କୁନି ପ୍ରବଚକ || Kuni Prabachak || Kesaba Das Dwitikrushna || kuni prabachan keshab das || Part - 1

แชร์
ฝัง
  • เผยแพร่เมื่อ 2 ต.ค. 2024
  • #kesabadas #ramabisaya #odiaprabachana #harikatha #kuniprabachaka #ajadhyakanda

ความคิดเห็น • 721

  • @Jotrimay
    @Jotrimay ปีที่แล้ว +62

    କୋଠି କୋଠି ଜୁହାର ତୁମକୁ 🙏🙏🙏🙏
    ଜୟ ଶ୍ରୀରାମ ରାମ 🙏🙏🙏🙏❤️❤️❤️❤️❤️❤️❤️❤️❤️👍👍💐💐💐

  • @jitendrakumarmaharana9687
    @jitendrakumarmaharana9687 ปีที่แล้ว +51

    ଧନ୍ୟ ହେ ଦିତିକୃଷ୍ଣ ! ଧନ୍ୟ ତୁମ୍ଭ ପିତା ମାତା । ଏଇଠୁ ଜୁହାର ହେ ରାମ ଠାକୁର ଜି🙏

  • @rameshpangi5296
    @rameshpangi5296 10 หลายเดือนก่อน +2

    ଅତି ଆନନ୍ଦଦାୟକ ଏହି କୁନି ପ୍ରବଚନର ଅଭିଭାଷଣ ତାଙ୍କ ଶ୍ରୀ ଚରଣରେ କୋଟି କୋଟି 🙏🙏❤️❤️❤️

  • @sandhyaranipatra9221
    @sandhyaranipatra9221 ปีที่แล้ว +11

    ଜୟ ଜଗନ୍ନାଥ 🙏 ବହୁତ ସୁନ୍ଦର 👏👏ସମସ୍ତଙ୍କ ହୃଦୟକୁ ଭକ୍ତି ମାର୍ଗକୁ ଟାଣି ନେଉଛ ମୋ କୁନି ପୁଅ🤗😘😘 ଅତି ସୁନ୍ଦର 👌 ଆତ୍ମାକୁ ଶାନ୍ତି ମିଳି ଯାଉଛି 🤗🤗🙌🙌🙌

  • @sukantakumarmalik6991
    @sukantakumarmalik6991 ปีที่แล้ว +52

    ବହୁତ ସୁନ୍ଦର ହୃଦୟକୁ ଛୁଇଁ ଯାଇଛୁ ।
    ଦୟାକାରି ଯୋଗାଯୋଗ କରିବାକୁ ଚାହୁଛୁ । ଏହି ଭଳି ଏକ ପ୍ରବଚନ କାର୍ଯ୍ୟକ୍ରମର କୁନି ପ୍ରବଚକ ମହୋଦୟଙ୍କୁ ଆମତ୍ରଣ କାରିବା ପାଇଁ ଦୃଢ ଇଚ୍ଛା ।

  • @kasarihikaka7693
    @kasarihikaka7693 ปีที่แล้ว +83

    ଜୟ ଜଗନ୍ନାଥ, ଜୟ ରାଧେ କୃଷ୍ଣ, ଧନ୍ୟ ତୁମର ମାତା ପିତା ଓ କୁଳାଧିପତି ! ଜୟ ବାଳକ ସଦଗୁରୁ ମହାଦେବ କି ଜୟ ! କଟି ପ୍ରଣାମ ଜଣାଉଛି !🙏🙏🙏🙏🙏🙏🙏 ସାଧୁ,ସାଧୁ, ସାଧୁ ସନ୍ଥମାନେ ନମସ୍କାର 🙏

