Pranam Odisha : Kuni Prabachak Keshab Das Dwitikrishna | NandighoshaTV

แชร์
ฝัง
  • เผยแพร่เมื่อ 5 ก.พ. 2025
  • #PranamOdisha #KuniPrabachaka #KeshabDasDwitikrushna #motivationalspeech #religiousvideo
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    TH-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    DishTV Channel No: 1367
    Airtel Digital TV Channel No: 611
    TATASky Channel No: 1779
    hathw@y Channel No: 731
    Ortel Channel No: 707
    Videocon d2h Channel No: 840
    SITI Channel No: 17 & 458
    GTPL Channel No: 719
    SUN Direct Channel No: 667
    Asianet Channel No: 219

ความคิดเห็น • 1K

  • @arabindaprusti4841
    @arabindaprusti4841 2 ปีที่แล้ว +100

    ଏହି କୁନି ପ୍ରବଚକଙ୍କୁ ମୋର କୋଟି କୋଟି ପ୍ରଣାମ।ଜୟ ଜଗନ୍ନାଥ।

  • @chinuvlog
    @chinuvlog 2 ปีที่แล้ว +77

    ଦୁନିଆ ରେ ସବୁଠୁ ବଡ ଠାକୁର ହେଉଛନ୍ତି ବାପା ମା ଜୀବନରେ କେବେ ଦୁଃଖ ଦେବେନି ବାପା ମା ଙ୍କୁ 🙏🙏🙏....

    • @gajinada4801
      @gajinada4801 ปีที่แล้ว +1

      Q

    • @suryasadhika4157
      @suryasadhika4157 ปีที่แล้ว

      ଯାହାର ବାପା ମା ଅଛନ୍ତି ସିଏ କହିପାରିବ ଦୁନିଆଁର ସବୁଠାରୁ ବଡ଼ ଦେବତା ହେଉଛନ୍ତି ବାପା ମା ଯାହାର ବାପା ମା ଛୋଟ ବେଳୁ ମରିଯାଇଛନ୍ତି ଆଉ ସିଏ ବହୁ କଷ୍ଟରେ ବଡ଼ ହୋଇଛି ସିଏ କାହାକୁ କହିବ ସବୁଠାରୁ ବଡ଼ ଦେବତା ବୋଲି ।

    • @ChaitanNayak-kf8rn
      @ChaitanNayak-kf8rn ปีที่แล้ว

      Chaitannyaykjaijanah

    • @BinodiniSethy-zi3yk
      @BinodiniSethy-zi3yk 11 หลายเดือนก่อน

      Op

    • @BinodiniSethy-zi3yk
      @BinodiniSethy-zi3yk 11 หลายเดือนก่อน

      Ml

  • @sejalmishra5227
    @sejalmishra5227 2 ปีที่แล้ว +88

    Wahhh. ବହୁତ୍ ସୁନ୍ଦର.. ସେଇ ପ୍ରଭୁ ଶ୍ରୀ ଜଗନ୍ନାଥ ହିଁ ତୁମର ଆଉ ତୁମ ପରିବାରର ଆଉ ତୁମ ଗୁରୁଜୀ ଙ୍କ ର ମଙ୍ଗଳ କରନ୍ତୁ. ଯିଏ କି ଆଜି ତୁମ ଭଳି ଏତେ ସୁନ୍ଦର କୁନି ପ୍ରତିଭାକୁ ସମାଜକୁ ପଠେଇଛନ୍ତି ସମାଜର କଲ୍ୟାଣ ପାଇଁ ତୁମର ଏହି ସୁନ୍ଦର ପ୍ରଭୁଙ୍କ କଥା ମାଧ୍ୟମ ଦେଇ.. Jay jagannath 🙏

  • @sahadevmallick726
    @sahadevmallick726 2 ปีที่แล้ว +112

    ଏମିିକା ପିଲା ଆମ ଓଡ଼ିଆ ଭାଷା ପାଇଁ ଗର୍ବ। ଭଗବାନ୍ ଜଗନ୍ନାଥଙ୍କ ପାଖରେ ଏତିକି ଗୁହାରୀ ତାଙ୍କୁ ଆହୁରି ଜ୍ଞାନର ଅଧିକାରୀ କରନ୍ତୁ

  • @gitanjlikar8232
    @gitanjlikar8232 2 ปีที่แล้ว +242

    ଆମ ଓଡ଼ିଶାର ଗର୍ବ ଓ ଗୌରବ କୁନି ପ୍ରବଚକ.... ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସର୍ବଦା ତୁମ ସାଥିରେ ଥାଉ.... 🙏

  • @evaranipadhihari5868
    @evaranipadhihari5868 2 ปีที่แล้ว +40

    Ate chhota heiki Ate sundar gayan, sundar bakya, Aapanku koti koti pranam.

