Dharma Kanduchi (ଧର୍ମ କାନ୍ଦୁଛି) || New Odia Viral Song || Muskan Pradhan || MO PASANDA ENTERTAINMENT

แชร์
ฝัง
  • เผยแพร่เมื่อ 11 มิ.ย. 2024
  • Dharma Kanduchi (ଧର୍ମ କାନ୍ଦୁଛି) || New Odia Viral Song || Muskan Pradhan || MO PASANDA ENTERTAINMENT
    ♪ : Song - Dharma Kanduchi
    ♪ : Singer - Muskan Pradhan
    ♪ : Music - Omkar Lenka
    ♪ : Lyrical - Omkar Lenka
    ♪ : Keys - Dhrutimaya
    ♪ : Rhythm - D. Ashesh
    ♪ : Arrangement & Mix Mastering - Manorama Music Studio, (BBSR)
    ♪ : Producer - Shakuntala Nayak
    #mopasandaentertainmen
    #dharmakanduchi #kanduchi_odia
    #heynavinbabu#kanduchiodiapranatumakuharei#naveens#newodiasong #devotionalsongs #muskan #muskanpradhan #omkarlenka #song #trending #odiasong #bjd #naveen #naveenpatnaik#bjdsong
    #naveen_patnaik_song
    © MO PASANDA ENTERTAINMENT
    * ANTI-PIRACY WARNING *
    This content is Copyright to Mo Pasanda Entertainment . Any Unauthorized Reproduction, Redistribution Or Re-upload Is Strictly Prohibited Of This Material. Legal Action Will Be Taken Against Those Who Violate The Copyright Of The Following Material Presented
  • บันเทิง

ความคิดเห็น • 1.5K

  • @bijyasethi5949
    @bijyasethi5949 2 ชั่วโมงที่ผ่านมา +3

    Atee katha ta samaste kahucha vote dela belakuu sabu kuade jaithila aji jadi vote daethanta naa Naveen pattnayak aji tuma pakhare thante....😣❤

  • @adityamusicproduction8445
    @adityamusicproduction8445 16 วันที่ผ่านมา +253

    I miss you sir ପୃଥିବୀ ପୃଷ୍ଠରେ ମିଳିବନି ନବୀନ ପଟ୍ଟନାୟକଙ୍କ ପରି ଜଣେ

    • @mopasandaentertainment9155
      @mopasandaentertainment9155  16 วันที่ผ่านมา +3

      😭😭

    • @RajKumar-dp2ip
      @RajKumar-dp2ip 15 วันที่ผ่านมา +3

      Right Bhai 😢😢😢

    • @dhananjayadm3287
      @dhananjayadm3287 11 วันที่ผ่านมา +1

      ବାଳ ନା ..... କହିଲା କଣ ନା ପୃଥିବୀରେ ମିଳିବେନୀ... କଥା ରେ ଅଛି ଦାଣ୍ଡରେ ଖୋଜିଲେ ୧୦୦୦ ମିଳିବେ 😃😃😃😃😃😃😃

    • @jagannathpanda7993
      @jagannathpanda7993 9 วันที่ผ่านมา

      Sala bala kahu chu to pakhare rakh bala

    • @saratpradhan8117
      @saratpradhan8117 8 วันที่ผ่านมา +1

      ନିହାତି ଭାଇ ଚଣ୍ଡିଖୋଲ କୁ ଚଡି ଖୋଲ ବୋଲି କହୁଥିବା ଲୋକ ମିଳିବେ ନାଁହି,

  • @mrmusiu7star592
    @mrmusiu7star592 16 วันที่ผ่านมา +339

    ନବୀନ ବାବୁ ଜଣେ ପୁରୁଷନୁହଁ ସେଜଣେ ମହଂପୁରୁଷ. ସେ ଓଡ଼ିଆ ମାଟିରେ ଭଗବାନ ର ଗୁଟେ ଅଂଶ ଏମତିରେ ମଣିଷରୁପେ ଜନ୍ମ ନଇଥିଲେ. ମଣିଷ ଜନ୍ମ ରୁ ମାରିବା ପର୍ଯନ୍ତ କଣ ନା କରିଛନ୍ତି. ତଥାପି ଏ ମଣିଷ ମାନେ ପଚାରୁଛନ୍ତି 25 ବର୍ଷରେ ନବୀନ କଣ କଲେ....

    • @chandrasekharsamal9176
      @chandrasekharsamal9176 15 วันที่ผ่านมา +13

      Mahatma gandhi ete kari tanku hatya kalle,tanku samaste mana rakhi chanti,sei bhali odisha ra mauda mani samastanka manare thibe.

    • @RajKumar-dp2ip
      @RajKumar-dp2ip 15 วันที่ผ่านมา +5

      😢😢😢

    • @user-pw2pp7nm9j
      @user-pw2pp7nm9j 14 วันที่ผ่านมา +3

      Right❤❤❤❤❤❤❤❤😂😂😂😂😂😂😂😂😂😂😂😂

    • @tapubably3899
      @tapubably3899 12 วันที่ผ่านมา +1

      😢😢

    • @smitasamal460
      @smitasamal460 12 วันที่ผ่านมา +2

      Right👍👍👍

  • @rameshchparida4308
    @rameshchparida4308 16 วันที่ผ่านมา +240

    ହେ ନବୀନ ବାବୁ ତୁମେ ହ୍ରୁଦୟ ରେ ସାରା ଜୀବନ ରହିଗଲ

  • @user-lw8rw4gd9z
    @user-lw8rw4gd9z 15 วันที่ผ่านมา +109

    ଏହି ଗୀତ ଶୁଣି ହୃଦୟ ବହୁତ ବିଦାରିତ ହେଉଛି

  • @sadhana123
    @sadhana123 13 วันที่ผ่านมา +84

    ହେ ନବୀନ ବାବୁ ତୁମେ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଛ ❤❤❤ | ଆପଣଙ୍କ ଅବଦାନ ଏ ଓଡିଶାବାସୀଙ୍କ ପାଇଁ ଅବିସ୍ମରଣୀୟ |
    Love You Naveen Sir 🙏🏿 |

    • @mopasandaentertainment9155
      @mopasandaentertainment9155  13 วันที่ผ่านมา +2

