Shyama nagara he...//ଶ୍ୟାମ ନାଗର ହେ...//Odissi Music//ଓଡିଶୀ ସଂଗୀତ(Natyangi style of Odissi Music)
ฝัง
- เผยแพร่เมื่อ 29 ส.ค. 2021
- Song - Shyama Nagara He...
Lyrics - Banamali Dasa
Music & Vocal - Batagopal Tripathy
Mardala - Madhab Srinandan
Sitar - Prakash Chandra Mohapatra
Flute - Rudra Prasad Parida
Violin - Debashis Das
Manjira - Soumya Ranjan Nayak
Keyboard - Chittaranjan Panda
Recording - B.K.Studio, Puri
Mixing & Mastering - Satya Swarup Mishra
Videography - Madhab srinandan
Video Collections -Krushna Padhi
ମୋର ମନେ ପଡୁଛି ଆଜ୍ଞା ମୁଁ ଯେତେ ବେଳେ ଛୁଆ ଥିଲି ମୋ ବାପା ଏହି ଭଳିଆ ଗୀତ ବୋଲନ୍ତି ।ଆଖିରୁ ଲୁହ ଝରି ପଡୁଛି ଭାଇ ଏ ଗିତ ଶୁଣିଲେ ସବୁ ପୁରୁଣା କଥା ସହିତ ସଙ୍ଗୀତର ଭଙ୍ଗୀ ଜଉଥୀ ପାଇଁ ଲେଖକ ଲେଖିଛନ୍ତି ପୁରା ଆମ ହୃଦୟରେ ଲାଗିଯାଇଛି ।ମୁଁ ପୁଣି ଛୋଟ ପିଲା ହେଇ ଯାଆନ୍ତି କି ମୋ ବାପାଙ୍କ ପାଖରୁ ଗୀତ ଶୁଣିବାକୁ ଭାରି ଇଚ୍ଛା।
ଆହା ଶ୍ରୁତି ପଟଳରେ କିଏ ଯେମିତି ଅମୃତ ଢାଳିଦେଲା
ଜୟ ଶ୍ରୀ ରାଧେ
ଏହି ଭଳି ଗିତ ମୁଁ ଛୋଟବେଳୁ ଶୁଣି ଆସୁଛି। ଯେତେ ଶୁଣୁଥିଲେ ସେତେ ସଶୁଣିଵା ପାଇଁ ମନ ଵଳୁଛି। ଧନ୍ୟ ସେହି ଲେଖକ ଧନ୍ୟ ସେହି ସର୍ବ ପ୍ରକାରର ବାଦ୍ୟଯନ୍ତ୍ର କାରକ ଏବଂ ପ୍ରଯୋଜକ । ସର୍ବୋପରି ସେହି ଗାୟକ ଏବଂ ଗୁରୁ। ଏମିତି ସବୁ କଳାକାର ଯୁଗେ ଯୁଗେ ଜନ୍ମ ନେଇ ମନୋହର ଗିତ ଓ ସଙ୍ଗୀତ ଜନମାନସ ରେ ପରିବେଷଣ କରନ୍ତୁ। ଜୟ ଜଗନ୍ନାଥ।
ବହୁତ୍ ସୁନ୍ଦର୍ ଭାବରେ ଗାଇଲ,କଣ ନଗାଇଲ ମ ।
ଏ ଗୀତ ମୋର ବହୁତ ବହୁତ ପସନ୍ଦ ହେଇଛି ।