    • @trilochanpradhan3129
      @trilochanpradhan3129 2 ปีที่แล้ว

      Trilochan prabhu tumara mangala karantu kunl prabachakanku auhuri uparaku niantu

  • @bipinsidhant5786
    @bipinsidhant5786 2 ปีที่แล้ว +46

    ଏହା ହିଁ ଆମ ସନାତନ ଧର୍ମର ପରିଚୟ 🙏🙏🙏🙏ମୁଁ ଏ ସାନ ଭାଇ କୁ ହୃଦୟରୁ ବହୁତ ବହୁତ ❤❤❤❤ଭଲ ପାଇବା

  • @bnmcreations4670
    @bnmcreations4670 2 ปีที่แล้ว +64

    ସାନ ସିନା ବହୁ ତ କଥା ଶିଖିବାକୁ ମିଳିଲା ଜୟ ଜଗନ୍ନାଥ 🙏

    • @ashiskumargochhayat7764
      @ashiskumargochhayat7764 2 ปีที่แล้ว +1

      Jay jagannath

    • @godzillagaming6490
      @godzillagaming6490 2 ปีที่แล้ว +1

      Jay Jaganath 🙏

    • @sanjibkumar8898
      @sanjibkumar8898 2 ปีที่แล้ว +1

      Hmmm tu sikhi jai Einstein heijibu

    • @dipikadas8949
      @dipikadas8949 2 ปีที่แล้ว +3

      Hello there who is the guy here sanjib he replied me in my comment and that's seems he gets jealous on this boy ....kemti comment karichhi dekha...gote chhota chhua ku sahi paruni

    • @sonu-thesaviour4087
      @sonu-thesaviour4087 2 ปีที่แล้ว

      @@sanjibkumar8898 to bapa bhali samaste chapal silei karibe ki ??
      Nija aukat nahi boli au kahara sahi prunu😂😂

  • @mrnewtron4057
    @mrnewtron4057 2 ปีที่แล้ว +12

    Dui Jana goda upara goda pakai basu6anti Jay jaganatha...🙏🏻🙏🏻🙏🏻

  • @pravaschandramangaraj9889
    @pravaschandramangaraj9889 2 ปีที่แล้ว +94

    ଜଣେ ମହାନ୍ କୁନି ପ୍ରବଚକ କଂ ସମୁଖ ରେ ଗୋଡ ଉପରେ ଗୋଡ ରଖି ବାର୍ତ୍ତାଳାପ କରିବା କେତେ ସଂଶ୍ରୁତି ଶିକ୍ଷା ମିଳୁଛି, ଏପରି ଅହଂକାର ଛାଡନ୍ତୁ।

    • @kumudinikanhar6197
      @kumudinikanhar6197 2 ปีที่แล้ว +3

      Thank you kuni bhakta

    • @chinmaybarik7688
      @chinmaybarik7688 2 ปีที่แล้ว +1

      Bhai tuma right katha kahecha

    • @mrnoob3312
      @mrnoob3312 2 ปีที่แล้ว

      Seta to aama Odia culture...bhaii..agaku jauchi...😀

    • @DAKOTA1940s
      @DAKOTA1940s 2 ปีที่แล้ว +1

      ଆରମ୍ଭ ରୁ ମୋ ମନ ରେ ସମାନ ଭାବନା ସୃଷ୍ଟି ହେଲା🙏🏻😒..

