ଶେଷ ଯାତ୍ରାରେ ଅରିନ୍ଦମ || Last Rites Of OTV Chief Reporter Arindam Das || Odisha Reporter

แชร์
ฝัง
  • เผยแพร่เมื่อ 23 ก.ย. 2021
  • ଯିଏ ସାରା ସାମ୍ବାଦିକ ଜଗତ ପାଇଁ ମସାଲ ଥିଲେ । ଯାହାଙ୍କ ନିକଟରୁ ତାଜା ଖବର ଜାଣିବାପାଇଁ ଲୋକେ ଚାତକ ଭଳି ଚାହିଁ ରହୁଥିଲେ । ଆଜି ସେ ହିଁ ଖବର ପାଲଟିଯାଇଛନ୍ତି । ଦେଖନ୍ତୁ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁପରେ ତାଙ୍କ ମରଶରୀରକୁ କାର୍ଯ୍ୟାଳୟ ଅଭିମୁଖେ ନିଆଯାଉଛି ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaReporteronTH-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter#RIPArindamDas#OtvReporter#JournalistArindamDas

ความคิดเห็น • 1.2K

  • @kailashsinku9498
    @kailashsinku9498 2 ปีที่แล้ว +125

    ହେ ପ୍ରଭୁ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଜୟ ଜଗନ୍ନାଥ 🙏🙏🙏

  • @subash_1990
    @subash_1990 2 ปีที่แล้ว +73

    ସତରେ ଅରିନ୍ଦମ ଭାଇ ବହୁତ ସାହସୀ ରିପୋଟର ଥିଲେ. ଭାଇ ଆମର ଅମର ରହେ.

  • @mamatabehera6593
    @mamatabehera6593 2 ปีที่แล้ว +57

    କେତେ ସାମ୍ବାଦିକ ମରିଛନ୍ତି କିନ୍ତୁ ଅରିନ୍ଦମ ଙ୍କ mrture ସମସ୍ତେ କାନ୍ଦୁଥିବାର ପ୍ରଥମ ଥର ଦେଖିଲି ଆମ ଗାଁରେ ବି ସମସ୍ତେ ଅରିନ୍ଦମ ଙ୍କ ପାଇଁ ମନ ଦୁଃଖ

  • @dipankarkulu5536
    @dipankarkulu5536 2 ปีที่แล้ว +5

    ଅରିନ୍ଦମ ଭାଇ ଆପଣ ସଦାବେଳେ ଆମ୍ବ ମାନଙ୍କ ହ୍ରୁଦୟ ରେ ରହିବେ

  • @sikhabehera3057
    @sikhabehera3057 2 ปีที่แล้ว +65

    ହେ ଭଗବାନ କଣ ସବୁ ହେଇଯାଉଛି.. 😭😭😭

    • @Skybluewindcool
      @Skybluewindcool 2 ปีที่แล้ว +1

      ଜଣେ ଜଣେ କରି ସମସ୍ତେ ମରିବେ । ଏହି ହିଁ ସତ୍ୟ । 😭😭😭

  • @kajolbalaparida6305
    @kajolbalaparida6305 2 ปีที่แล้ว +87

    ଗଭୀର ଦୁଃଖ ର ସହିତ ଅମର ଆତ୍ମା ର ସଦଗତି କାମନା କରୁଛି । ଜୟ ଜଗନ୍ନାଥ ।

  • @poetdhirendra6046
    @poetdhirendra6046 2 ปีที่แล้ว +37

    ଦୁଃଖଦ ହୃଦବିଦାରକ ଘଟଣା।ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।ଓଟିଭିର ସମ୍ପାଦକ ଏବଂ ଓଡ଼ିଶା ସରକାର ତାଙ୍କ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ କରନ୍ତୁ।

