Janata Darbar: Who is Provoking Racism ?

แชร์
ฝัง
  • เผยแพร่เมื่อ 3 ต.ค. 2024
  • For latest Odisha News Follow us:
    Visit: kanaknews.com/
    TH-cam: / kanaktvonline
    Twitter: / kanak_news
    Facebook: / kanaknews
    Playlists-
    Big Debate- • Big Debate: Grounded A...
    One to One- • Casting Couch In Ollyw...
    Wah Wah Re Camera: • Video
    Loka Nakali Katha Asali: • Loka Nakali Katha Asal...
    Manoranjan Mishra Live: • Manoranjan Mishra Live...
    Olta Palta: • Video #KanakNews

ความคิดเห็น • 585

  • @PHO-uf7ck
    @PHO-uf7ck ปีที่แล้ว +17

    ଜଣେ SC ST ପିଲା IAS hele bi se ଜାତିଆଣ ବାଦର ସ୍ବୀକାର ହୁଅନ୍ତି

  • @Jitu-kh7ds
    @Jitu-kh7ds ปีที่แล้ว +45

    ଦଳିତ ଭାଇ ମାନେ ଆପଣ ମାନଙ୍କୁ ଅନୁରୋଧ କରୁଛି କାହା କଥା ଶୁଣ ନାହିଁ ଆମ ଦଳିତ ଭାଇ ମାନେ ଏକାଠି ହେବା ଦରକାର 🙏🙏🙏🙏🙏🙏🙏🙏🙏🙏🙏

    • @bharatsethi8407
      @bharatsethi8407 5 หลายเดือนก่อน +1

      Bhai ekdum thik kahicha dhanyawad

    • @MahandasGond
      @MahandasGond 4 หลายเดือนก่อน

      Ame aekati heba amo adikar pai ladie kariba

    • @TosenBania
      @TosenBania 4 หลายเดือนก่อน +1

      dalit ek heba ki sudra ek heba ?

    • @GAMHIAHO
      @GAMHIAHO 3 หลายเดือนก่อน

      1😅😊 bun​@@MahandasGond

    • @showmankumbrika9612
      @showmankumbrika9612 3 หลายเดือนก่อน +2

      Dalita bhai mananku chhuah achhuah kiye karuchhanti tanku birodh Kariba darkar

  • @odishatourism9895
    @odishatourism9895 ปีที่แล้ว +42

    ସମ୍ବିଧାନ ଜିନ୍ଦାବାଦ ଆମ୍ୱେଦକର ଜିନ୍ଦାବାଦ

    • @mahondas1165
      @mahondas1165 ปีที่แล้ว

      Mandir Puja jebi Kari parib kintu brahmannku service diya

  • @karunakarmallick5854
    @karunakarmallick5854 3 หลายเดือนก่อน +10

    ପ୍ରଥମେ ଜାତି ଉଠାଜାଉ

  • @Maeena491
    @Maeena491 5 หลายเดือนก่อน +12

    ୨୦୨୪ ମସିହାରେ ମଧ୍ୟ ଆଜି ଆମେ ମନ୍ଦିର ବାହାରେ ରହି ଠାକୁର ଦର୍ଶନ କରୁଛୁ ।

    • @MohanDas-o2v
      @MohanDas-o2v หลายเดือนก่อน

      ଯେହେତୁ ତୁମେ ଛୋଟ ବୋଲି ସରକାରୀ ସ୍ଵୀକୃତି ପାଇଁ ସରକାରୀ ସୁବିଧା ଭତ୍ତା ଭିକ୍ଷା ନେଉଛନ୍ତି।
      ଯେତେଦିନ ନିଜକୁ ଛୋଟ କହି ସରକାରି ଷ୍ଟାମ୍ପ ପିଠିରେ ମାରିଥିବା ଲୋକେ ତ କହିବେ।

    • @MohanDas-o2v
      @MohanDas-o2v หลายเดือนก่อน

      କେବଳ ତୁମମାନଙ୍କ ଯୋଗୁଁ ଜାତିଭେଦ ଅସାନ୍ତି ହେଉଛି।

    • @pranatimohapatra136
      @pranatimohapatra136 25 วันที่ผ่านมา

      କେତେକ ମୂର୍ଖ ବ୍ରାହ୍ମଣ ଏହା କରୁଛନ୍ତି । ସମସ୍ତଙ୍କ ହୃଦୟ ମନ୍ଦିରରେ ଇଶ୍ଵର ଅଛନ୍ତି । ଛୁଆଁ ଅଛୁଆଁ ଠିକ୍ ନୁହେଁ । ସେ ଭଳି ମନ୍ଦିରକୁ ନ ଯାଇ ଜଗତର ନାଥ ଜଗନ୍ନାଥ ବାହୁ ମେଲି ଆମ ସମସ୍ତଙ୍କୁ କୋଳେଇବାକୁ ଡାକୁଛନ୍ତି, ଆମେ ଜଗନ୍ନାଥଙ୍କୁ ଛାଡିବା ନାହିଁ। ଜୟ ଜଗନ୍ନାଥ🙏

    • @pramilapati3181
      @pramilapati3181 19 วันที่ผ่านมา

      Apana kauthu belong karanti ?

  • @maniramashabar773
    @maniramashabar773 2 ปีที่แล้ว +20

    ଆଗ ଜାତିପ୍ରଥା ଉଠି ପ୍ରଥା ଉଠିଯାଉ,ପରେ କୋଠାର ବିଚାର ହେଉ

  • @jayantsethi3353
    @jayantsethi3353 ปีที่แล้ว +50

    ସବୁ ଠିକ କହୁଚ ଯେ ..! ପ୍ରଥମେ କୁହ କୋଟା କାହିଁକି ଦିଆଗଲା ? ତାର ଉତ୍ତର ହଉଚି ଛୁଆଁ ଅଛୁଆଁ ଯୋଗୁ । ତେଣୁ ଆଗ ଛୁଆଁ ଅଛୁଆଁ ଦୂର କର ଏବଂ ସମାନତା ଆନ ତାପରେ ମନକୁ ମନ ସରକାର କୋଟା ବ୍ୟବସ୍ଥା ଉଠାଇ ଦେବେ ।

    • @ajaymallik4258
      @ajaymallik4258 4 หลายเดือนก่อน +5

      Tik tik bhai badi prasna ta pacaricha

    • @littleworld8549
      @littleworld8549 3 หลายเดือนก่อน

      Kebe habani

    • @rudracr7290
      @rudracr7290 หลายเดือนก่อน

      Pppp​@@ajaymallik4258

    • @Himanshu-vlogs421
      @Himanshu-vlogs421 หลายเดือนก่อน

      Right, amiti hele general sabu agoku agoku uthijibe , SC/st nko sei abastha heijauthibo

    • @HiranyaBehera-d4v
      @HiranyaBehera-d4v หลายเดือนก่อน

      🤫😁😇😇😇😇😇❤️

  • @madhabchandrahansdah-fe2iz
    @madhabchandrahansdah-fe2iz 5 หลายเดือนก่อน +7

    ମଧ୍ୟ ପ୍ରଦେଶ ରେ ସବୁ ଠାରୁ ବେଶୀ ଅତ୍ୟାଚାରିତ ହେଉଛନ୍ତି ଆଦିବାସୀ ଏବଂ ହରିଜନ ମାନେ

  • @odishatourism9895
    @odishatourism9895 ปีที่แล้ว +30

    ଏ ଦେଶ ର ମୂଳ ବାସିନ୍ଦା ବହୁଜନ
    ଜାଗୂଓ ବହୁଜନ ଜାଗୂଓ .

