Who Is Gayatri Patnaik ? Why Does Chaos Come Up In BJD ? I Nirbhay Gumara Katha

แชร์
ฝัง
  • เผยแพร่เมื่อ 30 ก.ย. 2024
  • Who Is Gayatri Patnaik ? Why Does Chaos Come Up In BJD ? I Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political TH-cam Channel.
    Odisha's Fastest Growing Political TH-cam Channel.
    Odisha's Fast Ever Only Political TH-cam Channel.
    Odisha's Most Popular Political TH-cam Channel.
    For Latest Odisha Political News Follow us:
    TH-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / nirbhaytube
    Mobile No-8984581300

ความคิดเห็น • 447

  • @dasarathirath8333
    @dasarathirath8333 2 ปีที่แล้ว +19

    ବିଜୁବାବୁଙ୍କ ଆଦର୍ଶ ନୀତି ନିୟମ ଅଲଗା ପ୍ରକାରର।ସେ ଜଣେ ନିର୍ଭିକ ରାଜନେତା। ବଡ଼ପୁଅ ଶିଳ୍ପପତି ରାଜୀବ ଗାନ୍ଧୀ ଙ୍କ ବନ୍ଧୁ ଅଟନ୍ତି। ସାହିତ୍ୟ ଜଗତରେ ଝିଅ ଗୀତା ମେହେଟ୍ଟା ଜ୍ଞାନ ର ପୂଜାରୀ।ଆଉ ନବୀନ ହେଲେ ଏ ପରିବାରର ଗେଲହା ପୁଅ।ତାଙ୍କର ପାରିବାରିକ ଅନୁଶାସନ ଅଭିଜ୍ଞତା ନାହିଁ। ସେ ଯାହାହେଉ ଭାଗ୍ୟ ଲକ୍ଷ୍ମୀ ଙ୍କ କରୁଣା ରୁ ଆଜିଯାଏଁ ଅଫିସର ମାନଙ୍କୁ ନେଇ ଶାସନ କରୁଥାଆନ୍ତି। ଯେତେବେଳେ ଭାଗ୍ୟ ଲକ୍ଷ୍ମୀ ତାଙ୍କ ଠାରୁ ଦୁରେଇ ଯିବେ,ସେ ଯେତେବଡ ଲୋକ ହେଲେ ମଧ୍ୟ ରାସ୍ତାରେ ରହିବେ।ବଡପରିବାର,ବଡଘରଗୁମର କଥା ସମୟ ଆସିଲେ ସଭିଏଁ ଜାଣନ୍ତି।କେବଳ ଭଗବାନ ଙ୍କ କରୁଣା ଆବଶ୍ୟକ। ଗାୟତ୍ରୀ ପଟ୍ଟନାୟକ ଯିଏ ବି ହୁଅନ୍ତୁ ନା କାହିଁକି ତାଙ୍କର ନାମକରଣ ହିନ୍ଦୁ ଧର୍ମର ପ୍ରଶଂସା ସଙ୍ଗେ ସଙ୍ଗେ ଓଡ଼ିଶାର ପରିଚୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ‌ରାଜନିତି କେତେବେଳେ କେମିତି କାହାକୁ କେଉଁଠି ରଖିବ ତାହା ଭଗବାନ ଙ୍କୁ ଜଣା।ଭଲଲୋକ ,ଅଭଲଲୋକ ଜଗତରୁ ବିଦାୟ ନିଅନ୍ତି। ଭଲ ଲୋକ ପାଇଁ ସଭିଏଁ ମନେ ପକାନ୍ତି।ଆଉ ଖରାପ୍ ଲୋକ ଙ୍କ ବନଶାବଳୀ ଗାନ କରାଯାଏ। ମୋଟାମୋଟି ଭାବରେ ଦେଖିଲେ ଓଡ଼ିଶା ର ରାଜନୀତିରେ ପଟ୍ଟନାୟକ ,କରଣ ଶାସନ ଦିରଘଦିନ ଧରି ଚାଲିଛି। ବିଭିନ୍ନ ଦଳରେ ସଭିଏଁ ମିଶି ଶାସନ କରୁଥାଆନ୍ତି।ଓଡ଼ିଶାର ଜନସଂଖ୍ୟାର ତିରିଶିଭାଗ ଆଦିବାସୀ,ଦଶଭାଗ ହରିଜନ, ପଛୁଆ ବର୍ଗ ଲୋକଙ୍କ ପଚିଶି ଭାଗ ଆନୁମାନିକ ଭାବରେ ଲେଖୁଅଛି ‌ଏଣୁ ଶାସନ ଭାର ଏହି ଜାତିର ଲୋକଙ୍କୁ ଦେଲେ ପ୍ରକୁତ ଗଣତନ୍ତ୍ର ଅଛି ବୋଲି ଜଣାପଡ଼ିବ। କିନ୍ତୁ ଏହା ସମ୍ଭବ ନୁହେଁ । ନିରିହ,ସରଳ ସ୍ବଭାବ ହେତୁ ନେତାମାନେ ସମସ୍ତେ ଦଳମତ ନିର୍ବିଶେଷରେ ଏମାନଙ୍କୁ ଠକି ରାଜଗାଦିରେ ବସିଲେ।ଅନ୍ୟାୟ, ଅତ୍ୟାଚାର ଶୋଷଣ ଚାଲିଛି। ତଥାପି ଏମାନେ ସହିଛନ୍ତି। ଆଗକୁ କଣ ହେବ ଜଗନ୍ନାଥ ଜାଣନ୍ତି। ଏଣୁ ଏମାନଙ୍କ ଉପରେ ଆଉ ବିଶେଷ ଆଲୋଚନା ନ କରି ଓଡ଼ିଶାର ମଙ୍ଗଳ ଦିଗରେ ସତତ ଚେଷ୍ଟା ଜାରି ରଖନ୍ତୁ। ଜଗନ୍ନାଥ ସ୍ବାମୀ ସଭିଙ୍କୁ ଭଲରେ ରଖିଥାନ୍ତୁ।

    • @himansukiranbehera9648
      @himansukiranbehera9648 2 ปีที่แล้ว

      Eta up Bihar ki. Tamilnadu nuhen ethi karana bramhana nkara kukura hebaku sc st obc pasand karanti alaga state pari bekare gamuchha pakei diante abasya gada jat anchalare kuji kukuria raja mananku ebe democracy pain dhire dhire aintha chatibaku padilani se news asuchhi agaku egudaka kukura pari bachibe loka sachetanata jaruri

    • @sushildas596
      @sushildas596 2 ปีที่แล้ว

      ନବୀନ ଆଉ ଯିବେ ନାହିଁ, ଯିଏ ଭାବୁଛି ସିଏ ଗାଦି ଛାଡି ଦେଇ ପଳାଇବେ ସେ ବୋକା। ଜୀବନ ର ଶେଷ କ୍ଷଣ ଗାଦିରୁ ମନୋଭରି ଉପଭୋଗ କରୁକରୁ ଉପରକୁ ଯିବେ।

    • @vhaktivideos5054
      @vhaktivideos5054 ปีที่แล้ว +1

      Oowo

    • @BijayKumarSatpathy-k6r
      @BijayKumarSatpathy-k6r 5 หลายเดือนก่อน

      ଗାୟତ୍ରୀ ପଟ୍ଟନାୟକ ଙ୍କ ମାଙ୍କ ବିଷୟ ରେ କିଛି ଜାଣି ହେଲାନାହିଁ,or biography of her mother.

