Manoranjan Mishra Live: What Is The Cast Of God ?

แชร์
ฝัง
  • เผยแพร่เมื่อ 21 ต.ค. 2024

ความคิดเห็น • 1.4K

  • @rishikesh4340
    @rishikesh4340 2 ปีที่แล้ว +313

    ପ୍ରଥମ କଥା ହେଲା ଜାତିଭେଦ କୁ ଈଶ୍ୱର ସୃଷ୍ଟି କରିନାହାନ୍ତି , ମଣିଷ ସୃଷ୍ଟି କରିଛି

    • @theworldmountain
      @theworldmountain 2 ปีที่แล้ว +18

      Kou manisha only bramhan

    • @garibihindustani651
      @garibihindustani651 2 ปีที่แล้ว +1

      କେବଳ ବ୍ରାହ୍ମଣ ହିଁ ତିଆରି କରିଛି ଜାତିଭେଦ

    • @jcstech95
      @jcstech95 2 ปีที่แล้ว +4

      Right

    • @bijaybasantnayak15
      @bijaybasantnayak15 2 ปีที่แล้ว +2

      Right

    • @xyz-zy4mo
      @xyz-zy4mo 2 ปีที่แล้ว +11

      Brahman srusti karichi

  • @parthananda5208
    @parthananda5208 ปีที่แล้ว +2

    Thanks kanak news

  • @Luvsahu4836
    @Luvsahu4836 ปีที่แล้ว +14

    ସତ୍ୟ ହିଁ ଈଶ୍ବର ଅଟନ୍ତି।
    Truth (100%) is God.
    सत्य ईश्वर है।

  • @rajkishorelakra7901
    @rajkishorelakra7901 ปีที่แล้ว +12

    John 17:3
    और अनन्त जीवन यह है, कि वे तुझ एकमात्र सच्चे परमेश्वर को और यीशु मसीह को, जिसे तूने भेजा है, जानें।
    This is eternal life: That they know you, the only true God, and him whom you sent, Jesus Christ.

  • @pruthijitnaik5113
    @pruthijitnaik5113 ปีที่แล้ว +17

    Love you manoranjan sir 🙏🙏🙏👍

  • @gsvsgramswarajvikashsamiti1194
    @gsvsgramswarajvikashsamiti1194 ปีที่แล้ว +3

    Manoranjna Sir ,Nice topic 👍👍,

  • @Luvsahu4836
    @Luvsahu4836 ปีที่แล้ว +15

    ଈଶ୍ବରଙ୍କୁ ବିଶ୍ବାସ କରନ୍ତୁ, ହେଲେ ଅନ୍ଧ ପରି କଣା ପରି ବିଶ୍ବାସ କରନ୍ତୁ ନାହିଁ। ଈଶ୍ବରଙ୍କ ବିଷୟରେ ଯାହା ସବୁ ଅଛି ସେସବୁ ଯଦି ସତ୍ୟ ତାହେଲେ ନିଶ୍ଚୟ ଗ୍ରହଣୀୟ ଅଟେ।

    • @BudhuramSingh-kw7xe
      @BudhuramSingh-kw7xe ปีที่แล้ว

      ଈଶ୍ୱର ଙ୍କୁ ଜାତି ବାଛି ବାର ଆମେ ସକ୍ଷମ ନୁହେଁ,

  • @bhanjbhankalkisku9134
    @bhanjbhankalkisku9134 2 ปีที่แล้ว +18

    ଏଇ Debate ରୁ କିଛି ଜଣା ପଡ଼ିଲା ନାହିଁ..ଯଉ confusion କୁ ସେଇ confusion । ଏହାର କିଛି ଶେଷ ସିଦ୍ଧାନ୍ତ ବାହାରିଲା ନାହିଁ। ଏଇ ଭଳି କାର୍ଯ୍ୟକ୍ରମର କିଛି ଲାଭ ନାହିଁ

    • @sahadevtudu3161
      @sahadevtudu3161 2 ปีที่แล้ว +3

      ଉତର ତ ଏଇଆ ଯେ ଭଗବାନ୍‌ କୌଣସି ଜାତିର ନୁହଁନ୍ତି। ରୂପ ନାହିଁ କି ରଂଗ ବି ନାହିଁ।କେବଳ ମଣିଷ ମନର ଭାବନା

    • @mdrock2237
      @mdrock2237 ปีที่แล้ว

      Ha ha ha ha ha ha

    • @mdrock2237
      @mdrock2237 ปีที่แล้ว

      U r right 👉

  • @nrusinhatripathy6930
    @nrusinhatripathy6930 2 ปีที่แล้ว +99

    ବ୍ରାହ୍ମଣ ଠକି ଭଣ୍ଡି ନ ଖାଇଥିଲେ ଆମେ ବର୍ତ୍ତମାନ ଏହି ସ୍ଥାନରେ ପହଞ୍ଚି ନଥାନ୍ତେ।

    • @cryptoverse2751
      @cryptoverse2751 2 ปีที่แล้ว

      Banda ra stantha

    • @sambitkumar628
      @sambitkumar628 2 ปีที่แล้ว +2

      Aji Kali Sabu Bhondo Brahmana Boli Nuhe Samaste

    • @silentripu2875
      @silentripu2875 2 ปีที่แล้ว +1

      ରାଇଟ

    • @pinfhgjjh
      @pinfhgjjh ปีที่แล้ว

      ତୁମେ ବ୍ରାହ୍ମଣ ଙ୍କ ଉପରେ ଏତେ ବିଶ୍ୱାସ. ତୁମେ ନିଜ ମା ବାପା ଙ୍କୁ ବିଶ୍ୱାସ କରୁ ନାହଁ ଏହିଟା ହିଁ ହିନ୍ଦୁ ଧର୍ମ ଅଧର୍ମ ଚିହ୍ନ