  • @Ojhabhai24
    @Ojhabhai24 2 ปีที่แล้ว +239

    ସତରେ ଅରିନ୍ଦମ ଭାଇ ଜଣେ ଭଲ reporter 👍 ବୋହୁତ ଦୁଃଖଦ ଘଟଣା 🙏🙏

    • @Rahelrajamuodia
      @Rahelrajamuodia 2 ปีที่แล้ว +1

      କଣ ହେଇଛି ଅରିବନ୍ଦ sir କଣ ହେଇଥିଲା କଣ ମତେ କହିବ

    • @prasantaojha7527
      @prasantaojha7527 2 ปีที่แล้ว

      Had DM k

    • @surathapradhan7156
      @surathapradhan7156 ปีที่แล้ว

      @@Rahelrajamuodia aqaq

    • @matanginidey241
      @matanginidey241 ปีที่แล้ว

      @@Rahelrajamuodia z22 565 gx

  • @sushantrath9825
    @sushantrath9825 2 ปีที่แล้ว +10

    ତାଙ୍କ ସହିତ ଅଳ୍ପ ସମ୍ପର୍କ ରେ ଆସିଥିଲି ETv ରେ କାମ କଲାବେଳେ, ବହୁତ ଭଲ ଲୋକ, prabhu Jaganath ତାଙ୍କର ଆତ୍ମା କୁ ଶାନ୍ତି ଦିଅନ୍ତୁ. RIP

  • @blbapi2025
    @blbapi2025 2 ปีที่แล้ว +5

    ଅରିନ୍ଦମ ଭାଈ ଙ୍କୁ ଭଗବାନ୍ ଆଉ ଥରେ ଜନ୍ମ ଦିଅନ୍ତୁ 🙏🙏🙏🙏🌹🌹🌹🌹

  • @kkvlogs1819
    @kkvlogs1819 2 ปีที่แล้ว +9

    ବହୁତ୍ ଦୁଃଖ ଲାଗିଲା ଏମିତି news ଦେଖିକି
    ବିଶ୍ୱାସ ବି କରି ହେଉନି ଅରିନ୍ଦମ ଦାସ ଆଜି ଆଉ ଆମ ଗହଣ ରେ ନାହାନ୍ତି 😭😭😭😭

  • @chinmayeesingh6109
    @chinmayeesingh6109 2 ปีที่แล้ว +6

    ଏବେ ଗଣେଷ ପୁଜା ଜାଇଛି ସେ ସେଇ ଗଜରାଜ୍ ଙ୍କୁ ଉଧାର କରିବାକୁ ଜାଇଥିଲେ ତଥାପି ପ୍ରଭୁ ତାଙ୍କ ସହିତ ଏମିତି କଲେ

  • @pragatichannel1986
    @pragatichannel1986 2 ปีที่แล้ว +40

    Gajraj ହିଁ ତାଙ୍କ ଯମ ସାଜି ଆସିଥିଲେ😭🙏RIP

    • @saritasahoo3167
      @saritasahoo3167 2 ปีที่แล้ว +4

      Hm mam.kn drkar thhila pani vitarku jiba.semane training nei 6nti.ea kn sikhi thhile gle paniku

    • @subhalaxmiswain2578
      @subhalaxmiswain2578 2 ปีที่แล้ว +1

      Gajraj......

    • @tarunraj689
      @tarunraj689 2 ปีที่แล้ว +3

      Daya kari gote Niriha praniku dosa diantuni🙏
      Mrityu ketebele bi asijaye kahi jani parantini🙏

    • @apkiapnivlog3838
      @apkiapnivlog3838 2 ปีที่แล้ว

      @@tarunraj689 agreed... Everything is happened because of TRP.... TRP bhukad dekhlo kya ho gaya.... RIP reporter sir... 🙏🏻😭

    • @pragatichannel1986
      @pragatichannel1986 2 ปีที่แล้ว

      @@tarunraj689 niriha prani ku dosa dia jaunahi Tankara bhagaban nka pakhaku jibara samaya aasijaithila hati madhyama matra bhagaban nka lila matra...🙏🙏 Arindam Bhai nka atma ku bhagaban santi diantu 😞😞😞

  • @utampradhan3303
    @utampradhan3303 2 ปีที่แล้ว +26

    ଓଟିଭିର ଏକନମ୍ବ ଗଣପ୍ରତିନିଧୀ ଙ୍କମ୍ପାଈ ଆଜିଶାରା ଓଡ଼ିଶାରେ ଦୂଖର ଛାୟା ଖେଳିଯାଇଛି ପ୍ରଭୁ ଜଗନ୍ନାଥଙ୍କ ପାଖରେପ୍ରାଥନକନ୍ତୁ କରିନ୍ଦମଙ୍କ ପରିବାରକୁ ଭଲରେ ରଖନ୍ତୁ ଜୟଜଗରନ୍ନାଥ

