ଖାଲ ଜମି ବା ବାହଲ ଜମି ପାଇଁ Top 7 ଧାନ କିସମ Low land paddy variety
ฝัง
- เผยแพร่เมื่อ 15 ต.ค. 2024
- ଖାଲ ଜମି ବା ବାହାଲ ଜମି ପାଇଁ Top 7 ଧାନ କିସମ
ଧାନ ପଡ଼ିବ ନାହିଁ
ଧାନ ଝଡ଼ିବ ନାହିଁ
Top paddy variety for low land
kharif paddy
irrigated and non Irrigated low land Paddy
Best paddy variety for low land
Purnima
kalachampa
Sakti
Mali 4
Ulka 4
BSL 44
THANK YOU
KRUSHI SAMPADA
#krushisampada #odia #paddy
WATCH NEXT:
Best Power weeder
• Best Power weeder ଏକ ଲ...
Top 5 Hybrid paddy
ଅଳ୍ପ ପାଣି ରେ ଅଧିକ ଅମଳ
• 2024ର Top 5 hybrid ଧାନ...
Best paddy seed
ସ୍ଵାଦ ଯେମିତି ଅମଳ ସେମିତି
• Best Paddy seeds ଅମଳ ଯ...
ବର୍ଷା ଦିନିଆ ପନିପରିବା
• May ମାସରେ ପନିପରିବା ଚାଷ...
Sir namaskar 🙏Khordha zilla jami pain upajogi arua dhana kisama bisyare apana nka matamat debe
Sir ମଧ୍ୟମ କିସମ ଜମି ପାଇଁ କେଉଁ ସରକାରୀ ଧାନ ଅଧିକ ଅମଳ ଦଉଚି, କେଉଁ ରିସର୍ଚ୍ଚ ଧାନ ଅଧିକ ଅମଳ ଦଉଚି ଏବଂ କେତେ ଉଭୟ ଜଣାଇବେ
Maudamani 135 ଦିନରେ ଅମଳ ହୋଇଥାଏ।
MTU 1075 ଯାହାକି 135-140 ଦିନରେ ଅମଳ ହୋଇଥାଏ।
ସେହିପରି Research paddy Sampada, Jamuna, Sadhana, BHU 11, Arize 6444 Gold, Buland gold 5059 ଅନ୍ୟତମ
Very nice vedio and information.Thank you Arobinda Sir.
Welcome sir
AGRAZA SEEDS (BLACK DAIMOND) TIME=2.54
Sri ସବୁ ଠାରୁ ଅଧିକ ଅମଳ ହେଉ ଥିବା ଧନ
।n
Sar pan lata haladiya ba patra haladiya jadu jadura padi agro vaga mari jauchi garomaku kau haromon sprya kariba haromon sprya kariba
Sir bls 1129 acer prati kete quintal aasiba,pls kuhantu
ଏକର ପ୍ରତି 25-27qtl ଆସିବ
Sir.hatidanta.kou.taipra.dhana.mote.tike.kahibe
Good morning Sir. Jangali jata desi dhana bisayare kuhantu.
sir Obama dhan ଗଛ ଉଚ୍ଚତା କେତେ ହୋଇଥାଏ
Thank you sir bahut Sundar upajogi vdo
Welcome
Jay jagannath sir matea black dimond dhana bisayarea kuhantu
ବହୁତ ସୁନ୍ଦର ସୂଚନା ଦେଇଛନ୍ତି ।
Thank you
Kalachampa
Keun roga sahan sakti achhi
ବହୁତ ଭଲ ପ୍ରରଣା ଧନ୍ୟବାଦ
Welcome
Video is verry good.sir np 7061 and np7075 kouta bhala pls reapply .2023 pan804 regeult bhala thila.
