ไม่สามารถเล่นวิดีโอนี้
ขออภัยในความไม่สะดวก

ମୁଁ କାଳିଆ ସାଆନ୍ତର ଲୋକ .. ନାଟକବାଜି କରେନି ..| Servitor Surya Narayan Rathsharma | Nandighosha Diary

แชร์
ฝัง
  • เผยแพร่เมื่อ 6 ม.ค. 2024
  • #SuryaNarayanRathsharma #jayjagannath #puriparikramaprakalpa #shankarcomedy
    ମୁଁ କାଳିଆ ସାଆନ୍ତର ଲୋକ .. ନାଟକବାଜି କରେନି ..| Servitor Surya Narayan Rathsharma | Nandighosha Diary
    ଦେଖନ୍ତୁ ନନ୍ଦିଘୋଷ ଡାଏରୀ, ରବିବାର ରାତି ୯.୩୦ ମିନିଟରେ, କେବଳ ନନ୍ଦିଘୋଷ ଟିଭିରେ |
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    TH-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * hathw@y Channel No: 731
    * Ortel Channel No: 707
    * Videocon d2h Channel No: 840
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

ความคิดเห็น • 947

  • @hrushikeshsahoo22
    @hrushikeshsahoo22 7 หลายเดือนก่อน +60

    ସୂର୍ଯ୍ୟ ନାରାୟଣ ରଥଶର୍ମା, ପଣ୍ଡିତ ଙ୍କୁ କୋଟି କୋଟି ପ୍ରଣାମ 🙏🙏❤️🙏🙏

  • @arajunmaharana6147
    @arajunmaharana6147 7 หลายเดือนก่อน +31

    ଧନ୍ୟ ଆମ ମହାପ୍ରଭୁ ହେ ଧନ୍ୟ ପୁଣ୍ୟ ଉତ୍କଳ..
    ଧନ୍ୟ ଶଙ୍ଖ କ୍ଷେତ୍ର ଶ୍ରୀକ୍ଷେତ୍ର ଧାମ ଶ୍ରୀନୀଳାଚଳ ll
    ଧନ୍ୟ ହେ ପରମ ଭକତ ରଥ ଶର୍ମା ପଣ୍ଡିତ...
    ଶୁଣି ଚିର ସୁଖ ଲଭିଲି ପ୍ରଭୁଙ୍କ କଥାମୃତ ll
    ହୃଦୟସ୍ପର୍ଶୀ ସେ ବର୍ଣ୍ଣନା ହୃଦ ଉଠେ ଶୀହରି...
    କାଳିଆ ସାଆନ୍ତ ସଭିଙ୍କୁ ଥା'ନ୍ତୁ କରୁଣା କରି ll
    ନନ୍ଦିଘୋଷ ଟିଭିର ଏହା ଅନବଦ୍ୟ ପ୍ରୟାସ....
    ଏହି କାର୍ଯ୍ୟକ୍ରମ ପାଇଁକି ଧନ୍ୟବାଦ ଅଶେଷ ll
    ପୁରୀ ପରିବେଶ ସମ୍ପ୍ରତି ଦିଶେ କି ମନୋହର....
    ଧନ୍ୟ ନବୀନ ସରକାର ମୋର କୋଟି ଜୁହାର ll
    🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏
    🙏ବନ୍ଦେ ଉତ୍କଳ ଜନନୀ 🙏

    • @RohankumarSahoo-fz7wu
      @RohankumarSahoo-fz7wu 7 หลายเดือนก่อน

      ଧନ୍ୟ ହୋ ତମେ ଭକୁଆବର....!!
      ଧନ୍ୟ ତାମିଲି କଳାପାହାଡ଼ର ଚାଟୁକାର....!!

    • @manaskumarpadhy6659
      @manaskumarpadhy6659 2 หลายเดือนก่อน

      @@RohankumarSahoo-fz7wubhai kabita ta salara gandi kana re pasithiba au kichi reply kalani 🤣🤣🤣🤦‍♂️🤦‍♂️🤣🤣

  • @hemantapradhan6776
    @hemantapradhan6776 7 หลายเดือนก่อน +25

    ପଣ୍ଡିତ କଥା ବହୁତ ସୁନ୍ଦର କିନ୍ତୁ କେଵେ ରତ୍ନ ଭଣ୍ଡାର ଖୋଲା ହେବ

    • @pratapbiswal6837
      @pratapbiswal6837 7 หลายเดือนก่อน +1

      Ratna bhandar kholiba katha kehi kahunahenti. Karan emannaku jana ki ratnavhandarare kichi nahi sabu looti sarichanti bjd neta,pandian and mandira prasasan.

    • @VarotKundu
      @VarotKundu หลายเดือนก่อน

      I ul
      No
      V
      ​@@pratapbiswal6837

  • @ODISHABHAI-eq8jq
    @ODISHABHAI-eq8jq 7 หลายเดือนก่อน +33

    ଜୟ ଜଗନ୍ନାଥ 🙏🏻 🙏🏻🙏🏻ଜୟ ପଣ୍ଡିତେ 🙏🏻🙏🏻 ମଠ ବିଷୟ ରେ ସମ୍ପୃଣ ସତ କଥା କହିଛନ୍ତି , ମଠ ଆଉ ମଠ ହୋଇ ନ ଥିଲା, ଦଲାଲ ମାନେ ମାସିକ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ସୂତ୍ର ରେ ,ଖାଉଥିଲେ, ଆଗରୁ ମନ୍ଦିର,ପାଖରେ ବସିବାକୁ ଜାଗା ନ ଥିଲା 🙏🏻🙏🏻🙏🏻ଏବେ ଲକ୍ଷ ଲକ୍ଷ ଭକ୍ତ ବିଶ୍ରାମ ନେଇ ପାରିବେ

