ଧାନ ରୁଆ ପରେ ଶେଷ ଥୋଡ ସାର// ଧାନ ଥୋଡ ସାର //ଧାନର ଲାଷ୍ଟ ସାର // last dose of paddy fartilizar

แชร์
ฝัง
  • เผยแพร่เมื่อ 4 ต.ค. 2024
  • ଧାନ ରୁଆ ପରେ ଶେଷ ଥୋଡ ସାର// ଧାନ ଥୋଡ ସାର //ଧାନର ଲାଷ୍ଟ ସାର // last dose of paddy fartilizar
    Details of last dose fartilizar in paddy cultivation.In timely take care of Paddy Cultivation need to certain fartilizar in certain time , what in this video has been displayed and explained details step by step.
    #kurefultv #dhanarasara #thodasara
    follow us-
    your queries
    dhana chasa ra sesa thoda sara
    dhana ra sara pranali
    dhana chasa ra sara details
    dhana re last dose fartilizar
    dhana chasa kipari karajae
    dhana chasa kemiti karanti
    dhana chasa odia
    dhana chasa details pranali
    sara kipari diajaa
    sara kemiti diajaa
    sara details in paddy cultivation
    dhana re thoda sara deba kipari

ความคิดเห็น • 137

  • @PradeepNag-z6h
    @PradeepNag-z6h 8 วันที่ผ่านมา

    Very nice video ❤

    • @Kurefultv
      @Kurefultv  5 วันที่ผ่านมา

      Thank you 🤗

  • @sudarshanjhankar6003
    @sudarshanjhankar6003 ปีที่แล้ว +2

    Very nice video 👍🎉🙏

    • @Kurefultv
      @Kurefultv  ปีที่แล้ว

      Thanks for visiting

  • @sunandapadhan1389
    @sunandapadhan1389 2 ปีที่แล้ว +6

    ଉପସ୍ଥାପକ ମହାଶୟ ଆପଣ ଧାନର ଅବଧି ବିଷୟରେ ଧାରଣା ଜଣ ଅଛି ତ ।ଯଦି ୧୧୦ ଦିନର ଧାନ ଏବଂ ଅଧିକାଂଶ ଚାଷି ପ୍ରାୟ ୧୪୫ ଦିନର ଧାନ କରନ୍ତି ଧାନ ବାହାରିବା ଠାରୁ ପାରିବା ପର୍ଯନ୍ତ ୬୦ଦିନ ନିଏ । ପହେଲେ ଆପଣ ୧୧୦ ଦିନରେ କାହିଁକି ୟରିଆ ଓ ପଟାସ ଦେବା ପାଇଁ କହୁଛିନ୍ତି । ଦୟାକରି କହିବେ

    • @Kurefultv
      @Kurefultv  2 ปีที่แล้ว +3

      ପଧାନ ଆଜ୍ଞା ନମସ୍କାର
      ଆପଣଙ୍କ ସୂଚନା କୁ ସମ୍ମାନ ଜଣାଉଛୁ, ବହୁତ ସୁନ୍ଦର ମତାମତ ତଥା ପ୍ରଶ୍ନ ଆଣିଛନ୍ତି, ଧନ୍ୟବାଦ। ଦେଖନ୍ତୁ ଧାନ ଚାଷ ପାଇଁ ଏକ ନିର୍ଦ୍ଦିଷ୍ଟ ସାର ର କଳନା କୌଣସି କମ୍ପାନୀ ପ୍ରସ୍ତୁତ କରି ପାରିନାହିଁ।କାରଣ ସମୟ ଓ ଅବସ୍ଥା ସବୁବେଳେ ପ୍ରସଙ୍ଗ ହୋଇଥାଏ।ସେପରି ସ୍ଵଳ୍ପ ଅବଧି , ମଧ୍ୟମ ଓ ବିଳମ୍ବ କିସମ ମଧ୍ୟରେ ଆମେ ସବୁବେଳେ ମଧ୍ଯମ କିସମ ଉପରେ ଫୋକସ୍ କରିଥାଉଁ , ସେପରି ଭାବରେ, ଶେଷ ଡୋଜ୍ ରେ ପଟାସ୍ ମୁଖ୍ୟ ଓ ୟୁରିଆ ର ଚତୁର୍ଥାଶଂ ଦେଵା ଭୂଲ ହେଵ ନାହିଁ।