ସଙ୍ଗୀତର ରଚନା ଓ ପରିବେଷଣରୁ ପ୍ରତୀତ ହେଉଛି ଉଭୟ କବି ଓ ସଙ୍ଗୀତଜ୍ଞ ଜଣେ ଜଣେ ଗୋପୀ,
ବହୁତ ଭାବପୂର୍ଣ୍ଣ ରଚନା ଓ ପରିବେଷଣ, ଧନ୍ଯବାଦ ।
ଯେତେବେଳେ ଶୁଣୁଛି ମୂଁ ଆତ୍ମ ହରା ହୋଇଯାଉଛି ରେ ଧନ, ତୋତେ ନଦେଖିଲେ ବି ପାଖରେ ଅନୁଭବ କରୁଚି, ଆଉ ତା ତ୍ରିଭଂଗିମା ଠାଣି ଆଖିରେ ନାଚି ଯାଉଚି, ଜୟ ଶ୍ରୀକୃଷ୍ଣ 🙏
ଧନ୍ୟ ଗୀତିକାର, ଧନ୍ୟ ତୁମେ
ହୃଦୟକୁ ଛୁଇଁ ଯାଉଛି
ଅତୀବ ସୁନ୍ଦର ବୋଲିଛନ୍ତି l ବହୁତ୍ ସୁନ୍ଦର ବାଦନ ଏବଂ ଅନ୍ୟ ଶିଳ୍ପୀଗଣ ll
ଧନ୍ୟବାଦ 🙏 ଆଶୀର୍ବାଦ କରନ୍ତୁ
ପ୍ରଭୁଙ୍କ କୃପା ତୁମ କଣ୍ଠରେ ଏମିତି ବରଷୁ ଥାଉ । ଆତ୍ମତୃପ୍ତ ସଙ୍ଗୀତ ।ରାଧେଗୋବିନ୍ଦ ରାଧେଗୋବିନ୍ଦ 👁️🙏🏻👁️
ସୁନ୍ଦର ଓ ମନ ମୁଗ୍ଧକର ପରିବେଷଣ.... God bless u
Baha ba bu re ati sundar agaku badhi jao prabhu sunibe
ଯେତେ ଶୁଣିଲେ ବି ମନ ଭରୁନି। ଉଚ୍ଚ ସ୍ୱର ରେ ଆହୁରି ମଧୁର ଲାଗୁଛି। ଭାବ ର ଧାରା ଜାରୀ ରହୁ.... ମହାପ୍ରଭୁ ଜଗନ୍ନାଥଙ୍କ ଆଶର୍ବାଦ ସଦା ସର୍ବଦା ଆଉ!!!
O
-
Hmm bro 🙏🙏🙏
Very sweet song really to heard.
@@bimalasahoo6580 😊tum nu. N. jjjm
@@bimalasahoo6580 6Fq😊
Bahut khusi heli batagopala .. khub sundar gaicha . ... Prabhu jagannath tuma upare Krupa druti rakhithantu
🙏
ଅତିଚମତ୍କାର, ହୃଦୟକୁ ଛୁଇଁଲା ।
ଜୟ ଶ୍ରୀକୃଷ୍ଣ🙏
ଧନ୍ୟ ତୁମେ କଳାକାର ଧନ୍ୟ ତୁମର କୃତିତ୍ୱ । କି ସୁନ୍ଦର ରଚନା ।
କି ସୁନ୍ଦର ଗୀତ ଇଏ ।
ଯେତେବେଳେ ଶୁଣୁଛି ଲୁହ ଆଉ କୋହକୁ ରୋକି ପାରୁନି । ସେଇ ଶ୍ୟମନାଗର ଙ୍କୁ ଦେଖିବାକୁ ଇଛା ହେଉଛି ।
Ati sundar. Mo Maa nku tamara aei gita ti bahut pasand lage.