  • @ashokbeherangrh
    @ashokbeherangrh 2 ปีที่แล้ว +13

    ଵଂଶ ବାଦ ରାଜନୀତି ଓଡିଶା ରେ କାୟା ମେଲାଇବକି? ଵଂଶବାଦ ରାଜନୀତି ଯୋଗୁଁ କଂଗ୍ରେସ ର ଯେଉଁ ଅବସ୍ଥା ବିଜେଡି ସେଇ ଅବସ୍ଥା ହୋଇଯିବ.... ଆଉ ହେଇପାରେ ଅଫିସର ଓ ହାତଗଣତି କିଛି ଅର୍ବାଚିନ ନେତାଙ୍କ କବଳରୁ ମୁକ୍ତି ପାଇଁ ନବୀନ ନାଟକ କରି ତାଙ୍କ ଝିଅରୀ କୁ ଓଡିଶା ରାଜନୀତି ରେ ପ୍ରବେଶ ପାଇଁ ଉଦ୍ୟମ ହୋଇପାରେ... ଓଡିଶା ର ଜନତା ଭାବିବେ ଗାୟତ୍ରୀ ପଟନାୟକ ପାଇଁ ଅଫିସରଙ୍କ କବଳରୁ ବିଜେଡି ସରକାର ମୁକ୍ତି ପାଇଲା....

  • @rabichandrapal632
    @rabichandrapal632 2 ปีที่แล้ว +19

    ଆପଣଙ୍କ ଖବର ପ୍ରସାରଣ ଅତୀବ ଉଚକୋଟୀର ଏବଂ କହିବାର ଶୈଳୀ ଭିର୍ଣ୍ଣ ଏକ ଆକର୍ଷଣୀୟ.. ସବୁବେଳେ ଦେଖେ ଏବଂ ଯେଉଁ ତଥ୍ୟ ଆସେନି ଅନ୍ୟ ଚେନାଲ ରେ ତାହା ଆପଣ ସମାଜରେ ଏକ ଆଦରଣୀୟ 🙏

  • @saratsahoo268
    @saratsahoo268 2 ปีที่แล้ว +75

    ବଡ଼ ଘର୍ ବଡ଼ ଗୁମର କଥା। ଇଏବି ଉତ୍ତରାଧିକାରୀ ହୋଇପାରନ୍ତି ଏବଂ ଚାଟୁ କାର ଓଡ଼ିଆ ଗ୍ରହଣ କରିପାରନ୍ତି ।

    • @sebatipanda
      @sebatipanda 5 หลายเดือนก่อน +5

      😊😊😊😊😊😊

    • @chandanpal7989
      @chandanpal7989 3 หลายเดือนก่อน

      ଓଡିଶା ଲୋକ କୁଆଡେ ବାହାରକୁ ଯାଇ ଖ୍ୟାତି, ସମ୍ପତ୍ତି ଅର୍ଜନ କଲେ ସେ ବିଦେଶୀ ଖାଲି ଓଡ଼ିଶାରେ ରହି ହଳ କିମ୍ବା ବରଘୁଗୁନି ବିକିଲେ ସେ ଓଡିଆ
      ଆଉ ଯଦି ଗୋଟେ ଓଡ଼ିଆ ପୁରୁଷ ବିଦେଶିନୀ କି ଵହ ହେଲା ସେ ବି ବିଦେଶୀ ...ଆଉ ଯଦି ଓଡ଼ିଆ ସପୋର୍ଟ କରିବେ ତା ହେଲେ ଓଡ଼ିଆ ଜାତି ଟା ଚାଟୁ କାର ବା ରେ ହିନ ମାନସିକତା

  • @chaitanyabariki810
    @chaitanyabariki810 2 ปีที่แล้ว +17

    ମହାବାହୁ 🙏 ଓଡ଼ିଶା କୁ ଶୁଭ ଦୃଷ୍ଟି ରେ ଦେଖ ପ୍ରଭୁ ଜଗନ୍ନାଥ

  • @jayasuryarath8563
    @jayasuryarath8563 2 ปีที่แล้ว +39

    ଗାୟତ୍ରି ପଟ୍ଟନାୟକ ଙ୍କ ବିଷୟରେ କିଛି ଜାଣିଲୁ ନିଶ୍ଚିତ ଭଲ ଲାଗିଲା ,,,କିନ୍ତୁ ଅନ୍ୟ ତଥ୍ୟ ଉପରେ ଆଧାରିତ ବିଶ୍ଳେଷଣ ଓ ଉପସ୍ଥାପନା ସତେ ଯେମିତି ଲାଗିଲା,,ଛୁଆ ନାହିଁ ମା ପେଟରେ,,ବାପ ଗଡଉଛି ଖଡି ବନମାଳିପୁର ହାଟରେ,,,

    • @manojsamal9644
      @manojsamal9644 2 ปีที่แล้ว +2

      କଥାକୁ ଅଣଦେଖା କରା ନଜାଇ ପାରେ

    • @parthasarathiswain7691
      @parthasarathiswain7691 2 ปีที่แล้ว

      କଣ କହିଲ ମ ମଣି।

    • @manoranjanmishra5246
      @manoranjanmishra5246 ปีที่แล้ว

      Buju pare Kia ganithilaki a nabina asiba boli

    • @BhagyarathiKar-ub3dt
      @BhagyarathiKar-ub3dt ปีที่แล้ว

      @@manoranjanmishra5246 p

    • @ffsatya5393
      @ffsatya5393 11 หลายเดือนก่อน

      ​@@parthasarathiswain7691😊 9:04
      9:42

  • @bharatendumishra8497
    @bharatendumishra8497 2 ปีที่แล้ว +5

    ଯେତେବେଳେ ବିଜୁବାବୁ ବଞ୍ଚିଥିଲେ,ସେତେବେଳେ ଜ୍ଞାନ ପଟ୍ଟନାୟକ ଆସିଲେ ହୋଟେଲ ଓବେରୋଇ ରେ ରହୁଥିଲେ।ନବୀନ ନିବାସ ଆସୁନଥିଲେ। ତା ମାନେ ସେ ରାଜନୀତି ପାଇଁ ଆସୁଥିଲେ।

  • @nabinbeura3225
    @nabinbeura3225 2 ปีที่แล้ว +6

    ଓଡିଶା ଓ ପଟ୍ଟନାୟକ ପରିବାର।
    ଆମେ ଦୁଇଟିକୁ ଯୋଡିବାକୁ କାହିଁକି ଚେଷ୍ଟା କରୁଛୁ। ଏହା ଦୁର୍ବଳମନା ଓଡିଆଙ୍କ ଲକ୍ଷଣ କି ? ଏଠି ରଥ, ସାହୁ, ଗୋଛାୟତ, ମଳିକ, ଦାସ ଇତ୍ୟାଦି ଇତ୍ୟାଦି କେତେ କୁଆଡେ ପରିବାର ଅଛନ୍ତି । ବଢିପାଣିର ଗୋଳିଆ ଘଣି ଭିତରେ ଆମେ ପଶି ଯାଉନୁ ତ !

