Janata Darbaar: Caste System In India
ฝัง
- เผยแพร่เมื่อ 16 ต.ค. 2024
- For latest Odisha News Follow us:
Visit: kanaknews.com/
TH-cam: / kanaktvonline
Twitter: / kanak_news
Facebook: / kanaknews
Playlists-
Big Debate- • Big Debate: Grounded A...
One to One- • Casting Couch In Ollyw...
Wah Wah Re Camera: • Video
Loka Nakali Katha Asali: • Loka Nakali Katha Asal...
Manoranjan Mishra Live: • Manoranjan Mishra Live...
Olta Palta: • Video
ଆମେ ବ୍ରାହ୍ମଣ କି ଶୁଦ୍ର ନୁହେଁ l ଆମେ ସମସ୍ତେ ମାନବ ଜାତି l ମନୁଷ୍ୟର ବିକୃତି ଭାବନା ଓ ଅହଂକାର ହିଁ ଉଚ୍ଚ ନୀଚର ଭାବନା ସୃଷ୍ଟି କରୁଚି l ମନୁଷ୍ୟ ସମାନତା ରହିବ ଦରକାର l ଧନ୍ୟବାଦ
Tama bhali jadi samste bujhe be ta jati bedha au Rahi ba ni je parjanta samste bujhi nahanti se parjanta amiti amara dalita loka ladei haba
Right
ତୁମେ ନିଜେ ବ୍ରାହ୍ମଣ ନୁହଁ କି ଶୂଦ୍ର ନୁହଁ କିନ୍ତୁ ମନ୍ଦିରକୁ ଗଲେ ବ୍ରାହ୍ମଣ କୁ ମୁଣ୍ଡିଆ ମାରୁଛ 😁😁😁😁😁😁😁😁😁😁😁😁😁😁
@@pkkanshine9674 ସଂସ୍କାର ବୋଲି ଆପଣ ଜାଣିଛନ୍ତି କି ନାହିଁ l
Right
ଜାତି ପ୍ରଥା ଠିକ ନାହିଁ ଜାତି ପ୍ରଥା ଉଠାଇ ଦିଆ ଗଲେ ବହୁତ ଭଲ ହେବ
Ambedkar uthai parithante kintu kaleni
Bramhin Indian ree 3% but 60
% 70% bina fevar ree
Right Bata 😁 ✅
Hnn ama sc st pila nku Brahmana jhia baha heba ku Milanta kya bat he ? Khali reservation pratha ra katha kuhani ...mu jau kahili sei ta b hebar katha
@@studypointm8735 st st bhitare pahela biha ha
ମନୋରଞ୍ଜନ ବାବୁ ମୁଁ ଜଣେ ଆଦିବାସୀ ଯୁବକ, ମୁଁ ଗୋଟିଏ ବ୍ରାହ୍ମଣ ଝିଅଙ୍କୁ ବାହା ହେବାକୁ ଚାହୁଁଛି ମୋତେ ଝିଅ ମିଳିବକି ?? ବ୍ରାହ୍ମଣ ସମାଜକୁ ପଚାରନ୍ତୁ କିଏ ଦେବ ମୋତେ । ଯୌତକ ମୋର ଦରକାର ନାହିଁ । ଆଦିବାସୀ ପରମ୍ପରା ଅନୁସାରେ ଝିଅର ପରିବାରକୁ ଦୁଇଗୋଟି ବଳଦ,ଗୋଟିଏ ଛେଳି,ଏବଂ ଗୋଟିଏ କୁକୁଡ଼ା ଦେବି !!!
