ବିଜେପିର ବଡ଼ ଯୋଜନା...ରାଷ୍ଟ୍ରପତି ହେବେ ନବୀନ!॥Naveen Patnaik॥Political Special Story॥Samparka Odia
ฝัง
- เผยแพร่เมื่อ 26 มิ.ย. 2024
- ବିଜେପିର ବଡ଼ ଯୋଜନା...
ରାଷ୍ଟ୍ରପତି ହେବେ ନବୀନ!
Naveen Patnaik
Political Special Story
Samparka Odia
#naveenpattnaik #naveenodisha #naveen
#narendramodi #modi #president #president2024
#election2024 #election #ଆଜିରନ୍ୟୁଜ #breakingnews
#bjdsuprimo #bjdodisha #bjd #bjdnews #bjd4odisha #politicalnews #politics #politicalstory #politicalupdates #cmodisha #mohanmajhi #chiefminister #bjp #bjpodisha #bharatiyajanataparty #bhubaneswar #odianews #odishacm #samparkaodia
ଆମ ନବୀନ ବାବୁ ହେବେ 2029 ର ଓଡିଶା ର ମୁଖ୍ୟମନ୍ତ୍ରୀ
ଏଥର ଯଉମାନେ ବିଜେଡି କୁ ଭୋଟ ଦେଲେନି 2029 ରେ ବି ଦେବେନି । କେମିତି ହେବେ ମୁଖ୍ୟମନ୍ତ୍ରୀ
Hn toh kathare debeni pa @@janmejayajena3097
ମୁଣ୍ଡ ଠିକି ଅଛି ଏଥର ଜେ ଦେଇନି arthar ଦେବେ 😂😂😂@@janmejayajena3097
Nabinbabu jindabad ❤❤
ନବୀନଙ୍କୁ ରାଷ୍ଟ୍ରପତି କରି, ବିଜେଡିକୁ ଲୀନ କରି , ଓଡିଶାକୁ ଲୁଟିବା ପାଇଁ ଭଲ ପ୍ଲାନ କରିଛି ମୋଦି
Without the willing of Naveen Patnaik it is impossible😅 and by the way BJP spreading rumours and fake news😂
Right
Odishare bjd amalare bahut lutpat heichi
@@purtysepedcreation arrest କରୁନ । କିଏ ମନା କରୁଛି କି ?
Tu sala Congress r ki
Jay nabin babu ଆଉ 25ବର୍ଷ 🙏🙏🙏🙏🙏ରାଷ୍ଟପତି ନୁହେଁ 😭😭କେବଳ ଆମ ମୁଖ୍ୟମନ୍ତ୍ରୀ ହେଇ ରହିବେ 🙏🙏ଆପଣଙ୍କୁ ଭଗବାନ ଦୀର୍ଘ ଆଉ ଦିଅନ୍ତୁ 🙏🙏🙏
👍👍
ଆମର ଦରକାର ନବୀନ ସରକାର
Nabin pattnayak always brand
Naveen is the best person for next president.
Thik katha kahicha
Please subscribe 🙏🙏🙏🙏
Naveen Pattanayak great 👍
Bharat ratna dia biju Babu nku dia
Odisha C M 1 Naveen pattnaik sir🙏
ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଝୀ ନୁହେଁ
Our Real Hero ODISHA's Old CM Naveen Patnaik Sir🙏🙏🙏🙏🙏❤️❤️❤️❤️❤️ Jay Shree Jagannath 🚩🕉️🙏🙏🙏🙏
ଆମର ଦରକାର ନବୀନ ସରକାର, ଜୟ BJD
ଆମ ସ,ର,କା,ର,ନବୀନ, ପଟ୍ଟନାୟକ
Lava laguni
SHAME FULL NEWS
Jai Naveen Jai BJD our great CM Naveen Patnaik
ନବୀନ ପଟ୍ଟନାୟକଙ୍କ ❤❤❤❤
Very good ❤❤❤❤
କାହିଁକି ସେ ମିଛ କାହାଣୀ କହୁଛ
ଜୟ ନବୀନ ବାବୁ ଜୟ ବିଜେଡି
Nabin rastrapati hele mu Khushi re nachibi
ନଵିନ କୁ ରାଷ୍ଟ୍ରପତି କରେ ଆମେ ଓଡ଼ିଶା ବାସି ବିଜେପି କୁ ଆଉ ଭୋଟ ଦେଲେନି ଏଥର ରାହୁଲଙ୍କ ସାଥିରେ
ମିସିଵେ ନିସ୍ଚୟ
ସତ କଥା 🎉🎉🎉
Bhai thiki kahile
💯👌👌👌
BJP ସରକାର ନବୀନ ପଟ୍ଟନାୟକ ଭଳି ଅନ୍ଧ ଧୃତରାଷ୍ଟ୍ର କୁ ରାଷ୍ଟ୍ରପତି ପଦରେ ଅଭିଷିକ୍ତ କରାଇବା ଏକ ପ୍ରହେଳିକା
କାହିଁକି ନବୀନ ବାବୁ ଙ୍କର ଆପଣ ଶୁଭ ଚିନ୍ତକ ନୁହଁନ୍ତି କି ?
