ଧାନ ଫସଲ ରେ ଶେଷ does ସାର Last does Fertilizer for paddy
ฝัง
- เผยแพร่เมื่อ 15 ต.ค. 2024
- ଧାନ ଫସଲ ରେ ଶେଷ does ସାର
ମାଟିରେ ପ୍ରୟୋଗ କରିବା ନା ସ୍ପ୍ରେ କରିବା
NPK 0:52::34 + Boron 20%
UREA+DAP+POTASH
ଥୋଡ ସାର କେବେ ପ୍ରୟୋଗ କରିବେ
LAST DOES ସାର
Last chance fertilizer
Fertilizer application at Panicle Initiation stage is very important
As it increases the panicle length
Weight of panicle
Increase the yield of paddy
We can use Urea and potash at this stage
Boron can spray in paddy crop
Welcome To Our TH-cam Channel KRUSHI SAMPADA
Krushi Sampada TH-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
Also Providing Low Cost Technology To The farmers On Integrated Pest & Disease management
Cultivation Practises Of Different Crops
High Yielding Varities Of Different Crops
Use Of organic Pesticide Fungicide & Fertilizer Ecofriendly
Increasing Production & Productivity Of Soil By Maintaining Soil Fertility
Thank you
Krushi Sampada
#krushisampada #paddy #fertilizer #organic
ଆଜ୍ଞା, NPK and BORON ଏକର ପ୍ରତି କେତେ ଦିଆଯିବ?🙏🙏🙏
Sir lembu o anya fala gacha ra sara o roga poka niyantrana bisayare video karantu plz,apanka video bahut upakari samastanka pain 🙏🏻💐
Sir 🙏
ମୁଁ ଜାଣିବାକୁ ଚାଁହୁଛି ଧାନ ରେ ବର୍ତମାନ ବିଷ ପଡିବା ଭାରି କଷ୍ଟ ହଉଛି କାରଣ sprey ହେଇ ପାରୁନି. ଆମେ boran, npk 5234, ଓ କୀଟନାଶକ ବିଷ ଯାଇଲୋ ଓ manakataplus ମିସେଇକି ସବୁ ଏକାଥରେ sprey କଲେ ଧାନ ଗଛକୁ କିଛି କ୍ଷେତି ହବକି...
Sir hb ଗ୍ରୋମର 28 28 ଆଉ ପଟାସ ପକାଇ ଲେ hb plz kuntu sir
Sir, ନମସ୍କାର ,! ବହୁତ ଗୁରୁତ୍ୱପୂର୍ଣ୍ଣ ସୁଚନା ଦେଇଛନ୍ତି!, ବହୁତ ବହୁତ ଧନ୍ୟବାଦ ! Pioneer 27p37, Dhani DT, DT8433, (Telengana Sona Organic). କେତେ ଦିନାରେ third dose ଦିଆଯିବ? please reply.,🙏🙏🙏🙏
ସାର୍ ଆମେ ଏକର 28 28 ପିପି ଏଲ ଗ୍ରୋମର 50 କିଲୋ, ପଟାସ 25 କିଲୋ ୟୁରିଆ 12 କିଲୋ ନାଶା ଏକର 2କିଲୋ Rijent ultra ( Bayar company ) 4କିଲୋ ଦବାକୁ ସ୍ଥିର କରିଛୁ ।
1*1*
Sir what is the necessity of flag leaf.... Give us a video
Thank you
Good advice
Sir namaskar 🙏 Mora 5 Akara jami Dhoda sara Yuria sara 135kg, Patash Sara 150kg and DAP 1 packet and Shyamala 100Kg
Shyamala ସାର ଦରକାର ନଥିଲା
Eka sangare nano urea + 0.52.34 +0.0.50+Boron ku spray karipariba kii
ହଁ ମିଶାଇ ସ୍ପ୍ରେ କରି ପାରିବେ
Sir ..urea.dap.potas...saraku sprey karibaa paae kahuchhanti...a sabu liquid miluchi..naa....danaa ku panire baturaeki drabana prastuta kariki spray karibu tike dayakari kahibeki
ଦାନା କୁ ପାଣି ରେ ମିଶାଇ ସ୍ପ୍ରେ କରନ୍ତୁ
Good information sir ji
Thank you
Sir 52 34 + boron + orth silicon acid powder spray karihebaki
Sir dhan bahariba purba ru filia525se +megnam 505 + npk 00.52.34.+ boran deai pariba ki
