Fertilizer management in Rabi Paddy ଖରାଟିଆ ଧାନ ରେ କେଉଁ ସାର ଦେବା ଏକର ପ୍ରତି 30-40qtl ଅମଳ
ฝัง
- เผยแพร่เมื่อ 4 ก.พ. 2025
- Fertilizer Management of paddy
Rabi Paddy Cultivation
Rice cultivation
Best fertilizer for summer Paddy
Micronutrient for paddy
Pest management in Rice
Disease management in Rice
Welcome To Our TH-cam Channel KRUSHI SAMPADA
Krushi Sampada TH-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
Also Providing Low Cost Technology To The farmers On Integrated Pest & Disease management
Cultivation Practises Of Different Crops
High Yielding Varities Of Different Crops
Use Of organic Pesticide Fungicide & Fertilizer Ecofriendly
Increasing Production & Productivity Of Soil By Maintaining Soil Fertility
Thank you
Krushi Sampada
#krushisampada #odia #fertilizer #paddy
Watch Next :
December ମାସରେ ଲଗାନ୍ତୁ ଏହି 10ଟି ପରିବା
• December ମାସ ରେ ଲଗାନ୍ତ...
ଖରାଟିଆ ଧାନ ର No 1 Research ଧାନ
• ଖରାଟିଆ ଧାନ ପାଇଁ No 1 R...
ତରଭୁଜ ଚାଷ ରେ 2-3 ଲକ୍ଷ ଲାଭ
• Watermelon cultivation...
Boer goat farming
• Boer goat farming odis... - วิทยาศาสตร์และเทคโนโลยี
ପୁଷ୍କଳ ଧାନ ଚାଷରା ସାର ପ୍ରୟୋଗ
ଏଥିପାଇଁ video ପ୍ରସ୍ତୁତ ହୋଇଛି
Sir
I am from Bhograi Balasore
Here people are applying 75 kg of DAP and MOP 25 kg as basal dose after puddling .
25 kg of gromor during tillering stage.
Urea 50 kg during tillering.
ଅଧିକ ସାର ଦେଲେ ସାର ନଷ୍ଟ ହୋଇଥାଏ
ଜମି ଅଧିକ ଅମ୍ଳ ହୋଇଥାଏ।
Sir, please,Nili Dala lagi kana deba
Sir, I am a beginner to rice farming.
Can you provide link from where we can purchase the product.
Ex. Boro x, soli zinc 33 is not available here.
Sir bahal jami pai vhala dhana tia kuhantu
Sir mu Swarna champ ss 511 karichi details tk kuhantu
Sir very good କିନ୍ତୁ ସବୁବେଳେ ଗୋବର 10ton / ha କିମ୍ବା 3-5 ton / acre. ଫସଲ ଚାଷ ପାଇଁ ସୁପାରିଶ କରନ୍ତୁ
Thank you
Sir ebe Kau fula Kobi lgiele hebe
Badam manji bisodhan thiram kemiti heba sir kahibe
Hormone+ npk 00:52:34+ boron eka sange spray kale hebaki?
Hormone କୁ ଅଲଗା ସ୍ପ୍ରେ କରନ୍ତୁ
Agraja narendra😊
Thank you
ସାର ମୁଁ ହାଇବ୍ରିଡ଼ କିସମ କପିଳାସ କମ୍ପାନୀର ଲକ୍ଷ୍ମୀ ବିହନ ଗୋଟିଏ ଏକର ଚାଷ କରିଛି,, ଗୋବର ଖତ ବଦଳରେ dolomaiti କୁଇଣ୍ଟାଲ ଓ ଗୁଡ଼ 5kg ଶହ ଗ୍ରୁମର 28/28 50kg, ଗୃମର 20kg ଦେଇଛି,,ପିଲ ସାର ଭାବରେ ଆଉ କଣ ସବୁ ପ୍ରୟୋଗ କରିବାକୁ ହବ
ପିଲ ସାର ହିସାବରେ ଏକର ପ୍ରତି urea 30kg ସହିତ BIOZYME ବା SAGARIKA 10kg ମିଶାଇ ପ୍ରୟୋଗ କରନ୍ତୁ।NPK 19:19:19 ଲିଟର ପ୍ରତି 5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Padmaja .bhala heba ki
Mui karichhe ithara padmaja dhan
Kaberi kp264 kan karibaku padiba
Sir ame Sindhu 9156 karichu ruibara kete dina pare bisa prayag karibu abong keun bisa prayag karibu.plz comment
ଧାନ ରୋଇବାର 20-25 ଦିନରେ Ferteera ଏକର ପ୍ରତି 4kg କୁ ପିଲ ସାର ସହିତ ମିଶାଇ ପ୍ରୟୋଗ କରନ୍ତୁ
MC 13 & Padmaja
Thank you
Sir joti 120 dhin dhan karechu vynisu kampani
Ok thank you
Balaji
Thank you
Kunudan katadina paddy kahun sri pila sankhiy kahun
Gacha tala r jami re Dhan ne hebar angya
Sir mu Chandra dhana Karachi 120days
Thank you
❤❤❤❤❤❤ जय श्री राम good i idea
Thank you
ସାର୍ ସିଲ୍କି ଧାନ ରବି ଋତୁ ରେ କେମିତି ଆୟ ହେବ ଓ ତଲି ରୁଇଲା ସମୟରେ ୟୁରିଆ କେତେ kg ଦିଆ ହେବ ଆମେ DAP ୧୮.୪୬ ଏକର ପ୍ରତି ୫୦ kg ଦଉ
ଏକର ପ୍ରତି 22-27 qtl ଅମଳ ଆସିଥାଏ।DAP ଏକର ପ୍ରତି 30-35kg ପ୍ରୟୋଗ କରନ୍ତୁ।
Sir sindhu seed karichu kn sara tala re pakaibu.
