀ, ନିର୍ଭୟ ପିଲା, କିନ୍ତୁ ମୁଁ କହିବି ସେ ମୂର୍ଖ ସହ ଲୋଭି ଥିଲା ସେଥି ପାଇ ଏମିତି କଲା, ଟା ମୃତ୍ୟୁ ରେ ମୁଁ ଦୁଃଖ କରିବିନାହି

  • @skcool5788
    @skcool5788 2 ปีที่แล้ว +75

    Otv responsible for this.

  • @jatindrasahu9502
    @jatindrasahu9502 2 ปีที่แล้ว +5

    ଅତ୍ୟନ୍ତ ଦୁଃଖଦାୟକ ଖବର !
    ଆମ ସାମ୍ବାଦିକ ପରିବାର ର ଅପୂରଣୀୟ କ୍ଷତି

  • @user-fz3ol9ie8b
    @user-fz3ol9ie8b 2 ปีที่แล้ว +60

    ତାଙ୍କର ଅଧମ୍ୟ ସାହସ ପାଇଁ ଇଶ୍ଵରଙ୍କ ପାଖରେ କୋଟି କୋଟି ପ୍ରଣାମ କରୁଚି ଏହି ପରି ବୀର ସାହସୀ ଯୁବକ ଧରା ପୃଷ୍ଟ ରେ ଜନ୍ମ ନିଅନ୍ତୁ

  • @jyotiranjanbal5005
    @jyotiranjanbal5005 2 ปีที่แล้ว +39

    Arindam Das is a Great person. His reporting is very good. Very sad news.

  • @urmilasahoo5807
    @urmilasahoo5807 2 ปีที่แล้ว +29

    Rip🙏🙏🙏Kn darakarathila.ate paanisethi janii jibara nathila.Haati jemit heu asithanta.Gote jiban au great manku hareile.😭😭🙏 Omm Shanti

  • @rakeshprusty2445
    @rakeshprusty2445 2 ปีที่แล้ว +28

    Rip🙏🙏 the great man 😭😭

  • @litankumarbehera6487
    @litankumarbehera6487 2 ปีที่แล้ว +14

    Jay Jagannath, god bless you

  • @adarshkumardey2718
    @adarshkumardey2718 2 ปีที่แล้ว +36

    What the hell he was doing on the boat ?How he was allowed ? Was it really necessary to be on the boat ? It is an invited accident !! And a lesson for others who are mad for TRP

    • @sanjayakumar8990
      @sanjayakumar8990 2 ปีที่แล้ว +8

      Arindam is not a hero and brave he is a foolish and Greedy for appreciation and increment

    • @lagguru8032
      @lagguru8032 2 ปีที่แล้ว +2

      jaha hau kichi loka sata katha kahile

    • @Ayush-li4qx
      @Ayush-li4qx 2 ปีที่แล้ว

      @@sanjayakumar8990 yes

  • @PRANK9876
    @PRANK9876 2 ปีที่แล้ว +6

    TRP chakar re jibana gala ଅରିନ୍ଦମ ଭାଇ ଙ୍କର।।। News channel wala ନିଜ ଭିତରେ competition lagiki aji ଏମିତି ଜଣକ ଜୀବନ ଅକାରଣେ ପଳେଇଲା

  • @jayantisahu7676
    @jayantisahu7676 2 ปีที่แล้ว

    ଅରିନ୍ଦମ ଭାଇ ଅମର ରହ 🙏 ଜୟ ଜଗନ୍ନାଥ 🙏

  • @bhagirathimohapatra3604
    @bhagirathimohapatra3604 2 ปีที่แล้ว

    କେରଳ ରେ ମୋତେ ଅରିନ୍ଦମ ମୋ ସହ ଗୋଟେ ରାତି ବିତାଇଥିଲେ 🙏🙏

  • @hrushikeshgopal7740
    @hrushikeshgopal7740 2 ปีที่แล้ว +1

    ଏହି ଦୃଶ୍ୟ ସିଧପ୍ରସାରଣ କରିବା ଆବଶ୍ୟକ ନଥିଲା. ଅତି ଦୁଃଖଦ ଖବର.. ଓଁ ଶାନ୍ତି 🙏

  • @ashiqabani8775
    @ashiqabani8775 2 ปีที่แล้ว +1

    ଏବେ ଜନତାଙ୍କ ପ୍ରଶ୍ନ ଉଠିଛି ଯେ ସେ ହାତୀ ପାଖକୁ ଯାଇଥିଲେ କଣ ପାଇଁ ?

