Sachidananda Routray-3
ฝัง
- เผยแพร่เมื่อ 6 ต.ค. 2024
- This video discuss about sachi Routrays best creation. sachi babu is a trend setter odia poet.
His poetic talent, concepts, style,language, use of images and many other things will discuss in this video.
come and fall love with odia poetry.
#ssb odia examination
#opsc examination #osou odia study material #odia poetry#sachi Routray
ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍ 🙏
ଆଗରୁ କେବେ ଏପରି ଆଲୋଚନା କୌଣସି channel ରେ ନଥିଲା, ଆପଣ ହିଁ ପ୍ରଥମେ ଆଣିଲେ, ମାୟାଧର ମାନସିଂହ ଙ୍କ ଉପରେ ଆଲୋଚନା କରିବାକୁ ଅନୁରୋଧ ରହିଲା ସାର୍
ପ୍ରଣାମ ସାର 🙏🙏ଖୁବ୍ ସୁନ୍ଦର ଲାଗିଲା ।ବହୁତ ବହୁତ ଧନ୍ୟବାଦ ଆଉ କୃତଜ୍ଞ ଆପଣଙ୍କ ପାଖରେ ସାର୍ 🙏🙏🙏 ସ୍ପଷ୍ଟ ଭାବରେ ଆପଣ ସଚ୍ଚି ବାବୁଙ୍କୁ ଉପସ୍ଥାପନ କରିଛନ୍ତି । ଆଗରୁ ଏପରି ବିଶଦ ଆଲୋଚନା ଆଉ ଏତେ ସୁନ୍ଦର ଭାବରେ କେଉଁ ଚାନେଲ ରେ ମଧ୍ୟ ବୁଝାହେଇନଥିଲା । ଆପଣ ଖୁବ୍ ସୁନ୍ଦର ବୁଝେଇଛନ୍ତି । ଆପଣଙ୍କୁ ପୁଣିଥରେ ଅଶେଷ ଅଶେଷ ଧନ୍ୟବାଦ ସାର୍ 🙏🙏।
Bahut sundar🎉
ସାର୍ ଆପଣଙ୍କୁ ମୋର 🙏🙏🙏🙏🙏🙏
ବହୁତ ସୁନ୍ଦର ଆଲୋଚନା ସାର... 🙏
ସାର୍ ପ୍ରଣାମ 🙏🙏🙏, ଏହି ଆଲୋଚନା ମୋର ଅନେକ ଦ୍ଵନ୍ଦ ଦୂର କରିଛି। ବହୁତ ସୁନ୍ଦର ଆଲୋଚନା କରିଛନ୍ତି।
Thank you so much sir
Dhanyabad sir 🙏
ନମସ୍କାର ସାର୍❤
ଆପଣ ଯେଉଁ ବହି ଟା ଧରିଛନ୍ତି ସେଥିରେ କଣ ସଚ୍ଚି ରାଉତରାୟ ଙ୍କ ସମସ୍ତ ସୃଷ୍ଟି ସମ୍ଭାର ଏଥିରେ ସମୟୀତ କି ?
ବହି ନାଁ ଟା ଟିକେ କୁହନ୍ତୁ ତୋ !!❤
Pranam sir apan nkara kabya upastapna saeli ATI chamatkar apanka cls 2hr hele tike b bore lagibani ki sundar vabare apan sachiroutray nka kabita samparkare kahile jepari sachi babu yeithi ama pakhare achanty
Sir ଦୟାକରି new video ଛାଡନ୍ତୁ
ପ୍ରଣାମ ସାର ରସକଲ୍ଲୋଳ କାବ୍ୟଟିକୁ ଆଲୋଚନା କରନ୍ତୁ
ଭାରତୀୟ ଆର୍ଯ୍ୟ ଭାଷା ର ମୂଳ ଉତ୍ସ କଣ ତା, ସମ୍ପର୍କ ଭିଡିଓ କରନ୍ତୁ ସିର୍
🎉🎉🎉❤😊sir namaskar
Sir ସ୍ଥିତି ବାଦା ସମ୍ପର୍କ ରେ ଆଲୋଚନା କରନ୍ତୁ 🙏
Sir Please Video Anantu
Prakruta sarbaswa granthra ra rachayita kie...sir namaskar..sir ehi question ra answer diantu please
Sir next video anontu
ଧନ୍ଯବାଦ ସାର୍
Sir ଝଡ଼ରେ କୃଷ୍ଣଚୁଡା ଗୋଟେ ଭିନ୍ନ ଦୁନିଆକୁ ନେଇ ଗଲା 🙏🙏🙏