    • @SuryasnataPradhan-ct6iv
      @SuryasnataPradhan-ct6iv 15 วันที่ผ่านมา

      Y bi huBi se​@@Kurefultv

  • @bhubabanayak5597
    @bhubabanayak5597 3 ปีที่แล้ว +1

    bahut badia sir

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ଧନ୍ୟବାଦ, ଆପଣଙ୍କ ସୁଚିନ୍ତିତ ମତାମତ ଆମପାଇଁ ବିଶ୍ବାସ ଓ ପ୍ରେରଣା

  • @BuduramGoud
    @BuduramGoud 23 วันที่ผ่านมา

    ଭହୁତ ସୁନ୍ଦର କଥା କହିଲୁ ଦାଦା ଧନ୍ୟବାଦ 🙏🙏🙏👍👍👌❤❤❤

    • @Kurefultv
      @Kurefultv  20 วันที่ผ่านมา

      ଧନ୍ୟବାଦ

  • @thearceus5244
    @thearceus5244 2 ปีที่แล้ว

    Great job

    • @Kurefultv
      @Kurefultv  2 ปีที่แล้ว

      ନମସ୍କାର ଆଜ୍ଞା, ଆଗକୁ ନିଶ୍ଚୟ ଧ୍ୟାନ ଦେବୁ

  • @bideshibhoi7939
    @bideshibhoi7939 3 ปีที่แล้ว +1

    good information for farmers.

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ

  • @padmanavdansana8170
    @padmanavdansana8170 3 ปีที่แล้ว +1

    Thank you sir

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଭାଇ, ଧନ୍ୟବାଦ ଅର୍ପଣ କରୁଛୁ

  • @omprakasha252
    @omprakasha252 3 ปีที่แล้ว +1

    Good information

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ

    • @biswanathbhoibhoi7984
      @biswanathbhoibhoi7984 27 วันที่ผ่านมา

      "

  • @SudarsanDaraibru
    @SudarsanDaraibru วันที่ผ่านมา

    • @Kurefultv
      @Kurefultv  วันที่ผ่านมา

      ଧନ୍ୟବାଦ

  • @tumeswarbudek1463
    @tumeswarbudek1463 3 ปีที่แล้ว

    Thanks

  • @bikimajhi3223
    @bikimajhi3223 3 ปีที่แล้ว +2

    ସାର୍, ଚକଡ଼ା ରୋଗ ଲାଗି ଗୋଟିଏ ଭିଡିଓ ବନାଅ

    • @Kurefultv
      @Kurefultv  3 ปีที่แล้ว

      ଧନ୍ୟବାଦ ଆଜ୍ଞା ନମସ୍କାର, ନିଶ୍ଚୟ ଆଗକୁ ଦେଖି ପାରିବେ।

  • @gajanandip1020
    @gajanandip1020 3 ปีที่แล้ว

    Bahut badhiaa lagla dada 👏👏👏

  • @BasantaBisoyi-mt5oo
    @BasantaBisoyi-mt5oo ปีที่แล้ว

    Jay Jagannath

    • @Kurefultv
      @Kurefultv  ปีที่แล้ว

      ଧନ୍ୟବାଦ ଆଜ୍ଞା ନମସ୍କାର

  • @bijan594
    @bijan594 3 ปีที่แล้ว +3

    Can I use NPK 10-26-26 in flowering time?

    • @Kurefultv
      @Kurefultv  3 ปีที่แล้ว +1

      Respected sir,
      Your opinion is most valuable for us, our trying always with you.
      Sir, you can used NPK 10:26:26 in flowering time,no problem it would be better to manage NPK .

