ମୁଖ୍ୟମନ୍ତ୍ରୀଙ୍କୁ ଅସହାୟ ଝିଅର କୋହଭରା ଚିଠି, ‘ମୁଁ ପଢିବାକୁ ଚାହେଁ, ଦୁନିଆ ଦେଖିବାକୁ ଚାହେଁ, ବଞ୍ଚିବାକୁ ଚାହେଁ’

แชร์
ฝัง
  • เผยแพร่เมื่อ 18 ส.ค. 2022
  • ମୁଖ୍ୟମନ୍ତ୍ରୀଙ୍କୁ ଅସହାୟ ଝିଅର କୋହଭରା ଚିଠି, ‘ମୁଁ ପଢିବାକୁ ଚାହେଁ, ଦୁନିଆ ଦେଖିବାକୁ ଚାହେଁ, ବଞ୍ଚିବାକୁ ଚାହେଁ’ । #prameyanews7 #News7 #OdishaNews
    Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
    For latest Odisha News Follow us:
    Website: www.prameyanews7.com/
    TH-cam: / prameyanews7odia
    Twitter: / news7odia
    Facebook: / news7odia
    Instagram: / prameyanews7
    Playlists-
    Nua Jibana Nua Asha: • Nua Jibana Nua Asha | ...
    ଶୁଣ...ଶୁଣ...ଶୁଣ: • Video
    Explore Odisha: • Explore Odisha
    Breakfast Odisha: • Breakfast Odisha News7
    Maganna Oligi • Video
    Biswas Abiswas Andhabiswas: • Biswas Abiswas Andhabi...
    Digital Special Stories: • Digital Special Stories
    Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
    Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
    Face To Face: • Face To Face

ความคิดเห็น • 482

  • @dibyaduttaray480
    @dibyaduttaray480 ปีที่แล้ว +119

    ସେ ସାରଙ୍କୁ ମୋର କୋଟି କୋଟି ପ୍ରଣାମ ଯିଏ ଏ ଝିଅଟିକୁ ଏତେ ସାହାସ ଓ ସହଯୋଗ କରିଛନ୍ତି....

  • @pradoshkumar7833
    @pradoshkumar7833 ปีที่แล้ว +88

    ଯଦି କେହି ଜଣେ ଭଲ ମଣିଷ ଆସି ଏ କୁନି ଝିଅ କଥା ବୁଝିବେ ତାହେଲେ ଏ କୁନି ଝିଅ ର ଭବିଷ୍ୟତ ଉଜ୍ବଳ ହେଇପାରିବ. ସରକାର ତ କେବେ ସାହାଯ୍ୟ କରିବନି.

  • @devjena5582
    @devjena5582 ปีที่แล้ว +58

    ଶଳାଙ୍କୁ ଏମିତି ମାଡ ଦରକାର,ପୁରା ଲଙ୍ଗଳା କରିକି, ଯିଏ ଏ ଜାତି ପ୍ରଥା କହୁଚି

  • @duburajbandia5800
    @duburajbandia5800 ปีที่แล้ว +25

    ସରପଞ୍ଚ,BDO, ତହସିଲଦାର ଆଖିରେ କଣ କଣ୍ଟା ପଶିଛି କି? ଗୋଟିଏ କାମ କରନ୍ତୁ REPORTER ଭାଇ ନିଜେ ଯାଇ BDO ସହିତ କଥା ହୋଇ ବ୍ୟବସ୍ଥା କରିଦିଅନ୍ତୁ। BDO ତହସିଲଦାର ନିକଟକୁ ଗଲେ ସେମାନେ ଗରିବ ଲୋକଙ୍କ କଥା ଶୁଣିବେ ନାହିଁ।

    • @KajalKajal-rt9hc
      @KajalKajal-rt9hc ปีที่แล้ว

      Evali question ethi 0ain reporter mahasaya kale Kahinki na BDO tankar pakha loka heithibe, aau BDO nku na janei dukha direct CM nku janeile BDO nka upare kale kie dosa arop kariba

