ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଆଜ୍ଞା ନମସ୍କାର, 🙏🏻🙏🏻🙏🏻 ମୁଗରେ ଭିଟାମିନ ଔଷଧ ସ୍ପ୍ରେ କଲାପରେ ଗଛଗୁଡିକ ଅଧିକ ହୃଷ୍ଟ ପୃଷ୍ଠ ଏବଂ ବଲ୍ଲହା ହୋଇଯାଇଛି l ଫଳ ବିଶେଷ କିଛି ନାହିଁ l ତେଣୁକରି ଅଧିକରୁ ଅଧିକ କିପରି ଭାବରେ ଅମଳ ହୋଇପାରିବ ତା ଉପରେ କିଛି ପରାମର୍ଶ ଦେବା ସହ ପ୍ରତିକାର ପାଇଁ ବ୍ୟବସ୍ଥା କରାଗଲେ ଆମେ ଉପକୃତ ହୋଇପାରିବୁ l 🙏🏻🙏🏻🙏🏻 ଆପଣଙ୍କ ଅପେକ୍ଷାରେ ରହିଲୁ......
Urea ସାର ପ୍ରୟୋଗ କରନ୍ତୁ ନାହିଁ।NPK 0:52:34 lit ପ୍ରତି 5gm ସହିତ ବୋଇଁ 20%lit ପ୍ରତି 1gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone fantac plus lit ପ୍ରତି 0.5ml ବାTata bahar lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
sir fantac plus 10 ml o silicon paste 5 ml per drum padiba pare jipi jipi barsa hoei gala .sir kete dina pare o kete ml per lit puni pakei pariba
ଧନ୍ୟବାଦ ସାର
Dhànyabad
Welcome
Bahuta bhala sir,
Sir pana chasa upare video karantu
Super sir
Thank you
mind-blowing Sir
Sir, biri dali pai bi same rahiba na alaga
Sir kolatha chasa kipari heaba video banantu❤❤❤❤❤❤❤
Sir muga bilare bahuta ghasa hauchi kou medicine use karibi aou kemit use karibi please kuhantu
Mooga amalmecine samparkare janantu
GoodImpormationForTheFarmer.
Sir ଅଲଡି ଚାଷ ଉପରେ ଗୋଟେ ଭିଡ଼ିଓ କରନ୍ତୁ ....
Sir thank you
ଧନ୍ୟବାଦ
Welcome sir
Good information 👍👍
Ok. Sir.
Nyc..info..👍
Super
sir jivras debara kete din pare fantac plus dei pariba ,muga gacha badhi galani kana pakeile pula fala asiba please kaheibe sir
Sir ପ୍ରଣାମ 🙏Nano urea ଆଉ Dap ଏକଦମ ବେକାର ଆଜ୍ଞା ଧାନ ଚାଷ ପାଇଁ
Sir nano uria spray kariba ki jadi spray kariba drum prati kete m.l daba
Sir rosuno chaso bisoyre kuontu
Sir kakudi chasara A to Z pranali kuhantu
Sir namaskar , fantac plus hermone dokan rai nathila dokani dhanzyme gold deichi . Dhanzyme gold rai phulakasi bhala heba ki nai tike reply karibe sir apanka reply apakhare rahili.
Lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ
Mind blowing
Sir nano urea,d.a.p padipariba ki nahi kahibea❤❤❤
Adhika Amala kisama tike kuhantu sir
ଏହି 2ଟି କିସମ ଅଧିକ ଅମଳ କ୍ଷମ
Excellent
Thanks
@@krushisampadasir thank u
Hormone fulla aceba pare pakaele bhala na fulla acenatheba pakaele bhala kuhantu sir
ଫୁଲ ଆସିବା ପୂର୍ବରୁ ସ୍ପ୍ରେ କରନ୍ତୁ
Sir ,kunduru chasa re kana horman pakaiba please
Hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Sir tikea rahigala....eakasathirea Sara padiba....na tharea tharea padiba ?tikea kahiba❤❤❤
ସାର କୁ ମୂଳ ସାର ହିସାବରେ ପ୍ରୟୋଗ କରନ୍ତୁ
ରୁଗୁଡ଼ିଆ ଆଟ ରେ କଣ ଚାଷ କଲେ ଭଲ ହେବ?