  • @Bibek_musical
    @Bibek_musical 3 ปีที่แล้ว

    ok angya

    • @Kurefultv
      @Kurefultv  3 ปีที่แล้ว +1

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା

  • @shankarprasadbhoi764
    @shankarprasadbhoi764 3 ปีที่แล้ว

    Namaskar Sir Potash jadi spray karma per liter kete gm.debake padba. Rog pog lagi 4g dele chalba ken sir

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା,ପଟାସ ର ପ୍ୟାକେଜ, NPK: 00 00 :50 ଆସୁଛି, ଏହା ୧୫୦-୨୦୦ ଲିଟର ପାଣି ରେ ମିଶାଇ ଦେଇପାରିବେ। ରୋଗ ପୋକ ନହେବା ପାଇଁ ଫୋର୍ ଜି ଦେଇ ପାରିବେ।

  • @laxmannaik2134
    @laxmannaik2134 3 ปีที่แล้ว

    Pill saar debar ketedin pare thod Saar diya jaisi.plz Agyaan tk reply Dian.

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ଦେଖନ୍ତୁ,ପିଲ ସାର ୩୦-୪୦ ଦିନ ଧାନ ରେ ଦିଆଯାଏ,ଥୋଡ ସାର ୮୦-୯୦ ଦିନ ରେ ଦିଆଯାଏ, ବ୍ୟବଧାନ ଭିତରେ ୪-୬ ସପ୍ତାହ ମଧ୍ୟରେ ଧାନର କିସମ ଅନୁସାରେ,ଓ ରୋଇଵା ଦିନ ଧରି ହିସାବ କରାଯାଏ।

  • @dhaneswarbanua7524
    @dhaneswarbanua7524 2 ปีที่แล้ว

    Sir namaskar

    • @Kurefultv
      @Kurefultv  2 ปีที่แล้ว

      ଧନ୍ୟବାଦ ଆଜ୍ଞା

  • @sunilkumarkarmi7054
    @sunilkumarkarmi7054 ปีที่แล้ว

    sir sesh sara kana kana debar Katha

    • @Kurefultv
      @Kurefultv  ปีที่แล้ว

      ନମସ୍କାର ଆଜ୍ଞା
      ଭିଡିଓ ରେ ପୁରା ଡିଟେଲ୍ କୁହାଯାଇଛି, ଦୟାକରି ଦେଖିବାକୁ ଅନୁରୋଧ।

    • @sunilkumarkarmi7054
      @sunilkumarkarmi7054 ปีที่แล้ว

      OK sir thank you

  • @dhaneswarbanua7524
    @dhaneswarbanua7524 2 ปีที่แล้ว

    Sir mula bhaji khada kandul biri kolatha
    Re jhar mara madicin kenta marile bhal
    Kamdeba

    • @Kurefultv
      @Kurefultv  2 ปีที่แล้ว

      ରୋଗ ଦେଖି ଔଷଧ ର ବିଚାର କରାଯାଏ

  • @workhard69.
    @workhard69. 2 ปีที่แล้ว

    sir ଆମେ ଜଦି pottass spray କର୍ମୁ npk ବେଲେ ୟୁରିଆ କେ କେନ୍ତା କର୍ମୁ sir🙏🙏🙏🙏🙏🙏🙏
    rply ଦେବେ sir

    • @Kurefultv
      @Kurefultv  2 ปีที่แล้ว

      ନମସ୍କାର ଆଜ୍ଞା
      ଯଦି ଆପଣ ପଟାସ ସ୍ପ୍ରେ କରିବେ, ତେବେ ନାନୋ ୟୁରିଆ ମଧ୍ୟ ସ୍ପ୍ରେ କରି ପାରିବେ।ଏହା ନ କରି ଆପଣ ଏନ୍ ପି କେ ୧୩:୦୦୪୫ କୁ ମଧ୍ୟ ଦେଇ ପାରିବେ।

    • @workhard69.
      @workhard69. 2 ปีที่แล้ว

      @@Kurefultv ହଉ sir npk ୦୦:୫୨:୩୪ ଆର୍ nano ୟୁରିଆ କେ mix କରି ମାରିଦେଲେ କେନ୍ତା ହେବା

  • @prakashchandrabodek4650
    @prakashchandrabodek4650 2 ปีที่แล้ว

    Dhan 20% bahari pad lana bele patas 0,0,50 spry kale kana asubidha raheba ki sir ?

