From this time. .this youtube channel become one of greatest and purest channel ..,ହେ ତରୁଣ ସାଧୁ ତୁମ୍ଭକୁ ପ୍ରଣାମ ତୁମ୍ଭ ଗୁରୁଦେବ ଠାକୁର କେଶବ ଚନ୍ଦ୍ର ଙ୍କୁ ଲକ୍ଷ୍ଯ ଲକ୍ଷ୍ଯ ପ୍ରଣାମ 🙏🏽🙏🏽
Jaha hau argus prodcast sabu bele kichi celibraty lokanku anu thile kintu aji emiti gote pila nku Anichanti ki tanka to kichi sikhiba ku miliba.... Bht bht dhanyabad Jay Shree jaganath Jay Radha raman...... radhe radhe.....
Spiritual life ebe bi sukha daba. Kiye kahila dabani. Sukha nuhe anandA daba se sukha bahut adhika. Indriulya Mane jaha dianti taku sukha kuhajae...mana jaha diye taku Shanti Kanti au Atma jaha diye taku Ananda kahanti. Thare jaiki ta dekha . Rasagala mitha boli jiye jete kahile bi na khaile kn janipariba.
Jay Shree Jagannath Swami ki jay🙏🙏🙏🙏🙏🙏❤️❤️❤️ bht sundar. Podcast dekhibaku milila 👌👌👌👌 hruday ku Santi anubhab hela 😊😊😊 dhanyabad sangram sir ama kuni prabachaka nku Podcast re Samil karithibaru 🙏🙏🙏Jay Jagannath 🙏
ଦୂତୀକୃଷ୍ଣ ଙ୍କର କହିବା ଶୈଳୀ ବହୁତ୍ ସୁନ୍ଦର୍ ।ପ୍ରାଞ୍ଜଳ ଭାବରେ ଈଶ୍ବରଙ୍କ ବିଷୟରେ କହୁଥିଲେ ତାଙ୍କୁ ମୋର କୋଟି ପ୍ରଣାମ ।ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କାମନା କରନ୍ତୁ। ଜୟ ଜଗନ୍ନାଥ
❤❤❤
ସଂଗ୍ରାମ ସାର୍ ଙ୍କୁ ମୋର ଅନୁରୋଧ ଶ୍ରୀକ୍ଷେତ୍ର ପୁରୀର ବଡ଼ପଣ୍ଡା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ଙ୍କ ସହିତ ଏକ podcast କରନ୍ତୁ। ଆଶା କରେ ମୋର ଅନୁରୋଧ ରକ୍ଷା କରିବେ 🙏
Pls ramachandra badapanda nka anantu
Thik katha 🙏
🙏
Thik katha
Gitare lekha achhi
Atma jadi aka thathanta
Jane vakhile au janankar khrudha janta
ଧର୍ମ ବିଷୟରେ ଆଲେଚନା ଭଲ ଲାଗିଲା । କେଶବ ଧର୍ମପୁତ୍ରଙ୍କର ବହୁତ ଜ୍ଞାନର ଅଧିକାରୀ ଅଟନ୍ତି। I will respect this type of people always.
From this time. .this youtube channel become one of greatest and purest channel ..,ହେ ତରୁଣ ସାଧୁ ତୁମ୍ଭକୁ ପ୍ରଣାମ ତୁମ୍ଭ ଗୁରୁଦେବ ଠାକୁର କେଶବ ଚନ୍ଦ୍ର ଙ୍କୁ ଲକ୍ଷ୍ଯ ଲକ୍ଷ୍ଯ ପ୍ରଣାମ 🙏🏽🙏🏽
🙏🙏🙏
ଭଗବତ କଥା ଶୁଣିବାର ଓ ଭଗବତ କଥା ଶୁଣାଇବା ଭାଗ୍ଯରେ ଥିଲେ ମିଲେ ।
ଜୟ ଜଗନ୍ନାଥ।
ସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ❤❤❤❤❤
କିଶୋର ପ୍ରବଚକ ହୋଇ ମଧ୍ୟ ସୁନ୍ଦର ବ୍ୟବହାର ❤❤❤❤❤
ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଆଶିଷରୁ ଆପଣଙ୍କ ମାଧ୍ୟମରେ ଓଡ଼ିଶାର ଶିଶୁ ଓ ଯୁବକ ସତ୍ ପଥରେ ଅଗ୍ରସର ହୁଅନ୍ତୁ।ଜୟ ଶ୍ରୀଜଗନ୍ନାଥ 🙏🚩 ଜୟ ଶ୍ରୀଜଗନ୍ନାଥ 🚩🙏 ରାଧେରାଧେ 🚩🙏