    • @nrusinhatripathy6930
      @nrusinhatripathy6930 ปีที่แล้ว

      ସତ କଥା ଏହା।

  • @GeetanjaliPalaka
    @GeetanjaliPalaka ปีที่แล้ว +1

    Manoronjon sir .. apananka bholi gyaani loko oneko heba darkar

  • @prabhakardas4898
    @prabhakardas4898 2 ปีที่แล้ว +11

    ମୁଁ କହୁଚି ବ୍ରାହ୍ମଣ ଯଦି ଠାକୁର ମୃତ୍ୟୁକୁ ଯିବିତ କରିପାରିବେ ବ୍ରାହ୍ମଣ

    • @babunamallick5594
      @babunamallick5594 2 ปีที่แล้ว +4

      ବ୍ରାହ୍ମଣ ଗୁଡ଼ା ରାକ୍ଷସ

    • @xyz-zy4mo
      @xyz-zy4mo 2 ปีที่แล้ว

      🤣🤣🤣🤣🤣🤣

  • @alonbmajhi5418
    @alonbmajhi5418 ปีที่แล้ว +2

    Good news sir

  • @gabrielbhatra7914
    @gabrielbhatra7914 ปีที่แล้ว +7

    ସମସ୍ତେ ଯଦି ଦେବତା ହେଲେ କୃଷ୍ଣ ଓ ରାମ ଲୋକ ମାନଙ୍କୁ ହତ୍ୟା କଲେ ହତ୍ୟା କାରି ଭଗବାନ ମାନେ ଛିଃ

    • @rajkishorelakra7901
      @rajkishorelakra7901 ปีที่แล้ว +2

      Semane True God nuhanti kebala jesus sastya eswara atanti.

    • @panigrahicreation-hu6fd
      @panigrahicreation-hu6fd ปีที่แล้ว

      କାଳେ କାଳେ ଦୁର୍ଜନ ର ପତନ ହୋଇଛି ,,,ଆଉ ତମେ ଯୋଉ ବାପା କୁ ବାପା ନ ଡାକି ମଉସା ଡାକୁଛ ,,,ସମୟ ବଦଳିବ କାହିଁକି ନା ଖ୍ରୀଷ୍ଟିଆନ୍ ଆସି ତମ ଘରେ ରମଣ କରିବେ

    • @RahulKumarSharma-m3w
      @RahulKumarSharma-m3w ปีที่แล้ว

      ​@@panigrahicreation-hu6fdtume kn bopa ku mousa dako ki?

    • @panigrahicreation-hu6fd
      @panigrahicreation-hu6fd ปีที่แล้ว

      @@RahulKumarSharma-m3w ଆରେ ତମ ଘରେ ପଶିକି ଖ୍ରୀଷ୍ଟିଆନ ,,,,,,,,,,,, ମlରୁଛନ୍ତି ବୋଧେ ନହେଲେ ତତେ କାହିଁକି ବାଧିଲା

    • @RahulKumarSharma-m3w
      @RahulKumarSharma-m3w ปีที่แล้ว

      @@panigrahicreation-hu6fd tote kn Hindu Mane asiki peluhhanti ki re gorobo vokto 😀😀😀

  • @surendrasabar9425
    @surendrasabar9425 2 ปีที่แล้ว +2

    Manoranjan sir good question

  • @rajkishorelakra7901
    @rajkishorelakra7901 ปีที่แล้ว +6

    ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ, ଆଉ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ;
    ରୋମୀୟ 10:9

    • @ajitkumarsahu870
      @ajitkumarsahu870 ปีที่แล้ว +1

      Khristianity ଠୁ hinduism ଆହୁରି ପୁରୁଣା

  • @ranjitdigal5357
    @ranjitdigal5357 ปีที่แล้ว +30

    କନକ ନିୟୁଜ୍କୁ ଏବଂ ମନୋରଞ୍ଜନ ସାର୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏

    • @JaganJagan-kd4ym
      @JaganJagan-kd4ym ปีที่แล้ว

      Very nice

    • @tanujakumar8830
      @tanujakumar8830 ปีที่แล้ว

      ଠିକ

    • @NaliAmba-wf4oc
      @NaliAmba-wf4oc ปีที่แล้ว

      Se hauchi gotia Banda reporter tume dekhuna sabu bele hindu dhama ku kahibe au kou dhama ku kahuni kahiki mu janichu kahibani kahiki na pati re Banda mada hoithiba bhai tume hindu sabu bele hindu bhagaban au hindu dhama ku amane sabu bele samalochan karuchanti au kahaku kahunahanti pati re Banda purai debe