    • @Kurefultv
      @Kurefultv  2 ปีที่แล้ว +1

      ନମସ୍କାର ଆଜ୍ଞା
      ଧାନ ର ଫୁଲ ଉଡ଼ାଇବା ପରେ ଦିଅନ୍ତୁ,ଫୁଲ ଉପରେ ଦେଲେ ଝଡିଵାର ଭୟ ଥାଏ। ତେଣୁ ଦେଖି କରି ଆପଣ ଦେଇ ପାରିବେ।

    • @prakashchandrabodek4650
      @prakashchandrabodek4650 2 ปีที่แล้ว

      @@Kurefultv thanks sir

  • @NiranjanSethi-bk5xt
    @NiranjanSethi-bk5xt 8 หลายเดือนก่อน

    Dalua dhan re kn pilasaradela bhala

    • @Kurefultv
      @Kurefultv  7 หลายเดือนก่อน

      ୟୁରିଆ

  • @puskarabhoi6106
    @puskarabhoi6106 3 ปีที่แล้ว +2

    Nije chasa kari ki kahucha ta

    • @Kurefultv
      @Kurefultv  3 ปีที่แล้ว +1

      ନମସ୍କାର ଆଜ୍ଞା,ଆମେ ଚାଷ ସହିତ ପୁରା ପୁରି ସଂପୃକ୍ତ, ଚାଷ ଆମର ଲାଇଫ ଲାଇନ୍

  • @Rajesh-ku1fg
    @Rajesh-ku1fg 3 ปีที่แล้ว

    Sar panipaga bisayare video banaely bhal hetha

    • @Kurefultv
      @Kurefultv  3 ปีที่แล้ว +1

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ନିଶ୍ଚୟ ଏଥିପ୍ରତି ଦୃଷ୍ଟି ଦେବୁ

  • @pratapjena6992
    @pratapjena6992 6 หลายเดือนก่อน

    ଘାସମାରା ସହ ଟେକ୍ନୋଜେଡ ଦେଇ ହେବ କି

    • @Kurefultv
      @Kurefultv  6 หลายเดือนก่อน

      ନାଁ ଦିଅନ୍ତୁ ନାହିଁ, ଅଲଗା ଅଲଗା

  • @sachinsa1512
    @sachinsa1512 3 ปีที่แล้ว

    Sir amar dhan re bangi futi jauche kenta karmu, please reply sir

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ,ଵଙ୍ଗି ପୋକ ସମତ୍ସା ଉପରେ ଆଧାରିତ ଭିଡିଓ ଆମ ଚେନାଲ୍ ରେ ରହିଛି, ଦୟାକରି ଦେଖିବାକୁ ଅନୁରୋଧ

  • @basisthabhoi9559
    @basisthabhoi9559 3 ปีที่แล้ว

    Om agro biotech Ltd ra super shakti l spray karun kichhu debake nii pade

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ

  • @badalcreation204
    @badalcreation204 3 ปีที่แล้ว

    Bartaman samayare rogapoka pai dhana re kou ousadha diajiba 20/9/21

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଦେଖନ୍ତୁ, ଧାନ ର ସମୟ ଅନୁସାରେ ସାର ଔଷଧ ଦେଵା କଥା, ଏହି ସମୟ ଭିତରେ କୀଟନାଶକ ଓ ଫଙ୍ଗସ୍ ଜନିତ ରୋଗ ପାଇଁ , ଆପଣ ଆଦଟ ଔଷଧ ଦେଇ ପାରିବେ। ଏହା ସବୁଠୁ ଭଲ ହେବ।