    • @tusharnahak3468
      @tusharnahak3468 ปีที่แล้ว +2

      Jl

    • @fitboyjagan3447
      @fitboyjagan3447 ปีที่แล้ว

      @@tusharnahak3468 I'm

    • @kisamanipatel5950
      @kisamanipatel5950 7 หลายเดือนก่อน +1

      😊

    • @zyaphysh973
      @zyaphysh973 5 หลายเดือนก่อน

      ​@@kisamanipatel59507 8%060 हाइपो

    • @SusantaBiswal-qr3cl
      @SusantaBiswal-qr3cl 5 หลายเดือนก่อน

      😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊

  • @manishaprabinofficial9992
    @manishaprabinofficial9992 ปีที่แล้ว +9

    Right to education ରେ ବାବୁ ଭଲ ପାଠ ପଢ଼ ପ୍ରତିଦିନ ବିଦ୍ୟାଳୟ କୁ ଆସ

  • @sushreesangita4827
    @sushreesangita4827 ปีที่แล้ว +8

    ଜୟ ଜଗନ୍ନାଥ। ❤️🙏 ଅଲୌକିକ ପ୍ରତିଭାଧାରୀ ଆପଣ।

  • @pramodbhoi6210
    @pramodbhoi6210 ปีที่แล้ว +15

    କୋଟି କୋଟି ଜୁହାର ପୂଜ୍ୟ ଶ୍ରୀବକ୍ତା ଠାକୁର ଜୀ ବ୍ୟଶ୍ୟଆସ୍ଥାନ ଠାକୁର ଜୀ ଙ୍କ ଚରଣ ରେ କୋଟି ପ୍ରଣିପାତ ଜୁହାର ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଭକ୍ତ ହର ହର ମହାଦେବ ଜୟ ଜଗନ୍ନାଥ

  • @BijayKumar-mg4dn
    @BijayKumar-mg4dn ปีที่แล้ว +2

    ଧନ୍ୟ ମୋ ପ୍ରଭୁ ଧନ୍ଯ ତା ଲୀଳା। ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @sureshchandrabhoi5337
    @sureshchandrabhoi5337 ปีที่แล้ว +10

    Jay Shree Ram heart touching prabachan proud to kuni prabachak dwitikrushna 🙏

  • @kunubanua5714
    @kunubanua5714 ปีที่แล้ว +32

    ଧନ୍ୟ ସେ କୁନି ପ୍ରବଚନ ର ବାପା, ମା, ଗୁରୁ ଙ୍କୁ 🙏🙏ଏହି ଭଳି ପୁଅ କୁ ଜନ୍ମ ଦେଇ ଥିବା ରୁ

  • @mamatasahoo7489
    @mamatasahoo7489 ปีที่แล้ว +118

    ଧନ୍ୟବାଦ୍ ତୁମ୍ଭର ପିତା ଓ ମାତାଙ୍କୁ ଯେ ତୁମ ଭଳି ପୁତ୍ର କୁ ଜନ୍ମ ଦେଇଛନ୍ତି 🙏🙏🙏🙏🌅

    • @madhababehera4210
      @madhababehera4210 ปีที่แล้ว +3

      Contact parivar

    • @krupasindhumahakud8089
      @krupasindhumahakud8089 ปีที่แล้ว +5

      ଛୋଟ ପିଲାଙ୍କୁ ମୋବାଇଲ ରେ ଆଧ୍ୟାତ୍ମିକ ବିଷୟରେ ଦେଖ ନ୍ତୁ ଯେମିତି ଅଭ୍ୟାସ କରେଇବେ ସେମିତି ଶିଖିବେ

    • @krupasindhumahakud8089
      @krupasindhumahakud8089 ปีที่แล้ว +2

      ପ୍ରଥମେ ପିତା ମାତା ଶିଖିବା କଥା ତାପରେ ପିତା ମାତାଙ୍କ ପାଖରୁ ଦେଖିକି ଶିଖିବେ ଜୟ ଶ୍ରୀରାମ

    • @sanatanbehera857
      @sanatanbehera857 ปีที่แล้ว

      ​@@madhababehera4210 😊😊😊😊😊

  • @dhananjayanag912
    @dhananjayanag912 ปีที่แล้ว +11

    ଧନ୍ୟ ତୁମ ଜୀବନ ଏହା ଭଗବାନ ଙ୍କର ଏକ ଅବତାର

  • @kourabachandrasahu7884
    @kourabachandrasahu7884 ปีที่แล้ว +3

    କୁନି ପ୍ରବଚ ଙ୍କ mobile number ଅଛି କି

  • @ashutoshbehera6473
    @ashutoshbehera6473 ปีที่แล้ว +2

    ପାଠ ପଢିବା ସମୟରେ ତୁ ଏ ସବୁ କଲେ kn ହେବ

  • @ManmathPattnayak-pm9hu
    @ManmathPattnayak-pm9hu ปีที่แล้ว +97

    ଧନ୍ୟବାଦ ତୁମ ପିତା ମାତାଙ୍କୁ ପ୍ରଭୁ ଜଗନ୍ନାଥ ତୁମୁକୁ ସୁସ୍ଥ ଓ ଦୀର୍ଘାୟୁ କରନ୍ତୁ ମନକୁ ପବିତ୍ର କରିଦେଉଛି ଏହି କୁନି ପିଲାର ପ୍ରବଚନ