ଧାନ ବାହାରିବା ପୂର୍ବରୁ NPK 052:34 lit ପ୍ରତି 5gm ସହିତ Boron 20%lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।ଏହାପରେ କୀଟନାଶକ ପ୍ରୋୟୋଗ କରି ପାରିବେ
Nadia gachha ra phula jhadi jauchhi phala dharuni kana medicin dele heba tike kuhantu sir
sir barsa re ଧାନ ଗଛ ବଢି ଯାଉଛି କଣ ପକାଇଲେ ମୁଳ ମଝୁବୁତ ହେବ ଗଛ ପଡିବ ନାହିଁ
Potash ସାର ଏକର ପ୍ରତି 15kg ଓ Silicon lit ପ୍ରତି 2ml
You are like my friend devendra
Kednda poda rogar upachar kahibe ki sir 🙏🙏
Boron Soil application ( fertilizer k sath mix kar ke )ka dose kitna he Last phase of paddy me/ acre ...there are some difficulty in Spray that's why I am asking... please reply ❤️🙏
Apply boron 10.5%as soil application @4kg per acre with Fertilizer.But it will be effective for foliar spray।Boron 20%@ 1gm per lit
Taral uria sprey kala pare dhana ra ranga re change hau nahi.kama dela ki nahi kipari janiba kamiti.
Sar dhanara side patra lal chhaduni kana kariba s cycline ar copper oxsi cloride spary kari ki 6din helani
ଏହା ଧାନ ଫସଲରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଧାନ ଫସଲ ରେ potash ସାର ଏକର ପ୍ରତି 15kg ସହିତ ଜୈବିକ ସାର BIOZYME ବା BIOVITA ଏକରପ୍ରତି 8-10kg ପ୍ରୟୋଗ କରନ୍ତୁ।
Copper oxychloride 50%WP lit ପ୍ରତି 3gm ସହିତ Plantomycine କୁ lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।ଆବଶ୍ୟକ ପଡିଲେ 7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ। ଜମି ରୁ ପାଣି କାଟି ଅଳ୍ପ ପାଣି ରଖନ୍ତୁ।ଘାସ ସଫା କରନ୍ତୁ।
Sir 0 .0.50 ku ame mop saha 1 kg prati acre re bunihaba kii
Sir sara saha misiki soil se apply hoipariba
Sar Matiro dia volo nah Spray kora volo Thoro obosta raa?.
ଉଭୟ ପ୍ରୟୋଗ କରନ୍ତୁ
Sir thodo abastah re aaga nimba tela + fungicide na uria & patas Na npk o:52:34 + boron, Tikiya janantu Sir.
ଥୋଡ ଅବସ୍ଥାରେ NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।
2ଦିନ ପରେ ନିମ୍ବ ତେଲ ଓ fugicide ସ୍ପ୍ରେ କରନ୍ତୁ
ଧନ୍ୟବାଦ୍ ସାର।
Jete Sara chasare laguchhi sehisabu Sara bisa Amal dhanare ketedina kama karuchhi .Karan Amar khadya parekya Kariba jaruri.
Sir dhana gacha site patra marijauchi
Sir gobinda bhog dhana patrare badami daga haechi...kn kale daga sabujiba
Patra sabu aga bhagaru podipodi haejauchi
Sir thodo sara re zipmite plus dele heba ki
Thoda Sara re DHANZYME gold ki sagarika dele heba ki
ଏସବୁ ପିଲ ସାର ରେ ଦିଅନ୍ତୁ ଥୋଡ ସାର ରେ ଦିଅନ୍ତୁ ନାହିଁ
Npk 00 52 34 boron uria re misei Kari bunile kemiti heba
Sir dhan Patra white hoi jauchhi kn pratikara tk kuhantu
ପତ୍ର ମୋଡା ପୋକ ଲାଗିଛନ୍ତି।
Cartap hydrochloride 50%WP lit ପ୍ରତି 1.5gm ବା Chlorontraniliprole 18.5%SC drum ପ୍ରତି 6ml ବା Flubendiamide 20%WG drum ପ୍ରତି 6gm ହିସାବରେ ସ୍ପ୍ରେ କରନ୍ତୁ।
Dhana re fula ashila pare dap+ urea+ potas kariba na fula bahariba purba ru karajiba.
