ଜାତି ଜନ୍ମରୁ ନାଁ କର୍ମରୁ ? | କଳିଯୁଗ | Kaliyuga | EP 12 | 17th July 2022 | Prarthana

แชร์
ฝัง
  • เผยแพร่เมื่อ 24 ก.ค. 2022
  • ଜାତି ଜନ୍ମରୁ ନାଁ କର୍ମରୁ ?
    ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ଅନେକ ଚିନ୍ତା ,ଚେତନା ଆଉ ସମ୍ଭାବନା କୁ ନେଇ ପ୍ରାର୍ଥନାର ଏକ ଭିନ୍ନ ସ୍ୱାଦର କାର୍ଯ୍ୟକ୍ରମ ''କଳିଯୁଗ'', ପ୍ରତ୍ୟେକ ରବିବାର ରାତି ୯ ଟା୩୦ରେ କେବଳ#PrarthanaTv #TarangPlus ରେ |
    #Kaliyuga
    #PrarthanaTv
    #TarangPlus
    Prarthana TV is the number one Devotional TV channel in Odisha.
    SUBSCRIBE to Prarthana channel for more Odia Devotional content and Song
    / prarthanatv
    Like us on Facebook
    / prarthanatv
    Circle on G+
    plus.google.com/u/5/+PrarthanaTV
    Visit our website for further details: www.prarthanatv.in
  • บันเทิง

ความคิดเห็น • 2K

  • @jagannathdas4659
    @jagannathdas4659 ปีที่แล้ว +28

    ମତେ ବହୁତ୍ ଖୁସି ଲାଗିଲା କମେଟ୍ ଦେଖି ବିରେନ୍ଦ୍ର ପଣ୍ଡା ଭଳି ଜ୍ଞାନୀ ଲୋକଙ୍କୁ ସପୋଟ କରିଥିବାରୁ
    ତାଙ୍କ ଚିନ୍ତା ଧାରା ବହୁତ୍ ଉଚ୍ଚକୋଟୀର ଗୁରୁଜୀ ଙ୍କୁ ମୋର ବହୁତ ବହୁତ୍ ଧନ୍ୟ ବାଦ ଏବଂ ମୋ ତର ଫରୁ ଆପଣଙ୍କୁ ପ୍ରଣାମ🙏🙏🙏 ଜୟ ଜଗନ୍ନାଥ

  • @jeebanbarik5819
    @jeebanbarik5819 2 ปีที่แล้ว +41

    ଆଜି ସନାତନ ଧର୍ମ ଯଦି ନଷ୍ଟ ହେଇଚି କେବଳ ଏଇ ବ୍ରାହ୍ମଣ ଙ୍କ ପାଇଁ।

    • @alekhkumarpanda7999
      @alekhkumarpanda7999 2 ปีที่แล้ว +2

      ଆପଣ ନିଜକୁ କଣ ଭାବୁଛନ୍ତି ବ୍ରାହ୍ମଣ ମାନଙ୍କୁ ଏପରି କଥା କେହୁ ଛନ୍ତି

    • @akashkumar76810
      @akashkumar76810 2 ปีที่แล้ว +2

      Right katha

    • @akashkumar76810
      @akashkumar76810 2 ปีที่แล้ว +2

      ସତ କହିଲେ

    • @nilakanthabhuyan2032
      @nilakanthabhuyan2032 ปีที่แล้ว +4

      @@alekhkumarpanda7999 ଆପଣ ଜଣେ ଅହଙ୍କାରୀ ଅଟନ୍ତି

    • @sibaramdas2038
      @sibaramdas2038 7 ชั่วโมงที่ผ่านมา

      Right katha

  • @sushantapadhan6072
    @sushantapadhan6072 ปีที่แล้ว +50

    ପଣ୍ଡିତ ବିରେନ୍ଦ୍ର ପଣ୍ଡା ଙ୍କ ଯୁକ୍ତି ଅତି ସୁନ୍ଦର। ପ୍ରକୃତ କଥା ବସ୍ତୁ ଉପସ୍ଥାପନ କରିଛନ୍ତି। ହୃଦୟ କୁ ସ୍ପର୍ଶ କରିଲା। ପ୍ରାମାଣିକ ତଥ୍ୟ ସହ ଅବଗତ କରାଇଛନ୍ତି।

  • @karunadeep9758
    @karunadeep9758 ปีที่แล้ว +61

    Thanks Birendra Panda sir, ଆପଣଙ୍କ ଭଲିଆ ସମସ୍ତ ବ୍ରାହ୍ମଣ ମାନେ ଯଦି ଚିନ୍ତା କରିବେ ତେବେ ଏଦୁନିଆର ସମାଜ କୁ ଉନ୍ନତି କରିବାରେ କେହି ରୋକିପାରିବେ ନାହିଁ🙏🙏

    • @anilpradhan9567
      @anilpradhan9567 9 หลายเดือนก่อน +1

      Brahma kichhi kariparibeni 😡

    • @merabikesking47
      @merabikesking47 4 หลายเดือนก่อน

      Karuna deep bhai ..bhul katha kahuchanti kaha jati ku nei konasi katha kahiba bhul bhai

  • @pifacts22
    @pifacts22 ปีที่แล้ว +72

    ବିରେନ୍ଦ୍ର ପଣ୍ଡା ଆଜ୍ଞା ଙ୍କୁ ସାଦର ନମସ୍ତେ ।
    ଯୁକ୍ତି ପୂର୍ଣ୍ଣ ଉପସ୍ଥାପନା କରୁଛନ୍ତି 🙏🙏🙏💐

    • @sankarprasadpanda3095
      @sankarprasadpanda3095 ปีที่แล้ว

      ଧାନ ବୁଣିଲେ କେବଳ ଧାନ ପାଇବା ।କିନ୍ତୁ 1001 ଧାନ ବୁଣିଲେ 1014 ଧାନ ପାଇବା କି?

