Sir namaskar 🙏 sir dhano gacho Bahut badhi jai chi kintu abe gacho ro colour change hei jaichi abe kn saro dele ba auu kn dele sabu thu bhala habo tike jonei be?
Sir, last year I have watched your video about the uses of FITKARI ALUM in paddy field. It may work but very harmful to soil in long-run. Sir, so I request you reconsider regarding that video.
Sathika samayare video to anithibaru dhanyabad sir.sir ehi third dose Sara re 1 ekara Prato uria 20 kg pottash 20 kg boron 1 pocket sahita fettera 1 pocket pakeiparibi ki?jadi pakeibi ta hele npk aau boron spray kariba abasyaka ki sir? Sir apanankara contact no deiparibe ki sir.
ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ଭିଡିଓ ରୁ ବହୁତ କିଛି ଶିଖିବାକୁ ମିଳୁଛି ।
Welcome
@@krushisampada sir Kanda bindha poka pain cyper methin clor pyriphose spray 3 daysre hoichhi a pere gachha badaluni answer me recent
ବହୁତ ସୁନ୍ଦର ହେଇଛି sir 😊
Thank you
ବହୁତ ସୁନ୍ଦର
ବହୁତ୍ ଧନ୍ୟବାଦ୍ sir ଆପଣଙ୍କ ଉପସ୍ଥାପନ କରିବା ଶୈଳୀ ବହୁତ ସୁନ୍ଦର ଏବଂ ବୁଝିହେବା ଭଳି। ମୁଁ ମୋର ଖେତ ରେ ଜୈବିକ ଓ ରାସାୟନିକ ସାର ଆପଣଙ୍କ କହିବା ଅନୁଯାୟୀ ପ୍ରୟୋଗ କରିଛି କିନ୍ତୁ ଏବେ ଧାନ ଗଛ ର ଉପର ଭାଗ ଧଳା ଧଳା ହେଇକି ସୁଖୀ ଯାଉଛି kn karibi sir
ଧନ୍ୟବାଦ ସାର 🙏
Most welcome
Excellent sir
Many many thanks
Bahut sundar bhabare bujhauchanti sir
Thank you
Insecticide ku fungicide sahita spery kale kana ashubidha habaki sir
ସାର ନମସ୍କାର। ଧାନ ରେ ପତ୍ର ପୋଡା ଲାଗିଥିଲା cuper oxicloride + spetrocline ପଡିଥିଲା ।ଧାନ ୪୫ ଦିନ ହୋଇଛି । zinc ଓ ସାଗରିକା liquid ପକାଇପାରିବା କି ଗଛ ସବୁଜ ହେବା ପାଇଁ
Super sir
Thank you
Sir 0 52 34,boron dina bela sprey karile asubidha achi ki, uparabela time adhika miluni Sandhya jaldi heuchi.
Thankyou sir
ପଟାସ ଆରୁ ମାନିଆ ସାର୍ ଦେଲେ ହେବାକାଏ ଆଞା
Sir namaskar 🙏 sir dhano gacho Bahut badhi jai chi kintu abe gacho ro colour change hei jaichi abe kn saro dele ba auu kn dele sabu thu bhala habo tike jonei be?
Bahuta bhala
Bahuta bhala
Thank you
Nativo dele heba ki sir
Sir namaskar ୟୁରିଆ and postas dele kemiti heba sir
Lanka phasala ra vhairash niyatrana vidio bana sir
ଆଜ୍ଞା, ମୁଁ vestiges moss and agri gold ପ୍ରୟୋଗ କରୁଛି
Thank you
Sir namaskar 🙏
ଆପଣଙ୍କ କହିବା ଅନୁସାରେ ପିଲ ସାର ରେ 30-35kg urea ସହିତ ସାଗରିକା z++ 10kg ପ୍ରୟୋଗ କରିଥିଲି
ଏବେ ରୁଆ ର 35 ଦିନ ହୋଇଗଲାଣି ଏବେ କଣ ପ୍ରୟୋଗ କରାହେବ ?