  • @byomakeshthakur-vl2cq
    @byomakeshthakur-vl2cq ปีที่แล้ว

    ରୁଆର କେତେଦିନ ପରେ ଥଓଡସଆର ଦେବାକଥା

    • @Kurefultv
      @Kurefultv  ปีที่แล้ว

      75-80 ଦିନ ରେ

  • @susantasahoo8605
    @susantasahoo8605 หลายเดือนก่อน

    Laxmi plus ରେ ପିଲ ଓ ଥୋଡ଼ ସାର କେତେ ଦିନରେ ଦିଆ ଯିବ ସାର୍

    • @Kurefultv
      @Kurefultv  หลายเดือนก่อน

      ଭିଡିଓ ଅଛି

  • @superfastlg8271
    @superfastlg8271 ปีที่แล้ว

    Sir 6godia poka dhana bahariba agaru na pare

    • @Kurefultv
      @Kurefultv  ปีที่แล้ว +1

      ଆଗରୁ

  • @surendragiri3393
    @surendragiri3393 3 ปีที่แล้ว

    1st time 5-5 kg dei thili, Second time pilo Sara bilkul dei nahi 55 dinara rupai hei gala kn kariba tk rply debe sir...

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ଆପଣଙ୍କ ଜମି ଯଦି ସରସ ,ଓ ଧାନ ଠିକ୍ ଅଛି, ଠିକ୍ ଦିଶୁଛି, ତେବେ କମ୍ ସାର ରେ ମେନେଜ୍ ହୋଇ ପାରିବ। ତଥାପି ଏ ସମୟରେ ଆପଣ ସାଗରିକା ଭିଟାମିନ ୪-୫ କେଜି ଦେଇ ପାରିବେ, ୟୁରିଆ ୧୨-୧୫ କେଜି,ପଟାସ ୧୫-୨୦ କେଜି ଦେଇ ପାରିବେ, ଏହା ସହିତ ଫେଟେରା ନହେଲେ ଭାର୍ଟାଗୋ କିଟନାଶକ ଦିଅନ୍ତୁ । ଅଧିକ ତଥ୍ୟ ପାଇଁ ଫୋନ୍ ନମ୍ୱର୍ ଦେଵେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।

  • @trinathbag7405
    @trinathbag7405 3 ปีที่แล้ว

    Amara dhana badia hei che dada Tamar video dekhi Kari .

    • @Kurefultv
      @Kurefultv  3 ปีที่แล้ว

      ତ୍ରୀନାଥ ଭାଇ, ଆନ୍ତରିକ ଧନ୍ୟବାଦ,ଆମେ ଯଦି ତୁମର କିଛି କାମରେ ଆସିଲେ, ନିଜକୁ ଧନ୍ୟ ମନେ କରିବୁ, ଧନ୍ୟବାଦ

  • @swarnanag4822
    @swarnanag4822 3 ปีที่แล้ว

    Sir dhan re manga lagu che tarlagi video gote chhada

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ବହୁତ ଶିଘ୍ର, ଆମର ଚେନାଲ୍ ରେ ଏହା ଉପରେ ଆଧାରିତ ଭିଡିଓ ଦେଖି ପାରିବେ।

  • @manoranjannag1552
    @manoranjannag1552 3 ปีที่แล้ว +1

    ଆଜ୍ଞା ନମସ୍କାର ଆପଣଙ୍କର ସମସ୍ତ ଭିଡିଓ ଧାନ ଚାଷ ଲାଗି ଭଳ କାମ ଦଉଛେ । ଆଉ ଥୋଡ ସାର ପରେ ଆଗ୍ କେ ଧାନ ର ଫୁଲ ଫଳ କେନ୍ତା ଭଲ ରହେବା ଆଉ ଧାନ ବେଶିକରି ଅମଳ ସମୟରେ ପୋଳ ନି ହେବା ସେ ବିଷୟରେ ଭିଡିଓ ଟେ ବନାଲେ ଭଳ ହେତା ।।

    • @Kurefultv
      @Kurefultv  3 ปีที่แล้ว +2

      ନମସ୍କାର ନାଗ ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆପଣଙ୍କ ସୁଚିନ୍ତିତ ମତାମତ ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ, ଆଗକୁ ବଢ଼ିବାରେ ପଥ ପ୍ରଦର୍ଶକ ହେବେ ବୋଲି ଆଶା।

