Live: ବିତର୍କ ବେଳେ ମୁହାଁମୁହିଁ | BJD | BJP | Congress | 2024 Election | Lok sabha Election | Odia News
ฝัง
- เผยแพร่เมื่อ 26 ก.ย. 2024
- Live: ବିତର୍କ ବେଳେ ମୁହାଁମୁହିଁ | BJD | BJP | Congress | 2024 Election | Lok sabha Election | Odia News
#bjdcandidatelist #bjd #bjdcandidatelist2024 #electionnews #candidatelist #odishaassemblyelection #bjdcandidatelist #bjdcandidatelist2024 #bjdloksabhacandidate2024
#naveenpatnaik #bjdcandidatelist #bjd #bjdmlacandidate #bjdmlaticket #election2024 #2024elections #vkpandian #pandian #pranabprakashdas #mpticket #mlaticket #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe our channel to get latest news and updates tinyurl.com/y4...
Se ବିଜେଡି ନେତା ta ପାଗଳ ନା କଣ teacher recruitment ପିଲା ratio ବିଷୟରେ କିଛି ଜ୍ଞାନ ନାହିଁ
ସଙ୍ଘମିତ୍ରା Ma'am ଙ୍କ କଥାର ଉତ୍ତର ଦେବା ପାଇଁ BJP କି BJD ର ଦମ୍ ନାହିଁ... ସବୁ ଚୋର ଆଉ ମିଛୁଆ ଗୁଡା ଏଗୁଡା.. Central Govt ଆଉ state Govt ଦୁଇଟା ଯାକ ପରିବର୍ତ୍ତନ ହେବା ଦରକାର 24:08 ସ୍କୁଲ ରେ teacher ନାହାନ୍ତି.. Primary education system ପୁରା ଭାଙ୍ଗି ଯାଇଛି.. ରାଜ୍ୟରେ ପୁଳା ପୁଳା private ସ୍କୁଲ ବିନା ଅନୁମତିରେ ଚାଲିଛି...
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
Right
Bjp Bjd One party
Courptted Nabin hato Odisha bancho
Democracy killer Modi hato desh bancho
ସାବାସ ସଂଘମିତ୍ରା madam ଏହିପରି ଦଳ କୁ ମାନଙ୍କୁ ଉଚିତ୍ ଜବାବ୍ ଦିଅନ୍ତୁ ଆମେବି ଆପଣଙ୍କ ସାଥିରେ ଅଛୁ . ସାବାସ ଅଶେଷ ଅଶେଷ ଧନ୍ୟବାଦ
Bastabare bartaman rajnitiro paribhasahin badali jaichhi. Rajniti, Jana seba paribarte byobasayikarana hoi jaichhi. Dolo ebong byokti bises pain sasta publicity chalichhi. Kaunasi neta mantri ground level re karyoro reality upare addhyan kariba jaruri mone karu nahanti.
Thore nirbachana jeetila pare au kehi Jana sadharananko sangore sampak rakhu nahanti. Kebalo Publicity re kamo heuchhi. Yojona sabu kebalo publicity re karyokari heuchhi reality re nuhen. Kendra re jaha rajyare taha. Lokonkoro dukho dukhore hin Rahi jauchhi. Eita heuchhi rajniti ro bastobota.