Good
1 Acer pai kete muga darkar
Sara sahita humic acid padiba ki nahi❤❤
ସାର ସହିତ ମିଶାଇ ପ୍ରୟୋଗ କରି ପାରିବେ
sir jivaras pakeibar kete din pare fantac plus padiba
7ଦିନ ପରେ ସ୍ପ୍ରେ କରନ୍ତୁ
thanks sir
Sir ବିରି ରେ npk 191919 hb ପକାଇ ଲେ ଖରା ରେ ଗଛ ମରିବନୀତ ଗଛ 3 4ପତ୍ର huglni kchihbnita ପ୍ଲିଜ଼ kuntu
Sir hormone medicine onlinere miliba ki?
ମିଳି ପାରିବ
Sir nano urea liquid spray kale haba ki nai?
Nano urea ଅପେକ୍ଷା NPK 19:19:19 ବା UREA lit ପ୍ରତି 10gm ହିସାବରେ ସ୍ପ୍ରେ କଲେ ଅଧିକ ଲାଭ ମିଳିଥାଏ।
Sir apanka no time diantu
Sir namaskarSir ଡିଏପି କିମ୍ବା ପଟାସ ସାର ଡ୍ରମ ରେ ସିଧା ରଖିବା ନା ଏକ ପାତ୍ର ରେ ବତୁରାଇ କି ପକାଇବା
ସାର କୁ drum ରେ ସିଧାସଳଖ ମିଶାନ୍ତୁ ଓ ଭଲଭାବରେ ବାଡ଼ି ସାହାଯ୍ୟରେ ଗୋଳାଇ ତା ପରେ ସ୍ପ୍ରେ କରନ୍ତୁ।
ସାର୍ ଆଖୁଁ କାଣ୍ଡ ବିନ୍ଧା ର ମେଡ଼ିସିନ୍ କୁହନ୍ତୁ
Sir muga re yellow patra heuchi kn kariba
Saaf powder use karantu
Muga chasa re NPK au hormone spray kale mati sukhila achhi kemiti heba sir
Hormone ସହିତ କୌଣସି ସାର କୁ ମିଶାନ୍ତୁ ନାହିଁ।ଗଛ ପୋଡି ଯିବାର ସମ୍ଭାବନା ରହିଛି।
Bihana bisadhan bisayare kichhi kuhantu sir
Carbendazim 50%WP 1kg ବିହନ ପ୍ରତି 2gm ବା Trichoderma viridae 1kg ବିହନ ପ୍ରତି 5gm ହିସାବରେ ବିଶୋଧନ କରନ୍ତୁ।
Agromin gold is best for muga crops
Sir muga re jau poka lagi jai chi. Sir medicin Kan deba darkar ?
Difenthuron 50%WP lit ପ୍ରତି 1.5gm ବା Imidachloprid 30.5%SC lit ପ୍ରତି 0.5ml ସହିତ ନିମ୍ବତେଲ lit ପ୍ରତି 2ml ମିଶାଇ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@@krushisampada sir fantac plus miseiki pakeiparibi ki
biri re b kn saman prakriya kariparibaki !!!
ନିଶ୍ଚିନ୍ତ
@@krushisampada dhanyabaad...sir
Sir ଜଉ ପୋକ ଲାଗିଲାଣି ସାର ସ୍ପ୍ରେ କରିପାରିବା କି?