  • @susantasahoo8605
    @susantasahoo8605 หลายเดือนก่อน

    ନାଲି ସ୍ଵର୍ଣ୍ଣ ରେ କେଉଁ ସମୟରେ କେଉଁ କେଉଁ ପ୍ରୟୋଗ କରାଯିବ ସାର୍

    • @Kurefultv
      @Kurefultv  หลายเดือนก่อน

      ଭିଡିଓ ଅଛି ଦୟାକରି ଦେଖିବାକୁ ଅନୁରୋଧ

  • @niranjannanda9574
    @niranjannanda9574 3 ปีที่แล้ว

    3 nomar ken Ken sar dema

    • @KrushiGyanaKendra
      @KrushiGyanaKendra 2 วันที่ผ่านมา

      Urea- 20 kg, MOP- 15 kg pakei parbe

  • @lochanketakibhamarelochank1200
    @lochanketakibhamarelochank1200 2 ปีที่แล้ว

    ନମସ୍କାର ସାର ଧାନ ନେ ମଂଘା ହଉଛି କେନ୍ତା କରା ଯିବା ଟିକେ ବତଉଁନ

    • @Kurefultv
      @Kurefultv  2 ปีที่แล้ว

      ନମସ୍କାର,ଆମ ଚେନାଲ୍ ରେ ଵଙ୍ଗି ପୋକ ଉପରେ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ

  • @dhanpatibagarti3920
    @dhanpatibagarti3920 2 ปีที่แล้ว

    Sir ସରଣା ଧାନ କେ ଥୋଡ ସାର କେତେ ଦିନେ ଦେମି

    • @Kurefultv
      @Kurefultv  2 ปีที่แล้ว

      ୧୦୦-୧୧୦ ଦିନ

  • @prakashchandrabodek4650
    @prakashchandrabodek4650 2 ปีที่แล้ว

    0,0,50 spry kale kete re kete dema sir

  • @basantabag9408
    @basantabag9408 2 ปีที่แล้ว

    Vitamin au bis mesei kari marle kenta hesi

    • @Kurefultv
      @Kurefultv  2 ปีที่แล้ว

      ନମସ୍କାର ଆଜ୍ଞା, ଭିଟାମିନ ଓ ଔଷଧ ସ୍ପ୍ରେ ଅଲଗା ଅଲଗା କରି ଦେଲେ ସବୁଠୁ ଭଲ।

  • @saratbag2645
    @saratbag2645 3 ปีที่แล้ว

    Kete din re sar ke prayog karma sir nai kaha j

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଦେଖନ୍ତୁ ଥୋଡ ସାର ମାନେ ଧାନ ର ଥୋଡ ଆସିଵା ସମୟ ରେ, ବା ଗର୍ଭଣା ସମୟରେ , ଏହା ମୁଖ୍ୟତଃ ୭୦-୮୦ ଦିନ ରେ ହୋଇଥାଏ। ଏହା ଥମ୍ନେଲ ରେ ଦିଆଯାଇଛି।