  • @sarojinibehera8896
    @sarojinibehera8896 2 ปีที่แล้ว +7

    Debendra sir right commented

    • @mdrock2237
      @mdrock2237 ปีที่แล้ว

      💯 % right 👉

    • @mamatadas3933
      @mamatadas3933 ปีที่แล้ว

      ​@@mdrock2237hn se Swami Vivekananda ta

  • @Marissa2015
    @Marissa2015 2 ปีที่แล้ว +24

    Harisankar sir, ଯଦି ଜଗନ୍ନାଥ ଙ୍କର କିଛି ଜାତି ନାହିଁ ତେବେ ଲଷ୍ମୀପୂରାଣରେ କଣ ପାଇଁ ଜଗନ୍ନାଥ କହୁଛନ୍ତି ଯେ,
    ଗୋବିନ୍ଦ କୁହନ୍ତି ଭାଇ ଘଉଡ଼ାଇ ଦେବା
    ଲଷ୍ମୀ ପରା ଭାରିଜାକୁ ଆଉ ନା ପାଇବା
    , ସେ ଯେବେ ଦୋଷ କରିଛି ଏମନ୍ତ କରିବା
    ସ୍ୱର୍ଗ ପୁର ଲୋକଙ୍କୁ ଡକାଇ ଅଣାଇବା
    ପଞ୍ଚାଲକ୍ଷ ଟଙ୍କା ଦେଇ ଜାତି କରେଇବା..
    ଯଦି ଉଚ୍ଚ ଜାତିର ନଥିଲେ ଜଗନ୍ନଥ ତେବେ ଲଷ୍ମୀ ଅଜାତି କେମିତି ହେଲେ?
    ଏସବୁ ଜାଣିବା ପାଇଁ 'ବେଦ ' ଚର୍ଚ୍ଚା ହେବ ଉଚିତ
    ମୁଁ ଯାହା ଜାଣିଛି ଭଗବାନଙ୍କର କୌଣସି ରୂପ ନାହିଁ, ରଙ୍ଗ ନାହିଁ ତେଣୁ ଜାତି ବ୍ ନାହିଁ, ସେ ଏକ, ତାଙ୍କ ପରି ଆଉ କିଛି ବି ନାହିଁ

    • @anshumannanda1468
      @anshumannanda1468 หลายเดือนก่อน

      Note bahi photo de lakhmi puranara

    • @anshumannanda1468
      @anshumannanda1468 หลายเดือนก่อน

      Backchodi jama kar ani. Micha katha lekhani

  • @encryptedname1532
    @encryptedname1532 2 ปีที่แล้ว +51

    ଉଚ୍ଚ ନୀଚ. ଜାତି ଚୋର ଲୋକ ମନେ ନିଜକୁ ବଡ ପ୍ରଶଂସା ପାଇଁ ତିଆରି କରିଛନ୍ତି. JNU councillor କିଛି ଖରାପ କହି ନାହାନ୍ତି.

    • @madhabm.p59
      @madhabm.p59 2 ปีที่แล้ว

      Tume JNU re jodi hei jaao.

    • @madhabm.p59
      @madhabm.p59 2 ปีที่แล้ว

      Jou JNU ru kathaa ashila se desha pain kn taa karichi. Kebala nija nija bhitare ladheiba kuu tanka manaka chesta. Jamaru Se JNU katha re padani . Nahele G Mari hei jiba

    • @iamatheist.8924
      @iamatheist.8924 ปีที่แล้ว

      @@madhabm.p59 tume kan karicha desha pain...tuma bhagaban kan karichanti desha pain

    • @SamirNaik-q8c
      @SamirNaik-q8c 2 หลายเดือนก่อน

      Right bhai 👍

  • @jubeldalabehera7630
    @jubeldalabehera7630 ปีที่แล้ว +20

    ହେତୁବାଦୀ। ଠିକକକ୍।।✍

  • @duryodhanbehera2412
    @duryodhanbehera2412 2 ปีที่แล้ว +15

    Hetuwadi sir talking scientifically and l hope that's right.

  • @kailashchandrasingh1423
    @kailashchandrasingh1423 ปีที่แล้ว +1

    Very good answer sutar sir

  • @satyabhusanabose1245
    @satyabhusanabose1245 2 ปีที่แล้ว +29

    ମନରଞ୍ଜନ ବାବୁ 100%ଠିକ 🙏

    • @sanjanamallik604
      @sanjanamallik604 2 ปีที่แล้ว +1

      Jadi baghaban biswo baneichhanti tebe sabu loko hindu kahinki nuhe

    • @banamalinayak9917
      @banamalinayak9917 ปีที่แล้ว

      @@sanjanamallik604 are murkha sabu loka bhagaban nku manuchhanti. Kie jisu ta ki alaha kie kie ram.. Ku manuchhanti

    • @iamatheist.8924
      @iamatheist.8924 ปีที่แล้ว

      @@banamalinayak9917 tahale original bhagwan kiye ?

  • @DIPUKUMAR-hz2lh
    @DIPUKUMAR-hz2lh 2 ปีที่แล้ว +35

    ବଢ଼ିଆ ଆଲଚନା ହଉଚି...
    Very good
    ମଣିଷ ହିଁ ଜାତି ପ୍ରତା ସବୁ କରିଛି ମଣିଷ ହିଁ ସବୁ ଭାଙ୍ଗୁ
    ତାହାଲେ ସବୁ ଭଲ ହବ

  • @maa..1234
    @maa..1234 2 ปีที่แล้ว +33

    ଭଗବାନ ସୋୟଂ ନିଜେ ସୃଷ୍ଟି ଏବଂ ସଂସାରକୁ ସୃଷ୍ଟି କରିଛନ୍ତି ତାଙ୍କ ବିଷୟରେ କେହି ଜାଣି ନାହାଁନ୍ତି କି ଜନିପରିବେନି ତମେ ସବୁ ବେକାର କଥା କହୁଛନ୍ତି

    • @nikunjokarkara4596
      @nikunjokarkara4596 ปีที่แล้ว

      Thanks you monoronjon sir good question

    • @banamalinayak9917
      @banamalinayak9917 ปีที่แล้ว

      Right sir

    • @panigrahicreation-hu6fd
      @panigrahicreation-hu6fd ปีที่แล้ว

      Right 👍👍👍👍👍

    • @sujonomondal6268
      @sujonomondal6268 3 หลายเดือนก่อน

      ଭଗବାନ ସଷ୍ଟି କରି ନାହାନ୍ତି, ସେ ଠାକୁର ତ ମଣିଷ ଠାରୁ ନିର୍ମିତ କରାଯାଇଛି ।

  • @sujonomondal6268
    @sujonomondal6268 3 หลายเดือนก่อน +1

    Our God is almighty God no one can see him through a naked eye ..