ଆପଣଙ୍କର ଅନୁସନ୍ଧାନ ମୁଳକ ପ୍ରଶ୍ନ ବହୁତଭଲ।ଧନ୍ୟବାଦ ଆଗକୁ ଜାରି ରଖନ୍ତ।
ଅତି ସୁନ୍ଦର ଭାବରେ କୁନି ପ୍ରବଚକ କେଶବ ଦାସ ସମସ୍ତ ପ୍ରଶ୍ନର ଉତ୍ତର ଦେଉଛନ୍ତି। ମୋର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କେଶବ ଦାସଙ୍କୁ ଦୀର୍ଘାୟୁ କରନ୍ତୁ।
ବହୁତ ବହୁତ ଧନ୍ୟବାଦ ⚫❗⚫ ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ମୋର ଏତିକି ମିନତୀ 🙏🙏 ଆପଣକ ଚଲାପଥ କୁସୁମିତ ହେଉ ବହୁତ କିଛି ଶିଖିବାକୁ ମିଳିଲା।
ଶ୍ରୀ ସଂଗ୍ରାମ ଷଡ଼ଙ୍ଗୀ ଭାଇଙ୍କ ପ୍ରଶ୍ନଗୁଡ଼ିକ ଖୁବ୍ ସୁନ୍ଦର ।
Thank you
Shri Radhe Krishna@@Argusdigital.official
Sangram bhai prashn khoob Sundar
. Uttara Madhya khoob Sundar❤❤❤❤
Oh respect re response ❤❤❤@@Argusdigital.official
ସର୍ବେ ଭବନ୍ତୁ ସୁଖିନଃ
ସଂଗ୍ରାମ ଭାଇ ଓ କୁନି ବାବାଙ୍କୁ
ପ୍ରଣାମ। ସଂଗ୍ରାମ ଭାଇଙ୍କ ଫଟାଫଟ ପ୍ରଶ୍ନ ଆଉ କୁନିବାବାଙ୍କର ତଦନୁସାରେ ଉତ୍ତର ଅତି ଭାବୋଦ୍ଦୀପକ ଓ
ହୃଦୟସ୍ପର୍ଶୀ।
ଧନ୍ୟବାଦ୍,ଅତ୍ୟୁତ୍ତମ ସୁନ୍ଦର ଉପସ୍ଥାପନ। ଭଗବାନଙ୍କ ଶୁଭାଶିର୍ବାଦାନୁକ୍ରମେଉତ୍ତରୋତ୍ତରଭାବେ ଆଗେଇଚାଲ।🙏🙏ଜୟ ଜୟ ଶ୍ରୀଜଗନ୍ନାଥ ସ୍ବାମୀ🙏🙏
ବାବା କେଶବ ଆମର ପୁତ୍ର ବୟସର ହେଲେମଧ୍ୟ ଆମେତାଙ୍କୁ ବାବାବୋଲି ମମ୍ବୋଧନ କରିଥାଉ । ତାଙ୍କସହ ଆଜିର ଆଲୋଚନା ସୁନ୍ଦର ଲାଗିଲା କେଶବ ଏହିଭଳି ଅନେକ ଜ୍ଞାନର ଅଧିକାରୀ ହୁଅନ୍ତୁ ପ୍ରଭୁ କଥାରେ ମଜି ରହନ୍ତୁ ।
ଏ ହେଉଛନ୍ତି ଆମ ମାହାଙ୍ଗା ଠାକୁର କେଶବ ଚନ୍ଦ୍ର ଙ୍କ ଶିଷ୍ୟ ,ଶିଷ୍ୟ ଙ୍କୁ ଦେଖି ଜଣା ପଡୁଛି ଗୁରୁ କେତେ ମହାନ୍ ଗୁରୁ ହୋଇଥିବେ, ଜୟ ଜଗନ୍ନାଥ
😂😅
Jay jagannath swami
omm Jay Shere Guru swami
ଆମର କେଶବ ଚନ୍ଦ୍ର ଧାରା ନେଇଚୁ ମୁ କେଶବ ଠାକୁରଙ୍କୁ ବହୁତ୍ ମାନେ ଗୁରୁ ସ୍ବାମୀ 🙏🏾
Bahut Bahut Dhanyavad 🌷🌷
ମୂଁ ୟାଙ୍କର ପ୍ରବଚନ ଶୁଣିଛି. ପ୍ରକୃତରେ ଅସମ୍ଭବ ପ୍ରତିଭାର ଅଧିକାରୀ. ସେ ଠାକୁର କେଶବ ଚନ୍ଦ୍ର ଙ୍କର ଆଶୀର୍ବାଦ ପ୍ରାପ୍ତ. ବିନା ଈଶ୍ୱର ଙ୍କ ଆଶୀର୍ବାଦ ରୁ ଏଇ ପ୍ରକାର ପ୍ରତିଭା ଅସମ୍ଭବ. ଓଁ ନମଃ ଶ୍ରୀ କେଶବ ନାରାୟଣ ନମଃ 🙏🙏🙏
Guruswami 🙏🙏
ଗୁରୁସ୍ୱାମୀ 🙏
ଗୁରୁଃସ୍ୱାମୀ 🙏🙏🙏
ଗୁରୁଃସ୍ୱାମୀ
@@devendranathdas9636 guruswami 🙏
Shree KeshabaDash GuruBaikrushna Nath Brahmachari, nka shishya best poad cast of Argus
News by Sangram Sadangi .many many thanks
ଅତି ସୁନ୍ଦର୍ ପ୍ରଶ୍ନ କୁ ଅତି ସୁନ୍ଦର୍ ଉତ୍ତର
ଜୟ ଜଗନ୍ନାଥ 🙏🙏🙏
ବହୁତ ସୁନ୍ଦର କଥା କହୁଛୁରେ ବାପା, ତୋ ଜୀବନ ଦୀର୍ଘାୟୁ ହେଉ, ଜୟ ଜଗନ୍ନାଥ 🙏🙏
ଅତି ସୁନ୍ଦର ପ୍ରୋଗ୍ରାମ
ଦୟାକରି କଣ୍ଠଶିଳ୍ପୀ ଉମାକାନ୍ତ ଦାସ ଙ୍କୁ ଆପଣଙ୍କ podcast ରେ ସ୍ଥାନ ଦିଅନ୍ତୁ
ବହୁତ ସୁନ୍ଦର ଲାଗିଲା,
ଏଠି କେଶବ ଦ୍ବିତିକୃଷ୍ଣ ଙ୍କ ବାପା ଆଉ ମାଆ ଙ୍କୁ ବହୁତ ଧନ୍ୟବାଦ ଦେବି, ଏମିତି ଗୋଟିଏ ହୀରାକୁ ଜନ୍ମ ଦେଇଥିବାରୁ..