  • @ASHOKKumar-ie2eo
    @ASHOKKumar-ie2eo ปีที่แล้ว +16

    Jay Bheem Jay sanvidhan

  • @bijayakumarjena945
    @bijayakumarjena945 ปีที่แล้ว +21

    ମନୋରଞ୍ଜନ ମିଶ୍ର ରିପୋର୍ଟର ନା ବ୍ରାହ୍ମଣ ମାନଙ୍କର ପାଇଁ ଓକିଲାତି କରୁଚି ସେଇଟା ପରମ ମାଗିହା

  • @damodharmokhi2290
    @damodharmokhi2290 ปีที่แล้ว +25

    ବ୍ରହ୍ମଣ ମାନଙ୍କୁ ଜୁତାରେ ପିଟିଲେ ସବୁ ଠିକ ରେ ଭାରତରେ ଜାତି ଵେବସ୍ତା ଠିକ ହବ

    • @debendrabal5810
      @debendrabal5810 หลายเดือนก่อน

      ଧନ୍ୟ ବାଦ,

    • @dipakkumarmohanty3389
      @dipakkumarmohanty3389 หลายเดือนก่อน

      Give respect to get respect.sethi pain ta ta tama pain sanman boli kichhi nahin

    • @pramilapati3181
      @pramilapati3181 19 วันที่ผ่านมา

      Bramhan mananka bhul kan ? Sabu kathare bramhan nka dosa

  • @prakashanaik2080
    @prakashanaik2080 3 ปีที่แล้ว +49

    ବ୍ରାହ୍ମଣ ପକା ମାଗିହା

    • @basantanayak9264
      @basantanayak9264 ปีที่แล้ว +5

      Apana thik kahichhanti,prakash babu...4500purbaru emane bharatare prabesh kale..aau michha kalpanika kahaniku sangathita kari sanskruti- parampara namare ehaku sara bharata barshare bichhei dele...

    • @MahandasGond
      @MahandasGond 3 หลายเดือนก่อน

      Right bhai

    • @princebadal6053
      @princebadal6053 3 หลายเดือนก่อน

      Kahaku kharaap bhasa kahibaa maane nija ku nije asabhya pramaannita karibaa......
      Dayaa kari kehi b kahaku gaalli gulaj karantu nahi......
      Ye sabu babar akbar emaananka samayare sadajantra kari braamhana maananku eka moharaa karaajaaithilaa...... it's proved.

  • @minaketanhikaka2242
    @minaketanhikaka2242 4 ปีที่แล้ว +17

    ନା' ନା' ଭାରତ ରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ବିକାଶ ନୀତି ପୋଲି ସଭା ,ଗ୍ରାମ ସଭା ସମ୍ବିଧାନ ଆଇନ କୁ ପାଳନ କରାଯାଉନାହିଁ କାହିଁକି ? ଶିକ୍ଷା ,ଚାକିରି କ୍ଷେତ୍ରର ଆରୋକ୍ଷନ ଉପରେ ଜାଲ ପ୍ରମାଣ ରେ କାରସାଦି କୁ ରୋକାଜାଉ । ସମସ୍ତଙ୍କ ପାଇଁ ସଂଗରୋକ୍ଷନ ଲାଗୁ ହେଲାଣି , ସଂସ୍କାର ଭାବେ ପରିଚାଳନା ହେଉ ।

  • @odishatourism9895
    @odishatourism9895 ปีที่แล้ว +11

    ବ୍ରାହ୍ମଣ ବିଦେଶୀ

  • @NiranjanOram-fu1qt
    @NiranjanOram-fu1qt 3 หลายเดือนก่อน +1

    ଅଭିରାମ ସାର
    ଧନ୍ୟବାଦ୍,
    Good debate

  • @user-qh6gg3fd4m
    @user-qh6gg3fd4m ปีที่แล้ว +6

    ମୁ ଗୋଟିଏ ବାମହନ ଝିଅ କୁ ବାହା ହେବି ସମାଜ ହିସାବରେ ଗ୍ରହଣ କରିବ କି ? Jeneral bhaimane ମୁ ଜଣେ ଦଳିତ ଅଟେ

  • @rajendrakumarsethi1473
    @rajendrakumarsethi1473 4 หลายเดือนก่อน +4

    ପରମ ପରାରୁ ଅଛି ମନ୍ଦିରରେ sc,st ର ଲୋକମାନେ ପୂଜା କଲେ ସମାଜ୍ ଘୃଣା କରନ୍ତି sir

  • @gopalmallick8402
    @gopalmallick8402 ปีที่แล้ว +5

    ମିଡ଼ିଆ ହୋଇ ବ୍ରାହ୍ମଣ କୁ ସପୋର୍ଟ କରୁଛନ୍ତି . l ନ୍ୟାୟ ର କର

  • @dolagobindasethy8496
    @dolagobindasethy8496 ปีที่แล้ว +8

    କେହି ଉସ୍କାଇ ବାକୁ ଚାହୁଁ ନାହିଁ ଯାହା ସତ କଥା ଲୁଚି ଛପି ରହିଥିବା ଅନେକ କଥା ଓ ଗୋଟେ ଘୃଣ୍ୟ ଉପେକ୍ଷିତ ହେଉଥିବା ଲୋକଙ୍କ ସାମାଜିକ ଅଧିକାର ରୁ ବଞ୍ଚିତ ହୋଇ ଥିବା ଛୁଆଁ ଅଛୁଆଁ ଭେଦଭାବ ଯୋଗୁ ସାମାଜିକ ଅଧିକାର ପାଇଁ ସଂଗ୍ରାମ କରୁଥିବା ଲୋକଙ୍କ କଥା ଓ ବ୍ରାହ୍ମଣ ଙ୍କ ଅତ୍ୟାଚାର ବିରୋଧରେ ଆନ୍ଦୋଳନ ବ୍ରାହ୍ମଣ ମାନେ ସମାଜ ର କଳଙ୍କ ଓ ଆମ ଦେଶ ର ଲୋକ ନୁହଁନ୍ତି

  • @baidhardas2500
    @baidhardas2500 2 ปีที่แล้ว +4

    ମନରଞ୍ଜନ ବାବୁ ଆପଣଙ୍କୁ ଆପଣଙ୍କ ଶେଷ ମତାମତ ପାଇଁ ଧନ୍ୟବାଦ l ହେଲେ ଏଟା ଭାରତ ଆଜ୍ଞା l ଏଠି ଗାଈକି ମାଆ ଓ କୁକୁରକୁ