    • @RanjitPanda-gj5rj
      @RanjitPanda-gj5rj 6 หลายเดือนก่อน +5

      Shriramnavami jankiyanomo❤

    • @PrachiBhoi-s9p
      @PrachiBhoi-s9p 29 วันที่ผ่านมา

      😊😊😊😊😊😊😊😊😊😊😊😊😊😊😊 q​@@RanjitPanda-gj5rj

    • @PrachiBhoi-s9p
      @PrachiBhoi-s9p 29 วันที่ผ่านมา +2

      ​@@RanjitPanda-gj5rj😊😊😊

    • @PrachiBhoi-s9p
      @PrachiBhoi-s9p 29 วันที่ผ่านมา +2

      ​@@RanjitPanda-gj5rj😊

    • @SS_GANER
      @SS_GANER 13 วันที่ผ่านมา

      ❤❤😂🎉🎉😂😂😂😂😂😂​@@RanjitPanda-gj5rj

  • @bidyasagarsahu4805
    @bidyasagarsahu4805 ปีที่แล้ว +19

    ପ୍ରକୁତରେ ଆପଣ ଦୈବ ଅଶଂରେ ଜନ୍ମ ଗ୍ରହଣ କରିଛନ୍ତି ଆପଣ ଭଗବାନଙ୍କ ସନ୍ଦେଶପୂତ୍ର ଆପଣଙ୍କୁ କୋଟିକୋଟି ନମସ୍କାର ତତ୍ ସହିତ ଆପଣଙ୍କ ପିତା ମାତା ଙ୍କୁ କୋଟିକୋଟି ନମସ୍କାର

  • @anirudhabarik5590
    @anirudhabarik5590 9 วันที่ผ่านมา

    ଜୟ ଜଗନ୍ନାଥ 🙏🏵️🌺🌸🌹🌷♥️🙏🏵️🌺🌸🌹🌷♥️🙏🏵️🌺🌸🌹🌷♥️

  • @saratpradhan5425
    @saratpradhan5425 ปีที่แล้ว +1

    ଜୟ ଶ୍ରୀ ରାମ,

  • @gobindaapaswari7115
    @gobindaapaswari7115 ปีที่แล้ว +1

    ଜୟ ଶ୍ରୀ ରାମ

  • @tulugouda7970
    @tulugouda7970 ปีที่แล้ว +16

    ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ

  • @satyajitkanungo1870
    @satyajitkanungo1870 ปีที่แล้ว +8

    ଜୟ ଜୟ 💐🙏

  • @ଗୁରୁକୃପା
    @ଗୁରୁକୃପା ปีที่แล้ว

    ଜୟ ଜଗନ୍ନାଥ

  • @adikandabehera4987
    @adikandabehera4987 ปีที่แล้ว +3

    Om namah Bhagabate Basudevay namah 🙏🙏🙏

  • @alekhchandrabeja5578
    @alekhchandrabeja5578 ปีที่แล้ว +6

    ଆମେ ତୁମ ପାଇଁ ଗର୍ବିତ।ଆମ ଓଡ଼ିଆ ସଂସ୍କୃତିର ତୁମେ ଗର୍ବ ଓ ଗୌରବ। ତୁମ ପିତା ମାତା ଙ୍କୁ କୋଟି କୋଟି ପ୍ରଣାମ ।

