୭ଟି ପଦକ୍ଷେପ ଅସଂଖ୍ୟ ପିଲ 7Steps to get More tillers in Paddy

แชร์
ฝัง
  • เผยแพร่เมื่อ 6 ก.ย. 2024
  • Arabia Sahoo
    KRUSHI SAMPADA
    7ଟି ପଦକ୍ଷେପ ଅସଂଖ୍ୟ ପିଲ
    7steps to get more tillers in paddy
    ଧାନ ଫସଲରେ ପିଲ ସଂଖ୍ୟା ବୃଦ୍ଧି ହେଲେ କେଣ୍ଡା ସଂଖ୍ୟା ବଢି ଥାଏ ଓ ଅମଳ ଅଧିକ ଆସିଥାଏ
    ସେଥିପାଇଁ ଆମକୁ 7ଟି ପଦକ୍ଷପ ନେବାକୁ ପଡିବ
    1 ଧାନ ଫସଲରେ ଜୈବିକ ଖତ ବା ସାରର ପ୍ରୟୋଗ
    ଜୈବିକ ଖତ ପ୍ରୟୋଗ କରି ନଥିଲେ ଜୈବିକ ସାର BIOZYME ବା AGRI HUMIC GRANULE ବା SAGARIKA ପ୍ରୟୋଗ କରନ୍ତୁ
    2 ରାସାୟନିକ ସାର ର ପ୍ରୟୋଗ
    ମୁଳ ସାର ହିସାବରେ DAP ଓ POTASH ସାର ଓ ପିଲ ସାର ହିସାବରେ ଧାନ ରୋଇବାର 15-20ଦିନରେ UREA 20kg ଓ potash kg ପ୍ରୟୋଗ କଲେ ଅଧିକ ପିଲ ହଉଥାଏ
    3 ତଳି ରୋଇବାର ବୟସ
    ଅଳ୍ପ ଦିନର ତଳି ଯାହାକି 15-18ଦିନର ତଳି ଲଗାଇଲେ ଅଧିକ ପିଲ ହୋଇଥାଏ
    4 ରୋଇବା ପଦ୍ଧତି
    ଧାଡିରେ ରୋଇଲେ ଓ ଅନୁମୋଦିତ ଦୁରତରେ ରୋଇଲେ ଅଧିକ ପିଲ ଆସିଥାଏ
    5 ଜଳସେଚନ
    ରୁଆ ଧାନରେ ଅଳ୍ପ ପାଣି ରଖିଲେ ଅଧିକ ପିଲ ଆସିଥାଏ
    6 ଘାସ ସମଷ୍ୟା ର ସମାଧାନ
    ଧାନ ଜମିରେ ଧାନ ରୋଇବାର 15-45 ଦିନ ଘାସ ମୁକ୍ତ ରହିଲେ ଅଧିକ ପିଲ ହୋଇଥାଏ
    7 ରୋଗ ପୋକ ର ସଠିକ ପରିଚାଳନା
    ଧାନର ପିଲ ଅବସ୍ଥା ରେ ଫସଲକୁ ରୋଗ ପୋକ ମୁକ୍ତ ରଖିଲେ ଅଧିକ ପିଲ ହୋଇଥାଏ
    Thank you
    KRUSHI SAMPADA
    WATCH NEXT:
    ସୁନା ଫଳାଏ AGRI HUMIC GRANULE
    • ଲାଭ ଦାୟକ Agri Humic Gr...
    ତାଲିଘରା ରେ ଘାସ ପରିଚାଳନା
    • ଧାନ ତାଲିଘରା ର ଘାସ ନିୟନ...
    ଧାନ ର କାଣ୍ଡ ବିନ୍ଧା ପୋକ
    • ଧାନର କାଣ୍ଡବିନ୍ଧା ପୋକ ପ...
    #paddytiller #krushisampada #howtogetmoretillerinpaddy #odia

ความคิดเห็น • 58

  • @purnanandadas4468
    @purnanandadas4468 9 วันที่ผ่านมา

    Thank you sir for sharing this valuable information on rice cultivation.🙏

  • @RajPatel-ei4id
    @RajPatel-ei4id หลายเดือนก่อน +2

    Verry good tips

  • @rabindraprusty692
    @rabindraprusty692 หลายเดือนก่อน +1

    nice video sir

  • @srikantparida1660
    @srikantparida1660 29 วันที่ผ่านมา +1

    Sir aame jauta coment karucha tar riplay kichi miluni kan karibu

  • @19bijayalaxmibarik95
    @19bijayalaxmibarik95 3 ปีที่แล้ว +2

    Very nice video 😊👍

  • @soumyaranjanjena3059
    @soumyaranjanjena3059 3 ปีที่แล้ว +2

    Good video for former

  • @krishnachandranaik
    @krishnachandranaik 2 ปีที่แล้ว

    ବହୁତ ବଢିଆ

  • @giridharimajhi3685
    @giridharimajhi3685 2 ปีที่แล้ว

    Good morning. Best Wishes. So Thanks.