ଆପଣ ଚାହାଁନ୍ତି ନି କି ନବୀନ ବାବୁ ଉପରକୁ ଯାଆନ୍ତୁ ?
ନବୀନ ବାବୁ ଙ୍କୁ ଓଡିଶା ସହିତ ପୁରା ଦେଶ ମନେ ରଖୁ ?
ନବୀନ ବାବୁ ନଥିଲେ ତମେ ଶଳେ ଲୁଟିବ କେମିତି 😂😂😂
କଂଗ୍ରେସ ଆସିଲେ ଖଟାଖଟ୍ ବ୍ୟାଙ୍କ ରେ ତୁ ମ୍ୟାନେଜର ରହିବୁ 😂😂😂😂
Ekomatro Adarsh manybar nabin pattanik jone kusoli great leader aha odisha basi kon samogro varotobasi world re madha charcha ra subjects palituchi today,,?akhata bjp volo se,janichi???
Nabin babu should chief minister again in Odisha
ମୋଦି ଚାଲ ଚଳିବ ନାହିଁ
ନବୀନ କୁ ପଠେଇ ବ ଦିଲ୍ଲୀ କୁ. ଖଣି ଖାଦାନ ସହ ସବୁକୁ ଲୁଟି ନେବ ମୋଦି..
ଏ କଥା ଯଦି ସତହୋଇଥାଏ ତାହେଲେ ଦେଶ ର ଅବସ୍ଥା କଣ ହେବ କଳ୍ପନା କରିହେଉନି, ଜାଣି ହେଉନି କିଏ ସେ ବ୍ୟକ୍ତି ବି ଜେ ପି ର ଗୁପ୍ତ ରେ ନବୀନ ଙ୍କୁ ଛାଡିପାରୁ ନାହାନ୍ତି, ସମୟ ଆସିବ ଧରା ପଡିବେ.
ITISRI,MAMITA ETC GOT RAPED MURDERED, NABA DAS ALSO.LET CBI ENQUIRE& REPORRT THAT NABIN IS NOT ENTAGLED
ଯଦି ନବୀନ ରାଷ୍ଟ୍ରପତି ହେବେ ତାହା ଭାରତ ପାଇଁ ଖୁସି ଖବର କିନ୍ତୁ BJD ର ଦୁର୍ନୀତି ଗ୍ରସ୍ତ ନେତା ଓ ସରକାରୀ କର୍ମଚାରୀ ଙ୍କୁ ଘଣ୍ଟ ନ ଘୋଡ଼ିଇ ତାଙ୍କ ବିରୁଦ୍ଧରେ action ନେବା ଦିଗରେ ସମ୍ପୂର୍ଣ ସାହାଯ୍ୟ କରନ୍ତୁ.
BJP and Congress are not corrupted?
ମୋ ବାଳ ନିଉଁଜ କରୁଛ। ଏତେ ମିଛ କହୁଚ ଲାଜ୍ଜା ଲାଗୁନି
ଏମାନଙ୍କ ଲଜ୍ଜ୍ୟା ଆଉ କଣ ଅଛି ସବୁ କେବେଠୁ ଚାଲିଗଲାଣୀ
😂😂😂
ବିଜେପି ର ସବୁ ନେତା ଭଲ ନାଟକ କରନ୍ତି ❤
Jay jagannath Naveen sir BJD no1 cm I love you
ଆମକୁ ଦରକାର ନବୀନ ସରକାର
ବିଜେପି ରେ ଯୋଗ ଦେଲେ ହେଇପାରିବେ କିଛି ଅସୁବିଧା ନାହିଁ l ଏହା ବିଜେପି ର ସୁ ଚିନ୍ତିତ ଯୋଜନା l କେବଳ ମୂଳକୁ ନେଇଗଲେ ଆଗକୁ ବିଜେଡିକୁ ରାଜ୍ୟରୁ ମୂଳପୋଛ ଆପେ ଆପେ ହେଇଯିବ l ପ୍ରକାଣ୍ଡ ଚାଲ l ମୂଳ ଗଲେ ବାକି ଆପେ ଆପେ ଶେଷ l ଭଲହେବ ରାଜ୍ୟପାଳ ଜଲଦି କର l ରାଜନୀତି ରେ ସବୁ ସମ୍ଭବ l ଦଳ ବଳ ଫଳ କିଛି ନାହିଁ l ରାଜନୀତି ଗାଁ ଗହଳିରେ କେବଳ ବାହାରେ ନୁହଁ l
ବେକାର କଥା 2027 ରେ ରାଷ୍ଟ୍ର ପତି ନିର୍ବାଚନ ଆଉ ରାଷ୍ଟ୍ର ପତି ହେବ 4 ଫେଲ ମୂର୍ଖ ଆଜିର ମୁଖିଆ
Nabin Pattnaik a great leader & a gentle person .He will be always remembered by the people of Odisha and also in the 🌎 world for his humanity.