  • @pramodinijena2870
    @pramodinijena2870 4 หลายเดือนก่อน +4

    ମନୋରଞ୍ଜନ ବାବୁ ଆଜିବି ଦେଶର ପ୍ରତିଟି କୋଣ ଅନୁକୋଣ ଓ ଅଫିସ ଦପ୍ତରରେ ଦଳିତ ସଂପ୍ରଦାୟର ବ୍ୟକ୍ତିଟି ଉଚ୍ଚ ଜାତି ବୋଲାଉଥିବା ଲୋକମାନଙ୍କର ବିଦ୍ଵେଶର ଶିକାର ହେଉଛି। କାରଣ ପ୍ରତିଟି ବିଭାଗରେ ଉଚ୍ଚ ବର୍ଗର ଲୋକମାନେ ଉଚ୍ଚ ପଦ ପଦବୀରେ ରହି ଥିବାରୁ ସେମାନେ ଜାଣି ଜାଣି ନିଚ ବର୍ଗ ର ଲୋକଟି କୁ harassment କରୁଛନ୍ତି, noncooperate କରୁଛନ୍ତି , pramotion ରେ ବି ଜାଣି ଜାଣି ବିଳମ୍ବ କରୁଛନ୍ତି । ଏ ସବୁ ବ୍ୟବହାରର ଗୁପ୍ତ ଭୋଗି ମୁ ନିଜେ ହୋଇଛି ମୋ ବିଭାଗ ଦ୍ଵାରା ।ଏହା ମୋ ଅଙ୍ଗେ ଲିଭା କଥା ।
    ଆଉ ଦ୍ୱିତୀୟ କଥାଟି ହେଲା ଉଚ୍ଚ ବର୍ଗର ଲୋକମାନେ ସବୁବେଳେ ଗୋଟେ complain କରୁଛନ୍ତି ଯେ ନିଚ ବର୍ଗର ପିଲାଟିଏ ଷାଠିଏ parcent ରଖି କାହିଁ ଚାକିରି ପାଇବ ଆଉ ଉଚ୍ଚ ବର୍ଗର ପିଲା ନବେ parcent ରଖି ଚାକିରି ପାଇବ୍ ନାହିଁ । ଏହାର କେତେଟା କାରଣ ବିଷୟରେ ସେମାନେ ଜାଣିବା ଉଚିତ୍
    ପ୍ରଥମତଃ ନିଚ ବର୍ଗର parents uneducated ଥାଆନ୍ତି ତେଣୁ ତାଙ୍କ ପିଲାଟି ନିଜେ କଠିନ ପରିଶ୍ରମ କରି ନିଜ ସିଂହ ରେ ନିଜେ ମାଟି ତାଢ଼ି ଥାଏ ଅର୍ଥାତ୍ ତାକୁ tution ଦେବାକୁ ତା parents ପାଖରେ ଟଙ୍କା ନଥାଏ ଯେତେବେଳେ ଉଚ୍ଚ ବର୍ଗର ପିଲାଟେ ସବୁ subject ରେ tution ହେଉଥାଏ ଓ ତା ର ଗାର୍ଡିଆନ୍ ମାନେ ମଧ୍ୟ ନିଜେ ଶିକ୍ଷିତ ଥାଆନ୍ତି । ନିଚ ଜାତିର ପିଲାଟିଏ ନିଜ standard ଅନୁସାରେ ଯେତେବେଳେ ଷାଠିଏ ପର୍ସେଣ୍ଟ ରଖି ତମ ଉଚ୍ଚ ବର୍ଗର ନବେ ପର୍ସେଣ୍ଟ ନମ୍ବର ରଖୁଥିବା ପିଲାସଂଗରେ ବସି ଏକା ଦକ୍ଷତାର କାର୍ଯ୍ୟ କରି ଚାଲେଞ୍ଜ କରିଥାଏ ସେତେବେ କିଏ ଅଧିକ ଦକ୍ଷ ପ୍ରମାଣିତ ହେଉଛି , ଏଥିରୁ ନିଜେ ବୁଝ୍ ।
    ଦ୍ଵିତୀୟରେ reservation ଏଥିପାଇଁ ରହିଛି ଯେ ସେତେବେଳେ ଜାତି ପ୍ରଥାର ଦ୍ୱାହି ଦେଇ ନିଚ ବର୍ଗର ଲୋକ ମାନଙ୍କୁ ସ୍କୁଲ କଲେଜ, ଅଫିସ, ହୋଟେଲ ,ଦୋକାନ ବଜାର , ରାସ୍ତାଘାଟ, କୁଆ ପୋଖରୀ ନଦୀ ନାଳ ଯେଉଁଥିରେ ବି ନୀଚ ବର୍ଗର ଲୋକମାନଙ୍କୁ ଅଧିକାର କି ବ୍ୟବହାର କରାଇ ଦେଉ ନଥିଲେ । ରେସେରସେସନ ନଥିଲେ ଆଜିବି ଦଳିତ ଲୋକ ମାନେ ଶିକ୍ଷିତ ହୋଇପାରି ନଥାନ୍ତେ କି ଚାକିରି ବାକିରି କିଛିବି କରିପାରି ନଥାନ୍ତେ ।
    ଆଜିବି ଏତେ ସଭ୍ୟ ହେଲା ପରେ ବି ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ହେଉ କେତେକ ମୁଷ୍ଟିମେୟ ଲୋକେ ଚୁଆ ଅଛୁଆଁ ଭେଦ ଭାବ ରଖିଛନ୍ତି ।
    ତୃତୀୟ ତ ଆଜି ଯେତେବେଳେ ସବୁ ବର୍ଗର ଲୋକ ସବୁ ପ୍ରଫେସନ ରେ ରହିଲେଣି ତେବେ ଆଜିବି କାହିଁକି ସେ ବ୍ରାହ୍ମଣ, ସେ ମହାନ୍ତି, ସେ ଚଷା, ସେ ଜେନା, ସେ ମାଲିକ , ସେ ଦାସ , ସେ ବେହେରା , ସେ ସାହୁ ବୋଲି ଶବ୍ଦ ଲଗା ଯାଇ ମଣିଷ ଭିତରେ ବିଭେଦ ବା difference ସୃଷ୍ଟି କରାଯାଉଛି । ସମାଜ ର ପ୍ରତି ଟି ମଣିଷ କୁ ଗୋଟିଏ ମର୍ଯ୍ୟାଦା ଦିଆଯାଉ, ସମସ୍ତ ଙ୍କୁ ସମ୍ମାନ ଅଧିକାର ,ସୁବିଧା ସୁଯୋଗ ସବୁଠି ଦିଆଯାଉ । ତାହାହେଲେ ଜାତି ପ୍ରଥା ଓ କଟା automatic ଉଠିବ। ଯେଉଁଠି ସୁଯୋଗ ରୁ ବଞ୍ଚିତ କରାଯାଉଛି, ସେଇଠୁ କୋଟା ର ଅର୍ଥାତ୍ ସରଂକ୍ଷଣ କଥା ଉଠୁଛି । ଦୁର୍ବଳ , ଗରିବ ଲୋକ କୁ ନିଚ ଆଖିରେ ଦେଖିବାର ମାନ ସିକ ତା କୁ ସମାଜ ରୁ ଆଗେ ଦୂର କରାଗଲେ ଦେଶରେ ଓ ସମାଜ ରେ ଆର୍ଥିକ ଓ ସାମାଜିକ ସମାନତା ପ୍ରତିଷ୍ଠା ହୋଇ ପାରିବ ।

