Dr. DILLIP KUMAR SWAIN speech -2

แชร์
ฝัง
  • เผยแพร่เมื่อ 31 ธ.ค. 2024

ความคิดเห็น • 30

  • @ହାପି-ଖ1ହ
    @ହାପି-ଖ1ହ 10 หลายเดือนก่อน +7

    ପ୍ରଣାମ ସାର୍। ବାଟବଣା ହୋଇଯାଉଥିବା ଛାତ୍ରକୁ ଆପଣ ଉଚିତ୍ ପଥ ଦେଖାନ୍ତି। ଆପଙ୍କର ଗୋଟିଏ ଗୋଟିଏ କ୍ଲାସ ଜୀବନର ମୋଡ଼ ବଦଳେଇଦିଏ। ଲଢିବାର ଶକ୍ତି ଓ ପ୍ରେରଣା ଦିଏ।

  • @padmakantadhal6679
    @padmakantadhal6679 8 หลายเดือนก่อน

    ଦିଲ୍ଲୀପ ବାବୁ, ଆର୍ଯ୍ୟ ଭାଇ ଙ୍କ ସମେତ ସବୁ ଅତିଥିଙ୍କ ମନଛୁଆଁ ବକ୍ତବ୍ୟ ଶୁଣି ଖୁସି ହେଲି। ବନ୍ଧୁ କମଳ ବାବୁଙ୍କ ଆୟୋଜିତ ଏଇ ସଭାକାର୍ଯ୍ୟ ବେଶ୍ ମନୋଜ୍ଞ। ଅଭିନନ୍ଦନ।✍️

  • @RinkiSwain-hg2ny
    @RinkiSwain-hg2ny 10 หลายเดือนก่อน +1

    ପ୍ରଣାମ ସାର୍ 🙏 ଆପଣଙ୍କ ପ୍ରତିଟି ଶଦ୍ଦ ଅତ୍ୟନ୍ତ ହୃଦୟସ୍ପର୍ଶୀ , ଆଜି ବି ମନେ ପଡୁଚି ସେଇ ପିଜି କ୍ଲାସ

  • @balarammishra4166
    @balarammishra4166 10 หลายเดือนก่อน +2

    ବହୁତ ସୁନ୍ଦର ସାର। ଅନୁଭୂତି କୁ ସାହିତ୍ୟରେ ପରିପ୍ରକାଶ କରିଛନ୍ତି। ନିରାଟ ସତ କଥା କହିଛନ୍ତି। ସାହିତ୍ୟ ସହ ଜୀବନର ସାମଞ୍ଜସ୍ୟ ରହିବା ଦରକାର ।

  • @RaghunathOjha-c5v
    @RaghunathOjha-c5v 10 หลายเดือนก่อน +1

    ପ୍ରଣାମ sir 🙏 ଉପାଦେୟ ଆଲୋଚନା 💐💐

  • @chinmayeelenka7446
    @chinmayeelenka7446 10 หลายเดือนก่อน +1

    ଆପଣଙ୍କ ଆଶୀର୍ବାଦ ସବୁବେଳେ ଥାଉ ସାର୍ 🙏

  • @subhadrasinibiswal9295
    @subhadrasinibiswal9295 10 หลายเดือนก่อน +1

    ସାର୍ ପ୍ରଣାମ 🙏🙏 ଆପଣଙ୍କ ପରି ମାର୍ଗଦର୍ଶକ ଜୀବନରେ ପାଇ ବହୁତ ଖୁସି ଲାଗୁଛି।

  • @babitapanda2525
    @babitapanda2525 10 หลายเดือนก่อน

    ପ୍ରଣାମ ଗୁରୁଜୀ 🙏
    ପତ୍ରଝଡ଼ା ଗଛଟିଏ ଉପରେ ପାଣି ପଡ଼ିଲେ ଗଛଟିରେ ଯେପରି ପୁଣି ପତ୍ର କଅଁଳେ, ସେହିପରି ଆପଣଙ୍କ ମାର୍ଗ ଦର୍ଶନ, ଆପଣଙ୍କ ଶିକ୍ଷାଦାନ ଶୋଇ ରହିଥିବା ପାଠକ ମନ କୁ ଜାଗ୍ରତ କରି ଜ୍ଞାନର ସଞ୍ଚାର କରେ ।
    ଆପଣଙ୍କ ପାଦତଳେ ଶତ କୋଟି ପ୍ରଣାମ ଗୁରୁଜୀ 🙏

  • @banamalibagofficial9874
    @banamalibagofficial9874 10 หลายเดือนก่อน +3

    ଗୋଟିଏ ବୁନ୍ଦା ଲୁହ ଭିତରେ ଦିଶିବ ବୋଉର ମୁହଁ । ସେଇ ହେବ ଆଗାମୀ ଓଡ଼ିଆ ସାହିତ୍ୟ ।
    ସତରେ ଆଖିରୁ ଲୁହ ଆସିଗଲା ମହୋଦୟ