  • @blbapi2025
    @blbapi2025 2 ปีที่แล้ว +1

    ଭଗବାନ୍ ଙ୍କ ପାଖରେ ମୋର ଏତିକି ଗୁହାରି 🙏🙏🙏 ସମସ୍ତେ ଭଲ ହେଇଯାନ୍ତୁ 🙏🙏🙏🙏🙏🙏🙏🙏🙏🙏🙏

  • @shashanka1988
    @shashanka1988 2 ปีที่แล้ว

    Hats off for such courageous reporting. My best prayer for your beautiful soul.

  • @Psahu79
    @Psahu79 2 ปีที่แล้ว +2

    ସାହସୀ ନା ମୁର୍ଖ ରିପୋଟର

  • @ganeshprasadbehera4010
    @ganeshprasadbehera4010 2 ปีที่แล้ว +1

    Jay jagannath tanku bhal kraidiantu

  • @sagarmallik748
    @sagarmallik748 2 ปีที่แล้ว +9

    O my god! such a tragic incident. RIP

  • @pratapkumarmaharana8594
    @pratapkumarmaharana8594 2 ปีที่แล้ว +7

    Salute Arindam dash 😭😭😭

  • @aashiqkhan786
    @aashiqkhan786 2 ปีที่แล้ว +9

    Sir........Rest in piece 🙏🏼

  • @pravat3003
    @pravat3003 2 ปีที่แล้ว

    Jay jagannath🙏🙏🙏 miss u Arindam sir

  • @mbkfreematkatips5632
    @mbkfreematkatips5632 2 ปีที่แล้ว

    ଧନ୍ୟବାଦ

  • @sarbeswarjena2180
    @sarbeswarjena2180 2 ปีที่แล้ว +1

    My deepest condolence to late Arindam Das. Very Painful on the loss of such great Reporter and human being.

  • @Abhimanyu97762
    @Abhimanyu97762 2 ปีที่แล้ว +1

    ପାଣି ପବନ ନିଆଁ କୁ ଯିଏ ଚାଲେଞ୍ଜ କରିଛି ସେ ଜୀବନ ହାରିଛି

  • @badrinarayanmohanty2914
    @badrinarayanmohanty2914 2 ปีที่แล้ว +1

    ଏଇଟା ବାସ୍ତବ ସମ୍ବାଦ ପରିବେଷଣ ନଥିଲା

  • @ms_creator2480
    @ms_creator2480 2 ปีที่แล้ว

    Arindam bhai ku lakho salam

  • @niruniru7769
    @niruniru7769 2 ปีที่แล้ว +2

    କଣ ସାମ୍ବାଦିକ ବାବୁ ପାଣି କୁ ଯାଇଥିଲେ ହାତୀର ବାଇଟ ଆଣିବାକୁ । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଙ୍କ ଦୁର୍ନୀତି ର ଶିକାର ହେଉଥିବା ଗରିବ ଙ୍କୁ ସାହାଯ୍ୟ କରିବାକୁ ଯାଇ ଯଦି ମୃତୁ ର ଶିକାର ହୋଇଥାନ୍ତେ ତାଙ୍କ ମୃତୁ ବ୍ୟର୍ଥ ଯାଇନ ଥାନ୍ତା।କିନ୍ତୁ ଏକ ଆନାବସ୍ୟକ ସମ୍ବାଦ କଭର୍ ପାଇଁ ତାଙ୍କ ଜୀବନ ଯାଇଛି ଯାହାର କିଛି ମୂଲ୍ୟ ହିଁ ନାହିଁ

    • @pravakarjena989
      @pravakarjena989 2 ปีที่แล้ว

      Khali prahasan kari lokanku dekheiba janichi News bala

  • @getall3497
    @getall3497 2 ปีที่แล้ว

    ଶ୍ରୀ ହରି ମାଧବ

  • @asmapriyadarsinirath6027
    @asmapriyadarsinirath6027 2 ปีที่แล้ว +4

    It's really a very sad news for us there is no word to explain 😭😭😭😭😭

  • @dhirenpanda6770
    @dhirenpanda6770 2 ปีที่แล้ว

    ଅତି ସର୍ଵତଃ ଗ୍ରହୀତମ

  • @deepikasabar6543
    @deepikasabar6543 2 ปีที่แล้ว

    ହେ ଶ୍ରୀ କୃଷ୍ଣ ଏମିତି କାହିଁକି କରୁଛନ୍ତି... ଏମିତି ଭଲ ଲୋକଙ୍କ ଜୀବନ ନେଇଗଲ ପ୍ରଭୁ 😭 ତାଙ୍କ ଆତ୍ମl କୁ ଶାନ୍ତି ଦିଅନ୍ତୁ ପ୍ରଭୁ 😭