ଫୁଲ ବାହାରିବା ପୂର୍ବରୁ ବା ବାହାରିବା ପରେ ପରେ ଅପରାହ୍ନ ରେ ସ୍ପ୍ରେ କରନ୍ତୁ।
ଧନ୍ୟବାଦ
Welcome
Sir MTU 1075 ra thoda abasta kebe plz tike kuhantu sir
MTU 1075 135-1 40ଦିନ ରେ ଅମଳ ହୋଇଥାଏ।ଏହାର ଥୋଡ ଅବସ୍ଥା ଧାନ ରୋଇଵାର 45-50 ଦିନରେ ଆରମ୍ଭ ହୋଇଥାଏ।
Sir ମୂଳ ସରରେ rally gold ଦେଇଥିଲୁ। ପୁଣି ଥୋଡ ସାର ରେ ମିଶାଇ ଦେବିକି
ଦେଲେ କିଛି କ୍ଷତି ନାହିଁ
Sir boron ku sarare mix kari use kari haba
Boron କୁ ସ୍ପ୍ରେ କରନ୍ତୁ
Very good sir
Thank you
0/52/34 ଏକରକୁ କେତେ ଲିଟର ପାଣି ଲାଗିବ ।
Mop sop kouta bhala
Sir potash nano achi na kn amra pani re misei mariba
Nano potash ନାହିଁ।NPK 0:0:50 କୁ lit ପ୍ରତି 5gm ହିସାବରେ ସ୍ପ୍ରେ କରି ପାରିବେ।
Kouthi miliba
Sir second dose ketai dinare deba which Sara daba
ଧାନ ରୋଇବାର 18-22 ଦିନରେ Urea ଏକର ପ୍ରତି 30-35kg ସହିତ Sagarika z+++ 10kg ମିଶାଇ ପ୍ରୟୋଗ କରନ୍ତୁ
Sir Please make a video of flag leav important why❤❤❤
ନିଶ୍ଚିନ୍ତ video ପ୍ରସ୍ତୁତ କରାଯିବ
Sir dhan gacha ku Kanda bindha ଲାଗିଛନ୍ତି କି ମେଡ଼ିସିନ୍ ଦବା ଦୟା କରି କୁହନ୍ତୁ
ଧାନ ଫସଲ ରେ ଗଣ୍ଠି ପୋକ ବା କାଣ୍ଡବିନ୍ଧା ପୋକ କୁ ନିୟନ୍ତ୍ରଣ କରିବା ପାଇଁ ଫସଲରେ ଆଲୋକ ଯନ୍ତା ଏକର ପ୍ରତି 2ଟି ଓ ସଙ୍ଗ ଆକର୍ଷକ ଯନ୍ତା ଏକର ପ୍ରତି 8ଟି ବ୍ୟବହାର କରନ୍ତୁ।
Cartap hydrochloride 50%SP lit ପ୍ରତି 1.5gm ବା Flubendiamide 20% WP drum ପ୍ରତି Fipronil 5%SC lit ପ୍ରତି 2ml ବା Carbosulfan 25%EC lit ପ୍ରତି 2ml ବା Chlorontraniliprole 18.5%SC drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Zypmite plus dele hebaki
ହଁ ଦେଇ ପାରିବେ
Sir sekend Sara kan kan deba thiba heba
th-cam.com/video/HB04zuDTkHs/w-d-xo.html
Sir 140 ru 145 dina dhana re thoda kebe start hue
Video ରେ ସମସ୍ତ ତଥା ଦିଆଯାଇଛି
@@krushisampada 140 ru 145 dina dhana madhyma kissam na late kissam
Paddy roikari mase hela ken sar debar padba
ପିଲ ସାର ଦିଅନ୍ତୁ।
Sir,Namste, ganti,poka,lagi medicine, kuhantu
Cartap hydrochloride 50%SP lit ପ୍ରତି 1.5gm ବା Chlorontraniliprole 18.5%SC drum ପ୍ରତି 6ml ବା Chloropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ
Sir good morning ❤❤❤
Good morning
Sir 52:34, ଆଉ ବୋରନ ସହିତ ମେଡ଼ିସିନ ମିସେଇକି ପକେଇଲେ କଣ ଅସୁବିଧା ହବକି
ନା
@@krushisampada ବୁଝିପାରିଲିନି ଆଜ୍ଞା ଫଙ୍ଗିସାଇଟ ମିଶେଇ ପାରିବି ତ
Jhotia poka pain kan upchaar
Sir apankar contact kemiti hei pariba tike kahibeki.sir apanka sahita mate misibaku achhi.
