ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଆପଣ ଙ୍କ ଚେନାଲ ରୁ ବହୁତ୍ କିଛି ଚାଷ ବିଷୟରେ ଜାଣିବାକୁ ମିଲୁଛି ଆପଣଙ୍କୁ ବହୁତ ଧନ୍ୟବାଦ ଆଜ୍ଞା
ବହୁତ୍ ବଢିଆ ବାର୍ତ୍ତା ଆଜ୍ଞା, ଇନ୍ତା ଇନ୍ତା ଭିଡିଓ ଛାଡ଼ୁ ଥିବେ
ଆଗକୁ ଦେଖି ପାରିବେ
ବହୁତ୍ ବଢିଆ ଜା ନ କlରି ମୁଇ ଆପଣଙ୍କର ସବୁ ଭିଡିଓ ଦେକ୍ ସି❤❤
supar sar
ବନ୍ଦନା କେନେ ମିଳେ
Bhai Dhanara suchana nimante Dhanyabad, Mu aei Heera dhana chasa karibaku chaunchi, dayakari dhana bihana paibara byabasta kale bhalahuanta..
Sir ,thanks 4yr nyc information 🙏🙏
ନମସ୍କାର ଆଜ୍ଞା
Nice information sir
ଧନ୍ୟବାଦ ଆଜ୍ଞା ନମସ୍କାର
Bhal information te dele agya
ଧନ୍ୟବାଦ ଆଜ୍ଞା
1156 tarangini dhan କାଣା ବେହେଲି ନେ ହେବା କେଁ
Super
ହୀରା ଆଉ କଳିଙ୍ଗ3ଧାନ ବିହନ କେନେ ମିଳିବ
ସରକାରୀ ଧାନ ବିହନ ଦୋକାନ ରେ
Bihana keonthare o kipari miliba.
Dhan bihan market ke asbar katha
Nee peparu kenati milaba
ସରକାରୀ ବିହନ ଦୋକାନ ରେ ଯୋଗାଯୋଗ କରନ୍ତୁ
Kalinga bihan kethi paiba
ଦୁଇମାସିଆଧାନକେମିତିମିଳିବ
Guda 1 acr kete dema
ନିଜର୍ ୟୁଟୁଭ୍ ଚାନେଲ୍ ଭିଡିଓ ଲାଗି ନା ଚାଷିର୍ ଲାଗି ୟେ 🤔🤔🤔
ନମସ୍କାର ଆଜ୍ଞାଆମର ସବୁ ଭିଡିଓ ଦେଖି,ଜାଣି ପାରିବେ
ହୀରା 110 ଦିନକଳିଙ୍ଗ 120ବନ୍ଦନା 125ମୁଁ ନିଜେ କରିଛି ବେଶୀ ନେଇ ଠକ
ନମସ୍କାର ଆଜ୍ଞା ଫିଡ୍ ଵେଗ୍ ପାଇଁ ଅଶେଷ ଧନ୍ୟବାଦ କେଉଁ ଦିନ ଠାରୁ ଆପଣ ଆଣୁଛନ୍ତି ଜଣେଇବେ,
Sathia dhan j angya dys
୬୦-୭୦ ଦିନ
Sir kene mili parba
Buna kale kete kg bihan lagba
୧୫-୨୦ କେଜି
Dalua k v hei parba Kai e dhan
କରି ପାରିବେ, ପ୍ରଥମେ ଟ୍ରାଏଲ୍ କରନ୍ତୁ
Ei dhan Tali padiba ki seedlings haba .Sir kuhantu
ସିଧାସଳଖ ଵୁଣି ପାରିବେ
Ruerapare 60ru70kipalapakaladi heba
ପହ୍ଲା ରୋଇଵା ଠାରୁ
Rabi season re ketedin lagba
୧୦ ଦିନ ଏପଟ ସେପଟ
Dhan bihan kene milba