@@bijaykumarmunduiya5656😮 ka ni ni Babu bu pu😢 ra ho
Se
8:37
@@bijaykumarmunduiya5656a NK ni hu in
Hu
Very good sanghamitra sister
ସଂଘମିତ୍ରା ଦିଦି ଆପଣଙ୍କୁ ହୃଦୟରୁ ସାଲୁଟ ନିଚ୍ଛକ ସତକଥା କହୁଛନ୍ତି ଯୋଉହାରରେ ବିକାଶ ହବା କଥା ତାହା ହେଇନି ଅଶେଷ ଅଶେଷ ଧନ୍ୟବାଦ 🌹🙏
ଏ debate ରେ କେବଳ ସଂଘମିତ୍ରା ଭଉଣୀ ଠିକ କଥା କହୁଛନ୍ତି 👍
Debate re ta mahila card kheli disturb karu6nti
କୌଣସି ଦଳର ନୁହଁ
❤000❤❤u see😊@@biswanathsahu1714
🎉🎉🎉🎉@@biswanathsahu1714
53@@biswanathsahu1714
ସରକାର କଂଗ୍ରେସ କୁ ଭୋଟ ଦେୟ
Apna hat sabke sath 🖐️🖐️🖐️🖐️🖐️
00000😊
😊 no 0
😊 no 0😊
😐😐😐😐
@@NalulaKalaka❤❤❤❤
❤❤❤❤ପାଠ ନାହିଁ ଓଡ଼ିଶାର ଓଡ଼ିଶା ରେ ମଦ ଅଛି
patho podhile chakiri miluni....kintu modo bikile poisa miluchi....tahele loko choose kouta koribe....modo na patho...😀
ବିଜେଡି ଧୂଆଁ ବାଣ ମାରୁଛି।
5। School ନାଆଁ ରେ ରଙ୍ଗ ବୋଲିଲେ ମାତ୍ର ଶିକ୍ଷକ ନାହାନ୍ତି
10:12
BJP ଆଉ BJD କୁ ଏହି 2024 ନିର୍ବାଚନରେ ହିଁ ଟାଟା ବାଏବାଏ କରିଦେଲେ ଭଲ ନହେଲେ ପଛେ ପସ୍ତେଇ ହବ।
Congress Ku Aame sabu bhot Debu Electri bill life time free karantu 100% jitiba ❤❤❤plise🙏🙏🙏
kete Jana sahamata aama Kathare comment kara
ସଙ୍ଗମୀତ୍ରା ଭଉଣୀ ଟିକ୍ କହୁଛନ୍ତି, କଂଗ୍ରେସ ଜିନ୍ଦାବାଦ
Balana
ବିଜେଡ଼ି ନେତା ମିଛ କହୁଛନ୍ତି
Mind it first, bjp, bjd ra coal scam re loot ra share neichi so bjd ra scams re kichhi bi investigation karini. Modi and Navin mile hue.. So no ED cbi to Navin bjd
Sir ସେଇଟା ଖୋଳପା ପିନ୍ଧା ବିଜେଡି ଙ୍କଗ୍ରେସ ଆମଦାନୀ ମାଲ
Congres michua
BJD Wrong BSKY Cards
P@@Views-rb4lm
ବିଜେଡି ଏବଂ ବିଜେପି ଗୋଟେ ଟିମ୍ ରୋ ପିଲା
ଗରିବ ଜାତି ଚାଷୀ ଜାତି ପାଇଁ କଳଙ୍କ ବିଜେଡି
ବିଜେପି, EVM ରେ ଭୋଟ, ଚୋରି, କରିଛି, ପୁଣି, ଇ ଲେସନ୍, କରାଜାଉ, EVM, ଭୋଟ, ଦବନୀ, ପଥମେ, ଜେମିତିକି, ଭୋଟ, ଦଉଥିଲୁ, ସେ ମିତୀ, ଭୋଟ ଦବୁ, ଦେଖିବା, ବିଜେପି, କେମିତୀ, ଜିତିବ, ବିଜେପି, ବେଶି, ଶିକ୍ଷିତ, ଭାରତ, ଡାରତ, କୁ, ଡାରତ ଲେଖିବ
25ବର୍ଷବିତିଗଲା, ବିଜେଡିଦଳ ଧୁଆଁ ଯୋଜନା ନବୀନ ପଟ୍ଟନାୟକ, ଗରିବ ଜାତି ଚାଷୀ ଜାତି ପାଇଁ ଯୋଜନାକୋଣ, ଅଳିଆଗଦା ବିଜେଡିଦଳ ଧୁଆଁ ଯୋଜନା
❤
Good sangamitra di
24 ବର୍ଷ ଟଙ୍କିକିଆ ଚାଉଳ ଦେଇ ଶାସନ କଲେ ।
ଆଉ ଚାଲିବ ନାହିଁ