    • @satyasibatripathy5993
      @satyasibatripathy5993 2 ปีที่แล้ว

      ଆଜ୍ଞା ଆପଣ ସତ କହିଛନ୍ତି 👍🙏🙏

  • @jyotirbidniranjangiri9143
    @jyotirbidniranjangiri9143 2 ปีที่แล้ว +18

    ଅନେକ ଜନ୍ମର ସଂସ୍କାର ର ଫଳ ସୋରୂପ ଦେଖିବାକୁ ମିଳୁଛି. ଏହି କୁନି ମହାତ୍ମା ଙ୍କ ପାଖରେ ତେଣୁକରି ❤️🌹🙏

  • @kishorkumarbeherakishor1405
    @kishorkumarbeherakishor1405 2 ปีที่แล้ว +32

    ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜୟ
    🚩🙏🚩🌱🌹🌳
    ଆମ ଓଡିଶାର ଗର୍ବ କୁନି ପ୍ରବଚକଙ୍କ ପ୍ରତି ଅନ୍ତର ଆତ୍ମାରୁ ଆଶିର୍ବାଦ🙏🌱🌹🌳

  • @bapibarikbapi1765
    @bapibarikbapi1765 ปีที่แล้ว +15

    ପ୍ରଭୁ ଜଗନାଥ ଙ୍କର ସମ୍ପୂର୍ଣ ଆଶୀର୍ବାଦ ତୁମ ସହିତ ଥାଉ 🙏🙏🙏🙏🙏🙏🙏🙏🙏🙏🙏🙏🙏
    ତୁମ ଆଶ୍ରିବାଦ ଆମ ସହିତ ଥାଉ 🙏🙏🙏🙏🙏🙏
    ଜୟ ଜଗନାଥ ସ୍ୱାମୀ 🙏🙏🙏r

  • @matiasirofficial8130
    @matiasirofficial8130 2 ปีที่แล้ว +2

    ଅତି ସୁନ୍ଦର ଉପସ୍ଥାପନା ସହିତ ଉଚ୍ଚ କୋଟୀର ପ୍ରବକ୍ତା କୁନି ବାବା ।
    ଆମ ପାଇଁ ପ୍ରେରଣା ।

  • @thesomanathbarikofficial
    @thesomanathbarikofficial 2 ปีที่แล้ว +22

    ଆପଣ ଜଗନ୍ନାଥ ସଂସ୍କୃତି ସହିତ ଏମିତି ଯୋଡ଼ିହୋଇ ରହିଥାନ୍ତୁ ଧନ୍ୟବାଦ 💯

  • @lababehera6765
    @lababehera6765 2 ปีที่แล้ว +17

    କେଶବ ଦାସ ଙ୍କୁ ମୋର ନମସ୍କାର ଜୟଶ୍ରୀ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କ କି ଜୟ

  • @balaramghosh4921
    @balaramghosh4921 2 ปีที่แล้ว +7

    ଭଗବାନଙ୍କ ଆଶୀର୍ବାଦ ସଦାସର୍ବଦା ତୁମ ଉପରେ ରହୁ

  • @bhabeshchintak2711
    @bhabeshchintak2711 2 ปีที่แล้ว +27

    ଧନ୍ୟ ପ୍ରଭୁ ଜଗନ୍ନାଥ, ଧନ୍ୟ ତୁମର ଲୀଳା, ଧନ୍ୟ ତୁମର ସୃଷ୍ଟି , କୋଟି କୋଟି ପ୍ରଣାମ ପ୍ରଭୁ ,

  • @pradipta20022009
    @pradipta20022009 2 ปีที่แล้ว +11

    ଧନ୍ୟ ତମ ପିତା ମାତା । ଜୟ ଜଗନ୍ନାଥ ପ୍ରଭୁ

  • @santoshel34...41
    @santoshel34...41 2 ปีที่แล้ว +5

    Ete Kom age ru apanka pakhre bahut gyana achi - kuni prabachak ❤️❤️
    Thakure ahuri gyana ra Barsha karantu apanku
    Kuni prabachak 🙏🥀

  • @swagatikanayak768
    @swagatikanayak768 2 ปีที่แล้ว +21

    ତୁମ ପାଇଁ ସାରା ଓଡିଶା ବାସୀ ଗର୍ବିତ... 🙏ଜଗନ୍ନାଥ ତୁମକୁ ସାହା ହୁଅନ୍ତୁ 🙏

  • @jagannathnayak8813
    @jagannathnayak8813 ปีที่แล้ว +6

    Kuni prabachak's prabachan is very intereting & encouraging for devotional thought.A prabachak like him only at eleven years age is very rare.l bless him.Jay Jagannath.