ସାଧାରଣତଃ ବାପା ମାଆ କୌଣସି ସାଧୁ ସନ୍ଥ କୁ ଦେଖିଲେ ପ୍ରଣାମ କରନ୍ତି, ପାଦ ଧୋଇ ଆସନ ଦିଅନ୍ତି, କିନ୍ତୁ କେବେ ବି ନିଜ ପୁଅ, ଝିଅ ସାଧୁ ସନ୍ୟାସୀ ହୋଇ ସମାଜର ମଙ୍ଗଳ କରନ୍ତୁ, କୌଣସି ବାପା, ମାଆ ଇଛା ପ୍ରକାଶ କରୁନାହାନ୍ତି.. ସେଥିପାଇଁ ମୁଁ ଏ କୁନି ବାବାଙ୍କ ମାଆ, ବାପାଙ୍କୁ ପ୍ରଣାମ ଜଣାଉଛି...
କୁନି ପ୍ରବଚକଙ୍କର କହିବା ବହୁତ ସୁନ୍ଦର୍ । ତୁମର ବ୍ୟବହାର ଅତି ସୁନ୍ଦର । ସତେ ଯେପରି ଲାଗେ ତୁମ ହଉଚ୍ଛ ଭଗବାନ ଙ୍କ ଆଶୀର୍ବାଦ ।
ପ୍ରଶ୍ନଗୁଡିକର ସୁନ୍ଦର ଉତ୍ତର ମନକୁ ଆକର୍ଷଣ କରୁଛି। ଉତ୍ତରଦାତା ହେଲେ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଶିଷ୍ଯ। ପରବର୍ତ୍ତୀ ସମୟରେ ସେ ମହାଙ୍ଗାର କେଶବବାବାଙ୍କ ଅନୁଗତ। ଉପଯୁକ୍ତ ଗୁରୁଙ୍କର ଉପଯୁକ୍ତ ଶିଷ୍ଯ ସେ। ଅପର ପକ୍ଷରେ ପ୍ରଶ୍ନକର୍ତ୍ତା ବି ଜଣେ ବହୁଦର୍ଶୀ। ଏଣୁ ଉଭୟଙ୍କର ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ହୃଦୟସ୍ପର୍ଶୀ ହୋଇଛି। ଉଭୟଙ୍କୁ ଧନ୍ୟବାଦ। ଜୟ ଜଗନ୍ନାଥ
ବହୁତ ସୁନ୍ଦର ଲାଗିଲା। ବହୁତ କିଛି ଶିଖିବାକୁ ମିଳିଲା। ଭାଗବତ ଗୀତା , ଆତ୍ମା , ଶରୀର , ସନାତନ ଧର୍ମ, ମଣିଷର ଲୋଭ ଇର୍ଷା ଦୁଃଖ ସବୁ ଉପରେ ଜ୍ଞାନ ଆହରଣ କରିଲି। ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଜଣାଇବି ଶ୍ରୀ କେଶବ ବାଳ ବ୍ରହ୍ମଚାରୀ ଙ୍କୁ ଏବଂ ଆର୍ଗସ୍ ପୋଡକାଷ୍ଟ କୁ।
ଜୟ ଶ୍ରୀ ଜଗନ୍ନାଥ 🚩🕉️🙏
ଜୟ ସନାତନ ଧର୍ମ 🙏🕉️🚩
ସଂଗ୍ରାମ ସାର୍ 🙏🏻🙏🏻
ଗୋଟେ request... ଥରେ ଶରଣ ଓଝା ସାର୍ ଙ୍କୁ ଆପଣଙ୍କ podcast କୁ ଡାକନ୍ତୁ...
ଜଗନ୍ନାଥ ଙ୍କ ବିଷୟରେ ଜାଣିବା ପାଇଁ...