ଶ୍ୟାମ କହୁଛନ୍ତି, ଏ ବେଶ ଆଉ କାହା ପାଇଁ ନୁହେଁ। ଏ ତୁମରି ପାଇଁ ରାଧା । ବହୁତ୍ ସୁନ୍ଦର ରଚନା 🙏
ପ୍ରିୟ କଣ୍ଠ ଶିଳ୍ପୀଭାଇ ଆନନ୍ଦରେ ଆଖି ଛଳ ଛଳ ହୋଇ ଉଠିଲା ! 😊 ଶ୍ୟାମରଙ୍ଗ ଏକ ଏମିତି ରଙ୍ଗ ସବୁ ରଙ୍ଗ ଫିକା ଲାଗେ ଲୋ ସଜନୀ 🙏 ଅତି ସୁନ୍ଦର 💐😊
ମୁଁ ଭାବରେ ହଜିଗଲି ମହାଶୟଙ୍କ ସ୍ୱର ଶୁଣି।ସତେ ଲାଗିଲା ଯେମିତି ଏକ ଅତୀନ୍ଦ୍ରିୟ ଶକ୍ତିର ଅଧିକାରୀ କଣ୍ଠଶିଳ୍ପୀ ବନ୍ଧୁ।ରାଧା ଶ୍ୟାମଙ୍କର ଅପୂର୍ବ ଅପ୍ରାକୃତ ପ୍ରେମର ପରାକାଷ୍ଠାକୁ ବନମାଳୀ ଦାସ ଯେଉଁ ଭଳି ଉପସ୍ଥାପିତ କରିଛନ୍ତି,ବୋଧହୁଏ ଏତେ କୋମଳ ରଚନା ବିରଳ।ଶୁଣିଲାବେଳେ ମୋତେ ଲାଗିଲା ସତେକି ଠାକୁରେ ଆପଣଙ୍କୁ ଏତେ ସୁନ୍ଦର କଣ୍ଠ ଦେଇଛନ୍ତି।ଧନ୍ୟ ହୋଇଗଲୁ ଆମେ।
Sabu mahaprabhu nka krupa🙏
(Batagopal)
ପ୍ରଶଂସନୀୟ । ଅନନ୍ୟ ସେ ଭାଵ ।ରାଧେଗୋବିନ୍ଦ
👁️🙏🏻👁️
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏
କୁଳ ଉଜ୍ବଳ ବେଳେ ଏମିତି ପୁତ୍ର ପ୍ରଭୁ ଦିଅନ୍ତି, ଆଶୀର୍ବାଦ 👌, ଜୟ ଜଗନ୍ନାଥ 🙏
ମାଧବଶ୍ରୀନନ୍ଦନବଗିଚାର ଏହି ସୁମିଷ୍ଟଫଳକୁ ମହାପ୍ରଭୁଙ୍କୁ ଅର୍ପଣ ପୂର୍ବକ ସେବନ କରନ୍ତେ ଆନନ୍ଦିତ ହୋଇ ବଗିଚାରସମସ୍ତ ସେବକ ମାନଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଜଣାଉଛି।।ଜୟଜଗନ୍ନାଥ।।
tnx
Dear Madhab, your future is vary bright. Go running.
Excellent I listen regularly.
ମୁଁ ପ୍ରାୟ ସମୟ ଶୁଣେ 😊😊🙏🏽🙏🏽
ଅତି ସୁନ୍ଦର କଣ୍ଠସ୍ୱର । ମଙ୍ଗଳମୟ ମହାବାହୁ ଶ୍ରୀଜଗନ୍ନାଥ ଙ୍କ ଆଶୀର୍ବାଦ ଆପଣଙ୍କୁ ମିଳୁ । ଏତିକି କାମନା । ଜୟ ଜଗନ୍ନାଥ 🙏🙏🙏🙏🙏
ୟେ ଭାବର ସଙ୍ଗୀତ ଆତ୍ମା କୁ ........
Jai radha Krishna
Chamatkar paribesan... atyanta hrudya
Ki sundor lekha saili, Bahut sundar gaichanti
Beautiful singing Lord Krishna bless you
ଵହୂତ ବଢିଆ ଜୟଜଗନ୍ନାଥ
Bahut sundar hrudaya chhuan ahhhhhh🙏🏻🙏🏻🙏🏻🙏🏻🙏🏻🙏🏻
Jay jagannath
Bahut sundar hayechi
Bohut sundar. Jay shree krishna
Dhanybad radha premare bibhor karithibaru harekrusna
ଅତି ସୁନ୍ଦର ❤️❤️❤️❤️
ହେ ଶ୍ୟାମ ସୁନ୍ଦର ❤
atisundra song radhakrusna
ବହୁତ ସୁନ୍ଦର ବାଣୀ
Jay Jagannath 🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻 khub suder.....
O. Wonderful. Song. God. Bless. All. Odisha. Basi
ଭାଇ କି ସୁନ୍ଦର ବହୁତ ଭଲ ଲାଗିଲା
ରାଧେ ଶ୍ୟାମ🙏🏻🙂💚
ବହୁତ ସୁନ୍ଦର ଓଡ଼ିଶୀ ସଙ୍ଗୀତ ପରିବେଷଣ 👍🎉
Hear touching
ଅତି ଭାବପୂର୍ଣ୍ଣ ଭାବେ ଗାଇଛନ୍ତି ଶ୍ରୀ ତ୍ରିପାଠୀ। ଅଶେଷ ଧନ୍ୟବାଦ।
Heart touching bhajan
Jay jagannath
ଜୟ ଶ୍ରୀ ରାଧା କୃଷ୍ଣ.
