Good evening sir 🙏 Sir this year I have taken first layer of soil from my agricultural land and as a result the fertility power of the same land got dimishing and it will impact to fruitful harvesting of rice cultivation.sir please tell me is there any way how to increase the fertility power so that will not hamper much production. Regards, Pitambar
Thank you sir, very useful information 🙏
Very nice👍👍
Thanks a lot
Verygoodsir
Thank you
Congratulations sir
Thank you
60dina tali heijaithila ebe kan karibaku padiba
Dapureyabayozeemefatarasathipakaichikanaheba
Sir namaskar guda Taku kadua bele pakeidei kadua karidele hebani
ଗୁଡ କୁ ମାଟି ଉପରେ ଛଞ୍ଚି ଦିଅନ୍ତୁ ବା ପାଣି channel ରେ ପ୍ରୟୋଗ କରନ୍ତୁ।ଏହା ଉପକାରୀ ଜୀବାଣୁ ଙ୍କ ଖାଦ୍ୟ
Thanku..sar
Very nice
Thank you
Sir mula Sara dia heini pila Sara re kiki Sara dabu tike kuhantu
Urea ଏକର ପ୍ରତି 30-35kg ଓ Sagarika Z +++ 10kg ପ୍ରୟୋଗ କରନ୍ତୁ
Thanks you sir🎉🎉🎉🎉
Sir namaskar.Gudaku kharadinare prayoga kariheba ki?
ଖରାଦିନେ ପ୍ରୟୋଗ କରନ୍ତୁ ନାହିଁ
Sir dhan rua kete Dina pare pila Sara deba
ଧାନ ରୁଆ ହେବାର 18-20ଦିନରେ ପିଲ ସାର ପ୍ରୟୋଗ କରନ୍ତୁ।
Bilare kete pani thile guda dia haba sir
ଅଳ୍ପ ପାଣି ରଖନ୍ତୁ ବା ମାଟି ଵତ ର ଥିବା ସମୟ ରେ ବ୍ୟବହାର କରନ୍ତୁ।
Thanks you sir
Good Mani Shar
Good morning
Thankyou sir in information technology
Welcome
Good
Thank you
Jay Jagannath 👌👌👌
Jai jagannath
Gromor Saro very good
Thank you
Good suggestion sir for our agri cul ture
Thanks and welcome
Dhan bunar katea din para ken sar keta debakatha
ଏଥିପାଇଁ video ପ୍ରସ୍ତୁତ ହୋଇଛି
Guda kemiti pakajiba kuhantu sir
Video ରେ ସମ୍ପୂର୍ଣ ତଥ୍ୟ ରହିଛି
ବହୁତ ବଢିଆ ଲାଗିଲା
Thank you
Very nice tapik
Thank you
Dhana patra jali jibara karana kan
OK thanks
Thank you sir, Thank you
Welcome
Hello sir
Guda dhan roi ba kete dina re proyag kariba
good inf.....
Thank you
ଗୁଡ କିପରି ପ୍ରୟୋଗ କରାଯାଏ ସେ ବିଷୟରେ କୁହନ୍ତୁ
ଗୁଡ କୁ ଯଦି mechine ରେ ପ୍ରୟୋଗ କରାଯାଇପରିବାକି sir
Verynice
Thank you
Thank you sar
Welcome
Saizox dhan na dala kanahaci
sir buna dhan bihidila pare kete parimanre keu sar prajog karibi
Sir ki goda pani na dana bala
ଯେକୌଣସି ଗୁଡ କୁ ପ୍ରୟୋଗ କରନ୍ତୁ
ଗୁଡ଼ ଏକର ପିଛା କେତେ କେଜି ଦେବାକୁ ପଡେ ପ୍ଲିଜ଼ ଉତ୍ତର ଦିଅନ୍ତୁ
3-4kg
Wark of omonia fartilar
Sir guda ko lata mara sange sinchana kale 1 acore re kete guda lagiba
Sir guda ku mesin re pureiki spray karebi na ,guda ku gunda kare bilare pakei bitike kuhatu sir
Pruthilsha
Sir Luna panire Rua dhano field ro care kemiti noba
ଧନ୍ୟବାଦ୍ ସାର୍ 🙏🙏🙏🙏🙏🙏
ଧନ୍ୟବାଦ
Hii sir
Soizax
Sir chatu chaso bisoire gote video korontu
Nischint video କରାଯିବ।
ଗୁଡ 1ଏକର ପ୍ରତି କେତେ ପଡ଼ିବ
3-4kg ବ୍ୟବହାର କରନ୍ତୁ
Any research findings on use of Jaggery for tillering.