  • @suryanarayanfatesingh9107
    @suryanarayanfatesingh9107 2 ปีที่แล้ว +11

    ଭଗବାନ ତାଙ୍କର ଆମର ଆତ୍ମକୁ ଶାନ୍ତି ଦିଅନ୍ତୁ 🙏 ଜୟ ଜଗନ୍ନାଥ 🙏

  • @PrakashVlog10849
    @PrakashVlog10849 2 ปีที่แล้ว

    ଶହ ଶହ ଲୋକଙ୍କ ଦୁଃଖ ଦୁର୍ଦ୍ଧଷା ଶହ ଶହ ଲୋକଙ୍କୁ ଦେଖାଉଥିଲେ ...ଆଜି ଶଜ ଶହ ଲୋକଙ୍କ ଆଖିଆଗରେ ଛାଲିଗଲେ ...ଅରିନ୍ଦମ ଭାଇ ଅମର ରହେ...🙏🙏🙏🙏

  • @Ajaydasvlog6371
    @Ajaydasvlog6371 2 ปีที่แล้ว +71

    ବହୁତ ଦୁଃଖ ଲାଗୁଛି 🙏🙏🙏

  • @JayadevPuhanYouTubechannelcom
    @JayadevPuhanYouTubechannelcom 2 ปีที่แล้ว +69

    Rip of Odisha. Jay jagannath.😭😭😭😭😭

    • @kuni9370
      @kuni9370 2 ปีที่แล้ว

      😭😭😭😭😭😭😭😭😭😭😭😭

  • @dharmendrasahoo2301
    @dharmendrasahoo2301 2 ปีที่แล้ว +2

    ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ, ଏଭଳି ମୂଲ୍ୟବାନ,ପ୍ରତଭା ବାନ ସାମ୍ବାଦିକ ଙ୍କୁ ହରେଇ, ତାଙ୍କ ଆତ୍ମା ଅମର ନିମନ୍ତେ ଭଗବାନ ଙ୍କ ନିକଟରେ ପାର୍ଥନା 🙏🙏🙏

  • @jatindrasahu9502
    @jatindrasahu9502 2 ปีที่แล้ว +2

    ଓଟିଭି ପକ୍ଷରୁ 25 ଲକ୍ଷ ଓ ସରକାର ଙ୍କ ତରଫରୁ 25ଲକ୍ଷ ତାଙ୍କ ପରିବାର କୁ ଦିଆଯାଉ

  • @rajeswarilenka8340
    @rajeswarilenka8340 2 ปีที่แล้ว +38

    Salutes sir ......

  • @aksahayakumarnayak8722
    @aksahayakumarnayak8722 2 ปีที่แล้ว +6

    ହେ ପ୍ରଭୁ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ🙏🙏😭

  • @ghanashyammeher2058
    @ghanashyammeher2058 2 ปีที่แล้ว

    Arindam bhala repoter thile OTV ପକ୍ଷରୁ ତାଙ୍କୁ 10 ଲକ୍ଷ୍ୟ ତାଙ୍କ ପରିବାର ଦିଆଯାଉ ଅରିନ୍ଦମ sir Amar rahe jai jagannath.

  • @taraprasadpattnaik3525
    @taraprasadpattnaik3525 2 ปีที่แล้ว

    ଜାଣି ଜାଣି ଜୀବନ ଚାଲି ଗଲା ଏତେ ରିକ୍ସୀ ନବାର ନଥିଲା ,ଜଗନ୍ନାଥ ଅମର ଆତ୍ମାର ସଦ ଗତି କରନ୍ତୁ ଜୟ ଜଗନ୍ନାଥ ।