Aapn. Gitagai. Chhanti. Bahutabhal. Hoichhi. Jaya. Jagannatha
I like the Mardala style so much...pura natyangi style....
Thank you so much bhai🙏
Sundar God Bless You.
So beutyfull odishi sangeeta so amazing all SONGs cast members omm klim Krishnaya namah jai Jagannath🌼🙏
Jai Sri Radhe ।
Bahut madhura kantha swara 👍👍👍💐
🙏🔱🚩🌹ଜୟ ଜୟ ଜଗନ୍ନାଥ 🌺🌹🔱🚩🙏🙏
Bahut sndar paribesana❤
Jaya jaganatha bhaut Sundar odissi sangita bhabara sangita sadasarbada banchi rahu❤
Jai Sri Krishna
ଅତି ଉଚ୍ଚକୋଟୀର ସ୍ଵର ଏବଂ ପରିବେଷଣ ଧନ୍ୟ ତୁମେ କଣ୍ଡଶିଳ୍ପୀ।। ଖୁବ୍ ସୁନ୍ଦର। ଜୟ ଜଗନ୍ନାଥ
Beautiful presentation very Very nice best voice best lyrics best music thanks from RUKMINI PRODUCTION BijayaKumarMishra GITIKARA puri jai jagannath jai 🙏 srikrishna 🙏
Wow super se v upar hai 👌👌👌👌
Excellent rendition . God bless you
ଶିଳ୍ପୀ ଅତିବ ସୁଲଳିତ ତୁମ କଣ୍ଠସ୍ୱର । ସାଧନା ବଜାୟ ରଖ ।ଶ୍ରୀଜଗନ୍ନାଥ ତୁମର ଭବିଷ୍ୟତ ଉଜ୍ଜ୍ବଳ କରନ୍ତୁ ।
👏💐 ATI Sundar
ବହୁତ୍ ବଢଆ। ଧନ୍ୟବାଦ 🙏
ଆଜ୍ଞା ରଚନା କାର କିଏ 🙏🙏
Banamali dasa
Bahut sundar 🙏🙏🙏
Voice is very very sweet.evergreen song.Heart touching voice.Many Many thanks to singer.
Super super super super super super
ଆଃ ..... ଚମତ୍କାର !
Super
Bahut badhia lagila
Gayak mahasaya nku koti koti pranam
How splendid this devotional song is! Teears come spontaneously from my eyes. God bless you as your song touches my heart.
Jay Sri Krishna Jay Jagannath swami
ଧନ୍ୟ ଯେ ରଚନା କଲେ
ପଦକୁ ସଜାଇ
ଧନ୍ୟ ତ ଗାଇଲ ତୁମେ
ଏତେ ଭାବ ଦେଇ ।
ବହୁତ ବହୁତ ଧନ୍ୟବାଦ !
Bahut sunder hoichi, dhanyawad Bhai nku..❤
Very very good,jai jaganatha
ati sundar !!!
Heart touching very sweet
ଅତି ସୁନ୍ଦର୍ ହୋଇଛି
ସୁନ୍ଦର ପ୍ରବିଣ ଚମତ୍କାର
Jay jagannath swami🙏🌹❤good👍 voice and music🎶❤
Beautiful attractive voice thanks So much sir GOOD MORNING. Jay jagannath
❤️❤️ati chamatkar ❤️❤️
Bahut sundar song nice voice
Hare Krishna
Jay jay shri radhe shyama🙏🏻
Sata sata pranam
Sunder gaucha bapa❤❤
'aaja dekhili re nabina bayasi' swara
Ya swara ree se gita ta ta swara re e Gita ta nuhen
@@sangeetajagannatha5089 , 😄👍
ei 'Shyama naagara he' gita mu first time suNili ebe ebe.
Fact: Upendra Bhanja (1700 +- 30) is earlier than Banamali Das (1750 +- 30), so 'aaja dekhili re' is earlier than 'Shyama naagara he'.
Heart touching voice,may God bless you. Keep it up.
Ati sundar👍
Jayshriradheshyama
Fantastic, mind blowing
jayasree krushna
Chamatkar
Outstanding your voice is very sweet