Thankyou so much verygood extelent telling Bhai ilove you ilove you 💕💕💕💕💕💕💕💕💕💕💕💕❤️🙏❤️🙏❤️🙏❤️🙏❤️❤️❤️❤️
Banda chodibu tuu
😄😄😄😄👌👌👌👌
ଭାଇ ରେ ବାହାହେବାକୁ ଯଦି ଇଛା ନିଜର ସମାନତା ଥିବା ଲୋକ ସହିତ ବନ୍ଧୁ ବାନ୍ଧେ ଭଲ ହେବ
ପାରା କେଭେ କାଉତ ସାଥିରେ ବୁଲିଛି ଦେଖିଛୁ ଝିଅ ନେବା ଆଗରୁ ଆଉ ବ୍ରାହ୍ମଣ କୁ ତୁଳନା କରୁଛୁ ଆଦିବାସୀ ସାଥିରେ ସବୁ ଜାତିରେ ରଜା ଅଛନ୍ତି ଭାରତ ରେ ରାଷ୍ଟ୍ରପତି ସେ ଜଣେ ଆଦିବାସୀ ବ୍ରାହ୍ମଣ ଖୁସି ... ମୁଁ ଜଣେ ପାଇକ କ୍ଷତ୍ରିୟ ଜାତିର ପିଲା ମୋର ଗର୍ବ ନାହିଁ ବ୍ରାହ୍ମଣ କୁ ସମ୍ମାନ ଦିଏ ଛୋଟ ହରିଜନ ହେଲେ ବି ସମ୍ମାନ ଦିଏ ବନ୍ଧୁତା ଅଛି ଚିନି ମିଛିବ ଲୁଣ ସାଥିରେ ଥରେ ପଖାଳ ରେ ଚିନି ପକେଇ ଖା କମେଣ୍ଟ ଦେବୁ ଅପେକ୍ଷା ରେ
ବ୍ରାହ୍ମଣ ବାଦ୍ ଯୋଗୁଁ ସବୁ ଭାରତର ସମସ୍ୟା ବଢ଼ିଚାଲିଛି
No jatibad sabuthi achhi .adibasi re hajare jati.Sc loka te St ko total baha hauni
ଓଡିଶା ର ସବୁ ବଡ ବଡ ମନ୍ଦିରରେ ଅଧେ ଅଧେ ପୂଜାରୀ ଦଳିତ / ଆଦିବାସୀ ମାନଙ୍କୁ ରଖାଯାଉ ।
ପ୍ରଥମେ ଜଗନ୍ନାଥ ମନ୍ଦିର ରେ ଆଦିବାସୀ ଆଉ ହରିଜନ ପୂଜାରୀ ରଖାଯାଉ ।
Right point brother
Thiki kahicha bhai
Good 👍
Adibasi untouchables nuhanti 😅😅😅
vai adivasi achhuan nuhanti ...sabara srikhetra,ghatagaon tarini,harisankara esabu re adivasi pujaka ..so adivasi achhuan nuhanti
ସତ କଥା ହେଉଛି ଯିଏ ବଡ ଜାତି ରେ ଜନ୍ମ ହେଇଚି ସେ ନିଜକୁ ଉଚ୍ଚ ବୋଲି ଭାବୁଛି ମନରେ ଗର୍ବ ଭରି ରହିଚି, ସେ ଚାହୁଁନି କି ଆମେ ସମସ୍ତେ ଭାଇ ଭାଇ ହେଇ ରହିବା ବୋଲି
Jadi tame bhabuchha reservation uthai dia
@@Maamohini2563qsĺ😅
@@Maamohini2563 ok kali uthei debi tame aasiba bhage neba
Right
Jadi tme uccha boli na vaba dalit sanga re sabukichhi kariba ta hele uthiba😂@@Maamohini2563
ଜାତି ବ୍ୟବସ୍ଥା ସମାଜ ତିଆରି କରିଛି l ସମାଜକୁ କେବଳ ବ୍ରାହ୍ମଣ ମାନେ ହିଁ ପଥଭ୍ରଷ୍ଟ କରିଛନ୍ତି ଓ କରୁଛନ୍ତି l
Bramhan mane magia
ତମେ କଣ
You are right bro
ସଂସାରରେ 2ଟା ଜାତି 1. ନାରୀ 2. ପୁରୁଷ
ଜାତୀ ପ୍ରଥା କେବେ ଠାରୁ ଆରମ୍ଭ ହେଲା, ହିନ୍ଦୁ ଧର୍ମ ବ୍ଯତୀତ ଅନ୍ୟ ଧର୍ମ ରେ ତ କାଇଁ ଜାତୀ ପ୍ରଥା ନାହିଁ, ଏହାର ଉତ୍ତର ରଖନ୍ତୁ।
Bhai jati partha vedic society re na thila.koi jaga re scripture re jati partha lekha hei nahi. Scripture re by born ru jati hua nahi. Karma ru barna by karma. Au Christian re slavery au race. Like black. Au Muslim. Re kafir in name of god. Re ania. Ku murder kariba. Muslim country re ania kehi religion re kichi adhikara nahi. Pakistan re non Muslim pm au president heiparibeni.