ପ୍ରଥମେ ଜଉ ପୋକ କୁ ନିୟନ୍ତ୍ରଣ କରନ୍ତୁ। Diafenthuron 50%WP lit ପ୍ରତି 2gm ବା Movento lit ପ୍ରତି 1ml ବା Imidachloprid 30.5%SC lit ପ୍ରତି 0.5ml ହିସାବରେ ସ୍ପ୍ରେ କରନ୍ତୁ।ତା ପରେ ସାର ପ୍ରୟୋଗ କରନ୍ତୁ।
Thank you sir, ସାର କେତେ ଦିନ ପରେ ସ୍ପ୍ରେ କଲେ ହେବ କୁହନ୍ତୁ
Please sair muga chasa re water kiparo use Kariba haibrid muga bunich
Sprinkler ବା Rain gun ବ୍ୟବହାର କରନ୍ତୁ।
Sir planophix use kale kemiti heba
Planofix କୁ ବ୍ୟବହାର କରିବା ପୂର୍ବରୁ ମାଟିରେ ବତର ଥିବା ଉଚିତ।ନହେଲେ ଗଛ ପୋଡି ଯାଇପାରେ ବା ଫୁଲ କଷି ଝଡି ପାରେ।
Muga bunila pare bilare Pani nanhi urea dap patasha Sara spray kale kharapa hebanita
ଅପରାହ୍ନରେ ଏହାର does ଅନୁସାରେ ସ୍ପ୍ରେ କରନ୍ତୁ।
Barun କେତେ ପରିମାଣରେ ଦେବା
ମୂଳ ସାର ହିସାବରେ ଏକର ପ୍ରତି 4kg ପ୍ରାୟୋଗ କରନ୍ତୁ।କିମ୍ବା Boron 20% lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।
Planofix kamadebiki sir
Hmmm
10 ଲିଟର 2ml ଫୁଲ ଆସିବା ପୂର୍ବରୁ
Sir ମୋର ଫୁଲକୋବିରେ କଢ ଆସିଲାଣି କେଉଁ ଔଷଧ ପକେଇବି ...?
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ ହର୍ମୋନ Fantac plus lit ପ୍ରତି 0.5ml ହିସାବରେ ସ୍ପ୍ରେ କରନ୍ତୁ।
ସାର୍ କାଖରୁ କଷି ଝଡି ପଡ଼ୁଚି ମେଡ଼ିସିନ୍ କଣ
ପରାଗ ସଙ୍ଗମ ଅଭାବରେ କଷି ଝଡୁଛି ।ସକାଳ 7-10ଟା ମଧ୍ୟରେ ତୁଲା ସାହାଯ୍ୟରେ କୃତିମ ପରାଗ ସଙ୍ଗମ କରନ୍ତୁ।NPK 0:52:34 lit ପ୍ରତି 5gm ସହିତ CHAMAK ଅଣୁ ସାର lit ପ୍ରତି 3gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir ବିରି ଗଛ 2ପତ୍ର ହଉଛି dap ପଟାସ ସାର ପାଣି ରେ ଗୋଳି ପକାଇ la hb sir ପ୍ଲିଜ଼ କୁନ୍ତୁ
ଗଛ 30-35 ଦିନ ର ହେଲେ drum ପ୍ରତି DAP 300gm Urea 150gm ଓ Potash 150gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
ସାରେ। ମୁଗ ଵଢିବାପାଇ କ ଉ ଭିଟା ମିନ
ମୁଗ ବଢିବା ପାଇଁ JIVARAS lit ପ୍ରତି 2ml ସହିତ NPK 19:19:19 lit ପ୍ରତି 5gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।
ସାର୍ ବିନା ସାର ପ୍ରୟୋଗରେ ମଧ୍ୟ ଆମ ବିରି ଫସଲ 25 ଦିନରେ ଦେଢ଼ ଫୁଟ ଉଚ୍ଚତା ଓ ବେଶ୍ ହୃଷ୍ଟ ପୃଷ୍ଟ ଏବଂ ନିରୋଗା ଅଛି ।ଆମ ଅନୁଭୂତିରୁ ଆମେ ଜାଣିଛୁ , ବିରି ଫସଲ ଅଧିକ ବଢ଼ିଲେ ଫଳ ଭଲ ହୁଏନି । ଆମ ବିରି ଅଧିକ ବଢ଼ି ଥିବାରୁ କଣ ବ୍ୟବସ୍ଥା କଲେ ଭଲ ଫଳ ହେବ,ଦୟାକରି ଟିକିଏ ଉତ୍ତର ଦିଅନ୍ତୁ ।
Hormone Fantac Plus କୁ lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
Pls advise
Ko timira spray kariba
ଅପରାହ୍ନରେ ସ୍ପ୍ରେ କରିବେ
Bunila. Bele dap deichhu rogor spray kariche
ମୁଗ ଚାଷ ପାଇଁ କଣ ଜୈବିକ ସାର ପ୍ରୟୋଗ କରିପାରିବା ଅଧିକ ଅମଳ ପାଇଁ
ମୁଗ ଚାଷ ପାଇଁ ଜମିରେ ସଢ଼ା ଗୋବର ଖତ ଏକର ପ୍ରତି 5MT ପ୍ରାୟୋଗ କରନ୍ତୁ।ଜୈବିକ ସାର BIOZYME ବା BIOVITA ଏକର ପ୍ରତି 10kg ପ୍ରାୟୋଗ କରନ୍ତୁ।
Ribosome culture keunthi miliba
Rizobium culture pesticide ଦୋକାନ ରେ ମିଳିଯିବ
ମୁଗଗଛପଣ୍ ଳିଆହୋଈଜାଉଚିଭଲଫଳ ଆଷୁନାହିଷେଥିପାଇଉପାୟକଣ?