  • @jashwantkumarnaik9665
    @jashwantkumarnaik9665 2 ปีที่แล้ว +18

    ପ୍ରିୟଙ୍କା ବାଡ୍ରା ଯାହା ଗାୟତ୍ରୀ ପଟ୍ଟନାୟକ ମଧ୍ଯ ତାହା ☝☝☝

  • @debasishkhatei2019
    @debasishkhatei2019 2 ปีที่แล้ว +20

    Sir please make a video on contractual system in odisha 🙏🙏🙏

  • @rabindranath2244
    @rabindranath2244 4 หลายเดือนก่อน +2

    ଓଡ଼ିଆ ମାନେ ମେଣ୍ଢାପଲ ଗୋଟିଏ ମେଣ୍ଢା ପାଣିକି ଡେଇଁଲେ ସମସ୍ତେ ଦେଇଁବେ । ତେଣୁ କରି ଓଡିଶା ଭାରତରେ ସବୁଠାରୁ ପଛୁଆ । ଓଡିଶାରୁ ଲକ୍ଷ ଲକ୍ଷ ଦାଦନ ଖଟିବାକୁ ଯାଉଛନ୍ତି ମାତ୍ର ଓଡ଼ିଶାକୁ କେହି ଆସୁନାହାନ୍ତି ।

  • @rohitkumarjena356
    @rohitkumarjena356 2 ปีที่แล้ว +5

    Bjd ra Ekanath sindhe Gayatri pattnayak rupe ubhahebe .

  • @swadhikarbetaj3768
    @swadhikarbetaj3768 2 ปีที่แล้ว +8

    ମନରେ ମୋର ଅନେକ ପ୍ରଶ୍ନ----
    ବିଜୁବାବୁ ନିଶ୍ଚିତ ଭାବେ କଳିଙ୍ଗ ପ୍ରିୟ, ତେବେ ତାଙ୍କର ବଂଶଜ ମାନଙ୍କର ସେ ଭାବ ନାହିଁ କାହିଁକି??ଏଥିପାଇଁ ଦାୟୀ କିଏ??

  • @purnendusarangi3816
    @purnendusarangi3816 2 ปีที่แล้ว +6

    ବାପ, ପୁଅ ରାଜନୀତିରେ ଓଡ଼ିଶାରେ ଉନ୍ନତି କେତେ ?

  • @manasswain348
    @manasswain348 2 ปีที่แล้ว +3

    କାହାର ବ୍ୟକ୍ତିଗତ ବିଷୟରେ ମତାମତ ଦେବା ମୋ ମତରେ ଠିକ ନୁହେଁ

  • @ajayajena3567
    @ajayajena3567 2 ปีที่แล้ว +5

    Odia jani nathiba loka cm heba andha sange saman, Jay Jagannath

  • @brajakishorepadhi4022
    @brajakishorepadhi4022 2 ปีที่แล้ว +3

    dekha ahuri katha bahariba... buddha navin ra maipa bi thiba.... navin Buddha gote tragedy...bala lekhaka lekhika kiye ye gudaka nka bahi padhe...

  • @harishkumarojha4963
    @harishkumarojha4963 6 หลายเดือนก่อน +1

    ଇଲେକଟ୍ରୋଲ ବଣ୍ଡ ବିଷୟରେ ଭିଡ଼ିଓ କରନ୍ତୁ କେତେ ଜ୍ଞାନ ଦେଖିବା ତମର ତାଜା ତାଜା ଖବର
    କାହା ଘରେ କଣ ହେଲେ ସେଥିରୁ ଲୋକ କଣ ପାଇବେ ଇଲେକଟ୍ରୋଲ ବଣ୍ଡ ବିଷୟରେ କୁହନ୍ତୁ ଲୋକ ଜାଣିବେ କିଛି ଜ୍ଞାନ ପାଇବେ
    ତମ ଚାଲାକି ଆମକୁ ଜଣା back side black କରିକି public ଙ୍କ ଧ୍ୟାନ ନିଜ ପାଖକୁ ନେଇକି ଗୋଟେ ତରଫା ରାଜନୀତିକ ଦଳ କୁ ସପୋର୍ଟ କରିକି public ଙ୍କ brain wash କରିବା ତମର କାମ

  • @odiasupertips8767
    @odiasupertips8767 ปีที่แล้ว +2

    ବୋଧେ ବହୁତ୍ ପଇସା ପାଇଛନ୍ତି ପଟ୍ଟନାୟକ ପରିବାରର advertisement କରିବାପାଇଁ।

  • @kaibalyatripathy7135
    @kaibalyatripathy7135 2 ปีที่แล้ว +5

    Sei Pattnaik paribara khali cm heuthantu au odia loka kan vakua?

  • @byangamanbalaram5651
    @byangamanbalaram5651 2 ปีที่แล้ว +4

    🌹ଵ୍ୟଙ୍ଗ ବାଣ 🌹
    ଦାସ ବାବୁ, ଆପଣଙ୍କ କଥାରୁ
    ମୁଁ ଏତିକି,ଅନୁମାନ କରୁଛି,
    ପଟନାୟକ ପରିବାର ଙ୍କୁ,
    ଆମଲା ମାନେ, ବିରୋଧ
    କରିଛନ୍ତି,,
    ଆଗକୁ କିଛି ଗୋଟେ, ଅଡୁଆ ପରିସ୍ଥିତି
    ଘଟିବ,,,,
    ଜୟ ଜଗନ୍ନାଥ
    🙏🙏🙏

  • @suranarayanpatra4980
    @suranarayanpatra4980 2 ปีที่แล้ว +52

    ନୂତନ ଓ ରୋଚକ ତଥ୍ୟ ପ୍ରକାଶ ପାଇଁ ବହୁତ ବହୁତ ଧନ୍ୟବାଦ ନବୀନ ବାବୁ।

    • @fakirpujari5694
      @fakirpujari5694 ปีที่แล้ว

      Respected sir, why you are telling so slowly ,

  • @anandachandramishra2432
    @anandachandramishra2432 2 ปีที่แล้ว +1

    Tuchha lamba Kariba pain chesta karuchhanti.
    Stereotype REPORTER

  • @pkpanda1371
    @pkpanda1371 2 ปีที่แล้ว +2

    ନବୀନ ଦାସ (ସାମ୍ୱାଦିକ) ପ୍ରେମ୍ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ କୁ ସମାଧାନ କରିବେକି?? ଗାୟତ୍ରୀ ପଟ୍ଟନାୟକ ଙ୍କ ବାବଦ ରେ ଯାହା କହି ଗଲେ ତାହା ମିଛ । ସେ ବୁଲି ଆସିଲେ ଓଡ଼ିଶା । ଏହାକୁ ନେଇ ଏମିତି କାହାଣୀ?? ଦାସେ ଭଲ ଲେଖକ ଟିଏ ।

    • @indianocean4560
      @indianocean4560 2 ปีที่แล้ว

      Apana kmiti janile a sabu ? Kou source ru apana atey confidence?
      Situation May or May not be. Many things happen in this uncertain world. We see a lot of surprises, nobody is damn sure.

