ବୁଲା ଷଣ୍ଢ ଓ ଜଙ୍ଗଲୀ ବାରାହ Organic Repellant for Wild Boar
ฝัง
- เผยแพร่เมื่อ 1 ต.ค. 2023
- ଧାନ ଫସଲ କୁ ନଷ୍ଟ କରୁଥିବା
ବୁଲା ଷଣ୍ଢ
ଓ ଜଙ୍ଗଲୀ ବାରାହ ପାଇଁ
ପାନେ ଜୈବିକ ଔଷଧ
ବିଲ ହିଡ଼ ଡେଇବେନାହିଁ
Wild Boar damages the paddy crops during Night time
Bull damages the crop at night and day time
It needs to be controlled by using Organic Repellant
Wild Boar Repellant
GAIGAN
How to apply in field
Welcome To Our TH-cam
Channel KRUSHI SAMPADA
Krushi Sampada TH-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
* Also Providing Low Cost Technology To The farmers On Integrated Pest & Disease management
* Cultivation Practises Of Different Crops
* High Yielding Varities Of Different Crops
* Use Of organic Pesticide Fungicide & Fertilizer Ecofriendly
* Increasing Production & Productivity Of Soil By Maintaining Soil Fertility
Thank You
Krushi Sampada
#krushisampada #wildboar
WATCH NEXT:
ଚକଡା଼ ପୋକ ପାଇଁ best pesticide
• ଚକଡା଼ ପୋକ ପାଇଁ Best pe...
ଧାନର ପତ୍ର ପୋଡ଼ା ରୋଗ
• Bacterial Leaf Blight ...
Mycorrhiza Biofertilizer
• Mycorrhizal Biofertili...
Best Fungicide for paddy
• ଧାନରେ ସବୁ ରୋଗ ପାଇଁ ଗୋଟ... - วิทยาศาสตร์และเทคโนโลยี
ସାର୍ ଏହିପରି ଏକ ଦରକାରୀ ଭିଡିଓ ବନେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ।
କେଉଁ ଔଷଧ ପ୍ରୟୋଗ କଲେ ପାତି ମାଙ୍କଡ ଖାନ୍ତି ନାହିଁ ? ଦୟାକରି ରିପ୍ଲାଏ କରନ୍ତୁ l
ସାର ପ୍ରଣାମ। ସାର ମୁଁ ବାରମ୍ବାର ଆପଣଙ୍କୁ ଅନୁରୋଧ କରିଆସିଛି। ଅମୃତଭଣ୍ଡା କେଉଁ ସମୟରେ କେଉଁ କିସମ ଲଗାଈଲେ ଫଳ ଭଲହେବ ପୁନଶ୍ଚ ପତ୍ରମୋଚା ରୋଗ ହେବ ନାହିଁ।
Lal pari variety any time.
ଅମୃତଭଣ୍ଡା ରେ ପତ୍ର ମୋଚ୍ଚା ଧଳା ମାଛି ଯୋଗୁଁ ହୋଇଥାଏ।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜମି ରୁ ଘାସ ସଫା କରନ୍ତୁ।ହଳଦିଆ ଅଠାଳିଆ card ଏକର ପ୍ରତି 15ଟି ବ୍ୟବହାର କରନ୍ତୁ। ପତ୍ର ମୋ ଚା ହେଲେ ଆକ୍ରାନ୍ତ ପତ୍ର ଛିଣ୍ଡାଇ ଦିଅନ୍ତୁ। Diafenthuron 50%WP lit ପ୍ରତି 1.5gm ba Thiomethoxam lit ପ୍ରତି 0.5gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ଅମୃତ ଭଣ୍ଡା କୁ ବର୍ଷା ପୂର୍ବରୁ ବା ବର୍ଷା ପରେ ଲଗାଇ ପାରିବେ।
Red lady, Honey dew, Snap
Khub badhia information dele , dhanyabad
Bahut bhala lagila .
Excellent information. Thank you so much Sir 🙏
Very nice video
ଜୟ କିଷାନ, ଜୟ ଜଗନ୍ନାଥ 🙏. ପ୍ରୟୋଗ କଲେ ଜଣାଯିବ, ଯଦି ଷଣ୍ଢ ଓ ବାରହା ଜମି ର ଫସଲ ଖାଇବା ପାଇଁ ନ ପସନ୍ତି, ଫସଲ ସୁରକ୍ଷିତ ରହିବ ଓ ଆମ ଚାଷୀ ଭାଇ ମାନେ ଉପକୃତ ହେବେ, ଧନ୍ୟବାଦ !