  • @pradeepmandal4337
    @pradeepmandal4337 2 ปีที่แล้ว +26

    Jishu mashi ki jay ✝️✝️✝️✝️🙏🙏🙏🙏

    • @Brpbs
      @Brpbs 2 ปีที่แล้ว +3

      Almighty god jesus christ

    • @sanjeebr1972
      @sanjeebr1972 ปีที่แล้ว

      Halelujha

  • @rikhisabar1337
    @rikhisabar1337 ปีที่แล้ว

    🙏🙏jay.jagannath🙏🙏

  • @utkalmediaentertainment.
    @utkalmediaentertainment. 2 ปีที่แล้ว +79

    ଈଶ୍ୱର କୌଣସି ଜାତିରେ ବନ୍ଧା ନୁହନ୍ତି। ମନୁଷ୍ୟ ବି କୌଣସି ଜାତିରେ ସ୍ଥାୟୀ ନୁହେଁ। ଯଦି ଉଚିତ୍ କର୍ମ ମନୁଷ୍ୟ କରେ ତେବେ ସେ ନିଜ ଆତ୍ମା ସ୍ୱରୂପ କୁ ପ୍ରାପ୍ତି ହୋଇ ନିଜେ ଇଶ୍ୱରମୟ ହୋଇ ପାରିବ।

  • @garibadip5190
    @garibadip5190 ปีที่แล้ว +2

    You are right sir monaranjan

  • @sashikantanaik1211
    @sashikantanaik1211 ปีที่แล้ว +9

    God is shapeless, colourless and scentless. Everyone is god who has the qualities of kindness, truthfulness,purity in heart etc etc .

  • @balabhadra5458
    @balabhadra5458 2 ปีที่แล้ว +87

    କଣ କହିଲ ବ୍ରାହ୍ମଣ ମାନେ ଠାକୁର, ତେବେ ମନ୍ତ୍ର କରି ଚାଇନାକୁ ଶକ୍ତିହୀନ କରି ପାରିବ? ମନ୍ତ୍ରକରି ତାର ସବୁ ଅସ୍ତ୍ର ଖରାପ କରି ପାରିବ?🤣🤣🤣 ମନ୍ତ୍ର କରି ଦୈବ ଦୁର୍ବିପାକ ରୋକି ପାରିବ??? ରାଜନେତା ତ ଏବେ ଲୁଟୁଛନ୍ତି କିନ୍ତୁ ବ୍ରାହ୍ମଣ ମାନେ ବହୁ ପୂର୍ବରୁ ଲୁଟିବାର ସାର୍ଟିଫିକେଟ ହାସଲ କରି ସାରିଛନ୍ତି ।

    • @sadanandaacharya7896
      @sadanandaacharya7896 2 ปีที่แล้ว +2

      Bramhana sape jadubansa nash Hrithila bhagbat padhidebu

    • @balabhadra5458
      @balabhadra5458 2 ปีที่แล้ว +7

      @@sadanandaacharya7896ସତ୍+ଆନନ୍ଦ ଆପଣଙ୍କ ପ୍ରତିକ୍ରିୟାର ଉଚ୍ଚାରଣ କଣ ବ୍ରାହ୍ମଣ ସମ୍ପନ୍ନ??🤣 ଆମିଷ ଭକ୍ଷଣ କରି ନିଜର କାୟୀକତା ହରେଇ ସାରିଲା ପରେ ସୁଚିନ୍ତନ ଆସିବ କୁଆଡୁ ? ସେତେବେଳେ ବ୍ରାହ୍ମଣଙ୍କ ସଙ୍ଗେ ନିଜକୁ ତୁଳନା କରି ମନେ ମନେ ଚାଣକ୍ୟ ଭାବନି।🤣🤣

    • @natures919
      @natures919 2 ปีที่แล้ว

      😂👍👍

    • @sahadevtudu3161
      @sahadevtudu3161 2 ปีที่แล้ว

      ସତ କହିଲ ଭାଇ

    • @Suryakanta7-d2s
      @Suryakanta7-d2s 2 ปีที่แล้ว +6

      @@sadanandaacharya7896 କୋଉ ବ୍ରାହ୍ମଣ ଆଉ ସେ ସର୍ମାନ ପାଇବା ପାଇଁ ଯୋଗ୍ୟ ନୁହନ୍ତି ସବୁ ପାପି ସବୁବେଳେ ମଦ ମାଂସ ରେ ବୁଡ଼ିରହିଲେନି ସେ ବାଣ୍ଡ ବ୍ରାହ୍ମଣ 🤣🤣🤣

  • @SB-ku2nc
    @SB-ku2nc 2 ปีที่แล้ว +15

    ସମ୍ପୂର୍ଣ୍ଣ ସୃଷ୍ଟି ବିଷୟ କୁ ଜାଣିବା ପାଇଁ ବାଇବେଲ ଭଲ ଭାବରେ ପଢନ୍ତୁ plz🙏🙏🙏🙏❤️❤️

    • @abhiramgmango5159
      @abhiramgmango5159 2 ปีที่แล้ว

      ହଁ ସାର ଆପଣ ଯାହା କହିଛନ୍ତି 100%ରୁ 100%ଠିକ କହିଛନ୍ତି , 🙏🙏🙏🙏

    • @dillepsamal
      @dillepsamal ปีที่แล้ว +1

      ଗୀତା ପଡ଼ୁନା

    • @sabarbabu4966
      @sabarbabu4966 ปีที่แล้ว

      Bibel kana bhakua sala
      Character God hindu inspire by hindu

    • @happylucky4839
      @happylucky4839 ปีที่แล้ว

      ​@@sabarbabu4966Semiti re toh hindu re samaste character God

    • @kk_mandal2742
      @kk_mandal2742 4 หลายเดือนก่อน

      Bibel re kn achi.