ଆପଣଙ୍କ,ପୁନଃ,ନଂମ୍ବରଦିଅ
ଭିଡିଓ ରେ
ଲାଇକ,ଭିଉ, ସବ୍ କ୍ରାଇବ ପାଇବାର୍ ଲାଗି କି ଚାଷୀ ମାନଙ୍କ ଉନ୍ନତି ଲାଗି ଏହି ଭିଡ଼ିଓ ଟିକେ ରିପ୍ଲେ ଦେବେ ଆଜ୍ଞା
ନମସ୍କାର ଆଜ୍ଞା,ଆପଣ ମାନେ ଯେତେ ଦେଇଛନ୍ତି,ଆମେ ଚିର ଋଣୀ ।ସର୍ଟ୍ ଡିରେସନ୍ ଧାନ, ସ୍ୱଳ୍ପ ଜମି ଚାଷୀ ମାନଙ୍କ ପାଇଁ ବେଶୀ ଉପଯୋଗୀ, ଏସବୁ ଧାନ ଯୋଗାଯୋଗ କରି ମିଳିପାରିବ। ବାସ୍ତବରେ ଏହା ଚାଷୀ ର ଉନ୍ନତି ପାଇଁ,ଚେନାଲ୍ ଗ୍ରୋ ପାଇଁ ନୁହେଁ।
ହୀରା କେନେ ମିଳିବା ଟିକେକହ
ସରକାରୀ ବିହନ ଦୋକାନ ରେ
Bihan kena milba
ସରକାରୀ ବିହନ ଦୋକାନ
Hybrid aye ki
ନୁହେଁ
Barsaka 4 thar dhan Amal heiparbakain sir
ନିଶ୍ଚୟ କରି ପାରିବେ
PR 126 veracity ka vedio
Sudha 209 dhan milbake
ବିଗ୍ ହାଟ୍ ଡଟ୍ କମ୍ ରେ ଯୋଗାଯୋଗ କରନ୍ତୁ
Thank you sirSeeds paiba kauthu
କୃଷି ବିଭାଗ ସହିତ ଯୋଗାଯୋଗ କରନ୍ତୁ
Bihan Kenu paimu ki ken chasi ru tike information dian
ଓଡ଼ିଶା ସରକାର ଙ୍କ ବିହନ ନିଗମ ରୁ, ନହେଲେ ସରକାରୀ ବିହନ ଦୋକାନ ରୁ
ଇ ସବୁ ଧାନ ହାଇବ୍ରିଡ କି ଦେଶି ଧାନ
ରିସର୍ଚ୍ଚ
କଳିଙ୍ଗ 3 କଳାହାଣ୍ଡି ଜିଲ୍ଲାର କେନନେ ମିଲଵା କହେଵେ କି
ବ୍ଳକ୍ କୃଷି ଅଧିକାରୀ ନହେଲେ କେବିକେ ସହିତ ଯୋଗାଯୋଗ କରନ୍ତୁ, ଏହା ଓଡ଼ିଶା ବିହନ ନିଗମ ଉତ୍ପାଦନ କରିଥାଏ।
Dula dhan haba ka
ହୋଇ ପାରିବ
Kenu meliba
ହୀରା ଧାନ ବିହନ କେନନ ମିଳିପାରିବକହଦାଦା ଆମର ଲୋକେସନରେ ନିମିଳିପାରିବର
ନମସ୍କାର ଆଜ୍ଞାସରକାରୀ ବିହନ ଦୋକାନ ରେ, ନହେଲେବ୍ଳକ୍ କୃଷି ଅଧିକାରୀ ସହିତ ଯୋଗାଯୋଗ କରନ୍ତୁ।
Ken mase buna heba
ଜୁନ ପହେଲା ସପ୍ତାହ
Dhan mil ba ka 50kg paesa pathami
Kene paima
କୃଷି ଅଧିକାରୀ ସହିତ ଯୋଗାଯୋଗ କରନ୍ତୁ
Bihan kenne milba sir
ଅନ୍ ଲାଇନ୍ ରେ ମଗାଇ ପାରିବେ
Hira dhan bhal aaday nai debar. Bangra gaccha aaye.
ନମସ୍କାର ଆଜ୍ଞାଏହା ଚାଷ ପ୍ରଣାଳୀ ଭଲ କଲେ, ଠିକ୍ ହୋଇଯିବ
60 ଦିନିଆଁ ଧାନ ଲେଖୁଛନ୍ , କେନ୍ତା ଗୁଟେ ବି ତ ନାଇଁ ଦେଖାଲେ । ଦୁଇ ମାସ ମାନେ 70 । 75 ଦିନ କେଭେନୁ ହେଲା ନ !!!