ସଂଗ୍ରାମ ସାର୍ ଆପଣ ବୋହୁତ ଭଲ ଭାବରେ ପ୍ରଶ୍ନ ପଚାରୁଛନ୍ତି। ଆପଣଙ୍କ ପ୍ରଶ୍ନ ପଚାରିବା ସଇଳି ନିଆରା ଆଊ ବୋହୁତ ସହଜ ଭାବରେ ବୁଝିଲା ପରିକା ପଚାରନ୍ତି। ଦୟାକରି ପ୍ରଶାନ୍ତ ନନ୍ଦଙ୍କୁ ଡାକନ୍ତୁ ତାଙ୍କଠୁ କିଛି ଜାଣିବାର ଅଛି।
Jay jaganantha tuma ku agei niantu
Kesab Bhai apananku, apankanka Mata ,Pita,bhauni ebam Gurunku mora koti pranaam🙏
Specially grateful to Sangram Sir 🙏
ଅତି ସୁନ୍ଦର ଭାବରେ କୁନି କେଶବ ଦାସ୍ ବାବା ପ୍ରତେକ ପ୍ରସ୍ନ ର ଉତ୍ତର ଦେ ଇ ଛନ୍ତି ଅପଙ୍କ ଚେନ୍ୟଲ କୁ ଅଶେଷ ଅଶେଷ ଧନ୍ୟବାଦ କିଛି ଶିକ୍ଷା ମିଳିପରିଲା ଏମିତି କିଛି ସାଧୁ ଏବଂ ସଂତ କୁ ପ୍ରଦର୍ଶିତ କରୁଥନ୍ତୁ ଜୟ ଜଗନ୍ନାଥ 🙏🙏🙏
କିଶୋର ପ୍ରବଚକ, ଆପଣଙ୍କ ଜ୍ଞାନ ଏହିପରି ଭାବରେ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ମୋର ଅନୁରୋଧ।
ଅତି ସୁନ୍ଦର ପ୍ରଶ୍ନ ଉତ୍ତର ର କାର୍ଯ୍ୟ କର୍ମ ଥିଲା , ଅନେକ ଜ୍ଞାନ ଆରୋହଣ କରିବା ପାଇଁ ମିଳିଲା ।
ଏଡ଼ିଟର ଭାଇ ଆଗକୁ ଧ୍ୟାନ ରଖିବେ noice clear କରିବା ପାଇଁ । ପଛପଟେ noice ର ଶବ୍ଦ ବୋହୁତ ଅଧିକ ଆସୁଥିଲା ।
ସାକ୍ଷାତ୍କାରଟି ଖୁବ୍ ସୁନ୍ଦର ଓ ଉପାଦେୟ ।
ଷଡ଼ଙ୍ଗୀଭାଇଙ୍କୁ ଏଥିପାଇଁ ଆମର ହାର୍ଦ୍ଦିକ କୃତଜ୍ଞତା ।
Thank you
🎉ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବହୁତ ହୃଦୟସ୍ପର୍ଶୀ ହୋଇପାରିଛି ଆଲୋଚନା କେଶବ ବାବା ଙ୍କୁ ଆମମାନଙ୍କର ବହୁତ ବହୁତ ଶୁଭେଚ୍ଛା ଧନ୍ୟବାଦ ସାରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମଣିମା ହେ ମହାପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ ମଣିମା ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଧନ୍ୟବାଦ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Poadcast is best many many thanks to Arogus News
ଷଡ଼ଙ୍ଗୀ ସାର ଙ୍କ ପ୍ରଶ୍ନ ର ଶୈଳୀ ବହୁତ୍ ଭଲ ଥିଲା ।
ସଂଗ୍ରାମ ସାର୍ ବହୁତ ସୁନ୍ଦର ଉପସ୍ଥାପନ , ବହୁତ ବହୁତ ଧନ୍ୟବାଦ ଏମିତି ଏକ podcast ଭେଟି ଦେଇଥିବାରୁ 😊😊
ଧନ ତତେ ଭଗବାନ କୋଟି କୋଟି ଆୟୁଷ ଦେଇଥାଉ
Jaha hau argus prodcast sabu bele kichi celibraty lokanku anu thile kintu aji emiti gote pila nku Anichanti ki tanka to kichi sikhiba ku miliba.... Bht bht dhanyabad Jay Shree jaganath Jay Radha raman...... radhe radhe.....