  • @raghunarhkarjee947
    @raghunarhkarjee947 ปีที่แล้ว +4

    ଆମ ସନାନ୍ତନ ଧର୍ମ ର ମହାତ୍ୱ କେତେ ଏଇଥିରୁ ଜଣା ପଡୁଛି !ଜୟ ଜଗନ୍ନାଥ 🚩🚩🚩🚩🚩

  • @subratlifestyle9266
    @subratlifestyle9266 2 ปีที่แล้ว +6

    Bhagvan nka abatara ete chota ru ete Gyana mahana god bless you beta 🙏🙏

  • @AamaGaonAamaMati
    @AamaGaonAamaMati 2 ปีที่แล้ว +25

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବଃ ତୁମେ 🙏🙏🙏

  • @bhagyarathiprusty9982
    @bhagyarathiprusty9982 2 ปีที่แล้ว +18

    Jay Jagannath. This kuni balak keshaba is the Gift of God. He is the proud of his parents. he is not only a prophet but also one ABTARI PURUSH who wil keep name of Odisha as wel as whole world. Namste

  • @swatisuchitrasahoo1143
    @swatisuchitrasahoo1143 2 ปีที่แล้ว +10

    କୁନି ପବଚକ ହେଉଛନ୍ତି ଆମ ଓଡ଼ିଶାର ଗବॆଓ ଗୌରବ ଆମେ ତାଙ୍କ ପାଇଁ ଗର୍ବିତ। ଜୟ ଜଗନ୍ନାଥ 🙏🙏🙏..

  • @ranjanpanda7159
    @ranjanpanda7159 2 ปีที่แล้ว +9

    ଓଡ଼ିଆ ମାନଙ୍କ ର ଗର୍ବ ପ୍ରଭୁ ଜଗନ୍ନାଥ l

  • @nrusinhatripathy6930
    @nrusinhatripathy6930 2 ปีที่แล้ว +3

    ଆରେ ଆପଣ ଦୁଇ ଜଣ ଦିଦି ଙ୍କୁ ମୋର ବହୁତ୍ ବହୁତ୍ ଧନ୍ୟବାଦ୍।ମୋର ଏହି କୁନି ଭକ୍ତ ଙ୍କ ସହିତ ଆପଣ ମାନେ ସୁନ୍ଦର କଥା ବାର୍ତ୍ତା ହୋଇ ଥିବାରୁ ମୁଁ ଆପଣଙ୍କ ରୁଣ ଇ।

  • @mayureshkumar4831
    @mayureshkumar4831 ปีที่แล้ว +6

    କୁନି ପ୍ରବଚକଙ୍କୁ ମୋର ପ୍ରଣାମ 🙏 । ହେଲେ ତାଙ୍କ ସାମ୍ନାରେ ଯୋଉ ଦୁଇଟି ଆଙ୍କର ଅଛନ୍ତି ତାଙ୍କର ବସିବା ଶୈଳୀ କୁ ଧନ୍ୟବାଦ 🙏

    • @beheratribeheratri8294
      @beheratribeheratri8294 ปีที่แล้ว

      ସେମାନଙ୍କର ଟଙ୍କା ଦରକାର 🤔🤔🤔ଖାଲି ଲୋକ ଦେଖାଣିଆ 👆👆👆👆

  • @jagannathsamantaray4098
    @jagannathsamantaray4098 2 ปีที่แล้ว +14

    Keshab is the blessing of Lord Jagannath

  • @lifeofpk4412
    @lifeofpk4412 2 ปีที่แล้ว +7

    Basibaara angabhangi janauchhi je Kia kete sikhita aau kete sanskari....Jay Jagannath 🙏

  • @hareshkumarpatel4586
    @hareshkumarpatel4586 2 ปีที่แล้ว +7

    Sanskriti ରେ ପୋଖତ ତେଣୁ ତାକଂ ଓଡିଆ କହିବା ଟା ବହୁତ ଭଲ ଲାଗୁଛି ତାପରେ ଠାକୁର କଂ ଆଶୀର୍ବାଦ। ତାକଂର ଜୟହେୟୁ।