Jau poka pain kan karajiba uchit
ଜଉ ପୋକ ପାଇଁ ଜମି ରୁ ଘାସ ସଫା କରନ୍ତୁ।Difenthuron 50%WP lit ପ୍ରତି 1.5gm ବା TAKAF lit ପ୍ରତି 1.5 ml ବା Alika lit ପ୍ରତି 0.5ml ହିସାଵରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପି କରନ୍ତୁ।
ଆମ ପୂର୍ବସୁରି ମାନେ କହିଛନ୍ତି, "ଘାସେ ବିରି,ଚାସେ କୋଳଥ" ।ଆପଣ କହୁଛନ୍ତି ମୁଗ ବିରି ବୁଣିବା ପୂର୍ବରୁ ଜମିକୁ ୩/୪ ଓଡ଼ ଚାଷ କରିବା ପାଇଁ ।କିନ୍ତୁ ପୁରୁଣା ଚାଷୀମାନେ କୁହନ୍ତି ,"ବିରି ପାଇଁ ଅଧିକା ଚାଷ,ସର୍ବନାଶ ।ପୁଣି କହିଛନ୍ତି,"ରବି ଫସଲ ପାଇଁ,"ଅନାବନା କରି ଚସ,ମହି ନିକି କରି ଘସ"।
ପୂର୍ବ ସମୟ ରେ ବିରି ମୁଗ ଏକର ପ୍ରତି 1qtl ଆସୁଥିଲା ବର୍ତ୍ତମାନ 4-5qtl ପର୍ଯ୍ୟନ୍ତ ଅମଳ ଆସୁଛି।ମାଟି କୁ ଚାଷ କଲେ ମାଟି ହାଲକା ହୋଇଥାଏ ଚେର ର ସଠିକ୍ ବୃଦ୍ଧି ହୋଇଥାଏ।ଘାସ ରହିଲେ ରୋଗ ପୋକ ପରିମାଣ ବଢ଼ିଥାଏ।
TRUE
True
ଦୋଳଗୋବିନ୍ଦ ବାବୁ ଆପଣ ବଢିଆ ପୁରୁଣା କଥା ଟେ କହିଛନ୍ତି କିନ୍ତୁ ପାରମ୍ପlରିକ ଚାଷ ପଦ୍ଧତି ରେ ପରିବର୍ତ୍ତନ ନଆଣିଲେ ଚାଷ ଲାଭ ଜନକ ହେବନାହିଁ ବନ୍ଧୁ......