Sir please bighatana bada upare class karantu
ଚମତ୍କାର ଉପସ୍ଥାପନା ସାର୍।
Sir, Harekrushna Mahtab nkara likhita grantha ebe miluni. Daya Kari ehi grantha sabu upare discussion karantu. Jay Jagannath
ସାର ଆପଣ class karantu you tube re
ଧନ୍ୟବାଦ ସାର୍ 🙏
ବହୁତ୍ ସୁନ୍ଦର ଆଲୋଚନା
Sir ଗଙ୍ଗାଧର ମେହେରଙ୍କ ଉପରେ ଗୋଟେ ଭିଡିଓ
Bahut sundar sir 👌👌👌
ପ୍ରଣାମ ସାର, ତୁଳନାତ୍ମକ ସାହିତ୍ୟ, ଭାରତୀୟ ସାହିତ୍ୟ ରେ ତୁଳନାତ୍ମକ ବିକାଶ ଧାରା ସମ୍ପର୍କ ରେ କିଛି ଆଲୋଚନା କରନ୍ତୁ ।🙏
ସାର୍ ପ୍ରଣାମ 🙏 ମୁଁ ଆପଣଙ୍କ ସହିତ ଯୋଗାଯୋଗ କରିବାକୁ ଚାହୁଁଛି। ସାର୍ ଧାନ ସାଉଁଟା ଝିଅ (ହୃଷୀକେଶ ମଲ୍ଲିକ) ଉପରେ କିଛି ଲେଖା ଆବଶ୍ୟକ ମୋର। ସାର୍ ଦୟାକରି ମୋତେ ଟିକେ ସାହାଯ୍ୟ କରନ୍ତୁ।
Sir apana kou college re achhanti
Sir pranaam bahut katha sikhibaku miluchi video ru, sir deepak mishra o soubhagya mishra nka upare bi video karantu please🙏
Pranam sir.... Alochana khub bhala lagila
5th semester re video pakanthu
ନମସ୍କାର,ସାର୍ ମୁଁ ନିୟମିତ ଭାବେ ଆପଣଙ୍କ ଭିଡିଓ ସବୁ ଦେଖୁଛି ଏବଂ ଏହା ମୋତେ ବହୁତ ଭଲ ଲାଗୁଛି, ଖୁସି ଲାଗୁଛି ଏବଂ ଗର୍ବ ବି ଲାଗୁଛି, ସାର୍ ମୋର ଏତିକି ଅନୁରୋଧ ଯେ ଆପଣ ଆମ ଓଡ଼ିଆ ସାହିତ୍ୟ ର ଜଗନ୍ନାଥ ଙ୍କ ଗୀତଗୋବିନ୍ଦ ଆଲୋଚନା କରନ୍ତୁ ।
🙏🤍
You are doing good sir
Sir namaskar,, aapana nka Saha PhD pai tike katha heba pai chahunchi,kemiti contact karibi daya kari kahibe
ଚମତ୍କାର ସାର 🙏
Sir 🙏 aalochana most beautiful👌👌
ସାର୍ ପ୍ରଣାମ ମାୟାଧର ମାନସିଂହ ଓ ପ୍ରତିଭା ରାୟଙ୍କ ଉପରେ ଭିଡିଓ କରନ୍ତୁ
Sir ସଚ୍ଚିଦାନନ୍ଦ ଙ୍କ କେଉଁ କବିତା ଗ୍ରନ୍ଥ ଓଡ଼ିଆ କବିତା ଧାରା ବଦଳାଇ ଦେଇଥିଲା ?
Sir
Guna Bhishayre video dhanantu sir
ପ୍ରଣାମ 🙏🙏
Sir pranam alochana beautiful
ସାର ପ୍ରଣାମ
ଗାଳ୍ପିକ ମାନଙ୍କ ଉପରେ ଭିଡିଓ କରନ୍ତୁ
ଧନ୍ୟବାଦ sir🙏
Sir🙏,apananka alochana re bastabare akarsana achi.samaya b jana paduni.
Hrudayaru pranam sir
🙏🙏
ମାୟାଧର ମାନସିଂହ ଓ ପ୍ରତିଭା ରାୟ ଙ୍କ ଉପରେ କିଛି ଭିଡିଓ
Sir ଟିକିଏ ମାୟାଧର ମାନସିଂହ କାବ୍ୟ କବିତା ଆଲୋଚନା କରନ୍ତୁ pls🙏 ।
Sir pranam🙏
Apana nka mob no tike diantu plz plz sir🙏
Sir 🙏🙏🙏
ମୁଁ ଶବ୍ଦହୀନ!!!🙏
Sir pranam
ଧନ୍ୟବାଦ ସାର୍ 🙏🙏🙏
🙏🙏🙏🙏
🙏🙏🙏