  • @sareefaadmi7983
    @sareefaadmi7983 ปีที่แล้ว +8

    ଶ୍ରୀ ଚରଣ ଦାସଂକ ଆଭାସ ହେଉଛି ।

  • @patitakumarchoudhury9855
    @patitakumarchoudhury9855 ปีที่แล้ว +7

    ❤ପଣ୍ଡିତ ଚାରଣ ରାମଦାସ ଙ୍କ ଉତ୍ତର ଅଧିକାରୀ ❤
    ❤❤❤❤❤❤❤❤❤❤❤❤❤❤

  • @akshayakumar8712
    @akshayakumar8712 ปีที่แล้ว +5

    ଜୟ ଶ୍ରୀ ରାମ 🙏🙏🙏🙏🙏

  • @Ganeshkumarbehera-i6x
    @Ganeshkumarbehera-i6x 2 หลายเดือนก่อน

    ଜୟ ଜଗନ୍ନାଥ 🙏🙏🙏

  • @biswajitbhoi7621
    @biswajitbhoi7621 ปีที่แล้ว +11

    ଧନ୍ଯ ତୋ ପିତାମାତା, ତାଙ୍କୁ କୋଟି କୋଟି ପ୍ରଣାମ

  • @ajayaacharya2297
    @ajayaacharya2297 ปีที่แล้ว +15

    ଧନ୍ୟ ତୁମ ପିତା ମାତା ଜେ ତୁମକୁ ଜନ୍ମ ଦେଇଛନ୍ତି
    ପ୍ରଭୁ ସବୁ ପିତା ମାତାଙ୍କୁ ତୁମ ପରି ପୁଅଟିଏ ଦିଅନ୍ତୁ
    ସାରା ସଂସାର ଅଯୋଧ୍ୟା ହେଇଜାଉ

  • @satyaprakashsethy6446
    @satyaprakashsethy6446 9 หลายเดือนก่อน +1

    ବାବାଙ୍କ ନମ୍ବର କାହା ପାଖରେ ଅଛି ଟିକେ ମିଳିବକି ଆଜ୍ଞା

  • @nirojpanda3441
    @nirojpanda3441 ปีที่แล้ว +2

    Beautiful beautiful
    Jai jagannath Swami ji ki

    • @JATRAKALAKARA
      @JATRAKALAKARA ปีที่แล้ว

      Apana jadi kichi question pachari Baku chauncha tebe (chatrapur ganjam) channel re pachari paribe

    • @kedarnathmohanty8629
      @kedarnathmohanty8629 ปีที่แล้ว

      Vary nice video

  • @rabindrakumarsamal5044
    @rabindrakumarsamal5044 ปีที่แล้ว +9

    Jai Shree Ram Jai Shree Ram Jai Sita Ram very grateful & heart touching pravachan of God blessed with a suprime power to this people & great parents 🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏

  • @abhisheksamal2102
    @abhisheksamal2102 ปีที่แล้ว +17

    ଅତି ସୁନ୍ଦର ♥️😍🔥🔥🔥

  • @Kishoresahu23
    @Kishoresahu23 ปีที่แล้ว +2

    ଧନ୍ୟବାଦ କୁନି ପ୍ରବଚକ ଯୋଗାଯୋଗ ନମ୍ବର ଦେଲେ ଭଲ ହୁଅନ୍ତା।

  • @gobardhanmishra1753
    @gobardhanmishra1753 ปีที่แล้ว +23

    Wonderful prabachan.Bhagaban Rama certainly blessed this boy. In future' this boy will do miracles.

    • @JATRAKALAKARA
      @JATRAKALAKARA ปีที่แล้ว +2

      Apana jadi kichi question pachari Baku chauncha tebe (chatrapur ganjam) channel re pachari paribe

    • @pradyushranjan3225
      @pradyushranjan3225 ปีที่แล้ว +1

      Jay sri ram

  • @tripatipatra3284
    @tripatipatra3284 ปีที่แล้ว

    Ati sundar prabakta mo hrudayaru tanku janma karithiba maa bapa nku koti koti pranam.

  • @susilsenapati4929
    @susilsenapati4929 ปีที่แล้ว

    ଗୋଟେ ପ୍ରୋଗ୍ରାମ ଅଛି

  • @sanghamitrapanda3809
    @sanghamitrapanda3809 ปีที่แล้ว +60

    ଅତି ସୁନ୍ଦର କୁନି ଠାକୁର ଙ୍କ ପରିବେଷଣ ।

    • @gobindaapaswari7115
      @gobindaapaswari7115 ปีที่แล้ว +2

      ଜୟ ଶ୍ରୀ ରାମ

    • @hemantjena5026
      @hemantjena5026 ปีที่แล้ว +1

      Kuni prabachak my god of knowledge

    • @bijaynaik65
      @bijaynaik65 ปีที่แล้ว

      Dhanya tumar pita and mata. Bhagaban tumaku dirghajibi karantu. Tume bhagabanankar ati priy bhakta.