ଥୋଡ ସାର ଧାନ ରୋଇବାର 45-50 ଦିନରେ ପ୍ରୟୋଗ କରନ୍ତୁ
th-cam.com/video/hOHGeLI7_Cg/w-d-xo.html
ସାର.. ନମସ୍କାର। ବିହନ ଗଜା ଠୁ ଏପର୍ଯ୍ୟନ୍ତ 90 ଦିନ ହୋଇଛି, pan 804. ଏବେ herbicide ପକେଇ ପାରିବି କି? ବହୁତ ଘାସ ହୋଇଛି
Coragen, chess, nativo, aie 3 ta masie aga spray Kariba na npk boron aga spray Kariba plz 🙏 kuhanti sir
ପ୍ଲିଜ୍ sir
Sir Mora Dhana Garvabasta au gotie gotie dhana baharuchhi Sethi pain ( Tilt and Blast44 ) Anichhi misei Spray kariba pain...please comment reply sir🙏🙏🙏
ଅପରାହ୍ନ ସମୟ ରେ ସ୍ପ୍ରେ କରନ୍ତୁ
@@krushisampada sir "Tilt " Bisayare kichhi upadesa,jankari diantu🙏🙏🙏
sir nilgiri (eucalyptus )tree ro kemiti kn saro debaro complete biborini ro gote video bonantu
Sir nomoskar 🙏 sir ଧାନ ଗଛ ଗୁଡ଼ିକ ହଳଦୀଆ ପଡିଗଲାଣି। ତା ପାଇଁ ଭିଡିଓ ଗୋଟେ ବାନାନ୍ତୁ।
Sir drone spray kariba bhala heba .drone spray babadera kuhantu.bhala na kharap
Sir namaskar,sir nano urea,nano sagarika,b 20,npk0:52:34 misaiki dhanare pakai heba ki?
ସଜନା ଗଛ ରେ ଅଧୀକ ସଜନା ପାଇଁ ଗୋଟିଏ ଭିଡିଓ ବନାନ୍ତୁ l
Nice advice
Thanks
Sir are market re willowood company ra varix bi asilani composition difenoconazal+validamycen 6+6% achhi
ଏହାକୁ ସ୍ପ୍ରେ କରନ୍ତୁ
Can I use Npk 0.52.34. twice in15 days interval in long duration paddy at this time
ହଁ ସ୍ପ୍ରେ କରି ପାରିବେ
Sir 00 52 34 + boron 20% + zinc12% + biovta x + ortho 2% silisic acid mix kari spray karihebki dhanre 60 day hoichhi
ଏତେ ଗୁଡିଏ ମିଶାନ୍ତୁ ନାହିଁ
NPK, BORON ଓ BIOVITA ମିଶାଇ ସ୍ପ୍ରେ କରନ୍ତୁ।ଏହାର 2ଦିନ ପରେ ଅନ୍ୟ ଅଣୁସାର ମିଶାନ୍ତୁ
❤
Thank you
Sir k patash dhanare kemiti prayog karajaye
Sir namaskar jamire chingudia dala heichhi tike upaya bateibeki
ଜମି ରୁ ପାଣି କାଟି ଦିଅନ୍ତୁ।2,4D Ethyl Easter 38%EC drum ପ୍ରତି 30ml ସହିତ Almix drum ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
ଧାନ ରୋଇବାର 25-30ଦିନରେ ଏହାକୁ ସ୍ପ୍ରେ କରନ୍ତୁ
@@krushisampada sir ases ases dhanyawad
Sir KEVA AGRO BOOSTER SPRAY KALE HABANI
Sir npk0.52.34 O Boron 20% spray karile। Au ଜମିରେ ସାର ପକେଇବାକୁ ପଡୀବ କି। ଯଦି ପକେଇବାକୁ ପଡ଼ିବ keu sara pakeibaku padiba
ଥୋଡ ସାର ପ୍ରୟୋଗ କରନ୍ତୁ ତା ପରେ ସ୍ପ୍ରେ କରନ୍ତୁ
Sir, last year I have watched your video about the uses of FITKARI ALUM in paddy field.
