ମୋହନ ମନେ ପକାଇଦେଲେ ନବୀନଙ୍କ 5T ସଚିବଙ୍କ କଥା || CM Mohan Majhi || Grievance Cell || VK Pandian || OR

แชร์
ฝัง
  • เผยแพร่เมื่อ 16 ธ.ค. 2024

ความคิดเห็น • 493

  • @dineshlovemaster4853
    @dineshlovemaster4853 5 หลายเดือนก่อน +181

    ମୋହନ ସାର ଙ୍କ ଏ ପଦେକ୍ଷପ ସ୍ବାଗତ ଯୋଗ୍ଯ ❤

    • @DurgaHansdah-wb7rr
      @DurgaHansdah-wb7rr 5 หลายเดือนก่อน +9

      ମୋହନ ସରକାର ନୂଆ ଅଛି ବୋଲି ବୁଲୁଛି ପୁରୁଣା ହୋଇଗଲେ ମୂଷା, ସାପ ଭୋଳି ଗାତ ଭିତରେ ରହିବ

    • @KalpanaMangaraj
      @KalpanaMangaraj 5 หลายเดือนก่อน +3

      sabu lokandekhania

    • @nirasahoo284
      @nirasahoo284 4 หลายเดือนก่อน

      Time will say. We should watch for one year. If this govt. betrays with odisha people then people will decide their fate in next election.

  • @jayantkumarjena2507
    @jayantkumarjena2507 5 หลายเดือนก่อน +150

    ଏ ହେଉଛି ଜନତା ଦ୍ୱାରା ନିର୍ମିତ ଜନତା ଜନାର୍ଦ୍ଦନ ଙ୍କ ସରକାର ଜୟ ଜଗନ୍ନାଥ

    • @akashlenka3213
      @akashlenka3213 5 หลายเดือนก่อน +15

      ଏହା ହେଲା BJP ସରକାର ❤
      ମହାପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱୟମ ନିଜ ହାତରେ ଶାସନ ଧରିଛନ୍ତି

    • @santas4334
      @santas4334 5 หลายเดือนก่อน +3

      ​@akashlejay jagannath 🙏

    • @RajeswariSa-lq5dk
      @RajeswariSa-lq5dk 5 หลายเดือนก่อน

      ​Lillllp # ####🎉😅❤

    • @pritampolei7087
      @pritampolei7087 5 หลายเดือนก่อน +1

      Jai jai shree ram Jai jagannath

  • @subhashreemajhi9658
    @subhashreemajhi9658 5 หลายเดือนก่อน +72

    ଅଭିଯୋଗ ଶୁଣାଣି ପାଇଁ ସଜେସନ ଦେଇଥିବା ଆଜ୍ଞାଙ୍କୁ ଅନେକ ଅନେକ ଧନ୍ୟବାଦ l

  • @raghumaninayak9593
    @raghumaninayak9593 5 หลายเดือนก่อน +65

    ନୂଆ ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛି।

  • @SnehalataPradhan-gw1lc
    @SnehalataPradhan-gw1lc 5 หลายเดือนก่อน +32

    ଧନ୍ୟବାଦ ମହାଶୟ ଏହି ଦିନକୁ ଅପେକ୍ଷା ଥିଲା 👍👍🙏🙏🙏🙏

  • @kailashrana5820
    @kailashrana5820 5 หลายเดือนก่อน +33

    ଅତି କମରେ ଗୋଟିଏ ବର୍ଷ ଲଗାତାର ଅଭିଯୋଗ ଶୁଣିବା ଦରକାର ଏବଂ ଯଥା ଶୀଘ୍ର ସମାଧାନ ହେବା ଆବଶ୍ୟକ ।ଏପରି ହେଲେ ପ୍ରଶାସନ ସଜାଗ ହେବ ଏବଂ ଧୀରେ ଧୀରେ ଅଭିଯୋଗ ସଙ୍ଖ୍ଯା କମ୍ ହୋଇ ଶୂନ ହୋଇ ଯିବାର ସମ୍ଭାବନା ବି ଅଛି ।କିନ୍ତୁ ଧ୍ୟାନ ଏହି ଶୂନ ପର୍ଯ୍ୟନ୍ତ ହେବାର ଅଛି ।ଧନ୍ୟବାଦ।