ଜାତିପ୍ରଥା ସବୁ ଧର୍ମ ରେ ଅଛି
)
“The actions of a brahmana arising from his own nature are serenity, self-control, austerity, purity, tolerance, honest, knowledge of the Vedas, wisdom and firm faith.“ (Bhagavad Gita 18:42)
“The actions of a ksatriya born of his own nature are heroism, exuberance, determination, resourcefulness, without trace of cowardice in battle, generosity and leadership.“ (Bhagavad Gita 18:43)
“The actions of a vaisya born of his own nature are agriculture, cow protection and trade; also the actions of a sudra born of his own nature consists in service to brahmana, ksatriyas and vaisyas.“ (Bhagavad Gita 18:44)
Pradip kumar das....Tk manusmruti ku bhalare padhantu
Jadi kahaku ai dharam. Jati bisayre janibaku chanhu chhanti..au ai bramahan mane kete harami. All general. Sabu bidesi loka..a sabu bisayre... pain' join.. bamcef... sangathan please all sc st obc minerity. Join please
Manoranjan babu you are not eligible for this seat
ମନୋରଞ୍ଜନ ବାବୁ ନିଜ ଜାତିକୁ ଦୃଷ୍ଟିରେ ରଖି ମନ୍ତବ୍ୟ ଦେଉଛନ୍ତି
Right right this is monopoly conversation
Right right.. He should be banished from the studio
Taku debete kariba jananahi
Manoranjan Babu is biased towards brahiminical system. We can see this from his words. Arrogance is the foundation of brahiminism which can be seen in Mr Prafulla Ratha.
Right
@@mithuntajan2230 hv
B
Good
Right
Monaranjan Full Support To Brahman Caste
ମନରଞ୍ଜନ ବାବୁ ଆପଣ ନିଜେ ବ୍ରାହ୍ମଣ ବୋଲି ଦଳିତ ଙ୍କୁ ବ୍ରାହ୍ମଣ ଙ୍କୁ sapport କରୁଛନ୍ତି.
If you ask a Muslim person, what is your caste? He will definitely will tell I am Muslim.
If you ask a Christian person, what is your caste? He will definitely tell I am Christian.
But if we will ask a Hindu person, definitely he will tell I am Brahman, Khandayat, Mohanty, Sahu,etc. But he will never tell I am Hindu.
Brother i think your not aware of Muslim fikra
@@abhijeet5470 it is not answer of my point. Why Hindus are not telling in I am Hindu inistade of caste like Muslims and Christians
@@abhijeet5470 😊😊😊😊😊😊😊😊😊😊😊😊😊😊😊😊 ki
Bro you don't know about other religions caste system so don't put ur personal agenda here in chiriastnism there are two castes that is catholic and Baptist and Muslim also have two caste that one who sings qawali and other caste don't
Right judgement Kedar Babu
Manoranjan mishra you are not eligible for ⚓ anchor because you are a biassed person
Maghia manoj
Manoranjan tu PURA dalit against re
Right
Exactly bro brahman against kohiba agoru kotha bulouchanti.
Converted christian i hate you r not hindu so get out from discussion
ମନୋରଞ୍ଜନ ମିଶ୍ରଙ୍କର ମନ୍ତବ୍ୟ,," ଭବିଷ୍ୟତରେ ଜାତି ନାମରେ କାହାରି ପରିଚୟ ରହିବା ନାହିଁ" ଏହା ହିଁ ସମ୍ବିଧାନରେ ଓ ସମାଜରେ କାର୍ଯ୍ୟ ଜାରି ହେବା।
Hm Thik Kahichanti Tame Kn kou tila ki
ପ୍ରଥେମେ ଜାତି ପ୍ରଥା ଉଠିବାକୁ ହେଲେ ଆଇନ କର ଯେ ଗୋଟେ ଟାଇଟେଲ ରହୁ ଇଣ୍ଡିଆନ ତାପରେ ଯାଇ ଦେଶେରେ ପ୍ରଗତି ହେବ ନହେଲେ ଏଇଭଳି ନିଦ୍ଧିଷ୍ଟ ଗୋଷ୍ଠୀ ହାତରେ ଶୋଷଣ ହେବ
ଆପଣଙ୍କ ପରି ତଥାକଥିତ ବୁଦ୍ଧିଜୀବିଙ୍କୁ ନେଇ ମୁଁ କେବଳ ଲଜ୍ଜା ହିଁ ଅନୁଭଵ କରିପାରିବି ପ୍ରଫୁଲ୍ଲ ସାର୍ । ଛିଃ ଆପଣଙ୍କୁ ।
Manoranjan Mishra Tamara anchor hebar jogyata nahi tame Jane bias anchor
manoranjan sir why are you sopoting to your caste ???
Eta pura maghia ta
ବ୍ରାହ୍ମଣ ଅହଙ୍କାର
କିଏ reporter କଲା
brahman mane agree karibe ki gote dalita ghare bandhu bandhu Baku ????
