ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ବହୁତ ସୁନ୍ଦର🙏🙏🙏🙏🙏🙏🙏🙏🙏🙏 ଉପସ୍ଥାପନା
🙏
ଆଃ... ପ୍ରତିଟି ଧାଡ଼ି ମନ୍ତ୍ର ଭଲିଆ ଲାଗୁଛି ! ଆଖି ଛଳଛଳ ହୋଇଗଲା । ଶବ୍ଦରେ କେତେ ଶକ୍ତି ସତେ !ବହୁତ କିଛି ଜାଣିବାକୁ ମିଳିଲା। ପ୍ରଣାମ ପୂଜ୍ୟ 🙏
ବହୁତ ସୁନ୍ଦର। ଜୟ ଜଗନ୍ନାଥ 🙏
ସିଧା ସଳଖ ଆପଣଙ୍କୁ ଶୁଣିବାର ସୁଯୋଗ ପାଉନୁ । ଆଶା କରୁଛି ଆଗକୁ ଏ ମାଧ୍ୟମରେ ଏପରି ଅମୃତର ବର୍ଷା କରୁଥାନ୍ତୁ। ପ୍ରଣାମ ସାର୍।
Namaste sir please sir live class karantu.
Motivational lines... Thank you sir🙏
Most welcome
Sir ନମସ୍କାର 🙏...ତୁଳନାତ୍ମକ ସାହିତ୍ୟ ଉପରେ ଗୋଟେ ଭିଡିଓ ବନାନ୍ତୁ.
ସାର୍ ପ୍ରଣାମ, ସାର୍ ଆପଣଙ୍କ ଶବ୍ଦର ଗଠନ ଶୈଳୀ ଏବଂ ପ୍ରୟୋଗର ଉପମା ନାହିଁ ।। ଧାନ ର ଫୁଲକୁ ଆପଣ କାନଫୁଲ କରି ଶ୍ରୋତାଙ୍କ ଚିତହରଣ କରିପାରନ୍ତି । ଆଜିର ଯୁବ ସମାଜ ଙ୍କ ଦୃଷ୍ଟିରେ ଆପଣ ବାପା ଓ ମାଆଙ୍କ ପ୍ରକୃତ ସ୍ଥାନ ଦର୍ଶାଇଛନ୍ତି ଏଥିସହିତ ବାପାଙ୍କ ଝାଳ ପୋଛା ଗାମୁଛା ର ବାସ୍ନା ଯେ ସମଗ୍ର ଜୀବନର ତୃପ୍ତି ପ୍ରଦାନ କରେ ଏହି ପଦଟି ହୃଦୟସ୍ପର୍ଶୀ 🙏🙏
ପ୍ରଣାମ ସାର୍, ଆପଣଙ୍କ ପ୍ରତିଟି ଶବ୍ଦରେ ମୋତେ ଶୁଭୁଥିଲା ଗାଁ ନଦୀର କୁଳୁକୁଳୁ ଶବ୍ଦ ଆଉ ଗାଁ ଗହିରିଆ ବିଲରେ ପବନରେ ଧାନକୁ ଧାନକୁ ବାଡ଼େଇ ହେବାର ଶବ୍ଦ। ଖୁବ୍ ନିଆରା ଆପଣଙ୍କ ପ୍ରତିଟି ଶବ୍ଦ।
ଧାନରେ ଧାନ ବାଡେଇହେବାର ଶଦ୍ଦ ପ୍ରାଣକୁ ଥରେଇଦେଲା❤
ପ୍ରତିଟି ଶବ୍ଦରୁ ବାରି ହୋଇ ପଡିଲା ମା ', ମାଟି ଓ ମାତୃଭାଷା ପ୍ରତି ଥିବା ବାତ୍ସାଲ୍ୟବୋଧ.. ଅତି ଚମତ୍କାର ଭାଷଣ ସାର.... ପ୍ରଣାମ....
ସାରେ ପ୍ରଣାମ 🙏।ସାରେ ନାଟ୍ୟସାହିତ୍ୟ ଉପରେ କିଛି ଆଲୋଚନା କରନ୍ତୁ 🙏🙏
ସାର୍ ପ୍ରଣାମ 🙏ଶିଳାପଦ୍ମ ଉପନ୍ୟାସ ଉପରେ କଣ କିଛି ସମାଲୋଚନା ଅଛି କି ?
ଆରମ୍ଭ ରୁ ଶେଷ ଯାଏ ମୁଁ ମୋ ଲୁହକୁ ଅଟକେଇ ପାରିନି.. କିଛି ଶବ୍ଦ ମତେ ଅତୀତକୁ ନେଇଗଲା ପୁଣି କଚାଡି ଦେଲା ବର୍ତ୍ତମାନତାରେ.. ଅତୀତ ଆଉ ବର୍ତ୍ତମାନର ଦ୍ୱନ୍ଦ୍ୱରେ ବୋଉ ବାପା ଆଉ ଓଡ଼ିଆ ସାହିତ୍ୟ...