  • @gopogobindamalik6304
    @gopogobindamalik6304 ปีที่แล้ว +45

    ଓମ୍, ପଣ୍ଡିତ ବିରେନ୍ଦ୍ର ପଣ୍ଡା ମହୋଦୟ ଙ୍କୁ ଆନ୍ତରିକ ନମନ, କର୍ମ ଅନୁସାରେ ଜାତି ଠିକ୍।

  • @surendranath4516
    @surendranath4516 ปีที่แล้ว +60

    ଜାତି ବାଦ ଉଠେଇ ଦିଆ ଯାଇଛି ସମସ୍ତ ଙ୍କୁ ସମାନ ଅଧିକାର ଦେଇ ସଂରକ୍ଷଣ ଉଠାଇ ପ୍ରକୃତ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆ ଯାଉ ସମସ୍ତେ ମନ୍ଦିରରେ ପ୍ରବେଶ ଅଧିକାର ଦେବା ଦରକାର,

    • @ashokkumarnayak3300
      @ashokkumarnayak3300 ปีที่แล้ว +5

      କେବେ ଉଠିଲା? ଜାତିଭେଦ,ଭଳି ଅମାନବୀୟ ପ୍ରଥା ବନ୍ଦ ହେବା ଦରକାର।। ତାପରେ ସଂରକ୍ଷଣ ସମାନତା ମନ୍ଦିର ରେ ବି ସମସ୍ତ ଙ୍କ ଅଧିକାର ରହିବା ଦରକାର ।।

    • @tularamdeep4398
      @tularamdeep4398 ปีที่แล้ว

      Mandir Ku jibanahi....karan tame Sudra hua.

    • @sugyanisabar4209
      @sugyanisabar4209 ปีที่แล้ว

      @@ashokkumarnayak3300 you are ki kiiiiooop

    • @sugyanisabar4209
      @sugyanisabar4209 ปีที่แล้ว

      @@ashokkumarnayak3300 pgcvgh

    • @sugyanisabar4209
      @sugyanisabar4209 ปีที่แล้ว

      @@ashokkumarnayak3300 uh bj hi 8

  • @Studyglow763
    @Studyglow763 ปีที่แล้ว +12

    ବୀରେନ୍ଦ୍ର ସାର 🙏🏻🙏🏻ଆପଣଙ୍କ ଚିନ୍ତାଧାରା ବହୁତ ବଢିଆ ଲାଗଲା ଧନ୍ୟବାଦ ସାର... ଆପଣଙ୍କ ଭଳି ଲୋକ ଦରକାର... ଏମାନେ କେହି ବ୍ରାହ୍ମଣ ନୁହେଁ ସାର... ଏମାନେ ଶୁଦ୍ର ହେବା କଥା..

  • @sirdharpatra4907
    @sirdharpatra4907 ปีที่แล้ว +107

    ପଣ୍ଡିତ ବୀରେନ୍ଦ୍ର ପଣ୍ଡା ଙ୍କ କଥା ପୁରା ଯୁକ୍ତି ଯୁକ୍ତ 👍👍👍👍👍ମଣିଷ 2ଟି ଜାତି ନାରୀ ପୁରୁଷ 👌👌👌👌👌👌🙏🙏🙏🙏

    • @anuwarabagam1724
      @anuwarabagam1724 ปีที่แล้ว +2

      Right ✅✅

    • @hariharapanigrahy
      @hariharapanigrahy ปีที่แล้ว

      ରାବଣ ସବୁ ପ୍ରକାର ଅନତି କରିବା ସତ୍ତ୍ବେ ବ୍ରାହ୍ମଣ ହଁ ଥିଲା।

    • @sumanpanda5637
      @sumanpanda5637 ปีที่แล้ว +1

      ପୁରା ଠିକ 👍

    • @mr.dbrother2016
      @mr.dbrother2016 ปีที่แล้ว +1

      Sorry SP Sri କର୍ମ is right 👍

    • @pramodkandi9324
      @pramodkandi9324 ปีที่แล้ว

      @@sumanpanda5637 to

  • @dibakarmalik9597
    @dibakarmalik9597 ปีที่แล้ว +188

    ଧନ୍ୟବାଦ ବୀରେନ୍ଦ୍ର ପଣ୍ଡା ସାର ମହୋଦୟ ଓ ଅନ୍ୟ ସମସ୍ତ ଅଂଶ ଗ୍ରହଣ କରିଥିବା ଜ୍ଞାନୀ ପଣ୍ଡିତମଣ୍ଡଳୀଙ୍କୁ! ତେଣୁ ଆମ୍ଭେମାନେ ସମସ୍ତେ ସମାନ ହେବା ଉଚିତ! ଜାତିପ୍ରଥା ସମ୍ପୂର୍ଣ ଉଠିଯାଉ! 🙏🙏

    • @jitendrajena4768
      @jitendrajena4768 ปีที่แล้ว +5

      Jatipratha pain dharam ra khyati houchi ,ahi Nirala satya ku tathakathita thikadar mane grahana karunahanti.

    • @jitendrajena4768
      @jitendrajena4768 ปีที่แล้ว +6

      Panda sir nka chintadhara samaj sudharak bichardhra bhali laguchi

    • @Satya_prabhu
      @Satya_prabhu ปีที่แล้ว +2

      ଜାତିର ଆବଶ୍ୟକ ଅଛି

    • @santabari9574
      @santabari9574 ปีที่แล้ว

      @@Satya_prabhu Yes sir

    • @Satya_prabhu
      @Satya_prabhu ปีที่แล้ว +1

      @@santabari9574 କିପରି ?

