ବେଆଇନ ନିର୍ମାଣ ଉପରେ ଚାଲିବ ମୋହନଙ୍କ ବୁଲଡୋଜୋର || CM Mohan Majhi

แชร์
ฝัง
  • เผยแพร่เมื่อ 5 ต.ค. 2024
  • ବେଆଇନ ନିର୍ମାଣ ଉପରେ ଚାଲିବ ମୋହନଙ୍କ ବୁଲଡୋଜର । ଜମି ମାଫିଆଙ୍କ ଅଂଟା ଭାଙ୍ଗିବାକୁ ବିଜେପି ସରକାରର ବ୍ଲୁ-ପ୍ରିଣ୍ଟ । ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ହଟିବ ଜବରଦଖଲ ।
    #Argusnews #CMMohanMajhi #BJPGovt #GovtLand #illegally #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    ବେଆଇନ ନିର୍ମାଣ ଉପରେ ଚାଲିବ ମୋହନଙ୍କ ବୁଲଡୋଜୋର || CM Mohan Majhi
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    TH-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

ความคิดเห็น • 354

  • @ramakantanayak4495
    @ramakantanayak4495 2 หลายเดือนก่อน +52

    ଶୀଘ୍ର କାର୍ଯ୍ୟାନୁଷ୍ଠାନ ନୀୟାଯାଉ cm ଧନ୍ୟବାଦ

    • @BonyNahak
      @BonyNahak 2 หลายเดือนก่อน +1

      Tu jadi thantu govt land re setebele bamfo neithantu

    • @saratranjanbehera6661
      @saratranjanbehera6661 2 หลายเดือนก่อน

      Not possible

  • @kksmedia7572
    @kksmedia7572 2 หลายเดือนก่อน +33

    ସରକର କୁ ମୋର ଅନୁରୋଧ ଭୂମି ହିନ ମାନଙ୍କୁ ଘର ଡିହ ଦିଆ ଯିଵାର ଦରକର

  • @radheswammajhi4394
    @radheswammajhi4394 2 หลายเดือนก่อน +30

    ଆମେ ଆଦିବାସୀ ଲୋକ ଆମେ ଗରିବ ଲୋକ ଆମେ ସରକାରୀ ଜମି ରେ ଘରଦ୍ୱାର କରିଛୁ ଆମେ କୁଆଡେ଼ ଯିବୁ ଆମ ପାଇଁ ପଦକ୍ଷେପ ନିଆ ଯାଉ

    • @KajalLuha-d6z
      @KajalLuha-d6z 2 หลายเดือนก่อน

      Theek ko hello bhai

    • @manashmanash8378
      @manashmanash8378 2 หลายเดือนก่อน

      Jay bjp😂😂😂😂

  • @bamadevjena3571
    @bamadevjena3571 2 หลายเดือนก่อน +54

    ଏ ଓଡ଼ିଶା ର କିଛି ହାରାମି ଲୋକ ସରକାର ଜମି ,ଜଳ ଚର୍ କୁ ନିଜ ଅକ୍ତିଆର କରି ସର୍ବସାଧାରଣ କୁ ସବୁ କାର୍ଯ୍ୟରେ ହଇରାଣ କରୁଛନ୍ତି

  • @chandrapanda7222
    @chandrapanda7222 2 หลายเดือนก่อน +32

    ଆଗରୁ ନିୟମ ଥିଲା, କିନ୍ତୁ ସେ ନିୟମ କୁ ମୋଡି ମୋକୁଛି ଦେଇ ଛନ୍ତି, କିନ୍ତୁ ଏହି ନିୟମ ପ୍ରଥମେ ଜିଲ୍ଲାସ୍ତରୀୟ, ମୁନିସିପାଲିଟି, ଲାଗୁ କରାଯାଉ, କାରଣ ଏହି ନିୟମ କିଛି ବାବୁ ମାନେ ଗ୍ରାମାଞ୍ଚଳ ରେ ଆଖି ଦୃଶିଆ ଗରିବ ଲୋକ ଉପରେ ଲାଗୁ କରି ଦେଇ ଵଃ ଵଃ ନେଇ ଯିବେ

