ଧାନ ରୁଆ ପରେ ଫାଷ୍ଟ ଡୋଜ୍ ସାର//ଧାନ ର ପହେଲା ସାର//ପହେଲା ପିଲ ସାର//First Fartilizar of Paddy

แชร์
ฝัง
  • เผยแพร่เมื่อ 26 ก.ค. 2022
  • ଧାନ ରୁଆ ପରେ ଫାଷ୍ଟ ଡୋଜ୍ ସାର//ଧାନ ର ପହେଲା ସାର//ପହେଲା ପିଲ ସାର//First Fartilizar of Paddy
    After planting in paddy cultivation, which fartilizar is most important and needs to apply.The base dose of cultivation and after the first does more important than the other, what in this video has been displayed and explained details step by step.
    #kureful #firstdiesfartilizer #dhanaraprathamasara
    your queries-
    how to start paddy cultivation
    paddy cultivation fartilizar details
    paddy cultivation first does fartilizar
    dhana chasa kipari karajae
    dhana chasa kemiti karanti
    dhana chasa ra safala sutra
    dhana chasa ra pranali
    dhana ra sara details
    first does fartilizar details
    npk fartilizar in Paddy cultivation
    thanks for watching Kureful tv channel.
  • วิทยาศาสตร์และเทคโนโลยี

ความคิดเห็น • 109

  • @HeturamMajhi-rd1gz
    @HeturamMajhi-rd1gz 23 วันที่ผ่านมา +2

    Dhanyabad sir

  • @tejrajdharua4441
    @tejrajdharua4441 2 ปีที่แล้ว

    Thanks for nice information..🙏

  • @tumeswarbudek1463
    @tumeswarbudek1463 ปีที่แล้ว

    ଧନ୍ୟବାଦ sir your prosse

    • @Kurefultv
      @Kurefultv  ปีที่แล้ว

      ଧନ୍ୟବାଦ ଆଜ୍ଞା ନମସ୍କାର

  • @Budhibanta_Vlog
    @Budhibanta_Vlog 11 หลายเดือนก่อน +1

    ଆଜ୍ଞା

  • @bijaymallik1145
    @bijaymallik1145 11 หลายเดือนก่อน

    Thankyou

    • @Kurefultv
      @Kurefultv  11 หลายเดือนก่อน

      Welcome

  • @user-gc6if2kt4m
    @user-gc6if2kt4m 15 วันที่ผ่านมา

    Dhana kenda chhutia heuche
    E bisayare gote video te karun

  • @pabitrakumarpatel8857
    @pabitrakumarpatel8857 2 ปีที่แล้ว +1

    Thanks a lot sir 🙏

    • @Kurefultv
      @Kurefultv  2 ปีที่แล้ว

      ନମସ୍କାର ପଟେଲ୍ ଆଜ୍ଞା ନମସ୍କାର
      ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ।

  • @nauminag8837
    @nauminag8837 2 ปีที่แล้ว +2

    Sir... Dhan ruiba kete din pare ghaasmara herbicide diya heba....or....dhan ruiba fertilizer sange mise Kari ghaasmara herbicide diya heba ki nahi.....

    • @Kurefultv
      @Kurefultv  2 ปีที่แล้ว

      ନମସ୍କାର ଆଜ୍ଞା
      ଧାନ ରୁଆ ର୧୫-୨୦ ଦିନ ପରେ ଘାସମରା ଦିଆଯାଏ। ଏହାକୁ ସାର ଭିଟାମିନ ସହିତ ଦିଆଯାଏ ନାହିଁ। ଏହା ପାଣି ନହେଲେ ବାଲି ରେ ମିଶାଇ ଦିଆଯାଏ।