  • @hrushikeshgopal7740
    @hrushikeshgopal7740 2 ปีที่แล้ว +3

    ସାମ୍ବାଦିକ ମାନଙ୍କ ମଧ୍ୟରେ ଜଣେ hero ଆଜି ଆମ ଗହଣରେ ନାହାନ୍ତି. ଦୁଃଖଦ ଖବର ଓଁ ଶାନ୍ତି 🙏🙏🙏

  • @bijaykusamal1803
    @bijaykusamal1803 2 ปีที่แล้ว +91

    Nation lost a good human being,a true journalist, a great soul

  • @pankajkumbhar1991
    @pankajkumbhar1991 2 ปีที่แล้ว

    ହେ ଭଗବାନ ଏ କଣ ସବୁ ଘଟି ଯାଉଛି... ସହି ହେଉନି ପ୍ରଭୁ

  • @sudambag8489
    @sudambag8489 2 ปีที่แล้ว

    ଦେଖିକି ବହୁତ ଦୁଃଖ ଲାଗିଲା ଅରିନ୍ଦମ ଭାଇ
    ଆମକୁ ଛାଡି ଚାଲି ଯାଇଛନ୍ତି

  • @skofficial8917
    @skofficial8917 2 ปีที่แล้ว +42

    Jay Jagannath, May his departed soul rest in peace

  • @pramodkumarrout7641
    @pramodkumarrout7641 2 ปีที่แล้ว +15

    He was a good reporter and a good man. It is a sad news. His soul may rest in peace. Om SHANTI .

  • @kshitishwarshatapathy9801
    @kshitishwarshatapathy9801 2 ปีที่แล้ว +39

    RIP, but News channel TRP hunger killed him.

    • @sambitsambit3777
      @sambitsambit3777 2 ปีที่แล้ว +2

      Yes absolutely ri8

    • @diptichemist109
      @diptichemist109 2 ปีที่แล้ว +1

      Kn trp???na bhai se tanka karma karuthile bas.so trp pain kuhantuni plz...

    • @rajibkumardhir8655
      @rajibkumardhir8655 2 ปีที่แล้ว +1

      Trp pain paniku jiba kichi b darkar nathila........RIP

    • @kshitishwarshatapathy9801
      @kshitishwarshatapathy9801 2 ปีที่แล้ว +1

      @@diptichemist109 Highly Trained ODRAF team sahit kana jibar nihati darkar thila?

  • @sureshkumarmallick2596
    @sureshkumarmallick2596 2 ปีที่แล้ว +1

    ଅରିନ୍ଦମ ଭାଇ ଅମର ରହେ 💐

  • @mukeshbahidar3841
    @mukeshbahidar3841 2 ปีที่แล้ว +37

    Life is very short.live for now.he is the backbone of odisa reporter.odisha has lost most talented journalist.

  • @puspamitrabehera9270
    @puspamitrabehera9270 2 ปีที่แล้ว +4

    Bhagwaan bhala manisa nka saha kahinki emiti karanti. Satare bahut dukha Laguchi😭😭

  • @mahabertraders6721
    @mahabertraders6721 2 ปีที่แล้ว +1

    bhai nku mora koti koti pranam shree jagannatha tanka attama ku santi diantu ehi shree jagannatha nka nikatare prathana karuchi

  • @baradaprasannabhuyan4723
    @baradaprasannabhuyan4723 2 ปีที่แล้ว

    ହେ ଜଗନ୍ନାଥ କି ଲୀଳା ତୁମର 😭😭😭😭😭🙏🙏🙏🙏

  • @satyabehera6522
    @satyabehera6522 2 ปีที่แล้ว +8

    Really miss you arindam sir😭😭😭😭 the real hero of world 🙏🙏🙏

  • @sagarsahoo6726
    @sagarsahoo6726 2 ปีที่แล้ว +6

    So sad 😭😭😭😭 I salute you sir 😭😭😭😭

  • @Sumankumar-kc5cm
    @Sumankumar-kc5cm 2 ปีที่แล้ว

    ବହୁତ ଦୁଖ ଲାଗୁଛି ଜୟ ଜଗନ୍ନାଥ

  • @EngineersChoiceAnyday
    @EngineersChoiceAnyday 2 ปีที่แล้ว

    ବହୁତ ଦୁଃଖର ବିଷୟ. ହାତୀ କେତେ ଲୋକଙ୍କୁ ମାରିଦେଉଛି ତାର କଳନା ନାହିଁ. ତାକୁ କଣ ପାଇଁ ଏତେ resue ପାଇଁ ପ୍ରଚେଷ୍ଟା. ଗୋଟେ ଅମୁଲ୍ୟ ଜୀବନ ଗଲା. ଆହୁରି କେତେ ଜଣ serious. Govt କାହିଁକି ଏତେ serious hati କୁ ନେଇ. ସେ ମଲେ ମରନ୍ତା.