  • @gobindachandraswain3060
    @gobindachandraswain3060 2 หลายเดือนก่อน +46

    ଭଲ ନିଷ୍ପତ୍ତି ନେଇଛନ୍ତି। ଦେଖନ୍ତୁ କେତେ ଦୁର କାର୍ଯ୍ୟକାରୀ ହେଉଛି।

  • @dhaneswardas7823
    @dhaneswardas7823 2 หลายเดือนก่อน +17

    ଯାହାକୁ ଆଧାର କରି ଭୋଟ ପାଇଲ, ସେ ଦୁର୍ନୀତି ଉପରେ ପରଦା ଢାଙ୍କି ବସିଛ ଓ ଯେଉଁ ଜମି ମାଫିଆ ଜମି ଜବରଦଖଲ କରିଛନ୍ତି ତାଙ୍କ ଉପରେ ଚଲାଅ। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡରେ ଗରିବ ଲୋକମାନଙ୍କ ପାନ ଦୋକାନ ଓ ଜଳଖିଆ ଦୋକାନ ଭାଙ୍ଗିଲେ ତାଙ୍କ କ୍ଷତିପୂରଣ ଓ ବାଟରେ ଯାଉଥିବା ଲୋକମାନଙ୍କୁ ପାଣି ଟୋପେ କିଏ ଦେବ।
    ସରକାରୀ ଜାଗାରେ ଅବରୋଧ ହଟାଇ ଗ୍ରୀନଫେନ୍ସ ଓ ବିଜ୍ଞାପନ ଲଗାଇଲେ କ'ଣ ହେବ।
    ଆଗ ଭୁବନେଶ୍ଵରରେ ତଦନ୍ତ କରି ଦେଖ କେତେ ସରକାରୀ ଜମିରେ ବିଡିଏ ଆପ୍ରୋଭାଲ ଦେଇ କାମ ସାରିଛି।
    ଏଠି ଭୁଲ କାହାର ଚୋରର ନା ଜଗୁଆଳିର, ତହସିଲଦାର ଓ ଆର ଆଇ, ଓ ପୋଲିସ ଥିବାବେଳେ ରାସ୍ତା କଡ଼ରେ କୋଟି କୋଟି ଦୋକାନ, ଉଠା ଦୋକାନ କିପରି ହେଲା।
    ଚିଠିରୁ ଯାହା ଜଣା ପଡୁଛି ହାଇକୋର୍ଟ ଓ ସୁପ୍ରିମକୋର୍ଟ ଏହା ଉପରେ କଠୋର ହେବେ, ସାଧାରଣ ଲୋକ ଭୋଟ ଦେଲେ କିଛି ହାତ ଗଣତି ଲୋକ ଯେଉଁମାନେ ହଜାର ହଜାର କୋଟି ଟଙ୍କାର ଦୂର୍ନୀତି କରି ଟଙ୍କା ଓ ଜମି, ଖଣି ଖାଉଛନ୍ତି ତାଙ୍କ ଉପରେ ତଦନ୍ତ, ଅଥଚ ଏଠି ମୋହନ ସରକାର ଜନସାଧାରଣଙ୍କ ଉପରେ ପ୍ରଥମେ ବୋଲ୍ ଡୋଜର ଚଲେଇ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ଅରାଜକତାରେ ପରିଣତ କରିବେ। ମୋର ସନ୍ଦେହ ଏକଥା ମୋହନ ସରକାରଙ୍କୁ ଭଲ ଭଲ ଭାବରେ ଛଣା ଅଛି ତ?

  • @ritesh.panipani4472
    @ritesh.panipani4472 2 หลายเดือนก่อน +41

    ରାସ୍ତା କଡ଼ ରେ ବହୁତ ବସ୍ତି ହେଇଛି.. ସେଗୁଡିକ ଆଗ ଭାଙ୍ଗ...