    • @sujitmirdha918
      @sujitmirdha918 2 ปีที่แล้ว

      ​@@Kurefultv

  • @919Farmer
    @919Farmer 2 ปีที่แล้ว

    ଧନ୍ୟବାଦ୍ sir

    • @Kurefultv
      @Kurefultv  2 ปีที่แล้ว

      ଧନ୍ୟବାଦ

  • @MadanPadhi-k1j
    @MadanPadhi-k1j 14 วันที่ผ่านมา

    7:12

  • @bishnuprasadmishra7782
    @bishnuprasadmishra7782 2 ปีที่แล้ว +2

    ଆଜ୍ଞା ଧାନ ରୋଇବାର 20 ଦିନ ପରେ କେଉଁ ଘାସମରା ଦିଆଯାଏ ଆଉ ବାଲିରେ ମିଶେଇ ଦେଲେ ହେବକି ନାହିଁ ଏବଂ ପିଲସାର ଦେବାର ପୂର୍ବରୁ ଵା ପରେ ଦିଆଯାଏ ଦୟାକରି କହିବେ 🙏???

    • @Kurefultv
      @Kurefultv  2 ปีที่แล้ว

      ନମସ୍କାର ଆଜ୍ଞା
      ରୁଆ ଧାନ ର ୧୫-୨୦ ଦିନ ପରେ ଆପଣ ନୋମିନି ଗୋଲ୍ଡ ଘାସମରା ଦେଇ ପାରିବେ। ଏହା ବାଲି ରେ ମିଶାଇ ଦେଇ ପାରିବେ। ଏହା ପିଲ ସାର ଦେବା ଆଗରୁ ଦେଇ ପାରିବେ।

  • @narendrabag4949
    @narendrabag4949 2 ปีที่แล้ว +2

    ସବୁ ଠିକ କହୁଛନ ଯେ, ଆପଣ ଖରିପ୍ ଆରୁ ଡାଲୁଅ ଟା ଅଲଗା ଅଲଗା ବତାବାର୍ କଥା ଆମର୍ ଚାଷୀ ଭାଈ ମାନକୁ

    • @Kurefultv
      @Kurefultv  2 ปีที่แล้ว +1

      ଧନ୍ୟବାଦ ଆଜ୍ଞା ନମସ୍କାର
      ଆଗକୁ ଏଥିପ୍ରତି ଦୃଷ୍ଟି ଦେବୁ ନିଶ୍ଚୟ

  • @kshirodbabupresentations1230
    @kshirodbabupresentations1230 29 วันที่ผ่านมา

    Esabu sar ni mile baba aamar ade

  • @chandankumarsethy4496
    @chandankumarsethy4496 ปีที่แล้ว

    Vitamin & 4G kemiti deba

  • @deepaksubudhi7371
    @deepaksubudhi7371 ปีที่แล้ว

    ବହୁତ ବଢିଆ କଥା କହିଲେ କିନ୍ତୁ ଆପଣ ଯାହା କହୁଛନ୍ତି ତାହା ଏଠାରେ ମିଳୁନି ଯଦି ଆପଣଙ୍କ ଆଡେ ମିଳୁଛି ତେବେ ଆମେ online order କରିବୁ

    • @Kurefultv
      @Kurefultv  ปีที่แล้ว

      ନମସ୍କାର ଆଜ୍ଞା
      ଏସବୁ ଆମାଜାନ ରେ ଓ ବିଗ୍ ହାଟ୍ .କମ୍ ରେ ପାଇ

    • @Kurefultv
      @Kurefultv  ปีที่แล้ว

      ପାରିବେ, ନିଶ୍ଚୟ

  • @kabirajsabar8528
    @kabirajsabar8528 2 ปีที่แล้ว +2

    Buna dhan re pil sar dose tk bataaun.

    • @Kurefultv
      @Kurefultv  2 ปีที่แล้ว +1

      ଵୁଣା ଓ ରୁଆ ଧାନର ପିଲା ସାର ପ୍ରାୟ ସମାନ।
      ବୁଣା ରେ ଵିହୁଡା ଦିନ ଠାରୁ ଗଣା ଯାଏ।

    • @Budhibanta_Vlog
      @Budhibanta_Vlog 11 หลายเดือนก่อน

      Thanks sir

  • @mihirpandey1137
    @mihirpandey1137 2 ปีที่แล้ว

    Sir urea sange sagarika misale kenta heba

    • @Kurefultv
      @Kurefultv  2 ปีที่แล้ว

      ନମସ୍କାର ଆଜ୍ଞା
      ମିଶାଇ ପାରିବେ, କିଛି ଅସୁବିଧା ନାହିଁ

  • @chandankumarsethy4496
    @chandankumarsethy4496 ปีที่แล้ว

    Sir zink ra 5-6 din pare vitamin & 4g Kemta deba . Spray or with URIA .....