  • @labtechnician8858
    @labtechnician8858 ปีที่แล้ว +25

    Such a great little star..
    Or great voice 👌👌

  • @movie-bazaar97
    @movie-bazaar97 ปีที่แล้ว +7

    हर हर महादेव जय भोलेनाथ बाबा की जय हो ओम नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नम ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय ॐ नमः शिवाय हर हर महादेव जय भोलेनाथ की जय हो 🌹🌹🌹🌹🌹🙏🙏🙏🙏

  • @bijunag3731
    @bijunag3731 ปีที่แล้ว

    B Nag very a beautiful person and satkimaya paramta byakti ditiya in kesaba ati beautiful voice

  • @movie-bazaar97
    @movie-bazaar97 ปีที่แล้ว

    🛕🧘ଜୟ ବଜରଙ୍ଗ ବାଲି🧘🛕
    ꧁༒जय बजरंग बली༒꧂
    🙏🚩 𝙅𝘼𝙔 𝙃𝘼𝙉𝙐𝙈𝘼𝙉 🙏🚩

  • @sureshrana7431
    @sureshrana7431 4 หลายเดือนก่อน

    ଧନ୍ୟବାଦ

  • @prabinvk1889
    @prabinvk1889 5 หลายเดือนก่อน

    Bahut sundar comalamati pravachana ❤

  • @subasrana4835
    @subasrana4835 ปีที่แล้ว +1

    Jay Shree ram jay bajarangbali 🙏🙏🙏

  • @FMROHITBAGARTTICREATION
    @FMROHITBAGARTTICREATION ปีที่แล้ว +5

    ଜୟ ଶ୍ରୀ କୃଷ୍ଣ

  • @BilindraSagaria-qk5jz
    @BilindraSagaria-qk5jz 9 หลายเดือนก่อน

    Jay Sriram ❤

  • @MunaBhai-qh9fl
    @MunaBhai-qh9fl ปีที่แล้ว +4

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭାବତୁମେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ

  • @bhagabanpradhan4787
    @bhagabanpradhan4787 ปีที่แล้ว +1

    Jai shree Ram

  • @bsskkeonjhar
    @bsskkeonjhar ปีที่แล้ว +6

    ଦେଖରେ ହେତୁ ବାଦୀ... କୁନି ପୂଅକୁ.. ଜୟ ଶ୍ରୀ ରାମ

  • @RanjanKumarbeheraRanjanKumarbe
    @RanjanKumarbeheraRanjanKumarbe 6 หลายเดือนก่อน

    Jay maharaj 🙏🙏🙏🏻🙏🏻🙏🏻🙏🏻

  • @SankarmajhiMajhi-mc6wo
    @SankarmajhiMajhi-mc6wo 5 หลายเดือนก่อน

    Baba ki jay ho

  • @riteshfoji2821
    @riteshfoji2821 ปีที่แล้ว +17

    Odisha pila kichi sikha ki sastra e pila ra muha ra jay jagannath 😍😍😍

  • @odishanataka604
    @odishanataka604 ปีที่แล้ว +1

    🙏

  • @dharmendrapatra5385
    @dharmendrapatra5385 ปีที่แล้ว +5

    Jay shree ram 🙏 🙏 ❤️

  • @SwagatamTv.2018
    @SwagatamTv.2018 ปีที่แล้ว +6

    Jay Sri Ram
    God bless you

  • @RajRaul-bv6ip
    @RajRaul-bv6ip 3 หลายเดือนก่อน

    Jay shree jagnath Jay shree Ram Jai Hanuman

  • @SantoshkumarMandal-uq2sq
    @SantoshkumarMandal-uq2sq ปีที่แล้ว +1

    Jay jagannatha swami

  • @umakantamishra5225
    @umakantamishra5225 ปีที่แล้ว +1

    ରାମ କଥା ରେ କୈକେୟୀ ଙ୍କର ଚରିତ୍ର ଚିତ୍ରଣ କୁ ମନ ଇଚ୍ଛା ଚିତ୍ରଣ କରିବା ପରି ଲାଗୁଛି। ରାମ ଚରିତ୍ର ମାନସରେ ଏଭଳି କୌଣସି ଦୃଷ୍ଟାନ୍ତ ନାହିଁ। ଯଦି କୈକେୟୀ ଜାଣିଥିଲେ 14 ବର୍ଷ ବିପଦ ଅଛି ତ ପୁଣି କଣ ପାଇଁ ରାମଚନ୍ଦ୍ର ଙ୍କୁ ଡାକିବା ପାଇଁ ଯାଇଥିଲେ?????