ମୁଗ କେଉଁ ଠାରେ ମିଳିବ କାହା ପାଖକୁ ଯୋଗାଯୋଗ କରିବା
Video ରେ ସମ୍ପୂର୍ଣ ତଥ୍ୟ ଦିଆଯାଇଛି
Sar namaskar apononkar nombara diyo
Modi ko to milega Maruti courier
Sir......... ଆପଣଙ୍କ ନମ୍ବର ଦିଅନ୍ତୁ
7008498896
M .B .No
👍👍👍👍
Sir NamaskarAapananka mobile number / WhatsApp number tike diantu,
Thank you sir
Ok
ଆଜ୍ଞା ନମସ୍କାର, 🙏🏻🙏🏻🙏🏻 ମୁଗରେ ଭିଟାମିନ ଔଷଧ ସ୍ପ୍ରେ କଲାପରେ ଗଛଗୁଡିକ ଅଧିକ ହୃଷ୍ଟ ପୃଷ୍ଠ ଏବଂ ବଲ୍ଲହା ହୋଇଯାଇଛି l ଫଳ ବିଶେଷ କିଛି ନାହିଁ l ତେଣୁକରି ଅଧିକରୁ ଅଧିକ କିପରି ଭାବରେ ଅମଳ ହୋଇପାରିବ ତା ଉପରେ କିଛି ପରାମର୍ଶ ଦେବା ସହ ପ୍ରତିକାର ପାଇଁ ବ୍ୟବସ୍ଥା କରାଗଲେ ଆମେ ଉପକୃତ ହୋଇପାରିବୁ l 🙏🏻🙏🏻🙏🏻 ଆପଣଙ୍କ ଅପେକ୍ଷାରେ ରହିଲୁ......
Urea ସାର ପ୍ରୟୋଗ କରନ୍ତୁ ନାହିଁ।NPK 0:52:34 lit ପ୍ରତି 5gm ସହିତ ବୋଇଁ 20%lit ପ୍ରତି 1gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone fantac plus lit ପ୍ରତି 0.5ml ବା
Tata bahar lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
sir fantac plus 10 ml o silicon paste 5 ml per drum padiba pare jipi jipi barsa hoei gala .sir kete dina pare o kete ml per lit puni pakei pariba
ଧନ୍ୟବାଦ ସାର
Dhànyabad
Welcome
Bahuta bhala sir,
Sir pana chasa upare video karantu
Super sir
Thank you
mind-blowing Sir
Sir, biri dali pai bi same rahiba na alaga
Sir kolatha chasa kipari heaba video banantu❤❤❤❤❤❤❤
Sir muga bilare bahuta ghasa hauchi kou medicine use karibi aou kemit use karibi please kuhantu
Mooga amalmecine samparkare janantu
GoodImpormationForTheFarmer.
Thank you
Sir ଅଲଡି ଚାଷ ଉପରେ ଗୋଟେ ଭିଡ଼ିଓ କରନ୍ତୁ ....
Sir thank you
ଧନ୍ୟବାଦ
Welcome sir
Good information 👍👍
Ok. Sir.
Nyc..info..👍
Super
sir jivras debara kete din pare fantac plus dei pariba ,muga gacha badhi galani kana pakeile pula fala asiba please kaheibe sir
Sir ପ୍ରଣାମ 🙏
Nano urea ଆଉ Dap ଏକଦମ ବେକାର ଆଜ୍ଞା ଧାନ ଚାଷ ପାଇଁ
Sir nano uria spray kariba ki jadi spray kariba drum prati kete m.l daba
Sir rosuno chaso bisoyre kuontu
Sir kakudi chasara A to Z pranali kuhantu
Sir namaskar , fantac plus hermone dokan rai nathila dokani dhanzyme gold deichi . Dhanzyme gold rai phulakasi bhala heba ki nai tike reply karibe sir apanka reply apakhare rahili.
Lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ
Mind blowing
Thank you
Sir nano urea,d.a.p padipariba ki nahi kahibea❤❤❤
Adhika Amala kisama tike kuhantu sir
ଏହି 2ଟି କିସମ ଅଧିକ ଅମଳ କ୍ଷମ
Excellent
Thanks
@@krushisampadasir thank u
Hormone fulla aceba pare pakaele bhala na fulla acenatheba pakaele bhala kuhantu sir
ଫୁଲ ଆସିବା ପୂର୍ବରୁ ସ୍ପ୍ରେ କରନ୍ତୁ
Sir ,kunduru chasa re kana horman pakaiba please
Hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Sir tikea rahigala....eakasathirea Sara padiba....na tharea tharea padiba ?tikea kahiba❤❤❤
ସାର କୁ ମୂଳ ସାର ହିସାବରେ ପ୍ରୟୋଗ କରନ୍ତୁ
ରୁଗୁଡ଼ିଆ ଆଟ ରେ କଣ ଚାଷ କଲେ ଭଲ ହେବ?