  • @shydollpriti8691
    @shydollpriti8691 ปีที่แล้ว +70

    ଜିଲ୍ଲାପାଳଙ୍କୁ ଅନୁରୋଧ ଏ ଝିଅର ସବୁ ସମସ୍ଯାର ସମାଧାନ କରନ୍ତୁ plz

  • @devjena5582
    @devjena5582 ปีที่แล้ว +30

    ତମେ ଏତେ ପ୍ରଶ୍ନ କଲେ ପିଲା ଲୋକ ସେ ଉତ୍ତର କେମିତି ଦେବ

  • @sureshsireducationpoint8248
    @sureshsireducationpoint8248 ปีที่แล้ว +29

    ମୋତେ ଏଇ ଝିଅଟିକୁ ଦେଇ ଦିଆଯାଉ , ମୁଁ ଏହାର ଯତ୍ନ ନେବି ।

    • @arjuntudu6545
      @arjuntudu6545 ปีที่แล้ว +2

      Suresh sir mu nebi aie pilaku mu jatna re rokhibi

    • @rojireddy2596
      @rojireddy2596 ปีที่แล้ว

      🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @mcabriyasoura7845
    @mcabriyasoura7845 ปีที่แล้ว +7

    ପ୍ରଭୁ ଯୀଶୁ ତୁମକୁ ଆସିର୍ବାଦ କରନ୍ତୁ ଭଉଣୀ, ଭଉଣୀ ମୁଁ ତୁମକୁ ଗୋଟିଏ କଥା କହୁଛି, ଆଜି ଟୁ ତୁମେ ହୀନ୍ଦୁ ଧର୍ମ ଛାଡି ଆସ ମନ ପରିବର୍ତ୍ତନ କର ଯୀଶୁ ଖ୍ରୀଷ୍ଟଙ୍କ ମଣ୍ଡଳୀ ରେ ମିସିବା ପାଇଁ ମନ ସଜାଇ ହୁଅ କାରଣ ଯୀଶୁ ଖ୍ରୀଷ୍ଟ କହନ୍ତି ମୁଁ କାହାକୁ ମଧ୍ଯ ଛାଡିବି ନାହି ବାଛିବି ନାହିଁ ବୋଲି

  • @jitendrajena3345
    @jitendrajena3345 ปีที่แล้ว +36

    ମୁଁ ବି ଦୁଖିତ ଏ ପିଲା ର କଷ୍ଟ କୁ ଦେଖି ଦୟାକରି ହରିଜନ ଲୋକ ସେଠାରେ ଥିବା ସମସ୍ତଙ୍କୁ ଅନୁରୋଧ ସେହି ପିଲା ର ସମସ୍ତ କାର୍ୟ୍ଯ ରେ ସାହାୟ୍ଯ କରନ୍ତୁ ମୋର ଅନୁେରାଧ

  • @jitendrajena3345
    @jitendrajena3345 ปีที่แล้ว +17

    ଏମିତି ପଚାରିବା ଠିକ୍ ଅଛି କି ମୋହାସୟ
    ଛୋଟ ପିଲା ପରା

  • @kabidibyendumallick3539
    @kabidibyendumallick3539 ปีที่แล้ว +11

    ସେ ପିଲାର ଯୋଗାଯୋଗ ନମ୍ବର କିମ୍ବା ଠିକଣା ଦିଅନ୍ତୁ, ମୁଁ ତାଙ୍କୁ ଟ୍ୟୁସନ ସୁବିଧା କରିପାରିବି l

  • @IMCHANDRASEKHOR
    @IMCHANDRASEKHOR ปีที่แล้ว +89

    She is very Intelligent,polity and Humble Girl . Because her body language is Excellent 👌

    • @badriswain9519
      @badriswain9519 ปีที่แล้ว +4

      L km you he

    • @niharnayak5460
      @niharnayak5460 ปีที่แล้ว +3

      କନ ଭାଇ ମୋ କଥା ଠିକ ନା

  • @sagarikamishra9118
    @sagarikamishra9118 ปีที่แล้ว +11

    ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଧନ୍ୟବାଦ୍ ଝିଅ ଟିକୁ ସାହାଯ୍ୟ କରିଥିବା ପାଇଁ ।