    • @soumyaranjansahoo6214
      @soumyaranjansahoo6214 7 หลายเดือนก่อน +1

      ଭାଈ ତୁମ ଘର ଯଦି ବିକଟ ଅବସ୍ଥା ରେ ଥିବା ତୁମେ ତାକୁ ସଜାଡ଼ିବ ନା ମୂଳରୁ ଭାଙ୍ଗିଦେବା, ଚୈତ୍ୟନ୍ ମହାପ୍ରଭୁ ସନାତନ ଧର୍ମ ର କେତେ ବଡ଼ ପୁରୁଖା ଜାଣିଛ,ହେଲେ ରାଜନୀତି ପାଇଁ ତାଙ୍କ ସ୍ମୁତି ଆଜି ଜଗନ୍ନାଥ ପୁରୀ ରେ ନାହିଁ,ଖରାପ ଲାଗୁନି ଟିକେ ଆପଣଙ୍କୁ

    • @soumyaranjansahoo6214
      @soumyaranjansahoo6214 7 หลายเดือนก่อน

      ସେ ଜାଗା ରେ ଲୋକ ବିଶ୍ରାମ ନଉଛନ୍ତି କି insta reels hauchhi seguta bi ଟିକେ ଚେକ୍ କରିବେ

  • @srmmohapatra3386
    @srmmohapatra3386 7 หลายเดือนก่อน +37

    ପ୍ରକୃତ ସବୁ ଘଟଣା ଘଟାଉଛନ୍ତି ସେ, ଥରେ ହୃଦୟ ରୁ ସବୁକିଛି ସମର୍ପଣ କରନ୍ତୁ. ଜୟ ଜଗନ୍ନାଥ...

  • @Jugbalgond7777
    @Jugbalgond7777 7 หลายเดือนก่อน +12

    🌅ଜୟ ଜଗନ୍ନାଥ 🙏 ବାବା ଆପଣଙ୍କୁ କୋଟି କୋଟି ପ୍ରଣାମ କରୁଛି 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @prakashchrout8926
    @prakashchrout8926 7 หลายเดือนก่อน +43

    ସାରଥୀ ର ବଡ଼ ଭକ୍ତ ସେ ରଥ ବାବୁ

  • @Tripathy07
    @Tripathy07 7 หลายเดือนก่อน +51

    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ 🚩 ଏଇ ଭାବ ଟି ସୂର୍ଯ୍ୟ ନନା ଙ୍କ ମୁଁହ ରୁ ହିଁ ଶୁଣିବା କୁ ବେଶୀ ଭଲ ଲାଗେ

    • @bhabanishankar4362
      @bhabanishankar4362 7 หลายเดือนก่อน +2

      Jai jagannath swami 🙏🙏🙏🙏🙏🙏

    • @padmini_barik
      @padmini_barik 6 หลายเดือนก่อน +1

      Jay jagannath

    • @PinkuDas-ms8ck
      @PinkuDas-ms8ck 6 หลายเดือนก่อน +1

      Thik kahila bhai

  • @Saroj-i9s
    @Saroj-i9s 7 หลายเดือนก่อน +29

    ଇଏ ସେଇ ଲୋକ ଜିଏ ସାରଥୀଙ୍କୁ ଭଗବାନ କହୁଥିଲେ ପୁରୀ ରେ କଣ ଜଗନ୍ନାଥ ମନ୍ଦିର ଆଉ ଗୋଟେ ତିଆରି ହୋଇଛି

    • @itsUmacreations
      @itsUmacreations 7 หลายเดือนก่อน +2

      😂 R8 ଏଇ ସେଇ ଲୋକ

    • @nrupatiniharsial3286
      @nrupatiniharsial3286 7 หลายเดือนก่อน +1

      Exactly, ଇଏ ସେଇ। ଆଉ ଇଏ ବି ସେଇ ଦଳର tv ଯିଏ ନନ୍ଦିଘୋଷ ନ ଚାଲିବାକୁ ଯଥାସମ୍ଭବ ପ୍ରଚେଷ୍ଟା କରେଇଥିଲା।

    • @RohankumarSahoo-fz7wu
      @RohankumarSahoo-fz7wu 7 หลายเดือนก่อน

      @@nrupatiniharsial3286 ଠିକ୍

    • @akhandalbhol5650
      @akhandalbhol5650 7 หลายเดือนก่อน +1

      Right ଏ ଟାଉଟର

    • @krushnachandrauttarkabat6811
      @krushnachandrauttarkabat6811 6 หลายเดือนก่อน

      Hnn😅😅

  • @laxmidharsahoo2431
    @laxmidharsahoo2431 7 หลายเดือนก่อน +11

    ❤ଜଗତରନାଥ ଜଗନ୍ନାଥଙ୍କ ଶ୍ରୀପଦେ ଶରଣମ୍, ଜୟ ଜଗନ୍ନାଥ...