  • @easy2u.s.
    @easy2u.s. ปีที่แล้ว +6

    ସୁନ୍ଦର ଉପସ୍ଥାପନା |ଜୟ ଜଗନ୍ନାଥ 🙏🙏🙏🙏🙏

  • @gourangabiswal6962
    @gourangabiswal6962 2 ปีที่แล้ว +6

    " ମୁଁ ଯା ଠାରେ ହୁଅଇ ସଦୟ
    ଜ୍ଞାନ ତା ହୃଦରୁ ଉଦୟ"
    ଭାଗବତ ରେ ଶ୍ରୀକୃଷ୍ଣ ଘୋଷଣା କରିଥିଲେ ଓ ଦ୍ୟୁତିକୃଷ୍ଣ ମହାତ୍ମା ଙ୍କ ଜରିଆରେ ପ୍ରମାଣିତ କରାଇଛନ୍ତି।
    ଭଗବତ ବିଦ୍ୱାସ ଅନ୍ଧ ବିଶ୍ୱାସ ଯେଉଁମାନେ ଟିଭି ରେ ଚିଲ୍ଲଉ ଚାଙ୍କ ପାଇଁ ଦ୍ୟୁତିକୃଷ୍ଣ ପ୍ରମାଣ ପତ୍ର।
    ଜୟଗୁରୁ ଜୟ ଜଗନ୍ନାଥ

  • @sobhaginidehurylilu
    @sobhaginidehurylilu 2 ปีที่แล้ว

    Sundara pravachana sahita atma ku santi deuthiba katha au bohut Sundar hasa....

  • @snkarbhr
    @snkarbhr 2 ปีที่แล้ว +7

    Thank you Nandighosa TV for such a beautiful program. Keshab is an Enlightened child. Mote bht gyan milila tankaku suni. Jay Jagannath

  • @sasmitamund7921
    @sasmitamund7921 2 ปีที่แล้ว +2

    So excellent pravachana🙏🙏🙏🙏🙏🙏🙏

  • @niranjanapatnaik
    @niranjanapatnaik 2 ปีที่แล้ว +4

    ସଦା ସର୍ବଦା ଜଗନ୍ନାଥଙ୍କ ଆଶ୍ରିତ ହେଇକି ରୁହ! ଜୟ ଜଗନ୍ନାଥ..🙏🏻

  • @nibeditapradhan-do2ey
    @nibeditapradhan-do2ey ปีที่แล้ว

    Ati sundar katha kahibara soili...kuni pravachan Kati Kati pranam 🙏🙏

  • @kumarchandan3045
    @kumarchandan3045 ปีที่แล้ว +3

    ❤Jay Jagannath Mohaprabhu 🙌🏻 Apona nku Bhagwan Sadeb amiti Bhala re Asribaad dei rakhantu 🙏🏻

  • @SubasSahooSubusumu
    @SubasSahooSubusumu 2 ปีที่แล้ว +26

    Thank you Nandighosa TV for such a beautiful program. This type of program really impart on our society. At least our kids and younger generation learn Bhakati Yoga. Regarding Prabachaka, when you surrender to Mahaprabu then he only drive to you. You can not utter a single word about him without his blessings. He is blessed by Mahaprabhu Jaganatha. God bless you Maharaja Keshab Das

  • @bibhutibhusanharichandan3074
    @bibhutibhusanharichandan3074 2 ปีที่แล้ว +5

    Nice talented little Sanyasi. Thanks a lot.

  • @wordsofinspiration9994
    @wordsofinspiration9994 2 ปีที่แล้ว +10

    ହାତ ଯୋଡ଼ି ନମସ୍କାର କଲେ ଭଲ ହୁଅନ୍ତା
    ଯେତେବେଳେ ନମସ୍କାର ଜଣାଉଛନ୍ତି। ଏହା ହିଁ ଆମ ସଂସ୍କାର 🙏 ଏହା ପ୍ରତି ଟିକେ ଗୁରୁତ୍ଵ ଦେଲେ ଭଲ ହୁଅନ୍ତା।

    • @gitanjalisahoo8172
      @gitanjalisahoo8172 2 ปีที่แล้ว

      Bhai se hata jodi namaskara karichhanti apana tike dekhantu

  • @jollyrouts.s.r633
    @jollyrouts.s.r633 2 ปีที่แล้ว +3

    A kuni prabachaka nku mora koti koti pranam 🙏🏻🙏🏻😘😘..god bless you 🤲🕉️🕉️😭🧘jai jagannath ⭕‼️⭕

