Nandighosha Diary | Sankar | Exclusive Interview With Kuni Prabachak Keshab Das Dwitikrishna

แชร์
ฝัง
  • เผยแพร่เมื่อ 4 ต.ค. 2024
  • #kuniprabachaka #keshabdasdwitikrishna #motivationalspeaker
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    TH-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    DishTV Channel No: 1367
    Airtel Digital TV Channel No: 611
    TATASky Channel No: 1779
    hathw@y Channel No: 731
    Ortel Channel No: 707
    Videocon d2h Channel No: 840
    SITI Channel No: 17 & 458
    GTPL Channel No: 719
    SUN Direct Channel No: 667
    Asianet Channel No: 219

ความคิดเห็น • 1.9K

  • @freefirelover6616
    @freefirelover6616 2 ปีที่แล้ว +479

    ଛୋଟ ପିଲାଙ୍କର ବେବହାର ଓ ତାଙ୍କର ପ୍ରବଚନ ଶୁଣି ବହୁତ ଖୁସିଲାଗିଲା.......😊😊
    ଧନ୍ୟବାଦ ନନ୍ଦିଘୋଷ ଡ଼ାଇରୀ...

  • @bhabeshchintak2711
    @bhabeshchintak2711 2 ปีที่แล้ว +45

    ହେ ଭଗବାନ, ଧନ୍ୟ ପ୍ରଭୁ ତୁମେ, ଧନ୍ୟ ତୁମର ମହିମା, ଧନ୍ୟ ତୁମର ସୃଷ୍ଟି, କି କି ଲୀଳା ତୁମର ପ୍ରଭୁ, କେତେ ଭେଶ ରେ ଲୀଳା କରୁଥାଇ ହେ ପ୍ରଭୁ ....

  • @Sikhyabharati
    @Sikhyabharati 2 ปีที่แล้ว +295

    କୁନି ପ୍ରବଚକଙ୍କୁ ହୃଦୟରୁ ପ୍ରଣାମ 🙏 ଆପଣଙ୍କ ଆଦର୍ଶ ଆଜିର ଛାତ୍ର ସମାଜ ପାଇଁ ପ୍ରେରଣାର ଉତ୍ସ ତଥା ସମାଜ ସଂସ୍କାରର ପଥ ପ୍ରଦର୍ଶକ, ଜୟ ଜଗନ୍ନାଥ 🙏

    • @biswajitbiswal4180
      @biswajitbiswal4180 2 ปีที่แล้ว +3

      Maousa baba boli sambodhana karantuni,pandita boli sambodhana karantu,baba nuha,aee baba baba kahi sarathi janma heichi,so a kuni pilati beda re aparagama,tanku pandita kuhantu

    • @sachhisachhi35
      @sachhisachhi35 2 ปีที่แล้ว +1

      Jay JAGANNATH

    • @mitasahu8263
      @mitasahu8263 ปีที่แล้ว

      @@biswajitbiswal4180 Wu

    • @rashmibalanayak8736
      @rashmibalanayak8736 ปีที่แล้ว

      ​@@biswajitbiswal4180 12💐💐💐💐💐💐

    • @susamabalakamila7163
      @susamabalakamila7163 ปีที่แล้ว

      ​@@biswajitbiswal4180㊗️㊗️

  • @ajayakumarbeherabehera1097
    @ajayakumarbeherabehera1097 2 ปีที่แล้ว +1

    Ae pila sure God jay Jagannath, apnku more koti koti pranam

  • @sureshmalik2125
    @sureshmalik2125 2 ปีที่แล้ว +118

    ପ୍ରଣାମ କୁନି ବାବା ଆପଣଙ୍କ ପ୍ରବଚନ ଶୁଣି ବହୁତୁ ଆନନ୍ଦ ଲାଗିଲା ଆପଣଙ୍କୁ ଭଗବାନ ଆହୁରି ଜ୍ଞାନ ଦିଅନ୍ତୁ 🙏🙏🙏🙏