ନମସ୍କାର ଆଜ୍ଞା୭୦ ଦିନିଆ ଧାନ କୁ ଦୁଇ ମାସ ପରେ ପରେ ହେଉଥିବାରୁ,କହି ପାରିବା।
Bihana kouthi miliba
ସରକାରୀ ବିହନ ଦୋକାନ ନହେଲେ ଅନ୍ ଲାଇନ୍
Keun jaga re miliba, address dia
ଓଡ଼ିଶା ବିହନ ନିଗମ, ଏହା ଉତ୍ପାଦନ କରିଥାଏ, କୃଷି ଅଧିକାରୀ ସହିତ ଯୋଗାଯୋଗ କରନ୍ତୁ
kena milba
ଅନ୍ ଲାଇନ୍ ରେ
Ke ne milba sir address tike diantu
Dhan kenu paima
Japànag
ଧନ୍ୟବାଦ
କେମିତି ପାଇବି mob ଦେଉନ
Mal bena dhan batau
ଆପଣ ଙ୍କ ଚେନାଲ ରୁ ବହୁତ୍ କିଛି ଚାଷ ବିଷୟରେ ଜାଣିବାକୁ ମିଲୁଛି ଆପଣଙ୍କୁ ବହୁତ ଧନ୍ୟବାଦ ଆଜ୍ଞା
ବହୁତ୍ ବଢିଆ ବାର୍ତ୍ତା ଆଜ୍ଞା, ଇନ୍ତା ଇନ୍ତା ଭିଡିଓ ଛାଡ଼ୁ ଥିବେ
ଆଗକୁ ଦେଖି ପାରିବେ
ବହୁତ୍ ବଢିଆ ଜା ନ କlରି ମୁଇ ଆପଣଙ୍କର ସବୁ ଭିଡିଓ ଦେକ୍ ସି❤❤
supar sar
ବନ୍ଦନା କେନେ ମିଳେ
Bhai Dhanara suchana nimante Dhanyabad, Mu aei Heera dhana chasa karibaku chaunchi, dayakari dhana bihana paibara byabasta kale bhalahuanta..
Sir ,thanks 4yr nyc information 🙏🙏
ନମସ୍କାର ଆଜ୍ଞା
Nice information sir
ଧନ୍ୟବାଦ ଆଜ୍ଞା ନମସ୍କାର
Bhal information te dele agya
ଧନ୍ୟବାଦ ଆଜ୍ଞା
1156 tarangini dhan କାଣା ବେହେଲି ନେ ହେବା କେଁ
Super
Super
ହୀରା ଆଉ କଳିଙ୍ଗ3ଧାନ ବିହନ କେନେ ମିଳିବ
ସରକାରୀ ଧାନ ବିହନ ଦୋକାନ ରେ
Bihana keonthare o kipari miliba.
Dhan bihan market ke asbar katha
Nee peparu kenati milaba
ସରକାରୀ ବିହନ ଦୋକାନ ରେ ଯୋଗାଯୋଗ କରନ୍ତୁ
Kalinga bihan kethi paiba
ଦୁଇମାସିଆଧାନକେମିତିମିଳିବ
Guda 1 acr kete dema
ନିଜର୍ ୟୁଟୁଭ୍ ଚାନେଲ୍ ଭିଡିଓ ଲାଗି ନା ଚାଷିର୍ ଲାଗି ୟେ 🤔🤔🤔
ନମସ୍କାର ଆଜ୍ଞା
ଆମର ସବୁ ଭିଡିଓ ଦେଖି,ଜାଣି ପାରିବେ
ହୀରା 110 ଦିନ
କଳିଙ୍ଗ 120
ବନ୍ଦନା 125
ମୁଁ ନିଜେ କରିଛି
ବେଶୀ ନେଇ ଠକ
ନମସ୍କାର ଆଜ୍ଞା
ଫିଡ୍ ଵେଗ୍ ପାଇଁ ଅଶେଷ ଧନ୍ୟବାଦ
କେଉଁ ଦିନ ଠାରୁ ଆପଣ ଆଣୁଛନ୍ତି ଜଣେଇବେ,
Sathia dhan j angya dys
୬୦-୭୦ ଦିନ
Sir kene mili parba
Buna kale kete kg bihan lagba
୧୫-୨୦ କେଜି
Dalua k v hei parba Kai e dhan
କରି ପାରିବେ, ପ୍ରଥମେ ଟ୍ରାଏଲ୍ କରନ୍ତୁ
Ei dhan Tali padiba ki seedlings haba .