      👏😪😪

    • @ODIA.VELGER.SANTOSH
      @ODIA.VELGER.SANTOSH 13 วันที่ผ่านมา +1

      😢😢😢🙏😢😢

    • @biswalchandan182
      @biswalchandan182 2 วันที่ผ่านมา

      ମୋ ସ୍ଥାନ ରେ ନବୀନ ନାହିଁ ସେ ଯଦି କିଛି କରିଥାନ୍ତେ ଆଜି ଓଡିଶା ଶିକ୍ଷା ରେ ଏତେ ତଳେ ନଥାନ୍ତା 😊

  • @ShashikantaPatra-iy8bq
    @ShashikantaPatra-iy8bq 15 วันที่ผ่านมา +103

    ବହୁତ୍ କଷ୍ଟ ହଉଚି ନବୀନ ବାବୁ ❤❤❤😢😢😢😢 ଫେରିଆସ

    • @mopasandaentertainment9155
      @mopasandaentertainment9155  15 วันที่ผ่านมา +2

      😪😪👏👏

    • @candysantosh1995
      @candysantosh1995 15 วันที่ผ่านมา +2

      😢😢😢😢

    • @BasantaSahu-mv7mk
      @BasantaSahu-mv7mk 6 วันที่ผ่านมา

      Really

    • @manasdash8604
      @manasdash8604 4 วันที่ผ่านมา

      ଆଉ ଦରକାର ନାହିଁ ନବୀନବାବୁ ଓଡ଼ିଶାର ଲୋକେ ଦାଦନ ଖଟି ଜିବେ ଓଡ଼ିଶାର ସବୁ କଲକାରଖାନା ବନ୍ଦ୍‌ କରିଦେଲେ ଗାଁମାନଙ୍କୁ ରୋଡ଼୍‌ନାହିଁ ଆମୁଲ୍ଲାନ୍‌ସ୍‌ ଅଧବାଟରେ ରହିଜାଉଛି ଗର୍ବବତୀ ମହିଲା ମାନଙ୍କୁ ଖଟରେ ବୋହି ନେବାକୁ ପଡ଼ୁଛି ରୋଗିଣା ଲୋକ ବହୁତ କଷ୍ଟ ପାଉଛନ୍ତି ଆଉ ଦରକାରନାହିଁ ନବୀନବାବୁ

  • @edityboysagar4824
    @edityboysagar4824 16 วันที่ผ่านมา +250

    ବହୁତ ଦୁଃଖ ଲାଗୁଛି ଏ ଗୀତ ଓ ଭିଡ଼ିଓ ଦେଖିକି ଆଖିରୁ ଲୁହ ବି ଝରି ଝରିଯାଉଚି ଦିଲ୍ ସେ ନବୀନ ପଟ୍ଟନାୟକ କୁଁ ଧନ୍ୟବାଦ୍ ଜୟ ଜଗନ୍ନାଥ 🐚🐚🐚😭

    • @MuskanVlogs100k
      @MuskanVlogs100k 16 วันที่ผ่านมา +5

      😭😭

    • @MuskanVlogs100k
      @MuskanVlogs100k 16 วันที่ผ่านมา +5

      😢😢😢😢😢

    • @user-qu3kh3hf9z
      @user-qu3kh3hf9z 15 วันที่ผ่านมา +5

      I really love you Navin sir I miss you navin sir jesa abhi ka new cm bhi asa acha nhi banega jitna navin sir di new cm khabhi de nhi sakega odisha baut acha Sambal ke raktha humara piayara sha navin sir god bless you navin sir Bhagavan apko humaesha kush rakhe apka sat bhi de 🥺😭😔

    • @tapasranjanpanda8199
      @tapasranjanpanda8199 13 วันที่ผ่านมา +2

      bhogwan sata re nahanti lagila ethoro 😢

    • @ODIA.VELGER.SANTOSH
      @ODIA.VELGER.SANTOSH 13 วันที่ผ่านมา +1

      😢 sata re aou odisha pura khai jiba bjp

  • @purnachandrahistriya
    @purnachandrahistriya 16 วันที่ผ่านมา +95

    ହେ ମହାନାୟକ ତୁମେ ଯୁଗ ଯୁଗ ପାଇଁ ମନେ ରହିବ.. 🙏🏻🙏🏻
    ଓଡିଶା ପାଇଁ କିଏ କଣ କରିଛି କଣ ନାଇଁ ସେ କଥା ତ କହିବିନି, ହେଲେ ଆପଣ ଦୀର୍ଘ 25ବର୍ଷ ସେଇ ସାମାନ୍ୟ କୁର୍ତା ପାଇଜାମା ଆଉ ହଳେ ସାଧା ଚପଲ ପିନ୍ଧି, ନିଜ କଥା ନ ଭାବି ସାରା ଓଡିଶା ବାସୀଙ୍କୁ ନିଜର କରି ବହୁତ କିଛି କରିଛନ୍ତି..🙏🏻🙏🏻