  • @biranchinarayansahoo25
    @biranchinarayansahoo25 ปีที่แล้ว +18

    ମୁଖ୍ୟମନ୍ତ୍ରୀ ନିସ୍ଚୟ ଶୁଣିବେ🙏

  • @jatindrananda4648
    @jatindrananda4648 ปีที่แล้ว +5

    ସର୍ବପ୍ରଥମରେ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି ରିପୋର୍ଟର ମହାଶୟଙ୍କୁ ! କାହିଁକିନା ପ୍ରକାଶିତ ସମ୍ବାଦଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ!ହେଲେ ଦୁଃଖର ବିଷୟ ସାମ୍ବାଦିକ ଭାଇ ଜଣକ ଯେଭଳି ଭାବରେ ପ୍ରଶ୍ନ ଉପରେ ପ୍ରଶ୍ନ କରିଚାଲିଥିଲେ ଆଉ ସେହି ସମସ୍ତ ପ୍ରଶ୍ନ ଯାକ ସକରାତ୍ମକ ନହୋଇ ନକାରାତ୍ମକ ହୋଇଥିବାରୁ ଛୋଟ ଝିଅର ପ୍ରତି କଣ ପ୍ରଭାବ ପଡୁଥିବ ଟିକେ ଚିନ୍ତା କରନ୍ତୁ..! ଝିଅ ତ କହୁଛି ଗାଁରେ ଏକୁଟିଆ କରିଦେଇଛନ୍ତି ଆଉ ସେ ଯେଉଁ ଅଫିସକୁ ଗଲେ ମଧ୍ୟ କଣ ଗ୍ରାମର ଟାଉଟରୀ ବ୍ୟକ୍ତି ବିଶେଷ କଣ ସମସ୍ୟା ଛିଡ଼ା କରୁନଥିବେ ଯାହା ଜଣେ ରିପୋର୍ଟରଙ୍କୁ ଅଜଣା ନଥିବା କଥା!ହେଲେ ଏହି ମହାଶୟ ଜଣକ..

  • @prahalladsahu807
    @prahalladsahu807 ปีที่แล้ว +4

    ମନ ଦୁଖ କରନା ଭଉଣି ଭଗବାନ ତୁମର ଡ଼ାକ ନିଶ୍ଚୟ ଶୁଣିବେ ଜୟ ଜଗନ୍ନାଥ

  • @akashykumar2686
    @akashykumar2686 ปีที่แล้ว +11

    ମଳିକ ବେଲି ସେ ମଣିଷ ନୁେହଁ। ସାହାସ ହରାନା ତୋ ସାହାସ ତ ମା ର ସାହା ସୁଭଦ୍ରା ମା ତୁ ପାଠପଢ଼ା କେବେ ବି ଛାଡବୁନୀ ଭଗବାନ ଆଛତି।

  • @s.khurdha9371
    @s.khurdha9371 ปีที่แล้ว +8

    ୟେ reporter ନିଜକୁ ବୋହୁତ ପଣ୍ଡିତ ବୋଲି ଭାବୁଚି over smart

  • @mrranjan2275
    @mrranjan2275 ปีที่แล้ว +12

    ଯଦି ଏବେ 2022 ରେ ଏତେ ଭେଦ ଭାବ ଅଛି.... Se ମାଗିଖିଆ ବ୍ରାହ୍ମଣ କେମେତି ଗୋଟେ sc cast re ଝିଅ କୁ ପାଳୁଥିଲେ... ଗୋଟେ cast କୁ ଏତେ ଅପମାନ ଆଉ ନିଦ୍ଧା କରିବା କେତେ ଦୁର ଠିକି.ପଣ୍ଡା ଝିଅ ର ସାହାଯ୍ୟ ପାଇଁ ବହୁତ ବାଟ ଥିଲା ..ଟିୟୁସନ ସାର ଭଲରେ ଶିଖା ଦେଇଛନ୍ତି.... ଜଗନ୍ନାଥ ଦୁଃଖ ବୁଝିବେ 🙏🏻

    • @ssubratkumarmajhi5971
      @ssubratkumarmajhi5971 ปีที่แล้ว +2

      Right bhai🙏🙏🙏🙏...

    • @Sonu.pratihari720
      @Sonu.pratihari720 ปีที่แล้ว +1

      Bhai. Bhagwan beda bhava karantini hele murkha manisa ra garva beda bhava kare

  • @chandramanijena8937
    @chandramanijena8937 ปีที่แล้ว +16

    Dhanya Media Bhai

  • @raghumaninayak9593
    @raghumaninayak9593 ปีที่แล้ว +18

    ଧନ୍ୟବାଦ୍ NEWS7 ।

  • @s.khurdha9371
    @s.khurdha9371 ปีที่แล้ว +7

    ୟେଙ୍କର ଗୋଟିଏ ଅଜବେଷ୍ଟ ଘର ଅଛି ବାସ ସେହି ( ପ୍ରମାଣ) ପାଇଁ ଗାଁ ଟାଉ ଟର /କୁଜି ନେତାମାନେ ୟମାନଙ୍କୁ ସରକାରୀ ଆବାସ ଯୋଜନାରୁ ବ୍ଲକ ରେ କହି ନାମ କାଟି ଛନ୍ତି