  • @kaliakanhubehera2353
    @kaliakanhubehera2353 ปีที่แล้ว +39

    ବିରେନ୍ଦ୍ର ପଣ୍ଡା ମହୋଦୟ ଙ୍କ କଥା ହିଁ ଯୁକ୍ତି ଯୁକ୍ତ ଓ ଗ୍ରହଣୀୟ ଯାହା କି ସମାଜ ର ମଙ୍ଗଳ ଓ ଉନ୍ନତି ପାଇଁ ଆବଶ୍ୟକ । ସମସ୍ତେ ଆଲୋଚନା ରେ ଅଂଶ ଗ୍ରହଣ କରିଥିବାରୁ ଧନ୍ୟବାଦ ।

  • @hrushikeshpatra6779
    @hrushikeshpatra6779 ปีที่แล้ว +23

    ମଣିଷ ଜାତି ହିଁ ଏକ ଜାତି l ବିରେନ୍ଦ୍ର ପଣ୍ଡାଙ୍କ ଆଲୋଚନା ଭଲ ଲାଗିଲା l

  • @sureshharpal984
    @sureshharpal984 ปีที่แล้ว +60

    ବୀରେନ୍ଦ୍ର ବହୁତ ବହୁତ ଭଲରେ ବୁଝାଉଛନ୍ତି ମୂର୍ଖ ପଣ୍ଡିତ ମାନେ ବୁଝୁନାହାନ୍ତି ମଣିଷ ମାନେ ମଣିଷ ପଶୁ ମାନେ ପଶୁ l ମୋ ଜାତି ବଡ ମୁ ପଣ୍ଡିତ ଏହା ଚାଲାକି ଏବଂ ଅହଂକାର ଏଲୋକ ପର ସମ୍ପତି ଠକି ଖାଏ
    ଜୟ ଭୀମ

  • @narayanadash1784
    @narayanadash1784 ปีที่แล้ว +63

    ବୀରେନ୍ଦ୍ର କୁମାର ପଣ୍ଡା ଜଣେ ବହୁତ୍ ଭଲ ମଣିଷ ଟିଏ ବେଦ କୁ ଭଲ ଭାବରେ ବୁଝିଚନ୍ତି ବହୁତ ବହୁତ ଧନ୍ୟବାଦ ଜଣାଉଛି ହୂର୍ଦ୍ୟ ୟର ସହିତ ଜୟ ଜଗନ୍ନାଥ

  • @arnav2529
    @arnav2529 ปีที่แล้ว +30

    ବିବାହ କଲା ବେଳେ ଖୋଜୁଛ ଜାତି ରକ୍ତ ନେଲା ବେଳେ ଜାତି ଖୋଜୁଛ, ନା ନାହିଁ

  • @kabitamalik3851
    @kabitamalik3851 ปีที่แล้ว +20

    ବିରେନ୍ଦ୍ର ପଣ୍ଡା ମହୋଦୟଙ୍କ ଆଦର୍ଶ ମତାମତ ପାଇଁ ହୃଦୟରୁ କୋଟି ପ୍ରଣାମ ଜଣାଉଛି।

  • @surendratandi447
    @surendratandi447 ปีที่แล้ว +89

    ବୀରେନ୍ଦ୍ର ପଣ୍ଡା ମହାଶୟ 100% ଠିକ କଥା କହିଆଛନ୍ତି ଓ ତାଙ୍କ ଦୃଷ୍ଟି କୋଣ ଉତ୍ତମ ଅଟେ
    ଧନ୍ୟବାଦ ସାର

    • @prabodhachandrapradhan
      @prabodhachandrapradhan ปีที่แล้ว

      Ok

    • @trnceastion6527
      @trnceastion6527 ปีที่แล้ว +1

      God Jagannath not create caste,
      Create human being.. Jadi jati thanta
      Duru dekhille janihuanta

    • @AnilRout-zt6jn
      @AnilRout-zt6jn 3 หลายเดือนก่อน

      ",
      ​@@trnceastion6527

    • @BasantiNaik-yw3jv
      @BasantiNaik-yw3jv 3 หลายเดือนก่อน

      To​@@trnceastion6527p😅😅😅😮😅😅
      But

  • @pappyjena191
    @pappyjena191 ปีที่แล้ว +40

    ବିରେନ୍ଦ୍ର ସାର୍ ଯୁକ୍ତି ଯୁକ୍ତ କଥା କହିଛନ୍ତି।
    ବୁଝିବା ଲୋକେ ଠିକ୍ ବୁଝିବେ ନବୁଝିବା ଲୋକ ମିଛରେ ଯୁକ୍ତି ବଡାଇବେ।
    Thank you Virendra sir God bless you..

    • @atomyupdate4524
      @atomyupdate4524 ปีที่แล้ว

      Birendra sir Geeta ra tathya anusare kahuchhanti.....baki Anya Mananku Geeta ra Gyan nahi

  • @mallick7473
    @mallick7473 ปีที่แล้ว +17

    ଧନ୍ୟବାଦ ବୀରେନ୍ଦ୍ର ପଣ୍ଡା sir ଆପଣଙ୍କୁ ହୃଦୟରୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏

  • @harekrushnakharsel1010
    @harekrushnakharsel1010 ปีที่แล้ว +10

    ପଣ୍ଡା ସାର ଙ୍କ ଅଭିଜ୍ଞତା ଯାହା ଅଛି , ଏମିତି ଗୁରୁ ଜନଙ୍କୁ ଶତକୋଟି ପ୍ରଣାମ, ତାଙ୍କର ଉପଦେଶ କୁ ବୁଝିପାରି କାମ ରେ ଲଗାଇଲେ ପ୍ରକ୍ରୃତରେ ଶାନ୍ତି ଫେରି ଆସନ୍ତା। "ଜୟ ଜଗନ୍ନାଥ"