Thank you
Cost bahut hoijauchi
Thanks for information
Welcome
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
ଜୟ ଜଗନ୍ନାଥ
Sir big big thanks
Thank you
Sir morning
Dhanare thuda bahariba hisaba kipari karina.sir dayakari gate video kale samasta chasi upakruta hebi.
Good information sir
So nice of you
Sir pl kuhantu na kakudi ki bilua khauchanti
Madicne kan achi
Muga buna samayare sir harena muga ku khideanti kemiti o kana spry kareba
Sir medicine gyarenti ke nahi sighra chasi nkara demo karantu.thank you I wait❤❤❤
Sir Misha pai kana kitanashaka achhi
Sr bula sandha gaigoru nku kichi khyati hebanita
Very nice sir
Thanks and welcome
Sir hathi tharu Kemit fasal ku rokiba ra upay
Sir eha nischita eka upakari vedio, ama jami re dina joka dekha jauchanti ta ra niba rana pani kana kariba tike se bisaya re vedio karantu plz🙏
Sir amara badama re ghusuri rati nasta karuchanti
Sar pan fashal ra mycore pryaga kala kichi haba nahi
🙏ଆଖୁ ଫସଲ କୁ ଭାଲୁ ଦାଉରୁ କିପରି ରକ୍ଷା କରିବା ଦୟାକରି ଜଣାନ୍ତୁ
Very good
Thank you
Sir kapa chasa bisayare video banantu
Hatipaekamadaba
Sir
Mo bari ra Joka khub hairan karuchinti kichi kahibakee
ଶୁଆ ମାନେ କଣ କଲେ ଆସିବେ ନାହିଁ
Sar pana fashal vidio karontu
Sir 0-52-34 aau boran sange 505 misae spray kale heba ki nai please kahun AAU mania sange ken sar misae dele heba
ହଁ ମିଶାଇ ସ୍ପ୍ରେ କରି ପାରିବେ
Sir which medicine is use for monkey
ମେଘୁଆ ଝିପିଝିପି ବର୍ଷା ରାତିରେ ବରାହ ବେଶୀ ହଈରାଣ କରିଥାନ୍ତି। ଶୁଖିଲା ପାଗରେ ପାତିମାଙ୍କଡ ଧାନଗଛର କଅଁଳିଆ କନ୍ଦା ଏବଂ ପୁଡାକୁ ଫାଡି (ଥୋଡ) ଖାଇଥାଏ
Katyani wild boar repellant jiba manaka panie khyatikara nuhe ta
Nomoskar horobind sir
Sir from which online app it is available???
Sir akhure barha bahut nasta karuchhanti ,Mora 20 acre circle re kete medicine lagiba
ବାରହା କ୍ଷତି କରୁଥିବା ସ୍ଥାନ କୁ ଚିହ୍ନଟ କରନ୍ତୁ ଓ ସେହି ସ୍ଥାନରେ ପ୍ରୟୋଗ କରନ୍ତୁ।କିମ୍ବା solar fencing କରନ୍ତୁ।
Chemical spry ବିଷୟରେ କୁହନ୍ତୁ
Sir ratichara /ବାଦୁଡ଼ି ପକ୍ଷୀକୁ କିପରି ଭାବରେ ଘଉଡାଇ ପାରିବା
How to elephant ban in paddy field
କେତେ ପାଣି କୁ କେତେ ଔଷଧ ମିଶା ଯାଏ
ସାର୍ ହାତୀ ପାଇଁ କାମ ଦେବ କି ନାହିଁ।
ନା
Daba
Hainapai
Sar pan lata ra opera ki kita nashak spra kala vala haba
Sar kiche kuha
Rabit attack how to control
Sir Dhana re nali poka Kermit damana kariba
Deltamaithin
Dam adhika heijauchi
Snak gharaku na asiba panhi kana pratikar achi janeibeki
Video ରେ ସମସ୍ତ ତଥ୍ୟ ରହିଛି
Mankada asibeki nahi
Procedureforsprayingistomention
Sir jhatka machine lgeiba aain sammat ki ?