  • @JayGopinathtvNarisho
    @JayGopinathtvNarisho 7 หลายเดือนก่อน +2

    ନବକଳେବର ଦେଖିଥିଲୁ ମହାପ୍ରଭୁ ଙ୍କର କିନ୍ତୁ ବର୍ତ୍ତମାନ ଯେଉଁ ନବକଳେବର ହେଉଛି ଶ୍ରୀମନ୍ଦିରର ଏବଂ ଚତୁଃପାର୍ଶ୍ଵର ଅତି ସୁନ୍ଦର ଚମତ୍କାର/ମନ୍ଦିର ଭିତରକୁ ପାନ, ଗୁଟୁକା, ଚୋବାଇ ଜିବାଟା ପ୍ରକୁତରେ ବନ୍ଦ୍ ହୋଇପାରିଲେ ଏହା ଏକ ସ୍ୱାଗତ ଯୋଗ୍ୟ, ଏବଂ ପ୍ରଶଂସାର ବାର୍ତ୍ତା ହେବ ଜୟ ଜଗନ୍ନାଥ ସ୍ଵାମୀ 🙏🙏

  • @rahulsethi690
    @rahulsethi690 7 หลายเดือนก่อน +8

    ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ 🙏🙏 ପ୍ରଭୁ କଳିଆସନ୍ତ ଙ୍କ ସେବକ ଆମର ପ୍ରିୟ

  • @gurudevmuduli265
    @gurudevmuduli265 7 หลายเดือนก่อน +10

    ହେ ପ୍ରଭୁ ଜଗନ୍ନାଥ କୋଟି କୋଟି ପ୍ରଣାମ 🙏🙏🙏

  • @amitabhijeetchandan
    @amitabhijeetchandan 7 หลายเดือนก่อน +8

    ଜୟ ଜଗନ୍ନାଥ⭕❕⭕ ସ୍ବାମୀ
    ନୟନପଥ ଗାମୀ
    ଭବୋ ତୁମେ ।🙏🙏🙏

  • @anantaprasadpraharaj559
    @anantaprasadpraharaj559 7 หลายเดือนก่อน +25

    ଆପଣଙ୍କ ମାଧ୍ୟମରେ ଶ୍ରୀ ପଣ୍ଡିତ ମହୋଦୟ ଙ୍କୁ ଶତ ଶତ ପ୍ରଣାମ 💐🙏🙏❤️।
    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏

  • @prasananayak4848
    @prasananayak4848 7 หลายเดือนก่อน +3

    ଜୟ ଜୟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ନମୋ ନମଃ।

  • @satyabhamananda9392
    @satyabhamananda9392 7 หลายเดือนก่อน +8

    ଜୟ ଜଗନ୍ନାଥ 🙏🙏🙏🙏

  • @santoshdash870
    @santoshdash870 7 หลายเดือนก่อน +31

    🙏ଜୟ ଶ୍ରୀଜଗନ୍ନାଥ ଶରଣଂ 🙏

  • @nitishvlogs5467
    @nitishvlogs5467 7 หลายเดือนก่อน +11

    Jay Jagannath ଆହେ ମହାପ୍ରଭୁ 🌑❗🌑🙌🙌🙏🙏🙏🙏🚩🚩🚩

  • @lambodarabehera8671
    @lambodarabehera8671 7 หลายเดือนก่อน +6

    Jay Jagannath 🙏🙏🙏🙏

  • @MANOJDAS-vl7zw
    @MANOJDAS-vl7zw 7 หลายเดือนก่อน +7

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏

  • @adityaudayandeosardar6649
    @adityaudayandeosardar6649 7 หลายเดือนก่อน +6

    ଜୟ ଜଗନ୍ନାଥ 🙏🙏 ମହାପ୍ରଭୁ 🌼💮🌸💐

  • @trilochanpatnaik6321
    @trilochanpatnaik6321 7 หลายเดือนก่อน +4

    କହି ଜାଣିଲେ କଥା ସୁନ୍ଦର। ଚାଲି ଜାଣିଲେ ବାଟ ସୁନ୍ଦର।

  • @unionics
    @unionics 7 หลายเดือนก่อน +6

    🙏🙏 ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏🙏

  • @santoshkumarmishra2620
    @santoshkumarmishra2620 7 หลายเดือนก่อน +17

    ଅତି ସୁନ୍ଦର ଡ୍ରାମା ଭଳି ଲାଗିଲା. ନାଟକବାଜି. ଚାଲୁ ଚାଲୁ. ସଂସ୍ଥା ଚାଲୁ.

    • @souravrout1603
      @souravrout1603 4 หลายเดือนก่อน

      Tu ta nije drama karuchu bodhe , film line re entry kare award paibu

  • @panditpratapsatapathy8543
    @panditpratapsatapathy8543 7 หลายเดือนก่อน +5

    ଶଙ୍କର ବାବୁ ଶର୍ମା ଜୀ କଙ୍କୁ ପ୍ରଶ୍ନ ପର୍ଭୁ ଜଗରଥ ସେବା ରେ ବଳରାମ ଦାସ ବିଦିଆ ପାନ ର ସେବା ରହି ଥିଲା ଏବେ ସରକାର କାହିଁକି ବନ୍ଦ ରହିଲା

    • @ipsitabehera3936
      @ipsitabehera3936 7 หลายเดือนก่อน

      ବିଡ଼ିଆ ପାନ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ କିନ୍ତ ତୁମେ କଣ ଖାଉଛ ଗୁତୁଖା, dilux ପାନ, ଖାଇକି ଲୁଚେଇ ଛେପ ପକେଇବ

  • @Sasmita-wt5gh
    @Sasmita-wt5gh 7 หลายเดือนก่อน

    ହଉ ପଛେ ରାଜନୀତି କି ଆଉ କିଛି ହଉ ଆମର କଣ ଗଲା ଲାଭତ ଆମର ନା ଆମ ମୋହା ପ୍ରଭୁଙ୍କ ପାଇଁ ତ ହେଇଚିନା ସମସ୍ତେ ଧନ୍ୟ ଧନ୍ୟ ଲେଖ ଖୁସି ହୁଅ ପ୍ରଭୁ ଖୁସି ହେବେ