  • @mukundasahoo1319
    @mukundasahoo1319 ปีที่แล้ว +20

    ବିରେନ୍ଦ୍ର ପଣ୍ଡା ମହୋଦୟ ଉଚିତ୍ ଯୁକ୍ତି ବାଢ଼ିଛନ୍ତି।

  • @SIPULIMAVLOG
    @SIPULIMAVLOG 2 ปีที่แล้ว +25

    କାଳିଆ ପାଖରେ ନାହିଁ ଲୋ ଜାତି ଅଜାତି

  • @pramodkumarnayak8191
    @pramodkumarnayak8191 9 หลายเดือนก่อน +9

    ବୀରେନ୍ଦ୍ର ପଣ୍ଡା ମୋହାଦୟ. ଆପଣଙ୍କୁ ଶତକୋଟି ପ୍ରଣାମ 🙏🙏🙏

  • @ramaicharanadash9745
    @ramaicharanadash9745 ปีที่แล้ว +12

    ବୀରେନ୍ଦ୍ର ପଣ୍ଡା ମହାଶୟ ଙ୍କର ଯୁକ୍ତି ପ୍ରକୃତରେ ଅତି ସୁନ୍ଦର 🙏🙏🙏

  • @bubunibubuni8166
    @bubunibubuni8166 2 ปีที่แล้ว +73

    ପଣ୍ଡିତ ବିରେନ୍ଦ୍ର ପଣ୍ଡା 🙏🙏 ମହାନ

    • @momastyelrosei245
      @momastyelrosei245 ปีที่แล้ว +1

      Write panda sir

    • @dukhidhandurga5929
      @dukhidhandurga5929 ปีที่แล้ว +1

      Jadi jane baman alaga jatira ledias sahita sari rika sampark rakhe ao pegnet heigala janma heigala taha hele se keo jati heba
      Kuhantu baman heba na ao

  • @rajkishorrbehera7848
    @rajkishorrbehera7848 ปีที่แล้ว +66

    ବୀରେନ୍ଦ୍ର ପଣ୍ଡା ଙ୍କ ଭଳି ଯଦି ସମସ୍ତେ ହେତୁବାଦୀ ହେଇ ପାରିବେ ତା ହେଲେ ହିନ୍ଦୁ ଧର୍ମ ଖଣ୍ଡ ବିଖଣ୍ଡିତ ହେବ ନାହିଁ ତେଣୁ ପ୍ରତେକ ବ୍ୟକ୍ତିଙ୍କ ଚିନ୍ତାଧାରା ବୀରେନ୍ଦ୍ର ସାର ଙ୍କ ପରି ହଵା ଦରକାର 🙏🙏🙏🙏🙏

    • @sibaninaik8170
      @sibaninaik8170 5 หลายเดือนก่อน +1

      ନିହାତି ଭାଇ ସପୋଟ କର ପ୍ଲଜ଼ 🙏

    • @mygeetaknowledge4965
      @mygeetaknowledge4965 3 หลายเดือนก่อน

      Eaha hi heba

  • @creater2626
    @creater2626 ปีที่แล้ว +10

    ବିରେନ୍ଦ୍ର କୁମାର ପଣ୍ଡା sir ହେଉଛନ୍ତି ଜଣେ ଜ୍ଞାନୀ ମଣିଷ , ବାକି ସବୁ ତିନି ତୁଣ୍ଡରେ ଛେଳି କୁକୁର ....❤❤❤

  • @malayabastia1635
    @malayabastia1635 ปีที่แล้ว +7

    ବୀରେନ୍ଦ୍ର ସାର ଆପଣଙ୍କୁ ଧନ୍ୟବାଦ

  • @udayalima9094
    @udayalima9094 ปีที่แล้ว +20

    ବହୁତ ସୁନ୍ଦର ଉପସ୍ଥାପନା ବୀରେନ୍ଦ୍ର ପଣ୍ଡା ମହାଶୟଙ୍କ ବାଣୀ. ତାଙ୍କର ସବୁ ପ୍ରବଚନ ସତ୍ଯ ଯଥାର୍ଥ ଏମିତି ପଣ୍ଡିତ ମାନେ କ୍ବଚିତ ପ୍ରଣାମ ଗୁରୁ ଜୀ ଜୟ ଜଗନ୍ନାଥ🙏

  • @prabinakumaracharya7842
    @prabinakumaracharya7842 2 ปีที่แล้ว +49

    Birendra panda, you are great 👍

  • @parsuramn424
    @parsuramn424 ปีที่แล้ว +8

    😊ମୁଁ ଜ୍ଞାନରେ ବ୍ରାହ୍ମଣ, ଯୁଦ୍ଧରେ କ୍ଷେତ୍ରୀୟ, ଉପର୍ଜନରେ ବୈଷ୍ୟ ଓ ସେବାରେ ଶୁଦ୍ର ମନେକରେ।⛳

  • @MULNIVASIKRANTI
    @MULNIVASIKRANTI ปีที่แล้ว +14

    ଆମକୁ ଜାତୀ ହିଁ ଦରକାର ନାହିଁ ନା ଜନ୍ମରୁ ନା କର୍ମରୁ।

  • @pravakarbehera4612
    @pravakarbehera4612 2 ปีที่แล้ว +31

    Birendra Panda sir.your opinion is correct

  • @premrajkuanr85
    @premrajkuanr85 ปีที่แล้ว +41

    ବୀରେନ୍ଦ୍ର ପଣ୍ଡା ଙ୍କ ଯୁକ୍ତି ସତ୍ୟ ଉପରେ ଆଧାରିତ 🙏🙏🙏

  • @sangitanayak7152
    @sangitanayak7152 ปีที่แล้ว +7

    Birendra sir really apanka pari loka bahut bahut darkar🙏🙏🙏🙏🙏🙏

  • @niyatipatel5740
    @niyatipatel5740 ปีที่แล้ว +3

    Dr Birandra Panda is right, really he has read actual sastra

  • @bichitramallick2446
    @bichitramallick2446 2 ปีที่แล้ว +41

    Birendra panda is always right

  • @amulyacharansethy5159
    @amulyacharansethy5159 ปีที่แล้ว +86

    ବୀରେନ୍ଦ୍ର ପଣ୍ଡା ଙ୍କୁ ଶତ କୋଟି ନମନ

  • @jalandharnaik-ws6in
    @jalandharnaik-ws6in ปีที่แล้ว +10

    ବିରେନ୍ଦ୍ର ପଣ୍ଡା ସାରଙ୍କ ଉତ୍ତର ହୃଦୟ ସ୍ପର୍ଶି,🙏🙏🙏

  • @fitforlifeofficial6597
    @fitforlifeofficial6597 ปีที่แล้ว +25

    Birendra sir is a great scholar, such a great revolutionary.....I appreciate his wisdom 🙏