  • @narayandalai9799
    @narayandalai9799 ปีที่แล้ว +2

    ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️

  • @Mrmunna-sm6or
    @Mrmunna-sm6or 2 ปีที่แล้ว +10

    ଅତି ସୁନ୍ଦର ଭାବରେ ଉପସ୍ଥାପନ କରୁଛନ୍ତି କୁନି ପଣ୍ଡିତ।... ଜୟ ଜଗନ୍ନାଥ ମହାପ୍ରଭୁ...🙏🙏🙏

  • @ranjan_blogs
    @ranjan_blogs 2 ปีที่แล้ว +11

    ବହୁତ ସୁନ୍ଦର
    ନୂତନ ଅଧ୍ୟାୟ ପାଇଁ ମୁଁ ଅପେକ୍ଷାରେ ରହିଲି 🙏

  • @parameswarnayak7385
    @parameswarnayak7385 2 ปีที่แล้ว +75

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏

  • @soumyavlogs_
    @soumyavlogs_ ปีที่แล้ว +13

    ବହୁତ୍ ବହୁତ୍ ଧନ୍ୟବାଦ୍ କୁନି ପ୍ରବଚକ ଙ୍କୁ ସମାଜ ପାଇଁ ଭଲ ବାର୍ତ୍ତା ଦେଇ ଥିବାରୁ ଏବଂ ନନ୍ଦିଘୋଷ ଟିଭି କୁ ଅଶେଷ ଅଶେଷ ଧନ୍ୟବାଦ୍ ଏଭଳି କାର୍ଯ୍ୟକ୍ରମ କୁ ପରିବେଷଣ କରି ଥିବାରୁ🙏

  • @dasgopal6552
    @dasgopal6552 2 ปีที่แล้ว +61

    ନନ୍ଦିଘୋଷ ଟିଭି କୁ ମୋର ଧନ୍ୟବାଦ, ଏବଂ ତା ସହିତ ମୋର କୁନି ପ୍ରବଚକ ଙ୍କୁ ମଧ୍ୟ୍ୟ ଧନ୍ୟବାଦ, ଏ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନିହାତି ଆବଶ୍ୟକ. ଆଉ ସଦାବେଳ ପାଇଁ ଆମୋ ଜଗନ୍ନାଥ ସଂସ୍କୃତି ବଜାୟ ରହିବ.ମୁଁ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛିକି ତୁମୋ ଭବିଷ୍ୟତ ଆଲୋକମୟ ଏବଂ ଉଜ୍ୱଳମୟ ହେଉ ଏହାହିଁ ମୋର କାମନା ଜୟ ଜଗନ୍ନାଥ 🙏🙏🙏🙏🙏

  • @ranjankumardakua1484
    @ranjankumardakua1484 ปีที่แล้ว +49

    ମୋ ଆୟୁଷ ଆପଣଙ୍କୁ ଲାଗିଯାଉ ହେ କେଶବ 🛐🛐🛐⚫️❗️⚫️ମହାପ୍ରଭୁ ଘଣ୍ଟ ଘୋଡ଼େଇକି ରଖନ୍ତୁ ସବୁବେଳେ ଆପଣଙ୍କୁ 🙌🙌🙌

  • @rabindraswain3695
    @rabindraswain3695 2 ปีที่แล้ว +72

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏🌹

    • @sachhisachhi35
      @sachhisachhi35 2 ปีที่แล้ว

      Jay JAGANNATH

    • @priyambdadevi6374
      @priyambdadevi6374 ปีที่แล้ว

      @@sachhisachhi35 à11à at àÀ11aà asa ÀÀ1À AA AN a AM

    • @godcreation36
      @godcreation36 ปีที่แล้ว

      Jay Jagannath ⭕‼️⭕

    • @srinathdas8721
      @srinathdas8721 ปีที่แล้ว

      ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ ଜୟ ଶ୍ରୀ ରାମ

    • @pinkuchoudhury3831
      @pinkuchoudhury3831 ปีที่แล้ว

      Gaybayhdjap Jina I

  • @kunjamohanmishra69
    @kunjamohanmishra69 ปีที่แล้ว +17

    କୁନି ପ୍ରବଚକ ମହାଶୟ,ଆପଣଙ୍କ ଭଜନ ସବୁଦିନ ପାଇଁ ମନେ ରହିବ, ଯଥା ନୀଳ ନବଘନ।।।। ଜୟ ଜଗନ୍ନାଥ।

  • @balakrushnarath4854
    @balakrushnarath4854 2 ปีที่แล้ว +46

    Wow ଶୁଣି ମନ ଖୁସି ହୋଇଗଲା ଧନ୍ୟ ତୁମ ବାପା ମା....
    ତୁମ ବାପା ମା ଙ୍କୁ ମୋର 🙏🙏🙏..
    ମାତ୍ର ମୋ ସାନ ଭାଇ ତୁମକୁ ମୋର ନିବେଦନ
    ବଡ ହେଲା ପରେ ଲୋଭ ର ବଶବର୍ତ୍ତୀ ହୋଇ ଭଣ୍ଡ ସାରଥୀ ଭଳି ନ ହୁଅନ୍ତୁ
    ଧନ୍ୟବାଦ ନନ୍ଦିଘୋଷ ଟିଭି