It may work but very harmful to soil in long-run.
Sir, so I request you reconsider regarding that video.
It can be used in salaine soil , It is discussed clearly in this vedio
@@krushisampadaSir I am talking about excess aluminium. Because alluminium is not needed by plants.
ସାହୁ ଆଜ୍ଞା ନମସ୍କାର 🙏🙏🙏 ନୂଆଁଖାଇ ଜୁହାର 🙏🙏🙏,ମୋର ଧାନ ରେ ଲଟାମରା ଦେଇଛି ଧାନର ଅଗ୍ରଭାଗ ହଲଦିଆ ହୋଇ ଯାଇଛି ତାର ନିରାକରଣର ଟିକେ ବତାନ୍ତୁ
Sagarika Z ଏକର ପ୍ରତି 10kg ସହିତ urea 25kg ପ୍ରୟୋଗ କରନ୍ତୁ।
ଜୁହାର
Sara pakeibara ketedina pare spray Karibi sir.Aau Sara re fettera pakeila pare bi pungyside Ku spray Karina nihati abasyaka ki sir.
@@krushisampadasir 🙏. Mor coconut tree re flower bahari sukhi jauchi. First time flower dauchi. Please suggest me sir 🙏
Shyamala sar,mania sar dele kenta heba
Sir hb DAP ସାର hb କନକ + ଧାନ ରେ dla hb plz tk khihba
Sir namaskar sir rocket dele heba kià
Sir, 0:52:34 saha boron spray ta dhana bahari la pare spray haba na bahari ba purba ru spray haba?
Kenda ବାହାରିବା ପୂର୍ବରୁ ସ୍ପ୍ରେ କରନ୍ତୁ
Namaskar sir Thoda sara sahita virtako ba fetera prayoga kariba heba ki please kuhantu
Third does ରେ Virtako ବା Fertera ପ୍ରୟୋଗ କରନ୍ତୁ ନାହିଁ।Caladan ବା Coragen ସ୍ପ୍ରେ କରନ୍ତୁ।
Nitin super
Thanks
Sathika samayare video to anithibaru dhanyabad sir.sir ehi third dose Sara re 1 ekara Prato uria 20 kg pottash 20 kg boron 1 pocket sahita fettera 1 pocket pakeiparibi ki?jadi pakeibi ta hele npk aau boron spray kariba abasyaka ki sir? Sir apanankara contact no deiparibe ki sir.
ଥୋଡ ସାର ରେ Boron ଅଣୁସାର କୁ ମାଟିରେ ପ୍ରୟୋଗ ନ କରି ସ୍ପ୍ରେ କରନ୍ତୁ।
Boron 20% lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।ସାର ଓ Ferterra ଠିକ୍ ଅଛି।
Hexaconazole 75+validamycin kamadeb ki nai tike kahibe sir
ହଁ କାମ ଦେବ
Sir fullgovi ra top verity kuhantu
Sar namaskar
ନମସ୍କାର
Sir NPK 13:00:45 dhanara kau samayre spray kariba katha
ଥୋଡ ଅବସ୍ଥାରେ ସ୍ପ୍ରେ କରନ୍ତୁ
Sir amonia sara dele haba
Sir azoxystobin au tubeconazole debe hebe ki nai
ହଁ ହେବ
Sir ama kendrapara district re kouthi chasinku unnata manara bihana au trening kouthi tk Katie please
Kahibe please
Sir npk 52.34 born sa pexalon mesaiki deihabana
ଅଲଗା ସ୍ପ୍ରେ କରନ୍ତୁ ଅଧିକ ଫାଇଦା ମିଳିବ
@@krushisampada kn spray kariba
Matador.victor
Thank you
Matia.gundi.pain.ki.bisa.diajiba
sir 3rd dose re acre prati 20kg urea and 5 kg mop potash deuchi hobo ki.
