ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Hare Krishna mam nija style ree song ku present karichhanti….excellent
ସୁନ୍ଦର କଣ୍ଠଟିଏ ପାଇଛନ୍ତି। ଯେଉଁ ଗୀତଗୁଡିକ ଆଦୌ ରେକର୍ଡିଙ୍ଗ ହୋଇନାହିଁସେଗୁଡିକ ପରିବେଷଣକରିବାରେ ପରିଶ୍ରମ କରିବାକୁ ଅନୁରୋଧ।
A highly Praisable performance.
Bahut sundar 👌❤️❤️
।
Very nice.
Very very nice,Good voice,Jai jai Radhe Krishna,
ସଜନୀ ମୋହନ ମୂରତି ଛଇ ଲୋଉପମା ଦେବାକୁ ନାହିଁ ଲୋ ।ଇନ୍ଦୀବର ନୀଳରତନ ମୁଦିରେଏ ମାଦକ ଅବା କାହିଁ ଲୋ । ଘୋଷା । କିନ୍ତୁ lyrics ଲେଖା ରହୁନି ବହୁତ ସୁନ୍ଦର ହେଇଛି
କି ସୁନ୍ଦର ନେତ୍ର ଦୁହେଁ ଲୋ ସଜନୀ କର୍ଣ୍ଣ ସରିଯାଏ ରହି ଫୁଟି ଯାଏ ହୃଦ ମଦନ ବିସିକେ ଗ୍ରୀବା ଢାଳି ଯେବେ ଚାହେଁଲୋ ମୋହନ ମୂରତି ଛଇଲ (ଘୋଷା )କି ସୁନ୍ଦର ମୃଦୁ ବାଣୀ ଲୋ ସଜନୀ ସତେ କି ପିୟୁଷ ଛାଣି ଅନଙ୍ଗ ଅଙ୍ଗ ପାଇ ବାକୁ ରଖିଛି ଏହି ଠାରେ ବିହି ଆଣି ମୋହନ ମୂରତି ଛଇଲ କି ଭଙ୍ଗୀ ରେ ଛିଡା ହୁଏ ଲୋ ସଜନୀ କି ଶୋଭା ତାଙ୍କ ବାଙ୍କ ଚୂଡ଼ା ବହି ଥାଏ ତହିଁ ମିଶାଇ ଶିଖନ୍ତି କାମିନୀ ଙ୍କ ଗ୍ରୀବା ଛଡା ଲୋ ମୋହନ ମୂରତି ଛଇଲୋରମ୍ୟ ଅଶ୍ୱିନୀ କୁ ମାର ଲୋ କି ବୋଲେ ସୁନ୍ଦର ମାରା ନନ୍ଦ ପୁଅ ଅଙ୍ଗ ସୁନ୍ଦର ପଣ କୁ ଲକ୍ଷ ଅଂଶୀ ଚାରା ଲୋ ମୋହନ ମୂରତି ଛଇଲୋ ଉପମା ଦେବାକୁ ନାହିଁ ଲୋ ମୋହନ ମୂରତି ଛଇଲୋ ଅର୍ବୁଦେ ଥାନ୍ତା ନୟନ ଲୋ ସଜନୀ ଦେଖୁ ଥାନ୍ତି ତ ବଦନ ବନମାଳୀ କହେ ଦେବେ ହେ ସନ୍ତୋଷ ନୁହଁନ୍ତା କି ବିହି ଲୋ ମୋହନ ମୂରତି ଛଇଲୋ
Su madhura swara
Voice excellent 👌
Hare Krishna mam nija style ree song ku present karichhanti….excellent
ସୁନ୍ଦର କଣ୍ଠଟିଏ ପାଇଛନ୍ତି। ଯେଉଁ ଗୀତଗୁଡିକ ଆଦୌ ରେକର୍ଡିଙ୍ଗ ହୋଇନାହିଁ
ସେଗୁଡିକ ପରିବେଷଣକରିବାରେ ପରିଶ୍ରମ କରିବାକୁ ଅନୁରୋଧ।
A highly Praisable performance.
Bahut sundar 👌❤️❤️
।
Very nice.
Very very nice,Good voice,Jai jai Radhe Krishna,
ସଜନୀ ମୋହନ ମୂରତି ଛଇ ଲୋ
ଉପମା ଦେବାକୁ ନାହିଁ ଲୋ ।
ଇନ୍ଦୀବର ନୀଳରତନ ମୁଦିରେ
ଏ ମାଦକ ଅବା କାହିଁ ଲୋ । ଘୋଷା । କିନ୍ତୁ lyrics ଲେଖା ରହୁନି ବହୁତ ସୁନ୍ଦର ହେଇଛି
କି ସୁନ୍ଦର ନେତ୍ର ଦୁହେଁ ଲୋ ସଜନୀ
କର୍ଣ୍ଣ ସରିଯାଏ ରହି
ଫୁଟି ଯାଏ ହୃଦ ମଦନ ବିସିକେ
ଗ୍ରୀବା ଢାଳି ଯେବେ ଚାହେଁଲୋ
ମୋହନ ମୂରତି ଛଇଲ (ଘୋଷା )
କି ସୁନ୍ଦର ମୃଦୁ ବାଣୀ ଲୋ ସଜନୀ
ସତେ କି ପିୟୁଷ ଛାଣି
ଅନଙ୍ଗ ଅଙ୍ଗ ପାଇ ବାକୁ ରଖିଛି
ଏହି ଠାରେ ବିହି ଆଣି
ମୋହନ ମୂରତି ଛଇଲ
କି ଭଙ୍ଗୀ ରେ ଛିଡା ହୁଏ ଲୋ ସଜନୀ
କି ଶୋଭା ତାଙ୍କ ବାଙ୍କ ଚୂଡ଼ା
ବହି ଥାଏ ତହିଁ ମିଶାଇ ଶିଖନ୍ତି
କାମିନୀ ଙ୍କ ଗ୍ରୀବା ଛଡା ଲୋ
ମୋହନ ମୂରତି ଛଇଲୋ
ରମ୍ୟ ଅଶ୍ୱିନୀ କୁ ମାର ଲୋ
କି ବୋଲେ ସୁନ୍ଦର ମାରା
ନନ୍ଦ ପୁଅ ଅଙ୍ଗ ସୁନ୍ଦର ପଣ କୁ
ଲକ୍ଷ ଅଂଶୀ ଚାରା ଲୋ
ମୋହନ ମୂରତି ଛଇଲୋ
ଉପମା ଦେବାକୁ ନାହିଁ ଲୋ
ମୋହନ ମୂରତି ଛଇଲୋ
ଅର୍ବୁଦେ ଥାନ୍ତା ନୟନ ଲୋ ସଜନୀ
ଦେଖୁ ଥାନ୍ତି ତ ବଦନ
ବନମାଳୀ କହେ ଦେବେ ହେ ସନ୍ତୋଷ
ନୁହଁନ୍ତା କି ବିହି ଲୋ
ମୋହନ ମୂରତି ଛଇଲୋ
Su madhura swara
Voice excellent 👌