Good
1 Acer pai kete muga darkar
Sara sahita humic acid padiba ki nahi❤❤
ସାର ସହିତ ମିଶାଇ ପ୍ରୟୋଗ କରି ପାରିବେ
sir jivaras pakeibar kete din pare fantac plus padiba
7ଦିନ ପରେ ସ୍ପ୍ରେ କରନ୍ତୁ
thanks sir
Sir ବିରି ରେ npk 191919 hb ପକାଇ ଲେ ଖରା ରେ ଗଛ ମରିବନୀତ ଗଛ 3 4ପତ୍ର huglni kchihbnita ପ୍ଲିଜ଼ kuntu
Sir hormone medicine onlinere miliba ki?
ମିଳି ପାରିବ
Sir nano urea liquid spray kale haba ki nai?
Nano urea ଅପେକ୍ଷା NPK 19:19:19 ବା UREA lit ପ୍ରତି 10gm ହିସାବରେ ସ୍ପ୍ରେ କଲେ ଅଧିକ ଲାଭ ମିଳିଥାଏ।
Sir apanka no time diantu
Sir namaskar
Sir ଡିଏପି କିମ୍ବା ପଟାସ ସାର ଡ୍ରମ ରେ ସିଧା ରଖିବା ନା ଏକ ପାତ୍ର ରେ ବତୁରାଇ କି ପକାଇବା
ସାର କୁ drum ରେ ସିଧାସଳଖ ମିଶାନ୍ତୁ ଓ ଭଲଭାବରେ ବାଡ଼ି ସାହାଯ୍ୟରେ ଗୋଳାଇ ତା ପରେ ସ୍ପ୍ରେ କରନ୍ତୁ।
ସାର୍ ଆଖୁଁ କାଣ୍ଡ ବିନ୍ଧା ର ମେଡ଼ିସିନ୍ କୁହନ୍ତୁ
Sir muga re yellow patra heuchi kn kariba
Saaf powder use karantu
Muga chasa re NPK au hormone spray kale mati sukhila achhi kemiti heba sir
Hormone ସହିତ କୌଣସି ସାର କୁ ମିଶାନ୍ତୁ ନାହିଁ।ଗଛ ପୋଡି ଯିବାର ସମ୍ଭାବନା ରହିଛି।
Bihana bisadhan bisayare kichhi kuhantu sir
Carbendazim 50%WP 1kg ବିହନ ପ୍ରତି 2gm ବା Trichoderma viridae 1kg ବିହନ ପ୍ରତି 5gm ହିସାବରେ ବିଶୋଧନ କରନ୍ତୁ।
Agromin gold is best for muga crops
Thank you
Sir muga re jau poka lagi jai chi. Sir medicin Kan deba darkar ?
Difenthuron 50%WP lit ପ୍ରତି 1.5gm ବା Imidachloprid 30.5%SC lit ପ୍ରତି 0.5ml ସହିତ ନିମ୍ବତେଲ lit ପ୍ରତି 2ml ମିଶାଇ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@@krushisampada sir fantac plus miseiki pakeiparibi ki
biri re b kn saman prakriya kariparibaki !!!
ନିଶ୍ଚିନ୍ତ
@@krushisampada dhanyabaad...sir
Sir ଜଉ ପୋକ ଲାଗିଲାଣି ସାର ସ୍ପ୍ରେ କରିପାରିବା କି?