    • @krushisampada
      @krushisampada  2 ปีที่แล้ว

      ଧାନ୍ୟବାଦ sir

  • @shreeyashradha3431
    @shreeyashradha3431 3 ปีที่แล้ว +1

    Good video

  • @ranjanpradhan1831
    @ranjanpradhan1831 3 ปีที่แล้ว

    Very good information

  • @bidyutranjanpradhan652
    @bidyutranjanpradhan652 ปีที่แล้ว +3

    ବୁଣା ଧାନ ରେ ପିଳ କେତେ ଦିନ ପରେ ଦେବା ଆରମ୍ଭ କରିଥାଏ?

  • @arssingh3983
    @arssingh3983 2 ปีที่แล้ว +1

    Thank u sir 👍👍👍

  • @duryodhankhatua1510
    @duryodhankhatua1510 2 ปีที่แล้ว

    Very Good

  • @bikramsahu8159
    @bikramsahu8159 27 วันที่ผ่านมา

    DAP sangare zinc ruaa samayare nadei ,3 dina pare sathi sangere zinc ku prayouga kale haba ki

    • @krushisampada
      @krushisampada  27 วันที่ผ่านมา

      Zinc ସହିତ କୌଣସି ସାର କୁ ମିଶାନ୍ତୁ ନାହିଁ

  • @bharatsahu4317
    @bharatsahu4317 2 ปีที่แล้ว

    Very good. Sir bihan kemiti pai paribu janantu.

  • @debarajkhuntia4269
    @debarajkhuntia4269 3 ปีที่แล้ว

    Very good 👍👍👍

  • @ashutoshnayak9773
    @ashutoshnayak9773 ปีที่แล้ว

    Thank you Sir

  • @pradeepdalabehera4103
    @pradeepdalabehera4103 ปีที่แล้ว

    🙏🙏🙏

  • @kamalakantasingh5540
    @kamalakantasingh5540 6 หลายเดือนก่อน

    Sir dhana gochare majhi patra marichi. Or stymar laguchi. Tara pratikar

    • @krushisampada
      @krushisampada  6 หลายเดือนก่อน

      ଧାନ ଫସଲ ରେ କାଣ୍ଡ ବିନ୍ଧା ପୋକ ଲାଗିଛି ।ଏହା କୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି 1ଟି ଆଲୋକ ଯନ୍ତା ଓ 8 ଟି ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର କରନ୍ତୁ।
      Cartap hydrochloride 50%SP lit ପ୍ରତି 2gm ବା
      Flubendiamide 20%SG drum ପ୍ରତି 5gm ବା
      Chlorontraniliprole 18.5%SC drum ପ୍ରତି 6ml ବା
      Monocrotophos 36 %SL lit ପ୍ରତି 2ml ବା
      Lambda cyhalothrin 4.9%SC lit ପ୍ରତି 1ml ବା
      Carbosulfan 25%EC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ଏକର ପ୍ରତି 150-200lit ପାଣି ବା 15lit drum ପାଣି ସର୍ବାଧିକ 2.5ଗୁଣ୍ଠ ଜମିରେ ସ୍ପ୍ରେ କରନ୍ତୁ।

  • @angadasahusahu1053
    @angadasahusahu1053 2 หลายเดือนก่อน

    Thanks

  • @bulusasamalla3550
    @bulusasamalla3550 ปีที่แล้ว

    Mula sir deinathile rua hela pare ki ki fertilizer daba

    • @krushisampada
      @krushisampada  ปีที่แล้ว

      ମୂଳ ସାର ଦେଇ ନଥିଲେ ପିଲ ସାର ଦେବା ସମୟ ରେ ଏକର ପ୍ରତି DAP 25Kg potash 15kg urea 25kg ଦିଅନ୍ତୁ।

  • @srimanthota8283
    @srimanthota8283 2 ปีที่แล้ว

    Sir dhana roibara ketedina pare jibamruta sprey Kariba?

    • @krushisampada
      @krushisampada  2 ปีที่แล้ว

      ଧାନ ରୋଇବା ପୂର୍ବରୁ ବା ପରେ ଜୀବମୃତ ପ୍ରାୟୋଗ କରନ୍ତୁ।21ଦିନ ଅନ୍ତରରେ 3-4 ଥର ପ୍ରାୟୋଗ କରନ୍ତୁ।

  • @kamalcharanhans9207
    @kamalcharanhans9207 2 ปีที่แล้ว

    Sir dap + zink misile Marita khyati hoithae

  • @pradyumnamund9478
    @pradyumnamund9478 2 ปีที่แล้ว

    ସାର mahendra r rice transplanting macine success ki sir

  • @pradhvivlogs
    @pradhvivlogs 2 ปีที่แล้ว

    Sir zinc, borax,dap, potash aka sangre misikeki pakeba ki?