    • @sureshasahoo1493
      @sureshasahoo1493 หลายเดือนก่อน

      A reporter sabu jani chhanti jati bad tanka raktare achhi

  • @nabaghanabehera390
    @nabaghanabehera390 ปีที่แล้ว +9

    SC/ST Jago

  • @biranchitajan2347
    @biranchitajan2347 6 หลายเดือนก่อน +3

    500 ବର୍ଷ ପୂର୍ବେ କିଏ କାହାକୁ ଶାସନ କରି ଆସୁଛି। ଦଳିତ ମାନଂକୁ ସର୍ବଦା ସବର୍ଣ୍ଣ ମାନେ ସବୁ ବେଳେ ଅତ୍ୟାଚାର କରି ଆସୁଛନ୍ତି। ଜୟ ମୂଳନୀବାସୀ

  • @mrfaujisk
    @mrfaujisk หลายเดือนก่อน

    ସେ କନକ news wala ସବର୍ଣ୍ଣ ଙ୍କୁ full support କରୁଛି 😡😡

  • @PHO-uf7ck
    @PHO-uf7ck ปีที่แล้ว +4

    ଛୁଆଁ ଅଛୁଆଁ ଭେଦଭାବ ସହ SC ST OBC ମାନଙ୍କୁ କିଏ ଅତ୍ୟାଚାର କରୁଥିଲେ

  • @bjayaraj6046
    @bjayaraj6046 ปีที่แล้ว +10

    Sc, st, obc ଭାରତର ମୂଳନୀବାସୀ ଆଗରୁ ଭୋଟ ଦେବାପାଇଁ ଅଧିକାର ନଥିଲା , ପାଠ ପଢିବାକୁ ଅଧିକାର ନଥିଲା ଯେତେବେଳେ ଗଣତନ୍ତ୍ର ରାଷ୍ଟ୍ର ଘୋଷିତ ହେଲା ବାଲ ଗଙ୍ଗାଧର ତିଳକ ଦେଖିଲେ ଯେ ଆମେ,3% ତାହେଲେ ଆମେ କମଜୋରୀ ହେଇଯିବୁ ଏଗ୍ରେଜ କୁ ଲେଖିକି ଦେଲେ କେବଳ ହିନ୍ଦୁ କହିଲେ ବ୍ରାହ୍ମଣ, sc, st, obc ହିନ୍ଦୁ ନା ମାତ୍ର କେବଳ ଉଚ୍ଚାଜାତ ର ତୁଛ ମାନସିକ୍ତ ଲାଗି scstobc ଆଜୀବହୁତ ପଛରେ ଉଚ୍ଚାଜାତିର ଦୋକାନ ବାଡ଼ି, ମିଡ଼ିଆ, ସରକାର ସଂସ୍ଥା ରେ ବଡ ବଡ ପଦପି /ଯେତିକି ଧର୍ମ ଗ୍ରନ୍ଥ ରେ ବ୍ରାହ୍ମଣ, କ୍ଷେତ୍ରୟ, ଵଶ୍ୟ, ଶୁଦ୍ର, ଲେଖା ଯାଇଛି , ହେଲେ ଏଗ୍ରେଜ ବା ମୁଗଲ ତାଙ୍କ ବିଷୟରେ ପଦେ କିଛି ନାହିଁ

    • @RajaSahu-zm3mk
      @RajaSahu-zm3mk ปีที่แล้ว

      Jai Bhim Sar 🙏🌹🙏

    • @shantanusingh5088
      @shantanusingh5088 ปีที่แล้ว

      ଭଲ କଥା ଟାଏ କହିଛନ୍ତି

  • @shantanusingh5088
    @shantanusingh5088 ปีที่แล้ว +6

    ଆଜିକୁ ପ୍ରାୟ ୪୫୦୦ ବର୍ଷ ପୂର୍ବରୁ OBC SC St ଲକ ମାନଙ୍କୁ ପାଠ ପଢ଼ାରୁ ବଞ୍ଚିତ କରା ଯାଇଥିଲା। ଭାରତ ସ୍ଵାଧିନ ହେବା ପରେ ଏମାନେ
    ପାଠ ପଢିବାକୁ ସୁଯୋଗ ପାଇଲେ | ତେଣୁ obc sc st ଲକ ମାନଙ୍କର Exam ରେ % ବା Mark କମ୍ ରହୁଛି I ଏବେ ବି ବହୁତ ପରିବାରରେ ମାଟ୍ରିକ ପାସ ପିଲା ନାହାନ୍ତି I ଭାରତରେ ଇଂରେଜ ସାଶନ ହଟିବା ପରେ ପରେ general ଲୋକଙ୍କ ପାଖରେ କାଟିବାଟି ଜମି କେମିତି ଚାଲି ଗଲା ତାହା ଜାଣିଲେ ଭାରି ତାବୁ ବ୍
    ଲାଗିବ | ସରକାର obc sc st ଏବଂ ଗରିବ ur ମାନଙ୍କୁ ମଧ୍ୟ ୧୦% ଆରକ୍ଷଣ ଦେଲେ | ସମସ୍ତଙ୍କୁ ମୋଲେଇ ଦିଆଗଲା । Obc sc st କମ୍ % ରଖିଲେ ତାଙ୍କ post ରେ ଗଲେ ur % ବେଶି ରଖିଲେ ତୁମ post ରେ ରହିଲ l ଶୁଦ୍ର ମାନଙ୍କୁ ବି ମୋଲେଇ ଖାଇବାକୁ ଦିଅ

  • @tunanaik5440
    @tunanaik5440 ปีที่แล้ว +10

    "Jay Bhim" SC ST mane atyachar sahichhanti pani tk pieba lagi sangharsha karichhanti,chhuna achhuan aajibi achhi kintu aaji chakiri katha padichhi patha padha chakiri nia

  • @desisambalpuribeats8185
    @desisambalpuribeats8185 6 ปีที่แล้ว +16

    jai bhim.....jai baba saheb

  • @chittcreativity
    @chittcreativity 6 ปีที่แล้ว +10

    Anchor jadi brahmana hebe.....se ki SC ST nka nirjatana ra Katha kahibe........Village to Village door to door asantu....Dekhibe sthiti Kan achhi....
    Come..come.....