    • @BonyNahak
      @BonyNahak 2 หลายเดือนก่อน +1

      Abe tu jadi thantu basti re kn karithantu be

    • @BonyNahak
      @BonyNahak 2 หลายเดือนก่อน +1

      Gariba loko mane kn karibe seita bhabibuchi ki

    • @BonyNahak
      @BonyNahak 2 หลายเดือนก่อน +1

      Katha kahuchu bada bada

  • @DileswarGhiwalla-b1o
    @DileswarGhiwalla-b1o 2 หลายเดือนก่อน +30

    BBSR ଯେତେ ଅଛି. ଆଗ ଆରମ୍ଭ କର

  • @srustidhardey5817
    @srustidhardey5817 2 หลายเดือนก่อน +13

    ଏ କାମ କର ❤❤ କିନ୍ତୁ ଅଫିସର କୂ transfer immediately

  • @GhcgHkgjju
    @GhcgHkgjju 2 หลายเดือนก่อน +4

    ଆମେ ଗରିବ ଲୋକ କୁଆଡେ ଯିବୁ ଯେ ମୋହନ ସାର 🙏🙏🙏

  • @laxmansahoo4681
    @laxmansahoo4681 2 หลายเดือนก่อน +3

    ରାଜଧାନୀର ସ୍ୱଚ୍ଛତା, ମହାରାଜାଙ୍କ ସ୍ୱଚ୍ଛତା, ଲୋକ ଲୋଚନକୁ ଆସିବା ଦରକାର 🎉🎉ଏହା ସର୍ବାଦୌ 🎉🎉

  • @debasmitasvlog3751
    @debasmitasvlog3751 2 หลายเดือนก่อน +15

    Bahut badhiya heba

  • @bismayakhilar3526
    @bismayakhilar3526 2 หลายเดือนก่อน +20

    Bahut sundar ପଦକ୍ଷେପ

  • @pramodnaik6980
    @pramodnaik6980 2 หลายเดือนก่อน +3

    ନିରୀହ ହରିଜନ ଆଦବାସୀ ଭୂମୀ ହିନ ପ୍ରଭାବିତ ହେବେ କିନ୍ତୁ ସେମାନେ ଜିବେ କୁଆଡେ ମାନନୀୟ ମୁଖ୍ୟ ମନ୍ତ୍ରୀ ସରେ

  • @soubhagyasahoo3218
    @soubhagyasahoo3218 2 หลายเดือนก่อน +8

    Wah wah wah beautiful pada khypa

  • @davidpahad3
    @davidpahad3 2 หลายเดือนก่อน +2

    ଏହା ବେଆଇନ୍ ନୁହେଁ, ବେଆଇନ୍ BJP କରେ।
    ଏହା ଦ୍ବାରା ଓଡ଼ିଶାର ବିକାଶ ହେବନି।
    BJP ଶିଳ୍ପପତି, ଧନୀ ମାନଙ୍କ ସରକାର, ତେଣୁ ସରକାରୀ ସମ୍ପତି କୁ ବେସରକାରୀ କରିବାକୁ ଏହି ପଦକ୍ଷେପ ନିଆ ଯାଇଛି।

  • @RanjanKumar-mx1ki
    @RanjanKumar-mx1ki 2 หลายเดือนก่อน +33

    ଓଡ଼ିଶାରେ ଲକ୍ଷ୍ୟ ଲକ୍ଷ୍ୟ ଆଦିବାସୀ, ହରିଜନ, ମାଧ୍ୟ୍ୟବିତ୍ତ ଲୋକେ ଦୀର୍ଘ 60 ରୁ 70 ବର୍ଷ ହେବ ବାସଗୃହ କରି ସ୍ଥାୟୀ ଭାବରେ ରହିଆସୁଛନ୍ତି ସରକାରୀ ଜାଗାରେ ଏବଂ ପ୍ରାୟ ପ୍ରତି ଗ୍ରାମ ମାନଂକରେ ସେମାନେ କୋଉ ଆଡ଼େ ଯିବେ ଯଦି ଜବର ଦଖଲ ଉଛେଦ ହୁଏ

    • @NirmalKUMAR-l9c2s
      @NirmalKUMAR-l9c2s 2 หลายเดือนก่อน +2

      Correct

    • @_mr___rajput
      @_mr___rajput 2 หลายเดือนก่อน +4

      😅😅😅60-70 yr kie rahichhi puni tanku puni govt pata deini. Bhala gapa kahuchha 40yr ru adhika bhumi Hina ku govt jaga dauchhi & 1982 re bhumi Hina ku jangala jami Banta gala puni emane 60-70 yr gariba kemiti govt jaga re rahi gale