  • @basantakumarnayak7432
    @basantakumarnayak7432 3 หลายเดือนก่อน +1

    କହୁ କହୁ ବହୁତ ମୂଲ୍ୟବାନ କଥାଟିଏ ଆଜି କହିଛନ୍ତି
    ତାହା ହେଲା ନିର୍ବାଚନ ଫଳାଫଳକୁ ନେଇ ତାହା ହେଲା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଯେ
    ରାଜନୀତି ରେ ମନ ମାନି ନହେବା ଉଚିତ ଯେଉଁ କାରଣ ରୁ ଉତ୍ତର ପ୍ରଦେଶର ଫଳାଫଳ ନିରାଶ ଜନକ ହେଲା। ଆପଣଙ୍କର ଗତକାଲି ର ପ୍ରତିଶ୍ରୁତି ଆଜି ପ୍ରମାଣିତ କରିଲା ଯେ ଆପଣ ନୂଆ ସରକାର ଙ୍କ ଦୋଷ ତୃଟି କୁ ଦର୍ଶାଇବା ରେ ପଛଘୁଞ୍ଚା ଦେବେ ନାହିଁ।
    ନମସ୍କାର

  • @jagannathpanigrahi5286
    @jagannathpanigrahi5286 2 ปีที่แล้ว +9

    Biju Patnaik is a states man. As u said may be in power or not people recall him . Not only this much, a long after his demise Odisha people don't forget . If, Congress the "ODISHA KANKADA" would not have there by that time. Our Biju Patnaik, by whose & fame BJD is in power now., would have P.M of Hindustha.

  • @purnendusarangi3816
    @purnendusarangi3816 2 ปีที่แล้ว +4

    ଟାଉଟର ଦଳ

  • @yudhisthirbehera1795
    @yudhisthirbehera1795 2 ปีที่แล้ว +1

    Gayatre PATTANAYAK bhabi chifminister

  • @desiboyvideo1593
    @desiboyvideo1593 2 ปีที่แล้ว +2

    ଆଉ ଦୁନିଆରେ କିଛି ଖବର ନାହିଁ ଖାଲି ନବୀନ ନବୀନ.... 🤣🤣🤣

  • @shradhanjalidash2303
    @shradhanjalidash2303 2 ปีที่แล้ว +2

    ଓଡ଼ିଶାରେ ଠିକା ନିଯୁକ୍ତ କର୍ମଚାରୀଙ୍କୁ କେବେ ନ୍ୟାୟ ମିଳିବ? ସରକାର କ'ଣ ଯୁବ ପିଢ଼ିଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ପାରୁନାହାନ୍ତି? ନା ଦେଖି ମଧ୍ୟ ଅଣଦେଖା କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ 🙏🙏 ଦୟାକରି ଏହି କଳୁଷିତ ପ୍ରଥା ଉଚ୍ଛେଦ କରନ୍ତୁ।

  • @liveforever6998
    @liveforever6998 2 ปีที่แล้ว +17

    ଠିକା ନିଯୁକ୍ତି ଓଡିଶା ରେ କେବେ ଉଠିବ ।।

  • @mukundasahoo1319
    @mukundasahoo1319 2 ปีที่แล้ว +2

    Nabin nanda sir, ବିଜୁ ବାବୁ ଙ୍କର ଆଉ କେତେ ବଂଶ ବିସ୍ତାର ଅଛି,, ଆପଣ ଜାଣି ଛନ୍ତି କିନ୍ତୁ କହିବେ ନାହିଁ। ସେଥିରୁ କଣ୍ ମିଲୁଛି।। ଓଡ଼ିଶା ର ନାରୀ ନିର୍ଯାତନା ବାବତ ରେ କହୁ ନାହାନ୍ତି। ସ୍କୁଲ ରେ ସାମ୍ବାଦିକ, ସୀଖୟକ୍ ଙ୍କୁ କ୍ଲାସ ସରିବା ପରେ ମିଡ଼ିଆ ସାମନା ରେ ପଚାରିବେ।

  • @sanjayapatra894
    @sanjayapatra894 2 ปีที่แล้ว +5

    ନୂତନ ଓ ରୋଚକ ତଥ୍ୟ ପାଇ ବହୁତ ଖୁସି ଲାଗିଲା 🙏🙏

  • @rkphysics7554
    @rkphysics7554 2 ปีที่แล้ว +4

    Abolish contractual system from odisha

  • @pruthwirajrana7268
    @pruthwirajrana7268 2 ปีที่แล้ว +5

    ଗାୟତ୍ରୀ ପଟ୍ଟନାୟକ କିଏ ନିଶ୍ଚିତ ଭାବେ ମନରେ ଉଙ୍କି ମାରୁଥିଲା ଜାଣିକରି ବହୁତ ଖୁସି ଲାଗିଲା ନବୀନ ପଟ୍ଟନାୟକ ତାଙ୍କର ପରିବାରରୁ ଜଣକୁ ବିଜେଡିର ମୂଖ୍ଯ କରିବେ ଆଉ ସେ ଅଣଓଡିଆକୁ କିଛି ଓଡିଶାବାସୀ ସ୍ଵାଗତ କରିବେ ଏବଂ ଯେଉଁ ଓଡ଼ିଶାକୁ ସେହି ଓଡିଶା ହିଁ ରହିବ।

  • @bimalkantatripathy2776
    @bimalkantatripathy2776 2 ปีที่แล้ว +4

    ଏ ଆଉ ଏକ ଗୁମର।

  • @mamatasanurealstory5449
    @mamatasanurealstory5449 5 หลายเดือนก่อน +1

    କିଏ ୧୦ ଦିନ ଓଡ଼ିଶା କୁ ଆସି ସମସ୍ତଙ୍କୁ ଚିହ୍ନି ଜାଣି ଓଡ଼ିଶା ର ଶାସକ ହେବାକୁ ବସିଲାଣି କିନ୍ତୁ ନବୀନ ପଟ୍ଟନାୟକ ଆଜି ଜୟେଁ କଣ କରୁଛନ୍ତି ଓଡ଼ିଶା ଲୋକମାନଙ୍କୁ ଜାଣିପରୁନାହାନ୍ତି ।

  • @BiswajitDas-gt3my
    @BiswajitDas-gt3my 2 ปีที่แล้ว +1

    A mafia paribad au karania rajniti kari odisha runahar kahaku malum nahin bohut sighra srilanka bhali houchi besta nahin COMING soon sri lanka stage no dout odisha situations

  • @sarojkumarmohapatra803
    @sarojkumarmohapatra803 2 ปีที่แล้ว +4

    ସମ୍ମାନନୀୟ ନବୀନ ବାବୁ। ମୁଁ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ।ଆପଣଙ୍କ ସହ ମୁଁ ଏକମତ ଯେ ସାମ୍ବାଦିକ ସ୍କୁଲକୁ ଯାଇପାରିବେ କିନ୍ତୁ ଶ୍ରେଣୀ କକ୍ଷକୁ ନୁହେଁ।ଜିଲ୍ଲା ଶିକ୍ଷାଅଧିକାରୀ ସ୍କୁଲ ଭିତରକୁ ଯାଇ କ୍ଳାସ ରୁମରେ ଶିକ୍ଷକ କିପରି ଶିକ୍ଷାଦାନ କରୁଛନ୍ତି ପରୀକ୍ଷା କରିପାରିବେ।ସ୍କୁଲର ପ୍ସରିଚାଳନା କମିଟି ସଭାପତି ଯାଇ ପରିଦର୍ଶନ କରିପାରିବେ କାରଣ ସେ ସ୍କୁଲ ପରିଚାଳନା କରୁଛନ୍ତି ଓ ସର୍ବାଙ୍ଗୀନ ଉର୍ଣ୍ଣତି କରୁଛନ୍ତି।ପ୍ରଧାନ ଶିକ୍ଷକଙ୍କୁ ସ୍କୁଲର ଭଲ ମନ୍ଦ, ଶିକ୍ଷାଦାନ ସାମ୍ବାଦିକ ପଚାରନ୍ତୁ କିନ୍ତୁ ଶ୍ରେଣୀ ଗୃହକୁ ନୁହେଁ।