  • @iindia8565
    @iindia8565 ปีที่แล้ว +13

    ଆମେ ସବୁବେଳେ ଏମିତି ନ୍ୟୁଜ୍ ଦେଖିବାକୁ ଚାହୁଁଛୁ

  • @bikramkumarbal5854
    @bikramkumarbal5854 ปีที่แล้ว +10

    ସତରେ ଗରିବ ଲୋକଙ୍କୁ ସାହାଯ୍ୟ କଲେ ସରକାର ର କଣ ସରିଯିବ, 🤦‍♂️🤦‍♂️🤦‍♂️

    • @manu214
      @manu214 ปีที่แล้ว

      Sarkar sabu dauchanti eaa kuji neta sabu khaijauchanti

  • @bijaykhatua8716
    @bijaykhatua8716 ปีที่แล้ว +3

    Abhali news dekheile sina samaaj ra unati heba and kichhi shikhibaku miliba. God bless you 🙏🙏

  • @amitkumardalai9181
    @amitkumardalai9181 ปีที่แล้ว +4

    Soch badlo desh badlega @padosi walo.....🙏🙏🙏... brave girl.... heart of respect... zaroor ek din kamiyabi milega...

  • @Rakeshkumar-pp4dp
    @Rakeshkumar-pp4dp ปีที่แล้ว +21

    Epari news kara bhala news channel ra respect rakha

  • @akshaykumarnayak7410
    @akshaykumarnayak7410 ปีที่แล้ว +1

    You are a very brave girl, Jay Jagannath, God bless you sister

  • @basantmalick9799
    @basantmalick9799 ปีที่แล้ว +4

    Jhia Aapanka katha suniki mu duhkhi, Aashakaruchhi God tumara duhkha bujhibe bhangipadani maa chesta jari rakha, jay jagannath 🙏🙏🙏

  • @chandanpati6810
    @chandanpati6810 ปีที่แล้ว +6

    ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଝିଅଟି ର ଚିଠି ନିଜେ ପଢ଼ିବା ର ଆବଶ୍ୟକ ଅଛି , ନ ହେଲେ ଚିଠି ଟି ମୁଖ୍ୟମନ୍ତ୍ରୀ ପାଖରେ ନ ପହଞ୍ଚି ପାରିଲେ କିଛି ହୋଇ ପାରିବ ନାହିଁ , ଝିଅଟି ର ଆଶା ଆଶାରେ ରହିଯିବ।

  • @banamalibehera8781
    @banamalibehera8781 ปีที่แล้ว +17

    GOVT SHOULD HELP THIS CUTE GIRL HER UNDERSTANDING IS VERY BEST.HER SPEAKING CAPACITY IS VERY GOOD. SHE SHOULD GIVE FULL ADDRESS AND ACCOUNT NO. FOR SOMETHING HELP FROM ENTIRE ODISHA.

  • @sibareddy7201
    @sibareddy7201 ปีที่แล้ว +6

    ତମେ ଦିନେ ବଡ଼ ମଣିଷ ହେବ

  • @prasankumar8209
    @prasankumar8209 ปีที่แล้ว +2

    Plzzz... Odisha government... Kichhi taa help karantu... 🙏🏻🙏🏻🙏🏻

  • @bhabanishankarpati466
    @bhabanishankarpati466 ปีที่แล้ว +6

    Really so sad..Government & villagers should helps that family
    & that girl for her higher education

  • @bishnucharansethi3361
    @bishnucharansethi3361 ปีที่แล้ว +9

    Media bhai ku dhanyabad 100 rt se jhiaku saharya karibe

  • @mayadharsethi7758
    @mayadharsethi7758 ปีที่แล้ว +2

    Jeteki govt sahajya karuni ta thu adhika news channel help karuchi..... thanks 🙏🏼🙏🏼🙏🏼🙏🏼

  • @Surya78490
    @Surya78490 ปีที่แล้ว +26

    ହିନ୍ଦୁ ହଉଛି ପରମ Maghia 😡😡😡 ଏଇ ଜାତି ପର୍ଥା କୁ ନେଇ ଆଜି ଦୁଇ ଭାଗରେ ହିନ୍ଦୁ ବାଣ୍ଟି ହେଇଯାଉଚି ଗାଣ୍ଡୀ ମରେଇବ ରୁହ ଯେତେ ବେଳେ ସବୁ sc/st ଯେତେବେଳେ muslim au Cristian ଧର୍ମ ଅପନେଇବେ ଏବେ ଠୁ ବୋହୁ ହିନ୍ଦୁ ଲୋକ Muslim ଓ Cristian ଅପନାଉଚ୍ଚନ୍ତି 😡😡😡