ପ୍ରଥମେ ଜଉ ପୋକ କୁ ନିୟନ୍ତ୍ରଣ କରନ୍ତୁ। Diafenthuron 50%WP lit ପ୍ରତି 2gm ବା
Movento lit ପ୍ରତି 1ml ବା
Imidachloprid 30.5%SC lit ପ୍ରତି 0.5ml ହିସାବରେ ସ୍ପ୍ରେ କରନ୍ତୁ।ତା ପରେ ସାର ପ୍ରୟୋଗ କରନ୍ତୁ।
Thank you sir, ସାର କେତେ ଦିନ ପରେ ସ୍ପ୍ରେ କଲେ ହେବ କୁହନ୍ତୁ
Please sair muga chasa re water kiparo use Kariba haibrid muga bunich
Sprinkler ବା Rain gun ବ୍ୟବହାର କରନ୍ତୁ।
Sir planophix use kale kemiti heba
Planofix କୁ ବ୍ୟବହାର କରିବା ପୂର୍ବରୁ ମାଟିରେ ବତର ଥିବା ଉଚିତ।ନହେଲେ ଗଛ ପୋଡି ଯାଇପାରେ ବା ଫୁଲ କଷି ଝଡି ପାରେ।
Muga bunila pare bilare Pani nanhi urea dap patasha Sara spray kale kharapa hebanita
ଅପରାହ୍ନରେ ଏହାର does ଅନୁସାରେ ସ୍ପ୍ରେ କରନ୍ତୁ।
Barun କେତେ ପରିମାଣରେ ଦେବା
ମୂଳ ସାର ହିସାବରେ ଏକର ପ୍ରତି 4kg ପ୍ରାୟୋଗ କରନ୍ତୁ।କିମ୍ବା Boron 20% lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।
Planofix kamadebiki sir
Hmmm
10 ଲିଟର 2ml ଫୁଲ ଆସିବା ପୂର୍ବରୁ
Sir ମୋର ଫୁଲକୋବିରେ କଢ ଆସିଲାଣି କେଉଁ ଔଷଧ ପକେଇବି ...?
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ ହର୍ମୋନ Fantac plus lit ପ୍ରତି 0.5ml ହିସାବରେ ସ୍ପ୍ରେ କରନ୍ତୁ।
ସାର୍ କାଖରୁ କଷି ଝଡି ପଡ଼ୁଚି ମେଡ଼ିସିନ୍ କଣ
ପରାଗ ସଙ୍ଗମ ଅଭାବରେ କଷି ଝଡୁଛି ।ସକାଳ 7-10ଟା ମଧ୍ୟରେ ତୁଲା ସାହାଯ୍ୟରେ କୃତିମ ପରାଗ ସଙ୍ଗମ କରନ୍ତୁ।NPK 0:52:34 lit ପ୍ରତି 5gm ସହିତ CHAMAK ଅଣୁ ସାର lit ପ୍ରତି 3gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir ବିରି ଗଛ 2ପତ୍ର ହଉଛି dap ପଟାସ ସାର ପାଣି ରେ ଗୋଳି ପକାଇ la hb sir ପ୍ଲିଜ଼ କୁନ୍ତୁ
ଗଛ 30-35 ଦିନ ର ହେଲେ drum ପ୍ରତି DAP 300gm Urea 150gm ଓ Potash 150gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
ସାରେ। ମୁଗ ଵଢିବାପାଇ କ ଉ ଭିଟା ମିନ
ମୁଗ ବଢିବା ପାଇଁ JIVARAS lit ପ୍ରତି 2ml ସହିତ NPK 19:19:19 lit ପ୍ରତି 5gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।
ସାର୍ ବିନା ସାର ପ୍ରୟୋଗରେ ମଧ୍ୟ ଆମ ବିରି ଫସଲ 25 ଦିନରେ ଦେଢ଼ ଫୁଟ ଉଚ୍ଚତା ଓ ବେଶ୍ ହୃଷ୍ଟ ପୃଷ୍ଟ ଏବଂ ନିରୋଗା ଅଛି ।ଆମ ଅନୁଭୂତିରୁ ଆମେ ଜାଣିଛୁ , ବିରି ଫସଲ ଅଧିକ ବଢ଼ିଲେ ଫଳ ଭଲ ହୁଏନି ।
ଆମ ବିରି ଅଧିକ ବଢ଼ି ଥିବାରୁ କଣ ବ୍ୟବସ୍ଥା କଲେ ଭଲ ଫଳ ହେବ,ଦୟାକରି ଟିକିଏ ଉତ୍ତର ଦିଅନ୍ତୁ ।
Hormone Fantac Plus କୁ lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
Pls advise
Ko timira spray kariba
ଅପରାହ୍ନରେ ସ୍ପ୍ରେ କରିବେ
Bunila. Bele dap deichhu rogor spray kariche
Thank you
ମୁଗ ଚାଷ ପାଇଁ କଣ ଜୈବିକ ସାର ପ୍ରୟୋଗ କରିପାରିବା ଅଧିକ ଅମଳ ପାଇଁ
ମୁଗ ଚାଷ ପାଇଁ ଜମିରେ ସଢ଼ା ଗୋବର ଖତ ଏକର ପ୍ରତି 5MT ପ୍ରାୟୋଗ କରନ୍ତୁ।ଜୈବିକ ସାର BIOZYME ବା BIOVITA ଏକର ପ୍ରତି 10kg ପ୍ରାୟୋଗ କରନ୍ତୁ।
Ribosome culture keunthi miliba
Rizobium culture pesticide ଦୋକାନ ରେ ମିଳିଯିବ
ମୁଗଗଛପଣ୍ ଳିଆହୋଈଜାଉଚିଭଲଫଳ ଆଷୁନାହିଷେଥିପାଇଉପାୟକଣ?