NP 7061 ବା INDRANI 140-145 ଦିନରେ ଅମଳ ହୋଇଥାଏ । ମହିସା ଓ ପତ୍ର ପୋଡ଼ା ରୋଗ ପ୍ରତି ସହନଶୀଳତା ରହିଛି ଓ ମରୁଡି ସହଣ ଶକ୍ତି ରହିଛି।
NP 7075 ମଧ୍ୟ 140-145 ଦିନରେ ଅମଳ ହୋଇଥାଏ।ଗଛ 95-100cm।ଧାନ ମୋଟା ।
ଏହି 2ଟି କିସମ ମଧ୍ୟରେ NP 7061 ଭଲ ଅମଳ ଦେଇଥାଏ
Poornima bihono kouthhu milibo sir
Private seed ଦୋକାନ ରେ ପାଇ ପାରିବେ
Address
Thank u
Purnima dhan sukhila padile chaliba
&1pcket Padiba pai kete jami darkar
Sir raw dhana khala jami re haba
Sir 1224 dhana bisayare kichhi janantu
Sir 1009 Dhana odisha Ganjam ra kothi miliba
ଧନ୍ୟବାଦ sir, ବହୁତ ସୁନ୍ଦର
Welcome
Thanku sir
Welcome
Sir kanak + khala bila re heipariba ki
ଏହା 140-145 ଦିନରେ ଅମଳ ହୋଇଥାଏ। ତେଣୁ ଏହାକୁ ମଧ୍ୟମ କିସମ ଜମିରେ ଚାପ୍ଚାଷ କରନ୍ତୁ।
କଳାଚମ୍ପା sir
Sir NC kalma dhana 5year chasa heichi au vala hauni alaga kisama dhana kuhantu
Nuziveedu seed Purnima
Mali 4 Ulka 4 Black Diamond, Sakti
Sir kala champa acre prati kete lagib
ଏକର ପ୍ରତି 10-12 kg ହିସାବରେ ବ୍ୟବହାର କରନ୍ତୁ
Thanx a million
Welcome sir
Good afternoon sir
Same to you
Sir Kala Champa dhana time kau jami re lagai pariba
ଖାଲ ଜମି ରେ ଲଗାନ୍ତୁ
Kalachampa dhana mu 4 year kalani khali padi jauchi, sir au kichi dhana kale bhala hava ki,
ତାହାର ବିକଳ୍ପ ଭାବେ ଅନ୍ୟ 6ଟି କିସମ ରୁ ଗୋଟିଏ ବିହନ ଚାଷ କରନ୍ତୁ।
ବହୁତ ଭଲ ଲାଗିଲା
Thank you
ସାର ବର୍ଷା ଦିନ ର ବିଲାତି ଚାଷ ବିଷୟ ରେ ଭିଡିଓ ଟିଏ ବନାନ୍ତୁ🙏
Sir pet wire use and cost bisayare video banantu please
Ok soon
Sarala khala jamira haba kii
ହଁ ଖାଲ ଜମି ରେ ହୋଇ ପାରିବ
Good 👍
Thank you
Nice
Thank you
Where do I found kalachampa foundation seed
Foundation seed ଜିଲ୍ଲା Seed certification office ରୁ ପାଇ ପାରିବେ
Sir ame khala jamire puja,kalachampa karuchu
Raw dhana bisayare tike kuhantu
Thankyou sir
Thanks
Welcome
ଭବାମା, ଖାଲ ଜମି ପାଇଁ ହେବ
ହଁ ଓବାମା ଖାଲ ଜମିରେ ଚାଷ ହେବ।
Kalachampa Gobind pur Dhenkanal re achi stock
Kalacampa ବିହନ ଅଛି
Angya
Sir Bilare pani rahuchi sir kenu dhan karile dhana padiba nahi
ଖାଲ ଜମି ପାଇଁ ଉଦ୍ଦିଷ୍ଟ ଧାନ କିସମ କରନ୍ତୁ
thanks sir
ଜିଆ ଖତ କିପରି ପ୍ରସ୍ତୁତ କରିବା sri ଏହା ଊପରେ ଗୋଟେ ଭିଡିଓ ବନାନ୍ତ୍ରୁ sri🙏🙏🙏🙏
ଏହି କିସମ ଗୁଡ଼ିକ ମଧ୍ଯରୁ କେଉଁଟିର ବନ୍ଯା ସହଣି ସକ୍ତି ରହିଛି ?