# ସଂଘମିତ୍ରା ଜେନା 👍👌🙏😊
ସଂଘମିତ୍ରା କେବଳ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଛନ୍ତି। ଆଉ ସବୁ ଫାଲତୁ ତଥ୍ୟ।
Sangamitra ମୁଁ ଆପଣଙ୍କ କଥାକୁ 💯 ସମର୍ଥନ କରୁଛି । 14 ପୂର୍ବରୁ ଯେତେ Government ଥିଲା 14 ପରା ଠାରୁ pravat ହେଲା ❤❤❤🙏🙏🙏 ଅନ୍ଧ ଦେଶରେ ମୂର୍ଖ ରାଜା ଉଷୁନା ଚାଉଳ ହେବକି ଗଜା ।
Sanghamitra Jena
Besworanjan Mahanty
Is the best debetar 🙏
ସାରେ ଆପଣ ଯେଉଁ ପିଠା କଥା କହିଲେ ଉକ୍ତ ପିଠା ପୋଗ୍ରମରେ କଳାକାର ଭତ୍ତା ପ୍ରଦାନ କଲେ ,,,ଗୋଟିଏ ବୟୋଜ୍ୟେଷ୍ଠ ବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ ,,ସେବ୍ୟକ୍ତି କଳାକାର ଭତ୍ତା ପାଇବାରୁ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିଲେ। ସେ ବ୍ୟକ୍ତି ବୃଦ୍ଧ ବୟସରେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୁଅନ୍ତି ,, ଏ ବିଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ବହୁତ୍ ବାର ଦରଖାସ୍ତ ଦେଲେବେବି କୌଣସି ଫଳ ମିଳିନାହିଁ । ଏ ହି ପୂର୍ବ ତନ୍ ସରକାର ପରିବର୍ତ୍ତନ ହେବା ସୁଚିନ୍ତିତ ମତାମତ।ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ।
BJD କୁ ଆଉ vote ଦିଅନ୍ତୁ ନାହିଁ
Mind it first, bjp, bjd ra coal scam re loot ra share neichi so bjd ra scams re kichhi bi investigation karini. Modi and Navin mile hue.. So no ED cbi to Navin bjd
1@@Views-rb4lm
Congress jindabad
@@SusilKuldip-q7mCongress=pakistan
L ❤@@Views-rb4lm
BJD ଦଳ କୁ ଜୋତା ରେ ବାଡ଼େଇ ବାଡ଼େଇ ମାର ଓ ଦରକାର ପଢ଼ିଲେ bjd ପାର୍ଟୀ ନେତା ଙ୍କ ଘରେ boldzer ଚଲେଇ ଦିଅ 🎉🎉
ଦାଦନ ଶ୍ରମିକ ଟେ କିପରି ବିଜୁ ସ୍ୱାସ୍ଥ୍ୟ କାର୍ଡ କୁ କୋଉଠି ଦେବ
ବିଜେପିର, ବେଶି, ବଡବଡ, କଥା, କାମରେ, ଜିର, ବେଶି, ମିଛ, କହିବେ, ବିଜେଡିର, ସବୁ, ଜୋଜନା, ଆମେ, ପାଇଛି, ଏବେ ବିଜେପି, ଓଡିଶାବାସୀ, ଭୁଆଁ, ଭୋଟ, ନେଇଛି, ସବୁଦବବଲୀ, କହିଥିଲ, ଦିଅ, ନହେଲେ, ସରକାର, ସିଟ୍, ଛାଡ,
Sanghamitra Great politician....💪💪💪
Sanghamitra great politician 🎉
Sanghamitra is not politician
Right Madam ଠିକ୍ କଥା କହିଛନ୍ତି sc st student's ମାନଙ୍କ reservation କମୁଛି
42:25
ବିଜେଡି ର, ବିଜୁ ପକ୍କାଘର କୋଉଠି ହେଇଛି, ହାରାମି ବିଜେଡି ଦଳ କୋରନାରୋଗ
ଏ ତେଜେଶ୍ୱର୍ ପରିଡ଼ା ବହୁତ ଚାଲାକ୍ ପଚରା ଯାଉଛି କିଛି ଉତ୍ତର ଦେଉଛନ୍ତି ଆଉ କିଛି, ଖାଲି କେଁ କେଁ ଉତ୍ତର ଠିକ୍ ଠିକ୍ ଦଉନ