  • @krushanachbhoikbabu2706
    @krushanachbhoikbabu2706 2 ปีที่แล้ว +6

    ଇଂରାଜ ମାନକ ସାଙ୍ଗରେ
    କେତେ ଜଣ ଆରବିୟ
    ଵାମଣ ମାନେ ଇଗ୍ରେଜ
    ମାନକ ସହିତ ଲଢି କେତେଜଣ
    ସହିଦ୍ ହୋଇଛନ୍ତି କହିବକି

    • @Lakshmikanta-kz6ct
      @Lakshmikanta-kz6ct ปีที่แล้ว

      ଜୟ ରାଜଗୁରୁ, ଖୁଦିରାମ ବୋଷ, ସୁଭାଷ ବୋଷ, ମଙ୍ଗଳ ପାଣ୍ଡେ, ଏମାନେ କଣ

  • @surendrapujari9002
    @surendrapujari9002 ปีที่แล้ว +3

    କେ ବି କେ ଜିଲ୍ଲା ମାନଙ୍କରେ ଆମ ଆଦିବାସୀ ହରିଜନ ଙ୍କ ର ଥିଲା କାହିଁକି ଆମ ଭାଇ ଭଉଣୀ ମାନଙ୍କୁ କାହିଁକି ଚାକିରୀ ମିଲିବା କଥା କାହିଁକି ମିଲୁ ନାହିଁ । ତାହାର ପାଇଦା ନେଉଛନ୍ତି ଅନ୍ୟ ମାନେ

  • @pratapnayak6021
    @pratapnayak6021 ปีที่แล้ว +5

    ସବୁରି ନାଟର ଗୋବର୍ଦ୍ଧନ ବ୍ରାହ୍ମଣ ମାନେ ସବୁ ମିଛ ନାଟକ କରି ମିଛ କଥା କହି ସୁଦ୍ରକୁ ଠକିଛନ୍ତି ସବୁ ମନୁ ରାଜ କାହାଣୀରେ ଜଣା ପଡ଼ିଛି ସମସ୍ତେ ଜନିଗଲନି ଆଉ ଚଳିବନି ସିନ୍ଦ୍ଧୁ ପାର ହେବାକୁ ପଡ଼ିବ ଚୁଆ ଛୁଆଁ କହି ଆମକୁ ତକୁଛି ଆମେ ମନ୍ଦିରକୁ ଦାନ ଦକ୍ଷିଣା ଦୋଉଛୁ ସେ ତାର ଘର ଚାଲୁଛୁ ଆମେ ନେଲ କହୁଛି ଘୋର ପାପ😅😅

  • @rameshrautaray1206
    @rameshrautaray1206 5 ปีที่แล้ว +6

    Amiya babu I support u

  • @Princegaming-ne9lj
    @Princegaming-ne9lj 5 ปีที่แล้ว +9

    Jay bhim... abhiram bhai

  • @rupadharkumbhar7953
    @rupadharkumbhar7953 ปีที่แล้ว +6

    Jay Bhim

  • @sandeepmohanta9628
    @sandeepmohanta9628 6 ปีที่แล้ว +13

    Jai mulanibasi,jai bhmi

  • @mithu123mithun2
    @mithu123mithun2 ปีที่แล้ว +1

    Thanks

  • @narayandas369
    @narayandas369 3 หลายเดือนก่อน +1

    ଜାତିବାଦ ଉଠିଗଲେ ଭଲ

  • @sankarprasadpanda3095
    @sankarprasadpanda3095 ปีที่แล้ว +3

    ପ୍ରତି ସମୟରେ ନାରୀ ଧର୍ଷଣ ହେଉଛି । ସେଥିରେ କେତେ % ବ୍ରାହ୍ମଣ ସମ୍ପୃକ୍ତ?

  • @Pabitranayak1
    @Pabitranayak1 ปีที่แล้ว +1

    ବ୍ରାହ୍ମଣ ହାରାମି କଂଗ୍ରେସ ତିଆରି କଲେ ଜୟ ଭୀମ

  • @PHO-uf7ck
    @PHO-uf7ck ปีที่แล้ว +3

    ନିର୍ଲଜ ମାନେ SC ST କାହା ଭାଗରୁ ନେଉନାହାନ୍ତି ଆଉ 1 ଓ 2 generation pare automatically Jane SC ST ପିଲା UR ପିଲା ସହ same mark ରଖି ମଧ୍ୟ SC ST category re counting Heba। ସେତେବେଳେ ଆପଣମାନେ ରାଜି ହେବେ ତ reservation ଉଚ୍ଛେଦ ପାଇଁ। କେବେ ନୁହେଁ କାରଣ ସେତେବେଳେ ସବଳ ସହ ସବଳର ଲଢେଇ ହେବ ।

  • @sahadebsarkar1700
    @sahadebsarkar1700 10 หลายเดือนก่อน +1

    SC/St/OBC ମାନଙ୍କ ଉପରେ ବର୍ତ୍ତମାନ ସୁଦ୍ଧା ଅତ୍ୟାଚାର ହେଉଛି।

  • @ravan8268
    @ravan8268 6 ปีที่แล้ว +11

    Jai bhim Jai mulnibasi

  • @manasipanda5748
    @manasipanda5748 ปีที่แล้ว

    Very thanks manoranjan sir. 👍👍👍👍👍🙏🙏🙏

  • @suryanarayansahu5375
    @suryanarayansahu5375 หลายเดือนก่อน

    କୋଟା ନେଇ ରାଜନୀତି କରିବେ କୋଟା ନେଇ ରାଜନୀତି ଛାଡ ଏହା ପାଇଁ ତୀବ୍ର ବିରୋଧ ଆନ୍ଦୋଳନ କରାଯାଉ ରାଜନୀତିଆ ଦରମା ପାଇବେ ପେନସନ ପାଇବେ ଏହା ଗୋଟିଏ ଧନ୍ଦାମୂଳକ ବ୍ୟବସାୟ କୁ ବନ୍ଦ କରିବା ଆବଶ୍ୟକ

  • @Jagat-qw6sm
    @Jagat-qw6sm หลายเดือนก่อน

    Thank you

  • @manojkusulia7681
    @manojkusulia7681 ปีที่แล้ว +2

    ସାର୍ ଗୋଟିଏ sc st OBC ଲୋକ କାହିଁକି ମନ୍ଦିର ପୂଜାରୀ ହେଉନାହିଁ Is ଅଫିସର ହେଉ ପାରୁଛି

  • @ananditkindo319
    @ananditkindo319 5 ปีที่แล้ว +6

    Amiya sir l suport you

  • @SantoshKumar-zx4hk
    @SantoshKumar-zx4hk 5 ปีที่แล้ว +8

    Manoranjan Babu thare gramanchalaku asi buliki jantu ta pare janiparibe.