Ebe sabu helani
Tame st ku accept kariparibana
No never,,,
Han mu brahaman karibi
Mo nija bhauni dalit ghare baha haechhi
ଭଲ ପ୍ରଶ୍ନ କିନ୍ତୁ ଏହା କିଛି କିଛି ଗ୍ରହଣୀୟ ହେଲାଣି ଅନେକ ବ୍ରାହ୍ମଣ ଘରେ ଦଳିତ ଝିଅ ଓ ଅନେକ ଦଳିତ ଘରେ ବ୍ରାହ୍ମଣ ଝିଅ ସେ ଇଛା ରେ ହେଉ କି ଅନିଛା ରେ । କିନ୍ତୁ ଅନ୍ୟ ଜାତି ବିନା ବ୍ରାହ୍ମଣ ରେ ମଘା କାମ କରିପାରିବାର ସାହସ କରିପାରିବେ କି ?
The anchor Mishra was so proud to be a Brahmin as supreme caste and his merits to be a super anchor. At least seven times he said that he belongs to this caste
Bhai ame sabu samana gariba ra konasi jati nahi
ପ୍ରଫୁଲ୍ଲ ବାବୁ ଆପଣ ଯଦି ନିଜକୁ ଜ୍ଞାନୀ ବୋଲି ଭାବୁଛନ୍ତି ତାହେଲେ ଆପଣ କଣ ଗୋଟିଏ ଦଳିତ ଝିଅକୁ ବୋହୂ କରିପାରିବେ କି ? ଆଉ ଆପଣ ଗୋଟେ କଥା ମନେରଖନ୍ତୁ ଆମ୍ବେଦକରଙ୍କ ଠାରୁ ବିଶ୍ୱରେ ଆଉ ବଡ ଜ୍ଞାନୀ ଆଜି ପର୍ଯ୍ୟନ୍ତ ଜନ୍ମ ହୋଇନାହାନ୍ତି କି ହୋଇ ପାରିବେ ନାହିଁ 👍👍👍👍👍👍👍👍👍👍 ଆପଣଙ୍କ ଭଳି ବ୍ରାହ୍ମଣ ଏ ଦେଶ ପାଇଁ ସମ୍ବିଧାନ ଲେଖି ନାହାନ୍ତି ! ଏ ଦେଶର ସମ୍ବିଧାନ ଜଣେ ଦଳିତ ଲେଖିଛନ୍ତି ! ସେ ହେଉଛନ୍ତି ଦେଶର ପିତା ବାବା ସାହେବ୍ Ambedkar .🙏🙏🙏🙏🙏🙏🙏🙏🙏🙏🙏 ଜୟ ଭିମ୍ ଜୟ ଭାରତ ଜୟ ସମ୍ବିଧାନ 🙏🙏🙏🙏🙏🙏🙏🙏🙏🙏🙏🙏🙏
ସବୁ ଜାତିକୁ ଗୋଟାଏ ଜାତି କରାଯାଉ ଆମେ କେବଳ ମଣିଷ ଜାତି
Kedara bhai nice logic
ମନୋରଂଜନ ମିଶ୍ର ଗୁଟେ ଘୁଷୁରି ଗେହୁ
Bhai tama maa nka fantasy katha kahucha bodhe
ଜାତି ପ୍ରଥା ମୂର୍ଦ।ବାଦ ଆମର ପରିଚୟ ହିନ୍ଦୁ ବୋଲି ।
kedar Mishra really you are great apana sabu bujhichhanti 🙏🙏🙏
Kank news is great 🙏🙏
ଏଠି ମନୁବାଦି କଥାରେ ତାଳି ପିଟୁ ଥିବା ଲୋକ, ଥରେSc ଲୋକ ଥିବା ଜାଗାରେ କେବଳ ପାଞ୍ଚ ବର୍ଷ ରୁହନ୍ତୁ
ବ୍ରାହ୍ମଣ ମାନେ ଜାତି ବର୍ଣ୍ଣ ସୃଷ୍ଟି କରି ଦଳିତ ମାନଙ୍କ ଅତ୍ୟାଚାର କରୁଥିଲେ। ତେଣୁ ଜାତି ପ୍ରଥା ଅଛି
Manoranjan Mishra appna mdhya barmhana manaku saport karuchhanti
Monoranjan ଗୋଟେ general କୁ support କରୁଛି
କେଦାର ସାର୍ ପୁରା perfect line କହିଛନ୍ତି
Varnashram is important
Although I am a st .
Its not about racism or casteism
But already present in society whether you finish it or not .
Inter caste marriage hi jatibad ru mukti deba
Yes bro you are absolutely correct...
Please bro join bamcef sangathan
Yes bro ,1st toh surname hin hatei dia jau.