    • @Kurefultv
      @Kurefultv  ปีที่แล้ว +1

      ନମସ୍କାର ଆଜ୍ଞା
      ଏଠାରେ, ୟୁରିଆ ସାର କୁ ଦୁଇ ଭାଗ କରିବେ,ଭାଗେ ଜିଙ୍କ୍ ସହିତ ଦେଵେ, ଅନ୍ୟ ଭାଗ ଭିଟାମିନ ସହିତ ଦେବେ।

  • @jeetkumar4960
    @jeetkumar4960 ปีที่แล้ว

    Namaskar sir aamar aade. zinc 12% ache to kete dema 1-acre k

    • @Kurefultv
      @Kurefultv  ปีที่แล้ว +1

      ନମସ୍କାର ଆଜ୍ଞା
      ଆପଣ ଆମକୁ ହ୍ଵାଟସଵ୍ ରେ ଯୋଗାଯୋଗ କରନ୍ତୁ, ଆମେ ଆପଣଙ୍କୁ ଔଷଧ ର ଲିଙ୍କ୍ ପଠାଇଵୁ, ଆପଣ ସିଧା ସେଠାରୁ ଘରେ ପାଇ ପାରିବେ।

    • @jeetkumar4960
      @jeetkumar4960 ปีที่แล้ว

      Whtsapp number debe sir

  • @giridharidandasena4034
    @giridharidandasena4034 2 ปีที่แล้ว

    Sagarika sar dhan roi la balke dele heba ki sir

    • @Kurefultv
      @Kurefultv  2 ปีที่แล้ว

      ନମସ୍କାର ଆଜ୍ଞା
      ଦେଇ ପାରିବେ, କିନ୍ତୁ ପିଲ ସମୟରେ ଦେଵା ସବୁଠୁ ଭଲ।

    • @dhaneswarrautia5755
      @dhaneswarrautia5755 ปีที่แล้ว

      Bhal heba ho dansana babu

  • @susilmajhi679
    @susilmajhi679 ปีที่แล้ว

    Vitamin kaitsange dele bhal heba sir

    • @Kurefultv
      @Kurefultv  ปีที่แล้ว

      ନମସ୍କାର ଆଜ୍ଞା
      ଦେଵା ଠିକ୍ ହେବ ନାହିଁ। ଅଲଗା ଅଲଗା ଦିଅନ୍ତୁ

  • @user-eo8do2xl6w
    @user-eo8do2xl6w 2 หลายเดือนก่อน

    ଫେଲ ପ୍ରୋଷିଯୋର୍ ଭାଇ

    • @Kurefultv
      @Kurefultv  2 หลายเดือนก่อน

      ଠିକ୍ ପ୍ରୋସିୟୁର ଦୟାକରି ଜଣାନ୍ତୁ

  • @minathakur4150
    @minathakur4150 ปีที่แล้ว

    Vitaco (1)dos re diaajiba na
    (2 )no dos re

    • @Kurefultv
      @Kurefultv  ปีที่แล้ว

      ନମସ୍କାର ଆଜ୍ଞା
      ଯଦି ମୂଳ ସାର ରେ ରିଜେଣ୍ଟ ଜି ଆର୍ ଦେଇ ଛନ୍ତି,ତେଵେ ସେକେଣ୍ଡ ଡୋଜ୍ ରେ ଦେବେ, ଏବଂ ଯଦି ଦେଇ ନାହାନ୍ତି, ତେବେ ଫାଷ୍ଟ ଡୋଜ୍ ରେ ଦେବେ। ବୁଝିବା ସହଜ ନ ହେଲେ, ମୋବାଇଲ ନମ୍ବର ଦେଵେ, ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।