  • @ashutoshbarik5847
    @ashutoshbarik5847 2 ปีที่แล้ว +14

    କୃଷ୍ଣ ପ୍ରେମରେ ରତିଯାର
    ସେ ପ୍ରାଣୀ ଭବ ମଧ୍ୟେ ସାର
    🚩🚩🚩

  • @shatabdi8725
    @shatabdi8725 2 ปีที่แล้ว +5

    Dhanyabad Nandighosh tv emti bishista byaktitwa nku ama agaku aniba lagi🙏 Jay Jagannath

  • @mrsinu..125
    @mrsinu..125 2 ปีที่แล้ว +38

    ଧନ୍ୟ ତୁମ ପିତା ମାତା ଙ୍କୁ ଯେ ତୁମ ଭଳି ଶିଶୁ କୁ ଜୋ ଜନ୍ମ ଦେଇଥିବାରୁ
    ନିଶ୍ଵୟ ଜଗନ୍ନାଥ ଜଗତର ନାଥ ଙ୍କ ଅଶ୍ରିବାଦ ଆଛି
    ତୁମ ପାଖରେ !
    ପ୍ରବଚନ ସୁଣି ମନ କୁ ଶାନ୍ତି ଆସିଗଲା
    ଜୟ ଜଗନ୍ନାଥ।।।🙏🏼🙏🏼🙏🏼

  • @pabitramohandash9190
    @pabitramohandash9190 2 ปีที่แล้ว +19

    ଏହି ଆଧ୍ୟାତ୍ମିକ ସାକ୍ଷାତକାର ସମସ୍ତ ଙ୍କ ପାଇଁ ପ୍ରେରଣା ଦାୟକ।ଜୟ ଜଗନ୍ନାଥ ହରିବୋଲ ହରିବୋଲ 🙏

  • @diptiranjanswain8049
    @diptiranjanswain8049 2 ปีที่แล้ว +1

    Kesaba babanku mora koti namaskar 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @puspashreekhusi5206
    @puspashreekhusi5206 2 ปีที่แล้ว +10

    Tq nandighosa tv n Sankar sir🙏 emiti mohan episode gift deithibaru👍mora kuni prabachaka nku koti koi dhanyawad n pranam 🙏jay Jagannath 🙏🙏

  • @Sonapradhana143
    @Sonapradhana143 ปีที่แล้ว +91

    ଇଏ ପିଲା ସାମାନ୍ୟ ପିଲା ନୁହେଁ ପ୍ରଭୁ ଙ୍କର ବହୁତୁ ବଡ ଭକ୍ତ 🙏🙏🙏🙏

  • @Gopabandhu91
    @Gopabandhu91 2 ปีที่แล้ว +12

    ମହାପ୍ରଭୁ ତୁମଙ୍କୁ ଆଶ୍ରିବାଦ କରନ୍ତୁ
    ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻

  • @alokbiswal55
    @alokbiswal55 2 ปีที่แล้ว +66

    ହେ ପ୍ରବଚକ ଆପଣଙ୍କୁ ପ୍ରଣାମ.. ଆପଣଙ୍କ ଜନ୍ମ ଦାତା ଏବଂ ଦାତ୍ରୀ ଙ୍କୁ କୋଟି କୋଟି ପ୍ରଣାମ. 🙏🏻

    • @sachhisachhi35
      @sachhisachhi35 2 ปีที่แล้ว +2

      Jay JAGANNATH

    • @bulipatra6420
      @bulipatra6420 ปีที่แล้ว +1

      ​@@sachhisachhi35😂 Ed😅❤. we

    • @bulipatra6420
      @bulipatra6420 ปีที่แล้ว

      ​@@sachhisachhi35😮i0😊

  • @satyasibatripathy5993
    @satyasibatripathy5993 2 ปีที่แล้ว +31

    ଭଗବାନ୍ ଙ୍କ କୃପା ଅଛି ତମ ଉପରେ କୁନି ପ୍ରବଚକ !!
    ଜୟ ଜଗନ୍ନାଥ 🚩

  • @rajuranumasti
    @rajuranumasti ปีที่แล้ว +7

    କୁନି ପ୍ରବଚକ ତୁମକୁ କୋଟି କୋଟି ପ୍ରଣାମ 🙏🙏🙏 ଜଗନ୍ନାଥ ପ୍ରଭୁ ତୁମକୁ ଆଶ୍ରିବଦ କରନ୍ତୁ🙏🙏🙏

  • @MrTiyu
    @MrTiyu 2 ปีที่แล้ว +4

    Ete dina pare....bahut bhala episode ta dele...thnxs Nandigosh🙏

  • @laxmidharbehera738
    @laxmidharbehera738 ปีที่แล้ว +13

    କୁନି ପ୍ରବଚକ ହେଉଛନ୍ତି ଓଡ଼ିଶାର ଗର୍ବ ଜଗନ୍ନାଥ ସବୁବେଳେ ତାଙ୍କୁ ଭଲ ରେ ରଖନ୍ତୁ 🙏🙏🙏

  • @ritankumarsahoo
    @ritankumarsahoo 2 ปีที่แล้ว +27

    ବହୁତ୍ ବଢିଆ ଲାଗିଲା, ଆନନ୍ଦ ଅନୁଭବ କଲି

  • @bijaysenapati5344
    @bijaysenapati5344 ปีที่แล้ว +5

    ଆଧ୍ୟାତ୍ମିକ କୁ ବି ଆଜିକାଲି କମେଡି କରିଦେଲେଣି
    ଧନ୍ୟ ଏ ସାମାଜ 🙏🙏🙏🙏🙏

  • @dasarathipatra6545
    @dasarathipatra6545 2 ปีที่แล้ว +31

    ଧନ୍ୟ ସେ ବାପା ମା ଙ୍କୁ

  • @ganapatipradhan2404
    @ganapatipradhan2404 ปีที่แล้ว +3

    ଧନ୍ୟବାଦ, ସାଧୁବାଦ.....। ଏ ସାକ୍ଷାତକାର ପାଇଁ ଆପଣଙ୍କୁ ଅନେକ ଅନେକ ଜିନ୍ଦାବାଦ । ଆଦି ଶଙ୍କରାଚାର୍ଯ୍ୟ ମାତ୍ର ସାତ ବର୍ଷ ବୟସରେ ଜଗଦ୍ଗୁରୁ ହୋଇପାରିଥିଲେ । କେଶବଦାସ ଦ୍ବିତୀକୃଷ୍ଣ ଏ ବୟସରେ ଏମିତି ହେଲେଣି; ସନାତନ ହିନ୍ଦୁ ଧର୍ମର ସଂସ୍କାରକ କି ପ୍ରଚାରକ ହେବେ, ଭବିଷ୍ୟତ କହିବ । ଦେଖାଯାଉ ଜଗନ୍ନାଥଙ୍କ କ'ଣ ଇଚ୍ଛା ? ଜୟ ଜଗନ୍ନାଥ ।।

  • @mihirrout787
    @mihirrout787 2 ปีที่แล้ว +78

    ବାଲ୍ୟ କାଳୁ ଧନ ଧର୍ମ ମୁଁ ସନ୍ଚିବି
    😳😳😳😳😳
    ଆପଣଙ୍କ କଥା ଶୁଣି ମନ ଶାନ୍ତି ହେଇଗଲା
    ଆପଣଙ୍କ ପିତା ମାତା ମହାନ 🙏
    🙏JAY HO CHOTE PANDIT 🙏

  • @nareshmahanta4368
    @nareshmahanta4368 2 ปีที่แล้ว +1

    Jai jagannath

  • @tofanpradhan871
    @tofanpradhan871 2 ปีที่แล้ว +6

    ଜୟ ଜଗନ୍ନାଥ ହେ ଜ୍ଞାନେନ୍ଦ୍ର ତୁମ ଚରଣରେ ମୋର କୋଟି ପ୍ରଣାମ 🙏

  • @AbinashNaik-ey8kr
    @AbinashNaik-ey8kr ปีที่แล้ว +13

    ଭବିଷ୍ୟତର ହିନ୍ଦୁ ଧର୍ମର ମହାନ୍ ପ୍ରଚାରକ 🙏 ଭଗବାନ ଜଗନ୍ନାଥ ଘଣ୍ଟ ଘୋଡାଇ ଚକ୍ର ଆଢୁଆଳ କରି ରଖିଥାନ୍ତୁ