  • @raghumanidandasena8190
    @raghumanidandasena8190 9 หลายเดือนก่อน

    ବହୁତ୍ ସୁନ୍ଦର୍ କୁନି ପ୍ରବଚକ ଜୟ ଜଗନ୍ନାଥ

  • @little99969
    @little99969 2 ปีที่แล้ว +5

    Really god gifted.God bless you

  • @hawa9443
    @hawa9443 2 ปีที่แล้ว +3

    କିଛି ଶିଖିବାର ଅଛି ତ ଏ କୁନି ପିଲା ଠୁ ଶିଖ ଜୟ ଜଗନ୍ନାଥ 🙏🙏

    • @saratchandramallick6671
      @saratchandramallick6671 2 ปีที่แล้ว +1

      ଏ ପିଲା ସବୁ ଅମାନବୀୟ ଅବଜ୍ଞାନିକ କଥା ଓ ବିଜ୍ଞାନ କଛିନାହି ଼ସିଖିଲକଣ

  • @jyotiprakash13
    @jyotiprakash13 2 ปีที่แล้ว +12

    ପ୍ରଣାମ ଓଡିଶା ରେ ପ୍ରଣାମ ଟିକେ ନାହିଁ ଉପସ୍ଥାପିକା ଙ୍କର ଧନ୍ୟ ରେ ତୁମେ,,,

    • @nboy9584
      @nboy9584 2 ปีที่แล้ว

      ତାଙ୍କ ହାତରେ କୁକୁର ଗେହୀ ଦେଇଛି 😜😜

    • @mkay6921
      @mkay6921 2 ปีที่แล้ว +2

      e a morden jugara sudden jhia semane kn janibe

    • @jhilirauta5098
      @jhilirauta5098 2 ปีที่แล้ว

      tu kana ta kire pranam dekhinu

    • @jyotiprakash13
      @jyotiprakash13 2 ปีที่แล้ว

      tu kani ta kire hath ku jaki kari kie pranam kahe ,duijan anchor pranam and namste kahiba bele tanka hath keuthi achi bhal se dekh . tu kan kahibu tu jaha sikhi thibu sei hi kahibu .

  • @mikun3601
    @mikun3601 2 ปีที่แล้ว +15

    Ai pila jananka Charana Ram das nka bhalia exact mate laganti ...Multi talented...best of luck bhai 😀

  • @subhransuroutray6291
    @subhransuroutray6291 2 ปีที่แล้ว +6

    Really this boy is god gifted, mahan atma aau tike bada huantu samaste janiparibe

    • @sushilmishra3133
      @sushilmishra3133 2 ปีที่แล้ว

      Swami Vivekananda nka pari bi heiparanti

  • @srikantapaikaray5016
    @srikantapaikaray5016 2 ปีที่แล้ว

    Bahut sundar achara ,au ucharana au swora madhy apnakar .Pura prasiddh apana sara odisha re.

  • @daluramsingh5007
    @daluramsingh5007 2 ปีที่แล้ว +4

    Very nice programme.thanx to Nandighosh Tv

  • @shankarpatra-sm6qb
    @shankarpatra-sm6qb ปีที่แล้ว +1

    ଧନ୍ୟ ତମ ପିତା ମାତା.... ଜୟ ଜଗନ୍ନାଥ 🙏

  • @atalpradhan2956
    @atalpradhan2956 2 ปีที่แล้ว +3

    Proud of odisha of you keshaba

  • @banamalinayak9917
    @banamalinayak9917 2 ปีที่แล้ว +1

    Wow he jagannath jagatar nath mu jou bhaliaa b thae dukha nahi pravu.. Mu besi khusi ethipain j odisare janma heichhi jouthi sree narayan jagannath basa karanti.. Koti koti pranam pravu 😭😭😭😭🙏🙏🙏🙏 he pravu puni jadi janma thae emiti tamari pakhe janma dia au krupa kara mu jemiti apanankar nama sabu bele dharuthibi jai jagannath 🙏🙏🙏

  • @pramilsahu1957
    @pramilsahu1957 2 ปีที่แล้ว +15

    ଏଠି ଦିଇଟା ସହରୀ ଘୁଷୁରି କୁ ଗାଁ ର ସାଧୁ ଭଗବାନ କଦଳୀ ଦେଉଛନ୍ତି କିନ୍ତୁ ଘୁଷୁରି ମାନେ ଖାଲି ଆଲାଜକେ ବାଧ୍ୟ ହୋଇ ଶୁଣୁଛନ୍ତି