    • @mopasandaentertainment9155
      @mopasandaentertainment9155  16 วันที่ผ่านมา

      👏👏😪😪 ଧନ୍ୟବାଦ ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ 👏😪

    • @candysantosh1995
      @candysantosh1995 15 วันที่ผ่านมา

      Really os sad😢

    • @arjunmajhi6215
      @arjunmajhi6215 3 ชั่วโมงที่ผ่านมา

      Nabin babu pari kei heiparibe nai

  • @adityamusicproduction8445
    @adityamusicproduction8445 16 วันที่ผ่านมา +106

    ଗରୀବର ସାହାରା ଓଡ଼ିଶାର ହୀରା

  • @sadasibabehera9351
    @sadasibabehera9351 16 วันที่ผ่านมา +155

    ଯୋଗେ ଯୋଗେ ନବୀନ

  • @rohitmajhi9197
    @rohitmajhi9197 6 วันที่ผ่านมา +49

    ହେ ନବୀନ ପଟ୍ଟନାୟକ ଓଡ଼ିଶାର ଲୋକଙ୍କର ହୃଦୟ ରେ ଚିର ଦିନ ପାଇଁ ରହି ଗଲ

  • @ManojKumar-vj6mr
    @ManojKumar-vj6mr 16 วันที่ผ่านมา +72

    ସତ ଏଇଆ ଯେ ଯାହାବି କରିଛ ଯାହାବି ଦେଇଚ ଏହା ଭୁଲିବା କଥା ନୁହେଁ ଯେଉଁ ମନେ ଭୁଲନ୍ତି ସେମାନେ ମଣିଷ ନୁହନ୍ତି ଯଦି କହିବି ତ ସମୟ ଲାଗିବ ତଥାପି କହୁଚି କଂଗ୍ରେସ 76ys, bjp 46ys, ପରେବି 1999ମହାବାତ୍ୟା ପରେ ଓଡିଶା ରେ ଆଉ କିଛି ନଥିଲା ଆଉ ସେବେ ଠାରୁ ସବୁ ଦଳ ଥାଇକି ବି କିଛି କରିପାରିନଥିଲେ ଆଉ ସେବେ ଠାରୁ ଆପଣ ଆସିଲେ ନିଜ ପାଇଁ ଧ୍ୟ୍ୟନ ନ ଦେଇ ରାଜ୍ୟର ହିତ ପାଇଁ କାମ କରିଲେ। ଆପଣ ଜଣେ ରାଜନେତା ହୋଇ କାମ କରୁ ନଥିଲେ ଜନସେବକ ହୋଇ କାମ କରିଛ ନ୍ତି

    • @mopasandaentertainment9155
      @mopasandaentertainment9155  16 วันที่ผ่านมา +1

      ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ 👏👏👏😪😪

    • @damburudharadas1047
      @damburudharadas1047 14 วันที่ผ่านมา

      1999 purbaru kn thila abe 25 year re kn development heichi Aa mo Pela taa ku tekiki dharibu tate guru gyana debi Madoorchood maagiaa

    • @ManojKumar-vj6mr
      @ManojKumar-vj6mr 14 วันที่ผ่านมา

      @@damburudharadas1047 ଯୋଉ ବେବହାର ତୁ କରୁଛୁ ସେଇଟା ବାପା ମା ଥିବା ପିଲା କରେ ନି ଜାରଜ ସନ୍ତାନ କରନ୍ତି ସେଥିପାଇଁ ପାଇଁ ତୋ ଉତ୍ତର ଦେବିନି

    • @puskarabhoi6106
      @puskarabhoi6106 2 วันที่ผ่านมา

      24yr re sabu dadana jauchhanti
      Durniti government

  • @manjarapradhan0143
    @manjarapradhan0143 6 วันที่ผ่านมา +7

    ଧନ୍ୟ ଆମ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାବୁ

  • @rameshdas9755
    @rameshdas9755 16 วันที่ผ่านมา +63

    ଗୀତ ହୃଦଯ❤❤❤ଛୁଇଁଛି

  • @dillipkumarsahoo4823
    @dillipkumarsahoo4823 16 วันที่ผ่านมา +49

    Best cm of all over India, Naveen babu great❤❤❤❤❤🙏🙏🙏🙏🙏

  • @OmkarCreationOdia
    @OmkarCreationOdia 17 วันที่ผ่านมา +53

    Best best best....all the best... sweetest song... beautiful singing.... thank you muskan Pradhan ... God bless you all time...Joy nabin Joy nabin

  • @kumarvicky8425
    @kumarvicky8425 16 วันที่ผ่านมา +43

    Very heart touching Song ❤️❤️ Beautiful Voice good job kuni jhia

  • @Vijaydebrazdash
    @Vijaydebrazdash 13 วันที่ผ่านมา +39

    ଆଉ ଥରେ ବାଜୁ ଶୁଭ ଶଙ୍ଖ ବନ୍ଦେ ଉତ୍କଳ ଜନନୀ

  • @pkpanda1371
    @pkpanda1371 7 วันที่ผ่านมา +31

    ଏହି ଗୀତ ମୋ ଆଖିରେ କେବଳ ନୁହେଁ କୋଟି ଓଡ଼ିଆ ଙ୍କ ଆଖିରେ ବିନ୍ଦୁ ବିନ୍ଦୁ ଲୁହ ଝରାଇ ଦେଲା। ନବୀନ ପଟ୍ଟନାୟକ ଙ୍କ ପରି ମୁଖ୍ୟ ମନ୍ତ୍ରୀ ପୃଥିବୀ ରେ ବିରଳ। ସେ ପ୍ରଭୁ ଯୀଶୁ ଙ୍କ ଅବତାର। ଶାନ୍ତି ପ୍ରେମ ଆନନ୍ଦ ପ୍ରଗତି ର ସ୍ୱର୍ଗ ଦୂତ। କୋଟି ପ୍ରଣାମ ତାଙ୍କୁ।

  • @user-vd7rq5yp4l
    @user-vd7rq5yp4l 15 วันที่ผ่านมา +43

    ଏ ଗୀତଶୁଣି ଆଖୀରୁ ଲୁହଯରୁଛି ଭଉଣୀ ସିଏ ଥିଲେ ଗରିବର ସାଥି ଜୟ ଓଡିଶା ବିଜେଡି❤❤❤❤❤❤

  • @adityamusicproduction8445
    @adityamusicproduction8445 16 วันที่ผ่านมา +40

    Aditya music production and Ashu music production ତରଫରୁ ଆପଣଙ୍କୁ ଅଭିନନ୍ଦନ ଶୁଭ କାମନା

  • @sabitabarik6037
    @sabitabarik6037 16 วันที่ผ่านมา +13

    Apana sabudina panee odisha basi nka hurdayare jiti jaichanti bahut kama kale apan nija ku tk time diantu sir❤❤❤❤❤

  • @kiran9388
    @kiran9388 16 วันที่ผ่านมา +16

    Great song ! Thanks producer, music director & little champ !

  • @rowdyysmrutigaming
    @rowdyysmrutigaming 16 วันที่ผ่านมา +20

    📌 Bahut bhala lagila and proud feel hela Naveen Pattnaik Sir nka pain amiti gita te baachi thibaru Lot's of Love ❤❤ Jay jagannath 🙏 jay Naveen Pattnaik Sir ❤️❤️

    • @mopasandaentertainment9155
      @mopasandaentertainment9155  16 วันที่ผ่านมา +1

      Thank you so much for your lovely comments ❤️ 👏👏

    • @candysantosh1995
      @candysantosh1995 15 วันที่ผ่านมา +1

      Really we miss you Naveen babu😢😢

  • @pandabkumar-bo6rg
    @pandabkumar-bo6rg 16 วันที่ผ่านมา +43

    I miss you nabina sir ❤️❤️❤️❤️❤️❤️❤️ odisha re amiti sabu bele kushi re rahu.........