ହଁ Company certificate ଦେଉଛି
Money ke liye kya karna padega
Kouthi miliba
Sir solar fancy re hati ku atakai pariba ki
ହଁ
Solar fancy dia heichhi dekha jau kan hauchi
Monkey ମାନଙ୍କୁ control କରିପାରିବ କି ନାହିଁ
bula sondho
Hati lagi Kan achhi ti kahibe
ହାତୀ ପାଇଁ କିଛି ଔଷଧ ଆସି ନାହିଁ
Solra
Hanuman mananka upare prabhava padina ki ?
ନା
Wild boar replant kenta Kari use karmu
Please reply
Ziazin Ku matire spree kale habani ki sir ?
ନା ବାସ୍ନା ରହିବ ନାହିଁ
Fales smut desies medicine tk kuhantu sir
Kebala hudare paka jibata
ହଁ କେବଳ ହୁ ଡ଼ା ରେ ପ୍ରୟୋଗ କରା ଯିବ
@@krushisampada online re Sena miluchi chalibata
Sir this medicine is useful for monkey
ନା
Sir🙏
Npk 00:52:34 +boron ସହିତ armistor top fungiside ମିଶାଇ spray kari heba ?
ହଁ ମିଶାଇ ସ୍ପ୍ରେ କରି ପାରିବେ
Sir Garu gai nka pain kama deba ta
ହଁ
ସାର୍ ଦୟାକରି କହିବେ କି ଏହି wild Boar କୁ କିପରି ଅନ୍ ଲାଇନ୍ ରେ ମଗାଇଵୁ?
Wild boar Repellant Google ରେ search କରନ୍ତୁ।
Muga time ra bi pakaila haba ki
ହଁ ପ୍ରୟୋଗ କରି ପାରିବେ
Sir mankada manku kemit ghaugeba days Kari upaya kuhantu
Kouthi miliba sir
Online ରେ ମାଗନ୍ତୁ।
ମୋହୁ ମାଛି asibe ta sir???
ମହୁ ମାଛି ପାଇଁ ବିପଦ ନୁହେଁ
ସାର ମାଣ୍ଡିଆ ଶୁଆ ଖୁମ୍ପା କାଟୁଚି କଣ କରିବାକୁ ପଡିବ କୁହନ୍ତୁ 🙏🙏🙏
Sir apannka number diantu
Wild boar kemiti paiba
Online ରେ ମାଗନ୍ତୁ।
@@krushisampada ok
Kou site re magaile bhala heba sir
Sir ମାଙ୍କଡ଼ ପାଇଁ କଣ ଅଛି
Solar fencing
ସାରେ କୋଇଠି ମିଳିବ ମୋତେ କୁହ ଅମ ବିଲରେ ଜଙ୍ଗଲି ବାରାହୀ ନଷ୍ଟ କରି ଦଉଛନ୍ତି
ଏହି ମେଡିସିନ ବରାହ ପାଇଁ ସ୍ପ୍ରେ କରିବାକୁ ପଡ଼ିବ କି sir
Video ରେ ସମ୍ପୂର୍ଣ ତଥ୍ୟ ରହିଛି
କେଉଁଠି ମିଳିବ କାମ କେମିତି କରୁଛି
Video ରେ details ରହିଛି
ଥେଡସାରରେ ସାଗରିକାପକାଇହେଵ
ଥୋଡ ସାର ରେ Sagarika ପକାଇବା ଆବଶ୍ୟକ ନାହିଁ।କେବଳ urea o Potash ପ୍ରୟୋଗ କରନ୍ତୁ
ମୂଷା ମାନେ କେଉଁ ରାସାୟନିକ ବା ଜୈବିକ ସାର ପ୍ରୟୋଗ କଲେ ଧାନ କାଟିବେ ନାହିଁ
ଏହି video କୁ ଦେଖନ୍ତୁ।th-cam.com/video/l9HTlkb2in8/w-d-xo.htmlsi=BEN3Zz_MQDs0HT-A
ସାର କଉଠୁ ମିଳିବ
Online ରେ ମଗାଇ ପାରିବେ
Very nice video