An excellent class on poet Gangadhar Meher. Sir you have vividly and differently depicted or narrated about every thing about such a world class poet. We are unfortunate that he could be a Noble Lori ate like poet Rabindranath Thakur properly recognized by the then British Govt.
ଓଡ଼ିଆ ବିଭାଗ ର ଏପରି ଜଣେ ଜ୍ଞାନ ପିପାସୁ ଓ ସୁନ୍ଦର ଶୈଳୀ ରେ ତଥ୍ୟ ବଣ୍ଟନ କରୁଥିବା ଗୁରୁ ବିରଳ , କ୍ଲାସ୍ ରୁମ୍ ର କାନ୍ଥ ବି କଳପଟା ସାଜି ନିଜ କୁ ଗୌରବ ମନେ କରୁଛି,👍🙏
ପ୍ରକୃତି ସାହିତ୍ୟ ଚରିତ୍ର ଚିତ୍ରଣ ଗଙ୍ଗାଧର ମେହେର ଙ୍କ ପରି 🙏
You are one of the best teacher of Odia literature Sir......
Class ର ସାର୍ ମାନେ ଯେଉଁ ବିଷୟ ମାସ ମାସ ଧରି ଵୁଝାଉଛନ୍ତି ତାହା ବୁଝିପାରୁନାହିଁ କିନ୍ତୁ ଆପଣଙ୍କ 15-20 ମିନିଟ୍ ରେ କ୍ଲାସ ରେ ସବୁ ବୁଝାପଡୁଚି ସାର୍,,,
ଆପଣଙ୍କର ପଢ଼ାଶୈଳି ଅତ୍ୟନ୍ତ ହୃୟସ୍ପର୍ଶୀ ଓ ଚମତ୍କାର,, LOVE FROM MALKANGIRI ❤️🌹 ❤❤❤
ଅଶେଷ ଧନ୍ୟବାଦ
ସାର୍ ଇନ୍ଦୁମତୀ କାବ୍ୟ ରଚନା ଟିକେ ଆଲୋଚନା କରିବାକୁ ଅନୁରୋଧ 🙏
ସାର୍ ପ୍ରଣାମ, ମୁଁ ଧନ୍ୟ ହେଲି ଆପଣଙ୍କୁ ପାଇ ଏହି youtube ମାଧ୍ୟମରେ । ଆପଣ ଙ୍କୁ ଶତ ପ୍ରଣାମ।❤❤
An excellent class on poet Gangadhar Meher. Sir you have vividly and differently depicted or narrated about every thing about such a world class poet. We are unfortunate that he could be a Noble Lori ate like poet Rabindranath Thakur properly recognized by the then British Govt.
ପ୍ରଣାମ ସାର ବହୁତ ସରଳ ଓ ସୁନ୍ଦର ଭାଷା,ସ୍ବଭାବ କବି ଉପରେ ଚମତ୍କାର ଜ୍ଞାନ ବଣ୍ଟନ🙏🙏💐💐
ସାର୍ ଆପଣଙ୍କ ଓଡ଼ିଆ ଭିଡିଓ ବି ବହୁତ୍ ଭଲ
ବିଶ୍ଳେଷଣ ଶୈଳୀ so impressive 🙏🙏
ଅତ୍ୟନ୍ତ ହୃଦୟସ୍ପର୍ଶୀ 🙏🙏
ଧନ୍ୟବାଦ୍ ସାର ଗଙ୍ଗାଧର ଙ୍କ ପ୍ରତିଭା ପ୍ରତି ବ୍ୟାଖ୍ୟା କରିଥିବା ର ଖୁବ୍ ଉଚ୍ଚ କୋଟିର ଥିଲା ଧନ୍ୟବାଦ୍ ।
ଚମତ୍କାର ବର୍ଣ୍ଣନା ପ୍ରୀୟ ଗୁରୁଦେବ, ସାଧୁବାଦ ଜ୍ଞାପନ କରୁଛି । ଆହୁରି ଆଲୋଚନା କରି ଆଧୁନିକ ସାହିତ୍ୟ କୁ ରୁଦ୍ଧିମନ୍ତ କରନ୍ତୁ । ଜୟ ଜଗନ୍ନାଥ ❤❤❤💐🙏🙏🙏
ଆପଣଙ୍କ ପରି ଗୁରୁ ଓଡ଼ିଶାରେ ବିରଳ ଆପଣଙ୍କର ପଢ଼ାଇବା ଶୈଳୀ ଖୁବ୍ ନିଆରା 🙏🙏🙏ପ୍ରଣାମ sir
ଉପାଦେୟ ତଥ୍ୟ ପାଇଁ ଧନ୍ୟବାଦ ସାର l👍
ପ୍ରଣାମ ଏବଂ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି ଆପଣ ଙ୍କୁ ଆଜ୍ଞା 🙏🙏🙏
ସାର୍ ଆପଣଙ୍କୁ ଅଶେଷ ଧନ୍ୟବାଦ। ଏହିପରି ବିଷୟ ଗୁଡ଼ିକର ପୃଷ୍ଠଭୂମି ଆଲୋଚନା ଆମ ପାଇଁ ଖୁବ୍ ଉପକାରୀ ହେଉଛି। ଆପଣ ଏମତି ଆମ ପାଇଁ ସବୁ ବିଷୟ ବସ୍ତୁ ଆଲୋଚନ କରିଲେ ଆମେ ଚୀରଉପକୃତ ହେବୁ।
Sir 🙏... ଖୁବ୍ ଉପାଦେୟ ଭିଡିଓ ଟି।।
SCS college ra nali kantha aji dhanya hei gala Gangadhar au Radhanatha ku paii...... 🙏🙏🙏🙏
Excellent presentation
ପ୍ରଣାମ ସାର୍
ଆଜି ପୁଣି ଥରେ ଇଚ୍ଛା ହେଉଛି।
ମୁଁ ବି ଆଉ ଥରେ ସେଇ +3ହଉ କି MA ଆପଣଙ୍କ ପାଖରେ ପୂର୍ଣ୍ଣ କରିବାକୁ।
ସତେ ସେ ସମୟ ଫେରି ଆସନ୍ତା କି।
ମୋ ମନକୁ ଅପଣକ ବିଦ୍ୟା ଆନ୍ଦୋଳିତ କରୁଛି।❤❤❤❤❤❤
ବହୁତ ସୁନ୍ଦର ଉପସ୍ଥାପନା ସାର୍ 🙏🙏🙏🙏
ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍,🙏
ଅତି ସୁନ୍ଦର ଉପସ୍ଥାପନା ❤
Very beautiful approach sir ...
