ଟପ୍ ଭେରାଇଟି ଧାନ ଭୂ-୧୧/ Bhu -11 paddy seeds //Bhulaxmi Seeds Bhu 11// ଟପ୍ ଆୟ ର ଧାନ
ฝัง
- เผยแพร่เมื่อ 31 พ.ค. 2022
- ଟପ୍ ଭେରାଇଟି ଧାନ ଭୂ-୧୧/ Bhu -11 paddy seeds //Bhulaxmi Seeds Bhu 11// ଟପ୍ ଆୟ ର ଧାନ
Bhulaxmi Seeds always trying to supply the best variety paddy to farmers and has been working for welfare of agriculture with large profit.Among all variety Bhu-11 is one of most valuable top variety to get benefit , what in this video has been displayed and explained details.
#Bhu11 #bhu 11
#bhulaxmiseeds
Your queries-
Top variety paddy seeds
Best variety paddy seeds
Bhulaxmi Seeds Bhu 11
Bhu 11 a top variety
Dhana bihana bhu 11
Dhana kishama bihana
Bhala dhana kishama
Kharip dhana bhu 11
Best dhana variety
Bhu 11 variety
140 days variety
Thanks for watching Kureful tv channel. - วิทยาศาสตร์และเทคโนโลยี
ଏକର 35 ରୁ 40 କୁଇଣ୍ଟାଲ, ସେ ଚାଷୀ ଆଜ୍ଞା ଙ୍କୁ ଅନୁରୋଧ ଆସୁନ ଆମେ ସବୁ ଖର୍ଚ ଦେମୁ ଆମର ଜମିରେ ଚାଷ କରିଦେବେ ଆମକୁ ଖାଲି 22 23 କୁଇଣ୍ଟାଲ ଦେବେ ଆର ବାକି ଧାନ ନେଇଯିବେ ଆଜ୍ଞା ।
ନମସ୍କାର ଆଜ୍ଞା
ଆପଣଙ୍କ ମତାମତ ନିଶ୍ଚୟ ଅନୁଶରଣୀୟ, ମାତ୍ର ବୈଜ୍ଞାନିକ ପଦ୍ଧତିରେ ଚାଷ ଦୃଷ୍ଟିରୁ, କୌଣସି ଅସମ୍ଭବ କିଛି ନୁହେଁ ବୋଲି କହି ପାରିବା ନାହିଁ।
Vai kothha pode kohilo
Hmmm😂ଭାଇ 😂20_23haba
😂😂
1acer ku kete kg bihan darkar
ଆଜ୍ଞା bhulaxmi seeds ର ରୁପା ଧାନ କେନ୍ତା ଅଛେ
Padmaja dhan ra contact number call receive nei karbar j sir
Top seed.
ଧନ୍ୟବାଦ ଆଜ୍ଞା
ଧନ୍ୟବାଦ
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Dhan padi jaisi sir 20/22kuntal hele badkatha
ଧନ୍ୟବାଦ ଆଜ୍ଞା
ପୁରା ପ୍ରଣାଳୀ ଅନୁସରଣ କରନ୍ତୁ, ଅଧିକ ଲାଭ ନିଶ୍ଚୟ ଅଛି
Sir namaskar dhan ruibarnu 140-145 din ki Tali pakabar nu sir bhu11 dhan ta ruibar 80 din re khende khende baharilana
ନମସ୍କାର ଆଜ୍ଞା
ରୋଇଵା ଦିନ ଠାରୁ ଗଣନା କରାଯାଏ,
BB11 ର ଫୁଲ୍ ଫର୍ମ କଣ?
Bhu11
Thanks so much
Sir 🙏... Khalia Mati re ozone daar dhan Ken ta Bhal heba ruiba lagi... Plz reply but dhan nai padbar Katha... Hybrid hau ki research seeds jaha b hau...