  • @kanhaswain9403
    @kanhaswain9403 7 หลายเดือนก่อน

    Apnaka pada tate koti koti pranam

  • @naraharisethi9786
    @naraharisethi9786 ปีที่แล้ว +2

    Jay Shree Ram Chandra ji ki jai. ♈♈🙏♈♈

  • @ashantakumarmajhi7077
    @ashantakumarmajhi7077 ปีที่แล้ว +2

    ବହୁତ ସୁନ୍ଦର

  • @rudrabaitharu8132
    @rudrabaitharu8132 3 หลายเดือนก่อน +6

    ଧନ୍ୟ ପ୍ରଭୁ କୁନି ପ୍ରବଚକ ଧନ୍ୟ ଆପଣଙ୍କ ପିତା ମାତା ,ସତରେ ଆପଣ ଜଣେ ଅବତରି । ପ୍ରଭୁ ହନୁମାନଙ୍କ ଇଛାରେ ରାମାୟଣ କରିବା ଇଛା ହୁଏ , ଆପଣଙ୍କ ଆଶିର୍ବାଦ ରହୁ।ଜୟ ଶ୍ରୀହନୁମାନ, ଜୟ ଶ୍ରୀରାମ,
    କୋଟି କୋଟି ପ୍ରଣାମ।🙏🙏🙏🌹🙏

  • @sunilinahak3392
    @sunilinahak3392 5 หลายเดือนก่อน

    Jay gurudev dandavat pranam

  • @SankarPatra-xd3bv
    @SankarPatra-xd3bv 10 หลายเดือนก่อน +3

    କୁନି ପ୍ରବଚକ ❤❤❤❤❤

  • @Tapeshwarofficial8374
    @Tapeshwarofficial8374 ปีที่แล้ว +3

    ଅତି ସୁନ୍ଦର ଭକ୍ତି ଗାଥା ପରିବେଷଣ କରୁଛନ୍ତି କୁନି ପ୍ରବଚକ

  • @mayaramhans9775
    @mayaramhans9775 8 หลายเดือนก่อน

    Sat sat pranam bhakta 🙏🙏🙏🙏🙏

  • @susantakumarpattnaik4718
    @susantakumarpattnaik4718 ปีที่แล้ว +1

    Jay Sita Ram 🙏🙏🙏 Jay Hanuman 🙏🙏🙏 Jay Jagannath 🙏🙏🙏🙏 🙏♥️🌼🌼🌸🌼🌼

  • @chhabiranisahoo84sahu61
    @chhabiranisahoo84sahu61 ปีที่แล้ว +8

    Very Nice Beautiful voice

  • @bhagyabantaadbang9665
    @bhagyabantaadbang9665 7 หลายเดือนก่อน +1

    Kuni baba tuma charanare mora pranama❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @CharanBehera-e1w
    @CharanBehera-e1w 7 หลายเดือนก่อน +1

    Nice to you video well well well,Jay, shree mahakal 🙏🙏

  • @goutamsabar2908
    @goutamsabar2908 ปีที่แล้ว +4

    ଜୟ ଶ୍ରୀ ରାମ ଜୟ ହନୁମାନ

  • @susantakumardalei
    @susantakumardalei ปีที่แล้ว +7

    Jay Shree Ram... 🙏🙏🙏

  • @niteinayak4389
    @niteinayak4389 ปีที่แล้ว

    Jay jaganath

  • @anilparida5076
    @anilparida5076 ปีที่แล้ว

    Koti koti pranam

  • @susilsenapati4929
    @susilsenapati4929 ปีที่แล้ว +2

    ବାବା ଆପଣଙ୍କ ଫୋନ୍ ନମ୍ବର ଦିଅ

  • @anandakumar2825
    @anandakumar2825 ปีที่แล้ว +1

    ❤😊

  • @nabakishoreroul2059
    @nabakishoreroul2059 6 หลายเดือนก่อน

    Dhonya tumor maa bapa

  • @jhilibaladas7284
    @jhilibaladas7284 ปีที่แล้ว +87

    ଅତି ସୁନ୍ଦର ତୁମକୁ ଜନ୍ମ ଦେଇଥିବା ପିତା ମାତା ଙ୍କୁ କୋଟି କୋଟି ପ୍ରଣାମ।ତୁମ ପ୍ରବଚନ ଶୁଣି ଆତ୍ମ ପରମାତ୍ମ ଆନନ୍ଦ ରେ ଭରି ଯାଉଛି ।