  • @rabikumar6118
    @rabikumar6118 16 วันที่ผ่านมา +21

    REALY OMKAR BHAI YOU R GREAT...
    FOR writting of THIS HEART TOUCHING TEARFUL BEAUTIFUL SONG FOR OUR RESPECTED CM
    NAVEEN PATTANAYAK SIR.
    ନବୀନ୍ ବାବୁ ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ଯୁଗ ଯୁଗ ପାଇଁ ସର୍ବଦା ମୁଖ୍ୟମନ୍ତ୍ରୀ ହେଇ ରହିବେ ପୂର୍ବତନ ନୁହେଁ... ନବୀନ୍ ବାବୁଙ୍କ ନାଁ ଧରିବା
    ପୂର୍ବରୁ ସମସ୍ତଙ୍କ ମୁହଁ ରୁ ଆପେ ଆପେ ବାହାରି ଆସିବ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ୍ ବାବୁ...
    ପ୍ରଭୁ ଜଗନ୍ନାଥ ନବୀନ୍ ବାବୁଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ... ଜୟ ଜଗନ୍ନାଥ...

    • @mopasandaentertainment9155
      @mopasandaentertainment9155  16 วันที่ผ่านมา +1

      ଧନ୍ୟବାଦ ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ 👏👏👏👏👏👏

    • @ranjanmohanty6361
      @ranjanmohanty6361 15 วันที่ผ่านมา

      Really Nabin babu is the worthy son of mother Odisha

    • @ranjanmohanty6361
      @ranjanmohanty6361 15 วันที่ผ่านมา

      Who has under stood the dream of the great sons of Odisha like Utkal Mani pride of Utkal Bhumi Putra for whom shedding of the tear is never ending of the common people No doubt History will come back very soon.

    • @MuskanVlogs100k
      @MuskanVlogs100k 14 วันที่ผ่านมา +1

      It's my great ness for having such a excellent lirics. Thank you @omkar nath Lenka sir👏👏👏

  • @user-ks2ey1rx5h
    @user-ks2ey1rx5h 14 วันที่ผ่านมา +8

    🎉🎉 ଜଏବିଜେଡି 🎉🎉🎉 ଜଏନବିନସାରେ🎉🎉🎉

  • @Princesstube00
    @Princesstube00 16 วันที่ผ่านมา +15

    No one can Replace You Naveen Sir🙏🏻. you are in our hearts ❤️. #Naveenodisha

  • @pmahesh4849
    @pmahesh4849 16 วันที่ผ่านมา +9

    Bahat badhia, naveen babu sata re odisha basi nka aakhi re aaji luha asuchi aapna CM heleni boli, aapana samastankara priya heiki thile hrudaya re thile 25 years hela odisha basi daru nathile kete bipada asile bhi ebe sabu mane padiba odisha basi nku aapnankara work style and carraige