  • @mbkfreematkatips5632
    @mbkfreematkatips5632 2 ปีที่แล้ว

    Bahut dukhara khani jeumane ekamare safala karibaku chahuthile semanku mora koti pranam thank you god bless you

  • @mahabertraders6721
    @mahabertraders6721 2 ปีที่แล้ว +1

    bhai nku koti koti pranam shree jagannatha bhai nka attama ku santi diantu kahiki emiti kale shree jagannatha shree jagannatha hi jananti

  • @acommonman8378
    @acommonman8378 2 ปีที่แล้ว +1

    R I P🙏
    ମିଡିଆ ଟିକେ କମ୍ କଭରେଜ କରିବାକୁ ଚେଷ୍ଟା କରୁ
    ଅତି ଦୁର୍ବଳ rescue operation .
    ଗୋଟେ ସାଧାରଣ ଡ଼ଙ୍ଗା ରେ ୭/ ୮ ଜଣ , ଘର କଥା ନା କଣ !

  • @DigitalRKStudio
    @DigitalRKStudio 2 ปีที่แล้ว +1

    Salute to the brave & honest journalist Sri Arindam.....OMM shanti

  • @RockstarPankajofficial
    @RockstarPankajofficial 2 ปีที่แล้ว

    ହେ ଭଗବାନ୍ ହାତୀ ପାଈ ଜଣେ ଭଲ ମଣିଷ ର ଜୀବନ ଗଲା

  • @sudhansupradhan4756
    @sudhansupradhan4756 2 ปีที่แล้ว +1

    Rip 🙏🙏the great man Aridam bhai

  • @theroyalrider7rx
    @theroyalrider7rx 2 ปีที่แล้ว

    Love you Bhai! Missing you ❤️❤️

  • @pramodkumbhar5449
    @pramodkumbhar5449 2 ปีที่แล้ว +1

    Jagannath bless to arindam reporter

  • @sanjeevdas646
    @sanjeevdas646 2 ปีที่แล้ว

    RIP of Arindam Das , Real Hero of my odisha...i salute u

  • @bjbofficial4030
    @bjbofficial4030 2 ปีที่แล้ว +1

    ହାତୀ ର ଜିବନ ବଡ଼ ନା ମଣିଷର ଜୀବନ
    ହାତୀ ମରୁ OTV ର ରିପୋର୍ଟରେ ଅରିନ୍ଦମ ଭାଇ ସେଠି କଣ କରୁଥିଲା Danger area ଜାଗାରେ ବହୁତ୍ ଦେଖେଇ ହେୟୁଛି