  • @ritapanda2295
    @ritapanda2295 7 หลายเดือนก่อน +2

    ଜୟ ଜଗନ୍ନାଥ କିନ୍ତୁ ଚାରି ଦ୍ଵାର ଖୋଲି ଗଲେ ଭଲ ହୁଅନ୍ତା ଲୋକ ମାନେ ବହୁତ ହଇରାଣ ହେଉଛନ୍ତି

  • @nikunjabihariparida1038
    @nikunjabihariparida1038 7 หลายเดือนก่อน +13

    ହରେକୃଷ୍ଣ 🙏🌹🙏ହରେରାମ

  • @sarojiniswain8991
    @sarojiniswain8991 7 หลายเดือนก่อน +7

    Jay JAGANNATH swami Nayana patha gami bhaba tume ♥️♥️♥️🙏🙏🙏♥️♥️♥️🚩🚩🚩

  • @manojsatapathy3865
    @manojsatapathy3865 6 หลายเดือนก่อน +1

    ପରିକ୍ରମା ବେଷ୍ଟନୀ ଖୁବ୍ ଭଲ କିନ୍ତୁ ଏହାକୁ ବଜାୟ ରଖିବାକୁ ଉଦ୍ୟମ ଜାରି ରହିବା ଉଚିତ୍ । ଅନଧିକାର ପ୍ରବେଶ ସର୍ବଥ। ବର୍ଜନୀୟ । ନଚେତ ଲିଙ୍ଗରାଜ ମନ୍ଦିର ପରି ହେବ । ଆଶାକରେ ମନ୍ଦିର ପ୍ରଶାସନ ଦୃଷ୍ଟି ଦେବେ।

  • @user-bs9on1lb2s
    @user-bs9on1lb2s 7 หลายเดือนก่อน +1

    ଜଗନ୍ନାଥଙ୍କ ସୁନା ଗଣତି ମଣତି ହବକି ପଚାରନ୍ତୁ। ଚାବି କୁଆଡେ ଗଲା କହିବେକି। କାମିୟାଯାନି କଥା ପଚାରନ୍ତୁ। ଭିତରକୁ କେ ନେଇଥିଲେ

  • @kalyanisoubhaginidas7423
    @kalyanisoubhaginidas7423 7 หลายเดือนก่อน +6

    Jay jagannath 🙏🙏🙏🙏

  • @satyajitpratap6535
    @satyajitpratap6535 7 หลายเดือนก่อน +25

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶରଣଂ🌷 🙏

  • @user-fq5gb9ep9e
    @user-fq5gb9ep9e 7 หลายเดือนก่อน +2

    ଆଡ଼ମ୍ବର ଯେଉଁ ଅନୁସାରେ ବୃଦ୍ଧି ହୁଏ ଧର୍ମ ସେହି ଅନୁପାତରେ କ୍ଷୟ ହୋଇଯାଏ ।

  • @bhagbansethi336
    @bhagbansethi336 6 หลายเดือนก่อน

    ଡବଲ ଡବଲ ପ୍ରଣାମ ପ୍ରଭୁ ❤❤❤❤❤ ଧ ନ୍ୟ ହୋଇଗଲି ପ୍ରଭୁ

  • @iswarmahali2378
    @iswarmahali2378 7 หลายเดือนก่อน +7

    Jai jagannath jai jagannath 🙏🙏🙏🙏

  • @parameswarbehera1321
    @parameswarbehera1321 7 หลายเดือนก่อน +14

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ 🙏🙏🙏🙏🙏

  • @bhagbansethi336
    @bhagbansethi336 6 หลายเดือนก่อน +1

    ଦୁଇ ପ୍ରଭୁ ଙ୍କୁ କୋଟି କୋଟି ପ୍ରଣାମ ପ୍ରଭୁ ❤❤❤❤❤

  • @jchoudhury274
    @jchoudhury274 7 หลายเดือนก่อน +2

    ଜୟ ଜଗନ୍ନାଥ ମହାପ୍ରଭୁ ଜଗତ ର ମଙ୍ଗଳ କର ମହାପ୍ରଭୁ ଜଗନ୍ନାଥ ଙ୍କୁ ନେଇ BJD ରାଜ ନିତୀ କରୁଛି 2024 ଭୋଟ ପାଇଁ ଜୟ ଜଗନ୍ନାଥ

  • @user-js8di1tc2h
    @user-js8di1tc2h 7 หลายเดือนก่อน +7

    Jay jagannatha🙏🙏🙏🙏

  • @SidharthaSahoo
    @SidharthaSahoo 7 หลายเดือนก่อน +3

    ଜୟ ଜଗନ୍ନାଥ 🙏🌹 ଜୟ କଳା 🙏🌹

  • @pravatnayak8466
    @pravatnayak8466 หลายเดือนก่อน

    ବହୁତ ସୁନ୍ଦର ଉପସ୍ଥାପନା, ଜୟ ଜଗନ୍ନାଥ।

  • @Pratimasahoodurugudakoraput
    @Pratimasahoodurugudakoraput 7 หลายเดือนก่อน +2

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଣାମ Pravu Nana ଙ୍କୁ ମୋର କୋଟି କୋଟି ପ୍ରଣାମ Pravu ଜୟ ମା ଲକ୍ଷ୍ମୀନାରାୟଣ 🕉️🙏🙏🙏🕉️❤️🙌🌹🌹🌹🌸🌸🌸

