ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଓଡ଼ିଶୀ ସଙ୍ଗୀତକବି ବନମାଳୀ ଦାସଶ୍ୟାମ ବନ୍ଧୁ ରୂପ ସଖୀଦେଖି ଆଖି ରହେ ଲାଖି ଗୋ । ଘୋଷା ।ଶିରେ ତା ସେବତୀ ଚୂଳ ଭଲା ଦିଶଇ ମଞ୍ଜୁଳଅଳକା ଶୋହେ କପାଳ କେଉଁ ବିହି ନିର୍ମାଣିଛି ଗୋ । ୧ ।ଅଧରେ ମୋହନ ବେଣୁ ବତ୍ସା ଘେନି ଆସେ ବନୁନୀଳମଣି ଜିଣି ତନୁ ଦେଖି ତ ମନ ଝୁରୁଛି ଗୋ । ୨ ।ପୟରେ ଶୋହେ ବାଜେଣୀ ବାଜୁଥାଇ କିଣିକିଣିଶୁଣି ହୃଦ ହୁଏ ହାଣି କେ ଧଇର୍ଯ୍ୟ ପାରେ ରଖି ଗୋ । ୩ ।ଭାଷଇ ଯେ ବନମାଳୀ ଏ ରସରେ ଭାଳି ଭାଳିଦେଲା ମୋ ହୃଦୟ ଜାଳି ମଦନ ଶରକୁ ଯୋଖି ଗୋ । ୪ ।
Mana prana dhanya hoijauchhi. Jay Shri Shri Shri Chaturddhamurti.
ଓଃ, ପରମ ଭାଗ୍ୟ ମୋର, ମୋ ମାଟିର ଏହି ସଙ୍ଗୀତ ଆଜି ଏ ଅଧମ ର କର୍ଣ୍ଣଗହ୍ୱରରେ ପଡ଼ି ଧନ୍ୟକରିଦେଲା। ସମସ୍ତଙ୍କୁ ଆଭୂମ ପ୍ରଣାମ।
Very sweet voice
Jay Jagannath
Beautiful singing
Which raga and tala?
ଓଡ଼ିଶୀ ସଙ୍ଗୀତ
କବି ବନମାଳୀ ଦାସ
ଶ୍ୟାମ ବନ୍ଧୁ ରୂପ ସଖୀ
ଦେଖି ଆଖି ରହେ ଲାଖି ଗୋ । ଘୋଷା ।
ଶିରେ ତା ସେବତୀ ଚୂଳ ଭଲା ଦିଶଇ ମଞ୍ଜୁଳ
ଅଳକା ଶୋହେ କପାଳ କେଉଁ ବିହି ନିର୍ମାଣିଛି ଗୋ । ୧ ।
ଅଧରେ ମୋହନ ବେଣୁ ବତ୍ସା ଘେନି ଆସେ ବନୁ
ନୀଳମଣି ଜିଣି ତନୁ ଦେଖି ତ ମନ ଝୁରୁଛି ଗୋ । ୨ ।
ପୟରେ ଶୋହେ ବାଜେଣୀ ବାଜୁଥାଇ କିଣିକିଣି
ଶୁଣି ହୃଦ ହୁଏ ହାଣି କେ ଧଇର୍ଯ୍ୟ ପାରେ ରଖି ଗୋ । ୩ ।
ଭାଷଇ ଯେ ବନମାଳୀ ଏ ରସରେ ଭାଳି ଭାଳି
ଦେଲା ମୋ ହୃଦୟ ଜାଳି ମଦନ ଶରକୁ ଯୋଖି ଗୋ । ୪ ।
Mana prana dhanya hoijauchhi. Jay Shri Shri Shri Chaturddhamurti.
ଓଃ, ପରମ ଭାଗ୍ୟ ମୋର, ମୋ ମାଟିର ଏହି ସଙ୍ଗୀତ ଆଜି ଏ ଅଧମ ର କର୍ଣ୍ଣଗହ୍ୱରରେ ପଡ଼ି ଧନ୍ୟକରିଦେଲା। ସମସ୍ତଙ୍କୁ ଆଭୂମ ପ୍ରଣାମ।
Very sweet voice
Jay Jagannath
Beautiful singing
Which raga and tala?