ସାଙ୍ଗ ମିତ୍ରା ଭଉଣୀ ପୁରା ରାଇଟ କଥା କୋହୁଛନ୍ତି
ବିଜେଡି ଗେଣ୍ଡାଦଳ ହଟାଅ ।ନହେଲେ ପରେ ସବୁ ପସ୍ତେଇବ ।
Jay bhim, jay constitutions, sanghamitra madam is great
ଵିଜେଡି ଏବଂ ବିଜେପି କେନ୍ଦ୍ର ରେ ଏକାଠି
ସବୁ ବଜାର ରେ ଗୋଟେ ଗୋଟେ ମଦ ଦୋକାନ ଏବେ ଅଛି
ମଦ ଦୋକାନ ଆଗରେ ଲେଖା ହେଇଛି alcohol injurious to health 😂
ଆକୁ ସରକାର ଖୋଲିଛନ୍ତି
😂😂😂😂😂
Sanghamitra 👩v v thanks 🙏god bless you
Love you kuli❤❤❤❤❤❤❤💯💯💯💯💯🎉🎉🎉🎉🎉💯🙈🙀adi adi sahrao❤😂😂🎉😢😢😮😅 super ❤❤❤
ସବୁତ କରିଛ 25 ବର୍ଷ ରେ ପୁଣି ମେଣ୍ଟ ପାଇଁ ତେଲ ମାରୁଥିଲ କାହିଁକି?
Murkh rhile rajnaitika phahida heba vote percent badhiba
Maximum 5 years jia bhala kama karina tanki vote diajiba
ମନ୍ଦିର ର କଥା ବହୁତ ବଡ଼ ନୁହଁ ଏ ମିଛ ତମେ ଯଦି ଚାଉଁଛନ୍ତି ତୋ ଭଲ ଇସ୍କୁଲ ଭଲ କରି ନାହିଁ
ସରକାର change ହେଲେ ଠିକ ଶାସନ ଚାଲିବ, ଠକିବା ପାଇଁ ଡରିବେ
Yes remove bjp from country
Kichhi change hebo nahi
ଭାଇ ମୁଁ ଯଦି ଭୋଟ ଦେବି କଂଗ୍ରେସ କୁ ହିଁ ଦେବି ବିଜେଡି ଭଲ କାମ କରୁଛି କିନ୍ତୁ କଣ କି ଏମାନେ ବିଜେପି ସପକ୍ଷ ରେ ରହିଛନ୍ତି ମୁଁ ମୋର ଭୋଟ କୁକୁର କୁ ଦେବି କିନ୍ତୁ ବିଜେପି କୁ ଦେବି ନାହିଁ ।।
ଦୟାକରି ବିଜେଡି କୁ ଭୋଟ୍ ଦିଅନ୍ତୁ ନାହିଁ
Sanghamitra sister ମୁଁ ତମର ବହୁତ ବଡ ସମର୍ଥକ,
Bjd aau bjp 2jana chora
Very very nice News jai jai ho congratulations sir
ଏ ଯାତ୍ରା ଭଲ ଲାଗୁଛି ସତ ହେଉଛି BJD BJP ଦୁଇ ଭାଈ ଖାଲି ନାଟକୀୟ ଢଙ୍ଗ ରେ ଅଭିନୟ କରି ହାସ୍ୟାସ୍ପଦ ହେବା କଥା
A
ଭାଇ ରେ କଂଗ୍ରେସ ସମୟ ରେ ସରପଞ୍ଚ ଟେ ହେଇଗଲେ ସେ କୋଟିପତି ହେଇ ଯାଉଥିଲା, କଂଗ୍ରେସ ମାନେ ସବୁ ଖାଇ ଯାଇଥିଲେ
Sangamitra. Great. Hero. Our. Oddisa
Right. Kahu6
Right
Heroine
Great hero nuhen bokad chodi
@@Gandharnaresh 👍
ବର୍ତମାନ ମାନ ପାଇଁ ଓଡିଶାରେ ବିଜେପି ଓ କେନ୍ଦ୍ର ରେ କଂଗ୍ରେସ 5ବର୍ଷ ଶାସନ କରିବା ଦରକାର.ନବୀନ ବାବୁକୁ 5ବର୍ଷ ରେଷ୍ଟ ଦିଅନ୍ତୁ.ତାହାହେଲେ.ଦେଶ ର ଅବସ୍ଥା ସୁଧାରିବ
ଗେଣ୍ଡା ଦଳ ଓଡ଼ିଶା ଲୋକଙ୍କ ପାଇଁ କାଳ
କୋରାପୁଟ ରେ ଶିକ୍ଷାର କି ଚାକିରି କୈଣସି ବ୍ୟବସ୍ତା ନାହିଁ କୋରାପୁଟର ପିଲାମାନେ ବାହାର ଜ଼ିଲ୍ଲା କୁ ପରୀକ୍ଷା ଦେବାପାଇଁ ଯାଉଛନ୍ତି l
ଆଗକୁ ଆସୁଥିବା ପିଢ଼ି ଜାଣିପାରିପାରିବେନି ଯେ govt. Primary school ବୋଲି ଗୋଟେ ଥିଲା, ଏଠି ଧନୀ ଛୁଆ କେବଳ ପାଠ ପଢିବେ, ଗରିବ ସବୁଦିନ ଗରିବ ହେଇକି ରହିବ
Primary school kukuraku roti phingila pari.