  • @rajendrakumarsethi1473
    @rajendrakumarsethi1473 4 หลายเดือนก่อน +1

    ଆମବାପା, ମା ଙ୍କୁ କ୍ରୀତଦାସ ବା ହଳିଆ ଭଳି ଖଟାଉ ଛନ୍ତି। ଓଡ଼ିଶାରେ ମୁଖ୍ୟ ଶାସନ ସଚିବ ଜେନେରାଲ ଅଜିପ୍ରଜ୍ୟନ୍ତ କିଏବି sc st ହୋଇନାହାନ୍ତି

  • @aparnamahananda5880
    @aparnamahananda5880 3 ปีที่แล้ว +7

    A mangihe Brahman mane tame videsi
    Sc,St,OBC = moolnivasi

    • @asishpurohit6810
      @asishpurohit6810 3 ปีที่แล้ว

      ᴛᴏʀ ɢʜᴀʀ ᴋᴇɴᴀ ʀᴇ

    • @aparnamahananda5880
      @aparnamahananda5880 2 ปีที่แล้ว

      @@asishpurohit6810 mor ghar India nu
      Tor ghar ta uresia nu ache

    • @asishpurohit6810
      @asishpurohit6810 2 ปีที่แล้ว

      ʙʜᴀʟ ᴋᴀʀɪ ᴩᴀᴅʜ ɢyᴀɴ ʟᴀɢɪ ᴄʜᴀᴋʀɪ ᴩᴀyʙᴀʀ ᴀᴀʀ ᴋᴀʀʙᴀʀ ʙʜɪᴛʀᴇ ᴛᴀꜰᴀᴛ ᴀᴄʜʜᴇ

  • @rajaashoksamrat417
    @rajaashoksamrat417 ปีที่แล้ว +3

    Jay Bheem Jay sanvidhan Jay Mul nivasi

  • @surendrakhillo4631
    @surendrakhillo4631 ปีที่แล้ว +2

    ମିଡ଼ିଆ ବାଉ ତମେ ତ ଗୋଟେ ସବୁ ଠାରୁ ବଡ଼ ମନୁବାଦି ପାଖଣ୍ଡ ବାଦୀ, ଅନ୍ଦୋଭୋକ୍ତ, ଜାତି ବାଦୀ ତମେ କଣ ନିଜକୁ ଟିପ ରାବଣା ବୋଲି ଭବୁଛକି ନିଜକୁ ତମକୁ ଲାଜ ଲାଗିବା କଥା

  • @pradandash9077
    @pradandash9077 หลายเดือนก่อน

    ମନୋଜ ବାବୁ ଏଠି ଜାତି ଗଢ଼ିଲା କିଏ ଧର୍ମ ଗଢିଲା କିଏ ଏବଂ ନିୟମ ଗଢ଼ିଲ କିଏ ଏଇ ମଣିଷ ନା ଭଗବାନ ଜୟ ଜଗନ୍ନାଥ ଜୟ

  • @maheshprasadnanda9499
    @maheshprasadnanda9499 3 ปีที่แล้ว +12

    Bahat badhia manoranjan sir
    We all are equal irresepective of any caste , religion and colour .

    • @diluashu6315
      @diluashu6315 2 ปีที่แล้ว +3

      Monoranjan support brahmin

    • @odishatourism9895
      @odishatourism9895 ปีที่แล้ว +3

      ପଖଣ୍ଡି ମାନଙ୍କର ଖେଳ ସାରିବା ଆରମ୍ଭ ହେଲା .

    • @laxmiprasadbuji
      @laxmiprasadbuji ปีที่แล้ว +1

      @@diluashu6315 the

    • @AjitdeepAjitdeep
      @AjitdeepAjitdeep ปีที่แล้ว

      ​@@diluashu6315q1

    • @rajendraswainswain6878
      @rajendraswainswain6878 ปีที่แล้ว +1

      Manoranjan has no experience of hard work of brahmin to live on also no experience about dalit that how they earn in drain works. Thanks that Dalit have resistance power due to generous experience in drain but earning more where as brahmins have no resistance power in working in drain but getting less.

  • @JatadharMarndi
    @JatadharMarndi 27 วันที่ผ่านมา

    ଇରେଜ ଓ ଆରୟ ଉଭୟ ହେଉଛନ୍ତି ବିଦେଶୀ ଇରେଜ ମାନେ ବେପାର କରି ଧନ ସଂପତ୍ତି ଭାରତରୁ ନବା ପାଇଁ ଆସି ଭାରତ କୁ ଶାସନ କରି ଶେସ ରେ ଦେଶ ଛାଡି ପଳାଇଲେ କିନ୍ତୁ ଆରୟ ମାନେ ଭାରତରେ ରହି ଭାରତ ର ମୁଳ ଲୋକମାନଙ୍କୁ ବିଭିନ୍ନ ପରକାର ଅନଧ ବିଶାସ କୁୁ ସଂସକାର ଜାତିଭେଦ କାହାଣୀ ଗୀତ ଭଜନ ସୂଷ୍ଟି କରି ମୂଳ ଭାରତ ଲୋକ ମାନକୁ ଲୋଟ କରଛନ୍ତି ଓ ଗୋଲାମ କରି ରକ୍ଷୀ ଛନତି ସତ ଯଦି like କରନ୍ତୁ

  • @kadambinisethi5527
    @kadambinisethi5527 หลายเดือนก่อน +1

    Blindly support karuchhi General category ku Manoja

  • @bichitrakumar2114
    @bichitrakumar2114 2 ปีที่แล้ว +2

    ମନରଞ୍ଜନ ସାର ଶେଷରେ ଯୋଉ କଥା କହିଲେ ପୁରା ଠିକ 🙏🙏🙏🙏

  • @Lakshmikanta-kz6ct
    @Lakshmikanta-kz6ct ปีที่แล้ว +1

    ଜାତି ଉଠି ଗଲେ ସବୁ ସମାଧାନ ଦେଇଯିବେ

  • @pramodinijena2870
    @pramodinijena2870 4 หลายเดือนก่อน +1

    ମନୋରଞ୍ଜନ ବାବୁ ଆପଣ ଗାଁ ଗାଁ ବୁଲି ଲୋକଙ୍କୁ ବୁଝାଇ ପାରିବେ କି କେହି ପାଣ ନୁହେଁ, କେହି ବ୍ରାହ୍ମଣ କି ମହାନ୍ତି , କରଣ , ଖଣ୍ଡାୟତ, ମେହେନ୍ତର , କଣ୍ଡରା କି ଟେଲି ତନ୍ତୀ, ଗୁଡ଼ିଆ , ରା ଢ଼ି ନୁହେଁ , ସମସ୍ତେ ଗୋଟିଏ ବର୍ଗ କେବଳ ମଣିଷ ।

  • @bikramtoppo3577
    @bikramtoppo3577 หลายเดือนก่อน

    ଭାରତ ବର୍ଷର ସବୁଠାରୁ ଏକ କ୍ଷତି କାରକ ପ୍ରଥା ହେଉଛି ଜାତି ପ୍ରଥା ।

  • @sumantapadhi126
    @sumantapadhi126 ปีที่แล้ว +2

    Bhai AC St mananku bahuta hatyachar karuchhanti

    • @pramilapati3181
      @pramilapati3181 19 วันที่ผ่านมา

      Kan atyachar heuchhi ?