    • @laxmidharswain4028
      @laxmidharswain4028 2 ปีที่แล้ว

      ଶିକ୍ଷକ ମହାଶୟ ଆପଣ ଏହି ନିୟମ ପଛର ଗୂଢ ରହସ୍ୟ ଆପଣ ଜାଣିନାହାଁନ୍ତି, କେତେଟା ସାମ୍ବାଦିକ କେଉଁ ସ୍କୁଲ କୁ ଯାଉଛନ୍ତି, ସ୍କୁଲରେ ତାଙ୍କର କାମ କଣ, ଏତେ ବଡ ବଡ ନେତା କୋଟି କୋଟି ଟଙ୍କାର ଦରମା ନେଇ ଏଇ ନିୟମ ତିଆରି କରୁଛନ୍ତି?ୟା ପଛରେ ବହୁତ ବଡ଼ ଷଡଯନ୍ତ୍ର ଆଗକୁ ଅଛି, ଏହି ନିୟମ ବିରୋଧ ରେ କୌଣସି ସାମ୍ବାଦିକ ପାଟି ଖୋଲୁ ନାହାନ୍ତି କଣ ପାଇଁ,?ଉପରୁ ସେମାନଙ୍କୁ ଫଣ୍ଡିଙ୍ଗ ହୋଇଛି, ଏସବୁ ବାଟ ସଫା କରହେଉଛି, ଓଡ଼ିଶାରେ ପ୍ରାୟତଃ ସ୍କୁଲ ଶିକ୍ଷକ ସୁପ୍ରିମକୋର୍ଟ ଙ୍କ ନିୟମ ମାନୁନାହାଁନ୍ତି ଏମାନଙ୍କୁ ଶିକ୍ଷିତ ନା ମୂର୍ଖ କୁହାଯିବ?ଏମାନେ ପ୍ରାୟ କ୍ରାଇମ କରୁଛନ୍ତି, ଏମାନେ ନିଶ୍ଚୟ ଫସିବେ, ଏମାନେଅନ୍ଧ ଭାବେ ଜିଲାପାଳ ଙ୍କ ଅନୁମତି କୁ ଆଦେଶ ଭାବେ ପାଳନ କରୁଛନ୍ତି

  • @dr.purnendutripathy5263
    @dr.purnendutripathy5263 2 ปีที่แล้ว +1

    ସ୍ଥିର ନିଶ୍ଚିତ ଏଠାରେ ଅଫିସର ରାଜ ପାଇଁ ନବୀନ ବାବୁ ବଦନାମ ମୁଣ୍ଡେଇବେ।

  • @prasanku.tripathy1574
    @prasanku.tripathy1574 ปีที่แล้ว +2

    ରାଜନିତୀ କଣ ଘର ସଂମ୍ପତି ନା କୋଳି ଖାଇ କୋଳି ମଞ୍ଜିପୋତିଛନ୍ତି.

  • @HareKrushna-f3d
    @HareKrushna-f3d 6 หลายเดือนก่อน +1

    ନବୀନ ବାବୁ ଓଡିଶା ସାସନ ଗାଦିରୁ ଗଲେ ଏ ବିଜୁଆ ମାନଙ୍କ କଥା ଓଡିଶାରେ ଆଉ ଚର୍ତ୍ତା ହେବା ମୁସ୍କିଲ୍ ,ଏହା ତ୍ରିବାର ସତ୍ୟ ।

  • @satyanarayanparida9196
    @satyanarayanparida9196 2 ปีที่แล้ว +1

    Bhai Pranam 🙏
    ଆପଣ ଦେଖିବାକୁ ଯେମିତି ଲାଲ କୃଷ୍ଣ ଆଡଭାନୀ ଙ୍କ ପରି ଆପଣଙ୍କ କଥା ମଧ୍ୟ ତାଙ୍କ ପରି ଶାଣିତ। ଆପଣଙ୍କ ପରି ନିର୍ଭୀକ ସାମ୍ବାଦିକ ବିରଳ । ସରକାର ଠାରୁ କମିଶନ ଖାଉଥିବା ସାମ୍ବାଦିକ ର କଣ୍ଠ ରୋଧ ହେବା ସ୍ବାଭାବିକ ।
    ଭଗବାନ୍ ଆପଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ ଦିଅନ୍ତୁ ।

  • @prananathpati9976
    @prananathpati9976 4 หลายเดือนก่อน +4

    ଏଠି କଣ ରାଜା ରାଜୁଡ଼ା ଶାସନ ଚାଲିଛି କି? ବଂଶଧର ଖୋଜା ଯାଉଛି। ଗୋଟେ ପାଲା ଚାଲିଛି। ସିବିଆଇ ଲଗେଇ ହିଞ୍ଜଡ଼ା ନବୀନ ଆଉ ପାଣ୍ଡୁ ଦୁଇ ଜଣଙ୍କୁ ଗିରଫ କରି ଜେଲରେ ପୁରାଅ। ସବୁ ସମାଧାନ ହୋଇଯିବ।

  • @sbsuppliers7201
    @sbsuppliers7201 2 ปีที่แล้ว +2

    ଶିକ୍ଷକ ଙ୍କ ମଧ୍ୟରେ ବିଭାଜନ,ତାରତମ୍ୟ ଓ ଶିକ୍ଷାନୁଷ୍ଠାନ ର ତାରତମ୍ୟ, ପାରିଶ୍ରମିକ ରେ ଫରକ୍ ଫାରକ୍ ଯୋଗୁଁ ଶିକ୍ଷା ବ୍ୟବସ୍ଥା ର ଏମିତି ଅବସ୍ଥା,talent ଶିକ୍ଷକ ଓ ଡାକ୍ତର ଙ୍କୁ ନିଯୁକ୍ତି ନ ଦେଲେ ସମାଜ ବିଗିଡି ଯିବ. ସାଧାରଣ ଜନତା ତ୍ରାହି ତ୍ରାହି ଡାକିବେ. ଏବେ ଠାରୁ system ବଦଳାନ୍ତୁ