    • @a.lokanathpatro8210
      @a.lokanathpatro8210 2 ปีที่แล้ว +1

      ସାଦର ଅଭିନନ୍ଦନ ଆପଣ କଥା ଗୁଡ଼ିକ ଟିକିଏ ଭାବି ଚିନ୍ତି ଲେଖନ୍ତୁ କାରଣ ଏପରି ଭାଷା ପ୍ରୟୋଗ କରନ୍ତୁ ନାହିଁ ଯେ ଆମେ ସେମାନଙ୍କ ପରି କାର୍ଯ୍ୟ କର୍ମ ନକରି ବେଶୀ ଦେଖାଇ ହେଉଛ ମନୁଷ୍ୟ ମାନେ ଏପରି ଗୁଣ ଗାନ କରି ପ୍ରଶଂସା କରନ୍ତୁ ନାହିଁ ସବୁ ତଳେ ପଡ଼ିଯିବ ଏଣୁ ଜାଗ୍ରତ

  • @suhanishalini4041
    @suhanishalini4041 2 ปีที่แล้ว +2

    Bhagwan tumara mangala karantu ati sundar ati sundar 🙏🙏🙏

  • @suchismita6669
    @suchismita6669 2 ปีที่แล้ว +22

    Bahut sundar presentation 👌👌🥰🥰

  • @pravatkumarpanda9947
    @pravatkumarpanda9947 ปีที่แล้ว +1

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏❤️❤️❤️❤️

  • @ktworld5929
    @ktworld5929 2 ปีที่แล้ว +13

    God bless to u and ur all family members 🙏🙏🙏jay jagnath🙏🙏

  • @KishoreJena-dl5fe
    @KishoreJena-dl5fe ปีที่แล้ว

    Jaya sree krishna 🙏 🕉 pravu jaya keshaba maharaj jay kunibaba 🙏🙏🙏🚩🚩

  • @bikashdash4152
    @bikashdash4152 2 ปีที่แล้ว +60

    This is the result of good deed in previous life. Jay Jagannath

  • @amankumarnayak8968
    @amankumarnayak8968 2 ปีที่แล้ว

    Waha waha ATI sunder prabachana

  • @ranjeetsahu2862
    @ranjeetsahu2862 2 ปีที่แล้ว +5

    Very wonderfully. Jay Jagannath

  • @smitamohanty3302
    @smitamohanty3302 ปีที่แล้ว +5

    Very beautiful voice

  • @minatilenka2009
    @minatilenka2009 2 ปีที่แล้ว

    Jai jaganatha kuni prabachaga

  • @lipsanayak7389
    @lipsanayak7389 2 ปีที่แล้ว +22

    So proud of you 😊☺️☺️...keep it up beta😊😊God bless you always 🙏🙏🙏

  • @bichitrajena9486
    @bichitrajena9486 2 ปีที่แล้ว +1

    ଭଲ ଲାଗିଲା ପ୍ରଭୁ କେଶବ ଙ୍କ ଶିଷ୍ୟ

  • @pradeepparida5468
    @pradeepparida5468 2 ปีที่แล้ว +16

    Jay Jagannath Swami 🙏❤️🙏

  • @prafullamalik6513
    @prafullamalik6513 2 ปีที่แล้ว

    Ati sundar pravachana

  • @sudhansubalabarad8929
    @sudhansubalabarad8929 2 ปีที่แล้ว +12

    All credit goes to his parents.kuniprabachaka go ahead ...

  • @malatipatra1362
    @malatipatra1362 2 ปีที่แล้ว

    Dhanyabad kuni prabachaka keshaba das good very good All the very best beta God bless you 💜👍👍👍💜🇮🇳🇮🇳🇮🇳💜

  • @dillippatra1026
    @dillippatra1026 2 ปีที่แล้ว +9

    Sudhara voice ❤❤❤❤❤

  • @muraligouda4058
    @muraligouda4058 2 ปีที่แล้ว +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🌹

  • @radheshyamparija8543
    @radheshyamparija8543 2 ปีที่แล้ว +4

    Dhanya se Mata pita 🙏🙏🙏🙏actually ame ama chua kuin atleast bhagabat rastare naba ku chesta kariba katha

  • @maheswarmohanty9113
    @maheswarmohanty9113 ปีที่แล้ว

    Ati sunder.Jay Jagannath 🙏🙏🙏

  • @BhagyabantaAdbang
    @BhagyabantaAdbang 7 หลายเดือนก่อน

    ❤❤❤❤❤ Jay jagannath chakadola karunasagarahari❤❤❤❤❤❤ tumacharanare koti koti namaskar kunibaba 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Goslow3037
    @Goslow3037 2 ปีที่แล้ว +17

    It's good that even to a teen age boy , anchors behaving respectively.