  • @sushantparida324
    @sushantparida324 10 หลายเดือนก่อน +2

    ନମସ୍କାର ସାର୍.... ଆପଣଙ୍କୁ ଟିକେ ଦେଖିବାକୁ ଇଚ୍ଛା ହେଉଛି.... ଆପଣଙ୍କ ସେମିନାର କେଉଁଠି କେବେ ହେଉଛି ଦୟାକରି କହିବେ....🙏

  • @jyotirmayeenayak8320
    @jyotirmayeenayak8320 7 หลายเดือนก่อน

    ସାର୍ ପ୍ରଣାମ 🙏
    Bruhanala କବିତା ର ରଚୟିତା କିଏ।

  • @sahityasrujanika
    @sahityasrujanika 7 หลายเดือนก่อน

    Sir 🙏 ଦୟାକରି ଦୀପକ ମିଶ୍ରଙ୍କ ସମସ୍ତ କବିତାର ଆଲୋଚନା ଭିଡିଓ ଆଣନ୍ତୁ।

  • @bibekbehera6141
    @bibekbehera6141 10 หลายเดือนก่อน

    ବହୁତ ସୁନ୍ଦର ଉପସ୍ଥାପନା ❤

  • @subhadrasinibiswal9295
    @subhadrasinibiswal9295 10 หลายเดือนก่อน +1

    ଆଜି ମନେପଡ଼ିଯାଉଛି ସେଦିନର କ୍ଲାସ୍ 🙏🙏

  • @DebakiNaik-s3b
    @DebakiNaik-s3b 10 หลายเดือนก่อน

    Dhanyabad sir ❤

  • @niranjanmoharana2005
    @niranjanmoharana2005 10 หลายเดือนก่อน +1

    ଝୁଣ୍ଟି ପଡ଼ିବା ସ୍ଥାନରେ ଆପଣ ଝୋଟିଟିଏ ପକେଇ ଦିଅନ୍ତି ସାର୍ 🙏🙏🙏

  • @DebakiNaik-s3b
    @DebakiNaik-s3b 10 หลายเดือนก่อน

    Pranam sir

  • @mamatabarik9721
    @mamatabarik9721 10 หลายเดือนก่อน +1

    ସାର୍ ପ୍ରଣାମ

  • @Odia-odisha.
    @Odia-odisha. 10 หลายเดือนก่อน +1

    You are my idol sir🙏

  • @chinmayeepal3432
    @chinmayeepal3432 7 หลายเดือนก่อน

    Sir auu videos anatu sir plz 🙏🙏🙏🙏🙏

  • @HareshNaik-x9n
    @HareshNaik-x9n 10 หลายเดือนก่อน +3

    ଆପଣଙ୍କ 31.59 ମିନିଟ୍ ଭିଡିଓ କାହିଁ କଣ ପାଇଁ ତାହା ମୋ ପାଇ ହୋଇଯାଉଛି...90+ ମିନିଟ୍ ଭିଡିଓ ❤❤❤🙏🏻🙏🏻🙏🏻

  • @Ranjan.628
    @Ranjan.628 8 หลายเดือนก่อน

    Sir pg odia project Synopsis kemiti kariba ta upare gote video karantu please 🙏

  • @Sammon606
    @Sammon606 10 หลายเดือนก่อน

    Sir apana university re padhaiba pain deserve karuchanti. Plz sir jadi asantu ama university ku.

  • @sashmitamoharana89
    @sashmitamoharana89 10 หลายเดือนก่อน +1

    ନମସ୍କାର ସାର୍🙏

  • @gitadevi-tk1pt
    @gitadevi-tk1pt 10 หลายเดือนก่อน +1

    Namaste 🙏🙏🙏🙏🙏 sir

  • @priyadarshinibiswal-wj7qr
    @priyadarshinibiswal-wj7qr 6 หลายเดือนก่อน

    Sir ଆପଣ +3 ଓଡ଼ିଆ honors ର 5th semester ଠାରୁ class ଆରମ୍ଭ କରନ୍ତୁ ଦୟାକରି 🙏sir plz ବର୍ତ୍ତମାନ ଆମେ 4th semester exam ଦଉଛୁ ଆଗକୁ 5th semester ଆପଣଙ୍କ ଆଶୀର୍ବାଦ ରୁ ଭଲ ହେଇପାରିବ ବୋଲି ଆଶା 🙏

  • @wellonbusy1821
    @wellonbusy1821 10 หลายเดือนก่อน

    Sir namaskar.+3 Odia hon's ra kou upanyas project re nebi
    Please 🙏 kuhantu sir

  • @nirjharinicreations6252
    @nirjharinicreations6252 9 หลายเดือนก่อน

    Sir UGC NET Pani class karantu

  • @HareshNaik-x9n
    @HareshNaik-x9n 10 หลายเดือนก่อน +1

    ❤...

  • @biswabita4584
    @biswabita4584 10 หลายเดือนก่อน +1

    🙏😍