  • @user-ww5zj6jb6x
    @user-ww5zj6jb6x 7 หลายเดือนก่อน +5

    Jai shree jagannath 🙏🕉️🚩 Prabhu koti koti pranam ✡️

  • @sangitasvlog5543
    @sangitasvlog5543 7 หลายเดือนก่อน +5

    Prabhu Jagannath nku koti koti pranam 🙏aau apana nku b mora pranam🙏

  • @jayjagannathbhajan5819
    @jayjagannathbhajan5819 หลายเดือนก่อน

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ ହରି ବୋଲ ଜୟ ମା ମଙ୍ଗଳା ଭରଷା

  • @pusparout333
    @pusparout333 7 หลายเดือนก่อน +1

    Jay Jagannath Swami Jay suryanarayana Rath sarma ji

  • @ravilenka684
    @ravilenka684 7 หลายเดือนก่อน +7

    Jay Jagannath Swami 🙏🚩😊

  • @geetanjalimishra1913
    @geetanjalimishra1913 7 หลายเดือนก่อน +6

    Jay shree Jagannath 🙏🌼🙏

  • @user-pq5dn3vr3u
    @user-pq5dn3vr3u 6 หลายเดือนก่อน

    ଜୟଜଗନାଥ ଧନ୍ୟବାଦ ନନା ଆପଣଙ୍କ ଚରଣରେ ଶରଣ ଜୟଜଗନାଥ

  • @bhagabatswain1607
    @bhagabatswain1607 7 หลายเดือนก่อน

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ

  • @arundhatibiswal8460
    @arundhatibiswal8460 7 หลายเดือนก่อน +5

    Jay Jagannatha ❤🙏

  • @rinasahu7436
    @rinasahu7436 7 หลายเดือนก่อน +7

    Jay jaganntha swami 🙏🙏🙏

  • @lulumohapatra424
    @lulumohapatra424 7 หลายเดือนก่อน

    ଜୟ ଜଗନ୍ନାଥ ପଣ୍ଡିତ ମହାରାଜାଙ୍କୁ ପ୍ରଣାମ

  • @amaodia3085
    @amaodia3085 7 หลายเดือนก่อน +1

    ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀବଳଭଦ୍ର ମହାପ୍ରଭୁ ଶ୍ରୀ ଶୁଭଦ୍ରା ମହାମାୟୀ ଙ୍କର ଯେଉଁ ବିଗ୍ରହ ପୂଜାପାଉଛନ୍ତି ତାହା କେଉଁ ସମୟର ରୂପ ? ବାଲ୍ୟ‌ଅବସ୍ଥା କି କୈଶୋର/ ଯୌବନ ଅବସ୍ଥା ବା ପୌଢାବସ୍ଥା।

  • @akashayajena2692
    @akashayajena2692 7 หลายเดือนก่อน +7

    ସୂର୍ଯ୍ୟନାରାୟଣ ରଥଶର୍ମା ମହୋଦୟ ଙ୍କୁ ମୋର ହାର୍ଦ୍ଦିକ ପ୍ରଣାମ। ଜୟ ଜୟ ଜଗନ୍ନାଥ ସ୍ବାମୀ।

    • @gouribhaji6219
      @gouribhaji6219 6 หลายเดือนก่อน

      Jay shree jaganath

  • @SusantaKumar-tp2gh
    @SusantaKumar-tp2gh 7 หลายเดือนก่อน +7

    Jay Jagannath Swami 🙏

  • @smitamohanty3302
    @smitamohanty3302 7 หลายเดือนก่อน +1

    Mo Bada Thakura Koti koti Pranam

  • @jitendrarout7453
    @jitendrarout7453 7 หลายเดือนก่อน +1

    ଜୟ ଜଗନ୍ନାଥ ନିରାଟ ସତ୍ୟ କଥା

  • @itsUmacreations
    @itsUmacreations 7 หลายเดือนก่อน +14

    ଶ୍ରୀ ମନ୍ଦିର ଯଦି ପରିଷ୍କାର ହୋଉଛି ....ଗୋ ମାଂସ ଭକ୍ଷଣ କାରୀ କାମିଆ ଜାନି କୁ କାହିଁକି ପ୍ରବେଶ କରେଇଲ ମନ୍ଦିର ରେ ଭୋର 4 ଟାରୁ??? ତମେ ମାନେ କାହିଁକି ବିରୋଧ କରୁନ ଏହି ନୀଚ କର୍ମ କୁ ??? ତମେ ମାନେ କାହିଁକି ଅନ୍ୟାୟ କୁ ବିରୋଧ କରୁନ?? କାହିଁକି ଚୁପ୍ ରହୁଚ ?? ଶ୍ରୀ ମନ୍ଦିର ପ୍ରଶାସନ କାହିଁକି ଆକ୍ସନ ନେଉନି ପାପି କାମିଆ ଜାନି ଏବଂ ପାଣ୍ଡିଆଁନ ଉପରେ ?? ଖାଲି ଭାଷଣ ମାରିଲେ kn hela??? Shree ମନ୍ଦିର କୁ ସୁରକ୍ଷା ରେ ରଖ...kn କରୁଚ ମନ୍ଦିର ରେ ରହି ???
    Jay Jagannath ❤️🙏

    • @bhupatimahanta6023
      @bhupatimahanta6023 7 หลายเดือนก่อน +1

      ମଦି୍ରା ରେ ସେ ବାୟତ ମାନେ କଣ କାମିଆ ଜାନୀ କୁ ଦେଖି ବାଣ୍ଡ ହ ଲୋଥୀଲେ

    • @truptiranjansahoo8115
      @truptiranjansahoo8115 7 หลายเดือนก่อน

      Odia loka kichi bhala hele aga goda tanibe a ta mu suni thili .😂

    • @khatitimewithdebasis5966
      @khatitimewithdebasis5966 7 หลายเดือนก่อน +1

      Sabu jagannath karuchanti re bhai

    • @itsUmacreations
      @itsUmacreations 7 หลายเดือนก่อน

      ​@@truptiranjansahoo8115 ସବୁ politics.. ସବୁ vote ପାଇଁ ନବୀନ ପଟ୍ଟନାୟକ କରୁଛି ...