Good morning sir, Swarna au jamuna dhan re ropai ra kete Dinara thod sara deba katha
45-50ଦିନ ରେ ଥୋଡ ସାର ପ୍ରୟୋଗ କରନ୍ତୁ
Bali jamire keta mula sara padiba
Outstanding video 🎉🎉🎉🎉
Thank you
ଆଜ୍ଞା ନମସ୍କାର 🙏🙏 ଆଜ୍ଞା କେତେ ପତ୍ର ଆସିଲା ପରେ ଗର୍ଭ ରେ ଧାନ ଆସେ ?
ଆଜ୍ଞା ଧାନ ଗର୍ଭଧାରଣ ସମୟ ରେ ମୁଁ ୟୁରିଆ ୭/୮ , ପୋଟାସ ୧୪/୧୫ କେଜି ଓ 4G ଦିଏ ଠିକ୍ ଡୋଜ୍ କି ଭୁଲ ?
ମଧ୍ୟମ କିସମ ଧାନ ରୋଇବାର 40-45ଦିନ ପରେ ଥୋଡ ଆରମ୍ଭ ହୋଇଥାଏ।ଏହାର 25ଦିନ ପରେ କେଣ୍ଡା ବାହାରେ।ଏହି ଥୋଡ ଆରମ୍ଭ ସମୟ ରେ ଏକର ପ୍ରତି 20-25kg urea ଓ 10-15kg potash ସାର ଦିଆଯାଏ।ଦାନାଦାର୍ ମଧ୍ୟ ଦେଇ ପାରିବେ
Thank you sir
Welcome
ସାର୍ ପ୍ରଣାମ ବିଲରେ କେଉଁ ସାର ପକାଇଲେଭଲ ହେବ ? PPL ଗ୍ରୋମର ନା କରମଣ୍ଡଳ ଗ୍ରୋମର
Grommer ସାର କୁ ମୂଳ ସାର ହିସାବରେ ପ୍ରୟୋଗ କରନ୍ତୁ।ଯେକୌଣସି grommer କୁ ପ୍ରୟୋଗ କରି ପାରିବେ
ସାର୍ ପ୍ରଣାମ ଧାନରେ ଘୋଡ଼ା ପୋକ ଆଉ ଛୋଟ ପ୍ରଜାପତି ଲାଗିଛନ୍ତି ଗଛ ରପତ୍ର ହଳଦିଆ ପଡି ପୋଡିଯାଇଛି, ସେଥି ପାଇଁ ଉପାୟ କୁହନ୍ତୁ ସାର୍ ଆପଣଙ୍କ ଅପେକ୍ଷାରେ
ଧାନ ଫସଲ ରେ ପତ୍ର ମୋଡା ପୋକ ଲାଗୁଛନ୍ତି।ଏହାକୁ ନିୟନ୍ତ୍ରଣ କରିବା ପାଇଁ
Cartap hydrochloride 50%SP lit ପ୍ରତି 1.5 gm ବା Chlorontraniliprole 18.5%SC drum ପ୍ରତି 6ml ବା Flubendiamide 20%WG drum ପ୍ରତି 6gm ବା Chloropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@@krushisampada copper oxycloride ,plantomycin, ଅଜ୍ଞା ସ୍ପ୍ରେ କରିଥିଲି
140 ru 145 dina dhana re thoda kebe arambha hue
Thoda 55 ru 60 dina re haba
ସାର୍ ନମସ୍କାର 🙏🙏🙏, ବଜାର ରେ ମିଲୁଥିଲା 1kgର ପେକେଟ୍ ପଟାସ୍ କିଭଲି କାମ ଦେବ
Best...