  • @sitakantamishra47
    @sitakantamishra47 ปีที่แล้ว +24

    ଗୁରୂଜୀ ବିରେନ୍ଦ୍ର ପଣ୍ଡା ମହୋଦୟ ଚିର ନମସ୍ଯ ତାଙ୍କ ଶୀଲ କଥା ଏବଂ ଯୁକ୍ତି ଯୂକ୍ତ କଥା ପାଇଁ ।।🙏🏻🙏🏻🙏🏻🙏🏻

  • @dipusahu5658
    @dipusahu5658 2 ปีที่แล้ว +27

    Birendra panda is right

  • @srbsom5776
    @srbsom5776 3 หลายเดือนก่อน +7

    ଆମର ଲକ୍ଷ୍ୟ ହିନ୍ଦୁ ରାଷ୍ଟ୍ର ଘୋଷଣା ହେଉ 🙏🚩ଆମେ ସମସ୍ତେ ସନାତନୀ 🙏

    • @bjayaraj6046
      @bjayaraj6046 3 หลายเดือนก่อน

      Kan tuma manku

  • @biswahuo2030
    @biswahuo2030 ปีที่แล้ว +5

    best conversation birendra sir

  • @asishkumarprustyjitu9987
    @asishkumarprustyjitu9987 ปีที่แล้ว +37

    ବୀରେନ୍ଦ୍ର ପଣ୍ଡା ମହୋଦୟ 🙏ଓ💯%✅️ କଥା କହିଛନ୍ତି

  • @laximkumar3874
    @laximkumar3874 ปีที่แล้ว +17

    ଧନ୍ୟବାଦ,ପଣ୍ଡା ମହୋଦୟ ନମସ୍ତେ।

  • @ajaykumarmohanty-gv6us
    @ajaykumarmohanty-gv6us ปีที่แล้ว +6

    All are equal ❤

  • @saradabehera9369
    @saradabehera9369 ปีที่แล้ว +7

    ବିରେନ୍ଦେ ପଣ୍ଡା ସାରା ଠିକ୍ କହିଛନ୍ତି....

  • @anusuyakar4805
    @anusuyakar4805 ปีที่แล้ว +27

    Panda sir you are right

  • @ashokkumarnayak3300
    @ashokkumarnayak3300 ปีที่แล้ว +26

    ଏଠି ତ ସବୁ ବ୍ରାହ୍ମଣ , ମନୁ ଭକ୍ତ ଏମାନେ ମନୁସ୍ମୃତି କଥା କହିବେ , ଜାତି ପ୍ରଥା ଉଠିଯାଉ ବୋଲି କହୁନାହାନ୍ତି କ'ଣ ପାଇଁ ।। ମଣିଷ ହେଉଛି ଶ୍ରେଷ୍ଠ ଜାତି ।। Caste, barna system should be abolished.. ଏ Anchor ସେଶରେ କହୁଛନ୍ତି ଜାତି ଉଠିଯାଉ ,କହିଲେ ତ ହବନି ଆନ୍ଦୋଳନ କେତେ କରୁଛନ୍ତି ।।। ଏଠି ସବୁ ଜାତି ବାଦୀ ଲୋକ ।। ଜୟ ମାନବ ଧର୍ମ,ମାନବ ଜାତି ।

    • @Skgbul470
      @Skgbul470 ปีที่แล้ว

      ରାଜାଙ୍କର ଦୁଇଟା ପୁଅ ଦୁଇ ଜଣଙ୍କର
      ଅଲଗା ଅଲଗା ବୁଦ୍ଧି ଚରିତ୍ର , ସାନ ପୁଅର ବୁଦ୍ଧି ଗୁଣ ବଡ଼ ପୁଅ ଅପେକ୍ଷା ଯଥେଷ୍ଟ ଅଧିକ
      ଥିଲେ ବି ବଡ଼ ପୁଅ ରାଜାଙ୍କ ପରେ ରାଜ ଅଭିଷେକ ରେ ସୁଯୋଗ ମିଲୁ ଛି କେମିତି ଦୟା କରି ବିରେନ୍ଦ୍ର ପଣ୍ଡା ମହଦୟ କୁ ଅନୁରୋଧ କରିବି ଏହାର ସ୍ପଟି କରଣ କରିବେ,b

  • @krupanidhiparaja2071
    @krupanidhiparaja2071 ปีที่แล้ว +2

    Birendra sir absolutely right, you are a agreat advancer very very nice sir 🙏🙏🙏 Jay Jagannath 🙏🙏🙏

  • @subashnayak4611
    @subashnayak4611 ปีที่แล้ว +3

    Birendra sir... Always best ❤

  • @ramakantatripathy3306
    @ramakantatripathy3306 ปีที่แล้ว +55

    ପଣ୍ଡା ବାବୁ ଙ୍କ ମତରେ ଯେ କେହି ବି ସଂସ୍କାରିତ ହୋଈ ବ୍ରାହ୍ମଣ ହୋଈ ପାରିବେ

    • @gobindachandrasatapathy4685
      @gobindachandrasatapathy4685 ปีที่แล้ว +2

      ଧର୍ମ ର ସମ୍ବିଧାନ, ଚାରିଧାମ ଶଙ୍କର୍ଚ୍ଚାର୍ଯ୍ୟ ବୋଲି କିଛି ରହିବନାହିଁ, ବିଧର୍ମୀ ମାନଙ୍କର ଆକ୍ରମଣ ରେ ଧର୍ମ ଲୋପ ପାଇଯିବ, ପ୍ରତେକ ଧର୍ମ ର ସମ୍ବିଧାନ ଅଛି, ଏ ଧର୍ମ ର ମୂଳ କୁ ନଯାଇ ପଣ୍ଡା ବାବୁ ଆଧୁନିକ ମତ ଦେବା ମୁ ଠିକ ମନେ କରୁନାହିଁ, ଜୟ ଜଗନ୍ନାଥ