  • @pravakarmishra8813
    @pravakarmishra8813 2 ปีที่แล้ว +10

    One of the daring reporter of Odisha. May his departed soul rest in peace.

  • @lifeischeerful5282
    @lifeischeerful5282 2 ปีที่แล้ว +6

    Rip really arindav u are great, u l remain great 👍👍forever

  • @lakhmipriyadas4890
    @lakhmipriyadas4890 ปีที่แล้ว

    ଜଉ ମାନେ ଭଲ ଲୋକ ସେମାନଙ୍କୁ ଆଗରେ ଈଶ୍ୱର ନେଇ ଯାଆନ୍ତି 😭😭😭😭😭😭😭😭😭😭😭😭😭😭😭😭😭🙏🙏🙏🙏🙏

  • @allmomentenjoy1k829
    @allmomentenjoy1k829 2 ปีที่แล้ว

    ଏ ପ୍ରଭୁ ଜୟ ଜଗନ୍ନାଥ ହରିବୋଲ

  • @arabindoghosh5694
    @arabindoghosh5694 2 ปีที่แล้ว +9

    I miss you sir, 🙏🙏🙏 Rip 🙏🙏🙏🌹🌹🌹

  • @liteshkumar2496
    @liteshkumar2496 2 ปีที่แล้ว +21

    Omm Shanti🙏🙏
    RIP

  • @akashmohanta2012
    @akashmohanta2012 2 ปีที่แล้ว

    Reporter Arindam bhai Amar rahe...❤️❤️❤️Jay Shree Ram 🙏🙏🙏🙏🙏

  • @sushreesiprabehera4098
    @sushreesiprabehera4098 2 ปีที่แล้ว +2

    ଅକାଳରେ ଚାଲିଗଲେ ଭାଇ ଆପଣ ଆଜି ସକାଳେ ଆମ ପାଖରେ report ପହଞ୍ଚାଉଥିଲେ 💔 ହେଲେ kn ସବୁ ହେଇଗଲା 🙏

    • @gulshankumarrot176
      @gulshankumarrot176 2 ปีที่แล้ว

      Bhagwaan kete bele kou bate Jinan nei jibe se katha aame kahi paribni😔😔😔

  • @binodinimajhi4855
    @binodinimajhi4855 2 ปีที่แล้ว +8

    Very sad! May his soul rest in peace.

  • @worldofAshis
    @worldofAshis 2 ปีที่แล้ว +4

    Salute Arindam sir🙏🙏

  • @ranjankumarbiswal6022
    @ranjankumarbiswal6022 2 ปีที่แล้ว

    ସାହସିକତା ର ଏକ ନମୁନା ଅରିନ୍ଦମ ଭାଇ । ପରମ ପିତା ତାଙ୍କ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ।