ସାର୍ ନମସ୍କାର,
ଆପଣ କେଉଁ କିସମ ଜମି ପାଇଁ କହୁଛନ୍ତି, ଯଦି ମାଳ ଖଲିଆ , ତେବେ ଲଲାଟ, ଖଣ୍ଡଗିରି , ପାରିଜାତ କରି ପାରିବେ। ଯଦି ବେଣ୍ଣା ଜମି 31p27 Bayer company ର ଧାନ କରନ୍ତୁ
@@Kurefultv that is 27p31, from pioneer seeds
ଆଜ୍ଞା ମକା 🌽 ଚାଷ ବିଷୟରେ ଗୋଟିଏ ଭିଡିଓ ବନାନ୍ତୁ
ଆଗକୁ ଦେଖି ପାରିବେ
Kalahandi ne chasi mankar 1 number pasand
ଧନ୍ୟବାଦ ଆଜ୍ଞା ନମସ୍କାର
Sir ehara anya nama bodhe BB 11
ଅଲଗା, ଅଲଗା
Sir namaskar bhu11 jamuna copy nam khali badla hoeche apan tike clear karun eta mor request
ନମସ୍କାର ଆଜ୍ଞା
ସେମିତି କିଛି ନାହିଁ, ଦୁଇ ଧାନ ଅଲଗା ଅଲଗା।
Kete kg ra paket asu6 au kete price rahe 6
୨୫ କେଜି,୨୦ କେଜି,ଦାମ କିଲୋ ପ୍ରତି ୬୦-୭୦ ଟଙ୍କା
Po swami dhan kenu milba
Sir Balangir miliba kae
ନିଶ୍ଚିତ ଭାବରେ ମିଳିବ,ଭୂଲକ୍ଷ୍ମୀ ସିଡ୍ ର ଡିଲର ମାନଙ୍କ ସହିତ ଯୋଗାଯୋଗ କରନ୍ତୁ
E dhaan bihan sabu kena milba ho kureful..
ସାର୍, ଆପଣଙ୍କ ନମ୍ବର ଦିଅନ୍ତୁ, ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
Sir Buna re akar ke kete a
ବୁଣା ରେ ମଧ୍ୟ ଅଧିକ ଆୟ ହୋଇଥାଏ
Kalahandi re ken seed na bihan milba
ଦୋକାନ ରେ ଡିଲର ସହିତ ଯୋଗାଯୋଗ କରନ୍ତୁ
Buna re kete heuchhe
କେତେ tanka?
Hight badhi jibar lagi Dhaan tk padi jaesi sir
🙏🙏🙏🙏🙏
ନିଶ୍ଚିତ ଭାବରେ, ଆପଣଙ୍କ ମତାମତ ଗ୍ରହଣୀୟ
@@Kurefultv ଆପଣ reply ଦେଉଥିବାରୁ ଆପଣଙ୍କୁ ଧନ୍ୟବାଦ ସହ ନମସ୍କାର
Sir Kendrapara delere
ନମସ୍କାର ଆଜ୍ଞା, ଆପଣଙ୍କ ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
ଉ
ଧନ୍ୟବାଦ ଆଜ୍ଞା
Aker.frati.keta.sar debarketha
ନମସ୍କାର ଆଜ୍ଞା
ସାର ଆପଣ ତିନି ଥର ଦେଇ ପାରିବେ
Bhu11 jamuna pharak kana video ban sr
ଧନ୍ୟବାଦ ଆଜ୍ଞା, ଆଗକୁ ଦେଖି ପାରିବେ
Duhita gute dhan e ho
Both are same
ଆଜ୍ଞା ମୁଁ ନିଜେ ଏବେ ଭୁ -11 ଧାନ କରୁଛେ ,
ଧନ୍ୟବାଦ
Selected seed..
Nai thakan 1no paduche dhan besi thakuchan
Bhu 11 dhan re rua pare ken sar kete bele dele 35 RU 40 kuintal heba please comments
Acer ku 25-27 quintal hni haba
Bhu-11 re urea sara Kam debe
ନମସ୍କାର ଆଜ୍ଞା, ଆଗକୁ ଏହାର ଖତ ସାର ର ପୁରା ପ୍ରଣାଳୀ ଦେଖି ପାରିବେ।
ଏ ଚାଷୀ ମିଛ କହିଲେ,,,,, ରୋଗ ପୋକ କଥା କହିଲା ବେଳେ କହିଲେ ନୂଆ କରି କରିଛୁ, ଏ ଯାଏ ତ ଲାଗି ନାହାନ୍ତି,,,,, ଖାଇବାକୁ କେମିତି ହଉଛି କହିଲା ବେଳେ କହୁଛନ୍ତି ଖାଇବାକୁ ଭଲ ହଉଛି,,,,,,, ଏପଟେ କହୁଛ ନୂଆ କରି କରିଛୁ,,,,, କେତେବେଳେ ଅମଳ କଲା ଯେ ଖାଇବାକୁ ଭଲ ହେଲା,,,,,, ତା ମାନେ ଏ ବିହନ ବି ମିଛ,,,,,,, ଚିକଣିଆ ପକେଟ ରେ ଭର୍ତ୍ତି କରି ଚାଷୀଙ୍କୁ ବୋକା ବନେଇ ଲୁଟୁଛନ୍ତି,,,, 100 ଟଙ୍କା କେ. ଜି
ନମସ୍କାର ଆଜ୍ଞା
ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ। ଥରେ କରି ଦେଖନ୍ତୁ
@@Kurefultv ବିହନ ମିଳିଲେ ନିଶ୍ଚିନ୍ତ କରିବି
Packet kate paduchii price 😉
10 kg 500
20 quantal 1ekar re baharisi 35 ru 40 quantal bekar
Bhu11 BB 11 .Dhana Saman ki Nahi
ରଣା ଆଜ୍ଞା ନମସ୍କାର
ଦୁହି ଧାନ ଅଲଗା ଅଲଗା
E nomber call receive nei karbar mote contact nihati darkar
ଦୟାକରି ଆପଣ ମୋବାଇଲ୍ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
Added,to,prise
ଧନ୍ୟବାଦ ଆଜ୍ଞା ନମସ୍କାର
Japanaga
ଧନ୍ୟବାଦ
Sir.... Ahi bihana more darakara
ଦୟାକରି ଫୋନ୍ ନମ୍ୱର୍ ରେ ଯୋଗାଯୋଗ କରନ୍ତୁ।
Bhulaxmi Seeds -8926987689
ଏହାର ପ୍ୟାକେଟ କେତେ ଟଙ୍କା ଓ ପ୍ୟାକେଟ ଟି କେତେ ଓଜନ ର? କେଉଁଠୁ ମିଳିବ? ଛାଇ ଥିଲେ ହେବ କି? ବାତ୍ୟା ଓ ମରୁଡି ପରିସ୍ଥିତି ରେ କିଛି ହେବନି ତ? ମୋର ଇଚ୍ଛା ଏହି ଧାନ କରିବାକୁ ମୁଁ ଏହା କେମିତି ପାଇବି।
ଭୂଲକ୍ଷ୍ମୀ ସିଡ୍ ସହିତ ଯୋଗାଯୋଗ କରନ୍ତୁ।
୧ ଏକଡ଼ ରେ କେତେ କେଜି ଧାନ ବିହନ ଦରକାର
ନମସ୍କାର ଆଜ୍ଞା, ଏହା ପ୍ରଣାଳୀ ଉପରେ ନିର୍ଭର କରେ। ଶ୍ରୀ ପଦ୍ଧତିରେ ୨ କେଜି, ଅନୁମୋଦିତ ପ୍ରଣାଳୀ ରେ ୧୨-୧୫ କେଜି, ପାରମ୍ପରିକ ପଦ୍ଧତିରେ ୨୦-୨୫ କେଜି ଦରକାର।
Japanagଵିହନ। କେତେହେଁ ମି ଲଂବା ମାଁ ମୁ
ପାଖରେ ଥିବା ବଡ଼ ବିହନ ଦୋକାନ ରେ ଯୋଗାଯୋଗ କରନ୍ତୁ।
Sir old seed kenta heba
ନମସ୍କାର ଆଜ୍ଞା,ଗଜା ପରିକ୍ଷା କରୁନ୍। ଅଧିକ ପୁରୁଣା ବ୍ୟବହାର କରାଯାଏ ନାହିଁ
Bhai bihan keuthi miliba your contact no
ଦିଆଯାଇଥିବା ନମ୍ବର ସହିତ ଯୋଗାଯୋଗ କରନ୍ତୁ
Buna kale heba k
କରି ପାରିବେ, କୌଣସି ଅସୁବିଧା ନାହିଁ
Gute packet 6 kg kete akada Jiba??
Full details re kahun
Buniba pain kete kg lagipare sir per acre
ନମସ୍କାର ଆଜ୍ଞା, ଏହା ଜମି ର ପ୍ରକାର ଭେଦ ଉପରେ ନିର୍ଭର କରେ। ତଥାପି ଏକର ପ୍ରତି 15-20କେଜି ଧାନ ଵୁଣି ପାରିବେ।
ଭିଡିଓ ରେ ଦିଆଯାଇଥିବା ଫୋନ ନମ୍ବର ଟି ବନ୍ଦ ଅଛି । ଆପଣଙ୍କ ସହ ଯୋଗାଯୋଗ କିପରି ଭାବରେ କରିବୁ?
ସାର୍, ଆପଣଙ୍କ ନମ୍ବର ଦିଅନ୍ତୁ, ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
@@Kurefultv emiti you tube re number magilekia share karibe ki
Apana video banauchhanti seithire b contact kariba ku thik number daunahanti ..Ame kemiti dabu comment section re number
1 ଏକର କେ କେତେ kg ବିହନ ପକା ହେବା
୨୦ କେଜି ରେ ହେଵ
ଦେଶୀ ଧାନ ଭଳିଆ ରୁଆ ହେବା କି କେନ୍ତା
ପୁରା ଦେଶୀ ଭାବରେ କରି ପାରିବେ।
ଧନ୍ୟବାଦ ଭାଇ
ଧାନ ର କେଣା ଥି ୩୫୦ ଦାନା ନେ ହେବା ର
ଧନ୍ୟବାଦ ଭାଇ, ଚେଷ୍ଟା କରାଯାଉ
SIR ye hybrid Dhana na
ଧନ୍ୟବାଦ ଆଜ୍ଞା
Babu re tar 8 kg lekha Mandi katle janbu
ଅଧିକ ହୁଏ
ଆଜ୍ଞା ନମସ୍କାର, ସ୍କ୍ରିନ୍ ରେ ଦିଆଯାଇଥିବା ମୋବାଇଲ ନମ୍ବର ଫୋନ କଲ୍ ଉଠାଉନାହନ୍ତି। , ଦୟାକରି ଅଲଗା ନମ୍ବର ଦିଅନ୍ତୁ ???