  • @satyambehera9339
    @satyambehera9339 3 ปีที่แล้ว

    Gajendre, behera, bhadrak

    • @Kurefultv
      @Kurefultv  2 ปีที่แล้ว

      ଧନ୍ୟବାଦ

  • @keshabmajhikeshabmajhi6396
    @keshabmajhikeshabmajhi6396 3 ปีที่แล้ว

    Bhal news

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ।

  • @dhananjayrana4984
    @dhananjayrana4984 หลายเดือนก่อน

    ପତର ଲାଲ୍ ହେଉଛି କାଣା କରା ହେବ

    • @Kurefultv
      @Kurefultv  หลายเดือนก่อน

      ଆନ୍ତ୍ରାକୋଲ୍ ଓ ଏମ୍ଵିସନ୍ ଦିଅନ୍ତୁ

  • @tumeswarbudek1463
    @tumeswarbudek1463 3 ปีที่แล้ว

    ମଲା ଧାନ ବହାରୁଛେ sir kenta karma

    • @Kurefultv
      @Kurefultv  3 ปีที่แล้ว +1

      ଏହା ରି ବିଷୟରେ ଭିଡିଓ ରହିଛି ଦୟାକରି ଦେଖିବାକୁ ଅନୁରୋଧ

  • @niranjannanda9574
    @niranjannanda9574 3 ปีที่แล้ว

    Dhan khena adhik asba kahhun

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ଧନ୍ୟବାଦ, ଧାନ ର ତିନି ଥର ସାର ଦିଆଯାଏ, ଶେଷ ସାର ଆପଣ ୟୁରିଆ ଓ ପଟାସ ଦେଇପାରିବେ। ଆମର ଚେନାଲ୍ ରେ ଥିବା, ଧାନ ର ଥୋଡ ସାର ଭିଡିଓ ଦୟାକରି ଦେଖିବାକୁ ଅନୁରୋଧ।

  • @badalcreation204
    @badalcreation204 3 ปีที่แล้ว

    Uchit kathha

  • @ranababu39
    @ranababu39 3 ปีที่แล้ว

    Dhan re manga bahut laguchhe sir

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ବହୁତ ଜଲ୍ଦୀ ଏହାର ଉପରେ ଆଧାରିତ ଭିଡିଓ ଦେଖି ପାରିବେ।

  • @tumeswarbudek1463
    @tumeswarbudek1463 2 ปีที่แล้ว

    1075 ଧାନ ରେ ଥୋଡ ସାର୍ କେବେ ଦେ ମା l

    • @Kurefultv
      @Kurefultv  2 ปีที่แล้ว +1

      90-110 ଦିନ ଧାନ ରେ

  • @jjjjjj4116
    @jjjjjj4116 ปีที่แล้ว

    Japanaga

    • @Kurefultv
      @Kurefultv  ปีที่แล้ว

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ

  • @MUSAMIR-e8f
    @MUSAMIR-e8f 2 ปีที่แล้ว

    ଏକର ଟା କେତେ? ମାନେ 1ଏକର=କେତେ ମାଣ। ଏକ ଭିଡିଓ ବନାନ୍ତୁ

    • @Kurefultv
      @Kurefultv  2 ปีที่แล้ว +1

      ନମସ୍କାର ଆଜ୍ଞା
      ଏକ ଏକର କୁ ୪୦ ଗୁଣ୍ଠ ଜମି ହୋଇଥାଏ।

    • @MUSAMIR-e8f
      @MUSAMIR-e8f 2 ปีที่แล้ว +1

      ମାନେ ଆମର 2.5 ମାଣ+3.5+3.5 ମାଣ ।କେତେ ଏକର ? । ଥୋଡ ସାର କେତେ ଦେବା

  • @fakirmohanbhoi4676
    @fakirmohanbhoi4676 3 ปีที่แล้ว

    ବଗିଂ ହେଲେ କାଣା ଉପକାର ଅଛେ କେନ ଟାଇମ ରେ ମାରବା ଅଛେ

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା,ଵଙ୍ଗି ପୋକ ରେ ଆପଣଙ୍କ ଆୟ ଅଧିକ କମି ଯାଇପାରେ, ତେଣୁ ୪୦-୫୦ ଦିନ ରେ ନିହାତି ଧ୍ୟାନ ଦେବା ଆବଶ୍ୟକ।