Sir pranam🙏
ପ୍ରଣାମ ସାର୍🙏🙏🙏🙏
ଖୁବ୍ ସୁନ୍ଦର ସାର୍ 🙏
❤❤❤❤❤❤❤❤❤
ବହୁତ୍ ସୁନ୍ଦର୍ ସାର୍ 🙏🙏🙏🙏🙏
🙏🙏🙏
ଆପଣଙ୍କର ପ୍ରତିଟି ଶବ୍ଦ ରେ ଭରି ରହିଛି ମଧୁରତା ,,, (ବାପାଙ୍କର ଝାଳ ର ବାସ୍ନା ଠାରୁ ଦୁନିଆର କୌଣସି perfume ର ବାସ୍ନା ନାହିଁ- ଏହି ଶବ୍ଦ ରେ କେତେ ଭଲ ପାଇବା ଭରି ରହିଛି ତାହା ପ୍ରକାଶ କରିବା ଅସମ୍ଭବ) ଆପଣଙ୍କ ପରି ଜଣେ ସାହିତ୍ୟିକଙ୍କୁ ପାଇଁ ନିଆଳି ମହାବିଦ୍ୟାଳୟ ନିଶ୍ଚୟ ଗର୍ବ ଅନୁଭବ କରିଥିବ ....🙏❤️
Thanks
♥️🙏♥️
Sir please odia sahitya o ahara mahatwa ye topic re speech upload karantu please sir
Pranam sir
ମୋର ଭଦ୍ରକର ସେ ଦିନ ଭାରି ମୋର ମନେ ପଡୁଛି ପୁଣି ସେଦିନ ଫେରି ଆସନ୍ତା କି ।
🙏🙏🙏🙏
🙏🙏
ବହୁତ ସୁନ୍ଦର🙏🙏🙏🙏🙏🙏🙏🙏🙏🙏 ଉପସ୍ଥାପନା
🙏
ଆଃ... ପ୍ରତିଟି ଧାଡ଼ି ମନ୍ତ୍ର ଭଲିଆ ଲାଗୁଛି ! ଆଖି ଛଳଛଳ ହୋଇଗଲା । ଶବ୍ଦରେ କେତେ ଶକ୍ତି ସତେ !
ବହୁତ କିଛି ଜାଣିବାକୁ ମିଳିଲା। ପ୍ରଣାମ ପୂଜ୍ୟ 🙏
ବହୁତ ସୁନ୍ଦର। ଜୟ ଜଗନ୍ନାଥ 🙏
ସିଧା ସଳଖ ଆପଣଙ୍କୁ ଶୁଣିବାର ସୁଯୋଗ ପାଉନୁ । ଆଶା କରୁଛି ଆଗକୁ ଏ ମାଧ୍ୟମରେ ଏପରି ଅମୃତର ବର୍ଷା କରୁଥାନ୍ତୁ। ପ୍ରଣାମ ସାର୍।
Namaste sir please sir live class karantu.
Motivational lines... Thank you sir🙏
Most welcome
Sir ନମସ୍କାର 🙏...
ତୁଳନାତ୍ମକ ସାହିତ୍ୟ ଉପରେ ଗୋଟେ ଭିଡିଓ ବନାନ୍ତୁ.
ସାର୍ ପ୍ରଣାମ, ସାର୍ ଆପଣଙ୍କ ଶବ୍ଦର ଗଠନ ଶୈଳୀ ଏବଂ ପ୍ରୟୋଗର ଉପମା ନାହିଁ ।। ଧାନ ର ଫୁଲକୁ ଆପଣ କାନଫୁଲ କରି ଶ୍ରୋତାଙ୍କ ଚିତହରଣ କରିପାରନ୍ତି । ଆଜିର ଯୁବ ସମାଜ ଙ୍କ ଦୃଷ୍ଟିରେ ଆପଣ ବାପା ଓ ମାଆଙ୍କ ପ୍ରକୃତ ସ୍ଥାନ ଦର୍ଶାଇଛନ୍ତି ଏଥିସହିତ ବାପାଙ୍କ ଝାଳ ପୋଛା ଗାମୁଛା ର ବାସ୍ନା ଯେ ସମଗ୍ର ଜୀବନର ତୃପ୍ତି ପ୍ରଦାନ କରେ ଏହି ପଦଟି ହୃଦୟସ୍ପର୍ଶୀ 🙏🙏
ପ୍ରଣାମ ସାର୍, ଆପଣଙ୍କ ପ୍ରତିଟି ଶବ୍ଦରେ ମୋତେ ଶୁଭୁଥିଲା ଗାଁ ନଦୀର କୁଳୁକୁଳୁ ଶବ୍ଦ ଆଉ ଗାଁ ଗହିରିଆ ବିଲରେ ପବନରେ ଧାନକୁ ଧାନକୁ ବାଡ଼େଇ ହେବାର ଶବ୍ଦ। ଖୁବ୍ ନିଆରା ଆପଣଙ୍କ ପ୍ରତିଟି ଶବ୍ଦ।
ଧାନରେ ଧାନ ବାଡେଇହେବାର ଶଦ୍ଦ ପ୍ରାଣକୁ ଥରେଇଦେଲା❤
ପ୍ରତିଟି ଶବ୍ଦରୁ ବାରି ହୋଇ ପଡିଲା ମା ', ମାଟି ଓ ମାତୃଭାଷା ପ୍ରତି ଥିବା ବାତ୍ସାଲ୍ୟବୋଧ.. ଅତି ଚମତ୍କାର ଭାଷଣ ସାର.... ପ୍ରଣାମ....
ସାରେ ପ୍ରଣାମ 🙏।ସାରେ ନାଟ୍ୟସାହିତ୍ୟ ଉପରେ କିଛି ଆଲୋଚନା କରନ୍ତୁ 🙏🙏
ସାର୍ ପ୍ରଣାମ 🙏
ଶିଳାପଦ୍ମ ଉପନ୍ୟାସ ଉପରେ କଣ କିଛି ସମାଲୋଚନା ଅଛି କି ?