  • @therichguy5276
    @therichguy5276 3 หลายเดือนก่อน +1

    Jou Patnaik asile aau vote debara nahin, thare bhul karichhu

  • @mohantykhoka
    @mohantykhoka 2 ปีที่แล้ว +1

    100 mark ru 100 rakhibaa Odia Language re, Class 10th re justified ki ❓️

  • @laxmidharswain4028
    @laxmidharswain4028 2 ปีที่แล้ว +1

    ନବୀନ ଦାସ ଆପଣ କରୋ ନା ର ଗୁମର କଣ ପାଇଁ ଖୋଲୁନାହାନ୍ତି

  • @rabindranathpradhan7279
    @rabindranathpradhan7279 ปีที่แล้ว +2

    ବହୁତ ଅଜଣା ତଥ୍ଯ ଜଣାଇଲେ ଧନ୍ୟବାଦ , ଆମେ ଭାବୁଛୁ ଗାୟତ୍ରୀ
    ଶଂଖ ଧରିବେ।

  • @user-jv9rz9rv9n
    @user-jv9rz9rv9n 3 หลายเดือนก่อน

    ଯଦି ବିଜେଡି ହାରିଥାଏ କେବଳ କୁଜି ନେତା ମାନଙ୍କ ପାଇଁ କିଛି ଜିଲ୍ଲାପରିଷଦ ଏବଂ ସରପଞ୍ଚ ଯେଉଁମାନେ ଗ୍ରାମ ମାନଙ୍କରେ ଗୁଣ୍ଡାରାଜ ଚଳାଇଥିଲେ ଏବଂ ସରଳ, ଭଦ୍ର ଲୋକମାନଙ୍କୁ ଅତ୍ୟାଚାର କରି ମଦୁଆ ଏବଂ ବେଭିଚାର କରୁଥିବା ଚୋରମାନଙ୍କୁ ସାହାଯ୍ୟ କରୁଥିଲେ. ଅତ୍ୟଧିକ ଅନ୍ୟାୟର ଫଳ ପ୍ରକାଶ ପାଇଛି. ମୁଁ ଏବଂ ମୋ ପରିବାର ନବୀନ ସରକାରଙ୍କ ବଡ ଫ୍ୟାନ ଥିଲୁ କିନ୍ତୁ ଆଜି ଭୋଟ ପରିବର୍ତନ କରିବାର କାରଣ କେବଳ ଏହି କିଛି ହରିଜନ ଚୋର କୁଜିନେତା ଏବଂ ଏହି ଚୋର ମାନଙ୍କୁ ସମର୍ଥନ କରୁଥିବା ବିଜେଡିର ବଡ ବଡ ଆସନରେ ଥିବା ଡକାୟତମାନେ ଏମାନେ ଗାଁ ମାନଙ୍କୁ ନଷ୍ଟ କରିଦେଲେ. ଆଶ୍ଚର୍ଯ୍ୟ ହେବେ ଆଜ୍ଞା ମୋ ଗାଁରେ ଚୋରା ମଦ କାରବାର ହେଉଥିଲା ପ୍ରଶାସନ ଜାଣି ମଧ୍ୟ କିଛି କଲା ନାହିଁ ଏବେ ବ୍ରାଉନ ସୁଗାର ଭି ଉପଲବ୍ଦ ଅଟେ.କୁହନ୍ତୁ କେତେ ଉର୍ନତି କରିଛି ମୋ ଗାଁ, ଏବେ ବିଜେପି ସରକାରଙ୍କ ଭୟରେ ଦେଖନ୍ତୁ କେମିତି ଏମାନେ ଲୁଚିବା ଆରମ୍ଭ କଲେଣି.ମୋ କଥା କୁ କେହି ଖରାବ ଭାବନ୍ତୁ ନାହିଁ ଆଜ୍ଞା ଯାହା ସତ ତାହା ପ୍ରକାଶ କରୁଛି. ଯଦି କାହାରିକୁ ଖରାବ ଲାଗୁଥାଏ ତେବେ କ୍ଷମା ଚାହିଁବି. ଜୟ ଜଗନ୍ନାଥ 🙏🏼

  • @satrughananaik8250
    @satrughananaik8250 2 ปีที่แล้ว +1

    ନବୀନ ପଟ୍ଟନାୟକ ପରି ଅଦ୍ରୄଶ୍ୟ ପଟ୍ଟନାୟକ ଉତ୍ତରାଧିକାରୀ ଓଡିଶା ର ଭାବି ମୁଖ୍ୟ ମନ୍ତ୍ରୀ

  • @swapneswarpaikaray1229
    @swapneswarpaikaray1229 ปีที่แล้ว

    ସତରେ ଏମାନଙ୍କୁ କେହି ଚିହ୍ନନ୍ତି ନାହିଁ ।କେବଳ ମିଡିଆରୁ ଜାଣନ୍ତି ।ଆମ ପିଲାବେଳେ ବିଜୁ ପଟ୍ଟନାୟକଙ୍କୁ ଗୁଣ୍ଡା ମଦୁଆ କହୁଥିଲେ ଓ ଭୋଟ ଦେଉନଥିଲେ।ମିଡିଆରେ ପ୍ରଚାର ହେବାରୁ ଏବେ ଲୋକମାନେ ଜାଣିଲେ ସେ କେଉଁଠି ପ୍ରବାଦ ପୁରୁଷ ।ଓଡିଆ ପୁଅ ।ସ୍ବାଧୀନତା ସଂଗ୍ରାମୀ ।ଓଡିଶା ପାଇଁ ତାଙ୍କ ପ୍ରାଣ କାନ୍ଦୁଥିଲା।ଓଡିଶା ପାଇଁ ତାଙ୍କ ସମ୍ପତ୍ତି ଶେଷ କରିଛନ୍ତି ଇତ୍ୟାଦି ।ଆଉ ଏବେ ତାଙ୍କ ପୁଅକୁ ସ୍ବପ୍ନ ଦେଖାଉଛନ୍ତି ଓ ସେ ପଚିଶି ବର୍ଷ ହେବ ସାକାର କରୁଛନ୍ତି ।ଓଡିଶା କେତେ ଆଗେଇଛି ତା ସାର୍ଟିଫିକେଟ୍ ରଖିଛନ୍ତି ମଧ୍ୟ ।

  • @chandandas764
    @chandandas764 2 ปีที่แล้ว +7

    Anchoring intro is just stupendous dear Gentleman

  • @krushnachandradash4327
    @krushnachandradash4327 ปีที่แล้ว

    ବାୟାର କିସ ଯାଏ,ବାଆ କଲେ ବସା ଦୋହଲୁ ଥାଏ। ଅର୍ଥାତ୍ ମାଗଣା ରାବିଡି ଖିଆ ପିଆ ଓଡ଼ିଆଙ୍କର ନବୀନ ପଟ୍ଟନାୟକ କଙ୍କ ପରିବାର ବାଦ୍ ସମ୍ବନ୍ଧରେ କିଛି ଯାଏ ଆସେ ନାହିଁ ବୋଲି ଲୋକେ କଥାବାର୍ତ୍ତା ହେଉଛନ୍ତି।

  • @himanshukumarmohanty8900
    @himanshukumarmohanty8900 ปีที่แล้ว +1

    No Gayatri Pattanaik will come to politics in Odisha , We shouldn't talk about Gayatri Pattanaik , nor about Biju Pattanaik and his non odiya family,

  • @HareKrushna-f3d
    @HareKrushna-f3d 6 หลายเดือนก่อน +1

    ତାଙ୍କ ବାପା ଯେପରି ଭାବରେ ରାଜନିତୀ ରେ ଘର ଦ୍ବାର କଳ ଖାରଖାନା ବିକ୍ରୀ କରିଦେଇଛନ୍ତି ବର୍ତ୍ତମାନ ତାଙ୍କ ପୁଅ ସବୁ ସୁଧ ମୁଳ ହିଁ ଆଦାୟ କରି ଓଡିଶା ବାସୀଙ୍କ ଦିନେ ନା ଦିନେ ଥାଳ ଧରାଇବେ ।ଖାଲି ତାଙ୍କରି ପରିବାର କଥା ?ଏ ଥର ସାବଧାନ କଲି ଗଣତନ୍ତ୍ର ବୋଲି ଗୋଟେ ଭାଷା ଯେପରି ଭୁଲି ନଜାଆ ।