  • @santoshseth8704
    @santoshseth8704 ปีที่แล้ว

    ଧାନ ପତର ଧୋପ ଦିସୁଛେ କାଣା ଦେମୁ

    • @Kurefultv
      @Kurefultv  ปีที่แล้ว

      ଆଇରନ୍ ଓ ମ୍ଯାଗ୍ନେସୀଅମ୍ ସଲଫେଟ ମିଶାଇ ଦିଅନ୍ତୁ

  • @sanjayamajhi7729
    @sanjayamajhi7729 3 ปีที่แล้ว

    ଧାନ ଚାଷ ରେ ଥିମେଟ୍ ଦେଲେ ଲାଭ,ହାନୀ କଣ ହୁଏ ଜଣାଇବେ

    • @patelfarming7165
      @patelfarming7165 3 ปีที่แล้ว

      Deiparbe

    • @patelfarming7165
      @patelfarming7165 3 ปีที่แล้ว

      Deiparbe

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଦେଖନ୍ତୁ,ଥିମେଟ୍ ହେଉଛି ଅର୍ନ୍ତଭେଦୀ ଦାନାଦାର ଔଷଧ,ଏହା ସଧା ଭାଵରେ କହିଲେ,ପେନସିଲିନ୍ ପରି ।ଏହା ଦେଲେ ଦେଢ଼ ଫୁଟ ମାଟି ରୁ ଜୀବାଣୁ କଵକ କରିଥାନ୍ତି,ଯହି ଉପକାରୀ ଜୀବାଣୁ ମଧ୍ୟ ନଷ୍ଟ ହୋଇଯାନ୍ତି, ଅଧିକ ତଥ୍ୟ ପାଇଁ ଫୋନ୍ ନମ୍ୱର୍ ଦେଵେ, ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।

  • @umeshkumarsahoo2743
    @umeshkumarsahoo2743 6 หลายเดือนก่อน

    ଧାନ ର ଥୋଡ଼ ସମୟ ରେ କେଁଉ ସାର କେତେ ପରିମାଣ ରେ ଦିଆଯିବ ଦୟାକରି ଜଣାନ୍ତୁ.

    • @Kurefultv
      @Kurefultv  6 หลายเดือนก่อน

      ଭିଡିଓ ରେ ପୁରା ଡିଟେଲ୍ କୁହାଯାଇଛି

  • @mohankumarmajhi4468
    @mohankumarmajhi4468 2 ปีที่แล้ว

    145 ଦିନିଆ ଧାନ ରେ ଶେଷ ସାର କେବେ ଦେମା ଦଦା

    • @Kurefultv
      @Kurefultv  2 ปีที่แล้ว

      ୧୦୦-୧୧୦ ଦିନ ରେ

  • @meghanadthaty7473
    @meghanadthaty7473 2 ปีที่แล้ว

    Mobile no tk daun sir

    • @Kurefultv
      @Kurefultv  2 ปีที่แล้ว

      ୯୮୫୩୨୫୬୭୫୪

  • @dillipmohanty8600
    @dillipmohanty8600 หลายเดือนก่อน

    Hi call 😢😢😢

  • @bichitravanugahan1382
    @bichitravanugahan1382 3 ปีที่แล้ว

    ବହୁତ ଗପୁଛନ୍ତି ଆପଣ

    • @Kurefultv
      @Kurefultv  3 ปีที่แล้ว +1

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ବିଷୟ ଉପସ୍ଥାପନ କରିବା ପାଇଁ, ଏସବୁ ଦରକାର ହୋଇଥାଏ, ତଥାପି ଆପଣଙ୍କ ମତାମତ ପ୍ରତି ନିଶ୍ଚୟ ଆଗକୁ ଦୃଷ୍ଟି ଦେବୁ।

  • @sanjaynaik4392
    @sanjaynaik4392 2 วันที่ผ่านมา

    କୀର୍ତ୍ତନ ଭାଇ ଏକର କେ ୟୁରିୟା 30 କିଲୋ, ପଟାସ 10 କିଲୋ ଏବଂ DAP(20.20.0.13)10କିଲୋ ଦେଲେ କେନ୍ତା ହେବା

    • @Kurefultv
      @Kurefultv  วันที่ผ่านมา +1

      ୟୁରିଆ ସାର କମ୍ ଦେବେ

    • @sanjaynaik4392
      @sanjaynaik4392 วันที่ผ่านมา

      @@Kurefultv ଧନ୍ୟବାଦ ଭାଇ 🙏

  • @manoranjanbhoi9704
    @manoranjanbhoi9704 ปีที่แล้ว

    Thank u sir