Potash ସାର ଆଉ 5-7kg ପ୍ରୟୋଗ କରିବାର ଥିଲା
Sir ନମସ୍କାର ଥୋଡ ସାର ପକାଇବାର କେତେଦିନ ପରେ npk ଓ boron ସ୍ପ୍ରେ କରିବା
2ଦିନ ପରେ
ଧନ୍ୟବାଦ୍
Npk, boran , sahita kitanasak misae prayog kari heba k sir
Dhanzaimgold garbha samay are dele chalbake, npk pari kam deba k
ଅଲଗା ସ୍ପ୍ରେ କଲେ ଅଧିକ ଫାଇଦା ମିଳିଥାଏ
କେତେ ପ୍ରକାର ଔଷଧ। ଦେବା
Third dose zinc dele heba ki nai sir
ନା ଆଉ zinc ଦେଇ ଲାଭ ନାହିଁ
Sir 🙏 n p k or kitnasak ku misai mari pariba
ହଁ ମିଶାଇ ସ୍ପ୍ରେ କରି ପାରିବେ।ଅଲଗା ସ୍ପ୍ରେ କଲେ ଅଧିକ ଫାଇଦା ମିଳିବ
Sir ଆପଣଙ୍କ ଭିଡ଼ିଓ ମୁଁ ସବୁବେଳେ ଦେଖେ ଓ ସାର ବି ପକାଏ। ଏବେ ଥୋଡ ସାର ଓ ଅଣୁ ସାର କଣ ଦେବି କୁହନ୍ତ୍ମ।please
th-cam.com/video/hOHGeLI7_Cg/w-d-xo.html
Sir tractor upare subsidy kana kemiti rahuchi kipari apply kariba subsidy pai tractor kiniba purbaru kana kariba video dote banantu🙏🙏🙏
ନିଶ୍ଚିନ୍ତ
@@krushisampada thank you banantu sir
Sir ame uria patas deichhuu
ଠିକ୍ ଅଛି
ଧାନ ଲାଲ ହୋ ଇ ଯାଉଛି i
ଧାନ ଫସଲ ରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।
ଏହାକୁ ନିୟନ୍ତ୍ରଣ କରିବା ପାଇଁ
Potash ସାର ଏକର ପ୍ରତି 12kg ସହିତ ଜୈବିକ ସାର BIOZYME ବା SAGARIKA Z+++ ଏକର ପ୍ରତି 10kg ହିସାବରେ ପ୍ରୟୋଗ କରନ୍ତୁ।
Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
କିମ୍ବା Conika lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।
7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
କିମ୍ବା 15lit drum ପ୍ରତି 3kg ସଜ ଗୋବର କୁ ଗୋଳାଇ ଦିଅନ୍ତୁ।ଏହାକୁ ଛାଣି ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ
ସାରବରନ୍ ଓଏନ୍ ଟିକେ କୁକଣମିଶେଇଦେଇହେବନାଇ
Sir ଧାନ ଗଛର ପିଲ ପାଇଁ କେଉଁ ସାର ପକେଇବା
Urea ଏକର ପ୍ରତି 30-35kg ସହିତ Sagarika Z+++ 10kg ମିଶାଇ ପ୍ରୟୋଗ କରନ୍ତୁ
ମୁଁ ତ akar ପ୍ରତି ଥୋଡ଼ ସାର ୟୁରିଆ 10 kg ପଟାସ 5 kg ଦଉଛି
ଅଧିକ ଦେବା ଆବଶ୍ୟକ ଅଛି
@@krushisampada ଆପଙ୍କ କଥା ଅନୁଯାୟୀ ମୁଁ ଆଜି boron ଆଣିଛି ଥୋଡ଼ ସାର ରେ ପକେଇବା ପାଇଁ
ମୁଁ କଳା ଚମ୍ପା ଧାନ 7 akar au 1017 ଧାନ 3 akar କରିଛି
ଦୟାକରି କହିବେ ମୁଁ କେବେ ଥୋଡ଼ ସାର ପକାଇବି
Dayakari replay diantu sir.