  • @naikdaniel9371
    @naikdaniel9371 3 หลายเดือนก่อน +1

    ଆପଣ ଯଦି caste filling ର ଶୀକାର ହୋଇଥିବେ ତାହେଲେ ଆପଣ ଜାଣିଛନ୍ତି ତାହା କେତେ ମର୍ମନ୍ତୁଦ

  • @bichitrakumar2114
    @bichitrakumar2114 2 ปีที่แล้ว +5

    Jay bhim

  • @PrahaladKadraka-l6o
    @PrahaladKadraka-l6o 4 หลายเดือนก่อน

    Thank you sir

  • @mrfaujisk
    @mrfaujisk หลายเดือนก่อน

    ଯଦି ଏତେ ଅସୁବିଧା ହଉଚି ଯୌମନେ IAS/IPS ଆଉ କ୍ଲାସ one ra SC /ST ଲୋକମାନଙ୍କୁ ଡାଇରେକ୍ଟ ଜେନେରାଲ CAST ର ମାନ୍ୟତା ଦିଆଯାଉ ।DIRECT ତାର ଟାଇଟଲ ହିଁ CHANGE କରାଯାଉ। ଏମିତି ହେଲେ ଯୌମାନେ ଫାଇଦା ପାଉଛନ୍ତି ସେମାନେ ଜେନେରାଲ ରେ ପରିଣତ ହେଇଯିବ ଆଉ ବଳକା SC ST Reservation ପାଇବେ ଧୀରେ ଧୀରେ SC ST ହିଁ ଖତମ୍ ହେଇଯିବ।

  • @krushnachsahoo8817
    @krushnachsahoo8817 ปีที่แล้ว +1

    କନକ ନିଉଜୀ ଚାଲେ କୁ ମୋର ଅନୁରୋଧ ଏ ସମାଜରେ ଜାତି ବାଦକୁ କିଏ ଉଶୁ କାଉଛି । ଜୟ ଜଗନ୍ନାଥ ।🙏🏼

  • @rajendrakumarsethi1473
    @rajendrakumarsethi1473 4 หลายเดือนก่อน +1

    SC, ST ମାନଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ, ତେଣୁ ସେମାନେ ପାଠ ପଢି ପାରୁ ନାହାଁନ୍ତି। ପେଟପାଇଁ ରତିପାଇଲେ କାମକୁ ଯାଆନ୍ତି। ପିଲା ଛୁଆଙ୍କ କଥା ଚିନ୍ତା କରନ୍ତି ନାହିଁ। ସବୁ ବିଭାଗରେ ଜେନେରାଲ ଜାତିର ଲୋକ କାମ କରୁଛନ୍ତି

    • @pramilapati3181
      @pramilapati3181 19 วันที่ผ่านมา

      Sabu SC , ST ta gariba nuhanti . Survey anusare 30% SC , ST well developed . Then semane kan pain reservation paibe . Chhuan achhuan au nahin . So semane reservation ru baad padiba darkar

  • @RabiJakaka-rd2cr
    @RabiJakaka-rd2cr 4 หลายเดือนก่อน +1

    ମୋଦୀ ର ଶାସନ ଯୋଉଟି ହେବ ସେହିଟି।ଦଙ୍ଗା ସୃଷ୍ଟି ହେବା।ଉଦାହରଣ monipur।nex madyapradesh।

  • @PHO-uf7ck
    @PHO-uf7ck ปีที่แล้ว +3

    ଆର୍ଯ୍ୟମାନେ ୟୁରେସିଆ କୁ ଫେରିଯାଅ। ଆମ ଦେଶରେ ତୁମେ କିଏ

    • @pramilapati3181
      @pramilapati3181 19 วันที่ผ่านมา

      World ku 1st bramhins asithile then other castes

  • @PrahaladKadraka-l6o
    @PrahaladKadraka-l6o 4 หลายเดือนก่อน

    Thank you

  • @prafullakumarsahoo2639
    @prafullakumarsahoo2639 25 วันที่ผ่านมา +1

    ଆଲୋଚନାରେ କିଛି ହୁଏନା। ଗାଁ ମାନଙ୍କରେ ପ୍ରଥମେ ଆରମ୍ଭ କରାଯାଉ। ଅସବର୍ଣ୍ଣମାନେ ଏକାଠି ହୋଇ ଗାଁ ମନ୍ଦିରରେ ପଶନ୍ତୁ। ଯେଉଁ ନୈଷ୍ଠିକମାନେ ବାରଣ କରିବେ ତାଙ୍କୁ ବିରୋଧ କରନ୍ତୁ। ନିଜର ଅଧିକାର ପାଇଁ ଆବଶ୍ୟକ ପଡିଲେ ପେଶୀୟବଳ ପ୍ରୟୋଗ କରନ୍ତୁ। ସାମାଜିକ ସାମ୍ୟବାଦର ପ୍ରଥମ ସୋପାନ ସବୁ ମଣିଷଙ୍କ ମନ୍ଦିର ପ୍ରବେଶ।ଏକଥାଟିକୁ ଆରମ୍ଭ କରାଯାଉ ଗାଁ ମାନଙ୍କରେ ପ୍ରଥମେ।

    • @pramilapati3181
      @pramilapati3181 19 วันที่ผ่านมา

      Mandira ku sabu caste ra loka jauchhanti . Kahaku barana karajauni .

  • @sankarprasadpanda3095
    @sankarprasadpanda3095 ปีที่แล้ว +2

    S.C.& S.T.ମାନେ ପଇତାକୁ ନିଜେ ପିନ୍ଧିଲେ କିଏ ମନା କରୁଛି?

  • @jenaganesh448
    @jenaganesh448 ปีที่แล้ว +1

    Jay Bheem Sri God bless you Sri

  • @babulalbhoi2105
    @babulalbhoi2105 ปีที่แล้ว +5

    Jay bhim🙏🏾

  • @budhurammajhi1710
    @budhurammajhi1710 ปีที่แล้ว +1

    ୨୦୨୩ ରେ ଏଭଳି ଫିଲ୍ମ ବନେଇବା ନିହାତି ଦରକାର ଥିଲା କି?

  • @dinabarik1395
    @dinabarik1395 5 หลายเดือนก่อน

    ଜାତି ଭେଦ ଉଠାଇବାକୁ ହେଲେ ସାର୍ଟ ନେମକୁ ଉଠାଯିବା
    ଦରକାର ,ତେବେ ସମସ୍ତେ ସମାନ ହୋଇ ପରିନ୍ତେ ଏହା ମୋର ଅନୁରୋଧ।।🙏

  • @jitendramalik9126
    @jitendramalik9126 3 ปีที่แล้ว +2

    Good

  • @lokanathnaik335
    @lokanathnaik335 2 ปีที่แล้ว +5

    bramuna mane adhramia

  • @rajaashoksamrat417
    @rajaashoksamrat417 3 หลายเดือนก่อน

    ଜେନେରାଲ 10 ପର୍ଷେଷ୍ଟ ଭାଗ ପରା ବ୍ରାହ୍ମଣ ମହାନ୍ତି କରଣ ନେଉଛନ୍ତି

  • @manguluBehera-f4m
    @manguluBehera-f4m 2 หลายเดือนก่อน

    ଆମେବି ଗୋଛାବାଡିରେ ଦଳୀତ ଜାତି ମାନେ ଶୋଷଣ କରୁଛନ୍ତି

  • @mrfaujisk
    @mrfaujisk หลายเดือนก่อน

    ଷଡ଼ଙ୍ଗୀ ବାବୁ ତମେ ପୁଣି ଏଠିକି କଣ ପାଇ ଆଶିଚ । ତମର ଯୋଗ୍ୟତା ନାହି । ତୁମର ଜ୍ଞାନ ଘର ସୁନ ଗଲୁଆ କଥା କହୁଚ ଖାଲି ।

  • @subratkumar8990
    @subratkumar8990 2 ปีที่แล้ว +2

    Kanak news bala sabarna sapakhyare mana achhi laguchhi,,
    ମୁଁ ପଚାରୁଛି ଏମିତି କେତେ ମନ୍ଦିର ଅଛି ଯେଉଁଥିରେ
    Sc,st,obc,other puja
    କରୁଛନ୍ତି...? ଆଉ କଣ ସେ ମନ୍ଦିର ବାନେଇଲେ ତମ ବୋପା ତେବେ ଟଙ୍କା....?