Sir kuhantu
ସିଧାସଳଖ ଵୁଣି ପାରିବେ
Ruerapare 60ru70kipalapakaladi heba
ପହ୍ଲା ରୋଇଵା ଠାରୁ
Rabi season re ketedin lagba
୧୦ ଦିନ ଏପଟ ସେପଟ
Dhan bihan kene milba
ଆପଣଙ୍କ,ପୁନଃ,ନଂମ୍ବରଦିଅ
ଭିଡିଓ ରେ
ଲାଇକ,ଭିଉ, ସବ୍ କ୍ରାଇବ ପାଇବାର୍ ଲାଗି କି ଚାଷୀ ମାନଙ୍କ ଉନ୍ନତି ଲାଗି ଏହି ଭିଡ଼ିଓ ଟିକେ ରିପ୍ଲେ ଦେବେ ଆଜ୍ଞା
ନମସ୍କାର ଆଜ୍ଞା,
ଆପଣ ମାନେ ଯେତେ ଦେଇଛନ୍ତି,ଆମେ ଚିର ଋଣୀ ।ସର୍ଟ୍ ଡିରେସନ୍ ଧାନ, ସ୍ୱଳ୍ପ ଜମି ଚାଷୀ ମାନଙ୍କ ପାଇଁ ବେଶୀ ଉପଯୋଗୀ, ଏସବୁ ଧାନ ଯୋଗାଯୋଗ କରି ମିଳିପାରିବ। ବାସ୍ତବରେ ଏହା ଚାଷୀ ର ଉନ୍ନତି ପାଇଁ,ଚେନାଲ୍ ଗ୍ରୋ ପାଇଁ ନୁହେଁ।
ହୀରା କେନେ ମିଳିବା ଟିକେକହ
ସରକାରୀ ବିହନ ଦୋକାନ ରେ
Bihan kena milba
ସରକାରୀ ବିହନ ଦୋକାନ
Hybrid aye ki
ନୁହେଁ
Barsaka 4 thar dhan Amal heiparbakain sir
ନିଶ୍ଚୟ କରି ପାରିବେ
PR 126 veracity ka vedio
ଆଗକୁ ଦେଖି ପାରିବେ
Sudha 209 dhan milbake
ବିଗ୍ ହାଟ୍ ଡଟ୍ କମ୍ ରେ ଯୋଗାଯୋଗ କରନ୍ତୁ
Thank you sir
Seeds paiba kauthu
କୃଷି ବିଭାଗ ସହିତ ଯୋଗାଯୋଗ କରନ୍ତୁ
Bihan Kenu paimu ki ken chasi ru tike information dian
ଓଡ଼ିଶା ସରକାର ଙ୍କ ବିହନ ନିଗମ ରୁ, ନହେଲେ ସରକାରୀ ବିହନ ଦୋକାନ ରୁ
ଇ ସବୁ ଧାନ ହାଇବ୍ରିଡ କି ଦେଶି ଧାନ
ରିସର୍ଚ୍ଚ
କଳିଙ୍ଗ 3 କଳାହାଣ୍ଡି ଜିଲ୍ଲାର କେନନେ ମିଲଵା କହେଵେ କି
ବ୍ଳକ୍ କୃଷି ଅଧିକାରୀ ନହେଲେ କେବିକେ ସହିତ ଯୋଗାଯୋଗ କରନ୍ତୁ, ଏହା ଓଡ଼ିଶା ବିହନ ନିଗମ ଉତ୍ପାଦନ କରିଥାଏ।
Dula dhan haba ka
ହୋଇ ପାରିବ
Kenu meliba
ହୀରା ଧାନ ବିହନ କେନନ ମିଳିପାରିବ
କହଦାଦା ଆମର ଲୋକେସନରେ ନିମିଳିପାରିବର
ନମସ୍କାର ଆଜ୍ଞା
ସରକାରୀ ବିହନ ଦୋକାନ ରେ, ନହେଲେ
ବ୍ଳକ୍ କୃଷି ଅଧିକାରୀ ସହିତ ଯୋଗାଯୋଗ କରନ୍ତୁ।
Ken mase buna heba
ଜୁନ ପହେଲା ସପ୍ତାହ
Dhan mil ba ka 50kg paesa pathami
ସରକାରୀ ବିହନ ଦୋକାନ ରେ ଯୋଗାଯୋଗ କରନ୍ତୁ
Kene paima
କୃଷି ଅଧିକାରୀ ସହିତ ଯୋଗାଯୋଗ କରନ୍ତୁ
Bihan kenne milba sir
ଅନ୍ ଲାଇନ୍ ରେ ମଗାଇ ପାରିବେ
Hira dhan bhal aaday nai debar. Bangra gaccha aaye.
ନମସ୍କାର ଆଜ୍ଞା
ଏହା ଚାଷ ପ୍ରଣାଳୀ ଭଲ କଲେ, ଠିକ୍ ହୋଇଯିବ
60 ଦିନିଆଁ ଧାନ ଲେଖୁଛନ୍ , କେନ୍ତା ଗୁଟେ ବି ତ ନାଇଁ ଦେଖାଲେ । ଦୁଇ ମାସ ମାନେ 70 । 75 ଦିନ କେଭେନୁ ହେଲା ନ !!!
ନମସ୍କାର ଆଜ୍ଞା
୭୦ ଦିନିଆ ଧାନ କୁ ଦୁଇ ମାସ ପରେ ପରେ ହେଉଥିବାରୁ,କହି ପାରିବା।