what is poetry? Discussion with Dr. Dillip swain @ odia sahitya.

แชร์
ฝัง
  • เผยแพร่เมื่อ 16 ม.ค. 2025

ความคิดเห็น • 24

  • @prakashsamal3682
    @prakashsamal3682 4 หลายเดือนก่อน +1

    ମୋ ଭାଗ୍ୟରେ ଟିକେ ଏପରି ମୁହୂର୍ତ୍ତ ଯୁଟନ୍ତାନି
    ଦୂରରୁ ପ୍ରଣାମ କରୁଛି ଗୁରୁଦେବ 🙏

  • @renubalabhoi6142
    @renubalabhoi6142 4 หลายเดือนก่อน +1

    ପ୍ରଣାମ sir

  • @akashkumardash3660
    @akashkumardash3660 5 หลายเดือนก่อน +3

    ପ୍ରଣାମ ସାର୍ 🙏❤️💐

  • @prasantasahoo9624
    @prasantasahoo9624 5 หลายเดือนก่อน

    ସତରେ... ଅପ୍ରାପ୍ତି, ଶୂନ୍ୟତା, ଅପୂର୍ଣ୍ଣତା ମଧ୍ୟରେ ହିଁ କବିତାର ଆତ୍ମା ନିହିତ.... କବିତାର ଭାବଭୂମିକୁ ନେଇ ଅତି ସୁନ୍ଦର ଚର୍ଚ୍ଚା ସାର୍... ପ୍ରଣାମ ସାର୍... ❤❤

  • @cmr358cmr
    @cmr358cmr 5 หลายเดือนก่อน +6

    ଏ ଯୁବାବସ୍ଥାର କଅଁଳ ତୃଣ ପାଇଁ ଯେପରି ବଡ଼ ଗଛରୁ ଝଡି ପଢୁଥିବା ଶୁଖିଲା ପତ୍ର ଆଶିର୍ବାଦ ହେlଇଥାଏ ସେହିପରି ଆପଣମାନଙ୍କ ମୁଖରୁ ଭାସି ଆସୁଥିବା ଜୀବନର ବିତୀୟମାନ ସ୍ତୁତିର ରୂପରେଖ ,ଏ ମଣିଷକୁ ଯୁବକ ଠାରୁ କିଛି ବାଟ ଆଗେଇନବ କିମ୍ବା ବର୍ତ୍ତମାନ ଓ ବୃଦ୍ଧାବସ୍ଥା ର ଦୂରତାକୁ ସଂକୀର୍ଣ୍ଣ କରିଦେବ ତାହା ନିସନ୍ଦେହ । କିନ୍ତୁ ଏହା ଚିରସତ୍ୟ ଏ ଜୀବନକୁ ନୂଆ ପୃଷ୍ଠା ସହ ପରିଚିତ କରିଦେବ ।

  • @cmr358cmr
    @cmr358cmr 5 หลายเดือนก่อน +6

    କବିତା ଆସେନି ପୂର୍ଣ୍ଣତାରେ , ଶୂନ୍ୟତା ହିଁ ତାର ଆଗମନର ଅଦ୍ଵିତୀୟ କାରଣ । କବିତା ହିଁ ଶୂନ୍ୟତାରୁ ପୂର୍ଣ୍ଣତା ଆଡକୁ ଗୋଟେ ଆଦ୍ଭାସ । ଯେତେବେଳେ ଏ ମାଟିରମଣିଷ ମାଟିର ସ୍ପର୍ଶରେ ଆସେ ସେତେବେଳେ କଲମରୁ ଝରିପଡେ ଗୋଟେ ଚାଷୀପୁଅର କବିତା | ଯେତେବେଳେ ନରମ ହୃଦୟର ମଣିଷ ଫଗୁଣର ହିଲ୍ଲୋଳର ସ୍ପର୍ଶ ଆସେ ସେତେବେଳେ ଗୋଲାପର କଅଁଳ ପାଖୁଡ଼ା ରୁ ବାସିଉଠେ ଗୋଟେ ପ୍ରେମିକର କବିତା | ଯେତେବେଳେ ମାଆର ପଣତ କାନିକୁ ଘୋଢି ହେଇ କରି ଗୋଟେ ପୁଅଟିଏ ଶୁଏ ସେହି ମାତୃତ୍ୟର ଭାବରୁ ଭାସି ଉଠେ ପୁଅଟିର କବିତା | କିନ୍ତୁ ଏ ସମସ୍ତ ଘଟଣାର ମୁକସାଖୀ ଥାଏ ଗୋଟିଏ ହିଁ ଅବସ୍ଥା ଯିଏ ଗୋଟେ ସାଧାରଣ ମଣିଷକୁ କବିତ୍ଵର ପରିଚୟ ଦିଏ ଯେଉଁ ଅବସ୍ଥାରେ ମନର ଅକୁହା କଥାଗୁଡ଼ିକ ଆଖିର ଲୁହ ଦେଇ ଝରିପଡେ ମାତ୍ର ସେହି ଲୁହକୁ ଓଠ ପିଇଦିଏ କିନ୍ତୁ ସେ ସେ କଥା ଗୁଡ଼ିକ ଯେତେବେଳେ କବିତାର ପରିଚୟ ନିଏ ବାସ୍ତବରେ ଶବ୍ଦଭରା ପୃଷ୍ଠାଗୁଡ଼ିକ ସମାଜ ଆଗରେ ଛାଡି ଫଟେଇ ତାର ଭାବକୁ ବ୍ୟକ୍ତ କରେ ସେହି ଠୁଁ କବିତାର ନଦୀ ଉତ୍ପତି ହୋଇ ପଡିଥାଏ ସାହିତ୍ୟ ସାଗରରେ