    • @jitendrajena4768
      @jitendrajena4768 ปีที่แล้ว

      Sir sanskarita hela pare brahman hoi na pare sata bt brahman sadrusa hoi pariba ta

    • @cutegirllipsha2476
      @cutegirllipsha2476 ปีที่แล้ว

      @@gobindachandrasatapathy4685 balata janichu panda sar TQ kahuchanti

    • @brahmanandamaharana2254
      @brahmanandamaharana2254 ปีที่แล้ว

      ବ୍ରହ୍ମ ମାନେ କଣ
      ମନ୍ଦିର ର ପୂଜା ପାଇଁ ବ୍ରାହ୍ମଣ ଦରକାର କଣ ପାଇଁ।

    • @ancientindianmathematicsan1208
      @ancientindianmathematicsan1208 ปีที่แล้ว

      @@gobindachandrasatapathy4685 କଣ ଧାର୍ମିକ ସମ୍ବିଧାନ ଅଛି?

  • @mrnehurmajhi2574
    @mrnehurmajhi2574 ปีที่แล้ว +14

    ବ୍ରାହ୍ମଣ ମାନଙ୍କ ଦ୍ୱାରା କାଳ୍ପନିକ ଧର୍ମ... ହିନ୍ଦୁ ଧର୍ମ.... ଦଳିତ ମାନଂକୁ ଗୁଲାମ କରିବା ପାଇଁ ବ୍ରହ୍ମା ନାମ ରେ କାଳ୍ପନିକ ଧର୍ମ ପ୍ରଚାର... ଜୟ ଭୀମ... ଜୟ ବୁଦ୍ଧ... ଜୟ.. ଇଷା ମସି.... ଜୟ.. ଅଲେଖ ମହିମା... ଜୟ ଭାରତ...

    • @premprem2773
      @premprem2773 ปีที่แล้ว +1

      Right

    • @bishnucharanbag4429
      @bishnucharanbag4429 ปีที่แล้ว +1

      Samaste ehi bichardhara Ku Grahan kale desa agei Janata.Desa Ru andhaviswas Kukarm kuritee kusanskar rudhibad bisamata loot sosan atyachar byavichar balatkar utpidan durei jaanta

    • @PradepKumar-dc3kz
      @PradepKumar-dc3kz 8 หลายเดือนก่อน +2

      Jay sree ram kuha au kichi nuhe

  • @shankarnayak9219
    @shankarnayak9219 ปีที่แล้ว +3

    Birendro sir is very good
    Very well

  • @sunilsniper5891
    @sunilsniper5891 ปีที่แล้ว +11

    Panda Sir is a Great Person.

  • @sirdharpatra4907
    @sirdharpatra4907 ปีที่แล้ว +41

    କର୍ମ କୁ ନେଇ ଜାତି ହେଇଚି ଦୁଇ ଟି ଜାତି ନାରୀ ପୁରୁଷ 👍👍

  • @baliajena3728
    @baliajena3728 ปีที่แล้ว +16

    ବିରେନ୍ଦ୍ର ପଣ୍ଡା ସାର ପ୍ରଣାମ ଓ ଫୁଜନୀୟ ଆଉ ସବୁ ଗୋଲିଆ ସଂଙ୍କରା

  • @Sk143-g8o
    @Sk143-g8o ปีที่แล้ว +4

    ଜୟ ଭୀମ୍
    ଏ ବ୍ୟକ୍ତିମାନେ ସବୁ ତକ ବ୍ରାହ୍ମଣବାଦୀ।ଏମାନଙ୍କ ଠାରୁ ଏସବୁ ଶୁଣିବା ଠିକ୍ ନୁହେଁ।ଭଲ ହେବ କିଛି ଆମ୍ବେଦକରବାଦୀଙ୍କୁ ଏଠିକି ଡାକ ଆଙ୍କୁ ଜାତିପ୍ରଥା ବିରୋଧରେ ବୁଝେଇ ଦେବେ।

  • @jaymaagayatri736
    @jaymaagayatri736 ปีที่แล้ว +4

    ବହୁତ ବହୁତ ଧନ୍ୟବାଦ ♥️🙏👍❤️କର୍ମଅନୁସାରେ ଜାତି ଏହା ମୋମତରେ ଠିକ ♥️

  • @govindachandraghadai6810
    @govindachandraghadai6810 ปีที่แล้ว +80

    Virendra Sir is a great reformer . This society should follow his thoughts .

  • @iMthnpal
    @iMthnpal ปีที่แล้ว +7

    ଗୋଟେକଥା ମନେରଖ ମଣିଷ ତାର କର୍ମ କୁ ନେଇ ବ୍ରାହ୍ମଣ ହୋଇଥାଏ। ଜାତୀଦ୍ବାରା କେହି ବ୍ରାହ୍ମଣ ହୋଇନଥାଏ। ବ୍ରାହ୍ମଣ ତାକୁ କୁହାଯିବ ଯିଏ ବ୍ରହ୍ମଚର୍ଯ୍ୟ ପାଳନ କରେ,ମାନେ ତାମସିକ କାର୍ଯ୍ୟ,ଖାଦ୍ୟ,ଦୃଷ୍ଟି ଓ ବ୍ୟବହାର ଠାରୁ ଦୂରରେ ରହି ସାତ୍ବିକବୃତି ଆପଣାଏ ସିଏ ବ୍ରାହ୍ମଣ। ଆମର ଅଧିକାର ନାହିଁ କାହାକୁ ଉଚା ନିଚା ଦେଖିବା। ସେହି ସଂସାର ପାଇଁ ଶତୃ ଯିଏ ଯାତି ଭେଦ ଆଣୁଛି ।ସେଥିପାଇଁ ହିନ୍ଦୁ ମୁସଲିମ ଶିଖ୍ ଇଶାଇ ଆମେ ସମସ୍ତେ ଭାଇ ଭାଇ