  • @pravakarabhue7465
    @pravakarabhue7465 2 ปีที่แล้ว +1

    rua belke kichi nai dele kenta heba sir

    • @lktech8086
      @lktech8086 2 ปีที่แล้ว

      Ki6y nai hue

    • @Kurefultv
      @Kurefultv  2 ปีที่แล้ว

      ନମସ୍କାର ଆଜ୍ଞା
      ରୁଆ ସମୟରେ କିଛି ଦେଇ ନ ଥିଲେ -
      ରୁଆ ମୂଲ ସାର ଓ ପିଲ ସାର ଏକାଠି ଦିଆଯାଇ ପାରିବ।

  • @lingarajherna2924
    @lingarajherna2924 11 หลายเดือนก่อน

    Bangi baharle kanakarbake padba

    • @Kurefultv
      @Kurefultv  11 หลายเดือนก่อน

      ଭିଡିଓ ଅଛି,ଆମ ଚେନାଲ୍ ରେ, ଦୟାକରି ଦେଖିବାକୁ ଅନୁରୋଧ

  • @Budhibanta_Vlog
    @Budhibanta_Vlog 11 หลายเดือนก่อน

    ବିହିଡା ରେ ବି ହେନ୍ତl ଦିଆହେବା କେଁ ଆଜ୍ଞା

  • @aniljal7042
    @aniljal7042 2 ปีที่แล้ว

    Sir sarna dhaan k ken sar devar katha

    • @Kurefultv
      @Kurefultv  2 ปีที่แล้ว

      ନମସ୍କାର ଆଜ୍ଞା
      ପହେଲା ଡୋଜ୍ କି ମୂଲ ସାର ଡୋଜ୍ କୁହନ୍ତୁ
      ମୂଳ ସାର ରେ ଡିଏପି ନହେଲେ 20:20:0:13 ଦେଇ ପାରିବେ।ଫାଷ୍ଟ ଡୋଜ୍ ରେ ୟୁରିଆ ଜିଙ୍କ୍ ଦିଅନ୍ତୁ।

    • @aniljal7042
      @aniljal7042 2 ปีที่แล้ว

      Thank u very much sir

  • @user-eb5tv6uz9e
    @user-eb5tv6uz9e 5 หลายเดือนก่อน

    Sir namaskar aapanka number tike dete bele bhal heta sir

    • @Kurefultv
      @Kurefultv  5 หลายเดือนก่อน

      ଭିଡିଓ ରେ

  • @jhankarofficial6397
    @jhankarofficial6397 ปีที่แล้ว

    Fast dose re uria Khali dele kenta heba

    • @Kurefultv
      @Kurefultv  ปีที่แล้ว

      ଚଳିବ, କିଛି ଅସୁବିଧା ନାହିଁ

  • @satyamsahu8479
    @satyamsahu8479 2 ปีที่แล้ว

    Aangya namaskar Market re zinc sulphate ni milbar high zinc milu6e zinc sulphate jagare high zinc dele chalba k tk kahebe plzz

    • @Kurefultv
      @Kurefultv  2 ปีที่แล้ว

      ନମସ୍କାର ଆଜ୍ଞା
      ଜିଙ୍କ୍ ଆପଣ, ଅନଲାଇନ୍ ରେ ଆରାମରେ ପାଇ ପାରିବେ।Big Hat.com ରେ ମଗାଇ ପାରିବେ।