    • @its__shorts_me_5941
      @its__shorts_me_5941 ปีที่แล้ว +1

      Thik katha bhai....😠😠😠

    • @johankumardas3052
      @johankumardas3052 ปีที่แล้ว +1

      😀😀😀

    • @johankumardas3052
      @johankumardas3052 ปีที่แล้ว

      God bless u bro ❤️

    • @bismayapanda5090
      @bismayapanda5090 ปีที่แล้ว

      Tu Kia be

    • @user-sr4dy6uv3f
      @user-sr4dy6uv3f ปีที่แล้ว +2

      ଆରେ ହେ ମୂର୍ଖ SC, ST ଲୋକମାନେ ହିନ୍ଦୁ କିମ୍ବା ଖ୍ରୀଷ୍ଟିଆନ୍ ନୁହଁନ୍ତି,
      ଏ SC,ST ଲୋକ ମାନେ ଅଳ୍ପ ଶିକ୍ଷିତ, ଅପାଠୁଆ ଥିବାରୁ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍ ଧର୍ମାନ୍ତରୀକରଣ ଜାଲରେ ପଡ଼ି ନିଜ ଆଦିବାସୀ, ହରିଜନ ଧର୍ମ କୁ ଭୁଲି ଯାଉଛନ୍ତି,
      ଅଧିକାଂଶ ହିନ୍ଦୁ ନେତା ମାନଙ୍କ ଝିଅ ମାନେ ମୁସଲମାନ ମାନଙ୍କୁ ବାହା ହେଇଛନ୍ତି

  • @user-tw4lg1nr6t
    @user-tw4lg1nr6t ปีที่แล้ว +1

    ମୁଖ୍ୟ ମନ୍ତ୍ରୀ ସାର୍ ଏହାର ଉଚିତ୍ ସହଯୋଗ କରନ୍ତୁ

  • @prasantdas1700
    @prasantdas1700 ปีที่แล้ว +7

    ସ୍ବାଧୀନତାର 75 ବର୍ଷ ପରେ ବି ଜାତି ବର୍ଣ୍ଣ ଏ ସମାଜ ରେ ରହିଛି

    • @kariamarandi9397
      @kariamarandi9397 ปีที่แล้ว

      Hnnn vai ei dunia bada bichitra.bahire gote lekha heichhi au Manisha mane karanti alaga.mote eguda sabu vala lageni.mun hindu .muslim.panjabi samastanku vala pae.......

  • @pranabbiswal3164
    @pranabbiswal3164 ปีที่แล้ว +6

    NEWS 7 Great 👍

  • @gopalcharansahoo7585
    @gopalcharansahoo7585 ปีที่แล้ว +2

    God bless you.

  • @ChandraSekharParichha
    @ChandraSekharParichha 2 หลายเดือนก่อน +2

    So sad 😭 Govt should help that cute girl and his family,
    This is my request. I am extremely sad about for her 😂😂😂😂😂😂😂😂😂😂😂.I pray that God may provide everything to her.

  • @khushitiki4470
    @khushitiki4470 ปีที่แล้ว +5

    Bahut dukha laguchi 😭😭😭😭😭🙏🙏🙏🙏

  • @srtsahoo2862
    @srtsahoo2862 ปีที่แล้ว +1

    Bright FUTURE,GOD BLESS her

  • @kiranpradhan7746
    @kiranpradhan7746 ปีที่แล้ว +8

    😭😭😭😭😭😭😭😭😭😭god bless you Sana bhauni

  • @tankarana-nm8bg
    @tankarana-nm8bg ปีที่แล้ว +2

    ସରକାର ଗରିବ ଲୋକଙ୍କୁ ସହାୟତା କରୁନାହାଁନ୍ତି

  • @likimama
    @likimama ปีที่แล้ว +1

    ଏ ସରକାର କେବେ ବି ସାହାଯ୍ୟ ର ହାତ ବଡ଼େଇବ ନାହିଁ

  • @basantmalick9799
    @basantmalick9799 ปีที่แล้ว +2

    ଜାତିପ୍ରଥା କଥା କହିବା ମୁର୍ଖାମୀ ଝିଅ ତୁମେ ଚେ଼ଷ୍ଟା କରି ଚାଲ ସେମାେନ ଦିନେନାଦିନେ ଯାଣିବେ ଆମେକେତେବଡଭୁଲ କରିଛୁବୋଲି ଈଶ୍ବର ଇଚ୍ଛା ପୂରଣ କରିବେ