    • @JituBagarti-r4d
      @JituBagarti-r4d 5 หลายเดือนก่อน +1

      ❤❤❤❤❤❤❤

  • @user-fh9tw7mi2c
    @user-fh9tw7mi2c 2 ปีที่แล้ว +20

    କୁନି ପ୍ରବଚକ ଙ୍କୁ ବହୁତ ବହୁତ ଧନ୍ୟବାଦ । ଏସବୁ ପୂର୍ବ ଜନ୍ମର ସଂସ୍କାର ଦ୍ବାରା ସମ୍ଭବ । ଜୟ ଜଗନ୍ନାଥ 🙏🌹🌹🌹🙏🙏🙏🙏🙏

  • @yourfavorite6705
    @yourfavorite6705 3 หลายเดือนก่อน +1

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ

  • @sen....gungun....4590
    @sen....gungun....4590 2 ปีที่แล้ว +10

    Waaa beta ❤️god bless uuu.... really bhala lagila

  • @harishchandrabarik8831
    @harishchandrabarik8831 2 ปีที่แล้ว +1

    Jay jagannath

  • @gitanjlikar8232
    @gitanjlikar8232 2 ปีที่แล้ว +16

    ଏତେ କମ୍ ବୟସ ରେ ଏପରି ଈଶ୍ୱର ବିଶ୍ବାସୀ, ସତରେ ଅବିଶ୍ବସନୀୟ । ଭବିଷ୍ୟତ ତୁମର ଉଜଳମୟ ହେଉ। କାଳିଆ ର ଆଶୀର୍ବାଦ ସର୍ବଦା ତୁମ ସହ ଥାଉ। ଜୟ ଜଗନ୍ନାଥ ....

  • @rocksonu7675
    @rocksonu7675 ปีที่แล้ว +4

    ତମେ ଆମ ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବ ❤ଜୟ ଜଗନ୍ନାଥ 🙏

  • @sunshinemeryrashmi3738
    @sunshinemeryrashmi3738 2 ปีที่แล้ว +16

    God bless u beta🙋‍♀🙋‍♀🙋‍♀Jay Jagannath Mahaprabhu🙏🙏

  • @bhagabankumbhar4578
    @bhagabankumbhar4578 2 ปีที่แล้ว +4

    ମହାନ୍ ବାଲ୍ୟ ପ୍ରବଚକ ଆପଣ ବହୁତ୍ ମହାନ୍ ମୁଁ ଆପଣଙ୍କୁ 🙏🙏🙏🙏🙏🙏🙏🙏🙏🙏🙏 ବହୁତ ବହୁତ ପ୍ରଣାମ କରୁଛି ଓ ଧନ୍ୟବାଦ ଜ୍ଞାପନ କରୁଛି

  • @nboy9584
    @nboy9584 2 ปีที่แล้ว +30

    ତୁମ କଣ୍ଠରେ ସତରେ ପ୍ରଭୁ ନିଜେ ଆସି ବାସ କରିଛନ୍ତି

  • @sunitabag6928
    @sunitabag6928 11 หลายเดือนก่อน +2

    Jai shree Ram 🙏🙏🙏 radhe radhe 🙏🙏radhe Krishna,🙏🙏 har har Mahadev 🙏🙏 au jagannath 🙏. ...😍😍😍😍😍😍😍😍🌎🌎🌎🌎✨✨✨✨✨😍😍😍🥰🥰🥰🥰🥰🥰🥰🥰

  • @Subratofficial-ky7et
    @Subratofficial-ky7et 2 ปีที่แล้ว +6

    ବହୁତ ସୁନ୍ଦର ଜୟ ଜଗନ୍ନାଥ ହରିବୋଲ 🙏

  • @narottammallik2660
    @narottammallik2660 ปีที่แล้ว +20

    ବାଃ ଧନ୍ୟ ସେ ବାପା ମା ଯିଏ ଅପଙ୍କୁ ଜନ୍ମ ଦେଇଛନ୍ତି।ଆପଣଙ୍କ ଠୁ ବହୁତ୍ କଥା ଶିଖିବାକୁ ମିଳିଲା।ଜୟ ଜଗନ୍ନାଥ 🙏🙏🙏🙏