  • @satyanayak4271
    @satyanayak4271 2 ปีที่แล้ว

    କଳା ସାଆନ୍ତେ ତାର ଆତ୍ମାର ସଦଗତି କରନ୍ତୁ, ତାକୁ ଶାନ୍ତି ଦିଅନ୍ତୁ😭😭😭😭😭🙏🙏🙏🙏🙏

  • @khusimahapatra5899
    @khusimahapatra5899 2 ปีที่แล้ว +15

    The great guy.. RIP🙏

  • @aparnadash9536
    @aparnadash9536 2 ปีที่แล้ว +7

    A true journalist 🙏Rest In peace sir 🙏🙏🙏🙏🙏salute you 🙏

  • @tuknusahu7692
    @tuknusahu7692 2 ปีที่แล้ว

    ଅରିନ୍ଦମ ଭାଇ ବହୁତ ଭଲ ରିପୋର୍ଟ କରନ୍ତି ବହୁତ ଦୁଃଖ ଲାଗିଛି

  • @sameerbiswal5614
    @sameerbiswal5614 2 ปีที่แล้ว

    ଜୟ ଜଗନ୍ନାଥ ଭଗବାନ ତାଙ୍କୁ ମୁକ୍ତି ଦିଅନ୍ତୁ

  • @biswamohanswain9069
    @biswamohanswain9069 2 ปีที่แล้ว +3

    Salutes Arindam Sir

  • @jyotiranjandas8723
    @jyotiranjandas8723 2 ปีที่แล้ว +7

    May his soul rest in peace 🙏

  • @lakhmipriyadas4890
    @lakhmipriyadas4890 ปีที่แล้ว +1

    ହେ ପ୍ରଭୁ ଭାଈ ଙ୍କ ଆତ୍ତ୍ମ୍ମା କୁ ଶାନ୍ତି ପ୍ରଦାନ କର😭🙏🙏🙏🙏

  • @priyacharandas7352
    @priyacharandas7352 2 ปีที่แล้ว

    ଭଗବାନ ଆପଣଙ୍କ ଆତ୍ମାର ସଦ୍ ଗତି ଦିଅନ୍ତୁ ଏତିକି ପ୍ରାର୍ଥନା

  • @sailendrijena9930
    @sailendrijena9930 2 ปีที่แล้ว +5

    Salutes Sir 😭🙏 Rip

  • @sunitapatradiplomamechbehe6148
    @sunitapatradiplomamechbehe6148 2 ปีที่แล้ว +7

    Rip sir 😭😭😭😭😭😭😭😭🙏🙏🙏🙏

  • @pramodnayak557
    @pramodnayak557 2 ปีที่แล้ว

    ଅରିନ୍ଦମ ଦାସ....ଜଣେ କର୍ତ୍ତଵ୍ଯନିଷ୍ଠ ତଥା ନିର୍ଭିକ ସାମ୍ବାଦିକ। କର୍ତ୍ତବ୍ୟ ସମ୍ପାଦନ ସମୟରେ ଅକାଳରେ ଚାଲିଗଲେ ଆରପାରିକୁ। ଓଡ଼ିଶାର ଗଣମାଧ୍ୟମ ଜଗତରେ ହେଲା ଅପୂରଣୀୟ କ୍ଷତି। ତାଙ୍କର କାର୍ଯ୍ୟଧାରା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହୁ। ଭଲ ଲୋକମାନଙ୍କୁ ଈଶ୍ଵର ତାଙ୍କ ପାଖକୁ ନେଇଯାନ୍ତି ଏଵଂ ତାଙ୍କର ସୁଗୁଣାଵଳୀକୁ ଝୁରି ହୁଏ ଜନମାନସ। ଜନଗଣଙ୍କର ଦରଦୀ ବନ୍ଧୁ ଅରିନ୍ଦମ ଦାସ ଅମର ରହେ। ଜଗତର ନାଥ ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।

  • @rajaexpress8025
    @rajaexpress8025 2 ปีที่แล้ว

    Arindam bhai bahut bhala loka .
    Au bahut bhala reporter bi
    Bahut dukha laguchi.😭😭😭😭😭😭😭
    🙏🙏🙏🙏🙏 Jagannathanka pakhare prarthana karuchi tankara atmara sadgadi kamana karuchi.jai Jagannatha😭😭😭😭😭😭😭

  • @soumyaranjan1918
    @soumyaranjan1918 2 ปีที่แล้ว +4

    Rip 🙏

  • @arjunbehera000.official
    @arjunbehera000.official 2 ปีที่แล้ว

    ବହୁତ ଦୁଃଖ ଲାଗୁଛି ଆଉ କଷ୍ଟ ଲାଗୁଛି ଲୋକମାନେ କୁହନ୍ତି ଯେମିତି ଭାଗ୍ଯ ତ ଲେଖିଛି କପାଳ ଲିଖନ ,ସେହି ଭଳି କପାଳ ଲିଖନ ତାଙ୍କର ଶେଷ ହୋଇଯାଇଛି । ସେ ଆଉ ଲୋକମାନଙ୍କର ନୁହଁନ୍ତି।ତାଙ୍କର ଯେତିକି ସ୍ବପ୍ନ ଥିଲା ତାଙ୍କର ପୂରଣ ହୋଇଛି କି ନାହିଁ ମୁ କହିପାରିବିନି । ହେଲେ ମୁ କହିବି ଅରିଦମ୍ ଭାଇ ଆମର ରହେ,।