    • @krushisampada
      @krushisampada  2 ปีที่แล้ว

      Zinc କୁ କୌଣସି ସାର ସହିତ ମିସାଇବେ ନାହିଁ ।ଏହା ପାଣି କରି ଦେବି।Zinc କୁ ଅଲଗା ପ୍ରାୟୋଗ କରନ୍ତୁ।

  • @harishchandrabiswal1341
    @harishchandrabiswal1341 2 ปีที่แล้ว

    ଆପଣଙ୍କ ନମ୍ବର ଦିଅନ୍ତୁ ସାର,ବହୁତ ଭଲ ଭିଡ଼ିଓ ହେଇଚି ସାର

  • @nrusinghacharanapatra29
    @nrusinghacharanapatra29 3 ปีที่แล้ว

    Sir video ti ama upare Bahut pravaba pakaiba

  • @millankumar2196
    @millankumar2196 2 ปีที่แล้ว

    Sir bhala khata ko company ra vala

  • @shikshamahodadhi
    @shikshamahodadhi ปีที่แล้ว

    ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଚିହ୍ନିବା କିପରି ?

    • @krushisampada
      @krushisampada  ปีที่แล้ว

      ଧାନରେ ଜୀବାଣୁ ଜନିତ ପତ୍ରପୋଡ଼ା ରୋଗ ଲାଗିଲେ ପତ୍ର 2ଧାର ହଳଦିଆ ହୋଇଯାଏ ଓ ମଝି ଅଂଶ ସବୁଜ ଥାଏ।ପରବର୍ତ୍ତୀ ସମୟରେ ପତ୍ର ଅଗଆଡୁ ସୁଖୀ ଯାଇଥାଏ।

  • @Aviboitai
    @Aviboitai 2 หลายเดือนก่อน

    SirMuKhataDaeniKnKaribiKesaraKamiteDabe

  • @puspanjalimishra4244
    @puspanjalimishra4244 3 ปีที่แล้ว

    ଧାନ ରୋପଣ କରିବା ର କେତେ ଦିନ ପରେ ପିଲ ଅବସ୍ଥା ଆସେ।
    ଏବଂ ପିଲ ଅବସ୍ଥା ର ଅବଧି କେତେ ଦିନ

    • @krushisampada
      @krushisampada  3 ปีที่แล้ว

      ଧାନ ରୋଇବାର 15-18ଦିନରେ ପିଲ ଆରମ୍ଭ ହୋଇଥାଏ।ଏହି ପିଲ ଅବସ୍ଥା ଧାନ ରୋଇବାର 15-42 ଦିନ ଯାଏ ରହିଥାଏ।ଏହି ସମୟରେ urea ସାର ଏକର ପ୍ରତି 30-35kg ପ୍ରୟୋଗ କରନ୍ତୁ।

  • @ruhitpradhan9227
    @ruhitpradhan9227 9 วันที่ผ่านมา

    Bahut sundar sir please mobile number diantu

  • @birendrapradhan3755
    @birendrapradhan3755 ปีที่แล้ว +1

    ମୋବାଇଲ ନମ୍ବର ଦିଅନ୍ତୁ

    • @jaybagrangbali3261
      @jaybagrangbali3261 18 วันที่ผ่านมา

      Roga niyantrana paen k u medicin de ba khata, e be dhana gacha sustha achi.

  • @khirodpradhan6976
    @khirodpradhan6976 ปีที่แล้ว

    ଧାନ ପତ୍ର ଧଲା ହେଇକି ସଢୀ ଯାଏ ତାହେଲେ କୋଉ ଏକ ଔଶଧ ଦେବା ଦରକାର Sir

  • @babapadachoudhry3991
    @babapadachoudhry3991 2 หลายเดือนก่อน

    Sir spank phone number.diuntu

  • @sureshineonline
    @sureshineonline 2 ปีที่แล้ว

    apan jemti kahuchanti...dhana chasa re labha habani

  • @DJLOVERKANHU05
    @DJLOVERKANHU05 3 ปีที่แล้ว

    Sir apananka contact number diyantu
    Sir Krusi biswayare bahutu kichhi janibar achhi mor

  • @ajitbehera591
    @ajitbehera591 2 ปีที่แล้ว

    Sir number debeki

  • @sagarpanigrahi9337
    @sagarpanigrahi9337 2 ปีที่แล้ว

    Dhanara.cakada.pakara.kaumadisin