Kie kaila be 😂😂😂😂
4 ,5 ମାସ ପର୍ଯ୍ୟନ୍ତ ଟଙ୍କା ମିଳୁନି MGNREGA re କିମିତି ଦାଦନ୍ ଜିବେନି
Sangamitra madam bahuta bhala kahithibaru bahuta bahuta thanks . Kamakhyanagar, odisha ru
କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହୋଇଛି।
bjp bjd ଗୋଟିଏ ମୁଦ୍ରା ର 2ଟି ପାର୍ଶ୍ୱ ଷ୍ଟେଜ ରେ ଧାରା ଧରି ଦୁହେଁ ଏ କ ଏହି ଦୁଇ ଦଳ କେବେ ବି ରାଜ୍ୟ ର ଉନ୍ନତି କରି ନାହାନ୍ତି କେବଳ ନିଜ ଦଳ ର ଉନ୍ନତି କରିଛନ୍ତି ତେଣୁ ଏହି 2ଟି ଦଳକୁ ଏ ରାଜ୍ୟରୁ ହଟାଇବା ଦରକାର
Yogi Ji up re Kan karichi Kan nai dekha jaiki bjp Khali katha kahile hebana
ବିଜେପି, ବିଜେଡି ହେମାନେ ସବୁ ଚୁର ଦଳ, ନିଜର ଉନ୍ନତି ପାଇଁ ହିଁ କରନ୍ତି,
@@saratachandrakarjee1227congress chhadi BJD chora sarakar re samil heleni
Good
@@chandaneswarbarik-do5hmkn korichhi kuho???
ଧନ୍ୟବାଦ କନକ ନ୍ୟୁଜ
ଯେଉଁ ରାଜନୈତିକ ଦଳ ସରକାରୀ କ୍ଷମତାକୁ ଆସିବା ପରେ ନିଜ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିର ୫୦ ପ୍ରତିଶତ ପ୍ରତିଶ୍ରୁତି ପୂରଣ କରିପାରୁ ନାହାନ୍ତି ସେଇ ରାଜନୈତିକ ଦଳକୁ ପାଞ୍ଚ ବର୍ଷ ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ସମ୍ପୂର୍ଣ ବାରଣ କରିବା ଦରକାର।
ଭୋଟ ପୂର୍ବରୁ ଏମିତି debate ହେବା ଦରକାର, ଆଉ vote ପରେ ପ୍ରତି ମାସ ରେ ସବୁ ଗାଁ ରେ ଆଉ ସଂଘମିତ୍ରା madam ଙ୍କ ଭଳି ଯୁବ ପୀଢ଼ି debate ରେ ଆସିବା ଦରକାର
ଯଦି ପ୍ରକୃତରେ ଜଗନ୍ନାଥ ଥିବେ ଏଥର bjd ର ଦ୍ଵଂସ ହେଇଯିବ
ଯଦି ପ୍ରକୃତରେ ଜଗନ୍ନାଥ ନଥିବେ ଏଥର bjd କଂଗ୍ରେସ ନିଶ୍ଚୟ ଜିତିବ
Right kahielo bhai
Jaha b heu sabu drustiru dekhila belaku bjd dher kichhi karichi kahiba Kariba bahut tafat agnya BJP kichhi kala pari dekha jaunai
@@prakashkumarpradhan9685 Dadan pain subidha karichhi