  • @prasnnaswain7108
    @prasnnaswain7108 2 ปีที่แล้ว

    Sri jagannath nka Krupa re tanka amar atma ra sadgati heu 🌻🙏😭

  • @bapujikumarsahoo4018
    @bapujikumarsahoo4018 2 ปีที่แล้ว

    Great great great sure great repoter

  • @subhransuvlogs1845
    @subhransuvlogs1845 2 ปีที่แล้ว

    Jay Jagannath. Hartley salute to arindam.bahut vala reporter

  • @Lets_EnjoyTheLife
    @Lets_EnjoyTheLife 2 ปีที่แล้ว +3

    ବହୁତ ଦୁଃଖଦ
    RIP 🙏

  • @abinashdas9906
    @abinashdas9906 2 ปีที่แล้ว

    ଜୟ ଜଗନ୍ନାଥ 🙏🙏

  • @theleagueofskeptics.2992
    @theleagueofskeptics.2992 2 ปีที่แล้ว

    Bhala heichi

  • @muraligouda4058
    @muraligouda4058 2 ปีที่แล้ว

    ଜୟ ଜଗନ୍ନାଥ 🙏🙏🙏

  • @sudhakarbehera7857
    @sudhakarbehera7857 2 ปีที่แล้ว

    Jai jagannath 🙏🙏🙏🙏🙏 arvind bhai

  • @bapujikumarsahoo4018
    @bapujikumarsahoo4018 2 ปีที่แล้ว

    Great repoter god bless you

  • @amarendrabehera1302
    @amarendrabehera1302 2 ปีที่แล้ว

    ଜଗତରନାଥ ଜଗନ୍ନାଥ ଅରିନ୍ଦମଭାଇ ଙ୍କ ଅମର ଆତ୍ମା ର ସଦଗତି କରନ୍ତୁ

  • @SubhransuPandaOfficial
    @SubhransuPandaOfficial 2 ปีที่แล้ว +1

    ଏହା ସାହସ ନୁହେଁ ଦୁଃଶାହସ ଓ ଅନୁଶାସନ ହୀନତା . ଦୁଃଶାହସ ମିଡ଼ିଆ ଟିମ ର ଓ ଅନୁଶାସନ ହୀନତା ଓଡ୍ରାଫ ଟିମ ର।

    • @AbhijitAVI
      @AbhijitAVI 2 ปีที่แล้ว

      💯% correct

  • @sisiranaik9741
    @sisiranaik9741 2 ปีที่แล้ว

    ଅରିନ୍ଦମ ଦାସ ଅମର ରହେ 🙏🙏🙏

  • @rajeshkumarsahu7875
    @rajeshkumarsahu7875 2 ปีที่แล้ว

    Jay Jagannath God bless u Arindam 🙏

  • @ghanashyamnaik6984
    @ghanashyamnaik6984 2 ปีที่แล้ว

    U R great sir🙏🙏🙏

  • @saradaprasand9602
    @saradaprasand9602 2 ปีที่แล้ว

    Prabhu jagannath nku etiki prarthana Arindam bhai nka aatma ku satgati ao saanti milu mahaprabhu

  • @sikhabehera3057
    @sikhabehera3057 2 ปีที่แล้ว

    Rip 🙏🙏Great and nice persion... 🙏😭😭😭😭

  • @subhakantapanda4289
    @subhakantapanda4289 2 ปีที่แล้ว

    Great salute to you

  • @sujatapraharaj3892
    @sujatapraharaj3892 2 ปีที่แล้ว +1

    😭😭ଈଶ୍ବର ତାଙ୍କ ଆତ୍ମା କୁ ସଦ୍ଗତି ପ୍ରଦାନ କରନ୍ତୁ ।

  • @b.kishorkumar1356
    @b.kishorkumar1356 2 ปีที่แล้ว

    Really really xtremely sooooo 😢😭😢😢😢

  • @Sangram78485
    @Sangram78485 2 ปีที่แล้ว

    Omg ...He is a very dynamic reporter 😘😘😘😘

  • @pradeepsahu1304
    @pradeepsahu1304 2 ปีที่แล้ว

    ଅରିନ୍ଦମ ଭାଇ ଅମର ରହେ

  • @ashokkumardas1634
    @ashokkumardas1634 2 ปีที่แล้ว +27

    Who has engaed odraf team in high level water in Mahanadi for rescue operation of elephant moving inside water he is faulty.

    • @neeturajjena6936
      @neeturajjena6936 2 ปีที่แล้ว

      why odraf taken this reporter with him""??

  • @sarojpatnuru6688
    @sarojpatnuru6688 2 ปีที่แล้ว

    RIP SIR ,YOU HAVE COMPLETED YOUR INCREDIBLE DUTY PERFECTLY IN THE WORLD. AS A RESULT I BELIEVE TODAY YOU WILL BE AWARDED IN THE HEAVEN .

    • @manaskumarmohapatra2554
      @manaskumarmohapatra2554 2 ปีที่แล้ว

      Humm se jau tapain pa indrapura re rambha menka swagat karibaku basichhanti

  • @devisobor9375
    @devisobor9375 2 ปีที่แล้ว

    Bahut bhala reporter Aridam bhai... RIP

  • @ashutoshbarik5330
    @ashutoshbarik5330 2 ปีที่แล้ว +10

    ତମେ ଓଟିଭି ବାଲା ତମ ଟି ର ପି ପାଇଁ ତାକୁ ମାରିଦେଲେ, ନହେଲେ ଜଣେ ତା ସଉକୁ ରେ ମରିତେ ଯାଉଥିଲା ।

