Se Mohana Bansi Dhara (Benudhara) | ସେ ମୋହନ | Vid Shyamamani Devi | Odissi Music (ଓଡ଼ିଶୀ ସଙ୍ଗୀତ)

แชร์
ฝัง
  • เผยแพร่เมื่อ 28 ต.ค. 2024

ความคิดเห็น • 6

  • @rajkishorepati9890
    @rajkishorepati9890 ปีที่แล้ว +1

    Old is Gold. Our original culture.

  • @purnachandrakishanias3113
    @purnachandrakishanias3113 2 ปีที่แล้ว +5

    ସେ ମୋହନ ବଂଶୀ ଧରା
    ସଖୀ ପରା ଗୋ.
    ବ୍ରଜ କୁଳ ବଧୁଙ୍କର ଚିତ୍ତ ଚୋରା ଗୋ. ଘୋଷା.
    ତ୍ରିଭଙ୍ଗୀ ମୂରତି ହୋଇ ନୀପ ମୂଳେ ଥାଏ ରହି
    କେତେ ରଙ୍ଗେ କରେ ସେହି ନେତ୍ର ଠରା ଗୋ. 1.
    ଦେଖିଲେ ତା ଭଙ୍ଗୀ ମାନ ରହିବ କାହା ଗୁମାନ
    ମଦନ ରାଜା ର ସେତ ଦମ୍ଭ ହରା ଗୋ. 2.
    ଭାଙ୍ଗିବାକୁ ସତୀ ବ୍ରତ ଏ ଗୋ ସେ ହୋଇଛି ଜାତ
    ଆହା କି ଶୋଭା ଦିଶେ ତା ବେଶ ତୋରା ଗୋ. 3.
    କବି ବେଣୁଧର ବୋଲେ ପଡିଲେ ତା ପ୍ରୀତି ପାଲେ
    ପୀରତି ପାଇବ କେଉଁ ଜବା ଧରା ଗୋ. 4.

  • @rgudduu
    @rgudduu 2 ปีที่แล้ว +1

    Good1

  • @G.Ramprasad
    @G.Ramprasad 2 ปีที่แล้ว +1

    👌🙏💗

  • @mahimasubhalaxmimoharathy
    @mahimasubhalaxmimoharathy ปีที่แล้ว +1

    Soulful voice...... I am following her songs to develop my musical knowledge

  • @godabarimangaraj5027
    @godabarimangaraj5027 2 ปีที่แล้ว +1

    Jay Jagannath