  • @ashokmajhi7902
    @ashokmajhi7902 ปีที่แล้ว

    Thik katha sir

  • @sujonomondal6268
    @sujonomondal6268 3 หลายเดือนก่อน +4

    ଜାତି ମଣିଷ ହିଁ ସୃଷ୍ଟି କରିଛି ଆଉ ଏପରି କୈଣସି ଠାକୁର ବୋଲି ଦୁନିଆରେ କିଛି ବି ନୁହେ

  • @mahadevjeansbbsr642
    @mahadevjeansbbsr642 ปีที่แล้ว

    Debendra sir sabu bele Right katha hin kahi thhanti

  • @purnachandrakumbhar3550
    @purnachandrakumbhar3550 2 ปีที่แล้ว +6

    Thank u sutar sir ur 100 pc correct

  • @mahendrapingua3177
    @mahendrapingua3177 2 ปีที่แล้ว +1

    Monaranjan thanks u sir

  • @janakbhoi6848
    @janakbhoi6848 2 ปีที่แล้ว +8

    I like hetubadi idea

  • @karnatandi2205
    @karnatandi2205 2 ปีที่แล้ว +2

    Thank you sutar sir

    • @basantasatapathy9339
      @basantasatapathy9339 ปีที่แล้ว

      ବ୍ୟାସ ମନୁ ପରାଶର ବେଦ ଗୀତା ଉପନିଷଦ ଉପରେ ଦୃଷ୍ଟି ନଦେଇ ଏଭଳି ଆଲୋଚନା କରିବା ଠିକ ନୁହଁ

  • @sidhalaldongri3929
    @sidhalaldongri3929 ปีที่แล้ว +3

    ଆଜ୍ଞା sir ମାନେ ବିଭିନ୍ନ ପ୍ରକାର ଜାତି ପ୍ରଥା ବିଷୟରେ ଜାଣିବାକୁ ଚାହାଁନ୍ତି ତାହେଲେ ବାଇବଲ ରୁ ପ୍ରଚାରକ ଆଜ୍ଞା ମାନଙ୍କ ଠାରୁ ଶୁଣନ୍ତୁ ଦେବତା ମାନେ କେଉଁଠୁ ଆସିଲେ ମନୁଷ୍ୟମାନେ କେମିତି ନିର୍ମିତ ହେଲେ ଜାତି ପୁଣି ଭାଷାର ଭେଦ କେମିତି ହଇଛି ତଦ ବିଷୟରେ ଅଧିକ ଭଲରେ ଜାଣି ପାରିବେ, ନିଜ ଜ୍ଞାନ ରେ ଜ୍ଞାନବାନ ନିଜ ବୁଦ୍ଧିରେ ବୁଦ୍ଧିମାନ ନ ହୁଅନ୍ତୁ

  • @rajkishorelakra7901
    @rajkishorelakra7901 ปีที่แล้ว +2

    श्लोक 62 - अध्याय 18 - उपसंहार-संन्यास की सिद्धि
    तमेव शरणं गच्छ सर्वभावेन भारत।
    तत्प्रसादात्परां शान्तिं स्थानं प्राप्स्यसि शाश्वतम्‌॥
    हे भारत! तू सब प्रकार से उस परमेश्वर की ही शरण में (लज्जा, भय, मान, बड़ाई और आसक्ति को त्यागकर एवं शरीर और संसार में अहंता, ममता से रहित होकर एक परमात्मा को ही परम आश्रय, परम गति और सर्वस्व समझना तथा अनन्य भाव से अतिशय श्रद्धा, भक्ति और प्रेमपूर्वक निरंतर भगवान के नाम, गुण, प्रभाव और स्वरूप का चिंतन करते रहना एवं भगवान का भजन, स्मरण करते हुए ही उनके आज्ञा अनुसार कर्तव्य कर्मों का निःस्वार्थ भाव से केवल परमेश्वर के लिए आचरण करना यह 'सब प्रकार से परमात्मा के ही शरण' होना है) जा। उस परमात्मा की कृपा से ही तू परम शांति को तथा सनातन परमधाम को प्राप्त होगा
    ॥62॥
    Shared Via Bhagwad Gita App. onelink.to/qpcnmd

  • @sunilnayak4310
    @sunilnayak4310 2 ปีที่แล้ว +3

    Devendra sir right

  • @johnhuika3711
    @johnhuika3711 ปีที่แล้ว +1

    Manaranjan sir love you

  • @rajeshnaik2447
    @rajeshnaik2447 2 ปีที่แล้ว +6

    Jnu mam taken good step for end caste system

  • @ganapatisabar8976
    @ganapatisabar8976 ปีที่แล้ว +3

    ମନୋଞ୍ଜନ ମିଶ୍ର ବହୁତ୍ ବହୁତ୍ ଧନ୍ୟବଦ୍ କାହିଁକି ନା ପ୍ରଶ୍ନ ବହୁତ୍ ବଢିଆ ଲାଗୁଛି.

  • @SanjeebaMandal
    @SanjeebaMandal ปีที่แล้ว +37

    ମନୋରଞ୍ଜନ ମିଶ୍ର ହେଉଛନ୍ତି ଜଣେ ଉତ୍ତମ Reporter

  • @kkaryan1160
    @kkaryan1160 2 ปีที่แล้ว

    It's the real example freedom of speech.
    Please say about the other religions

  • @unique_boy6296
    @unique_boy6296 ปีที่แล้ว +5

    Nijara pita mata he bhagwaan ❤

  • @rameshmandal55
    @rameshmandal55 ปีที่แล้ว

    Nice👍🙏

  • @mahadevcreations1659
    @mahadevcreations1659 2 ปีที่แล้ว +8

    ପୃଥିବୀ ର ପ୍ରଥମ ମଣିଷ ହେଉଛନ୍ତି ମନୁ ଏଵଂ ସତ ରୂପା ତାଙ୍କଠୁ ମଣିଷ ସୃଷ୍ଟି

  • @parikshitdashdash9251
    @parikshitdashdash9251 9 หลายเดือนก่อน

    Well come

  • @jitukimbaka9125
    @jitukimbaka9125 ปีที่แล้ว +8

    ସାର୍ ଆପଣଂକୁ ପ୍ରଭୁ ଆଶୀର୍ବାଦ କରନ୍ତୁ

  • @simaranibhoi7011
    @simaranibhoi7011 ปีที่แล้ว +2

    ଏକଥା ରୁ ଆମେ ବୁଝିବା ଉଚିତ୍ ଯେ କେଉଁଟା ଭୁଲ ଆଉ କେଉଁଟା ଠିକ୍

  • @samarendrarout4341
    @samarendrarout4341 2 ปีที่แล้ว +21

    God is for all 🙏❤️

  • @amoshmajhi4502
    @amoshmajhi4502 ปีที่แล้ว

    Manaranjan sir apana jaha kahuchanti 100% 100% right.