    • @ମୋହନ_ମାଝୀ
      @ମୋହନ_ମାଝୀ 2 หลายเดือนก่อน

      PM awas re jibe 😂​@@NirmalKUMAR-l9c2s

    • @princehunt
      @princehunt 2 หลายเดือนก่อน

      Mu achhi​@@_mr___rajput

    • @ମୋହନ_ମାଝୀ
      @ମୋହନ_ମାଝୀ 2 หลายเดือนก่อน +1

      ​@@_mr___rajputଏ ମଇଙ୍ଗିଆ କୁ କିଛି ଜଣା ନାହିଁ , 😂

  • @pratapkumarjena1829
    @pratapkumarjena1829 2 หลายเดือนก่อน +4

    ମୋହନ ମାଝୀ ସରକାର ଆପଣଙ୍କୁ ଅଶେଷ ଅଶେଷ ଧନ୍ୟ ବାଦ ବୋହୁତ ଭଲ ପଦେକ୍ଷପ ନେଇ ଛନ୍ତୀ ଆପଣଙ୍କୁ ହୃଦୟରୁ ସଲାମ ଏମିତି ବିଜେଡି ସରକାର ସମୟରେ ବିଜେଡି ଚୋର ନେତା ମନ୍ତ୍ରୀ କର୍ମୀ ସରକାରୀ ବାବୁ ମାନେ ବୋହୁତ ବଡ ଦୃନିତ୍ତୀ ଲୁଟି ଛନ୍ତି ଏମାନଙ୍କୁ କଡ଼ା ଦଣ୍ଡ ମିଳିବା ନିହାତି ଆବଶ୍ୟକ ରହିଛି

  • @Ghhggh0
    @Ghhggh0 2 หลายเดือนก่อน +13

    ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ 😎

  • @anshumanchanel1042
    @anshumanchanel1042 2 หลายเดือนก่อน +10

    Good 👍👍👍

  • @manoranjsahoo9197
    @manoranjsahoo9197 2 หลายเดือนก่อน +7

    Namho namsker sir 🙏 cmo
    Jai 🙏 ho 🙏 Buldjor baba 🙏

  • @lokeshpradhan134
    @lokeshpradhan134 2 หลายเดือนก่อน +1

    ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଲମ୍ବସରୀ ପଞ୍ଚାୟତ ରେ ବହୁତ ଜଙ୍ଗଲ ଜମୀ ଚାଷ ହେଉଛି

  • @santaliproduction6458
    @santaliproduction6458 2 หลายเดือนก่อน +1

    Bohut volo decision,Congrats Mohan sir

  • @bibhubiswal7201
    @bibhubiswal7201 2 หลายเดือนก่อน

    ବହୁତ ସୁନ୍ଦର କଥା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଧନ୍ୟବାଦ

  • @Diamond.supar.
    @Diamond.supar. 2 หลายเดือนก่อน

    ବହୁତ ବଢିଆ ନିଷ୍ପତି ❤❤❤

  • @NoDaddyIssues
    @NoDaddyIssues 2 หลายเดือนก่อน +4

    ନିର୍ଦ୍ଦେଶ ଆଉ କାର୍ଯ୍ୟକାରୀ ଅଲଗା,ଦେଖାଯାଉ

  • @BismitaSamal-n6d
    @BismitaSamal-n6d 2 หลายเดือนก่อน

    Bahutu bhala sir

  • @mithunnaik2960
    @mithunnaik2960 2 หลายเดือนก่อน +1

    ସବୁକର କିନ୍ତୁ ନିରୀହ ଆଦି ବାସି ଙ୍କ ହକ ମାର ନାହିଁ। ଦୟା କରି ❤❤❤

  • @manoranjanpanda5536
    @manoranjanpanda5536 2 หลายเดือนก่อน

    ଜବର ଦଖଲ ଜମି ହଟାଇ ବାକୁ ସରକାର ଙ୍କୁ ଧନ୍ୟବାଦ କିନ୍ତୁ ଆଦିବାସୀ ଓ ଭୂମିହୀନ ମାନଙ୍କୁ ଆଶ୍ରୟ ଦିଆଯାଉ, ଜୟ ଜଗନ୍ନାଥ