Uria
Sir ଧାନ ରେ କାଣ୍ଡ ବିନ୍ଧା ଲାଗୁଛି କୋଉଟା ଦେବି
Coragen drum ପ୍ରତି 7ml ବା
Caldan drum ପ୍ରତି 30gm ବା
Takumi drum ପ୍ରତି 6gm ହିସାବରେ ସ୍ପ୍ରେ କରନ୍ତୁ।
Profenophos kama deba ki nai
ନା
Bangi poka laguchanti sir ki medicine debi
Humid acid
Thank you
ସାର୍ ଧାନ ଗଛ ଗର୍ଭାବସ୍ଥାରେ ଫଙ୍ଗିସାଇଡ costodia, ଦେଇ ପାରିବା କି ନାହିଁ ଜଣେଇବେ
ହଁ lit ପ୍ରତି 1.5ml ହିସାବରେ ସ୍ପ୍ରେ କରନ୍ତୁ
Npk 0-52-34 ଦୁକାନ ରେ ମିଳୁନି
B-20 boron କିଣିବା କେଇଟି
Pesxolin.sahit.dene.habana
ହଁ ସ୍ପ୍ରେ କରି ପାରିବେ
ଆଜ୍ଞା ମୋର ପତ୍ର ପୋଡା ରୋଗ ହେଇଥିଲା ମୁଁ କୋନିକା ସ୍ପ୍ରେ କରିଛି ଆଉ ଫଙ୍ଗି ସାଇଟ ସ୍ପ୍ରେ କରିବାକୁ ପଡିବ କି
7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ
ସାର 🙏 ଆପଣଙ୍କ ଫୋନ ନଂ ଟିକେ ଦିଅନ୍ତୁ @@krushisampada
N P K 00 00 50 spray karuchu
ଧାନ କ୍ଷୀର ଢୋକିବା ସମୟ ରେ ଏହାକୁ ପ୍ରୟୋଗ କଲେ ଧାନ ଆଗାଡ଼ି ହେବ ନାହିଁ
କାଣ୍ଡ ବିନ୍ଧା ଲାଗି ସାର କିମ୍ୱା ବାଲି ରେ ମିଶେଇ କି Dhanban କି 505 ମାର୍ ଲେ ହେବା କେ ଆଜ୍ଞା।
ନା 505କୁ ସ୍ପ୍ରେ କରନ୍ତୁ।
Virtako ଏକର ପ୍ରତି 2.5kg ବା
Ferterra ଏକର ପ୍ରତି 4kg ହିସାବରେ ବାଲିରେ ମିଶାଇ ପ୍ରୟୋଗ କରନ୍ତୁ
@@krushisampada ଆଗ୍ୟା cover ୧୧ ଦିନ୍ ଆଘୋରୁ ଦିଆ ହେଉଛେ ଆଉ ଗୁଟେ ଗୁଟେ ଦିସୁଛେ ।
ସାର୍ 00:52:34 + ବୋରନ ସାଥିରେ caldan ମିକ୍ସ କଲେ ଚଳିବ କି?
ହଁ ମିଶାଇ ପାରିବେ
ଥୋଡ ସାର ହିସାବରେ ୟୁରିୟା 30କିଲୋ ପଟାସ 10 କିଲୋ ଏବଂ DAP(20.20.0.13) 10 କିଲୋ ଦେଲେ କେମିତି ହେବ
ଏକର ପ୍ରତି urea 20-25kg ସହିତ Potash 10-15kg ପ୍ରୟୋଗ କରନ୍ତୁ।
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ
@@krushisampada ସ୍ପ୍ରେ କରିବା ସମ୍ଭବ ପର ହେଉନି ଆଜ୍ଞା ଯାହା ବି ହେବ ବୁଣିବା ଦ୍ୱାରା ସମ୍ଭବ ହୋଇପାରିବ କି????
Apka.mobail.nibar..comments.chia
ୟୁରିଆ & tilt