Mohan majhi cm Vali lagunahanti orissa re aka matra cm nabin pattanayka tanka pari kehi hebeni akhikita dekha jauni majhi babu cm boli
The brand of world Naveen sir ❤
Nabin sir bahut sundar bahut bhala Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
I wish to see him in that role. But honorable Neveen Patnaik deserves even more than that. He is a TRUE leader, not a politician. He is our role model. Each and every citizen of the country should salute him.
Naveen sir President good decision 👍
I demand Nabin Babu Bharat Ratna award
ବିଜେପିରେ କଣ ରାଷ୍ଟ୍ରପତି ପ୍ରାର୍ଥୀ ନାହାଁନ୍ତି, ନବୀନ ପଟ୍ଟନାୟକ ହେବେ। ଧନ୍ୟ ତମେ ଆଉ ତମ ଚ୍ୟାନେଲ।
1999 re batya pare bjd Asila nabeen babu ke pai odisha bachi gala.🙏🙏🙏 Thank you 25 years very peaceful in odisha..
ଇଏ ହେଉଛି ରାଜନୀତି ଭିତରେ ପଲିଟିକ୍ସ୍
ରାଷ୍ଟ୍ରପତି ହେଲେ କଣ୍ ଧାଡ଼ିକିଆ କାଗଜ ଲେଖା ପଢ଼ିବେ ??
Jay Navin babu ❤❤❤❤❤
Navin sir hele bahut bhla haba
Thik katha
Please subscribe 🙏🙏🙏
Nabin babu nka payin yete darada jadi tanku pri minister post dia jaau not president
ଆଉ ବୟସ ଅଛିଯେ ନଵୀନ ହଲେଇ ପାରିଵ😅
It is very selection
I like , If it is true, I proud feel
Nabin babu can be a president of india now.
ମୂଖ୍ଯ ହେଡଲାଇନ ଅଛି ନବିନ ହେବେ ରାଷ୍ଟ୍ରପତି କିନ୍ତୁ ରିପୋର୍ଟର ମହାଶୟ ଏଆଡୁ ସେଆଡୁ ଗପିଦେଲେ । ରାଷ୍ଟପତି ହେବାର ଗୋଟାଏ ବି ତଥ୍ଯ ନାହିଁ।ଏମିତି ଘାଟିଆ ରିପୋର୍ଟ କରୁଥିବା ଚାନେଲ କୁ କିଏ କାହିଁକି ସବସକ୍ରାଇବ କରିବ ।
ମିଛ ସମ୍ବାଦ
Good morning odisha Jay Jagannath 🙏🙏🙏🙏 Happy New year 2024
ଖାଲି ଆକ୍ସନ ଆକ୍ସନ ସରକାର ନା ଲୋକଙ୍କ
ଭଲ ଚିନ୍ତା କରିବାର ନାହିଁ
ହଁ ଆମେ ଓଡ଼ିଆ ନବୀନ ବାବୁ ରାଷ୍ଟ୍ରପତି ନ ହେଲେ ଆମେ ସବୁ ଓଡ଼ିଆ ବିଷ ପି ନିଜ ପିଲା ଛୁଆ ଙ୍କୁ ପିଆଇ ସ୍ୱର୍ଗ ଯିବୁ ଆମେ ଓଡ଼ିଶାବାସୀ ମୂର୍ଖ ଗଣତନ୍ତ୍ର ବୁଝୁନାହିଁ ଆମକୁ ମଦ ପଇସା ଦିଅ ତୁମେ ରାଜୁତି କର ଆମେ ତୁମର ନାମ ରେ ବାୟା ହେଇ ତୁମକୁ ଜନ୍ମ ଜନ୍ମାତର ଭୋଟ ଦେବୁ ଅଭଦ୍ର ରେ ଗାଳି ଦେବାକୁ ଭାରି ମନ ଲାଗୁଛି
Naveen is the greatest and finest politician, we have ever seen.