  • @Manashmallick-t
    @Manashmallick-t 2 ปีที่แล้ว +5

    Kuni prabachaka Bapa & Maa nku koti koti pranam. Amiti pila ku sanskara dei duniaku anithibaru. Jay Jagannath. Sunyamahaprabhu

  • @kusumasahoo-tz3ib
    @kusumasahoo-tz3ib ปีที่แล้ว +4

    ଭଗବାନ ସବୁବେଳେ ସହାୟ ହୁଅନ୍ତୁ ❤

  • @gourishankarmishra929
    @gourishankarmishra929 2 ปีที่แล้ว +281

    ମହାପ୍ରଭୁଙ୍କ ଆଶୀର୍ବାଦ ଏ କୁନି ସାଧକ ଙ୍କ ସାଧନା ରେ ସିଦ୍ଧି ପ୍ରଦାନ କରୁ।

    • @basantaparida6781
      @basantaparida6781 2 ปีที่แล้ว

      Í

    • @gyanabandhusahoo4830
      @gyanabandhusahoo4830 2 ปีที่แล้ว

      Vai after 10year I wished to meet with you I will able to complete the all documents of kesab das 😂😂😂😂 skahtta bhagban

    • @OdiaTech24knowledge
      @OdiaTech24knowledge 2 ปีที่แล้ว

      Wait and Watch🤣🤣🤣

    • @sachhisachhi35
      @sachhisachhi35 2 ปีที่แล้ว +2

      Jay JAGANNATH Jay SHREERAM Jay Sita RAM Jay sanaatan Dharma

  • @suryakantibehera5200
    @suryakantibehera5200 2 ปีที่แล้ว +4

    କେବଳ ସେ କୁନି ମହାନ୍ ପ୍ରବଚକ ନୁହନ୍ତି, ସୁନ୍ଦର କଣ୍ଠଶିଳ୍ପୀ ମଧ୍ୟ 🙏

  • @niranjansahoo8922
    @niranjansahoo8922 2 ปีที่แล้ว +5

    Very nice. ..thanks nandighosh tv

  • @gyanaranjanswain4272
    @gyanaranjanswain4272 2 ปีที่แล้ว +2

    How vast knowledge he have got regarding this

  • @maheswarmaharana5013
    @maheswarmaharana5013 2 ปีที่แล้ว +8

    Tumo bapa maa nku Moro koti pranam

  • @pramilasahu4916
    @pramilasahu4916 2 ปีที่แล้ว +1

    Kotti kotti dandabat pranam prabhuji 🙏

  • @laxmimahapatra1395
    @laxmimahapatra1395 2 ปีที่แล้ว +12

    You are God gifted kuni prabachaka.always God blessing u..... keep it

  • @manasbarik9243
    @manasbarik9243 2 ปีที่แล้ว +5

    ଜୟ ଜଗନ୍ନାଥ 🌻

  • @narayansahu1659
    @narayansahu1659 ปีที่แล้ว +9

    କୋଟି କୋଟି ପ୍ରଣାମ ତୁମ ପିତା ମାତା ଙ୍କୁ ବହୁତ ଆଗକୁ ଯାଅ ବହୁତ ଭଲ କଥା ଶିଖାଅ ଜୟ ଜଗନ୍ନାଥ🙏❤️

  • @santoshel34...41
    @santoshel34...41 2 ปีที่แล้ว +5

    God bless you , kuni prabachak❤️❣️❣️
    Thakure tamaku sabubele bhala re rakhantu 🙏🪔
    Jay Jagannath 🙏🪔🌺

  • @subhasmitajena7821
    @subhasmitajena7821 2 ปีที่แล้ว

    Hare Krishna 🙏🏻🙏🏻🙏🏻
    Radhe Radhe 🙏🏻🙏🏻🙏🏻

  • @biswabhusanrath2814
    @biswabhusanrath2814 2 ปีที่แล้ว +6

    Khub sundar karyakrama. Dhanyabad. Jay Jagannath. 🙏🙏🙏

  • @BhagyabantaAdbang
    @BhagyabantaAdbang 5 หลายเดือนก่อน +1

    🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Jay jagannath mahaprabhu ❤❤❤❤❤❤❤❤❤ Pranam kunibaba keshab baba ❤❤❤❤❤❤❤❤❤❤❤❤❤❤❤❤