  • @empoweringindiadefenceacad9593
    @empoweringindiadefenceacad9593 ปีที่แล้ว

    Great beta mauj kar di

  • @ranjubalajena6721
    @ranjubalajena6721 ปีที่แล้ว

    Jay Jagannath

  • @lababehera6765
    @lababehera6765 ปีที่แล้ว +10

    ଜୟ ସୀତା ରାମ

  • @gyanaranjan9309
    @gyanaranjan9309 ปีที่แล้ว +5

    ପ୍ରବଚନ ଅତି ସୁନ୍ଦର, ସାରଥି ଭଳି ନିଜେ ନିଜକୁ ଭଗବାନ ନ କହୁ ଏତିକି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା

    • @jitusutar3092
      @jitusutar3092 ปีที่แล้ว

      Tk sanman daei katha barta kara abhadra bhala katha kuhani

  • @ommamitexpress
    @ommamitexpress ปีที่แล้ว +9

    Very nice so beautiful voice ❤️❤️❤️

  • @manaskumar6496
    @manaskumar6496 ปีที่แล้ว +2

    Jay Jagannath

  • @jagajjibandas2979
    @jagajjibandas2979 ปีที่แล้ว +7

    ବହୁତ୍ ସୁନ୍ଦର ପ୍ରବଚନ,ବହୁତ୍ ଭଲ ଲାଗିଲା ଶ୍ରବଣ କରି ।ଜୟ ଜଗନ୍ନାଥ 🙏🙏🙏ଜୟ ଶ୍ରୀରାମ 🙏🙏🙏

    • @mithunasahoo9244
      @mithunasahoo9244 8 หลายเดือนก่อน

      😂🎉😢❤😢😮😅😊

  • @dileswarmukhi1186
    @dileswarmukhi1186 ปีที่แล้ว +6

    🙏🏽🙏🏽 ଧନ୍ୟବାଦ 🙏🏽🙏🏽 ଜୟ ଶ୍ରୀ ରାମ.................... କି..... ଜୟ....... ହୋ....... ହରିବୋଲ......... 🙏🏽🙏🏽🙏🏽

  • @chagulupanigrahi6355
    @chagulupanigrahi6355 ปีที่แล้ว +2

    Ram Ram Ram
    Jay shree Ram 🙏🙏🙏

  • @dhrubasethy8983
    @dhrubasethy8983 8 หลายเดือนก่อน

    Jay Jaganath Radhe Radhe Gurudev Hare Krishna Hare Krishna Krishna Krishna Hare Hare Hare Ram Hare Ram Ram Ram Hare Hare 🙏 🌹

  • @MayurBuzz
    @MayurBuzz ปีที่แล้ว +6

    ବହୁତ୍ ସୁନ୍ଦର୍ ପ୍ରବଚନ

    • @SS_GANER
      @SS_GANER 13 วันที่ผ่านมา +1

      Vvxn

  • @durgadas2502
    @durgadas2502 ปีที่แล้ว +22

    U r blessed by Supreme Power 🔋 U r unique. 👏👏👏👏👏

  • @bolasbadhei3901
    @bolasbadhei3901 11 หลายเดือนก่อน

    Bahut sunder

  • @HemantaNaik-c1p
    @HemantaNaik-c1p 3 หลายเดือนก่อน

    Jay Shri Krishna

  • @tanmaysahoo5494
    @tanmaysahoo5494 ปีที่แล้ว

    Jai sitaram🙏🙏🙏

  • @KailashRana-zk2gr
    @KailashRana-zk2gr 6 หลายเดือนก่อน

    Jay Jagannath

  • @VlogStarSujit
    @VlogStarSujit ปีที่แล้ว

    Jay shree ram🙏🙏🙏

  • @alokswain1235
    @alokswain1235 ปีที่แล้ว +2

    Jay sri ram ram ram ram ♥️