    • @satyamsahu8479
      @satyamsahu8479 2 ปีที่แล้ว

      @@Kurefultv jadi zinc sulphate nai dei ki zinc dele chalba k

  • @bikashsaha9014
    @bikashsaha9014 2 ปีที่แล้ว

    15 ru 20 vitre ame dabal sar deuchu

    • @Kurefultv
      @Kurefultv  2 ปีที่แล้ว

      ଧନ୍ୟବାଦ ଆଜ୍ଞା, ଦୁଇ ନମ୍ବର ଡୋଜ୍ ଭିଡିଓ ଜଲଦି ଆସୁଛି।

  • @usmusicofficial7880
    @usmusicofficial7880 ปีที่แล้ว

    Jamir tale kae besi heuchhe kenta kale kae nahi he

    • @Kurefultv
      @Kurefultv  ปีที่แล้ว

      ନମସ୍କାର ଆଜ୍ଞା
      ଆପଣଙ୍କ ପ୍ରଶ୍ନ ଆମେ ଗ୍ରହଣ କରିପାରୁନାହ।

  • @ahalyaraninayak4397
    @ahalyaraninayak4397 ปีที่แล้ว

    IPL sar keta bhala

    • @Kurefultv
      @Kurefultv  ปีที่แล้ว

      ବହୁତ ଭଲ, ଦେଇ ପାରିବେ, କିଛି ଅସୁବିଧା ନାହିଁ

  • @nityanandpradhan4551
    @nityanandpradhan4551 ปีที่แล้ว

    2nd dose kebe kn kn daba

    • @Kurefultv
      @Kurefultv  ปีที่แล้ว

      ନମସ୍କାର ଆଜ୍ଞା
      ଆମ ଚେନାଲ୍ ରେ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ

  • @mantuadabar1013
    @mantuadabar1013 11 หลายเดือนก่อน

    Sir ମୁଁ କାଦୁଅ ରେ ପଟାସ 20kg ଆର DAP40kg ଦେଇଛି... ଏବେ 15ଦିନ ହେଇଗଲା ନ କାଣା କାଣା ଦେବି..

    • @Kurefultv
      @Kurefultv  11 หลายเดือนก่อน

      ଏକୋଇଶି ଦିନ ରେ ଫାଷ୍ଟ୍ ଡୋଜ୍ ଦିଅନ୍ତୁ, ଭିଡିଓ ରେ ପୁରା ଡିଟେଲ୍ କୁହାଯାଇଛି

  • @shikshamahodadhi
    @shikshamahodadhi ปีที่แล้ว

    ଇଟା ଖରିଫ ର ଡୋଜ କି ରବି ର ଡୋଜ୍ କହୁଛନ ଆଜ୍ଞା । ମୋର୍ ଜମିରେ ଇତାର ଅଧା ଦେଲେ ବି ଗଛ ବଢ଼ି ପଡ଼ି ଜାଏସି ମୁଇଁ କେତେ ଦେମି ଆଜ୍ଞା?

    • @Kurefultv
      @Kurefultv  ปีที่แล้ว

      ନମସ୍କାର ଆଜ୍ଞା
      ଏହା ଖରିଫ୍ ର ଚାଷ ପାଇଁ କୁହାଯାଇଛି, ଜଣାପଡ଼ୁଛି, ଆପଣଙ୍କ ଜମି ସରସ ଅଛି, ଦରକାର ଦେଖି ଦିଅନ୍ତୁ।

  • @bikashpanda1443
    @bikashpanda1443 11 หลายเดือนก่อน

    ssp ବାଇଲେ କା ଏ ସାର୍ ଆ ଜ୍ଞା

    • @Kurefultv
      @Kurefultv  11 หลายเดือนก่อน

      ସିଙ୍ଗଲ୍ ସୁପର ଫସ୍ ପେଟ୍

  • @jjjjjj4116
    @jjjjjj4116 ปีที่แล้ว

    JApanag

    • @Kurefultv
      @Kurefultv  ปีที่แล้ว

      ଧନ୍ୟବାଦ, ନମସ୍କାର

  • @manoranjannag1552
    @manoranjannag1552 2 ปีที่แล้ว

    ଆଜ୍ଞା ନମସ୍କାର ପଳାରୁଇବାର 21 ଦିନ ପରେ ପିଳ ସାର ରେ ( ଡିଏପି+ ୟରିଆ+ ପଟାସ +ଜିକ୍) କେ ମିଶେଇ କରି ଦେଲେ କେନ୍ତା ହେବା ।।

    • @Kurefultv
      @Kurefultv  2 ปีที่แล้ว

      ହେବ ନାହିଁ, ଦୟାକରି ଡିଏପି ସାର ଓ ଜିଙ୍କ୍ ଏକା ସାଥିରେ ଦିଆଯାଏ ନାହିଁ।

  • @artatranpradhan1307
    @artatranpradhan1307 2 ปีที่แล้ว

    ଗୁଟେ ଏକର ଜମି ରେ ଜେନ କହୁଛନ ସାର
    ଟୋଟାଲ ଖର୍ଚ୍ଚା କେତେ ହେବା ସବୁ ହିସାବ କରି କାହୁନ ତ ସାର
    ପଲ୍ଲାପକା ଠାନୁ ଧାନ ମଡା ଜେକ୍ ଟୋଟାଲ ହିସାବ କହୁନ ତ‍ାର ପରେ ଚାଷୀ କେତେ ଲାଭ ପାଏବା କହୁନ