ପ୍ରଣାମ ମହାଶୟ 🙏
ଆପଣଙ୍କ ଉପସ୍ଥାପନା ଚାତୁରୀ ଖୁବ ମନଛୁଆଁ ହୃଦୟ ତନ୍ତ୍ରୀ ରେ ଏକ ଅସମାହିତ ପ୍ରଶ୍ନ ର ଉଦବେଳନ l ଅନେକ ମହାନ ପ୍ରତିଭା ମାନଙ୍କ ର ବିଶେଷ ଆକର୍ଷଣ ରେ ମନ ପ୍ରାଣ ଭକ୍ତି ରସାମୃତ ରେ ପ୍ଲାବିତ ହୋଇ ଉଠୁଛି (ବିଶେଷ କରି ଆଧ୍ୟାତ୍ମିକ ଆଲୋଚନା ) ଆପଣକୁକୃତଜ୍ଞତା ଜଣେଇବା ପାଇଁ ଶବ୍ଦ ସବୁ ନିଶବ୍ଦ ହୋଇ ଯାଉଛି ତଥାପି ଗୋଟିଏ ଛୋଟିଆ ଅନୁରୋଧ ହେଲେବି ତା ଭିତରେ କେତେ ଯେ ଅସୀମତା ଭରି ରହିଛି ଆପଣ ନିଶ୍ଚୟ ଅନୁଭବ କରିବେ 🙏
. ଅନୁରୋଧ ଏହି ଯେ,,,,,,,,
ଆମର ପରମ ପୂଜ୍ୟ ପରମ କାରୁଣିକ ବାବା ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ଆପଣଙ୍କ ଆଲୋଚନା ର ପରିସର କୁ ଆଣିବା ହେବେ 🙏❤️🙏
ଦେଖା ଯାଉ କେବେ ଏହା ଫଳପ୍ରସୂ ହେଉଛି 🙏
ରହିଲି ଜୟ ଗୁରୁ ଜୟ ଜଗନ୍ନାଥ 🙏🌹🙏
କୁନି ବାବା ଆମ ଅଞ୍ଚଳକୁ ଆସିଥିଲେ
ଦର୍ଶନ ଲାଭ କରିଛି ଆଜି ପୁଣି ଥରେ ବାବାଙ୍କ ମୁଖରୁ ଏ ମହାନ୍ ବାଣୀ ଶ୍ରବଣ କରି ଧନ୍ୟ ହେଲି
କୋଟି କୋଟି ପ୍ରଣାମ କୁନିବାବାବ❤️❤️🙏🙏
ତାକୁ ପୂଜା କରେ ଅନ୍ଧ ଭକ୍ତ ପାଇଲେ କଣ, ସେଥି ପାଇଁ ତ ସାରଥି ବାବା ବାବା ବୋଲି କହୁଥିଲ ପରେ ହେଇଗୋଲା ବଣ୍ଡ ବାବା 🙂
I humble pranam to Kesab Das Dyitikrishna and sangram sir. So nice, Splendid and incredible Discuss about Sanatan religion 🙏🙏🙏
ଧାରୟତି ଇତି ଧର୍ମ । କେଶବଙ୍କ ବ୍ୟାଖ୍ୟାନ ଖୁବ୍ ସୁନ୍ଦର ।
ସଂଗ୍ରାମ ସାରଙ୍କ କଥା ଶୈଳୀ ବହୁତ ବହୁତ ସୁନ୍ଦର
Thank you
ସଂଗ୍ରାମ ବାବୁ ନମସ୍କାର ଓ କେଶବ ବାବୁ ଙ୍କୁ ନମସ୍କାର ❤ ବହୁତ୍ ଭଲ ଉପସ୍ଥାପନା । ସାନ ହେଲେବି ସଂଗ୍ରାମ ବାବୁ ତାଙ୍କୁ ଉଚିତ୍ ସମ୍ମାନ ଦେଇଛନ୍ତି Very good 👍👍👍👍
Odisha No.1 Argus podcast interviews Sangram sadangi 🙏🏻🙏🏻
ଜୟ ଜଗନ୍ନାଥ 🙏🙏ବହୁତ୍ ସୁନ୍ଦର କାର୍ଯକ୍ରମ
ତୁଳସୀ ଦୁଇ ପତ୍ରରୁ ବାସେ ତୁମକୁ ସଂସାର ଯେତେ କଳା ପାଉଁଶ ପାକେଲେ ବି ତୁମେଂ ପୁଣି ଆସିବ ଭାଗବତ ପ୍ରଚାର କରିବ ମୋର ବିଶ୍ୱାସ
ଆଦିର ଆଧ୍ୟାତ୍ମିକ ଆଲୋଚନା ଖୁବ୍ ଭଲ ଲାଗିଲା। ଉଭୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଈଶ୍ବର ଆପଣ ଦୁହିଁଙ୍କ ନିକଟରେ ବିରାଜ ମାନ ଅଛନ୍ତି , ରହିବେ ଏହି ବିଶ୍ଵାସ ମୋର ଆସି ଗଲା । ଏମିତି କଥା ମୋତେ ଖୁବ୍ ଭଲ ଲାଗେ । କନ୍ଧମାଳ ଫୁଲବାଣୀ ରୁ
ୟ
Superb.. Fantastic.. Podcast... Fire from all cylinder.. Hits the bulls eye.. Very nice interview❤
ଏ ସେଇ ଭାଗବାନଙ୍କ ହିଁ ଲୀଳା 🙏ନ ହେଲେ 13ବର୍ଷର ବାଳକଙ୍କ ଏତେ ଜ୍ଞାନ କିପରି ସମ୍ଭବ 🙏ଯାହା 80ବର୍ଷରେ ବି ବୁଝି ହୁଏ ନି, 🙏ଜୟ ମହାପ୍ରଭୁ ଜୟ କେଶବ ବାବା 🙏
Guruswami 🙏🙏🙏❤️କେଶବ ଠାକୁରଙ୍କଶିଷ୍ୟ ଅଟେ
ସଂଗ୍ରାମ ସାର୍ ମୋର ନମସ୍କାର 🙏ଭଲ ପ୍ରଶ୍ନ ପଚାରିଲା ଆପଣଙ୍କୁ ବହୁତ ଧନ୍ୟବାଦ 😭ଜୟ ଜଗନ୍ନାଥ ❤
ଆବାଳ ବୃଦ୍ଧ ସମସ୍ତଙ୍କୁ ଥରେ ଏହି କଥୋପ କଥନ ଦେଖିବା ଦରକାର । ବିଚକ୍ଷଣ 😊
He and She are One.