ପଟାସ ୧ କେଜି କେଉଁ କମପାନି ର ମିଳୁଛି ଓ ଏହା କିପରିଭାବରେ ଦେବାକୁ ହେବ
Thoda timera nanoo uria sahita sagarika hormon dala bhala habana
Sir dayakari tika kuhantu
ହଁ ସ୍ପ୍ରେ କରି ପାରିବେ
Dnyba sir sdaprabu Asribad korntu ok thanks 🙏👍
Welcome
Sir NPK & BORON ଏକର ପ୍ରତି କେତେ ଦେବା ?
Spray କରନ୍ତୁ।NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।
ଆଜ୍ଞା ଥୋଡ ସାର ଥୋଡ ଅବସ୍ଥା ପରେ ନା ପୂର୍ବରୁ ଦେବି, ଯଦି ପୂର୍ବରୁ ଦେବି କେତେ ଦିନ ପୂର୍ବରୁ ଦେବି
3rd dose keun sar dele bhala heba
Vedio ରେ ଦିଆଯାଇଛି
urea 200g patash 400g DAP 200g
Thoda sara adhika hele kariba kana
ଅଧିକ ପ୍ରୟୋଗ କରନ୍ତୁ ନାହିଁ
ସାର ଡ଼ାଳୁଅ ଧାନ cuttack ଜିଲ୍ଲା ପାଇଁ କଣ ଭଲ ବିହନ ଟିକେ ଜଣେଇବେ ସିନ୍ଧୁ ବିହନ ଭଲ ହବକି
ସାର ନମସ୍କାର ମୁଁ ଭୁ ଲଷ୍ମୀ 11ଏକ ଏକର କରିଛି 21ଦିନ ପରେ କେଉଁ କେଉଁ ସାର କେତେ ଦେବି
ପିଲ ସାର ହିସାବରେ urea ସାର ଏକର ପ୍ରତି 30kg ଜୈବିକ ସାର BIOZYME ବା SAGARIKA ଏକର ପ୍ରତି 10kg ପ୍ରୟୋଗ କରନ୍ତୁ।
ସାର, ମୁଁ 145 ଦିନିଆ 7075 ଧାନ ରେ କେବେ ଥୋଡ଼ ସାର ଦେବି? ମୁଁ ନାନୋ NPK 0:52:34 80 ଦିନରେ ସ୍ପ୍ରେ କରିଛି. ଆଉ କଣ ପ୍ରୟୋଗ କରିବି କୁହନ୍ତୁ.
ଧାନରେ ସେକେଣ୍ଡ does ୟୁରିଆ କେତେ ପୋଟାଷ କେତେ ମିଶା ଯାହେ
2nd does ସାର ହିସାବରେ ଏକର ପ୍ରତି 30-35kg Urea o 10kg Potash ସାର ପ୍ରୟୋଗ କରନ୍ତୁ ।ଯଦି ଜୈବିକ ସାର ପ୍ରୟୋଗ କରି ନାହାନ୍ତି ତେବେ BIOZYME ବା SAGARIKA ଏକର ପ୍ରତି 10kg ପ୍ରୟୋଗ କରନ୍ତୁ।
Flage leaf ବିଷୟରେ ଭିଡିଓ ବନାନ୍ତୁ
ନିଶ୍ଚିନ୍ତ video କରାଯିବ
ୟୁରିଆ-500/500ପଟାଶ
Dhan gachha re kete patra re dhan baharsi
Why flag leaves
Sir ete
khali sara
ସାର୍,ଆପଣ ପୂର୍ବ ଏକ ଭିଡିଓରେ କହିଥିଲେ ଥୋଡ ସମୟରେ ନାଇଟ୍ରୋଜେନ ବ୍ୟବହାର କରିବା ନାହିଁ,ଏବେ ଏ ଭିଡିଓରେ କହୁଛନ୍ତି ନାଇଟ୍ରୋଜେନ ଦରକାର, ତେବେ ଆମେ କେଉଁ ଉପଦେଶ ପାଳନ କରିବୁ.