  • @silentripu2875
    @silentripu2875 2 ปีที่แล้ว +13

    ବ୍ରାହ୍ମଣ ମାନେ ତାଙ୍କ ଝିଅ କୁ କାହିଁକି ନିଚ ଜାତି ରେ ବାହା କରୁନାହାନ୍ତି ମ ପ୍ରଶ୍ନ ର ଉତ୍ତର ମନୋରଞ୍ଜନ ଦବୁ କି

  • @jyotidhanphul2213
    @jyotidhanphul2213 ปีที่แล้ว +1

    Dabandro sir so nice massage

  • @sashilatatarai185
    @sashilatatarai185 2 ปีที่แล้ว +8

    ଜୟ ଜଗନ୍ନାଥ 🙏🙏🙏🙏ପ୍ରଭୂ ସତରେ ଏମାନେ ସତରେ ପାଗଳ ହେଇ ଗଲେଣି ସେଥିପାଇଁ ଠାକୁରଙ୍କର. ଜାତି ଉଠେଇ କେତେବଡ଼ ଭୁଲୁ କରୁଛନ୍ତି ତାଙ୍କୁ ଟିକେ ସତ ବୁଦ୍ଧି ଦିଅନ୍ତୁ

  • @bapimohapatra3801
    @bapimohapatra3801 ปีที่แล้ว +1

    God message

  • @ARUNARUN-lz1ov
    @ARUNARUN-lz1ov 2 ปีที่แล้ว +6

    Logically sutar 100 percent right

  • @kumamahanandia
    @kumamahanandia ปีที่แล้ว +2

    Very good 👌👌

  • @odishamirror2954
    @odishamirror2954 ปีที่แล้ว +8

    ଜୟ ହେତୁବାଦୀ 🙏🙏🙏

    • @iamatheist.8924
      @iamatheist.8924 ปีที่แล้ว

      Thanks...you are on the right path

    • @tuna1001
      @tuna1001 ปีที่แล้ว

      Jare sala 😂

  • @pintupati8786
    @pintupati8786 ปีที่แล้ว +2

    ଭଗବାନ ବାମନ ,ଆଉ ପ୍ରଭୁ ପର୍ଶୁରାମ କେଉଁ ଜାତିରେ ଜନ୍ମ ହୋଇଥିଲେ

  • @magunicharanpatra5863
    @magunicharanpatra5863 2 ปีที่แล้ว +7

    ଭଗବାନ ଯଦି ଜାତିଠାରୁ ଉର୍ଦ୍ଧ୍ବରେ ତେବେ ମନ୍ଦିର ପ୍ରବେଶ ଉପରେ କଟକଣା କାହିଁକି ? ଏ କଟକଣା କଲା କିଏ? ମନ୍ଦିର ଭିତରେ ଜାତି ନାହିଁ, କିନ୍ତୁ ମନ୍ଦିର gateରେ ଜାତି ଅଛି କି?

  • @niranjanniranjan2692
    @niranjanniranjan2692 2 ปีที่แล้ว

    Srusti kartnku jati khojilani jay jagannatha

  • @Deepson2301
    @Deepson2301 2 ปีที่แล้ว +25

    ଆପଣ ଙ୍କ କହିବା ଅନୁସାରେ ହିନ୍ଦୁ ଧର୍ମ ର ସମସ୍ତ ଠାକୁର ମନୁଷ୍ୟ ର କଳ୍ପନା ମାତ୍ର

    • @pinfhgjjh
      @pinfhgjjh ปีที่แล้ว +4

      ଠିକ କହୁଛ ଭାଇ 👍

    • @mdrock2237
      @mdrock2237 ปีที่แล้ว +2

      Obviously

    • @HiranyaBehera-d4v
      @HiranyaBehera-d4v หลายเดือนก่อน

      Right bata

  • @sourav.1
    @sourav.1 ปีที่แล้ว +2

    ପର୍ଶୁରାମ ବ୍ରାହ୍ମଣ ରାମ କ୍ଷତ୍ରିୟ କୃଷ୍ଣ କ୍ଷତ୍ରିୟ

  • @bajisingh4924
    @bajisingh4924 2 ปีที่แล้ว +11

    ସମସ୍ତ ଶିବ ମନ୍ଦିରରେ ଆଦିବାସୀ ମୂଳନିବାସୀ ମାନଙ୍କୁ ଅବିଳମ୍ବେ ପୂଜକ ଭାବେ ଅବସ୍ଥାପିତ କରାଯାଉ ଏବଂ ଶିବ ମନ୍ଦିରର ସମସ୍ତ ଟଙ୍କା ପଇସା ଆଦିବାସୀ ମୂଳନିବାସୀ ମାନଙ୍କ ପାଖକୁ ଆସିବା ଉଚିତ୍ I

    • @Learn2unlearn
      @Learn2unlearn 2 ปีที่แล้ว +3

      Thanks a bunch buddy.you are 100% Right

    • @madhabm.p59
      @madhabm.p59 2 ปีที่แล้ว

      Sabu niya kintu Siba nku nuhan karana se samastankara okay.