  • @debaduttapatanaik453
    @debaduttapatanaik453 2 หลายเดือนก่อน +20

    ସ୍ୱାଗତଯୋଗ୍ୟ ପଦକ୍ଷେପ
    ତୁରନ୍ତ ଆରମ୍ଭ କରନ୍ତୁ

  • @babajisahoo1152
    @babajisahoo1152 2 หลายเดือนก่อน +7

    Correct

  • @pradeepmanhira8641
    @pradeepmanhira8641 2 หลายเดือนก่อน

    Ek number

  • @SsPix23
    @SsPix23 2 หลายเดือนก่อน

    ବହୁତ ଭଲ ପଦକ୍ଷେପ

  • @indramaniswain3811
    @indramaniswain3811 2 หลายเดือนก่อน +1

    ନିରାଟ ସତ୍ୟ 👍

  • @babukhetiofficial1439
    @babukhetiofficial1439 2 หลายเดือนก่อน

    ଅତିଶିଘ୍ର କାର୍ଯ୍ୟକାରୀ ହେବା ଦରକାର

  • @BishnucharanpandaBishnu
    @BishnucharanpandaBishnu 2 หลายเดือนก่อน

    Hundred percent right

  • @FAKIRBAG
    @FAKIRBAG 2 หลายเดือนก่อน

    Sabas o god you are great.

  • @dillipbehera-lv8sl
    @dillipbehera-lv8sl 2 หลายเดือนก่อน +1

    ଉତ୍ତର ପ୍ରଦେଶ ଆଇନ ଲାଗୁହେଲା ଓଡିଶାରେ

  • @biplabapattnaik4273
    @biplabapattnaik4273 2 หลายเดือนก่อน +10

    Good step Jay Bjp

  • @jayadigal9852
    @jayadigal9852 2 หลายเดือนก่อน +2

    ଆଜ୍ଞା ଏସବୁ ଯଦିଓ ଆରମ୍ବ କରିବେ ଭାଙ୍ଗିବା କାମ ତାହାହେଲେ ସାଧାରଣ ଜନତା କୁଆଡେ ଯିବେ

  • @Oddipakyt
    @Oddipakyt 2 หลายเดือนก่อน

    Veri good Mohan Sarkar❤

  • @kailashchandrajena8405
    @kailashchandrajena8405 2 หลายเดือนก่อน +2

    Good step ...all the govt. plots should come back to govt.The sooner the better for odisha

  • @surukumbhar
    @surukumbhar 2 หลายเดือนก่อน +1

    Nice

  • @KedarJena-ki9el
    @KedarJena-ki9el 2 หลายเดือนก่อน

    Right, thanks to govt

  • @YoutubeShorts-pf1tx
    @YoutubeShorts-pf1tx 2 หลายเดือนก่อน

    Right decision

  • @nilakantajuad783
    @nilakantajuad783 2 หลายเดือนก่อน

    Right dicision

  • @chikuncollection440
    @chikuncollection440 2 หลายเดือนก่อน

    Good boy majhi Babu , ଶଳା ଏଠି ଲୋକ ବାହାରେ ପାଲ ଟାଣିକି ସୋଉଛନ୍ତି , କିନ୍ତୁ ଲୋକ ସରକାରୀ ଜାଗା ରେ appointment ତିଆରି କରୁଛନ୍ତି , mgh

  • @SatyabanNayak-nw4rk
    @SatyabanNayak-nw4rk 2 หลายเดือนก่อน

    Best CM Odisha 🙏🙏🙏❤❤❤

  • @jaishriramram4987
    @jaishriramram4987 2 หลายเดือนก่อน

    Good job

  • @suvendukumardash1976
    @suvendukumardash1976 2 หลายเดือนก่อน +2

    Right.Jay Jay Our C.M. Mohan Sir

  • @sushantabehera4160
    @sushantabehera4160 2 หลายเดือนก่อน

    Mohan sar very good

  • @hatakishorbiswal2594
    @hatakishorbiswal2594 2 หลายเดือนก่อน

    good decission.