  • @smitasamal460
    @smitasamal460 13 วันที่ผ่านมา +37

    ଯୋଉ ସରକାର କୃଷକ ମାନଙ୍କ ପାଇଁ ଏତେ କିଛି କଲା । ଯୋଉ ସରକାର ପ୍ରଥମେ କାଳିଆ ଯୋଜନା କଲା, ବଳିଆ ଯୋଜନା କଲା । ଆଉ ସବୁଠୁ ବଡ଼ କଥା ମୋଦି ନବୀନ ସରକାରଙ୍କ ବିରୁଦ୍ଧରେ ରେ ଯେତେ ଯାହା କହିଲେ ବି ନବୀନ ସରକାର ଆଜି ପର୍ଯ୍ୟନ୍ତ ମୋଦି ଙ୍କ ବିଷୟରେ କିଛି ବି କହିନାହାନ୍ତି । ଏଇଟା ତାଙ୍କର ବଡପଣ । ତାଙ୍କ ନିଜ ଦଳ ର ଲୋକ ଯାହା କୁହନ୍ତୁ ପଛେ ସିଏ କିଛି କହିନାହାନ୍ତି। ଆଗରୁ ପିଲାମାନେ ସ୍କୁଲ ଯାଉନଥିଲେ , ସ୍କୁଲ ବ୍ୟବସ୍ଥା ଭଲ ନଥିଲା ତାକୁ ସୁଧାରି ଲେ ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଲାମାନଙ୍କ ପାଇଁ ମାଗଣା ଖାଦ୍ୟ , ପୋଷାକ, ପୁସ୍ତକ, ଯୋଗେଇଲେ ନବୀନ ପଟ୍ଟନାୟକ । ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ , ମହିଳା ଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବଧା କଲେ ।ହେଲେ ମୋଦି ସରକାର କହିଛନ୍ତି କି ମୁଁ ପୁରୁଷ ପାଇଁ ୫ ଲକ୍ଷ ଆଉ ମହିଳା ପାଇଁ ମଧ୍ୟ ୫ଲକ୍ଷ ର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତେବେ ଆପଣ ମାନେ କୁହନ୍ତୁ କିଏ ଭଲ । ସିଏ ହିଁ ଆମକୁ ରାସ୍ତା ସୁବିଧା ଯୋଗେଇଛନ୍ତି । ଆଉ ଏମିତି ରେ ବି ମୋଦି ସରକାର ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଆଜି ପର୍ଯ୍ୟନ୍ତ ଏମିତି ବହୁତ ହେଇଛି ମୋଦି ସରକାର ବହୁତ କିଛି ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଯିଏ ଆମ ଓଡ଼ିଶା ପାଇଁ ଏତେ କିଛି କରିଛି ତାକୁ ହିଁ ଏହି ସ୍ୱାର୍ଥପର ମଣିଷ ଭୁଲିଗଲା। ଲୋକ ମାନଙ୍କୁ ଯେ ପର୍ଯ୍ୟନ୍ତ Bjd ସହାୟତା କରୁଥିଲା ସେ ପର୍ଯ୍ୟନ୍ତ ତାର ଗୁଣ ଗାଉଥିଲେ ହେଲେ ଆଜି ସେ ସବୁ ଭୁଲିତାକୁ ଗାଳି କରୁଛନ୍ତି। ଯୋଉ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛେପ ପାଉଛନ୍ତି ଏମିତିକା ମଣିଷ କୁ ନମକ ହାରାମ୍ କୁହାଯାଏ।ଆରେ ସିଏ ତ ଗରିବ ଲୋକଙ୍କ ବନ୍ଧୁ❤❤❤❤। ଗୁଜୁରାଟ ରେ Bjp ଅଛି ହେଲେ ସିଏ ନମ୍ବର ୧ ହେଇପାରିଲାନି । ବିଜେପି କିଛି ରାସ୍ତା ନ ପାଇ କ୍ଷମତା ଲାଳସା ରେ କେତେ ଶସ୍ତା ରାଜନୀତି କରୁଛି।କେବଳ ଭୋଟ ପାଇଁ ଓଡିଶା କୁ ଏତେ ଥର ଆସୁଛି । ଯଦି ବିଜେପି ରେ ଲୋକପ୍ରିୟତା ରହିଛି ସରକାର ଗଠନ କରିବାର ଦମ୍ ରହିଛି ତାହାଲେ ଜଣଙ୍କ କଥା କୁ କାହିଁକି ବିକୃତ ଆଉ କଦର୍ଥ କରି ପ୍ରଘଟ କରୁଛି ? ଏହା କେଉଁ ରାଜନୀତି ର ପରିଚାୟକ ! ଓଡିଶା ରେ ଜନତା ଙ୍କ ପାଇଁ ହେଉଥିବା ବିକାଶ ମୂଳକ କାର୍ଯ୍ୟ କୁ ବିରୋଧ କରି ଓଡିଶା କୁ ପଛକୁ ଟାଣି ନେଉଛନ୍ତି bjp ର ନେତା ମାନେ । ଏମାନଙ୍କୁ ଟିକେ ହେଲେ ଲାଜ ନାହିଁ ।ଏତେ ସୁବିଧା କଲା ପରେ ବି Bjd କୁ ସମ୍ମାନ ମିଳୁନି । Bjp ଥରେ କହିଥିଲେ କି ଘର ଜଣକୁ ଚାକିରି ମିଳିବ କାଇ ସେଇଟା ତ ହେଲାନି।ଆଉ ଏମିତିରେ ବି BJP Mane ଆମର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ର ପ୍ରଧାମନ୍ତ୍ରୀ ହିସାବ ରେ ଓଡ଼ିଶା କଣ ଭାରତ ରେ ଦାଦନ ହଟଉ ନାହାନ୍ତି କଣ ପାଇଁ କଣ ସେ ଖାଲି ଓଡ଼ିଶା କୁ ଆସିଲେ ହିଁ ଦାଦନ ରହିବନି ସେ ପ୍ରଧାମନ୍ତ୍ରୀ ହିସାବ ରେ ହଟାନ୍ତୁ।❤❤ bjp ଚାହିଁଥିଲେ bharat ର ପ୍ରଧାମନ୍ତ୍ରୀ ହିସାବ ରେ ଭାରତ ରେ ମଦ ବନ୍ଦ କରିପାରିଥାନ୍ତେ ।ଏଥିରେ bjd ର କିଛି ଦୋଷ ନାହିଁ । ରାଜନୀତି ନୁହେଁ ଦେବନୀତି ରେ ବିଶ୍ୱାସ ରଖେ Bjd।❤❤❤❤

    • @dibyaranjan3719
      @dibyaranjan3719 7 วันที่ผ่านมา +2

      ❤❤❤❤❤❤❤

    • @anweshabiswal2003
      @anweshabiswal2003 6 วันที่ผ่านมา +2

      Bhai kichi kuhani chup heiki basijao loka nku tanka decision upare tk regret ta karibaku dia ea ta arambha heichi tapare dekha agaku agaku kn hauchi

  • @user-lm6hj4yj7k
    @user-lm6hj4yj7k 15 วันที่ผ่านมา +36

    କୁନି ଝିଅ କୁ ବହୁତ ଧନ୍ୟବାଦ

  • @amarendradas2588
    @amarendradas2588 16 วันที่ผ่านมา +13

    Naveen sir always my heart really miss you ❤

  • @odiainform
    @odiainform 15 วันที่ผ่านมา +9

    Dil se dhanyawad Naveen sir
    God bless you 🙏🙏🙏🙏🙏

  • @jyotiranjandash2310
    @jyotiranjandash2310 15 วันที่ผ่านมา +15

    Jeparjyanta ama dehare prana thibaa separjyanta ame tumaku jhuruthibu Naveen Babu. Kotiere gotie loka tuma bhali janma nianti e dhradhamare. Satare tume mahan 😭😭😭😭😭

  • @SatyapriyaProduction
    @SatyapriyaProduction 17 วันที่ผ่านมา +23

    Nice presentation for our great CM... Nice voice beta God bless u... Keep it up your musical journey... 💐💐💐

  • @felusaina.pattanaik3005
    @felusaina.pattanaik3005 16 วันที่ผ่านมา +35

    Tamaku hareiki ame odisha basi satare hiraku hareideichu prakutare i really miss you Naveen sir please coming back ❤❤❤❤❤❤❤❤❤

    • @mopasandaentertainment9155
      @mopasandaentertainment9155  16 วันที่ผ่านมา

      😭😭😭

    • @damburudharadas1047
      @damburudharadas1047 14 วันที่ผ่านมา

      25 year tekiki dharithila aau 25 year tekiki dhari thaanta ki

    • @damburudharadas1047
      @damburudharadas1047 14 วันที่ผ่านมา

      Murkha maagia Sala harilaku mate khusi laguni Gata gale Santi lagantaa

    • @sabitanaik2683
      @sabitanaik2683 9 วันที่ผ่านมา

      Han be takikina dharithantu Tora kana phatuthila be 😡😡😡🤬🤬🤬😠😠😠😤😤😤​@@damburudharadas1047

  • @binayrout6279
    @binayrout6279 15 วันที่ผ่านมา +13

    Nobody's in the world Replace Mr. Naveen Pattanaik. He is a great Person. Nice Song🎵. Nicely🎤 singing by small girl. God bless you.