  • @brajabandhusahoo6043
    @brajabandhusahoo6043 ปีที่แล้ว

    ବହୁତ ଆଗେଇ ଯାଅ ବାବା ଜଗନ୍ନାଥ ସହାୟତା କରିବେ.

  • @gyanchand8026
    @gyanchand8026 2 ปีที่แล้ว +7

    କୁନି ବାବା ଜଣେ ଜୁହାର 🙏🙏🙏🙏🙏

    • @jayantisamal7182
      @jayantisamal7182 2 ปีที่แล้ว +1

      Joy jagannath. God bless you babu.

  • @nrusinhatripathy6930
    @nrusinhatripathy6930 2 ปีที่แล้ว

    ହଁ ପରା ମୁଁ ହିଁ ଏହି ଭକ୍ତ ମାନଙ୍କ ପାଇଁ ଅର୍ଚ୍ଚନା ଲୀଳା ଓ ହେତୁ ବାଦି ଲୀଳା କରୁଛି।

  • @dusmantabehera7162
    @dusmantabehera7162 2 ปีที่แล้ว +4

    Beautiful

  • @trinathsabar4590
    @trinathsabar4590 2 ปีที่แล้ว +16

    God bless you and your family

  • @Childrentvp1
    @Childrentvp1 2 ปีที่แล้ว +1

    Charama natha nk ashirwad 🙌🙏

  • @roshnimohapatra2797
    @roshnimohapatra2797 ปีที่แล้ว +4

    ସାନ ସିନା କଳେବର
    ଅଶେଷ ଭକତି,
    କଳା ଠାକୁର ତୁମକୁ
    ଦିଅନ୍ତୁ ଶକତି।
    ଜୟ ଶ୍ରୀ ଜଗନ୍ନାଥ 🙏

  • @subhadas5231
    @subhadas5231 2 ปีที่แล้ว

    Bohut Santi laguchi Katha sabu sunilaku

  • @SDBYT1100
    @SDBYT1100 2 ปีที่แล้ว +7

    Jay Jagannath 🙏🌺🌺🌺

  • @sripatisandha924
    @sripatisandha924 2 ปีที่แล้ว +1

    Baba guruswami pranam

  • @cool777
    @cool777 2 ปีที่แล้ว +5

    God blessed you 🙏🙏🙏🙏🙏🙏

  • @mithunch971
    @mithunch971 2 ปีที่แล้ว +1

    Pranama guruswami

  • @stylestar486
    @stylestar486 2 ปีที่แล้ว +6

    ଓଁମ୍ କେଶବାୟ ନମୋ ନମଃ ,ମହଙ୍ଗା ବଗାର ,4 ଯୁଗର ମହାମନ୍ତ୍ର ନାମ ସଂକୀର୍ତ୍ତନ ହୁଏ ,ଜୟ ଜଗନ୍ନାଥ 🙏🙏🙏

  • @tapaswinisamantray3544
    @tapaswinisamantray3544 2 ปีที่แล้ว +12

    So talented

  • @lilypattanayak2042
    @lilypattanayak2042 ปีที่แล้ว

    Kuni prabchàk nku more koti koti pronam🙏🏻

  • @dayanidhibarik6508
    @dayanidhibarik6508 2 ปีที่แล้ว +4

    Pure odia language bhala lagila

  • @lilypattanayak2042
    @lilypattanayak2042 ปีที่แล้ว

    Kuni prabchàk nku more koti koti pronam🙏🏻
    Joy jagannath🎉

  • @padmajapattnaik7352
    @padmajapattnaik7352 2 ปีที่แล้ว +16

    LORD JAGANNATH IS WITH YOU DEAR TINY PRAVACHAK
    GOD BLESS YOU 🙌
    BECOME A FANTASTIC DOCTOR IN FUTURE.
    GOD WILL FULFILL YOUR DREAMS

  • @tilottamadas4428
    @tilottamadas4428 2 ปีที่แล้ว +2

    Ultra modern Ladies... Emane odisha
    Culture ra representative...

  • @saratnayak979
    @saratnayak979 2 ปีที่แล้ว +14

    The best ever episode .

  • @KishoreJena-dl5fe
    @KishoreJena-dl5fe ปีที่แล้ว

    Jayajaganath 🙏 🕉 kuni kasab baba 🙏🙏🙏🚩🚩apana jayajaganath pravu apana nku krupa karantu ahuri madhiya agaku jantu odisha pain apana garva gourab jaya uktala janani🎉🎉🎉🎉