ଭଗବାନ୍ ଓ ଭଗବତୀ ଏକ ଓ ଅଭିନ୍ନ ।
ବହୁତ୍ ଭଲ ପ୍ରବଚନ
ବହୁତ୍ ଶିକ୍ଷଣୀୟ କଥା
Aha,kede badhia katha,thank u very much Sangram Sir
Thank you
Dutikrishna the real talent of spiritualism...his saying is always awesome.
Bahut bhala lagila kesab nka podcast
Thank you
Radhey Radhey..🙏🙏🙏🙏....Jay Jagannath....bal brahmachari Keshab ji nku God bahut agaku niantu.....Thank you Sangram sir for this podcast......🙏🙏🙏🙏
Thank you
ଅତି ସୁନ୍ଦର ଚମତ୍କାର ଭାବରେ ବୁଝେଇଲେ
ଓଡିଶା ରେ ଯେତେ ଆତ୍ମଘୋଷିତ ବାବା (ଚରିତ୍ରହୀନବାବା) ଅଛନ୍ତି ସେହିମାନେ ଏଇ ଛୋଟ କୁନି ବାବା କେଶବ ଠାରୁ ଚରିତ୍ର ନିର୍ମାଣ କରିବା ଶିଖନ୍ତୁ. କେଶବ ଆମ ଓଡିଶାର ଗର୍ବ ଓ ଗୌରବ. ଈଶ୍ବର ତାଙ୍କ ଚଲାପଥ କୁସୁମିତ କରନ୍ତୁ ଓ ଆଶୀର୍ବାଦ ପ୍ରଦାନ କରନ୍ତୁ.
🙏🏽🛐
Good
ଠିକ୍ କଥା। ଆମେ ଏଇ କଥା ରେ ଶତ ପ୍ରତିଶତ ଏକ ମତ । ୟାଙ୍କ ଭିତରେ ଆମେ ଐଶ୍ୱରୀୟ ସତ୍ତା କୁ ସ୍ପଷ୍ଟ ଦେଖି ପାରୁଛୁ । କେଶବ ହୁଅନ୍ତୁ ଦ୍ଵିତୀୟ ବିଶ୍ଵ ବିଜୟୀ ସ୍ଵାମୀ ବିବେକାନନ୍ଦ । ଭଗବାନ ଙ୍କ ଶ୍ରୀଚରଣାରବିନ୍ଦ ରେ ଏତିକି ମାତ୍ର କାମନା ।
Ahi pilati chhata ochhi aga bada hou tapare krushna kila Kariba 😂
@@madhurihembram8234krushna nka bisayare pade kahithibu to gala re chadhi rakta pii jibi
@@madhurihembram8234semiti kuhani kalijuga kemiti sariba satya aasiba aau dharma sansthapana haba seta daka bhagwan ku🙏🙏🙏
Adorable. Bahunam janma namante Gyanban mam prapdyate, basdeba sarvam iti sa Mahatma sudurlav.
Dhanya tuma Guru....❤
🙏🪔🌺⭕❗⭕🌺🌿⚫❗⚫🌿🌺🪔🙏🙏 ଜୟ ଶ୍ରୀ ଜଗନ୍ନାଥ 🙏🙏 ସାର୍ ଆପଣ ଙ୍କୁ ଧନ୍ୟ ବାଦ 🙏 କେଶବ ଙ୍କ ସହ ଆଲୋଚନା କଲେ. ସୁନ୍ଦର, ପ୍ରଶ୍ନ,କଲେ,, ବୋହୁତ ସୁନ୍ଦର ଭାବରେ, ଉତ୍ତର, ଦେଲେ, ଅତି ଉତ୍ତମ୍ 🙏🙏🙏
କି ଜ୍ଞାନ ପ୍ରଭୁ।
ରେ ମଣିଷ କିଛି ଶିଖ
"ଶ୍ରୀ ଜଗନ୍ନାଥ ଙ୍କ ପାଖରେ ଏୟା ପ୍ରଥାନା କରେ ଯେ ମୋ ଭିତରେ କେବେ ଗର୍ବ ଅହଙ୍କାର ନ ଆସୁ " 💯❤️🙏
ଧନ୍ୟବାଦ ସଂଗ୍ରାମ ସାର୍ ❤ ଆମ ବାବାଙ୍କୁ ଆଣିଲେ... କିନ୍ତୁ ଆମ କଥା ଟିକେ ରଖିବେ ଶିବ ନନା ଙ୍କୁ ଟିକେ ଆଣିବେ...ଆମେ ଅପେକ୍ଷା ରେ ଆପଣଙ୍କ ର ।
ସଂଗ୍ରାମ ସାର ଙ୍କ ପ୍ରଶ୍ନ ବହୁତ ଉତ୍ତମ 👌🙏
ବହୁତ ସୁନ୍ଦର, ଚମତ୍କାର 👍ଖୁସି ଲାଗିଲା 🥰ଗୁରୁଃସ୍ୱାମୀ 🙏
ବ୍ରହ୍ମଚାରୀ ର ଅର୍ଥ କଣ?