Most popular nd innocent cm whole over the world
Jay Nabeen babu
Nabin Pattnaik odishara garba 🎉
Miss you Naveen sir 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Very good action
😂 କ'ଣ କହିଲେ ବୁଝି ହେଉନି 🙎🏻♀️🤔
ନବିନ୍ ମହାଭିଲ୍ିଲ୍ନାନ୍ ।
Jay ho Naveen
ଲାଗୁନାହିଁ ଆଉଥରେ ଓଡିଶାକୁ ଦିଆଯିବ ରାଷ୍ଟ୍ରପତି ପଦବୀ
ବାୟା ନବୀନ ଚାଲି ପାରୁନି ସିଟା ପୁଣି ରାଷ୍ଟ୍ରପତି ହେବେ😂😂😂😂😂😂
Next President Narendra Modi, Vice-president Naveen Pattnaik & PM Aditya Yogi in 2025 - 2027.
Always forever ♾️ CM
ଇଏ ତ ଗୋଟେ ସ୍ଵତନ୍ତ୍ର ଉତ୍ତମ୍ ଚିନ୍ତାଧାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ର l Ok.Thank's.
nabin babu is not for rubber stamp.He is our active leader of odisha and bhagaya bidhata of our state.Give him pri minister post.
ଫାଲତୁ କଥା ସବୁ।ଯିଏ ଛଡେଇ ନିଏ ସିଏ କେବେ କିଛି ବି ଫେରାଇ ନାହିଁ।
ଏପରି ମିଥ୍ୟା କଳ୍ପନା କରି ଖବର ପ୍ରଚାର କରିବା ଦୁର୍ଭାଗ୍ୟଜନକ ପୁଣି BJD ସରକାର କରିବ
ପୁରା ଭୁଲ୍ କଥା
ଏ ଶସ୍ତା ଚେନାଲ ମାନଙ୍କୁ ଏ ସବୁ ଖବର କୋଉଠୁ ମିଳୁଛି?
Ama nabin nku hareiki ame bahut dukhita 😢
Thik katha
Please subscribe 🙏🙏
Badhia heba, good good
Jay bjd nabin sir
Good
Naveenji is eligible for president post.bjp decision is good .❤
ଜୟ😊ନବିନି
ଅସୁସ୍ଥ ଆଉ ନାହାନ୍ତି କାରଣ ଜାପାନ ରୁ ପାଣ୍ଡୁ ଆଣିଥିବା ତେଲ ଠିକ କାମ କରିଛି
ଦିବା ସ୍ବପ୍ନ ଆଉ ପରିବେଷଣ କରନି। ବାଳ ଚାନେଲ।
ମୋର ବାଳ ଟା ହେବ ! ବାଳ ନା ଆଉ
ନବୀନ ବିଶ୍ଵ ର ନେତା ,,,,,, ମୋଦି ଉପରେ ନବୀନ
Odishabasi only want Nabin asCM can Modiji of NDA try to destroy Biju Janata Dala Very clever step Next party to Odisha Congreas
No problem
🙏🙏🙏
Every one will support if Hon'ble N. Patnaik becomes president of India. 🙏🏾🙏🏾
Nabin Pattanaik is the best candidate for president there is no alternative of our beloved x cm for this post
Jay Modi sarkar Jay BJP ❤❤❤❤❤
ପାଗାମି/ଚୁଗଲାମି ଛାଡନ୍ତୁ😮
Naveen babu jindabad
👍👍👍👍👍
Droupadi maam best rastrapati pain
Only Naveen sir 💚💚
Jay jagannath jay nabin
Make distance from BJP
ରାଷ୍ଟ୍ରପତି ହେବ ନା ବାଳ
ମାରି ଯା ତେଲ ନବିନ କୁ କିନ୍ତୁ କିଛି ପାଇବୁ ନାହଁ ମୂର୍ଖ
Best candidate for President of India ❤
Not required. Naveen babu need more time in odisha . Natak sabu bjp ra😊
Naveen Patnaik long live
Good idia
ମୋଦି ମର bank ଟଙ୍କା କାଇଚି bjd ସରକାର ଥିଲା ବେଳେ ବର୍ଷ ବର୍ଷ ଧରି ରଉଥିଲ କିଛି ଓଉନଥିଲା bjp ଦିନ ଟୁ ମୋର bank ଟଙ୍କା ହଟି ଗଲା message ରେ ଲେଖା ଅଛି ମୋଦି
ମାଷ୍ଟର ପ୍ଲାନ କରି BJP ର ଧୋକା ରାଜ୍ୟସଭା ରେ ସପୋର୍ଟ ପାଇଁ ନବୀନ ଙ୍କୁ ଆକର୍ଷିତ
Right 👍