  • @niranjanniranjan2280
    @niranjanniranjan2280 ปีที่แล้ว +2

    Jay jaganath swami ki Jay

  • @nabinbehera9360
    @nabinbehera9360 ปีที่แล้ว +1

    Thank you very much Naba sir 🙏🙏

  • @shubhashreepriyadarshinipa4645
    @shubhashreepriyadarshinipa4645 ปีที่แล้ว +1

    Thank you media bhai

  • @niharnayak5460
    @niharnayak5460 ปีที่แล้ว +12

    ଓଡିଶା ରେ କାନ କଟା ଆଉ ଆଖି ଫୁଟା ସରକାର ସିଏବା କନ ଦେଖିବେ କି କନ ସୁଣିବେ ତମର ଦୁଖ

  • @ajayakumarbeherabehera1097
    @ajayakumarbeherabehera1097 ปีที่แล้ว +3

    Jaldi ae jhia ku help kara jau, Jay Jagannath,ae dursy dekhi akhiru luha asi jauchhi

  • @akshaykumarnayak7410
    @akshaykumarnayak7410 ปีที่แล้ว +9

    Govt should help this sweet girl, Jay Jagannath 🙏🙏🙏🙏

  • @kishankumarbehera3748
    @kishankumarbehera3748 ปีที่แล้ว +9

    Jay Jagannath 🙏

  • @bikashbarik__
    @bikashbarik__ ปีที่แล้ว +10

    News Anchor eatea aggression kn dekhauchi, sala nije help kn kari paribu jadi kar, eate aggression dekha ni chua taku, se eate bi mature heini je eatea bhudi asiba, chua ku help kari pariba jadi kara, eTe chua taku pressure deiki role karani...

  • @chiranjibi4087
    @chiranjibi4087 ปีที่แล้ว +23

    Prameya TV should mention any guardian or NGO close by where people can send some aid or contribute to the betterment of this girl and her mother.

    • @rabindramohansahu2459
      @rabindramohansahu2459 ปีที่แล้ว +1

      I m requesting to this T. V to take steps to help the poor girl & her mother.

  • @rabindramohansahu2459
    @rabindramohansahu2459 ปีที่แล้ว +5

    Good steps taken by the poor girl.

  • @fakirmohansahoo2079
    @fakirmohansahoo2079 11 หลายเดือนก่อน

    ପ୍ରଭୁ ଜଗନ୍ନାଥ ତୁମକୁ ସହାୟ ହୁଅନ୍ତୁ,ଜୟ ଜଗନ୍ନାଥ 🙏🙏🙏

  • @padmanavpadhan9639
    @padmanavpadhan9639 ปีที่แล้ว +1

    ହେ ଭଗବାନ🙏🙏🙏

  • @suchitrabehera8117
    @suchitrabehera8117 ปีที่แล้ว +2

    I Like You 🥰🥰🥰🥰🥰🥰🥰🥰😇😇😇😇😊😊😊😊🙂🙂🙂🥰🥰🥰😍 Tame Bahut re ruha Bhapare Patha padhiba IAm very sad 😥😥😢😢 Tame Bahut Bhala re Ruha 🙏 I Like You 🥰🥰🥰🥰😍

  • @sarojineemalik6533
    @sarojineemalik6533 ปีที่แล้ว +1

    I really proud of u my sister ,aaji parjyanta mu bhabi bhabi kebe kariparibini,tame seita karicha ,bahut khusi mu jhia , aamara avba asubidha ame kebe kahaku kahiparibani , ta thapi kasta kari padhuche aame , tume bi padha god bless you maa🙏

  • @devjena5582
    @devjena5582 ปีที่แล้ว +7

    ସବୁ କ୍ଷେତ୍ର ରେ ସାହାଯ୍ୟ କରିବି ଖାଲି ଠିକଣା ଦିଅନ୍ତୁ🙏

    • @hiranofficial9762
      @hiranofficial9762 ปีที่แล้ว +1

      You are very good sir.. Because because the God direct not come and help to hair there are many peoples they are saying God will bless you god will help you but no one is saying that I will help you Aaj like you sirYou are very good sir.. Because because the God direct not come and help to hair there are many peoples they are saying God will bless you god will help you but no one is saying that I will help you Aaj like you sir

    • @hiranofficial9762
      @hiranofficial9762 ปีที่แล้ว +1

      Village:Patanaraipur ,PO : Khirachora gopinaatha mandira ,Block: Remuna , Dist: Baleshwar, Odisha