Intercaste marriage ru automatic internal hate tike kami jibo
@Sameet Pattnaik chupa maighia
@Sameet Pattnaik chupa maighia
ଆମ ଦେଶରେ ବ୍ରାହ୍ମଣ କରଣ ଣୁଣ୍ଡି ମାନେ 3%ଆଉ ବାକି କନ୍ଧପାଣ ଦଳିତ ଇତ୍ୟାଦି 97% ଅଟନ୍ତି ମାତ୍ର ସରକାରୀ ଚାକିରିରେ ଏବଂ ସହୟଙ୍କର ସୁବିଧା 97%ସୁବିଧା ସବୁଜା ଗାରେ 3% ଉଚ ଜାତିର ଲୋକମାନେ ପାଇଛନ୍ତି ବର୍ତ୍ତମାନ ସେମାନେ ମାତ୍ର ପ୍ରତ୍ୟେକ ବିଭାଗର ହାକିମ ନିଯୁକ୍ତି ପାଇ 97% ଲୋକମାନଙ୍କୁ କୃତ୍ରିମ ବିଭିନ୍ନ ପ୍ରକରରେ ଅବହେଳାର କାର୍ଯ୍ୟକଳ କରି ଠିକ୍ ଠିକ୍ କ୍ଷେତ୍ରରେ ହଟାଇଦିଅନ୍ତି ଏବଂ ବିଭିନ୍ନ ପ୍ରକାର ତୃଟି ଦେଖାଇ ସେହି ସ୍ଥବିଧାକୁହଡ଼ପ କରନ୍ତି ସେଥିପାଇଁ ଆମ ଦେଶରେ 3%ଉଚ୍ଚଜାତିର ଲୋକମାନେ97%ଗରିବ ଦଳିତଅପେକ୍ଷା ପ୍ରସଣ୍ଟେଇଜ ଅନୁଯାୟୀ ପୂର୍ଣ୍ଣ ସରକାରୀ କର୍ମ ନିଯୁକ୍ତି ପାଇଛନ୍ତି
ଆଉବାକି ଯେତେ ଲୋକ ମନୁଷ୍ୟକୁ ଗୃଣା କରୁଛନ୍ତି ସେମାନେହିଁ।ନୀଚ଼ଜାତି ଲୋକ ଦରିଦ୍ର ଠକ ମିଛ ସଚ଼ାରେ ବଢିବାକୁ ସାହାସ ନାହିଁ ନୀଚ଼କାମ କରନ୍ତି ହଟେଲ ଖୋଲି ଗୋଟେଇବାଠାରୁ ରନ୍ଧା ମାଳି କାମ କରି ନିଜକୁ ସଫା ସୁତୁରା ନିର୍ମଳ ଜ୍ଞାନୀ ନିଜକୁ ଭାବି ଆମକୁ ଦେଖେଇ ହଉଛନ୍ତି କିନ୍ତୁ ସେମାନେ ଜାଣି ନାହାନ୍ତି ଆମେ ତାଙ୍କୁ ବିଶେଷ କରି ଆମ ମା' ଭଉଣୀମାନେ ବହୁତ ଘୃଣା କରୁଛ ସତରେ ତାଙ୍କର ଆଚରଣ behaviour ଗୁଡ଼ିକ ନୀଚ଼ ମୂଲ୍ୟରେ ଅଟେ
Today I saw this anchor biased program-me and got a very good suggestion given by Mr.Mallik that reservation and representation should be given as per respective population of the castes i.e SC/ST/OBC/GEN in the country which Mr. Mishra could have asked everyone,but simply he skipped that question.Hope he will remember this in such type of debate.
Q
Manoranjan babu becare full line lenth re katha barta karantu plz
@@smartcitybhubaneswar4269 m😅m😅m😅😅mm😅m😅m😅m😅m😅m😅m😅m😅m😅m😅m😅omm😅m😅😅mm😅m😅m😅m😅m😅m😅m😅m😅m😅mm😅m😅m😅mm😅mm😅m😅mm😅m😅m😅m😅km😅mm😅m😅😅mm😅m😅m😅
@@smartcitybhubaneswar4269 ggfffggff5g
@@jogeswarrohidas7047 ggggģ
Thank Kedar mishra babu
Only upper caste can annihilate cast system.