Very
ବହୁତ୍ ସୁନ୍ଦର sir
Thank you
Jing sharo kou time re diajay sir
Dhani DT ତଳି ପଡ଼ିଥିଲା।୧୨ ଦିନର ତଳି। ଲଗାଣ ବର୍ଷା ରେ ୩୬ ଘଣ୍ଟା ପାଣି ଭିତରେ ରହିଲା।ଏବେ ପାଣି ୨ ଇଞ୍ଚ r ଆଛି କିନ୍ତୁ ତଳି ସବୁ ପାଣି ଉପରେ ପଡ଼ିଯାଇଛି।କଣ କରିବୁ କିଛି ଜାଣିପାରୁନି।please suggest .it's very urgent
ପାଣି ଛାଡ଼ିବା ପରେ ତଳି ଯଦି ଭଲ ଥାଏ ତେବେ potash ସାର 10 decimil ତଳି ଘର। ରେ 2-3kg ପ୍ରୟୋଗ କରନ୍ତୁ। Hexaconazole 5%EC କୁ lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
@@krushisampada Thanks sir । ପାଣି ପୁରା ସୁଖାଇ ଦେବୁ ନା ଅଳ୍ପ ପାଣି ରଖିବୁ
Rua sariba pare guda pakaile haba ki
Uriya D A p
Thank you
ସାର ପ୍ରୟୋଗ ପରେ ଗୁଡ଼ ପ୍ରୟୋଗ କରିହେବ ନା ନାହିଁ କେତେ ଦିନ ମଧ୍ୟରେ ପ୍ରୟୋଗ କରି ହେବ ?
ସାର ପ୍ରୟୋଗ ପରେ ମଧ୍ୟ ପ୍ରୟୋଗ କରି ପାରିବେ। ଯେତେ ଶୀଘ୍ର ପ୍ରୟୋଗ କରିବେ ସେତେ ଭଲ
Sir please apana ka number ta die a ntu
Nice
Sir Saathi ghasa mara ku kete bele prayoyog kariba
ଧାନ ରୋଇବାର 2ଦିନ ମଧ୍ୟରେ 80gm କୁ 10kg ବାଲିରେ ଗୋଳାଇ ପ୍ରୟୋଗ କରନ୍ତୁ।
Thank you sir
Sathi ku sara re misei ki marile haba ki sir
Sir mu 2 agaru DAP o URIA ku deichhi Abe gudda dele haba ki
ହଁ କେବଳ ଗୁଡ କୁ ଏକର ପ୍ରତି 5kg କୁ 100lit ପାଣି ରେ ମିଶାଇ ପାଣି ନାଳ ରେ ପ୍ରୟୋଗ କରନ୍ତୁ ବା ଛିଞ୍ଚି ଦିଅନ୍ତୁ।
Tnx sir apannka video bahut bhala Lage , ahuri amiti video upload karntu , chasi bhai manku bahut kaama ku asuchhi apannka video
ସାର ଗୁଡ଼ ଟା ଜିକ୍କ୍୍ ୩୩% ପରି କାମ କରିଥାଏ କି
Sir desi paddy seeds bisore bi kichi knowledge share karanthu
Guda sar sa misale heba
Congratulations sir 🙏🙏🙏🙏 Dhenkanal, kankadahad,
Thank you
ଗୁଡ ପାଣି ବଟରେ ପୁରାଇ ଚିଞ୍ଚି ପାରୁକି
ମାଟିରେ ଛିଞ୍ଚନ୍ତୁ।
Very nice 👍🏾
Thank you!
Sir mora 16guntha bila pilasara kete debi
2-3kg ଗୁଡ
Very good sir
ଗୁଡ଼ କୁ କିପରି ଭାବରେ ଜମିରେ ମାରା ଯିବ ତାହା ତ ଆପଣ କହିଲେ ନାହିଁ
ଧାନ ରୁଆ ବେଳେ ଘାସ ମରା ଔଷଧ ପକେଇ କି ରୁଆ ହେଲେ ଧାନ ଗଛ କ୍ଷତି ହେବ କି, ରୁଆ ବେଳେ କେଉଁ ଘାସ ମରା ଔଷଧ ପକେଇଲେ ଘାସ ଉଠିବ ନାହିଁ
Sathi ଘାସ ମରା ଏକର ପ୍ରତି 80gm ହିସାବରେ 10kg ବାଲିରେ ଗୋଳାଇ ପ୍ରୟୋଗ କରନ୍ତୁ।
Sir ସାଥି ଘାସ ମରା କୁ କେତେ ବେଳେ କିପରି ପ୍ରୟୋଗ କରିବା
Very nice,new method.Let us see!