    • @Rajesh-ru9zm
      @Rajesh-ru9zm ปีที่แล้ว

      God blessing

    • @sushantamohapatra1260
      @sushantamohapatra1260 ปีที่แล้ว

      ଏ ଝିଅ ର ଠିକଣା ଓ Bank Account number ଦେଲେ ଭଲ ହୁଅନ୍ତା।

    • @ssubratkumarmajhi5971
      @ssubratkumarmajhi5971 ปีที่แล้ว

      NAME: SHUBHADRA PANDA
      ACCOUNT No: 416634002004145
      IFSC: I0BAOROGB01
      ODISHA GRAMMY BANK

  • @gopabandhu3409
    @gopabandhu3409 ปีที่แล้ว +1

    God bless you daughter

  • @sankarkhillo8373
    @sankarkhillo8373 ปีที่แล้ว +2

    God bless you sister 🙏🙏🙏🙏🙏😭😭😭😭😭

  • @narendrasahoo1857
    @narendrasahoo1857 ปีที่แล้ว +1

    Very good speech

  • @RajendraDas90
    @RajendraDas90 ปีที่แล้ว +13

    Jay jagannath swami🙏

  • @ranusethy8284
    @ranusethy8284 ปีที่แล้ว +3

    God bless you 👍👍👍

  • @nursinghdas348
    @nursinghdas348 ปีที่แล้ว +2

    ଭାଇ ଜାତି ଯାହାବି ହେଉ ଏ ଝିଅକୁ ସାହାଯ୍ୟ ମିଳୁ ମୋ ମତରେ ଜୟ ଜଗନ୍ନାଥ 🚩🙏🙏🙏

  • @trilochan8378
    @trilochan8378 ปีที่แล้ว +7

    Jay jagannath prabhu 🙏🙏🙏

  • @basutripathy
    @basutripathy ปีที่แล้ว +1

    Very sad . God bless her.

  • @brundavanpradhan2362
    @brundavanpradhan2362 3 วันที่ผ่านมา

    Jai jagannath.Good Sister

  • @misskabitavloge7550
    @misskabitavloge7550 ปีที่แล้ว +5

    Her voice is amazing... 👌👌👌👌

  • @pradiptakhuntia5534
    @pradiptakhuntia5534 ปีที่แล้ว +3

    ଜୟ ବାବା ଗୋରେଖ୍ ନାଥ

  • @subharanshu8267
    @subharanshu8267 ปีที่แล้ว +1

    God bless u sister❤❤

  • @ramachandrapradhan169
    @ramachandrapradhan169 ปีที่แล้ว

    Chhota jhia t etiki dukha jantrana sahi banchichhi,saeta bada katha. 👍👍👍👍👌👌👌👌👌💐💐💐💐💐💐.

  • @babubhaivlog
    @babubhaivlog ปีที่แล้ว +3

    Jay Jagannath plz help her🙏🙏🙏

  • @Pkm373
    @Pkm373 ปีที่แล้ว +1

    Bhala jhia ta.... May God bless you 🙏🥀💐

  • @hiranofficial9762
    @hiranofficial9762 ปีที่แล้ว +2

    ଏହି ଜାତିପ୍ରଥା ଦେଖିଲେ Christian ଧର୍ମ ହିଁ ସବୁଠାରୁ ଭଲ ଆଉ ପ୍ରେମର ଗୋଟିଏ ଜଳନ୍ତ ଚିତ

    • @gayatrimadkami7145
      @gayatrimadkami7145 ปีที่แล้ว

      Thank sir

    • @user-sr4dy6uv3f
      @user-sr4dy6uv3f ปีที่แล้ว

      ଖ୍ରୀଷ୍ଟିଆନ ଧର୍ମ , ହିନ୍ଦୁ ଧର୍ମ
      ଦଳିତ, ଆଦିବାସୀ, ହରିଜନ ସଂପ୍ରଦାୟର ଲୋକମାନଙ୍କୁ ଅନୁରୋଧ ଏହି ଦୁଇଟି ଧର୍ମ ର ଧର୍ମାନ୍ତରୀକରଣ ଜାଲରେ ପଡନ୍ତୁ ନାହଁ,