  • @niteshswain2330
    @niteshswain2330 16 วันที่ผ่านมา +19

    Aji vala loka sathire kehi rahunahanti kali kala

  • @manashiswain7861
    @manashiswain7861 16 วันที่ผ่านมา +38

    I really miss you sir 🙏🙏

  • @UllasPanda-mk7yh
    @UllasPanda-mk7yh 16 วันที่ผ่านมา +13

    Nice song for odisha people

  • @amiyakantalohar7646
    @amiyakantalohar7646 15 วันที่ผ่านมา +22

    Novin babu great

  • @bijaylaxmimohanty5080
    @bijaylaxmimohanty5080 16 วันที่ผ่านมา +16

    Very beautiful song thanks beti sweet voice

  • @sabitasahoo714
    @sabitasahoo714 16 วันที่ผ่านมา +40

    ସତରେ ଗୀତଟି ବହୁତ୍ ସୁନ୍ଦର ଓ ହୃଦୟସ୍ପର୍ଶୀ,, କିନ୍ତୁ 4 ମିନିଟ 40 ସେକେଣ୍ଡ ର ଗୀତରେ ନବୀନ sir ଙ୍କର ବ୍ୟାଖ୍ୟା ଟିକେ କମ ହେଇଗଲା,, ମୁଁ ଭାବୁଛି ,,ଅକାଟ୍ୟ ବଚନ, ଖନା ବଚନ,ପରି 15 ରୁ 30 ମିନିଟ ର ଗୀତ ପରି ହେଲେ ଆହୁରି ଭଲ ଲାଗିବ,, ସେଥିରେ ନବୀନ sir କରିଥିବା, ମମତା ଯୋଜନା ଠାରୁ ଆରମ୍ଭ କରି ଜୀବନର ଶେଷ ଯୋଜନା ହରିସ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ରହିଲେ ବେସି ଭଲ ଲାଗିବ,,,, କ୍ଷମା କରିବେ ମୋର ମତ ଦେଇଥିବାରୁ🙏🙏

    • @mopasandaentertainment9155
      @mopasandaentertainment9155  16 วันที่ผ่านมา +3

      ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ। ଆମେ ନିଶ୍ଚିତ ଏହି ଦିଗରେ ଧ୍ୟାନ ଦେବୁ👏👏

    • @sabitasahoo714
      @sabitasahoo714 16 วันที่ผ่านมา

      @@mopasandaentertainment9155 🙏

    • @santoshsethi8627
      @santoshsethi8627 16 วันที่ผ่านมา +4

      Your comments is right & another all jayona including the song 👍

    • @rajeshsethy1498
      @rajeshsethy1498 11 วันที่ผ่านมา +1

      Right

  • @Grinpleaseyaar
    @Grinpleaseyaar 7 วันที่ผ่านมา +13

    Naveen Patnaik ବହୁତ୍ ଭଲ କିନ୍ତୁ ତାଙ୍କ ନେତା ମନ୍ତ୍ରୀ ମାନଙ୍କର ଅହଙ୍କାର ବଢ଼ିଯାଇଥିଲା ,ତେଣୁ ପରିବର୍ତ୍ତନ ହେଲା ଭଲ ହେଲା

  • @manashsahoo6309
    @manashsahoo6309 15 วันที่ผ่านมา +5

    Ama Naveen babu sabubele bhalare thantu. Excellent singing. So sad song.

  • @mitunadas7052
    @mitunadas7052 16 วันที่ผ่านมา +31

    Bahuta sunder gita ❤❤❤❤❤

  • @tulusamantaray3169
    @tulusamantaray3169 15 วันที่ผ่านมา +42

    ଏହି ଗୀତଟି ଅତି ସୁନ୍ଦର ଓ ହୃଦସ୍ପର୍ଶି 😢😢😢😢

  • @jaynatibalaMansingh-qj4cs
    @jaynatibalaMansingh-qj4cs 15 วันที่ผ่านมา +13

    Mahanayka mankara juga sarila..athhira sabu chora mane asibe..

    • @satyabratadas3635
      @satyabratadas3635 10 วันที่ผ่านมา +1

      Sei chora nka vitare bjp neta bi asibe

  • @UNCSC-uf6bf
    @UNCSC-uf6bf 16 วันที่ผ่านมา +13

    Very heart touching song

  • @bipinamallik2803
    @bipinamallik2803 4 วันที่ผ่านมา +6

    Nabeen Tume Odishara Purapallyra Abala Brudhabanita Saburi Hrudayare Smaraniya Hoisabudina Rahiba

  • @JEMACREATIONWORLD
    @JEMACREATIONWORLD 16 วันที่ผ่านมา +9

    very hart touching

  • @user-yp9xi1ku2r
    @user-yp9xi1ku2r 9 วันที่ผ่านมา +6

    Nabin pathnayak au thare mukhyamantri hele ..... odisha ra samaste bahut khushi hebe ..... really....... miss you sir🙏🙏🙏

  • @santoshsethy1237
    @santoshsethy1237 16 วันที่ผ่านมา +11

    God bless you Naveen sir Namaskar Naveen sir NO -1 CM -NAVEEN sir i love you NAVEEN sir

  • @user-kb6wr3bk5j
    @user-kb6wr3bk5j 15 วันที่ผ่านมา +7

    Best song Thankyou

  • @padeepkumar6228
    @padeepkumar6228 9 วันที่ผ่านมา +8

    Aa song re satyata achhi bahut bhala lagila a song suniki

  • @dillipkumarsahoo4823
    @dillipkumarsahoo4823 16 วันที่ผ่านมา +22

    Hey mahanayak apana nku pranam❤❤❤❤

  • @bishnuprasadmishra323
    @bishnuprasadmishra323 15 วันที่ผ่านมา +11

    Nice Song Superb Naveen ji nka paeen yeehi Samaya positive Nischanya heba Negative nuhen

  • @user-im2ow9rx6w
    @user-im2ow9rx6w 16 วันที่ผ่านมา +13

    Tanks you sister so nice song

  • @lipianshuvlogs
    @lipianshuvlogs 7 วันที่ผ่านมา +5

    Bahut badhia song ,suni akhire luha asigala ,sata katha jaha deichhanti nabin babu au kehi deiparibeni ,kichhi debaku hni nahni jojanaa debe kana❤😭😭🙏

  • @saraswatisahu495
    @saraswatisahu495 16 วันที่ผ่านมา +9

    Sure lat ki phirshe ayaga Nabin sir l miss you.