  • @Entertainmenthub-n3j
    @Entertainmenthub-n3j 2 หลายเดือนก่อน

    ଗୋଟେ ବଡ଼ ଗାତ ଖୋଳି ସମସ୍ତ ବେସାହାରା ଗରିବ ମାନଙ୍କୁ ମାରି ପୋତି ଦିଅ ମୋହନ ମାଝି ତା ପରେ ଶାନ୍ତି ରେ ରାଜ୍ୟ କୁ ଶାସନ କରିବ

  • @sibasankarsamal3514
    @sibasankarsamal3514 2 หลายเดือนก่อน

    Very good

  • @saratranjanbehera6661
    @saratranjanbehera6661 2 หลายเดือนก่อน +1

    ଓଡ଼ିଶାର ର 100% ଗ୍ରାମାଞ୍ଚଳ ରେ ଗରିବ ଆଦିବାସୀ, ସାଧାରଣ ଜନତା ବାପ ଅଜା ଅମଳରୁ ଶହ ଶହ ବର୍ଷ ହେବ ସରକାରୀ ଜମିରେ ଘର ତିଆରି କରି ରହି ଆସୁଛନ୍ତି, ଅନେକ ଭୂମି ହୀନ ପ୍ରଜା ଗ୍ରାମାଞ୍ଚଳ ରେ ସରକାରୀ ଜଙ୍ଗଲ ଜମି, ପଡିଆ ପତିତ ଜମି କୁ ଚାଷ ଜମି କରି ପରିବାର ପ୍ରତି ପୋଷଣ କରୁଛନ୍ତି....
    ସମସ୍ତ ଙ୍କର ଚାଷ ଜମି ଛଡେଇ ନେଇ ପାରିବ ତ ମୋହନ ସରକାର..? ସବୁ ଗରିବ ଗୁରୁବା ଙ୍କର ସରକାରୀ ଜମି ର ଘର ଦ୍ୱାର ଭାଙ୍ଗି ଦେଇ ପାରିବ ଏ ସରକାର......?
    ସହରାଞ୍ଚଳ ର ମୂଲ୍ୟବାନ ଜମି ଉପରେ ଏ ଆଇନ ଲାଗୁ କରିପାରେ....
    ଗ୍ରାମାଞ୍ଚଳ ର ଗରିବ ଉପରେ ଆକ୍ରମଣ କଲେବିଜେପି ସରକାର ରହିବ ତ... 👍

  • @SabitriNaik-hu6ci
    @SabitriNaik-hu6ci 2 หลายเดือนก่อน

    ମୁଁ ସରକାରୀ ଜମିରେ ଗଜ ସୁରକ୍ଷା ରିଅଛ ମୋ ପାଇଁ ବିନା ଦରମାରେ ରଖି ଛଉ ମୋ ପାଇଁ କ'ଣ କରାଯିବ ଫରେଷ୍ଟ ବିଭାଗରୁ କଣ ଦେଵ

  • @pragatipradhanlucky9702
    @pragatipradhanlucky9702 2 หลายเดือนก่อน +1

    Cm Sir step naba agaru gariba loka manaka Katha bhabantu

  • @prasantbehera78
    @prasantbehera78 2 หลายเดือนก่อน

    ବାଳ ନା

  • @blackumar8716
    @blackumar8716 2 หลายเดือนก่อน

    Great CM sir 💯

  • @RakeshSahooBapu
    @RakeshSahooBapu 2 หลายเดือนก่อน +2

    This isn't up
    It's odisha
    Start kariki dekha .abastha khaarap heijiba

  • @PuspanjaliBiswal-l4q
    @PuspanjaliBiswal-l4q 2 หลายเดือนก่อน +1

    👏👏👏

  • @AnilNaik-hf5tq
    @AnilNaik-hf5tq 2 หลายเดือนก่อน

    Good action

  • @lalitmohanmohapatra8761
    @lalitmohanmohapatra8761 2 หลายเดือนก่อน +9

    ସରକାରଙ୍କର ସବୁଠୁ ଭଲ ପଦ ଖେପ , ଯଦି କରନ୍ତି

    • @RakeshSahooBapu
      @RakeshSahooBapu 2 หลายเดือนก่อน +1

      Jadi nirapeksha karanti

  • @debaranjangaria2780
    @debaranjangaria2780 2 หลายเดือนก่อน

    Good

  • @ganeshpanigrahi8296
    @ganeshpanigrahi8296 2 หลายเดือนก่อน

    ଧନ୍ୟବାଦ cm ଶିଘ୍ର କାଯ୍ୟକ୍ରମ କରନ୍ତୁ।

    • @rataimarndi3087
      @rataimarndi3087 2 หลายเดือนก่อน

      Sei ta jodi korila kon unoti hebo ago koilo

    • @rataimarndi3087
      @rataimarndi3087 2 หลายเดือนก่อน

      Goribo loko kotha bujhuni aou ri goribo loko ku maribo na jou jaga guda bodo bodo neta nei chonti semane fereile goribo loko ku deiki somadhan hebo ki