Mandira re 100% RESERVATION neichanti
ତତେ ଗାଣ୍ଡୀ ମାରିଛନ୍ତି
ଦଳିତଙ୍କ ଦ୍ଵାରା ଖାଦ୍ୟ ପ୍ରସ୍ତୁତ କରି ଏକ ସାମୂହିକ ଭୋଜନର ବ୍ୟବସ୍ଥା କନକ ନ୍ୟୁଜ କରୁ ଦେଖିବା କେତେଜଣ ବ୍ରାହ୍ମଣ ଖାଦ୍ୟ ଗ୍ରହଣ କରୁଛନ୍ତି।Be practical। ସମସ୍ତେ କହିବେ ମୋ ଠାରୁ ବ୍ରାହ୍ମଣ ଶବ୍ଦ ଉଠିଗଲେ ମୁଁ ଖୁସି ହେବି କିନ୍ତୁ ଏହା କେବଳ କଥାରେ। ଯିଏ ବର୍ଣ୍ଣ ବାଦ ଜାତିବାଦ tadanara ସ୍ବୀକାର ହୋଇଛି ସେ ଜାଣିଛି। ସମାଜରେ ଏହା କେତେ ମାରାତ୍ମକ।
ସବୁ ଜାତି ଆଜି ର ସମୟ ରେ ଗାଣ୍ଡିମରଉଛନ୍ତି ପା ଶଳା ଛୋଟ ମାନସିକତା ଛୋଟ ଜାତି ର ପରିଚୟ 🤬🤬🤬🤬 ଜାତି ବ୍ୟବସ୍ଥା ରେ ଉନ୍ନତି ଆସୁ 🙏🙏 ଆମ ଓଡ଼ିଆ ସଂସ୍କୃତି କୁ ବଞ୍ଚାଅ ଉନ୍ନତି ଆଣ ଯଦି ନିଜ କୁ ଶିକ୍ଷିତ ଭାବୁଛ ସବୁ ଜାତି ନିଜର ଗର୍ବ ଅହଙ୍କାର କୁ ତ୍ୟାଗ କରି ଓଡ଼ିଆ ଙ୍କ ର ଉନ୍ନତିପାଇଁ ସାଧନା କଲେ ରାଜ୍ୟ ଆଗେଇବ🙏🙏🙏
ବର୍ଣ୍ଣା ଶ୍ରମ ନ ରହିଲେ ସମାଜ ତାର ସନ୍ତୁଳନ ହରେଇବ । ଏଣୁ ଏ ସବୁ ର ଆଲୋଚନା ଏବଂ ସମାଲୋଚନା ର କିଛି ମାନେ ନଥାଏ । ଆଉ ଗୋଟିଏ କଥା ଚାରି ବର୍ଣ୍ଣ ଭିତରେ ଯଦି ସ୍ନେହ ,ଶ୍ରଦ୍ଧା ଓ ପାରସ୍ପରିକ ଭାବ ସୃଷ୍ଟି ହୁଏ ତେବେ ଦେଶ ର ପ୍ରଗତି ନିଶ୍ଚୟ ହେବ । ଏହା ଧ୍ରୁବ ସତ୍ୟ । ଜୟ ଭାରତ । ବନ୍ଦେ ମାତରଂ ।
ଯଦି ଭାଇ ଠିକ କହୁଚ ମୁ obc. Survey ଅନୁସାରେ reservation dia ଯାଉ ଦେଖିବା କାହାର କେତେ ଦମ ଅଛି
Only Harijan,Ghansi and Chamar caste deserves RESERVATION CASTE QUOTA..........
ମନୋରଞ୍ଜନ ବାବୁ ଆପଣ ଜାତିବାଦକୁ କୁଣ୍ଢେଇ ଧରିଛନ୍ତି ଆପଣଙ୍କ କଥାରୁ ଜଣାପଡୁଛି । ବାସ୍ତବରେ ଜାତିର ନାମ ଦେଇ ମଣିଷକୁ ଘୃଣା କରୁଥିବା ମଣିଷ ମଣିଷ ନୁହେଁ ପଶୁ । ସେ ଦେଶବିରୋଧୀ, ସେମାନେ ଆତ୍ମଘାତି । ସେ ଦେଶର ଶତ୍ରୁ।
Manoranjan mishra bhul karuchanti
Right reasons he is mishra
Good morning
Manoranjan sir Brahmana samaj ku pacharantu ki sc,st pua nka Saha tanka jhia nku bibaha debe ya fir sc ,St jhia nku bohu kari nebe ki ? Amaku apati nahi ....pacharantu sir please 🙏
Good question
Many many thanks to Kedar Babu,
Thank you
Prafulla ratha I have huge respect for his age and I don't want to be rude to him. But his aacharana ebong uchaarana darsaka nku bahut kharap laguchi..I think he has lost his mind and should not be invited to a high level of discussion like this.
Right said
Right
There is one caste.....the caste of humanity❤️
Manoranjan is from the side of Brahmin..It's one sided.....
Jane karma ru nicha hoithaye
Jai bhim 💪💯 jai samvidhan 💪💯 jai bharat 💪💯 jai moolnivasi 💪💯
Jadi financial basis re reservation miliba.... Tebe sc st obc mane hi financially bahut pachhare achanti ta reservation semane hi nebe 😌
Right
ଏ ତର୍କ ରେ ପ୍ରକୃତ ମାନବ ସୃଷ୍ଟିର ମୂଳ ତତ୍ତ୍ୱକୁ ଗଲେ।ନାହିଁ
Odisha re sobu gan re dalito jati ku chhua ochhua bhedo bhabo ochhi.