  • @bindassdancegroup8088
    @bindassdancegroup8088 2 ปีที่แล้ว

    ହେ ରାମ ଅରିନ୍ଦମ ଭାଇ ଙ୍କ ଆତ୍ମା ଙ୍କୁ ଶାନ୍ତି ଦିଅ 😭

  • @bijaykumarmohanty92
    @bijaykumarmohanty92 2 ปีที่แล้ว

    ଶେଷ ଯାତ୍ରା, ଓ ଶେଷ ଯାତ୍ରା ର ଦୂର୍ଷ୍ୟ ଦେଖିଲେ ଅରିନ୍ଦମ ଙ୍କର ଜୀବନ ର ମୂଲ୍ୟ କେତେ ଥିଲା ଓ ସାମ୍ବାଦିକଙ୍କ ବ୍ୟତୀତ ସାଧାରଣ ଲୋକଙ୍କ ର କେତେ ପ୍ରିୟ ଥିଲେ ତାହା ଜଣାପଡୁଛି |ତାଙ୍କ ଅମର ଆତ୍ମା ର ସଦଗତି କାମନା କରୁଛି |

  • @kanhadalei5571
    @kanhadalei5571 2 ปีที่แล้ว

    Aha kete Dukha 😩 lagu6y j sate Bhai Amar gote bhut bhal ropoter,thile au bhagawan bhala Lok manku hi thaka pakha ku nei jaanti ,a Ki Lila Tamara Prabhu,Arindam Bhai nkr attma Ku Santi re rkha prabhu, jagata r natha jagannat 🙏

  • @chunchunmohanty7983
    @chunchunmohanty7983 2 ปีที่แล้ว

    Really hero......samaste ta dine na dine chaljibe kintu arindam bhai bhala kama pai chalijaichhanti..... sie moksh paigale.......

  • @Firstinformation1
    @Firstinformation1 2 ปีที่แล้ว

    ଯେତେ TRP ନେଇ ପାରିବେ ନେଇ ଯାଆନ୍ତୁ, କାହାର ଲୁହ ତ କାହାର TRP 🙏 sata ରେ କଣ ଆମେ ଏତେ ତଳକୁ ଖସି ଯାଇଛନ୍ତି

  • @ajayaaction9626
    @ajayaaction9626 2 ปีที่แล้ว +1

    ଅରିଦମ ଭାଇଙ୍କୁ ଭଗବାନ ଜନ୍ମ ଦିଅନ୍ତୁ

  • @untoldstories6158
    @untoldstories6158 2 ปีที่แล้ว

    Arindam bhainka aatmma Ku saanti milu , bhagban tanku bahut bhala pauthile ,so tanka pakhaku Arindam Bhai chaligale ,but tankara last video dekhi kanda laguchi 💐💐❤️❤️❤️🙏🙏🙏🙏🙏🙏🙏🙏🙏

  • @kalingblogs9866
    @kalingblogs9866 2 ปีที่แล้ว +1

    ଜୟ ଜଗନ୍ନାଥ

  • @vumikamtc7212
    @vumikamtc7212 2 ปีที่แล้ว

    So sorry for Arindam Vai miss you too much public And us all Odisha public 🙏 OMM SANTI HI SANTI HI SANTI HI 🙏