  • @forgetforget8557
    @forgetforget8557 ปีที่แล้ว +1

    These are Basted Family of Biju Patnaik

  • @laxmansuna-tq7wd
    @laxmansuna-tq7wd 3 หลายเดือนก่อน +1

    ଗଣମାଧ୍ୟମକୁ ସାମ୍ନା କରିଥିଲେ ନବୀନ ପଟ୍ଟନାୟକ ନିରଂକୁଶ ଶାସନ ରେ ରହି ପାରିନ ଥାନ୍ତେ ।

  • @aniketmishra5600
    @aniketmishra5600 4 หลายเดือนก่อน

    ତୋ ଯମ
    ନମସ୍କାର 🙏
    ନର୍କ , ନର୍କ , ନର୍କ, କୁ ଯିବା ଥୟ
    ତତେ ଲୋକ କହୁଛନ୍ତି ଏଇଟା କିଏ
    କିଛି ଲୋକ କହନ୍ତି ଏଇଟା ଗୋଟିଏ ମହାପାପୀ

  • @babusanpriya810
    @babusanpriya810 2 ปีที่แล้ว +1

    Naveen Pattnaik proved that there is no democracy in Odisha and stupid Odia people vote him though Naveen is a non Odia by his thought,deed and action. Naveen never mixes, interacts or communicate with common man except Pyari and Pandian. But our people have no self respect, so vote him to power. We don't deserve democracy.

  • @tirthanandapradhan5080
    @tirthanandapradhan5080 3 หลายเดือนก่อน

    ଫାଲତୁ କଥା ବନ୍ଦ୍ କର କେହି ଏଥିରେ ଓଡ଼ିଆ ଜାଣିନlହାନ୍ତି

  • @bulusethy9220
    @bulusethy9220 2 ปีที่แล้ว +4

    ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତ(ଆମା)ଯେମିତି ମୃତୁ ହେଲା ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଠାରେ ମଧ୍ୟ ସେହିପରି ହେବ କି ?

  • @SurprisedBeach-xr2cd
    @SurprisedBeach-xr2cd 7 หลายเดือนก่อน

    Swargata.biju.babu.kebala.raj.neta.nuhen.matrubhumi.saputra.thhe.odissa.matime.sayed.unke.jeisa.bir.paida.hoga.bande.maa.taram

  • @Rahul-ru9cf
    @Rahul-ru9cf ปีที่แล้ว

    ତୁ ବୁଢା ...ବଜେପି ର ଚେଲା ..ସେଥି ପାଇଁ bjd ର ବଦନାମ କରୁଛୁ

  • @prakritikanchan537
    @prakritikanchan537 3 หลายเดือนก่อน

    ଆପଣ ଅଜଥା କଥା ଉପରେ ବେଶୀ ଗୁରୁତ୍ୱ ଦେଉଛନ୍ତି...ନବୀନ ପଟ୍ଟନାୟକଙ୍କ ଘର ଭିତର କଥା ଜାଣି ଆମର କଣ ଲାଭ ହେବ..ଆପଣ ହେଉଛନ୍ତି pro BJP & anti BJD

  • @sudarshanchand3858
    @sudarshanchand3858 ปีที่แล้ว +1

    ଭାଇ ବହୁତ ଧନ୍ୟବାଦ, ଆପଣ ଏକଦମ ଲାଲକୃଷ୍ଣ ଆଡ଼ଭାନୀଙ୍କ ପରି ଦେଖାଯାଉଛନ୍ତି l ଆପଣଙ୍କ ବାର୍ତ୍ତା ପାଇଁ ଆପଣଙ୍କୁ ଧନ୍ୟବାଦ l ଆପଣଙ୍କର ସମୀକ୍ଷା ସମସ୍ତ ଜନତାଙ୍କ ଆଖି ଖୋଲିଦେଉଛି l ଏହା ସବୁବେଳେ ଜାରିରହିବା ଦରକାର l

  • @batakrushnajena1878
    @batakrushnajena1878 ปีที่แล้ว +1

    Kemiti dhanyabada debi janiparuni

  • @artistsworld256
    @artistsworld256 3 หลายเดือนก่อน

    ଓଡ଼ିଶାରେ ପଟ୍ଟନାୟକ ବଂଶର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କେହି ବସିବାର ଅଧିକାର ହରାଇଛନ୍ତି । ଏହା ଗଣତନ୍ତ୍ର ଶାସନର ମୂଳମନ୍ତ୍ର। ତା'ପୁଅରୁ ତା' ପୁଅର ପୁତ୍ର ମନ୍ତ୍ରୀ ହେବା ବିଧି ନାହିଁ | ଆଉ ବିଜେଡ଼ିର ଭଲ ନେତା ଅଛନ୍ତି। ନବୀନ ଭଳି ଏହି ଭ୍ରଷ୍ଟାଚାର ନେତା ଓଡ଼ିଶା ଚାହୁଁନାହିଁ | ପୁଣି ଓଡ଼ିଶା ଏବଂ ଶ୍ରୀଜଗନ୍ନାଥଙ୍କୁ ବଦନାମରୁ ରକ୍ଷାକରନ୍ତୁ | ଜୟ ଜଗନ୍ନାଥ |

  • @dhamirona8662
    @dhamirona8662 2 ปีที่แล้ว +4

    ସରକାରୀ ସ୍କୁଲ ରେ ପାଠ ପଢା ସମୟ ରେ ସାମ୍ବାଦିକ ଯିବା ଆଦୌ ଗ୍ରହଣୀୟ ନୁହେଁ, ମାଲକାନଗିରିର ଜଣେ ଶିକ୍ଷକୟତ୍ରୀ ଙ୍କ ବିକୃତ ବ୍ୟବହାର ର ଭିଡିଓ ଭାଇରଲ କରିଥିବା ସାମ୍ବାଦିକ ଉପରେ ମାନବ ଅଧିକାର କମିଶନ ଦଣ୍ଡ ବିଧାନ କରିବା ଆବଶ୍ଯକ।

  • @sunitasutar8616
    @sunitasutar8616 2 ปีที่แล้ว +1

    Honourable CM Sir kindly #AbolishOdishaContractualRules
    #EqualPayforEqualWork
    #Count6YearsInServicePeriod #RestoreRegularAppointment

  • @Rahul-ru9cf
    @Rahul-ru9cf ปีที่แล้ว

    ଆମ କୁ ଜଣା ତମ କଥା ।।।।ବଜେପି ର ତମେ ଚେଲା ।।।।ତୁ otv।।ତ Chanel

  • @SibaPrasaddashDash
    @SibaPrasaddashDash 11 หลายเดือนก่อน

    ଗେଣ୍ଠା ମୂର୍ଚୁଣ୍ଡା ବୋଇଲେ କିସ ସେଟା ଏଇଟା

  • @whatisthis1900
    @whatisthis1900 2 ปีที่แล้ว +1

    au nabin pattanaik is not a writer.. he has his name only over 3 pictionary catalogue. ama pg pila anek besilekhuchnti thesis re.

