ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଓଡ଼ିଶୀ ସଙ୍ଗୀତରାଗ ନାଗଧ୍ୱନି, ଏକତାଳିମାନିନୀ ରେ ମାନ ତେଜ ଏଣିକି । ଘୋଷା ।ସଜଳ ନୟନେ କଜ୍ଜ୍ୱଳ ଲଗାଇସଜାଇ ଦେଲା କେ ଫୁଲ ବେଣୀ(ପଡ଼ି)ଅଭିସାରେ ସାଜ ସାଜି ଆଜି ଗୋରୀନୂପୁର ବଜାଇ ଚାଲେ ଥିରିଥିରିକଟୀରେ କିଙ୍କିଣୀ ବାଜେ କିଣିକିଣିଏଣୀନୟନା ସେ ମଧୁ ଛାଣିକି । ୧ ।ଡାକେ ମୁରଲୀ ରାଧା ରାଧା ବୋଲିନୀଳ ନଭେ ଶଶୀ ଖେଳେ ଲୁଚକାଳିଯମୁନା ତଟିନୀ ବହଇ ଊଜାଣିସରାଗରେ ଘେନି ସଖୀ ଶ୍ରେଣୀକି । ୨ ।
🙏🙏🙏
So beautiful singing in very nice raga . Pranaam to everyone of you. Thanks for the lyrics.
ମାନିନୀ ରେ ମାନ ତେଜ ଏଣିକି ସଜଳ ନୟନେ କଜ୍ଵଳ ଲଗାଇ ସଜାଇ ଦେଲା କେ ଫୁଲ ବେଣୀ କି //ଅଭିସାରେ ସାଜ ସାଜି ଆଜି ଗୋରୀ ନୁପୁର ବଜାଇ ଚାଲ ଥିରି ଥିରି କଟୀ ରେ କିଙ୍କିଣୀ ବାଜେ କିଣି କିଣି ଏଣୀ ନୟନା ସେ ମଧୁ ଠାଣି କି //ଡାକେ ମୁରଲୀ ରାଧା ରାଧା ବୋଲି ନୀଳ ନଭେ ଶଶୀ ଖେଳେ ନୃତ୍ୟକାରୀ ଯମୁନା ତଟିନୀ ବହଇ ଉଜାଣି ସରାଗରେ କେ ସଖୀ ଶ୍ରେଣୀ କି.
ଓଡ଼ିଶୀ ସଙ୍ଗୀତ
ରାଗ ନାଗଧ୍ୱନି, ଏକତାଳି
ମାନିନୀ ରେ ମାନ ତେଜ ଏଣିକି । ଘୋଷା ।
ସଜଳ ନୟନେ କଜ୍ଜ୍ୱଳ ଲଗାଇ
ସଜାଇ ଦେଲା କେ ଫୁଲ ବେଣୀ
(ପଡ଼ି)
ଅଭିସାରେ ସାଜ ସାଜି ଆଜି ଗୋରୀ
ନୂପୁର ବଜାଇ ଚାଲେ ଥିରିଥିରି
କଟୀରେ କିଙ୍କିଣୀ ବାଜେ କିଣିକିଣି
ଏଣୀନୟନା ସେ ମଧୁ ଛାଣିକି । ୧ ।
ଡାକେ ମୁରଲୀ ରାଧା ରାଧା ବୋଲି
ନୀଳ ନଭେ ଶଶୀ ଖେଳେ ଲୁଚକାଳି
ଯମୁନା ତଟିନୀ ବହଇ ଊଜାଣି
ସରାଗରେ ଘେନି ସଖୀ ଶ୍ରେଣୀକି । ୨ ।
🙏🙏🙏
🙏🙏🙏
So beautiful singing in very nice raga . Pranaam to everyone of you. Thanks for the lyrics.
ମାନିନୀ ରେ ମାନ ତେଜ ଏଣିକି
ସଜଳ ନୟନେ କଜ୍ଵଳ ଲଗାଇ
ସଜାଇ ଦେଲା କେ ଫୁଲ ବେଣୀ କି //
ଅଭିସାରେ ସାଜ ସାଜି ଆଜି ଗୋରୀ
ନୁପୁର ବଜାଇ ଚାଲ ଥିରି ଥିରି
କଟୀ ରେ କିଙ୍କିଣୀ ବାଜେ କିଣି କିଣି
ଏଣୀ ନୟନା ସେ ମଧୁ ଠାଣି କି //
ଡାକେ ମୁରଲୀ ରାଧା ରାଧା ବୋଲି
ନୀଳ ନଭେ ଶଶୀ ଖେଳେ ନୃତ୍ୟକାରୀ
ଯମୁନା ତଟିନୀ ବହଇ ଉଜାଣି
ସରାଗରେ କେ ସଖୀ ଶ୍ରେଣୀ କି.