  • @debasissahoo7559
    @debasissahoo7559 2 หลายเดือนก่อน +2

    Pata dia jau loka mana nku

  • @bijayparida8085
    @bijayparida8085 2 หลายเดือนก่อน +1

    ବିଜେପି କମ୍ ବହୁତ ଦଖଲ କରିଛନ୍ତି

  • @bimbadharpradhan4574
    @bimbadharpradhan4574 2 หลายเดือนก่อน

    Nice video🎉 from lipsa wisdoms❤❤❤

  • @neeladribhushanamishra4243
    @neeladribhushanamishra4243 2 หลายเดือนก่อน +1

    ଗୋଚର ଜମି ଜବରଦଖଲ ହଟାଯାଉ

  • @wrongone357
    @wrongone357 2 หลายเดือนก่อน +1

    Good decision by government of Odisha

  • @PuspanjaliBiswal-b4p
    @PuspanjaliBiswal-b4p 2 หลายเดือนก่อน

    Thanks

  • @niranjannayak2090
    @niranjannayak2090 2 หลายเดือนก่อน

    ସୁନ୍ଦର ପଦକ୍ଷେପ।

  • @NiranjanMalik-id9ch
    @NiranjanMalik-id9ch 2 หลายเดือนก่อน +1

    Very good sir

  • @susantmalik1872
    @susantmalik1872 2 หลายเดือนก่อน +1

    ❤❤❤❤

  • @SWAINSAMIRRANJAN
    @SWAINSAMIRRANJAN 2 หลายเดือนก่อน

    ବହୁତ ଭଲ ପଦକ୍ଷେପ ରାଜ୍ୟ ସରକାରଙ୍କ ଦ୍ଵାରା। କାରଣ ବିଗତ ୨୫ ବର୍ଷରେ BJD ଶାସନ କାଳରେ କିଛି ପ୍ରଶାସନିକ କ୍ଷେତ୍ରରେ ଦୁର୍ନୀତି ସହିତ କିଛି ନେତାମାନଙ୍କ ଦୁର୍ନୀତି ଓ କିଛି ସାଧାରାଲୋକଙ୍କ ଦୁର୍ନୀତି ହୋଇଥିବା କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବିଚାର କରିବା ସହିତ ପ୍ରକୃତ ଦୋଷୀକୁ କଠୋର ଦଣ୍ଡ ଦେବା ନିହାତି ଜରୁରୀ ଆବଶ୍ୟକ

  • @himanchalpunji8513
    @himanchalpunji8513 2 หลายเดือนก่อน +2

    Good❤❤❤❤❤

  • @jayantatripathy231
    @jayantatripathy231 2 หลายเดือนก่อน

    ଓଡ଼ିଆ ରେ କଥା ଅଛି, ବିରି ମlଡ ଦେଖି କୋଳଥ ଚୋପା , ଖୁବ୍ ଶୀଘ୍ର ବଡ଼ ବାବୁ ମାନଙ୍କ ଉପରେ ଉଚିତ୍ ପଦକ୍ଷେପ ନେବା ସହିତ ଜେଲ୍/ଜୋରିମାନା ଆବଶ୍ୟକ.କଣ ପଦକ୍ଷପ ନିଆ ଯାଇଛି ଓଡ଼ିଆ ବସି କୁଁ ଜଣାଯାଉ , ଦେଖିବେ ସାଧାରଣ ଲୋକ ବେଶୀ ସମୟ ନେବେନି ହଟାଇବାକୁ,Very good decision by BJP ,(ଶୁଣି କି ଛାନିଆ ଲାଗୁଛି)