  • @pratyushmohanty542
    @pratyushmohanty542 3 หลายเดือนก่อน +1

    Gayatri nku bi odia jana nahni

  • @laxmansahoo9422
    @laxmansahoo9422 2 ปีที่แล้ว +3

    Journalists should follow self-discipline. They will collect news beneficial to the society.They should avoid yellow journalism.

  • @deepaksasamal8919
    @deepaksasamal8919 2 ปีที่แล้ว +3

    ସମସ୍ତ ଓଡ଼ିଆ ମାନଙ୍କୁ ଅନୁରୋଧ ଦୟାକରି ଓଡ଼ିଶାକୁ ଏହି ପାରିବାରିକ ରାଜନୀତିରୁ ବଞ୍ଚାନ୍ତୁ।

  • @dillipsingh5973
    @dillipsingh5973 2 ปีที่แล้ว +1

    Honourable CM Sir kindly #AbolishOdishaContractualRules
    #EqualPayforEqualWork
    #Count6YearsInServicePeriod #RestoreRegularAppointment

  • @rkphysics7554
    @rkphysics7554 2 ปีที่แล้ว +1

    Abolish contractual system from odisha to

  • @banamalimallick4014
    @banamalimallick4014 3 หลายเดือนก่อน +1

    Pari bara bad darkara nahi

  • @manaswinisahoo6357
    @manaswinisahoo6357 3 หลายเดือนก่อน +1

    ଆପଣଙ୍କର ବିଶ୍ଳେଷଣ ଚମତ୍କାର

  • @RuparekhaSwain
    @RuparekhaSwain 3 หลายเดือนก่อน

    Sir, we are not Intrested in their family . A man after spending a lavish highlife in western world returned ro Odisha at his 50 to rule the state . How easy and convinient are odia people ! We do not require any mainstream discourse/ glorification on/of such personalities and open up the route for people to become the CM as a easy and alternative career option . How shameful is this ! Odisha is a state with 4.5 crore population. Bigger than many small countries. The people have their dignity as Odia. It should have no place for imported rulers .
    It is further astonishing that while Pandian is being squarely blamed for everything, Naveen Pattnaik is exonerated, rather idolized, for the 24 years long tyranny and misrules.
    We need another Madhu babu in odisha to aweken public conscience . Odisha should have odisha living, odia speaking CM.
    Enough of plastic love , enough of perception mamagement skills by the english speaking touts. Namaskar

  • @DebasmitaJena-um5uq
    @DebasmitaJena-um5uq 6 หลายเดือนก่อน

    Naveen Pattanayak huontu ki jie v huontu, he is CM of Odisha. You should learn to respect. Else you should have shame. U should not criticize our CM & PM. You should make video on pride of Odisha..

  • @bhabaniprasadrout
    @bhabaniprasadrout 11 หลายเดือนก่อน

    Gayatry pattnayak is not fit to be CM of Odisha. If BJD selected Gayatry pattnayak Tobe CM candidate of odisha then the Result must will show Severe Down fall of BJD

  • @narendrabehera4025
    @narendrabehera4025 2 ปีที่แล้ว +2

    Hate .

  • @DebasmitaJena-um5uq
    @DebasmitaJena-um5uq 6 หลายเดือนก่อน

    Jaha b hou Pattanayak family pai, apononko video bodhia chalichi... You should be thankful to his family....

  • @rabindranathdas2388
    @rabindranathdas2388 ปีที่แล้ว

    Tell me , why Biju babu not married a Odia, why Prem Pattanaik married twice, why Nabinbabu is bachelor, why Bijubabu family member no speaking Odia , why Gita Pattanaik my married Odia, is it love for Odisha and Odia?

  • @nirupamamohanty5704
    @nirupamamohanty5704 ปีที่แล้ว

    Our nata means amaku rajuti karutheba loka bisayara jadi we know kichhi and his family ta hela sa kipari leader and ki rajaniti Weare Sina village basi hala you are why sitting big big post

  • @narayanpattnaik1694
    @narayanpattnaik1694 4 หลายเดือนก่อน

    Odisha kana biju babu nka four father's property?

  • @ajaysethy142
    @ajaysethy142 3 หลายเดือนก่อน

    Naaaa , Arun pattanaik hele bhala haba. Gyana babunka business gayatri pattanaik dambhalantu. Arun pattanaik nku odisha re chhadantu

  • @bhabaniprasadrout
    @bhabaniprasadrout ปีที่แล้ว

    If Naveen pattnayak will be not compete in incoming Election then it is dead Sure BJD will deafet like Congress in odisha. No other person from Naveen pattnayak's family will won in Election.

  • @sankarpanda9218
    @sankarpanda9218 2 ปีที่แล้ว +2

    Please donate to this channel as a token of recognition and improvement for this channel.

  • @NAMASTECRIME
    @NAMASTECRIME 4 หลายเดือนก่อน

    BJP khabar kagaz chalauthiba byakti, khabar anuchanti dilip ray nka thu aau ethi bilbilouchanti

  • @girijasankarrout7911
    @girijasankarrout7911 2 ปีที่แล้ว

    BJD re entry Kariba ku..odishabasi maninebe ki ??? Mora mane heunahi.

  • @BijayKumarSatpathy-k6r
    @BijayKumarSatpathy-k6r 5 หลายเดือนก่อน

    Gayatree Patnaik' biography , only daughter of Prem Patnaik and mother of Gayatree is whom , please advise to mention .

  • @rkk50
    @rkk50 2 ปีที่แล้ว

    Kete lambeiki kahuchatine sir..khali video ku lengthy karibaku ..

  • @ranjandas-sq4gy
    @ranjandas-sq4gy 3 หลายเดือนก่อน

    BJD party' Power asithile CM candidate Gayatri patanayak heba,

  • @DebasmitaJena-um5uq
    @DebasmitaJena-um5uq 6 หลายเดือนก่อน

    Naveen--- This name people are very very clever... But very coward....

  • @saratchandrabarik2667
    @saratchandrabarik2667 7 หลายเดือนก่อน

    😂No sufficient no. of people areconnected with mobile comments.Plz inform,conform and unite us in this regard 2 welcome a brighter tommerow.

  • @bijayanayak1713
    @bijayanayak1713 2 ปีที่แล้ว +9

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ । ବଂଶଗତ ରାଜନୀତି ପାଇଁ ବିଜୁ ପରିବାର ଅନିଚ୍ଛା ପ୍ରକାଶ କରୁଛନ୍ତି। କିନ୍ତୁ ଭବିଷ୍ୟତରେ ଓଡ଼ିଶା ରାଜନୀତିରେ ବିଜୁବାବୁଙ୍କ ଦବଦବା ରହିବା ନିଶ୍ଚିତ। ନବିନ ବାବୁଙ୍କ ଅନ୍ତେ ବିଜୁ ପରିବାର ରୁ କେହି ରାଜନିତିକୁ ଆସିବା ଅସମ୍ଭବ ମନେହେଉଚି।ଯାହା ମନେହେଉଚି ବିଜୁ ଜନତା ଦଳ ନବୀନ ବାବୁ ଙ୍କ ପରେ ଧରାସାଇ ହେବାଟା ନିଶ୍ଚିତ।

  • @amitsahoo8265
    @amitsahoo8265 ปีที่แล้ว

    Sir what u r talking , dat only waste of timeloss of viewers. Itcan be manageed by two minutes only. May it be a hot topic but explanation is so boring😢😢😢😢