1.କେଶବ ଦାସ ଙ୍କୁ ବୁଝାଇବାକୁ ଅନୁରୋଧ
2. ଉତ୍ତର - ନିଜ ସାମ୍ନା ରେ ଅନ୍ୟର ସମସ୍ତ ଦୁଃଖ, ଯନ୍ତଣା କୁ ଅନୁଭବ କରିବା କିଛି କଷ୍ଟ ଦୂର କରିବା ମୋର ମତରେ
3. ଆପଣଙ୍କ ମତ କଣ
Beautiful, Memorable, Nice, Fantastic Podcast, Jai Jagannath
Thank you
ମଣିଷ ମଲା ପରେ ତାକୁ କିପରି ସୁଖ ମିଳିବ ,ସେ ବିଷୟରେ ସବୁ ଧର୍ମ ଗ୍ୟାରେଣ୍ଟି ଦେଉଛନ୍ତି।
କିନ୍ତୁ ବଞ୍ଚିଥିବା ସମୟରେ ମଣିଷର ଦୁଃଖ କୁ ଦୂର କରିବାକୁ କେହି ଆଗ୍ରହ ଦେଖାନ୍ତି ନାହିଁ
Spiritual life ebe bi sukha daba. Kiye kahila dabani. Sukha nuhe anandA daba se sukha bahut adhika. Indriulya Mane jaha dianti taku sukha kuhajae...mana jaha diye taku Shanti Kanti au Atma jaha diye taku Ananda kahanti. Thare jaiki ta dekha . Rasagala mitha boli jiye jete kahile bi na khaile kn janipariba.
ଦୀର୍ଘାୟୁ ଭବ କେଶବ ଦ୍ୱିତୀକୃଷ୍ଣ ❤❤❤
ସଂଗ୍ରାମ ବାବୁ ଆପଣ ବି ଜ୍ଞାନ ରେ କିଛି କମ୍ ନୁହେଁ, ଆପଣଙ୍କ ଉପରେ ବି ମା ସରସ୍ଵତୀ ଙ୍କର ବହୁତ୍ କୃପା ଅଛି, ନହେଲେ କଣ ଜଣେ ଏତେ ଭଲ ରିପୋର୍ଟ ର ହେଇପାରିବ,ସଂଗ୍ରାମ ଭାଇ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ 🙏⚫❗⚫ମହାପ୍ରଭୁ ଆପଣଙ୍କୁ ବହୁତ୍ ଆଗକୁ ନିଅନ୍ତୁ କେଶବ
Sangram babu Thankyou, Keshab kuni prabachakanku madhya ⭕‼️⭕🙏🙏🙏🙏🙏🙏
ସଂଗ୍ରାମ ସାର୍ ଆପଣଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ
ମନର ମୂଳେ କାଳ ଥାଇ, ଅର୍ଥାତ୍ ଏଠାରେ କାଳ ସମୟ,ବିନାଶ ନୁହେଁ ।ଏଣୁ ସମୟ ପ୍ରବାହରେ ମନରେ ମଧ୍ୟ ଭିନ୍ନ ଭିନ୍ନ ଆଚରଣ ଆସିଥାଏ।
ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ଶ୍ରୀ କୃଷ୍ଣ 🙏🙏🙏
ଭଗବାନ ସ୍ୱୟଂ ଅବତାର ନେଇଛନ୍ତି ମନୁଷ୍ୟ ରୂପରେ 🙏🙏🙏🙏🌹🌹🌹
Jay Shree Jagannath Swami ki jay🙏🙏🙏🙏🙏🙏❤️❤️❤️ bht sundar. Podcast dekhibaku milila 👌👌👌👌 hruday ku Santi anubhab hela 😊😊😊 dhanyabad sangram sir ama kuni prabachaka nku Podcast re Samil karithibaru 🙏🙏🙏Jay Jagannath 🙏
Thank you very much.