  • @madhudas7604
    @madhudas7604 2 หลายเดือนก่อน +1

    ସବୁଯାଗା ରେ ଚାଲି ଏଭଳି ଚାଲିଛି

  • @alvinjena6186
    @alvinjena6186 2 หลายเดือนก่อน +3

    Thank you chief minister sir take this action

  • @nareshmaharana6786
    @nareshmaharana6786 2 หลายเดือนก่อน +5

    BJP ବାଲା ବି ଜମି ମାଡ଼ି ବସିଛନ୍ତି

  • @sushantabehera4160
    @sushantabehera4160 2 หลายเดือนก่อน

    Right sar

  • @ganeswarsahoo7673
    @ganeswarsahoo7673 2 หลายเดือนก่อน +1

    Good work

  • @sanjayabehera5625
    @sanjayabehera5625 2 หลายเดือนก่อน

    Right action, the same situations increasing village and town.

  • @susantajena3466
    @susantajena3466 2 หลายเดือนก่อน +2

    Imdetly action neba darkar gundaraj sasan hatiba darkar BJP jindabad

  • @NiranjanBej-t9x
    @NiranjanBej-t9x 2 หลายเดือนก่อน

    Very nice. Jay
    jagannath 🙏🙏🙏

  • @dsahu9640
    @dsahu9640 2 หลายเดือนก่อน +3

    Kichhi bhanga hebani sabu thau aga job dia tapare bhangiba ame agree😊

  • @pradhanpradhan7518
    @pradhanpradhan7518 2 หลายเดือนก่อน +1

    😮good

  • @narottambarik1637
    @narottambarik1637 2 หลายเดือนก่อน

    Quick Action.. please 🙏 my dear CM...

  • @Darkroyal-qc7lm
    @Darkroyal-qc7lm 2 หลายเดือนก่อน

    କେନ୍ଦୁଝର ଜିଲ୍ଲାରେ ଜମି ମାଫିଆ ସବୁଠାରୁ ଅଧିକ

  • @rajendrapadhi6568
    @rajendrapadhi6568 2 หลายเดือนก่อน +1

    👌👌👌👌👌

  • @narottambarik1637
    @narottambarik1637 2 หลายเดือนก่อน

    Very good dicision..Thank you Mohan sir .

  • @Mrhubbycars
    @Mrhubbycars 2 หลายเดือนก่อน

    Dil se ❤❤❤❤

  • @dhadanarendra
    @dhadanarendra 2 หลายเดือนก่อน +1

    Nice decision

  • @abhinandansutar197
    @abhinandansutar197 2 หลายเดือนก่อน +4

    ଖାଲି ବିଜେଡି ବିଜେପି ର କେହି ନାହିଁ? ସବୁ ସାଧୁ 😂..ଲୋକଙ୍କ ପାଇଁ ଯାହା ଯାହା କହିଛ କରିବାପାଇଁ କେତେବାଟ ଗଲା..?

  • @akshayakumarsamantasinghar9469
    @akshayakumarsamantasinghar9469 2 หลายเดือนก่อน +1

    Good decision of Honourable C. M.

  • @gopasahoo8415
    @gopasahoo8415 2 หลายเดือนก่อน

    Ek number sir good steps

  • @laxmanmohanta5596
    @laxmanmohanta5596 2 หลายเดือนก่อน

    ପୂର୍ଵ
    ସାକର ସମୟ ରେ ଥିବା ବଡ ଅଫିସର ମାନଂକୁ ଆଗ ବଦଳି କୋରା ଯାଉ ତାପରେ ସବୁ ସମଧାନ ହେବ ok

  • @suryasulochana4517
    @suryasulochana4517 2 หลายเดือนก่อน

    Cm has taken Right decision in right time thank you.

  • @JitendraMeher-ew9oh
    @JitendraMeher-ew9oh 2 หลายเดือนก่อน

    AT/PO- BHALUMUNDA, BLOCK -BANGOMUNDA, DIST-BALANGIR
    ଭାଲୁମୁଣ୍ଡା ରେ ବଡ଼ ବାବୁ ମାନେ ଟ୍ରିପଲ building କରି ଦବାବ ଦେଉଛନ୍ତି ଏମାନଙ୍କୁ କେବେ ପ୍ରଶାସନ ନଜର ଦେବେ ଗୋଚର କୁ ଏକର ଏକର ଜମି କୁ ଜବର୍ ଦାଖଲ କରି baundri ଦେଇ ଚାଲିଛନ୍ତି 4:45