  • @Likunrana960
    @Likunrana960 5 หลายเดือนก่อน

    ଆପଣଙ୍କ କଥାରେ ସତେ ଯେମିତି ମାଦକତା ର ନିଶା ଭରିଯାଏ କବିତା ଲେଖିବାକୁ ଅଧିକରୁ ଅଧିକ ସାର୍ 🙏

  • @niranjanmoharana2005
    @niranjanmoharana2005 5 หลายเดือนก่อน +1

    ଖୁବ୍ ସୁନ୍ଦର ଆଲୋଚନା ସାର୍ | ଆପଣଙ୍କ ତତ୍ତ୍ୱାବଧାନରେ ଏମିତି କାର୍ଯ୍ୟକ୍ରମରେ ଯୋଗ ଦେବା ଆମର ସୌଭାଗ୍ୟ | ଏମିତି ଆମକୁ ପ୍ରେରଣା ଦେଉଥାନ୍ତୁ ...🙏🙏🙏🙏🙏

  • @jharanasahoo7283
    @jharanasahoo7283 5 หลายเดือนก่อน

    ପ୍ରଣାମ sir🙏

  • @biswabita4584
    @biswabita4584 4 หลายเดือนก่อน

    ଅତି ସୁନ୍ଦର ସାର୍🙏🙏🙏🙏

  • @SUNASINGHSARDAR733
    @SUNASINGHSARDAR733 5 หลายเดือนก่อน

    ପ୍ରଣାମ ସାର୍❤

  • @mamatabarik9721
    @mamatabarik9721 5 หลายเดือนก่อน

    ସାର୍ ପ୍ରଣାମ

  • @giridhargouda5335
    @giridhargouda5335 5 หลายเดือนก่อน

    Pranam sir🙏

  • @ranjita210
    @ranjita210 5 หลายเดือนก่อน

    Sir pranam ❤❤

  • @padhiari
    @padhiari 4 หลายเดือนก่อน

    🙏

  • @sujitkumarsahu518
    @sujitkumarsahu518 5 หลายเดือนก่อน

    Sir 🙏

  • @jyotirmayeeparida2610
    @jyotirmayeeparida2610 4 หลายเดือนก่อน +2

    Sir ନମସ୍କାର 🙏🏻.. ଆପଣ ଆପଣଙ୍କ ଆଲୋଚନା ଚକ୍ରରେ ଯଦି pg ପାଠ ଗୁଡିକୁ ସ୍ଥାନିତ ଦିଅନ୍ତେ ତାହେଲେ ଆମେମାନେ ଆହୁରି ଉପକୃତ ହୁଅନ୍ତୁ. 🌿

  • @m.santosh7308
    @m.santosh7308 4 หลายเดือนก่อน

    Sir ନମସ୍କାର 🙏🙏🙏

  • @biswajitbehera3051
    @biswajitbehera3051 5 หลายเดือนก่อน

    Pranam sir

  • @goutampradhan9751
    @goutampradhan9751 5 หลายเดือนก่อน

    ମୋର ପରମ ସୌଭାଗ୍ୟ ମୁଁ ଏଇ ଶ୍ରାବଣ କବିତା ଆସରରେ ଉପସ୍ଥିତ ଥିଲି ❤❤

  • @biswajitbehera3051
    @biswajitbehera3051 5 หลายเดือนก่อน +1

    Mora bi sethare upastita hebara thila sir durbhagyabasataha mu apananka thu durare

  • @RinkiSwain-hg2ny
    @RinkiSwain-hg2ny 5 หลายเดือนก่อน

    ପ୍ରଣାମ ସାର୍ 🙏

  • @priyankajena4426
    @priyankajena4426 4 หลายเดือนก่อน

    Sir pranam
    Apana net grf ki ssb pain ki6i online ki offline coaching dau6nti

  • @ranjubalapradhan901
    @ranjubalapradhan901 4 หลายเดือนก่อน

    Background music 😡