  • @lgdsupersaund2278
    @lgdsupersaund2278 ปีที่แล้ว +2

    Birendra sir great 👍

  • @Biker50502
    @Biker50502 ปีที่แล้ว +5

    Birendra panda is great man

  • @ranjitmahananda6813
    @ranjitmahananda6813 ปีที่แล้ว +14

    ବିରେନ୍ଦ୍ର ପଣ୍ଡା ସବୁବେଳେ ନମନୀୟ 🙏🙏🙏🙏

  • @simarani3170
    @simarani3170 ปีที่แล้ว +23

    Birendra guruji is right koti koti pranam 🙏🙏🙏🙏🙏

  • @hemantanayakz4809
    @hemantanayakz4809 ปีที่แล้ว +2

    Virendra sir 🙏🙏🙏🙏🙏🙏🙏🙏

  • @akshyakumarpradhan4009
    @akshyakumarpradhan4009 ปีที่แล้ว +6

    Brenda panda sirs thesis is acceptable and society should follow up

  • @pritiranjanrout
    @pritiranjanrout ปีที่แล้ว +20

    Birendra sir is right 👍ମଣିଷ ଗୋଟିଏ ଜାତି

  • @AarshVidyakulam
    @AarshVidyakulam 2 ปีที่แล้ว +40

    ଯେଉଁମାନେ ଜାତିବାଦ କୁ ସମର୍ଥନ କରିଛନ୍ତି ସେମାନଙ୍କୁ ପ୍ରଶ୍ନ 1500 ବର୍ଷ ପୂର୍ବରୁ ସମସ୍ତଙ୍କ titel ଖୋଜି କୁହନ୍ତୁ।

    • @suryasadhika4157
      @suryasadhika4157 ปีที่แล้ว +1

      କଳିଯୁଗ ୫୦୨୩ବର୍ଷ ହେଲାଣି ଇଏ ୧୫୦୦ବର୍ଷ ପଚାରୁଛି ।

    • @madhabnag799
      @madhabnag799 ปีที่แล้ว +1

      @@suryasadhika4157 bekar chij nai kaha jug Bali kichi nai

    • @dibakarmalik9597
      @dibakarmalik9597 ปีที่แล้ว

      ସୁନ୍ଦର ପ୍ରଶ୍ନ ଆଜ୍ଞା, ଧନ୍ୟବାଦ

    • @bijayakumarjena4874
      @bijayakumarjena4874 ปีที่แล้ว

      ଠୀକ କହିଲ ଭାଇ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏👍🌹

    • @veersb5518
      @veersb5518 ปีที่แล้ว

      @@suryasadhika4157 taahele... Ye prashan ra uttara dia

  • @manoharkamar85
    @manoharkamar85 ปีที่แล้ว +7

    ପଣ୍ଡା sir ଙ୍କ ଉପସ୍ଥାପନା 100%ଠିକ କଥା 🙏🏻

  • @niranjanmallick9812
    @niranjanmallick9812 ปีที่แล้ว +3

    ବୀରେନ୍ଦ୍ର ପଣ୍ଡା ମହୋଦୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ.ତାଙ୍କର ଯୁକ୍ତି, ତତ୍ୱ ଓ ଉପସ୍ଥାପନା ଖୁବ ଉଚ୍ଚ କୋଟିର. 🙏

  • @basudevgangabhoi2361
    @basudevgangabhoi2361 ปีที่แล้ว +25

    Birendra Sir is great...

  • @SIPULIMAVLOG
    @SIPULIMAVLOG 2 ปีที่แล้ว +16

    ଜାତି ଦୁଇ ପ୍ରକାର ଗୋଟେ ସ୍ତ୍ରୀ ଗୋଟେ ପୁରୁଷ

    • @debasish7684
      @debasish7684 ปีที่แล้ว

      Right

    • @ajaynaik-dx9rj
      @ajaynaik-dx9rj 3 หลายเดือนก่อน

      It is very true

    • @padmanav1439
      @padmanav1439 10 ชั่วโมงที่ผ่านมา

      Bt constitutionally same

    • @padmanav1439
      @padmanav1439 10 ชั่วโมงที่ผ่านมา

      1

  • @sudarshanseth9787
    @sudarshanseth9787 ปีที่แล้ว +2

    Birendra sir is great

  • @dinabandhusethi8592
    @dinabandhusethi8592 ปีที่แล้ว +9

    ମୁଁ ସେତେବେଳେ ଭଗବାନ ଙ୍କୁ ମନିବି ଯେତେବେଳେ ତମମାନଙ୍କ ଭଗବାନ ଆମ ଆଦିବାସୀ ଜାତି ରେ ଜନ୍ମ ନେବେ🙏🙏

    • @Sonu.pratihari720
      @Sonu.pratihari720 ปีที่แล้ว +2

      Prabhu jagannath bhi ta sabar nka hata ru puja pau thile jothi bhagwan jati dekhi nahanti tebe ame manisa kn jati dekhiba

    • @mamatasahoo7465
      @mamatasahoo7465 ปีที่แล้ว

      You are 100% right🙏, Jay jagannath 🙏🙏🙏

    • @Pure-Vegetarian-khana
      @Pure-Vegetarian-khana ปีที่แล้ว

      Bhagaban janma neleni

    • @HarsRrrr-kf4gd
      @HarsRrrr-kf4gd 2 หลายเดือนก่อน

      Siba Thakur nka jati kn

  • @manmathpal256
    @manmathpal256 ปีที่แล้ว +8

    ବହୁଲୋକ ମାନୁଛନ୍ତି ବୋଲି କୁହନ୍ତୁ ନାହିଁ ଯାହା ସତ୍ୟ ତାହା ହିଁ ମାନଙ୍କୁ 🙏🙏🙏ଅତି ସୁନ୍ଦର୍ ପଂକ୍ତି....you are universal right sri ସୁରେନ୍ଦ୍ର ପଣ୍ଡା ସାର୍ ମହାଶୟ 🙏