    • @itsUmacreations
      @itsUmacreations 7 หลายเดือนก่อน

      ​@@truptiranjansahoo8115 ସବୁ politics.. ସବୁ vote ପାଇଁ ନବୀନ ପଟ୍ଟନାୟକ କରୁଛି ...

  • @enakshisahu8985
    @enakshisahu8985 7 หลายเดือนก่อน +3

    Jai Jagannath Swami 🙏🙏🙏🙏🙏

  • @user-hh3ce9cb6k
    @user-hh3ce9cb6k 29 วันที่ผ่านมา

    Jay shree Gurudev ji ki Shree Charane Satkoti Pranam...ati sundar

  • @prakashsahoo654
    @prakashsahoo654 6 หลายเดือนก่อน

    ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ.
    ଜୟ ଜଗନ୍ନାଥ 🙏🙏

  • @anjucutack9120
    @anjucutack9120 7 หลายเดือนก่อน +4

    ବହୁତ୍ ସୁନ୍ଦର୍ ବିଶ୍ଳେଷଣ । ଆପଣ ଙ୍କୁ ପ୍ରଣାମ ଜଣାଉଛି।

  • @sksushillifevisionstudio2867
    @sksushillifevisionstudio2867 7 หลายเดือนก่อน +3

    Jay jagannath mahaprabhu sabubele samastinku bhalare rakhantu Jay jagannath mahaprabhu❤🙏⭕❗⭕🙏✨

  • @skrushnareddy6796
    @skrushnareddy6796 7 หลายเดือนก่อน

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ 🕉️🙏🕉️🙏🕉️🙏🕉️🙏🕉️🙏🪔🌺🌷🏵️🥀🌸🚩🥥🌹🪔🌺🌷🏵️🥀🌸🚩🏳️

  • @evenswarpradhan6329
    @evenswarpradhan6329 7 หลายเดือนก่อน

    ଜଗନ୍ନାଥ ସଂସ୍କୃତି କୁ ପ୍ରଚାର ପ୍ରସାର କରିବା ବଦଳରେ। ବରଂ ଭାରତୀୟ ପରମ୍ପରା ଅନୁଯାୟୀ ସମାଜ ର ସଂସ୍କାର ପାଇଁ ପ୍ରସ୍ତାବ ରଖିଥିଲେ ସରକାର ଭଲ ହୁଅନ୍ତା ଧନ୍ୟବାଦ ନମସ୍କାର

  • @baikunthanathacreationsnay1414
    @baikunthanathacreationsnay1414 7 หลายเดือนก่อน +14

    🙏 ଜୟ ଜଗନ୍ନାଥ 🙏

  • @sbkalabikashkendrahariharm7565
    @sbkalabikashkendrahariharm7565 7 หลายเดือนก่อน +9

    🕉 🕉 🕉 🕉 🕉
    🕉 🕉 🕉
    🕉
    Jay Jagannath Swami ki Jay
    Service to men kind
    Service to God

  • @SaraswatiDhal-dh3np
    @SaraswatiDhal-dh3np 7 หลายเดือนก่อน

    ଜଗନ୍ନାଥ ସଂସ୍କୃତିର୍ gabesaka ରଥ ଶର୍ମା ମହୋଦୟ ଙ୍କୁ ପ୍ରଣାମ ଦଣ୍ଡ ବ ତ୍ ପରିକ୍ରମା ବିଷୟରେ ସୁନ୍ଦର ତଥ୍ୟ ଦେଲେ ଜୟ ଜଗନ୍ନାଥ

  • @gourishankarmishra929
    @gourishankarmishra929 7 หลายเดือนก่อน

    ଶଙ୍କର ଙ୍କୁ ନବବର୍ଷର ଅଭିନମଦନ। ନବବର୍ଷର ପ୍ରଥମ ସାକ୍ଷାତକାର ଜଣେ ମହାନ ବ୍ୟକ୍ତି ଙ୍କୁ ନେଇ। ଶ୍ରୀ ରଥ ଶର୍ମା ଜଣେ ବିଜ୍ଞ , ଜ୍ଞାନି, ଗୁଣୀ, ,ଶ୍ରୀ ଜଗନ୍ନାଥ ସଂସ୍କୃତିର ଏକନିଷ୍ଠ ସାଧକ, ଉପାସକ, ଭକ୍ତ, ,ଗବେଷକ ଓ ଜଣେ ପ୍ରଗଳ୍ଭ ବକ୍ତା ଭାବେ ସମସ୍ତଙ୍କ ନିକଟରେ ପରିଚିତ। ଆପଣଙ୍କ ପ୍ରଶ୍ନ ସରଳ ମାତ୍ର ସମସ୍ତ ଙ୍କ ପାଇଁ ଉପାଦେୟ ,ସେମିତି ପଣ୍ଡିତ ଙ୍କ ଉତ୍ତର ତା ଠୁଁ ଉର୍ଦ୍ଧରେ ସମସ୍ତଙ୍କ ପାଇଁ ବହୁ ଜାଣିବା ବିଷୟ କୁ ଯୁଗପଯୋଗୀ ଢ଼ଙ୍ଗରେ ଅତି ମାର୍ମିକ ଓ ଭାବପୁର୍ଣ ଭାଷାରେ ଉତ୍ତର ପ୍ରଦାନ କରି କୃତାର୍ଥ ର ପାତ୍ର। ତାଙ୍କୁ ଆମ୍ଭର ସାଦର ପ୍ରଣାମ। ଆପଣ ଙ୍କୁ ମଧ୍ୟ ଧନ୍ୟବାଦ। ଗତ ସାକ୍ଷାତ ରେ ଆ0ନ ଶାଳୀନତା ଭୁଲି ଯାଉ ଜଣେ ବ୍ୟଙ୍ଗ କକାକର ଭାବେ ପ୍ରଶ୍ନ ପଚାରିଥିଲେ ବୋଲି ମୁଁ ଆପଣ ଙ୍କୁ ପରବର୍ତ୍ତୀ ସାକ୍ଷତ ସମୟରେ ଯେପରି ରଥଶର୍ମା ଭଳି ଜଣେ ବ୍ୟକ୍ତିଙ୍କ ନିକଟରେ ଶାଳୀନତା ରଖିବେ,ଅନୁରୋଧ କରିଥିଲି। ଆଉ ଆଜି ଆପଣ ତାହା କରିଛନ୍ତି।