Cast prestige can not go away because it is established in Hindu Religion. It is not easy to erase in the society.
Madam its possible if we are come political....it just take several rules then its abousulity out of our society
O
L
Who told you that it is belonging to our Hindu system. Did you know what exactly mentioned by Veda in our Hindu system that cast is not based on our born is is based on our karma and Guna which is further proofed by Srimad Bhagavad Gita., Srikrishna told us in Gita that "Chatur barna Maya sristha gunna karma bibhijata". What does it mean, It means our cast system not belonging according to our birth it based on our karma and Guna. If we properly see that statement then we can say like "all teachers and scientist are bramhin, all arm forces and police forces are called kshetriya, all business people are said tobe like baisya and all goverment service holder and other social services are belongs to sudra". I think after seeing my replay you can now batter understand what exactly our Hindu Veda said.
Kedar sir best saying at the end
ଗାଁ ମାନଙ୍କରେ ଜାତି ପ୍ରଥା ବେଶୀ ଚାଲିଛି ଶିକ୍ଷିତ ହଉ କି ଅଶିକ୍ଷିତ,ତେଣୁ ଗାଁ ରେ ଯଦି ଲୋକମାନେ ବଦଳି ଯିବେ ତେବେ ଧୀରେ ଧୀରେ ସମାଜରେ ଜାତି ପ୍ରଥା ଲୋପ ପାଇଯିବ।ମୁଁ ଭାବୁଛି 🙏
Manaranjan Babu one side Katha kahuchhanti
Christian
ନିଜ ଜାତି ସବୁ ଗର୍ବ ଅନୁଭବ ଦରକାର ଆଉ ସବୁ ଜାତି କୁ ସମ୍ମାନ ଦବା ଦରକାର ଜଉ ଜାତି ରେ ଯେଉଁ କାମ ସିଏ ସେଇ କାମ କରିବା ଦରକାର ⚔️ ମୁଁ ଖଣ୍ଡାୟତ 🚩💪⚔️
All people should get job based on performance
Absolutely
ମୋରଶେଷ କଥା :- କିଛି ସମଦର୍ଶୀ ବ୍ରାହ୍ମଣ ଅଛନ୍ତି ଯେଉଁମାନେ ଜାତିବାଦରୁ ଉର୍ଦ୍ଧରେ ରହି ସମାଜର ସମସ୍ତଙ୍କୁ ଆଦର କରନ୍ତି ।ସେମାନଙ୍କ ଯୋଗୁଁ ସମାଜରେ କିଛିଟା ସ୍ଥିରତା ଆସିଛି । ନଚେତ୍ ଜାତିବାଦକୁ ନେଇ ଦଙ୍ଗା ହୋଇ ସାରନ୍ତାଣି ।
Aama gaon re jati pratha achhi
ବ୍ରାହ୍ମଣ ମାନଙ୍କ ପାଦଧୂଆ ପାଣି ପିଇଲେ ମଧ୍ୟ ସେମାନେ କାହାକୁ ଆଦର କରିବେନି , କାରଣ ସେମାନେ ମାନସିକ ରୋଗୀ । ଜନ୍ମଜନ୍ମାନ୍ତରରୁ ଏମାନେ ଅତ୍ୟାଚାରୀ । ଏମାନେ କ'ଣ ସୁନା ହଗନ୍ତି । ଜଣେ ମଳମୂତ୍ର ଧାରୀମଣିଷ ହୋଇ ଅନ୍ୟମଣିଷଙ୍କୁ କାହିଁକି ଘୃଣା କରିବ ?
Anchor is fully biased..there is no sense of this debate
SC ST OBC moolnivasi 💯
Brahman bidesi 💯
Bidesi Brahman muradabad who create caste system in India
castesim ebe bi achhi
ଜାତିପ୍ରଥା ,ଛୁଆଁ ଅଛୁଆଁ ଦୂର ହେବା ଆବଶ୍ୟକ
Amiya vai you are right.
ଗାଣ୍ଡୀ ମାରଅ ସବୁ ହିନ୍ଦୁ ହିନ୍ଦୁ ଦୁଇ ଭାଗ ହେଇଗଲାଣି 😂😂
1ଉଚ୍ଚ ବର୍ଣ୍ଣ ବା bajarangi ଦଳ ବ୍ରାହ୍ମଣ,କ୍ଷେତ୍ରୀୟ❤ …..