କେବଳ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଲେ ଶିକ୍ଷା ର ବ୍ୟବସ୍ଥା ବଦଳିଯିବ ନାହିଁ ଆବଶ୍ୟକତା ଅନୁସାରେ ବିଦ୍ୟାଳୟରେ ପ୍ରଶିକ୍ଷଣ ନିଯୁକ୍ତି ଦିଆ ଯିବା ଦରକାର।
ବିଜେଡି କି ଵାଳ କାମ କରିଚଛି ଆରେ ଭାଇ ମୁଁ ନିଜେ ବି ଓଡ଼ିଆ ମିଡ଼ିଅମ ସ୍କୁଲ ରେ ପଢିଛି ସେତେ ବେଳେ ପୁରୁଣା ଘର ଥିଲା କିନ୍ତୁ ଭଲ ପଠା ପଢା ହେଉଥିଲା କିନ୍ତୁ ଏବେ ସେଇ ଘର ଉପରେ ରଙ୍ଗ ମରା ହୋଇଛି କିନ୍ତୁ ସେ teacher ମାନଙ୍କର ରିଟାଏଡ ଟାଇମେ ହୋଇଗଲା ସେମାନେ ଏବେ ଚାକିରୀ ଛାଡି ଦେଲେଣି ଏବେ ସ୍କୁଲରେ ପଠା ପଢ଼େଇବେ କିଏ, ଟିକେ ନିଜେ ଯାଇ ନିଜ ଅଖିରେ ଦେଖ
ଅଡ୍ରେସସ - କେନ୍ଦ୍ରାପଡା
ରାଜକନିକା, କୋଇଲିପୁର,
ସ୍କୁଲ - ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠ ଘରଭଞ୍ଜା କୋଲ୍ହା
ଆମର ବିଦ୍ୟାଳୟ ରେ ମଧ୍ୟ ସମାନ ଅବସ୍ଥା । ଆମେ BEO Office କୁ ଦୁଇ ଦୁଇ ଥର ଯାଇ ଛୁ । କିନ୍ତୁ ଶିକ୍ଷକ ପାଇଁ ପ୍ରତିଶୃତି ଦେଇ ଏପର୍ଯ୍ୟନ୍ତ କଥା କୁ କାର୍ଯ୍ୟରେ ପୂରଣ ହୋଇ ପାରିଲା ନାହିଁ ।।
ଇନ୍ଦରା ଗାନ୍ଧୀ ଜରୁରୀ କାଳୀନ ପଶିସ୍ଥିତିରେ କଣ କରିଥିଲେ। କେଜ୍ରିୱାଲ କଥା କାହିଁକି କହୁଛନ୍ତି. କଂଗ୍ରେସ ଯାହା କରିଛି ନକହିବା ଭଲ.
ଏମିତି ସ୍ଥାନରେ ନବୀନ ପଟ୍ଟନାୟକ,ଡାକନ୍ତୁ
Right
ସଂଘମିତ୍ରା କହିବୁ କି କଂଗ୍ରେସ ସମୟରେ କଣ ଧର୍ଷଣ ହେଉ ନ ଥିଲା
Odisha loot kereche bjd
Aaji date re bi govt hospital re paramedical staff bi nahanti ki doctor bi nahanti...... outsourcing re sabu kama chalichhi
Good voice sanghamitra
She is my sister
ସଙ୍ଘମିତ୍ରା ଆମର ଗରର୍ବ ନବିନ ପଟନାୟକ ଓଡିସା ପାଇଁ ନିନ୍ଦନୀୟ
ଜାହାକହନ୍ତି ତାହା କରନ୍ତି । ଯଥା ପଦ୍ମପୁର ଜିଲ୍ଲାର ଜଳନ୍ତା ଉଦାହରଣ ନବିନ ବାବୁ ।
Bjd ନୁହଁ bdj ତାମାନେ ପାଣିରେ ବୁଡିଜା
BJD ସରକାର ଅନେକ ଯୋଜନା କରିଛି ଯେ ଅନେକ ଆଶାରେ ରଖୁଛି ଓଡ଼ିଶାର ଲୋକକୁ ସୁବିଧା ନାହିଁ
Mam bjd ବାଲାକୁ ଟିକେ ପଚାରନ୍ତୁ କାଳିଆ ଯୋଜନା ପଇସା ବର୍ଷକୁ 10000ଦେବେ କହି ଏବେ କାହିଁକି ବର୍ଷକୁ 4000ଦେଉଛନ୍ତି
Maghia thare medical re padaa..