Jau poka pain kan karajiba uchit
ଜଉ ପୋକ ପାଇଁ ଜମି ରୁ ଘାସ ସଫା କରନ୍ତୁ।Difenthuron 50%WP lit ପ୍ରତି 1.5gm ବା TAKAF lit ପ୍ରତି 1.5 ml ବା Alika lit ପ୍ରତି 0.5ml ହିସାଵରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପି କରନ୍ତୁ।
ଆମ ପୂର୍ବସୁରି ମାନେ କହିଛନ୍ତି, "ଘାସେ ବିରି,ଚାସେ କୋଳଥ" ।ଆପଣ କହୁଛନ୍ତି ମୁଗ ବିରି ବୁଣିବା ପୂର୍ବରୁ ଜମିକୁ ୩/୪ ଓଡ଼ ଚାଷ କରିବା ପାଇଁ ।କିନ୍ତୁ ପୁରୁଣା ଚାଷୀମାନେ କୁହନ୍ତି ,"ବିରି ପାଇଁ ଅଧିକା ଚାଷ,ସର୍ବନାଶ ।ପୁଣି କହିଛନ୍ତି,"ରବି ଫସଲ ପାଇଁ,"ଅନାବନା କରି ଚସ,ମହି ନିକି କରି ଘସ"।
ପୂର୍ବ ସମୟ ରେ ବିରି ମୁଗ ଏକର ପ୍ରତି 1qtl ଆସୁଥିଲା ବର୍ତ୍ତମାନ 4-5qtl ପର୍ଯ୍ୟନ୍ତ ଅମଳ ଆସୁଛି।ମାଟି କୁ ଚାଷ କଲେ ମାଟି ହାଲକା ହୋଇଥାଏ ଚେର ର ସଠିକ୍ ବୃଦ୍ଧି ହୋଇଥାଏ।ଘାସ ରହିଲେ ରୋଗ ପୋକ ପରିମାଣ ବଢ଼ିଥାଏ।
TRUE
True
ଦୋଳଗୋବିନ୍ଦ ବାବୁ ଆପଣ ବଢିଆ ପୁରୁଣା କଥା ଟେ କହିଛନ୍ତି କିନ୍ତୁ ପାରମ୍ପlରିକ ଚାଷ ପଦ୍ଧତି ରେ ପରିବର୍ତ୍ତନ ନଆଣିଲେ ଚାଷ ଲାଭ ଜନକ ହେବନାହିଁ ବନ୍ଧୁ......
ମୁଗ କେଉଁ ଠାରେ ମିଳିବ କାହା ପାଖକୁ ଯୋଗାଯୋଗ କରିବା
Video ରେ ସମ୍ପୂର୍ଣ ତଥ୍ୟ ଦିଆଯାଇଛି
Sar namaskar apononkar nombara diyo
Modi ko to milega Maruti courier
Sir......... ଆପଣଙ୍କ ନମ୍ବର ଦିଅନ୍ତୁ
7008498896
M .B .No
👍👍👍👍
Sir Namaskar
Aapananka mobile number / WhatsApp number tike diantu,
Thank you sir
Ok