Regards
ଅତି ସୁନ୍ଦର ଆଲୋଚନା ସାର୍ 🙏🙏🙏🙏
ସାର୍ ପ୍ରଣାମ ରସ ରତ୍ନାକର ଉପେନ୍ଦ୍ର ଭଞ୍ଜଙ୍କ କଳାକଉତୁକ ନା ଲାବଣ୍ୟବତୀ କୁ ଅନୁସରଣ କରି ଲେଖିଛନ୍ତି
Sir khub sundor upasthapana
Eagerly waiting for the second part on Tapaswini and Pranayaballari........
Sir bahuth vlo lagila🙏🙏🙏
Bohut sundara sir🙏🙏🙏
ସାର୍ ନମସ୍କାର
ବହୁତ୍ ସୁନ୍ଦର୍ ବର୍ଣ୍ଣନା
🙏🙏🙏
Bahut sundar alochana sir🙏
ସାର୍ ମୁଁ ଜଣେ ଓଡ଼ିଆ ସାହିତ୍ୟର ଜଣେ ଶିକ୍ଷକ ଆପଣଙ୍କୁ ମଥାନତ ନମସ୍କାର କିଛି କିଛି କିଛି କବିତା ସୁରଦେଇଆବୃତିକଲେଆହୁରିଭଲହେବ
ଅତି ଆକର୍ଷଣ ଶୈଳୀ ସାର
ପ୍ରଣାମ ସାର୍ 😊
🙏 ବହୁତ ବହୁତ ଧନ୍ୟବାଦ୍ ସାର୍
ଅନ୍ତରରୁ ଧନ୍ୟବାଦ sir🙇🏻♀️🙏🏻
Sir, Good explain
Tq sir gote class bujhi gali auu mana b rahigala gangadhar meher
ସାର୍ ପ୍ରଣାମ୍
ସାର୍ ପ୍ରଣାମ୍ 🙏
Thank you so much Sir🙏🌸
ବହୁତ୍ ବହୁତ୍ ଧନ୍ୟବାଦ୍ sir 🙏🙏
Sir +3 odia owners ର core ପେପର ର class କରନ୍ତୁ
Pranam sir 🙏🤗 thank you so much sir 🙏
Thank u sir🙏🙏🙏🙏
ଜୁହାର sir 🙏🙏🙏
Pranam sir 🙏
ସାର୍ ଆପଣଙ୍କ କରିଦେବେକି
🙏🙏
Sir ଆପଣ ଜଣେ କିମ୍ବଦନ୍ତୀ ଶିକ୍ଷକ 🙏🏻🙏🏻
Thank you sir 🙏🙏🙏
Thank you sir
Pranam Sir apna ka padheiba shaili atyanta hrudaya parsi Sir Baikunthnath Patnaik ka bishayare alochana karantu Sir
ଧନ୍ୟବାଦ sir 🙏🙏🙏🙏🙏
Hridaya ra gabhiratama pradesharu apananku pranipata karuchhi mu adhama .
Pranam sir
Thankyou sir
Sir ssb odia lecture pai cls karun
ଆପଣଙ୍କ ଉପସ୍ଥାପନା ଶୈଳୀ କୁ ଯେତେ ପ୍ରଶଂସା କଲେ ବି କମ୍ ପଡ଼ିଯିବ Sir 🙏🙏
Tqq sir 🙏🙏
sir 🙏🙏🙏
Sir 🙏
Sir pranam
❤🙏🏼
Sir 🙏 ଆପଣଂକ ଭଳି ବର୍ଣ୍ଣନା ଆଉ କେହି କରି ପାରିବେ ନାହିଁ ।
ସାର୍ ପ୍ରଣାମ
🙏🙏🙏🙏