    • @Kurefultv
      @Kurefultv  2 ปีที่แล้ว

      ପଧାନ ଆଜ୍ଞା ନମସ୍କାର
      ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ପ୍ରକୃତରେ ଖର୍ଚ୍ଚ ଅଧିକ ହୋଇପାରେ, କିନ୍ତୁ ମାତ୍ରାଧିକ ଆୟ କୁ ମଧ୍ୟ ଏଡାଇ ଦିଆଯାଇନପାରେ।

  • @jirimiyasabar6651
    @jirimiyasabar6651 ปีที่แล้ว

    ଗଛକୁ ବଢେଇ ବା ପାଇଁ

    • @Kurefultv
      @Kurefultv  ปีที่แล้ว

      ସାର ଓ ଅଣୁସାର ମିଶାଇ ଦେଇ ପାରିବେ।

  • @mukeshrana8796
    @mukeshrana8796 ปีที่แล้ว

    First dose 30 din pare delete kenta heba

    • @Kurefultv
      @Kurefultv  ปีที่แล้ว

      ଦେଇ ପାରିବେ

  • @arjunmohanoram9928
    @arjunmohanoram9928 11 หลายเดือนก่อน

    ଗଂଜେଇ କେନ୍ତା ଚାଷ କରମା ବାତବେ 😅😅😅

    • @Kurefultv
      @Kurefultv  11 หลายเดือนก่อน

      ଫୋନ୍ ନମ୍ବର ଦିଅନ୍ତୁ

  • @tumeswarbudek1463
    @tumeswarbudek1463 2 ปีที่แล้ว

    Buna dhana bisayre tk batabe sir

    • @Kurefultv
      @Kurefultv  ปีที่แล้ว

      ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ

    • @tumeswarbudek1463
      @tumeswarbudek1463 ปีที่แล้ว

      ଠିକ୍ ଅଛେ ଆଜ୍ଞା, ଧନ୍ୟବାଦ

  • @usmusicofficial7880
    @usmusicofficial7880 ปีที่แล้ว

    Contact no debe sir

    • @Kurefultv
      @Kurefultv  ปีที่แล้ว

      ଚେନାଲ୍ ପେଜ୍ ରେ ଅଛି, ଦୟାକରି ଦେଖିବାକୁ ଅନୁରୋଧ

  • @rupsinghhans5858
    @rupsinghhans5858 ปีที่แล้ว

    କପା ଚାଷ ବିଷୟ ରେ କହନ

    • @Kurefultv
      @Kurefultv  ปีที่แล้ว

      ଆଗକୁ ଦେଖି ପାରିବେ

  • @bisuddhakhandagiri4430
    @bisuddhakhandagiri4430 2 ปีที่แล้ว

    ତୁମେ କିଛି ଜାନି ହୋ ଇଊରିଆ ବେଶି କହୁଛ ଖରିଫ ରେ

    • @Kurefultv
      @Kurefultv  2 ปีที่แล้ว

      ନମସ୍କାର ଆଜ୍ଞା, ଏସବୁ ଚାଷୀ ମାନଙ୍କ ପାଇଁ ଜାଣିବା ଜରୁରୀ ଆଏ

  • @surendrahansda8233
    @surendrahansda8233 2 ปีที่แล้ว

    Bekar katha

    • @Kurefultv
      @Kurefultv  2 ปีที่แล้ว

      ଧନ୍ୟବାଦ ଆଜ୍ଞା ନମସ୍କାର

  • @pramodguru6608
    @pramodguru6608 ปีที่แล้ว

    kuruphul tv ra jen sri kahuchhan takar mobile number tike darkar

  • @nityanandpradhan4551
    @nityanandpradhan4551 ปีที่แล้ว

    2nd dose kebe kn kn daba