    • @pramilapati3181
      @pramilapati3181 19 วันที่ผ่านมา

      1) Puri Jagannath mandira ra dayitapati heuchhanti Biswabasu nkara descendants . Mane sabara (SC ) caste ru belong karanti . 2018 re karnatak govt. 300 SC , ST priests appoint karichhi . 2020 re tamilnadu govt. 37 SC , ST priests appoint karichhi

  • @suryanandasoren6659
    @suryanandasoren6659 3 หลายเดือนก่อน +1

    S,T, ମାନଙ୍କର ଭାଷା ଅଲଗା, ଚଲନି ଅଲଗା ।ଆମେ ସାଧାରଣ ଭାବରେ କହୁ,English ପାସ କରିଗଲେ,ଆଉ ସବୁ ପାସ ହେଇ ଯିବ। ତେଣୁ ST ମାନଙ୍କର ଓଡ଼ିଆ ଭାଷା ମଧ୍ୟ ବିଦେଶୀ ପାଠ ସଦୃଶ,ଯଦି ଆମ ଭାଷାରେ ପାଠ ପଢା ହୁଅନ୍ତା ତାହାଲେ ST ପିଲା ୮୦ ମାର୍କ ରଖିଲେ,ଜେନେରାଲ ପିଲା ୨୦ ମାର୍କ ରଖିବେ ।ତେଣୁ ST/SC ଙ୍କୁ ବହୁତ ସୁବିଧାସୁଜଗ ଦିଆଯାଇ ନାହିଁ,ବର୍ତ୍ତମାନ ସୁଦ୍ଧା ସବୁଠୀ ରିଯାର୍ଭେଶନ ପୂରଣ ହେଇ ନାହିଁ।

  • @hemendrasingh2043
    @hemendrasingh2043 19 วันที่ผ่านมา

    ଜାତି ବାଦ ଉଠା ଯାଉ ସମସ୍ତେ ସମାନ

  • @sickbye996
    @sickbye996 5 ปีที่แล้ว +5

    Manoranjan babu caste system started from temple.

  • @sideswarnayak3159
    @sideswarnayak3159 2 ปีที่แล้ว +4

    Bhim sena power kehi pari beni jay Bhim 🙏💙🙏

  • @Sagarkumar-9494
    @Sagarkumar-9494 หลายเดือนก่อน

    Hmmm ଆଜି ବି ଅଛି

  • @pramodkumarsunani6459
    @pramodkumarsunani6459 4 หลายเดือนก่อน

    ଏସଡଙ୍ଗି କଥାକୋଆଡେ ବୁଆଲାଉ ଛନ୍ତି ଏଭଲିଆ ଲୋକମାନେ ଜାତିନା ରେ ହୀନସାଂ ଫେଲାଉ ଛନ୍ତି ଏମାନଙ୍କୁ ତଲେଚଟ ପିବାକ ଥା

  • @ArakhitaSamal-t3g
    @ArakhitaSamal-t3g 5 หลายเดือนก่อน

    Very nice

  • @jitendrajena4768
    @jitendrajena4768 2 หลายเดือนก่อน

    ଜାତିବାଦ ର ଜନକ ହେଲେ ବ୍ରାହ୍ମଣ ସମାଜ , ସେଥିପାଇଁ ବ୍ରାହ୍ମଣ ଙ୍କ ଉପରେ ଦଳିତ ଙ୍କ ରାଗ ବଢି ଚାଲିଛି ,ଦଳିତ ଯେତେ ମଜବୁତ୍ ହବ ସେତେ ଦ୍ଵନ୍ଦ ବଢି ବ , ସେଥିପାଇଁ ବିଚାର କୁ ଆଣିବାକୁ ହବ ନ ହେଲେ ହିନ୍ଦୁତ୍ବ ପ୍ରତି ବିପଦ ଦେଶ ପାଇଁ ବି ବିପଦ ,ବଡ଼ ଆନ୍ଦୋଳନ ର ଆନ୍ଦୋଳନ ହୋଇପାରେ

  • @haridas5442
    @haridas5442 ปีที่แล้ว +3

    News ଜିଏ ପଢୁଛି ସେ କିଛି ଜାଣିପାରୁନି , ତାକୁ ମୋ ସହିତ ଭେଟ କର ସେ ଜାଣି ପାରିବ ହରିଜନ ଲୋକଙ୍କୁ କେମିତି ହୋଇରାଣ କରାଯାଉଛି , ସେ ଦେଖିନି ତାକୁ ଦେଖିଇ ଦିଅନ୍ତି

  • @Balarammandangi-pb7st
    @Balarammandangi-pb7st 17 วันที่ผ่านมา

    ଆଦିବାସୀ ମାନେ କେବେ ହିନ୍ଦୁ ନୁହନ୍ତି।

  • @debendrabal5810
    @debendrabal5810 หลายเดือนก่อน

    ନୋ ରିଯାର୍ଭ୍ସନ,ନୋ କ୍ୟାଷ୍ଟ୍, ସବ
    ସନତାନି ହିନ୍ଦୁ, ସବ ଆର୍ଯ,କର୍ମ
    ଅନୁଯାୟୀ,ବର୍ଣ୍ଣ ,କାଠ ରୁ ବଢେଇ
    ଲୁହା ରୁ କ ମାର,ସୋନରୁ ସୋନର ।

  • @kaibalyaprasadnaik3668
    @kaibalyaprasadnaik3668 ปีที่แล้ว +2

    Jay bhim Namoo BUDHAYA piece World 🌎

  • @SanjayKumar-fp3bv
    @SanjayKumar-fp3bv 2 ปีที่แล้ว +4

    Jay bhim

  • @fagulakra520
    @fagulakra520 5 หลายเดือนก่อน

    Good

  • @juniorNANDA
    @juniorNANDA 3 หลายเดือนก่อน

    ଏହି ବ୍ରାହ୍ମଣ ବାଦ୍ ଷଡ଼ଯନ୍ତ୍ର କୁ ଭୁଜି ପାରିଛନ୍ତି AC ST OBC ମାନେ ଏତେ ହାଲାଗୁଲା ଛାଲିଛି