Vedio ରେ ସାର ର ତଥ୍ୟ ରହିଛି
Sir ଅଦିନିଆ ବର୍ଷା ରେ ଧାନ ଅମଳ ରୁ ସୁରକ୍ଷା କିପରି କରିବା ପ୍ଲିଜ଼ sir kuntu plz🙏🙏🙏🙏
ଏଥର ଆମେ Direct seeds re dalua karichhu ଦେଖା ଯାଉ କେନ୍ତି ହେଉଛେ
Thank you
Sir, ଆମେ ଖରା ଦିନ ପାଇଁ ଯମୁନା ରିସର୍ଚ୍ଚ ଧାନ, ୧୩୫-୧୪୦ ଦିନିଆ ଡିସେମ୍ବର ୯ ତାରିଖ ରେ ତଳି ପକାଇଛୁ। ଅମକୁ ସାର dose, ପ୍ରଥମ ରୁ ଶେଷ ଯାଏ, ପିଲ ସଂଖ୍ୟା ବଢିବା ପାଇଁ, guidance ଦେବେ କି। ଧନ୍ୟବାଦ୍।
Sir ନମସ୍କାର nuzibedu କନକ ଧାନ MTU 7029 ର alternative ହେଇପାରିବ କି । କନକ ଧାନ ଅମଳ କେତେ ହେବ ।
Kanak ଧାନ MTU 7029 ଠାରୁ ଗୁଣ ରେ ଭଲ। ଏକର ପ୍ରତି 25-30qtl ଅମଳ ଆସିଥାଏ
ସାହୁ ଆଜ୍ଞା ନମସ୍କାର ସାର୍ କଖାରୁ ୨ ଥର ତୁଳାହଇଛି ପିଲ ସାର କଣଦେବା ମୁଳ ଆଷିଛି ଅଜୁର୍ନ ବିହନ ପ୍ଲିଜ୍ କୁହନ୍ତୁ ମୁଜି 2 ସହ graham
Urea potash ସାର ଦିଅନ୍ତୁ।
ଫୁଲ ଅବସ୍ଥା ଥିଲେ NPK 0:52:34 lit ପ୍ରତି 5gm ସହିତ CHAMAK ଅଣୁସାର ଲିଟର ପିଛା 3gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Pikhinika dhan
ମୁଈ ପଦ୍ମଜା ଧାନ କରିଛେ
Tarangin.paddy
Thank you
Sir namaskar
ନମସ୍କାର
ସିଲକି,ଗୋଡ୍ଳ,କାଳି,ପଳା,ପକେଇବୁ
Sindhu
Thank you
Sygenta nk 4001
Thank you
Kv99
Bina 11 dhan
Thank you
Bhulaxmi seeds ra 101 Gold pain khata Sara upaya kuhantu
Vedio ରେ ସମସ୍ତ ତଥ୍ୟ ରହିଛି
MTU 1001 ଧାନ କିପରି ସହଜରେ ଗଜା କରାଯାଇ ପାରିବ ।
ଧାନ ପାଣିରେ ବତୁରାଇବା ସମୟ ରେ 10kg ବିହନ ପ୍ରତି 10ml Biozyme ମିଶାଇ ପାଣି ରେ ଭିଜନ୍ତୁ
Hirakud 57 ଧାନ ପାଇ଼଼
20.20.00.13 କେଜି kg ପ୍ରୟୋଗ କରିବା
ଏହାକୁ ଏକର ପ୍ରତି 35kg ପ୍ରୟୋଗ କରନ୍ତୁ।ତ ସହିତ SSP 40kg ଓ potash 15kg ପ୍ରୟୋଗ କରନ୍ତୁ
Silkee
Thank you
Bina 11
Thank you
Sir Brinjal tree re jhaulla Rog kemiti thik heba?
Mamata dhan
Thank you
M t u 1075 ବିବରଣୀ ପ୍ରଦାନ କରନ୍ତୁ।
Pushyami MTU -1075 ।ଏହି କିସମ ଧାନ 140-145 ଦିନରେ ଅମଳ ହୋଇଥାଏ।ଗଛ 100-105cm ଉଚ୍ଚ ହୋଇଥାଏ।ଗଛ ପଡ଼ି ନଥାଏ।ମାଟିଆ ଗୁଣ୍ଡି ପୋକ ପ୍ରତି ସହନଶୀଳତା ରହିଛି।ଏକର ପ୍ରତି 25-30qtl ପର୍ଯ୍ୟନ୍ତ ଅମଳ ଆସିଥାଏ। ଏହାକୁ ଖରିଫ ଋତୁରେ ଚାଷ କଲେ ଭଲ ଅମଳ ଦେଇଥାଏ।
Silky277
Thank you
Sindhu
Silky277