ଦେବୀଙ୍କୁ ପାଣି ପିଆଇଲେ ଲୋକେ ! | BJD Leader Debi Mishra | Election Campaign 2024 | Odisha Reporter
ฝัง
- เผยแพร่เมื่อ 18 พ.ค. 2024
- ରାସ୍ତା ଉପରେ ରଖାଯାଇଛି ହାଣ୍ଡି, ଗରା ଆଉ ମାଠିଆ। ଆଉ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇଛନ୍ତି ଗାଁ ଲୋକେ। ସାମ୍ନାରୁ ଆସୁଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀ ମିଶ୍ର। ନିର୍ବାଚନୀ ପ୍ରଚାର ପାଇଁ ଗୋଟେ ପରେ ଗୋଟେ ଗାଁ ବୁଲୁଛନ୍ତି ଦେବୀ। କିନ୍ତୁ, ପ୍ରଚାର କରିବେ କଣ, ଲୋକଙ୍କୁ ବୁଝାଇ ବୁଝାଇ ଥକି ଗଲେଣି। ଏ ଦୃଶ୍ୟ ନରସିଂହପୁର ବ୍ଲକ ଅନ୍ତର୍ଗତ ଚମ୍ପେଶ୍ୱର ପଞ୍ଚାୟତର ଚଷାବାରବାଟୀ ଗାଁର।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
TH-cam: bit.ly/OdishaReporteronTH-cam
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #debimishra #bjd #badamba #odisha #news #odishareporter
25 barsa BJD ku vote dela 5 barsa painee BJP ku vote diaaaa.
BJD ହଟାଅ,
Bjd hotao odisha banchao
ଭଲ କାମ
ଏମିତି ସବା ଓଡ଼ିଶା ର ସବୁ ଜାଗାରେ ସବୁବେଳେ ହେବା ଦରକାର ତାହା ହେଲେ ଯାଇ ଓଡ଼ିଶା ପରିବର୍ତ୍ତନ ହେବ ଜୟ ଜଗନ୍ନାଥ
Shala Cheat fund Chora ku Pitare Sa Cheat fund baharu
ସାହାସୀ ଗ୍ରାମବାସୀଙ୍କୁ ବହୁତ ବହୁତ ଧନ୍ୟବାଦ
Good reaction 😁
Debi mishra ko vote deantu nahin .
Vote diaani
Good
25 barsare no 1 cmnillaj
Ete dinare sahas jutaila
Bhari bjd Prema dekhuchhi,dacait dala BJD out out
Taku sidha bada
ଜାଗୋ ଓଡିଶା ଜାଗୋ
ବିଜେଡି ର ଏ ନୋତା କୁ ଚପଲ ମାଳ ଦରକାର
Jaya shree ram
ମିଛୁଆ ଙ୍କ ବାର ବାଟ, ଏଇ କ୍ରୀତଦାସ ଙ୍କୁ ଶୀଘ୍ର ବିଦାକର, ନହେଲେ ଓଡିଶା ଆହୁରି ତଳକୁ ଖସି ଯିବ , ଦିଲ୍ଲୀ ରୁ ଆସି ସୁନା ଚାମୁଚରେ ଖାଇବା ଲୋକ ଗରୀବ ଓଡ଼ିଆଙ୍କ କାହାଣୀ ବୁଝିବ କିପରି ସେତ ତାମିଲ ମାଫିଆଙ୍କୁ ପୋସୁଛି,❤ରୁ ବିଚାର କରି ସଜାଗ ରହିବାକୁ ପଡିବ ନହେଲେ ଓଡିଶା ଆହୁରି ପଛକୁ ଚାଲିଯିବ । ଜୟ ଶ୍ରୀରାମ, ଜୟ ଜଗନ୍ନାଥ ।❤ରୁ କୁହ,
Best complen । Only congress
Thik
Great news
😢😢😢😢 ଦୁଃଖ ଦୂର କର
Pitalani kaian
Good treatment
ମା ମାନକୁ କୋଟି କୋଟି ପ୍ରଣାମ ଠିକ୍ କରିଛନ୍ତି
BJD sarakara ku hatao Odisha bachao
Kete garba
Ok
BJD hatau odisha ru only BJP win କରିବ ଓଡ଼ିଶା ରେ ❤❤❤❤❤❤❤❤❤
Bjp
Pipe gote system kintu se system sabu apanaknara pc nieantu nahi bill sighra karantu tape dekhibe sabu system update heijiba
Loka change heleni dekhi ki khushi
Prakand tautery cheat fund chora out out out
B J P Ku Vote Diaa Sabusamadhn Heba Jay shree Ram Jay Jagarnath Suwami 💛💛💛💛💛💛💛🌹🌹🌹🌹🌹🇮🇳🚩
କି ବରିଷ୍ଠ ନେତା ମ । ବାଳ ନେତା ନା।
Dipa livi livi asuchi
Chala re mariba katha
ବିଜେଡି ହଟାଇବା ର ସମୟ ଆସି ଯାଇଛି😂
ମହାନ୍ ଚତୁର ଓଡ଼ିଆ ଏଥର ଦେଖେଇ ଦିଅ ତମ ଭୋଟ ର ଶକ୍ତି କଣ ସେ ୫ ତାମିଲ ଗେଣ୍ଡା ରାଜ ଦେବି ସରକାର କୁ.... ଜୟ ଜଗନ୍ନାଥ
ପାଣି ନାହି ତ ଭୋଟ ନାହିଁ
ପାଣିନୁହେ
ଏଭଳିନେତାକୁପଚିସିବଶହେଲା
ଭଠଦେଇଥୀଲେଏଗାଲକ
ଏଶଳକୁବାଡିୟ
Bhat daba kilae naba
Bjp ko vote dena chahiye
Garba Ahankara chhadantu . Aji je Dhani kali se vikari b hoipare. Manisa ku manisa pari vabiba uchit.