  • @pradiptakumargochhi515
    @pradiptakumargochhi515 3 วันที่ผ่านมา +7

    Really the song is heart touching 😢😢

  • @sunilkumarpadhi4864
    @sunilkumarpadhi4864 16 วันที่ผ่านมา +12

    Nice song I love you Naveen sir

  • @drpratyushpo4343
    @drpratyushpo4343 9 วันที่ผ่านมา +10

    Seriously I am crying, Odia's song rhythm completely heart touching

  • @ajayswain5224
    @ajayswain5224 7 วันที่ผ่านมา +4

    This is truly heart touching song

  • @dillipmoharana3104
    @dillipmoharana3104 16 วันที่ผ่านมา +12

    Nabin sir is great and sweet girl sing the song very heart touching

  • @samikshyadash1127
    @samikshyadash1127 14 วันที่ผ่านมา +12

    Aji ete loka Naveen Sir nka pain sad song,sad status/story and sad massage daucha..Jadi ete respect au love Naveen Sir nka pain then aji Naveen Sir harile kan pain..?? Naveen Sir odisha basi nka pain ete kama karile lokanku ghara dele khaibaku dele sabu kale.. but sesa re ye swarthopara loka mane Naveen Sir nku hni harei dela...Waah waah re Odisha Basi.... 😐

  • @user-bm7xf3lc2m
    @user-bm7xf3lc2m 16 วันที่ผ่านมา +16

    I love you nabin pattanaik sir

  • @DibashKhatua
    @DibashKhatua 16 วันที่ผ่านมา +9

    Aakhire luha saruni sir miss you , sir punithare feriaasa.

  • @kaminikantasahu3865
    @kaminikantasahu3865 15 วันที่ผ่านมา +11

    ଧର୍ମର ରକ୍ଷା କରିବ ଜଗତର ନାଥ ଜଗନ୍ନାଥ। ଧର୍ମର ଜୟ ହେବ, ପତିତପାବନ ବାନା ଫର ଫର ହୋଇ ଉଡିବ।

  • @bibhuprasadcreation2512
    @bibhuprasadcreation2512 16 วันที่ผ่านมา +16

    Sundar composition and voice,,au 5ta song Naveen babu nka upare plzzz

  • @ResminBibi
    @ResminBibi 7 วันที่ผ่านมา +2

    Very heart touching song❤❤ beautiful voice ...good job kuni jhia

  • @user-ge4rc5kf1x
    @user-ge4rc5kf1x 4 วันที่ผ่านมา +15

    ତୁମ ପରି କେହି ନାହାନ୍ତି ନବୀନ ବାବୁ ଆଖି ରୁ ଲୁହ ଝରି ପଡୁଛି ❤❤❤❤

  • @SRIKANTABehera-fu7to
    @SRIKANTABehera-fu7to 15 วันที่ผ่านมา +13

    ASI ba navine 2029 hab 💪🤞🌹

  • @user-kc8oq7vd1b
    @user-kc8oq7vd1b 16 วันที่ผ่านมา +9

    Veryniceok

  • @orchestranewdivine2785
    @orchestranewdivine2785 8 วันที่ผ่านมา +3

    ଜଣେ ଚଳନ୍ତି ଭଗବାନ ନବୀନ ବାବୁ ସବୁ ଗରିବଙ୍କ ପାଇଁ 😢🙏🙏🙏🫂🫂🫂🫂
    Lov u Sir 😪🫂🙏💐
    ଆପଣ ମହାନ 🙏😔🫂
    God bls u କୁନି ଝିଅ.... ଗୀତ ଶୁଣି ଆଖିରୁ ଲୁହ ଆସିଗଲା ଧନ 😔🙏

  • @barshamallick4208
    @barshamallick4208 16 วันที่ผ่านมา +9

    Nice song😮😮😮

  • @hrusikeshmallik3221
    @hrusikeshmallik3221 6 วันที่ผ่านมา +4

    ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ ପଟ୍ଟନାୟକ ❤❤

  • @anitadas7277
    @anitadas7277 15 วันที่ผ่านมา +18

    7 janma kati gale bi odisha Naveen pattanaik sir nka pari CM paiba nanhi... He is a great & honest CM.. Miss u always Naveen sir.. 😭😭😭😭

  • @jyostnarout353
    @jyostnarout353 15 วันที่ผ่านมา +18

    Nabin Pattanayak nku koti pranama tanku kuchacri loke harai chanti

  • @user-pe1cu4pj7j
    @user-pe1cu4pj7j 16 ชั่วโมงที่ผ่านมา +3

    Really the song is heart touching. Excellent singing, very nice voice.

  • @sanghamitrapanda3809
    @sanghamitrapanda3809 10 วันที่ผ่านมา +9

    ରାଜନୀତି ର ମହାନାୟକ ନବୀନ ବାବୁ ଙ୍କୁ ମୋର ବାରମ୍ବାର ପ୍ରଣାମ । ଭଗବାନ ତାଙ୍କର ତାଙ୍କୁ ଦୀର୍ଘ ଦୀର୍ଘାୟୁ କରନ୍ତୁ ସେ ସୁସ୍ଥ ନୀରୋଗୀ ଜୀବନ କରନ୍ତୁ । ମୋର ପ୍ରିୟ ନବୀନ ବାବୁ ।

  • @user-xq6le9di5n
    @user-xq6le9di5n 10 วันที่ผ่านมา +12

    Bharat sarkar ko binati hai ki five time chief minister Navin patnayak ku Bharat Ratna award se samaneet Kiya jaaye, Bharat mata ki jai