ଆପଣଙ୍କୁ କୋଟି କୋଟି ପ୍ରଣାମ କେଶବ ବାବା।
Jay Jagannath! Great moment!! Nice to get the auspicious talk show. 🙏🙏🙏
ଏହା ଏକ ନିଆରା ସାକ୍ଷାତକାର ଜୟ ଜଗନ୍ନାଥ
ବୀରେନ୍ଦ୍ର ପଣ୍ଡା ଙ୍କୁ ନିମନ୍ତ୍ରଣ କରନ୍ତୁ ❤🙏
Rait
ଧନ୍ୟ ତୁମ ଜନ୍ମ ତୁମ ମାଁ,ବାପା ସହିତ ଆସି ମାଁ ଙ୍କୁ ଦେଖାନ୍ତୁ ❤
ବହୁତ ସୁନ୍ଦର କଥା
ଜୟ ଜଗନ୍ନାଥ
ରଥ ଯାତ୍ରାରେ ଜନ୍ମଦିନ । ଜଗନ୍ନାଥଙ୍କ ଆଶୀର୍ବାଦରେ ପ୍ରଗଲ୍ଭ ବକ୍ତା ।
God gifted Keshav ❤
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ,ଜୟ ଶ୍ରୀ କୃଷ୍ଣ
ବିଜ୍ଞାନ ବିରୁଦ୍ଧରେ କହିବାର ଅଧିକାର ତମ କାହାର ନାହିଁ. ସମସ୍ତେ ବିଜ୍ଞାନ ଜିନିଷ କୁ ଉପଭୋଗ କରିବେ ex. ସ୍ମାର୍ଟ ଫୋନ୍, ac car, fan, କିନ୍ତୁ କହିବେ ବିଜ୍ଞାନ ବିରୁଦ୍ଧରେ..ଜ୍ଞାନ ଅଛି ସତ କିନ୍ତୁ ଇଶ୍ୱର ଙ୍କ ବିଷୟ ରେ କହିବେ ପଇସା ଡିମାଣ୍ଡ କରିବେ stage ପୋଗ୍ରାମ ପାଇଁ.. ଚୈତନ୍ୟ ତ ହରି ନାମ ପ୍ରଚାର କରୁଥିଲେ ସେ ତ ପଇସା ପାଇଁ କରୁନ ଥିଲେ. ହରି ନାମ ପ୍ରଚାର କରିବ ଅର୍ଥ ରୋଜଗାର ପାଇଁ ପୁଣି ସନ୍ୟାସୀ ହେବି ସଂସାର କରିବିନି କହିବ. ମତେ ଗୋଟେ କଥା କୁହ ସନ୍ୟାସୀ ସଂସାର ରୁ ନା ଶୂନ୍ୟ ରୁ ଧନ୍ୟ ତୁମ ଶିକ୍ଷା ଦୀକ୍ଷା ..ଏବେ ଯେତେ ସବୁ ବାହାରି ଛନ୍ତି ସମସ୍ତେ ବେପାରୀ.....
Right
ନିଷ୍କାମ ଠାରୁ କିଏ ଉର୍ଦ୍ଦ ରେ ଅଛି | ? ଏ ପ୍ରଶ୍ନର ଉତ୍ତର ସାଧାରଣ ଭାବେ ହେଉଛି ସନ୍ୟାସୀ । ସନ୍ୟାସୀ ମଧ୍ୟ କାମନା ଠାରୁ ମୁକୁଳି ପାରିନି ଏକଥା ସତ୍ୟ ମୁଁ କହୁଛି , କାହିଁକି ନା ସେମାନେ ମଧ୍ୟ କାମନା ରହିତ ' ସେମାନେ ସର୍ବତ୍ୟାଗୀ ହେଲେ ମଧ୍ୟ ଛୋଟିଏ କାମନା ଥାଏ ତାହେଲା ଇଶ୍ୱର କ ନିକଟରେ ଲିନ ହେବାର କାମନା , ଇଛା ଆଉ ଲାଳସା
ଆଜି କାଲି ଅଲେଖ ବାବା ମଧ୍ୟ ସ୍ମାର୍ଟ ଫୋନ ଧରିଲେଣି।😂
@@SASIKANTAMOHANTY-y7g ସେ ତା ହେଲେ ଅଲେଖ ବାବା ନୁହଁ..ସନ୍ୟାସୀ ର ମୁଖ୍ୟ ଭିକ୍ଷା ପରମ୍ପରା
Sethi pain alekh dharma daridrya, bhukmari re rahuchi.
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🪔⭕❗⭕
Bahut sundar Katha kahile sanyasi keshaba das anek anek dhnyabad to Argus repoter
ପ୍ରକୃତ ରେ ଏଇ କୁନି ପିଲାଟି, , ହେଉଛି ଭଗବାନ ଙ୍କ ଗୋଟେ ପ୍ରକୃତ ରୂପ ବୋଲି ମୁଁ ନିଜକୁ ମନେ କରେ,, 🙏🙏jai shree krishna,, Jai jagannath,,
Guruswami Bhai ati sundar ❤❤❤❤❤❤❤
ଆଃହା ,ମୁ ମୋ ପ୍ରଭୁଙ୍କୁ କୋଟୀ ପ୍ରଣାମ ଜଣାଉଛି 🙏🙏🙏,ଜୟ ଶ୍ରୀ ଜଗନ୍ନାଥ 🙏🙏🙏❤ଜୟ ଶ୍ରୀ କେସବାନନ୍ଦଜୀ ।❤❤🙏🙏
ଆପଣଙ୍କୁ କୋଟି କୋଟି ପ୍ରଣାମ ବାବା 🏹🌅 ଜୟ ଶ୍ରୀ ରାମ 🙏 ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🔱🔱🔱🐚🐚🐚🌺🌺🌺🕯️🕯️🕯️
ସଂଗ୍ରାମ ସାର୍ ଙ୍କ ବହୁ ସୁନ୍ଦର ଉପସ୍ଥାପନା । 🙏 ଜୟ ଜଗନ୍ନାଥ
Khushi lagila bhagwan nka bisaya re kichhi alochana hela kichhi janiparilu jay Jagannath swami
Sangram Babu..Jspur.Kriyogi Asram ra..Baba Swami Shree Sradha nanda giri..Bichitra nanda baba knu Dakantu🙏🌺
The best podcadt, thank u Sangram babu
ବହୁତ୍ ସୁନ୍ଦର୍ podkast...🙏...
Sangram sir dayakari...padmashree haldhar naganku thhare aanantu