  • @abhimanyunayak4423
    @abhimanyunayak4423 2 ปีที่แล้ว +16

    Thanks for nandighosh TV and our best comedian Sankar sir

  • @gitanjalisahoo-zs2pj
    @gitanjalisahoo-zs2pj 11 หลายเดือนก่อน +2

    Sankar babu apnank prasna ku dhanybad

  • @umasankarsethi5673
    @umasankarsethi5673 2 ปีที่แล้ว +47

    କୁନି ପ୍ରବଚକ ମୁଖରୁ ମଧୁଝରୁଛି, ପ୍ରବଚନ ଶୁଣି ବହୁତ୍ ଖୁସିଲଗୁଛି

  • @renukantasahu4174
    @renukantasahu4174 ปีที่แล้ว +1

    Bahut bahut khushi lagala sunikari jaya sri ram

  • @vloggingwithhawa
    @vloggingwithhawa 2 ปีที่แล้ว +67

    ବୟସରେ ସିନା ସାନ କିନ୍ତୁ ଭଗବାନ୍ ଅଜ୍ଞାତ ଜ୍ଞାନ ଦେଇଛନ୍ତି ଏ ପିଲା କୁ 🙏🙏🙏

  • @dillipbehera7446
    @dillipbehera7446 ปีที่แล้ว +2

    କୋଟି କୋଟି ପ୍ରଣାମ ବହୁତ ସୁନ୍ଦର କଥା 🙏🙏🙏🙏🙏🙏🙏🇮🇳

  • @sibaramsahoo4802
    @sibaramsahoo4802 2 ปีที่แล้ว +30

    God bless you,such a brilliant child 🙏

  • @sarba4172
    @sarba4172 ปีที่แล้ว +1

    Proud of you dear....Very intelligent boy....Wish you to become the brightest leader in future...

  • @dilipkumarray6601
    @dilipkumarray6601 2 ปีที่แล้ว +58

    Salute little sanyasi ,u r roll model of humanity. Thanks God.

    • @priyanandajethi9460
      @priyanandajethi9460 2 ปีที่แล้ว +1

      Mote aei kuni prabachk pilatiu aete valalageje. O God kanhiki mo pilamananku aeimiti shakti delani pravu Keshab Das ku koti koti pranam

    • @sunamaniroutray6673
      @sunamaniroutray6673 2 ปีที่แล้ว

      L sentdiscard

  • @abhayaprusty5710
    @abhayaprusty5710 ปีที่แล้ว +1

    Nandighosh TV ku dhanyabad Other episode na chhadi epari video chhadi Baku Anurodha🙏

  • @lochanispiritual7709
    @lochanispiritual7709 2 ปีที่แล้ว +10

    Guru Swami 🌺🌼🌻🙏🙏🙏

  • @PrasannaPattnayak
    @PrasannaPattnayak ปีที่แล้ว +3

    Joy Sri Jagannath Swame namaste

  • @chinmayabehera613
    @chinmayabehera613 2 ปีที่แล้ว +23

    Evergreen interview sankar bhai.... Best episode of nandighosha diary 👍👍👍

  • @narayandalai9799
    @narayandalai9799 ปีที่แล้ว +1

    ହର 🌳🚩ହର🚩🌴🌻 ମହାଦେବ🌴☘️🌻🌺🌳🌱🍀🌿☘️🌴🌳

  • @rasmitamajhi148
    @rasmitamajhi148 2 ปีที่แล้ว +4

    Wow so beatiful kuni baba 🙏🏻🙏🏻🙏🏻 jay jaganatha

  • @anantasamal5654
    @anantasamal5654 ปีที่แล้ว +1

    Thank you channel apananku request continuing to and baba ku sarastanga pranam bahut bahut badhai Bhai apananku salute

  • @stupidkabi4413
    @stupidkabi4413 2 ปีที่แล้ว +5

    He punya atmaa aapan nku koti koti pranam... Aapana nka pakhare alokika sakti achhi....Aapana nka prabachana uchhakotira.... Jay jagannath🙏🙏🙏🙏