    • @filmy907
      @filmy907 ปีที่แล้ว

      You are absolutely right Sir

  • @bhubanbarik2833
    @bhubanbarik2833 ปีที่แล้ว +54

    Birendra panda sir is great...... I respect their thought process

    • @sarojnayak6530
      @sarojnayak6530 ปีที่แล้ว

      Brahmana jadi chiken dokana kare chiken khaa taku kana kahiba

  • @padmadas4976
    @padmadas4976 ปีที่แล้ว +4

    ବିରେନ୍ଦ୍ର sir ଙ୍କୁ ମୋର ହୃଦୟରୁ ପ୍ରଣାମ ଆପଣ ଠିକ୍ କହୁଛନ୍ତି ଜଗନ୍ନାଥ ଆପଣଙ୍କୁ ଘଣ୍ଟ ଘୋଡେ଼ଇ ରଖନ୍ତୁ

  • @duryodhanbehera5589
    @duryodhanbehera5589 ปีที่แล้ว +3

    Birendra sir you are great👍👍

  • @krushisadhana9833
    @krushisadhana9833 ปีที่แล้ว +9

    ବୀରେନ୍ଦ୍ର ସାର ବହୁତ ସୁନ୍ଦର ବୁଝାଉଛନ୍ତି 👌👌🙏🙏🙏🙏.. ବାକିଲୋକ ବୁଝିପାରୁନାହାନ୍ତି 🤔🤔🤔

  • @labanyamohapatra9124
    @labanyamohapatra9124 ปีที่แล้ว +24

    With my Small knowledge Berendra sir is great ND will remain for ever

  • @geetanjalinayak7433
    @geetanjalinayak7433 ปีที่แล้ว +9

    Panda. Sir is a greatest persion. I salute him.

  • @king-virat2.0
    @king-virat2.0 9 หลายเดือนก่อน +1

    Virendra sir ur great🙏

  • @ranjitabadatya5551
    @ranjitabadatya5551 2 ปีที่แล้ว +16

    Birendra panda jii🙏

  • @kalpanabehera1248
    @kalpanabehera1248 ปีที่แล้ว +6

    Birendra panda sir bahut bhala katha kahuchanti eha jukti jukta

  • @aayaaalangolchiki7303
    @aayaaalangolchiki7303 ปีที่แล้ว +3

    You have great knowledge Birendra Panda Sir

  • @pabitradangaraj6482
    @pabitradangaraj6482 ปีที่แล้ว +1

    Beerendra sir 🌹🙏🌹

  • @bharatsahu36
    @bharatsahu36 ปีที่แล้ว +45

    Birendra sir is cent percent right. Society needs such type reformer

  • @sitakantanayak4975
    @sitakantanayak4975 2 ปีที่แล้ว +13

    Pandit biren panda is great

  • @sushreelagnajitaprusty3974
    @sushreelagnajitaprusty3974 ปีที่แล้ว +4

    So rightly said birendra panda sir🙏🏻..
    Very Rightly justified.uchit jukti
    A man of intelligence..huge respect sir

  • @amanews3517
    @amanews3517 ปีที่แล้ว +1

    Birendra panda sir great🙏

  • @lingarajnag5566
    @lingarajnag5566 ปีที่แล้ว +9

    ବହୁତ ବହୁତ ଧନ୍ୟବାଦ ପଣ୍ଡା ମହୋଦୟ ଆପଣଙ୍କୁ କୋଟି କୋଟି ନମସ୍କାର ଧନ୍ୟବାଦ

  • @surendrasabar9425
    @surendrasabar9425 ปีที่แล้ว +8

    ଇଶ୍ୱରଙ୍କ ଦୃଷ୍ଟିରେ ଜାତି କିଛି ନାହିଁ ସେ ସମସ୍ତଙ୍କୁ ପ୍ରେମ କରନ୍ତି

    • @priyacharandas653
      @priyacharandas653 ปีที่แล้ว

      ଇଶ୍ଵର ଙ୍କ ଠାରୁ ଚାରି ବର୍ଣ୍ଣ ର ସୃଷ୍ଟି ହୋଇଛି । ଜୟ ଶ୍ରୀ ରାମ

    • @kulamanibehera8856
      @kulamanibehera8856 ปีที่แล้ว

      @@priyacharandas653 👇4kahila hebani 4kana janiba najani kahiba

  • @arunakumarsethi1199
    @arunakumarsethi1199 ปีที่แล้ว +1

    Birendra panda sir very good

  • @smrutipatra1013
    @smrutipatra1013 ปีที่แล้ว +4

    Virendra panda sir is 100% right . Thank you very much sir !

  • @agnihotriyudhishthirarya6550
    @agnihotriyudhishthirarya6550 ปีที่แล้ว +11

    Excellent speech of Pandit birendra

  • @jeebanbarik5819
    @jeebanbarik5819 2 ปีที่แล้ว +10

    Total jatipratha uthei daba drkr

  • @jashodamahanand7793
    @jashodamahanand7793 ปีที่แล้ว +2

    ପଣ୍ଡା ସାର୍ ପ୍ରଣାମ ଆପଣ ସତ୍ଯତା ଉପରେ ପ୍ରମାଣ କରୁଛନ୍ତି ଆପଣ ଭଲିଆ ବିଜ୍ଞ ବ୍ୟକ୍ତି ସତ୍ ମାର୍ଗ ଦେଖେଇପାରିବ ସମାଜକୁ, ନମନ୍ ମହୋଦୟ

  • @aayaaalangolchiki7303
    @aayaaalangolchiki7303 ปีที่แล้ว +2

    Thank you Birendra sir