ଜେନା ଆଜ୍ଞା ନମସ୍କାର
ଆପଣଙ୍କ ଫୋନ୍ ନମ୍ୱର୍ ଦିଅନ୍ତୁ, ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
Bhu11 au Jamuna vitre kenta besi aya.
ଭୂ ୧୨ କରନ୍ତୁ, ସବୁଠୁ ଭଲ ହୁଏ
Bhu-11,BLS-1129 Which is batter sir..
Bhu 11ଧାନ ଟା 115ରୁ 120 ଦିନିଆଁ ଧାନ ହୋ କୀର୍ତ୍ତନ ଭାଇ
ଧନ୍ୟବାଦ ଆଜ୍ଞା
E dhano kichi nai Khali 11 kuntel pachibo ita bhu 11 nai bhumi 11 bumi tharu au odikho bodhibo nai
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ
এই ধান রোপন করার পর আলু হবে
ଧନ୍ୟବାଦ ଆଜ୍ଞା
Tamar loke phone nai uthabar
ଷ୍ଟକ୍ ସରିଯାଇଥିବା ଜଣାପଡ଼ିଛି, ଦୟାକରି ଅନ୍ଯ ଧାନ ପ୍ରତି ବଦଳରେ ନିଅନ୍ତୁ।
୧ ଏକର କେ କେତେ kg ଧାନ ଦରକାର ଭାଇ
20-25 କେଜି
4000 kg 😀😀😀 nahi hua sir k bhi nai hua
ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଆଜିକାଲି ବିଜ୍ଞାନ ର ପ୍ରୟୋଗରେ,ସଵୁ ସମ୍ଭବ ଦୂର ନୁହେଁ। ଧନ୍ୟବାଦ ଆଜ୍ଞା
Sir ମୁଗ କନ୍ତା କରି sell kariheba.....
Kain muga
Jhau mug....
Kete achhe,aru rate,kete hele thik heba
ଦୟାକରି ଆପଣ ମୋବାଇଲ୍ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
35_40qnr/acre too much,One acre demi chas kari dekhale bhal heta.
ପଣ୍ଡା ଆଜ୍ଞା ନମସ୍କାର,
ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଧନ୍ୟବାଦ, ଆଧୁନିକ ପ୍ରଣାଳୀ, ବୈଜ୍ଞାନିକ ପଦ୍ଧତିରେ ସଵୁ ସମ୍ଭବ କୁ ଆମେ ନାଁ କହିପାରିବା ନାହିଁ।
ଡିଳର ଫୋନ ନାଇଁ ଉଠାଇଛନ୍ତି
କ୍ଷମା କରିବେ ଆଜ୍ଞା, ଷ୍ଟକ୍ ସରିଯାଇଥିବା ଜଣାପଡ଼ିଛି
Chu cha a a
ଭୁ11 ଏବଂ ଯମୁନା ଧାନ ସମାନ ଧାନ ଅଟେ କୀ ?
Best jamina
Jamina
ସମାନ ନୁହେଁ,ଭୂ-୧୧ ଧାନ ସଵୁଠି ରେ ଅଧିକ ହେବ
Tune kabhi kiya hay company se pesa leke advetej karna band kar
ବୁଣା କଲେ ହେବା କେ
Pura faltu katha,,,, mu karithili kenda re matra 200 dhan thila,,,, aau tame kahucha 350,,,,
ଧନ୍ୟବାଦ ଆଜ୍ଞା ନମସ୍କାର, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଆଧୁନିକ ପ୍ରଣାଳୀ ବୈଜ୍ଞାନିକ ପଦ୍ଧତିରେ ସଵୁ ସମ୍ଭବ ହୋଇ ପାରୁଛି
Bhu11
ଧନ୍ୟବାଦ ଆଜ୍ଞା
Bhu 11 lagama ki Bls 1129 ken ta bhal heba
ନମସ୍କାର ଆଜ୍ଞା, ଜମି ଦେଖି ନିର୍ଦ୍ଧାରିତ କରନ୍ତୁ