    • @umakantarout1938
      @umakantarout1938 7 หลายเดือนก่อน

      ଏଇ ରଥଶର୍ମା ଟଙ୍କା ଖାଇ ସେ ଠକ ସାରଥୀ ପାଦ ପାଖରେ ବସି ସେ ହାରାମିଟାକୁ ବିଷ୍ଣୁଙ୍କ ଅବତାର ବୋଲି କହିଥିଲା ।
      ୟାକୁ ଟଙ୍କା ଦେଲେ ଇଏ ସବୁ କରିପାରେ । ଜଗନ୍ନାଥଙ୍କ ନାମ ନେଇ ଇଏ ବେପାର କରେ ।
      ଗୋମାଂସ ଭକ୍ଷଣକାରୀ କାମିଆ ଜାନିର ଶ୍ରୀମନ୍ଦିର ପ୍ରବେଶବେଳେ ୟେ କେଉଁଠି ଥିଲେ ? କାହିଁ ସେ ବିଷୟରେ ପଦୁଟିଏ ତ କହୁନାହାନ୍ତି ? ସେଇକଥା ପଚାର ?

  • @namitakhuntia8220
    @namitakhuntia8220 7 หลายเดือนก่อน +3

    Jay Jagannath 🙏

  • @purnachandrapanda2499
    @purnachandrapanda2499 7 หลายเดือนก่อน +6

    Dhanya bhakta, dhanya Jagannath dhanya bhakta dhanya Jagannath..

  • @chiranjibijena8216
    @chiranjibijena8216 7 หลายเดือนก่อน +2

    ରାମ ଜିଏ ଜଗନ୍ନାଥ ସିଏ 🙏

  • @ranjitbhuyan5160
    @ranjitbhuyan5160 6 หลายเดือนก่อน

    ଭାବ ର ଠାକୁର ସେ ଚକାଆଖି ।ପ୍ରଭୁ ସମସ୍ତଂକର ମଂଗଳ କର ହେ ।ଜୟ କଳା ଜୟ ଜଗନ୍ନାଥ ❤

  • @birupakhyabehera2782
    @birupakhyabehera2782 7 หลายเดือนก่อน +3

    JAY Shri Jagannath mahaprabhu ki Jay 🙏🙏🙏🌺💐🌻💮🌸🏵️🌼🌹💐🌻💮💖🏵️🏵️🏵️💐🌺💐💐🌻⭕‼️⭕🌻🙏🙏🙏🙏🙏🙏🙏🙏

  • @ilukumar579
    @ilukumar579 7 หลายเดือนก่อน +3

    Jay jagannath ❤️❤️❤️🙏🙏🙏🙏🙏

  • @rajendraacharya6701
    @rajendraacharya6701 7 หลายเดือนก่อน

    Jay Jagannatha Jay Jay Charamanatha Jaya Sukshma- bhav - binimaya -sukaushalam...Jay GananathaJagannatha Alaaranatha Charamanatha.Mahaprabhu nkara Jaya heu Jay Bhaktabandhu Bhakta paraayana

  • @rinaraniroutaray7596
    @rinaraniroutaray7596 7 หลายเดือนก่อน

    ଅନ୍ୟାନ୍ୟ ପ୍ରୟାସ, ବହୁତ ବଢ଼ିଆ, ଚାଲୁରହେ.

  • @dipakkumarpanda1448
    @dipakkumarpanda1448 7 หลายเดือนก่อน +10

    Really inspired❤❤❤❤❤❤

  • @satyajitpratap6535
    @satyajitpratap6535 7 หลายเดือนก่อน +3

    ପଣ୍ଡିତ ଆଜ୍ଞା ପ୍ରଣାମ 🙏

  • @skdsingerkumarsaroj655
    @skdsingerkumarsaroj655 7 หลายเดือนก่อน +1

    ଜୟ କଳ୍କୀ ଜୟ
    ଜୟ ଜଗନ୍ନାଥ ଜୟ ଜଗଦୀଶ ହରେ
    ହରି ଓମ୍ ତତ୍ ସତ୍
    ହରି ଓମ୍ ଇତି

  • @priyasahu6376
    @priyasahu6376 20 วันที่ผ่านมา

    Jai Mahaprabhu Jagannath 🙏🙏🙏🙏🚩🚩🚩🚩🚩🚩🚩🚩🚩Rathasharma Pandita Mahashay kantha ru Jagannath mahima sunile aatma pavitra hoi jaye........ Apank Aashirvaad bhagya re thile miliba.... 🙏🙏🙏🙏🙏🙏🙏🙏😭😭😭😭😭🚩🚩🚩🚩🕉🕉🕉🕉