  • @Meghamishra1996
    @Meghamishra1996 16 วันที่ผ่านมา +12

    Ama Orissa, nabin Orissa

  • @PapuMajhi-uu4eq
    @PapuMajhi-uu4eq วันที่ผ่านมา +4

    ହେ ନବୀନ sir ପୁଣି ଥରେ ତୁମେ ଓଡ଼ିଆ ଙ୍କ ପାଖକୁ ପେରିଆସ ତୋମ ପାଇଁ ପ୍ରତେକ ମାଆ ମାଉଁସି ଛାତ୍ର ଛାତ୍ରୀ ସବୁ କାନ୍ଦୁଛୁ ଆମ ହୃଦୟ ରେ ରହିଛ ସତ ହେଲେ ତୁମେ ଆମ ପାଖରେ ନାହଁ। ଯେତେ ନେତା ମନ୍ତ୍ରୀ ଆସିଲେବି ତୁମ ନାହଁ କେହି. 😭😭😭😭😭😭😭😭😭

  • @Cutepragatihali1977
    @Cutepragatihali1977 6 วันที่ผ่านมา +3

    I miss you ନବୀନ ବାବୁ😔😭😭🙏ସତରେ ଆପଣ ମହାନ💗

  • @Odia_pua_sameer143
    @Odia_pua_sameer143 6 วันที่ผ่านมา +12

    Naveen odisha Sarkar 🙏 Bahut kichhi karichanti odisha pai hele maa bapa Bhai bhauni mane kamite change heigale😔kn pai 2024 amite heigala Sabu change sate pai Naveen sir odisha ra Sarkar nahanthi odisha ra gariba mane nku kia help kariba kia Khushi kariba ama ku kichha bhala laguni Naveen sir 🙏 😔Dil se❤ Miss you Naveen sir ama odisha Naveen odisha 🙏💚 🐚 💚 🐚 💚 🐚 🥹😢😢

  • @sanjaybehera9757
    @sanjaybehera9757 16 วันที่ผ่านมา +9

    🙏🏼🙏🏼🙏🏼🙏🏼🙏🏼🙏🏼🙏🏼👍🏼👍🏼👍🏼👍🏼

  • @RajReciepe
    @RajReciepe 8 วันที่ผ่านมา +8

    Re election hou nabin sir asantu au thore

  • @user-ks2ey1rx5h
    @user-ks2ey1rx5h 14 วันที่ผ่านมา +10

    ଝିଅଭଲଗୀତଗାଇିଲ ବହୁତଦୁଖଲାଗୁଚିକାଦଲାଗୁଚି ନବିନିସାରେ ଆପଣ ଆମେଜିଇିଥିଲାଜାଏ ଆମେଆପଣକୁ ମନେରଖୀବୁ ତେତିକି ବିଜୁପରୀବାରର ୱଢିସାବାସି ସବୁ ବେଳେ ଆପଣକୁ ଝୁରୀବ ଜଏ🎉🎉🎉🎉🎉ବିଜେଡି ❤❤❤ ଜଏନବିନବାବୁ 🎉🎉🎉🎉 ଜଏବିଜୁବାବୁ 🎉🎉🎉 ଅମରରହେ❤❤❤ ଜଏବିଜେଡି ଜଏନବିନବାବୁ 🎉🎉🎉🎉🎉🎉 ଏହିଗିତସଣି❤❤❤❤❤ ବହତମନଦୁଖ🎉🎉🎉🎉🎉🎉🎉🎉🎉🎉 ହେଊୁଚି
    ହରହରମହାଦେବକରନୁ୍ 🎉🎉🎉🎉 ନବିନସାରେ 100🎉🎉🎉🎉❤❤❤ ବରସରୁହନ୍ୁ🎉🎉🎉🎉 ୱଢିସାବାସି 🎉🎉🎉🎉 ସେବାକରୁଥାନୁ🎉🎉🎉🎉 ଜଗତରନାଥ🎉🎉🎉🎉 ଜଗତନାଥ 🎉🎉 ମହାପ୍ରଭୂ 🎉🎉🎉 ଆପଣକୁ 🎉🎉🎉 ସବୁବେଳେ🎉🎉🎉🎉 ଭଲରେରଖୀଥାନୁ🎉🎉

  • @lizzadhira2124
    @lizzadhira2124 16 วันที่ผ่านมา +11

    I miss you nabin sir my god nabin sir 😢😢😢😢❤❤

  • @sasmitapani4052
    @sasmitapani4052 16 วันที่ผ่านมา +4

    Excellent song❤

  • @bijaykumarnahak8834
    @bijaykumarnahak8834 15 วันที่ผ่านมา +12

    ପୁଣି ଆସିବେ ମୋ ମୁଖ୍ୟମନ୍ତ୍ରୀ ନବୀନ ବାବୁ

  • @abhayakumarpradhan4505
    @abhayakumarpradhan4505 3 วันที่ผ่านมา +4

    କାଳଜୟୀ ଦେଵଦୂତ ନବୀନ ବାବୁ ସ୍ମରଣୀୟ।

  • @sanjaykumarsing425
    @sanjaykumarsing425 16 วันที่ผ่านมา +7

    Do sad songs miss you noveen babu 💚💚😢

  • @basantsahoo44
    @basantsahoo44 15 วันที่ผ่านมา +11

    ନବୀନ ସାର୍ ଅମର ରହିବେ ସାରା ଜୀବନ ପାଇଁ

  • @babulasahu7573
    @babulasahu7573 8 วันที่ผ่านมา +2

    ଧନ୍ୟବାଦ ସାର୍ ଏବଂ ସୁଇଟ୍ ମାମା ଅତି ସୁନ୍ଦର ଯାହାର ତୁଳନା ନାହିଁ gad bless you mama

  • @shortcomedyvideo5711
    @shortcomedyvideo5711 14 วันที่ผ่านมา +3

    Excellent singing ❤ really we miss you Naveen Babu. Jaha deitha amaku au kehi debe nahi😭😭

  • @samirpatra7166
    @samirpatra7166 8 วันที่ผ่านมา +3

    Naveen Pattnaik-The Real Lion of Odisha, Super Voice Sister ❤❤❤

  • @Samarjitsamantaraysanubhai
    @Samarjitsamantaraysanubhai 2 วันที่ผ่านมา +2

    ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ଜୟ ଜଗନ୍ନାଥ,ଜୟ ନବୀନ ❤❤❤