    • @madhabm.p59
      @madhabm.p59 2 ปีที่แล้ว +3

      Au gote kama kara Bramhan manaka Bina bibaha , brata,21siya,murtikhya kama Kari niya ok.

    • @Learn2unlearn
      @Learn2unlearn 2 ปีที่แล้ว +1

      @@madhabm.p59 ସେଥିପାଇଁ ବ୍ରାହ୍ମଣ ର କିଛି ଆବସ୍ଯକତା ନାହିଁ। ଏହାର ଅନେକ ବିକଳ୍ପ ଅଛି। ଯେଉଁ ମାନେ ନ ଜାଣି ବାଭୂଣ ପଛରେ ଗୋଡାନ୍ତି ସେମାନେ ଅନ୍ଧ। ବ୍ରାହ୍ମଣ ସମାଜରେ ଜେତେକ ଅଗାଡି ଅଳିଆ ରହିଲେ ପୂଜକ ହେଇ ସମାଜକୁ କେବଳ ମିଛ କହି ଲୁଟୁଛନ୍ତି। ଭିକମଗା ଜାତି

    • @prasantabagh432
      @prasantabagh432 2 ปีที่แล้ว

      @@madhabm.p59 brhamin randy

  • @Natashanaik5326
    @Natashanaik5326 ปีที่แล้ว

    Right suggestion sir

  • @harekrushnabehera3138
    @harekrushnabehera3138 ปีที่แล้ว +11

    କି ଦେବତା ଦେବତା ଭଗବାନ ଭଗବାନ ହଉଛ , କିଛି ନାହିଁ । ହେତୁ ବାଦୀ ଜିନ୍ଦାବାଦ ।

    • @durgaprasadmandal4110
      @durgaprasadmandal4110 ปีที่แล้ว

      To bhali murkha ku bhagwan sadbuddhi diantu! 🙏 kali kahiba universe human made. Asima gyana prapta hoichhi tumara! Bhai gyana lokanka simita. Kintu tuma bhali lokanka gyana bahut kam aou eha hin sata.

  • @jyotsnapadhan9392
    @jyotsnapadhan9392 3 หลายเดือนก่อน +2

    ଭଗବାନ ଦୁଇଟି ଜାତି ସୃଷ୍ଟି କରିଛନ୍ତି
    ଗୋଟିଏ ହେଲା ସ୍ତ୍ରୀ ଆଉ ଗୋଟିଏ ହେଲା ପୁରୁଷ ।
    ବ୍ରାହ୍ମଣ ମାନେ ମନେ ମନେ ନିଜକୁ ଭଗବାନ କହୁଛନ୍ତି ,
    ଯେ ନିଜକୁ ଭଗବାନ ବୋଲି କୁହେ ତା ଠୁଁ ମୂର୍ଖ କେହି ନାହାନ୍ତି।

  • @abhimanyurathod2600
    @abhimanyurathod2600 2 ปีที่แล้ว +20

    ଅନ୍ଧ ଦେଶେ ଗଲି ଦର୍ପଣ ବିକି, କଥାଟା ସେହି ଭଳି ,ମହାଦେବ ଭାଗବାନ ଅନନ୍ତ 🙏

  • @RanjanNachika909
    @RanjanNachika909 11 หลายเดือนก่อน +1

    God is holys spirit 🙏

  • @simaranibhoi7011
    @simaranibhoi7011 ปีที่แล้ว +5

    ସେମାନେ ହେଉଛନ୍ତି ଠକ ଭଣ୍ଡ ସେମାନେ ଲକମାନ।ଙ୍କୁ ମିଛ କହନ୍ତି ଆଉ ନିଜେ ଆମେ ଭଗବାନ ବଳି କହନ୍ତି

  • @parthananda5208
    @parthananda5208 ปีที่แล้ว

    This is a good dibet. Thanks for kanak news.

  • @jogeshpadhi4731
    @jogeshpadhi4731 2 ปีที่แล้ว +8

    Science is perfect

  • @deepakdhanphul949
    @deepakdhanphul949 ปีที่แล้ว

    ଆଜ୍ଞା ଆମେ ମଣିଷ ଜନ୍ମ ପାଇଛୁ,ଭଲ କାମ କରିବା, ମଣିଷଙ୍କର ସେବା କରିବା, ଆମ ସିମିତ ଜ୍ଞାନରେ ଏ ଭୋଗବାନ ର କଥା କିଛି ବୁଝି ହଉନି
    କିଏ ଜଣେ ଥିବେ ସୃଷ୍ଟି କର୍ତ୍ତା ମୁଁ କିଛି ଜାଣି ପରନି
    (ସେ ଯିଏ ସେ ସିଏ )

  • @munapati786
    @munapati786 2 ปีที่แล้ว +3

    Jay Jagannath ji ki jai ho

  • @purshottampandey4894
    @purshottampandey4894 ปีที่แล้ว +1

    Ram is khetriya, Parshuram is bramhin, Hanuman is dalit,
    Caste system is in blood of Hinduism

  • @villageindia5072
    @villageindia5072 2 ปีที่แล้ว +33

    ବାଳ ବ୍ରାହ୍ମଣ 😂...... maximum ବ୍ରାହ୍ମଣ ଭଣ୍ଡୁଆ

    • @kaliapremibhajanbhandara8515
      @kaliapremibhajanbhandara8515 2 ปีที่แล้ว +2