Nitrogen ର ଅଳ୍ପ ଆବଶ୍ୟକ ରହିଛି
👍👍
ଆଜ୍ଞା ଧାନ ଗଛର ଗର୍ଭଅବସ୍ଥା ରେ DAP 2KG, POTASH 1KG, ବୋରନ ସହିତ ,ସାଗରିକା ଓ ହ୍ୟୁମିକ ଏସିଡ ମିସେଇକି ସ୍ପ୍ରେ କଲେ ଭଲ ହେବ ନା କ୍ଷତି ହେବ ଜଣେଇବେ ?? ଯଦି ହେବ ଏହା ସାଙ୍ଗରେ ଫଙ୍ଗୀସାଇଡ ଓ ବିଷ ମିଶେଇକି ଦେଲେ ହେବ କି ଦୟାକରି ଜଣେଇବେ 🙏🙏🙏
କେବଳ urea, Potash ଓ DAP ମିଶାଇ ସ୍ପ୍ରେ କରନ୍ତୁ।ତ ପରେ BORON ସ୍ପ୍ରେ କରନ୍ତୁ
@@krushisampada ଆଜ୍ଞା ସାଗରୀକା
ଲିକ୍ୟୁଡ଼ ବି ଦେଇ ପାରିବାନି ଦୟାକରି ଜଣେଇବେ 🙏
ଆପଣ କହୁଛନ୍ତି ଅପରାହ୍ନ ସମୟ ରେ ସ୍ପ୍ରେ କରିବାକୁ, ମୋର ଟିକେ ଅଧିକ ଜମି, ଦିନବେଳା ପକେଇଲେ କଣ ଅସୁବିଧା ହେବ
ଦିନ ସମୟ ରେ ଅଧିକ ଖରା ଯୋଗୁଁ ଅଧିକ ତାପମାତ୍ରା ରହିଥାଏ।
ଧାନ ବିଲରେ ଗନ୍ଧି ନିୟତ୍ରଣ ପାଁଇ କୁହନ୍ତୁ
ନିଶ୍ଚିନ୍ତ video ପ୍ରସ୍ତୁତ କରାଯିବ
ସାର୍ ମୂଳ ସାର ହିସାବରେ ଆମେ କିଛି ସାର ଦେଇ ନଥିଲୁ କାରଣ ବିଲରେ ପାଣି ଅଧିକା ଥିଲା । ରୋଇବା କୋଡ଼ିଏ ଦିନ ହୋଇଗଲାଣି । ସାର୍ ଏକର ରେ କେତେ ସାର ଦବାକୁ ପଡିବ ?
ବର୍ତ୍ତମାନ DAP ଏକର ପ୍ରତି 30kg potash 15kg Urea 30kg BIOZYME ବା SAGARIKA 10kg ପ୍ରୟୋଗ କରନ୍ତୁ।
Zypemyte plus
Mula sara dia hoichhi majhi sara na dia Hua asubidhA kichhi achhi
ପିଲ ଅବସ୍ଥା ରେ ଧାନ ରୋଇବାର 20-22 ଦିନରେ urea ସାର ଏକର ପ୍ରତି 30kg ଦିଅନ୍ତୁ ପିଲ ସଂଖ୍ୟା ବଢିବ
ମୋର ଧାନ ବାହାରିବା stage ରେ ଅଛି, ପ୍ରାୟ ଆଉ 2/4 ଦିନ ଭିତରେ ସବୁ ବାହାରିବ, ମୁଁ 0:52:34 ଆଉ ବୋରନ ସ୍ପ୍ରେ କଲେ କିଛି ଫଳପ୍ରଦ ହେବକି
Please ଟିକେ ଜଲ୍ଦି ଜଣେଇବେ
ସାର ମୋବାଇଲ ନମ୍ବର ଟିକେ ଦିଅନ୍ତୁ
Uriapatas
Sir. No
ଆପଣ କଂ ର ମୋବାଇଲ Number ଦେଲେ ମୁଁ କଥା ଟିକେ ହେତି
Sir apannka number
Sir apankar number deun
N.P.k.00.52.34.ସ୍ପେ କଲେ ପାଣିରେ ମିଶୁନାହିଁ କେମିତ ପକାଇବୁ କହିଲେ ଆମ ଉପକୃତାହେବୁ
Kenda bahariba samayare kan biajiba
ଥୋଡ ସାର ଦିଅନ୍ତୁ।