2 ଭୀମ army 💙 AC.St.ଅଛୁଟ ଦଳିତ
ହିନ୍ଦୁ ରାଷ୍ଟ୍ର ନା ମୋ ବା*** ହେବା
Unit is strang 👍
ଆମ ଗାଁ ରେ ଜାତି ଭେଦ ଅଛି😡😡😡
rerservation will there until upper caste people treat lower caste people equally.....................
I'm agree with ur lynzz dear
ଆଜିର ଡେଟ୍ ରେ ୧୯,୧୧,୨୦୨୨ରେ ଗ୍ରାମ ଅଞ୍ଚଳରେ ହରିଜନ ଲୋକଟିକୁ ସନ୍ମମାନ ମିଳି ପାରୁନାହିଁ । ଭୋଜି ଭାତର ଆୟୋଜିତ ହୋଇଥିଲା ଖାଇବା ପାଇଁ ଡାକିବେ ଓ ନିଜ ପତ୍ରକୁ ଉଠାଇ ବା ପାଇଁ ଜବରଦସ୍ତ ପ୍ରେସର କରାଯାଇଛି । କାହିଁକି ନା ସେ ଜଣେ ହରିଜନ ।ଏ କୁ ସଂସ୍କାର ପ୍ରଥା ଉଠାଜାଉ
।
Brahman videsi
Sc,St, OBC moolnivasi
DNA report ri janapadisarilani
Seeta puni world Ra top universities havard re
As a Brahmin I want no quotas no reservations only educational aggregate Be a Bharatiya and Look dreams for an akhand bharatiya
Then don't support casteism also.
ଆପଣ ଗୋଟେ ପାଣ ଝିଅକୁ ବାହା ହେଇ ପାରିବେ କି?
@@shyamashyam391 ଯଦି ସେ ପାଣ ଝିଅ କୁ ଗ୍ରହଣ କରନ୍ତି ଆପଣ ବିନା ବାହ୍ମୁଣ ରେ ନିଜ ବାପା ମା ଅନ୍ତ୍ୟେଷ୍ଟି କ୍ରିୟା କରିପାରିବେ କି ?
Manoranjan mishra partiality karcuhhanti
nija jati ku support karuchhanti programme re
Right👍...
@Sameet Pattnaik maighia chupa
@Sameet Pattnaik maighia chupa
I request rationalist activist to eradicate caste system....
Ae generation pare sabu heba...
Castism au rahibani ae hindutva bahut badhi jiba..👍
Right
The casteism (Jatibad) and the so-called caste system should be abolished in our country, for welfare of all our people and welfare of our country.
Jay Bhim
Namo budhya
Jay sambidhan
Mate gate bhraman jhio debe ki kiye
I'm government employee
Monoronjan sir samastanku support karantu aamoku kn dekhajauni
Kanak news no1
Mr. ratha sir you are saying every caste has a divine that mean God is not one according to your opinion what a silly thinking disgraceful
THERE ARE TWO CASTS . 1) ECONOMICALLY BACKWARD 2) ECONOMICALLY FORWARD. LET US TRY TO IMPROVE. E . B.C,( CAST.). WHY STARTED QUARRELING?
Right
Reservation is for representations. It is not for poverty eradication program. It is for representations nothing else.
ହଁ ଭୁବନେଶ୍ୱର ସ୍ୱରରେ ଜାତି ପଚାରନ୍ତି
Monaranjan chakiri chadideee
ଆଖିରେ ଦେଖି ସମସ୍ତେ ଅଦ କିନ୍ତୁ ଆମ୍ଭେମାନେ କେବେ ଜାଣିବାକୁ ଚାହୁଁନୁ ସେ ଜାଇ ଆମେ ଠିକ ନୁହେଁ ଆଇନ ଅନୁଯାୟୀ ଅଲଗା କିନ୍ତୁ ଆମ୍ଭେମାନେ ସମସ୍ତେ ସମାନ
Samaste saman jadi brahmana mane puja Karibaku diantu mandirare dalita mananku
Mandira gote cultural program
Au mandira re kounasi law haeni
Au emti b haba darkar ki
Mandira re mandhya
Nijukti system heba abasyaka Tahale apanka samrudhi ghati pariba
Are tu janini bodhe sarala mandirare kia puja karuchi
Right katha kahile sir
Kedar very intelligent person...
Very good Jay Bheem 💙💙💙💙💙
Mu ebe bi kahuchi jatibad achi
ବ୍ଲଡ଼ ଦେଲା ବେଳେ ଦେଖିକି ବ୍ୟାଙ୍କ ରୁ ନେବେ
ମନୋରଞ୍ଜନ ସାର୍ ଙ୍କର ଶେଷ କଥା ହିଁ ଠିକ୍ ହେବା ଦରକାର ।
Brahmin has created a caste system in ancient India and divided the whole Hindu community.