Nomo nomo nomo nomo..... BJP.
Magican nahi thik achhi kintu mla kn pai heba jadi sadharana samasyara samadhan heiparuni so apana mla candidate pai thik nahi
Oukata less bjd mal
Amane rajaswa lutiba pai fit
Bjd ଆଗକୁ ତାଟିଆ କାମୁଡିବା
କଲାକର୍ମର ଫଳ ଖାଇବାକୁ ପଡିବ ଇ ଏ ନେତା ହାରିବା ଭଳି ଲାଗୁଛି 🐒🐒🐒🐒🐒🐒🐒🐒🐒🐒🐒🐒🐒🐒🐒
ତମଗାଁ ଲେକେଭେଟ ନଦଲେ କଣ ପଜେଡି ହାରି ଜି ବ ଭାବୁଛ
Jay shree Ram bjp
😂😂😂😂😂😂😂
M. a. G. A. B. J. D
Debi tautar ku hatao
ତମେ ମାନେ ଆଉ ସୁଧୁରିବ ନି ... ସେଇ ଶଙ୍ଖ ରେ ହିଁ ଭୋଟ ଦବ । ସିଏ ଏମିତି 24 ବର୍ଷ ହେଲା ଭୋଟ ମାଗି ମାଗି ଯାଉଛନ୍ତି ଆଉ ତମେ ମାନେ ଏମିତି ରୋଲ୍ କରି କରି ଭୋଟ ଦେଇ ଚାଲିଛ 😂😂😂😂😂😂
BJP
😂😂😂
😂😂😂😂
Sobu coro
Dp not vote for him
A 25 year ra bikash
Bjp Jay❤❤❤❤❤❤
Emanae lsjya sarama dharma ku bhuligale
ପାଣ୍ଡିଆ ହେଲିକପ୍ଟର ରେ ଏକଲା ବୁଲୁ ଥିଲା, ଦଳ ପରିଶ୍ରମ ର ଫଳ ଖାଉଥିଲା, ତା ମନରେ ଅଛି ଆଜି bjd ତା ପାଇଁ ହିଁ ଦୃଢ଼ ହୋଇଛି, ଅନ୍ୟ ନେତା କର୍ମୀ ମାନେ ତୁଚ୍ଛ ତେଣୁ ତ ଟେଣ୍ଟ କାମରେ ଡିଉଟି ଦେଉଥିଲା ଓ ନିଜେ ସ୍ଟେଜ୍ ରେ ମୁଖ୍ୟମନ୍ତ୍ରୀ ସାଜିଥିଲା , ଦେବୀ ବାବୁ ଆପଣଙ୍କ କଷ୍ଟ ସେ କାହୁଁ ବୁଝି ପାରିବ, ଭଲ ହୋଇଥାନ୍ତା ତାକୁ ଭୋଟ ପାଇଁ ଗାଁ ଗାଁ ସାଙ୍ଗରେ ନେଇ ଥାନ୍ତ
Yes..BJD..chor....for.BJP
Debi Mishra parama mgh ta
Bjd sasana 25 years helani kintu Pani nahi . kintu semane 25 years chesta karuchanti amane Khali chesta hi karibe 1st mal gharaku panu connection band karajau tapare se nije janiparibe asala kasta kn
ଏ ସମସ୍ୟା ସବୁ ଗାଁ ଗାଁ ରେ, ଆଉ କେତେ ବର୍ଷ ଟାଇମ୍ ଲାଗି ବ❓ଜୟ ଶ୍ରୀ ରାମ 🙏🌹♥️
କିଏ ଖାଉଛି ପଣସ, କାହା ମୁଣ୍ଡରେ ଲାଗୁଛି ଅଠା.. 😂😂
ଜାଗ bjd ଓଡ଼ିଆ ନେତା ଜାଗ
Salaku Tamil pathei dia athar...
A Bjp bjd gote dal abe pita piti hebe pore misiki rahibe seti pai congress ku dio
Mg pandu bala Bikash karicha
Bjd netanku godai pita
Bjd hatu odisha ku bacho
Debi mishra wife bia ru Pani bahara Kara Banda purei ghina
Bjp