ନିଶ୍ଚିନ୍ତ
ସବୁ କିସମ ଅଧିକ ପାଣି ସହି ପାରିବ
Thanks sir
Welcome
Sir miliba kouthi
ସବୁ ବିହନ ଦୋକାନରେ ମିଳିବ
ନବରଙ୍ଗପୁର ରେ ଆସୁଛି କି ନାହିଁ sir
Contact number ରେ ଯୋଗଯୋଗ କରନ୍ତୁ।
ସାର୍ ମୁଁ କଳାଚ଼ପା କରୁଛି ଆଉ ଟିକେ ଭଲ ବିହୀନ ଅଛି କି
Purnima, Sakti ବା Ulka 4 ବିହନ କୁ ବ୍ୟବହାର କରନ୍ତୁ।
Sir 120/130 dina dhana upare tike kuhantu
ନିଶ୍ଚିନ୍ତ video ପ୍ରସ୍ତୁତ କରାଯିବ
ସାର୍ ବାଲିଆ ମାଟି ପାଇଁ ୨ ରୁ ୩ ମାସିଆ ଧାନର କଣ କିସମ ଅଛି ଟିକେ ମାର୍ଗଦର୍ଶନ କରାନ୍ତୁ , କୋଉଠି ମିଳିବ ଓ କେମିତି ଚାଷ କରିବା କଣ ସାର ପ୍ରୟୋଗ କରିବା ସମ୍ପୁର୍ଣ୍ଣ ବିବରଣୀ ଦିଅନ୍ତୁ ଧନ୍ୟବାଦ.......❤❤❤❤❤
th-cam.com/video/uC_Gxpl_OBc/w-d-xo.html
Video ରେ ସମସ୍ତ ତଥ୍ୟ ରହିଛି
ସାର୍ ୧୧୫ ରୁ ୧୨୦ ଦିନର ଅବଧି ପାଇଁ ଇଣ୍ଡମ୍ ର କେଉଁ ଧାନ କରିବି ଟିକେ କୁହନ୍ତୁ ।
INDAM 100-101 hybrid ବାସ୍ନା ଧାନ ଯାହାକି 115-120 ଦିନରେ ଅମଳ ହୋଇଥାଏ।
Desi read paddy
Kala Champa kaurhi miliba sir phone number milile bahla hithanta
❤❤❤
Thank you
Sir ତଳି ପକା ଭିଡ଼ିଓ କରନ୍ତୁ ପ୍ଲିଜ଼ ଭଲ ଭିଡ଼ିଓ କରନ୍ତୁ
ନିଶ୍ଚିନ୍ତ video କରାଯିବ
ସାରେ ଇନ୍ଦ୍ର ଧାନ ଖାଲ ଜମିରେ କଲେ ଭଲହେବ କି ପ୍ଲିଜ ସାରେ ଟିକିଏ ରେପ୍ଲେ କରି କି କହିବେ
ଜଯା
Thank you sir
Welcome
Indra
Thank you
କଳାଚମାଁ
Tham you
Trump 162 dhan bisayare alochana kaleni
135 ଦିନର ଧାନ ସାର୍
Thank you
Dhani dt
Thank you
TATAR Dhana
Thank you
Sir ପୂଣ୍ଣିମା ଧାନ ବିହନ ରଜ ପୂର୍ବରୁ ତଳି ପକାଇ ଲେ ହବ sir tk kuntu
ହଁ June 15 ମଧ୍ୟରେ ପୂର୍ଣ୍ଣିମା ଧାନ ତଳି ପକାନ୍ତୁ
Sir purnima dhana address pls
@@krushisampadaSir kata heba kintu desember re heba ta
Purnima bihana kmiti miliba kichi contact number diyantu
ନିଜ ବ୍ଲକ୍ ବିହନ ଦୋକାନ ରେ ମିଳି ପାରିବ
କିମ୍ବା 9437508983
Address mobile no deantu
Nischintakoili Cuttack
9437508983
Nayagarh district dealer contact no
Block କୃଷି ଅଧକାରୀ ଙ୍କ ସହ ଯୋଗାଯୋଗ କରନ୍ତୁ