Then dekhibu 50000
BJD ଆପଣ କରଡ ପତି ହେଵେ ନେତା ବଠର ହେଵେ ଗରିଵ ଆମକୁ ଜାତୀୟ ପାର୍ଟୀ congress
ଜନତା ସବୁ ଜାଣୁଛନ୍ତି । ସେମାନେ ଠିକ୍ ନମ୍ବର ଦେବେ । ରାଷ୍ଟ୍ର ହିତରେ ଭୋଟ
Kn janichonti evm no hotile janota vote thik jagare podiboni
👍
କଂଗ୍ରେସ ଯଦି ଏତେ ଭଲ ତାହେଲେ ଜନତା କଣ ପାଇଁ ପାଦରେ ଆଡେଇ ଦେଉଛନ୍ତି କହିବେକି ମହିଳା ନେତ୍ରୀ
Feku pm modi hatao
Right bhai
ବିଶ୍ୱରଂଜନ ଭାଇ ଓ ସଂଘମିତ୍ରା ଯାହା କହୁଛନ୍ତି ଠିକ୍ କହୁଛନ୍ତି ଧନ୍ୟବାଦ୍ ଜଣାଉଛୁ
Well come Sanghamitra and Biswaranjan
ଏଇଟା ଠିକ୍ କଥା କହିଛ ଭାଇ mbbs doctor ନାହିଁ hospital
ଓଡିଶା ରେ ରହୁଛ ମାନେ ଓଡିଶା କଥା କୁହ।
ଆଛା 😂
ବିକାଶ କାହାର ହୋଇଛି ? କେବଳ ନେତା, ଦଲାଲ୍ ଏବଂ କର୍ପୋରେଟର ମାନଙ୍କର ବିକାଶ ହୋଇଛି ।
ସଂଘମିତ୍ରା ଭଲ କଥା ପଚାରି ଛନ୍ତି କିନ୍ତୁ ଉତ୍ତର ଠିକ ମିଳି ପାରିଲାନାହିଁ ଧନ୍ୟ ଆଜିର ରାଜ ନେତା ମାନଙ୍କୁ
Sabha last re sanghamitra madam thick katha kahichhanti.......👍👍👍👍
ଆଲୋଚନା ଉପଯୁକ୍ତ ତଥ୍ଯ ଆଧାରିତ ହେଉନାହିଁ । ଗପ କହି କାଦୁଅ ଫିଙ୍ଗା କାର୍ଯ୍ୟକ୍ରମ ଚାଲିଛି । ପ୍ରତ୍ୟେକ ନିଜ ନିଜକୁ justify କରିବାରେ ବ୍ୟସ୍ତ ।ସଂଘମିତ୍ରା ଭଉଣୀଙ୍କ ଯୁକ୍ତି ବହୁତ ଯୁକ୍ତିଯୁକ୍ତ ଓ ଗ୍ରହଣୀୟ । ଜୟ ଜଗନ୍ନାଥ, ... ... ... ...
ଏ ଇ bjd ନେତା ମାନେ ଗୁଟେ ଗୁଟେ chif minister. କେହି ବି state କି country ର develop କଥା ଚିନ୍ତା କରୁ ନାହାଁନ୍ତି ଖାଲି ଯୋଜନା କରୁଛନ୍ତି।bjd bjp ର କଥା କହୁଛି bjp BJD ର କଥା କହୁଛି ସାଧାରଣ ଜନତା ମରୁଛନ୍ତି।
ନବୀନବାବୁ ତ ରାଜ୍ୟସାରା ମଦୁଆ,ମୂର୍ଖ,ଅଳସୁଆ,କଲେ
ରାଜ୍ୟର ଆଉ ଭଳକୋଉଠୀକଲେ?