    • @sanjayakumar8990
      @sanjayakumar8990 2 ปีที่แล้ว +3

      Right bhai ,media wala tanka employees nku mana kariba katha flood time re Pani re pasi reporting na karibaku, cyclone time re sea beach ku na jiba pai , aau emane lova aau increment paiba lobha re emiti karuthile loka nka seba pai nunhe

  • @stmaker2874
    @stmaker2874 2 ปีที่แล้ว

    😭😭😭😭😭ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି ହୋଉ

  • @chitrosenpalaka486
    @chitrosenpalaka486 2 ปีที่แล้ว

    You great sir you r my best repoter missing you ...RIP

  • @pujaprasantpuja3895
    @pujaprasantpuja3895 2 ปีที่แล้ว

    Jay Jaganath 🙏

  • @rupakkumarsahu3365
    @rupakkumarsahu3365 2 ปีที่แล้ว +6

    Rip🙏

  • @rakeshku321
    @rakeshku321 2 ปีที่แล้ว +1

    Kana darkar thila boat re jiba pain upare rahi reporting kana heinathanta . Jagannath tank atma ku santi diya . Tanka paribar ku sakti diya . Jay Jagannath.

  • @chinmaymotivation1018
    @chinmaymotivation1018 2 ปีที่แล้ว

    Bhai tame sabubele rahiba

  • @actiondhhun5328
    @actiondhhun5328 2 ปีที่แล้ว

    Jai jagannath 🙏

  • @Soumya_809
    @Soumya_809 2 ปีที่แล้ว

    Media ku jibara nathila emiti situation re reporting pain odraf team mane jaithile na media frornt side warrior jaha hela hela manibaku padiba otv reporting. Salute. And god bless him🙏🏻God tanka atma ku santi diantu.

  • @sameersamantaray5908
    @sameersamantaray5908 2 ปีที่แล้ว

    ସାମ୍ବାଦିକତା ରେ ସତ୍ଯ ର ଆକାଶ ରେ ସେ ଧୁର୍ବତାରା ହୋଇ ରହିଗଲେ। ଅଳ୍ପ ଦିନ ଜିବନି ରେ ସେ ଜିବନ ର ଅନେକ ଅକୁହା କଥା ଲେଖି ଦେଇଗଲେ।

  • @debasisbehera8403
    @debasisbehera8403 2 ปีที่แล้ว

    Love for his soul 👍🙏🙏🙏😍😍😍

  • @sabitahembram9821
    @sabitahembram9821 2 ปีที่แล้ว

    God bless you

  • @dusmatanayak9921
    @dusmatanayak9921 2 ปีที่แล้ว

    Aridam sir really u aregreat

  • @manini9690
    @manini9690 2 ปีที่แล้ว +1

    He bhagawan 😭🙏🙏🙏🙏

  • @runuchand8214
    @runuchand8214 2 ปีที่แล้ว

    He prabhu samastanku bhalare bahar karibar thila prabhu 🙏🙏

  • @himansusekharojha6426
    @himansusekharojha6426 2 ปีที่แล้ว

    Jagannath bless you

  • @maidrakmandal1590
    @maidrakmandal1590 2 ปีที่แล้ว

    God bless you bhai

  • @sanjaybarik3329
    @sanjaybarik3329 2 ปีที่แล้ว

    Jai jagannath

  • @sarojinidash6436
    @sarojinidash6436 2 ปีที่แล้ว +1

    We will never forget him... it's very hard to believe this news...😭😭😭

  • @biswaranjanparida5484
    @biswaranjanparida5484 ปีที่แล้ว

    Jay Jagannatha 🙏🙏🙏🙏

  • @ramulmohanty9650
    @ramulmohanty9650 2 ปีที่แล้ว

    Rip 🙏🙏😢😢, jai jagannath

  • @ManojKumar-wb8yu
    @ManojKumar-wb8yu 2 ปีที่แล้ว

    ଭଗବାନ ଅରିନ୍ଦମ ଭାଇଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।

  • @bhagyashreebiswal1739
    @bhagyashreebiswal1739 2 ปีที่แล้ว

    Miss u sir... U r the best reporter

  • @adityabiswal6173
    @adityabiswal6173 2 ปีที่แล้ว +5

    R.i.p 🙏🙏🙏

  • @amitsnakeexpert8538
    @amitsnakeexpert8538 2 ปีที่แล้ว

    Jai jagnath 🙏🙏🙏🙏