Thank you
Sir buna dhana re guda prayog kari heba ki
Good evening sir 🙏
Sir this year I have taken first layer of soil from my agricultural land and as a result the fertility power of the same land got dimishing and it will impact to fruitful harvesting of rice cultivation.sir please tell me is there any way how to increase the fertility power so that will not hamper much production.
Regards,
Pitambar
.
super
Thanks
Paanire gacha budi gacha patala heichi gacha sateje haba paei kn karibu
Dhana bila re jagal kemiti niyantrana kariheba
Sir କାଦୁଅ ଧାନ ତଳି ଛିଣ୍ଡିଳେ କଣ କରିବା ଉଚିତ୍
ତଳି ଓପାଡ଼ିବାର 3ଦିନ ପୂର୍ବରୁ 10 decimil ପ୍ରତି 7kg Gypsum ପ୍ରୟୋଗ କରନ୍ତୁ।
ଗୁଡ଼ କିପରି ଭାବରେ ପ୍ରୟୋଗ କରିବା
Video ରେ ସମସ୍ତ ତଥ୍ୟ ଅଛି
Uria patas
Thank you
ଗୁଡ କେବେ ଦେବା ସାର୍
ମୂଳ ସାର ସହିତ ବା ପିଲ ସାର ସହିତ ପ୍ରୟୋଗ କରନ୍ତୁ
Dhan ruyara ketedinapare pilasara prajok kariba
U P L Company ro SATHI କେତେ ଦିନରେ ବ୍ଯବହାର କରିବା ଉଚିତ୍।
Ruibara 3dina mandhyre
Sir namaskar jadi ame pila sarare goda acar re 5kg misi Kari pakiba heba ki nahin kuhantu
ସାର୍ ନମସ୍କାର,ମୋର ପ୍ରଶ୍ନ ଡାଳିମ୍ବ ଗଛରେ ଫଳ ପାଚିବା ପୂର୍ବରୁ ଫାଟି ଝଡି ପଡୁଛି କାହିଁକି?ଏହାର ପ୍ରତିକାର କ'ଣ।
Boron ଅଣୁସାର ଅଭାବ ହେଲେ ବା ଜଳସେଚନ ର ଅଭାବ ହେଲେ ଡାଳିମ୍ବ ଫଳ ଫାଟି ଥାଏ।ଏହାକୁ ପରିଚାଳନା କରିବା ପାଇଁ NPK 0 : 52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ମିଶାଇ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ମାଟିର ବତର ଦେଖି ନିୟମିତ ଜଳ ସେଚନ କରନ୍ତୁ।
@@krushisampada thank you 🙏🙏
@@krushisampada❤
ବହୁତ ଭଲ ଲାଗିଲା
Thank you
👌👌👌🌹👍❤️🙏
Sarpanch gold
Whether jagerry is worked as a hormone for plants?
Jaggery ମାଟିରେ ଥିବା ଉପକାରୀ ଜୀବାଣୁ ଙ୍କର ଖାଦ୍ୟ।
ଉପକାରୀ ଜୀବାଣୁ ଙ୍କ ସଂଖ୍ୟା ବଢ଼ିଲେ ମାଟିରେ ଅଦ୍ରବିଭୁତ ରୂପେ ପ ଡ଼ି ରହିଥିବା npk କୁ ଦ୍ରବିଭୁତ ଆକାରରେ ଗଛ କୁ ଯୋଗାଇଥାଏ।ph manage କରେ।ଗୁଡ ରେ ଥିବା NPK ଓ micronutrients ଗଛ ପାଇ ଥାଏ।ମାଟିରେ ଜିଆ ସଂଖ୍ୟା ବଢ଼ି ଥାଏ।
Nice organic methods
Thank you
ପିଲ ସାର କଣ ?
kalaa guda naa haladia guda
କଳା ଗୁଡ ଅଧିକ ଭଲ
Sar shita misaile chalibaki sar
Uriya dife pitas
Bahut bhal
Thank you
Gopabandhu Sahu
First ru bhujai ki kuho sir
Super aidia sir🙏🏻
Thank you
ଅପୋଙ୍କୋ ଫୋନ ନମ୍ବର ଦିଅନ୍ତୁ
7008498896
ଚାଷୀଙ୍କ ପାଇଁ ବହୁ ଦରକାରୀ ବିଷୟ, ଧନ୍ୟବାଦ 🙏
Zing କେଉଁ ସମୟରେ ଦେବା
ମୂଳ ସାର ହିସାବରେ ଦେଲେ ସବୁଠାରୁ ଭଲ।Zinc sulphate କୁ ଏକର ପ୍ରତି 8kg ହିସାବରେ ପ୍ରୟୋଗ କରନ୍ତୁ।
Farista