  • @maheswarsahoo3465
    @maheswarsahoo3465 2 ปีที่แล้ว +3

    ଜୟ ଜଗନ୍ନାଥ ସ୍ୱାମୀ🙏🙏🙏

  • @sanjaykumarmohanta4835
    @sanjaykumarmohanta4835 2 ปีที่แล้ว +74

    Thanks to Nandighosa TV for this type of episode

  • @skbyadav546
    @skbyadav546 ปีที่แล้ว +2

    ବହୁତ ସୁନ୍ଦରମୟ

  • @sudhirkumarmishra6845
    @sudhirkumarmishra6845 2 ปีที่แล้ว +16

    Namaste for ur spiritual program. God bless to all of your staff members.

  • @SagarDas-cb6rc
    @SagarDas-cb6rc ปีที่แล้ว

    Hare
    Krishna
    Radhey
    Radhey👍👍👍😘😘😘🙏🙏🙌🙌🙌😭😭😭😭😭😭🥰🥰🥰❤❤❤❤❤❤😘😘😘🙏🙏🙏🙏🙏🙏🙏🙏🙏🙌🙌🙌🙌🙌

  • @priyabratamallik3277
    @priyabratamallik3277 2 ปีที่แล้ว +5

    Chotabelu adhyatmik line re pila ti agechi good job keep it up

  • @madhusudanmohanty4293
    @madhusudanmohanty4293 2 ปีที่แล้ว +6

    Keshabdas dwititikrushna is an un challageable speaker a terrific God given child

  • @suryanarayanmohanty7165
    @suryanarayanmohanty7165 2 ปีที่แล้ว +5

    Nandighosh chhanel great

  • @sibaramdash394
    @sibaramdash394 ปีที่แล้ว +3

    Very nice

  • @gobindadalei7253
    @gobindadalei7253 2 ปีที่แล้ว +18

    Really you are so talented sankar sir...always love you...

  • @niranjanbehera4416
    @niranjanbehera4416 2 ปีที่แล้ว +1

    Bhout khusi lagila choto chua ro pravachan suniki jay jagannath 🙏🙏🙏

  • @sitakantamishra47
    @sitakantamishra47 2 ปีที่แล้ว +5

    ଧନ୍ଯ ତୁମ ପିତା, ମାତା ଧନ୍ଯ ତୁମେ ।। ବହୁତ ଆଗକୁ ଯାଅ ସାରା ବିଶ୍ୱ ରେ ନାଁ କର ।।ସନାତନ ସଂସ୍କୃତି କୁ ବହୁତ ଆଗକୁ ନିଅ ।।🙏🏻🙏🏻🙏🏻🙏🏻ତୁମଜ୍ଞାନ ପାଇଁ ।।

  • @bibhudattabehera3476
    @bibhudattabehera3476 2 ปีที่แล้ว

    ଜୟ ଜଗନ୍ନାଥ...🙏🏼🙏🏼🙏🏼

  • @hasantamajhi4095
    @hasantamajhi4095 2 ปีที่แล้ว +14

    God bless you beta 😍 carry on carry on

  • @SantoshKumar-oo7bm
    @SantoshKumar-oo7bm 2 ปีที่แล้ว +12

    A true drop of tear for God of the prabachaka in prabachan 100%changes the dirt and illusion from several hearts without any attempt

  • @RohitRohitMalik-y9z
    @RohitRohitMalik-y9z 11 หลายเดือนก่อน +2

    So nice 👍

  • @kalpanadas8366
    @kalpanadas8366 2 ปีที่แล้ว +6

    Dhanya ama utkala.e bhali Mahatma mananku janma deichhi jiye.
    Ta pada tale koti koti naman.🙏

  • @basantabehera1232
    @basantabehera1232 11 หลายเดือนก่อน +1

    Jay jaganath 🎉🎉🎉

  • @trilochan8378
    @trilochan8378 2 ปีที่แล้ว +13

    Jay Jagannath prabhu ❤❤❤
    Kuni Voice Very Nice ❤❤❤

    • @lilynayak7877
      @lilynayak7877 ปีที่แล้ว

      Joy jagannath🌷🌷🌷🌷🌷🌷🙏🙏

  • @niranjanmohapatra849
    @niranjanmohapatra849 ปีที่แล้ว

    ସୁନ୍ଦର କଥା. ଜୟ ଜଗନ୍ନାଥ 🙏🙏