  • @BADFOCUS-ec1sv
    @BADFOCUS-ec1sv วันที่ผ่านมา

    Jay jagannath

  • @nirupamadas8668
    @nirupamadas8668 2 ปีที่แล้ว +1

    Jay jagannath 🙏

  • @rashminaik7158
    @rashminaik7158 2 ปีที่แล้ว

    Miss you so much Bhai... 😭😭 He Prabhu tanka aatma ki Santi diantu

  • @subhransusahoo9292
    @subhransusahoo9292 2 ปีที่แล้ว

    Om Sairam 🙏

  • @kartiko549
    @kartiko549 2 ปีที่แล้ว

    Arindam Sabu dina amar ruhantu mu Jagannath nka pakhare 🙏🙏🙏karuchi

  • @dushasanbehera9297
    @dushasanbehera9297 2 ปีที่แล้ว

    ଓଁ ଶାନ୍ତି, ଓଁ ଶାନ୍ତି, ଓଁ ଶାନ୍ତି ।

  • @subhadratoika246
    @subhadratoika246 ปีที่แล้ว

    ସତରେ ଅରିନ୍ଦମ ହେମିତି ହେଲେ ,,,, କେମିତି ହେଲା,,, ଦୁଃଖ ଲାଗୁଛି

  • @manjushreemukhi7715
    @manjushreemukhi7715 2 ปีที่แล้ว +1

    ସମ୍ବାଦିକ ଙ୍କ ଜୀବନ ପ୍ରତି ସବୁବେଳେ ବିପଦ

  • @untoldstories6158
    @untoldstories6158 2 ปีที่แล้ว

    Salute to Arindam Bhai ,jay Hind

  • @priyadarshinidas8895
    @priyadarshinidas8895 2 ปีที่แล้ว +2

    ବହୁତ ଦୁଃଖ ଲାଗୁଛି 😭😭😭😭🙏

  • @ashirbadsahoo5573
    @ashirbadsahoo5573 2 ปีที่แล้ว +1

    You are so great 👏sir we all proud of you❤

  • @cutymili2603
    @cutymili2603 2 ปีที่แล้ว +1

    Salute arndiam sir 🙏🙏🙏

  • @xpramitpanda3815
    @xpramitpanda3815 2 ปีที่แล้ว

    ଭଗବାନ ଭାଇ ଙ୍କ ପରିବାର କୁ ସାହାସ ଦିଅନ୍ତୁ, ବହୁତ୍ ଦୁଃଖଦ ଘଟଣା
    🙏🙏🙏

  • @indranirajhans9876
    @indranirajhans9876 2 ปีที่แล้ว

    Salute salute salute salute jai hind

  • @mahabertraders6721
    @mahabertraders6721 2 ปีที่แล้ว +1

    ete bada dukhada khabar anile kahiki shree jagannatha ama samasta nku ete bada dukha deigale

  • @rameshchandradash921
    @rameshchandradash921 2 ปีที่แล้ว +1

    Jagatara nath jagannath tanka atma ku sadgati diantu jay jagannath Omm Shanti .

  • @kalpanahota8047
    @kalpanahota8047 2 ปีที่แล้ว

    Tuma bhali jane mahan byaktitwanku bhagaban ete jaladi kahiniki neigale..😥😥tuma Amara atmara sadgati heu Arindam...🙏🏻🙏🏻

  • @ajaykumarmangaraj6338
    @ajaykumarmangaraj6338 2 ปีที่แล้ว

    He bhagaban Amit dukha dekhibaku aji padila 😭😭😭😭😭🙏🙏🙏🙏🙏🙏

  • @sarbeswarmishra6695
    @sarbeswarmishra6695 2 ปีที่แล้ว

    Arindam. Babu. Longlive

  • @odiabhajan6189
    @odiabhajan6189 2 ปีที่แล้ว +1

    ହେ ପ୍ରଭୁ ଜଗନ୍ନାଥ 🙏

  • @abhayakumardash8565
    @abhayakumardash8565 2 ปีที่แล้ว

    Arindam bhai best reporter of odissa telivision jay jagannath

  • @sujitgharai1819
    @sujitgharai1819 2 ปีที่แล้ว

    ଦୁଃଖଟା ବହୁତ ଔଜନିଆ, ତା ପରେବି ଦୁଃଖକୁ ଆପଣେଇ ନଉଛୁ।

  • @umashbarike4120
    @umashbarike4120 2 ปีที่แล้ว

    Om shanti 👏🏼👏🏼👏🏼👏🏼👏🏼👏🏼👏🏼

  • @nishikantamishra3946
    @nishikantamishra3946 2 ปีที่แล้ว

    😭👍🙏👌❤👏🌹ଅଶ୍ରୁଳ ଶ୍ରଦ୍ଧାଞ୍ଜଳି!ନିର୍ଭିକ ସାମ୍ବାଦିକ ଅରିନ୍ଦମ ଆମର ରହେ 🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹👏ପଂ ନିଶିକାନ୍ତ ମିଶ୍ର,ପୂର୍ବତନ ସାମ୍ବାଦିକ, ଉତ୍କଳ ମେଲ, ରାଉରକେଲା

  • @rabindrahantal2273
    @rabindrahantal2273 ปีที่แล้ว

    You are a great artist sir ,so I remember you sir God bless you sir