Same madam mu bi eka mata bjp paie se kahi le but COVID re desara kan loss Jani chanti taa
Baki bjd ta mark 0 dele thik achi 25baesa pare bi 50% adhika outside state kama Kari Baku jau chanti
Bky କାଡରେ ଟେଷ୍ଟେ କରାଯାଉନି କାହିଁକି ମେଡିକାଲରେ ହଇରାଣ କରୁଛନ୍ତି
ସଂଗମିତ୍ର ଭଉଣୀ ଆଗେବଡ ହାମ୍ ତୁମା ରେ ସାହେ ଇଁନ୍ କିଲବ୍ ଜୀନ୍ଧା ବାଦ୍
ଜୟ ଭୀମ ଜୟ ମୂଳନି ବାସି
ଭର୍ତମାନ ଭାରତ ସରକାର ଏବଂ ଓଡିଶା ସାରାକର ଟଙ୍କା ଦେଇ କିଣୁଛନ୍ତି 🙏🙏
ଆଜିର ବିତର୍କରେ ବିଜେଡି ଓ ବିଜେପି ନେତା ମାନେ ଅନେକ କଥା କହୁ ଛନ୍ତି
ଅନ୍ୟ ମାନଙ୍କୁ କହି ବାହୁ ଦେଉ ନାହାନ୍ତି
ସେମାନେ କାହାର କଥା ଶୁଣିବାକୁ ନାରାଜ।
ସଂଘମିତ୍ରା ଙ୍କୁ କହି ବାକୁ ସୁବିଧା ଦିଆଯାଉ
ନାହିଁ। ଉଭୟ ସରକାର୍ ଙ୍କୁ ହଟାଇବା ଦରକାର ଧନ୍ୟବାଦ ଶ୍ରୀ ରତନ ମାଝୀ ଉପ ସଭାପତି ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ନବରଙ୍ଗପୁର
କଂଗ୍ରେସ
Madam bahuta sunder and right katha
ଜଣେ. ରୋଗୀର private Hospital କାର୍ଡ ରୁ ମନ ଇଚ୍ଛା ଟଙ୍କା କାଟୁଛନ୍ତି ଅଧା ଟଙ୍କା ବିଜେଡି ସରକାର ଚାନ୍ଦା ନେଉଛନ୍ତି.
Tu maghia kete net cash deiki medical jauthibu 😂😂😂😂
Sabu prakar test au medicine free nai vai pay kribaku pduchi
ପାଞ୍ଚ ବର୍ଷକୁ ଥରେ ସରକାର୍ କୁ ବଦଳିଲେ ସବୁ ଠିକ୍ ଥିବ
ଗ୍ରୀନ କାର୍ଡ ଧାରୀ ମାଆ ମାନ ଙ୍କ ପାଇଁ କଣ କରିଛନ୍ତି ଆଗାମୀ ଦିବେଟ ରେ ନିଶ୍ଚିତ ଭାବରେ ପ୍ରଶ୍ନ ରଖିବେ ଏ ଇ ନେତା ମାନଙ୍କୁ ଆଙ୍କର ସାର 🙏🙏🙏🙏
Jay shree ram
Jay ho Modi sarkar.Again it should come
BJD କହିଥିଲା ଇଲେକ୍ସନ ପୂର୍ବରୁ ୪୦ ହଜାର ପ୍ରାଥମିକ ଶିକ୍ଷକ ପୂରଣ ହବ। ୪ ଜଣ ବି ପାଇଲେ ନାହିଁ 😂
Yes Medom Very Very Right speech Medom go ahead and all odisha support Medom ❤❤❤❤and my village re kalia yojana 20% Laka poinahati sir odisha re dadan sakiri deusanti sir
Private re jadi patient bhala hei paruchhi sia kn pai government medical re kn bhala hei paribeni
Sabu gapa.....Odisha re 5ti bikasa heichi. No.1. Mada Bepara badhichi....No.2. Ganjei bepara bhadichi.....No.3. Mines khola heijaichi......No.4. Chasi hatasha....No.5. Ajibi Odisha Asmita Bandha padichi....yehin. ama bikas aau 5T
😂😂😂😂😂