  • @vj-em7qg
    @vj-em7qg ปีที่แล้ว +3

    ସରପଞ୍ଚ ତହସିଲଦାର ଲୋକଙ୍କ ଦୁଃଖ ଶୁଣୁ ଥିଲେ ଆଜି ଏଇ ଅବସ୍ଥା ତାଙ୍କର ନ ଥାନ୍ତା। ଯିଏ ବି ତାକୁ ଛୋଟ ଜାତି ବୋଲି ଘରକୁ ପସେଇ ଦେଇନି ତା ନା media ରେ କହିକି ସେ ଛୁଆ କାଇଁ ଶତ୍ରୁ ସାଯିବ। reporter କୁ ଟିକେ ବୁଦ୍ଧି ଦିଅ ଛୁଆ କୁ nervous କରି ଦଉଚି।

  • @mousumiswain5611
    @mousumiswain5611 ปีที่แล้ว +1

    Jay jagannath swami 🙏🙏🙏🙏🙏

  • @sidharthagopal9990
    @sidharthagopal9990 ปีที่แล้ว

    She is very inteligent ,

  • @chandrasekharsamal9176
    @chandrasekharsamal9176 หลายเดือนก่อน

    Our CM navin babu good man, dukh sunibe biswas achi.

  • @technologypkdas9061
    @technologypkdas9061 ปีที่แล้ว +2

    Se sir ku mora dhanyabaad its my little sister

  • @debendraho3965
    @debendraho3965 ปีที่แล้ว +1

    ଆବାସ ଯୋଜନା କାହିଁକି ସେମାନଙ୍କୁ building ଦିଆ ଯାଉ ।

    • @user-sr4dy6uv3f
      @user-sr4dy6uv3f ปีที่แล้ว

      ଯେଉଁ ଦେବୀ ଦେବତା ମାନେ କରୋନା ସମୟରେ ମନ୍ଦିର ଭିତରେ ଲୁଚି ରହିଲେ, ସେହି ଦେବୀ ଦେବତା ମାନଙ୍କ ମନ୍ଦିର ଉନ୍ନତୀ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି ,
      କିନ୍ତୁ ଜନତାଙ୍କ ସେବା ପାଇଁ ବଜେଟ ନାହିଁ

  • @lisaraninayak2631
    @lisaraninayak2631 ปีที่แล้ว

    Prabhu ei jhia nku Tame ashirwad re rakha taku bahut bhala manisha te kara ta saha sabu bele rahithao Prabhu🙏

  • @santosinipradhan8324
    @santosinipradhan8324 ปีที่แล้ว +1

    God bless U 🙏 sister

  • @juluchsahu7279
    @juluchsahu7279 ปีที่แล้ว +2

    Good actions please CM sir🙏🙏🙏...

  • @sureshsireducationpoint8248
    @sureshsireducationpoint8248 ปีที่แล้ว

    ରିପୋଟର ଭାଇ ତମେ ଏପରି କମ୍ପ୍ଲିକେଟେଡ ପ୍ରଶ୍ନ ପଚାରନି , ପିଲାଟି ଡରି ଯାଉଛି ।

  • @babarhussain2235
    @babarhussain2235 ปีที่แล้ว +1

    Pls help is girl'... Very good idea 👍👍

  • @kedarkumar804
    @kedarkumar804 ปีที่แล้ว +4

    Jay Jagannath 🙏🏼⭕❗⭕

  • @likimama
    @likimama ปีที่แล้ว

    ଆଉ ଯଉ bdo ଙ୍କ କଥା କହୁଛନ୍ତି ସେ ଜଣେ ବଡ ହାରାମି ଥିଲେ

  • @akashrout8221
    @akashrout8221 ปีที่แล้ว +1

    A jhia sahagya pauni mu bi semiti durbala mor bi semiti kichhi sahagya pauni Kan karibi 😭😭😭🙏

  • @pratapbaban9917
    @pratapbaban9917 ปีที่แล้ว +1

    Jay jaganntha

  • @pramodkumbhar9540
    @pramodkumbhar9540 ปีที่แล้ว +1

    Good reporter

  • @payalsatapathy3795
    @payalsatapathy3795 ปีที่แล้ว +2

    Jay jagannath 🙏🙏💐💐🌹🌹

  • @asishbehera1561
    @asishbehera1561 ปีที่แล้ว +2

    God bless you

  • @SunilKumar-ln8ed
    @SunilKumar-ln8ed 3 วันที่ผ่านมา

    Thank sir

  • @abhimanyunaik6974
    @abhimanyunaik6974 ปีที่แล้ว +5

    Bhagwan tumo ra sabu dukha kasta dura Kari debe

  • @sureshsireducationpoint8248
    @sureshsireducationpoint8248 ปีที่แล้ว +1

    ଏ ଝିଅଟି ଦେଶର ଭବିଷ୍ୟତ ।