  • @Subham_Kumar_Bhanja123
    @Subham_Kumar_Bhanja123 7 หลายเดือนก่อน +3

    Jay jagganath mahaprabhu ❤️🙏❤️🙏❤️🙏❤️

  • @sanjaybehera1291
    @sanjaybehera1291 7 หลายเดือนก่อน +5

    Kintu prabhu samastanku prabhu nka darsaan milu Jay jagannath

  • @amulyamallick8569
    @amulyamallick8569 7 หลายเดือนก่อน +2

    ଜୟ ଜଗନ୍ନାଥ ପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ

  • @pranaya3971
    @pranaya3971 7 หลายเดือนก่อน +1

    Development ହେଉଛି ଭଲ କଥା କିନ୍ତୁ ଏଠାରେ ତ ଏବେ ଜଗନ୍ନାଥ ଙ୍କୁ ନେଇ ଓଡିଶା ରେ ନବୀନ ବାବୁ politics କରୁଅଛନ୍ତି।ଜୟ ଜଗନ୍ନାଥ

  • @jagabandhusahu2176
    @jagabandhusahu2176 6 หลายเดือนก่อน +3

    ଜୟ ଜଗନ୍ନାଥ 🙏🏻✨

  • @9xm50
    @9xm50 7 หลายเดือนก่อน +3

    Jay Shree Jagannath Swamy 📿⭕❗⭕🚩🙏
    ❤Lot Of Love From PuriDhamश्रीजगन्नाथपुरी 🪷⭕❗⭕🚩🙏

  • @gajendranathjena356
    @gajendranathjena356 26 วันที่ผ่านมา

    ଜୟଜଗନାଥ ପଣ୍ଡିତ ରଥ ଶର୍ମା ପ୍ରଣାମ

  • @umakantaparida8086
    @umakantaparida8086 7 หลายเดือนก่อน

    ଆଜିମୁ ବୁଝିଗଲି ନବିନ ପଟ୍ଟନାୟକଙ୍କର ସଫଳତାର ସୁତ୍ର ଜିଏ ଜଗନ୍ନାଥଙ୍କୁ ହୁଦୟ ଦିଏ ଜଗନ୍ନାଥ ତାଙ୍କୁ ସବୁ ଦିଅନ୍ତି।

  • @AjayJena-jh3is
    @AjayJena-jh3is 7 หลายเดือนก่อน +4

    🙏🏽ପୁନର୍ବାର ମୁଠିଚାଉଳ ପ୍ରଥା ପ୍ରତ୍ୟେକ ଓଡ଼ିଆଙ୍କୁ ଚାଲୁକରିବା ଉଚିତ। ଜୟ ଶ୍ରୀ ଜଗନ୍ନାଥ।

  • @Manjubala132
    @Manjubala132 7 หลายเดือนก่อน +3

    ❤Jay jagannath❤

  • @user-nw2kz4ww2f
    @user-nw2kz4ww2f 4 หลายเดือนก่อน

    ଶ୍ରୀ। ଜଗନ୍ନାଥଙ୍କ। ଦେଶ ଉତ୍କଳ ଦେଶରେ। ଚତୁର୍କ୍ଷେତ୍ର। ମଧ୍ୟରେ। ଥାଇ। ଆମେ। ବହୁତ୍। ଗର୍ବ। କରୁଛେ। କି ତୁ। ଦୁଃଖ। ଏବଂ। ପରିତାପର। ବିଷୟ। ଖାଲି। ଉପର। ଦେଖାଣିଆ। ବ୍ୟତୀତ। ଅନ୍ତରରେ। ବଦଳୁ। ନାହାନ୍ତି। ଯଦି। ପ୍ରଭୁ। ଜଗନ୍ନାଥ। ତୁମ ଠାକୁର। ତୁମର। ସର୍ବସ୍ବ। ତେବେ। ତାଙ୍କରି। ଚରଣ ତଳେ। ସମର୍ପିତ। ହୋଇ। ବଦଳି। ଯାଆନ୍ତୁ

  • @rinaraniroutaray7596
    @rinaraniroutaray7596 7 หลายเดือนก่อน +1

    ଜୟ ମୋର ପ୍ରାଣ ପ୍ରିୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ

  • @tusarkantirout3954
    @tusarkantirout3954 7 หลายเดือนก่อน +42

    A polite request to Government of odisha try to add one course on Jagganath culture and Sri mad bhagbatam so that our youth generation should know the golden history of odia culture

    • @user-jz4ly9hn7w
      @user-jz4ly9hn7w 7 หลายเดือนก่อน +1

      Jay Jagannath

    • @soumyaranjansahoo6214
      @soumyaranjansahoo6214 7 หลายเดือนก่อน +2

      Free TEMPLE from govt

    • @rbkumarcreations3765
      @rbkumarcreations3765 7 หลายเดือนก่อน

      🎉

    • @ajitsahoo7529
      @ajitsahoo7529 7 หลายเดือนก่อน

      ​@@user-jz4ly9hn7w😮

    • @jagannathnayak8813
      @jagannathnayak8813 6 หลายเดือนก่อน

      Very attractive interesting heart-touching spiritual devotion-increasing discussion on Shree Mandir Parikrama Prakalpa Lokarpan . Jay Jagannath.

  • @Mahadevbhakt169
    @Mahadevbhakt169 7 หลายเดือนก่อน +3

    Jay mahaprabhu 🙏🙏🙏🙏

  • @srikantakumarhota6134
    @srikantakumarhota6134 7 หลายเดือนก่อน +2

    ପଣ୍ଡିତେ ସାରଥିଙ୍କ ଖାସ୍ ଲୋକ।

  • @jayadebsethi9251
    @jayadebsethi9251 7 หลายเดือนก่อน

    He jagatara natha Jagannath Prabhu tume Saha bharosa tumari Echha re sansara chalu thau Prabhu jay Jagannath Maharaj ki jay ho