      ତୁ ମାଗିଆ କୋଉ ଜାତି ର କିରେ

    • @panigrahicreation-hu6fd
      @panigrahicreation-hu6fd ปีที่แล้ว +1

      @@kaliapremibhajanbhandara8515 ସେ ମlଗୀହା ଟି ଖ୍ରୀଷ୍ଟିଆନ୍ ରେ ଭାଇ

    • @kaliapremibhajanbhandara8515
      @kaliapremibhajanbhandara8515 ปีที่แล้ว

      @@panigrahicreation-hu6fd ମୁଁ ଜାଣିଛି ଆଜ୍ଞା ହିନ୍ଦୁ ବାପର ପୁଅ ହୋଇଥିଲେ ଗୀତା ଭାଗବତ ଚର୍ଚ୍ଚା କରି ଥାଆନ୍ତା, ହେଲେ ଏ କୁକୁର ଦେହରେ ତୋ ଅନ୍ୟ ରକ୍ତ ବୋହୁଛି

    • @panigrahicreation-hu6fd
      @panigrahicreation-hu6fd ปีที่แล้ว +1

      @@kaliapremibhajanbhandara8515 ଖ୍ରୀଷ୍ଟିଆନ୍ ରକ୍ତ ବହୁଛି

  • @sriabhirambhajan1855
    @sriabhirambhajan1855 2 ปีที่แล้ว +1

    He pravu jagarnath

  • @KHERWALBAZAR
    @KHERWALBAZAR 2 ปีที่แล้ว +11

    ସବୁ ଦେବତା ଆଦିବାସୀ

    • @Dhirucreations
      @Dhirucreations 2 ปีที่แล้ว

      ✅️

    • @rasmibidika
      @rasmibidika ปีที่แล้ว

      🤔🤔😀😆

    • @jiushayamandal6662
      @jiushayamandal6662 ปีที่แล้ว

      ସୁର ବ୍ରାହ୍ମଣ ମାନେ ଆଦିବାସୀ ଦେବତା ନେଇ ପୂଜାରୀ କଉଛନ୍ତି......

  • @majhilaba7568
    @majhilaba7568 2 ปีที่แล้ว +2

    Debendra sir u r right

  • @patitapabanjena2324
    @patitapabanjena2324 2 ปีที่แล้ว +49

    Hetubadi perfect.... ❤️

    • @agush4376
      @agush4376 2 ปีที่แล้ว +9

      Brahmin caste made this caste system for their happiness

    • @iamatheist.8924
      @iamatheist.8924 ปีที่แล้ว

      @@agush4376 nihati

  • @aschandrakantaofficial1843
    @aschandrakantaofficial1843 2 ปีที่แล้ว

    Super nice kanak news odia

  • @52rsrinivas22
    @52rsrinivas22 2 ปีที่แล้ว +5

    God is for all

  • @SIBANYA123
    @SIBANYA123 2 ปีที่แล้ว +1

    ମଣିଷ ତିଆରି କରିଛି ଭଗବାନଙ୍କ ରୂପ

  • @bhaktiamruta4931
    @bhaktiamruta4931 2 ปีที่แล้ว +10

    Nai sei budha thik kahila Bramhana hauchhanti Thakura 🤣🤣... Ja mandirare basi ba ja 😆😆😆😆 Tama muha re tike Sarama nahi 🤣

  • @NastikNsstik
    @NastikNsstik 2 หลายเดือนก่อน

    ଭଗବାନ ବୋଲି କିଛି ନାହିଁ ସବୁ କାଳ୍ପନିକ ଧନ୍ଦା ଚଲେଇଛନ୍ତି ଭଗବାନ ନାଁ ରେ । Debendra Sutar Sir is Right 👍

  • @gokulanandadas6699
    @gokulanandadas6699 2 ปีที่แล้ว +3

    ଶଳା ଅନ୍ଧ ମିଶ୍ର ବୁଡା ଅନ୍ଧ ଭକ୍ତ ସତ କହିଲେ ତ ବେପାର ବନ୍ଧ ହେଇଯିବ ଆଉ ଦୋକାନ ବନ୍ଧ ହେଇଯିବ ତର

  • @hemantasabar1638
    @hemantasabar1638 ปีที่แล้ว

    Right sir

  • @simaranibhoi7011
    @simaranibhoi7011 ปีที่แล้ว +7

    ବ୍ରାହ୍ମଣ ମାନେ ଅସୁର

  • @hosayamandalofficial4110
    @hosayamandalofficial4110 ปีที่แล้ว +1

    May God bless you

  • @ramanaranga9113
    @ramanaranga9113 ปีที่แล้ว +11

    ବ୍ରାହ୍ମଣ ନିଜକୁ ଭଗବାନ କହି, ବର୍ଷ ବର୍ଷ ଧରି ସମାଜକୁ ଲୁଟିବାକୁ ଲୁଟିବାକୁ ଲାଗିଛି.ଆଜି ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ବ୍ରାହ୍ମଣ ମାନଙ୍କର ଅନ୍ଧ ବିଶ୍ୱାସ ଭିତରେ ବୁଡି ରହିଛନ୍ତି, କିନ୍ତୁ ସମୟ ଆସିବ ଏ ସମସ୍ତ ଜିନିଷ ଲୋପ ପାଇ ନୂତନୀକରଣ ହେବ.

    • @srinathdas8721
      @srinathdas8721 ปีที่แล้ว

      ଭାଗବତ ପୁରାଣ ଅଧ୍ୟୟନ କରନ୍ତୁ । ଜୟ ଶ୍ରୀ ଜଗନ୍ନାଥ

  • @sirielpani2188
    @sirielpani2188 ปีที่แล้ว

    One an only manarajan sir

  • @gutugalangproduction125
    @gutugalangproduction125 2 ปีที่แล้ว +4

    देवेन्द्र ✔️

  • @nodout7059
    @nodout7059 2 ปีที่แล้ว +1

    Its very important discussion.

  • @lachhamanpradhan7298
    @lachhamanpradhan7298 ปีที่แล้ว +6

    God is right way of living. No caste, no religion that's all

  • @parikshitdashdash9251
    @parikshitdashdash9251 9 หลายเดือนก่อน

    Good is.one