    • @Gourav-np8je
      @Gourav-np8je 2 หลายเดือนก่อน

      0
      Pp😊😊😊om ok or 😊

    • @Gourav-np8je
      @Gourav-np8je 2 หลายเดือนก่อน

      3

  • @LovemyyBharat
    @LovemyyBharat 5 หลายเดือนก่อน +190

    ନବୀନ ବାବୁ ରହୁଥିଲେ ନବୀନ ନିବାସ ରେ , ମୋହନ ବାବୁ ରହୁଛିନ୍ତି ଜନତାଙ୍କ ଗହଳରେ 🙏

    • @akashlenka3213
      @akashlenka3213 5 หลายเดือนก่อน +16

      ନବୀନ ବାବୁ ଜଣେ ବଡ଼ କୋକ
      ମୋହନ ବାବୁ ଜଣେ ଜନତା ର ଚାକର ❤

    • @KapileswSahu
      @KapileswSahu 5 หลายเดือนก่อน

      .
      ​@@akashlenka3213

    • @ମୋହନ_ମାଝୀ
      @ମୋହନ_ମାଝୀ 5 หลายเดือนก่อน

      ​@@akashlenka3213😂😂😂 ବାଲା ନା କୁକୁର

    • @akashlenka3213
      @akashlenka3213 5 หลายเดือนก่อน +4

      @@ମୋହନ_ମାଝୀ ନବୀନ ବାବୁ କୁକୁର🤔🤔🤔 ହେ ନବୀନ ବାବୁ ଆପଣ ହିଁ ଗାଣ୍ଡୁ

    • @kapurasoren6392
      @kapurasoren6392 5 หลายเดือนก่อน +1

      ​@@akashlenka3213Bhagwan amo dako sunanti mean Bhagwan amo chakara!?

  • @Binayakumaradhal
    @Binayakumaradhal 5 หลายเดือนก่อน +25

    ଧର୍ମ ର ନିଶ୍ଚିତ ଜୟ ହେଇଛି,,, ବିଜେପି ନିଶ୍ଚିତ ଲୋକଙ୍କ ଦୁଃଖ ବୁଝିବେ ଜୟ ଜଗନ୍ନାଥ

  • @bapisadangi3373
    @bapisadangi3373 5 หลายเดือนก่อน +87

    ହାରାମି ନବୀନ ପଟ୍ଟନାୟକ ଧୁଆଁ ପାକିସ୍ତାନ ଶାସନ ପାଣ୍ଡୁପେଳଚଟା,ଅଳିଆଗଦା ବିଜେଡିଦଳ, ଓଡ଼ିଶାରେ ବିଜେପି ସରକାର କାର୍ଯ୍ୟ କେମିତି ଲାଗୁଛି ଏ ହେଉଛି ଗରିବ ଜାତି ଚାଷୀ ଜାତି ଆଦିବାସୀ ଜାତି ଶ୍ରମିକ ଜାତି ର ସରକାର ବିଜେପି 🎉 ଅତି ସୁନ୍ଦର

  • @chandankumarnaik4456
    @chandankumarnaik4456 5 หลายเดือนก่อน +10

    ଆଜି ମୋ ମନ ପବିତ୍ର ହେଇଗଲା ଧର୍ମର ଜୟ ହେଇଛି ଧନ୍ୟବାଦ ମୋହନ୍ ସାର୍ ଗରିବଙ୍କ ସାହାରା ବିଜେପି ସରକାର୍

  • @chandanswain6556
    @chandanswain6556 5 หลายเดือนก่อน +199

    ହେଲିକେପ୍ଟର ଉଡ଼ିକି ଲୋକ ଙ୍କ ସମସ୍ୟା ର ସମାଧାନ କରାଯାଏନି , ବେଲଜ୍ୟା ବିଜେଡ଼ି ଦଳ ଟିକେ ସିଖୁ

    • @akashlenka3213
      @akashlenka3213 5 หลายเดือนก่อน +11

      BJD ର ବିସର୍ଜନ ହେବ ଏବେ

    • @santas4334
      @santas4334 5 หลายเดือนก่อน

      Right 👍 ​@@akashlenka3213

    • @Natabar16
      @Natabar16 5 หลายเดือนก่อน +1

      କେତେ ଲୋକଙ୍କ ସମାଧାନ ହେଲା କି ଆଜି

    • @_mr___rajput
      @_mr___rajput 5 หลายเดือนก่อน +2

      ​@@Natabar16 hnn bahut jananka ra hoichhi

    • @Saratofficial3423
      @Saratofficial3423 5 หลายเดือนก่อน

      BJD samas heba darkar​@@akashlenka3213

  • @sukantaalatia738
    @sukantaalatia738 5 หลายเดือนก่อน +19

    ମୋହନ ସାରଙ୍କୁ ଧନ୍ୟବାଦ ଅସଲ ନେତା ଓଡିଶା କୁ ରାମ ଭଗବାନ ଆସିଛନ୍ତି କି ଆନନ୍ଦ ଲାଗୁଛି ବିରୋଧୀ ଦଳ ଛାନିଆ ଜୟ ଶ୍ରୀ ରାମ

  • @bijayapppradhan4563
    @bijayapppradhan4563 5 หลายเดือนก่อน +58

    ଯିଏ ଗରିବ ଘରୁ ଆସିଛି ସେ ଗରିବ କଥା ବୁଝିପାରିବ। ରାଜା ପୁଅ କେବଳ ଇଂଲିଶ ଫାସୁ ଫାସୁ କହିଲେ କଣ ଲାଭ। ବଡ ପାଠୁଆ ମାନେ ପିତା ମାତାଙ୍କୁ ଵୃଦ୍ଧାଶ୍ରମ ରେ ପଇସା ଦେଇ ରଖିଲା ଭଳି।

    • @manojdas1374
      @manojdas1374 5 หลายเดือนก่อน

      Are Bhai murkha nabin kn bujhiba

  • @Diptimayeepandavloge
    @Diptimayeepandavloge 5 หลายเดือนก่อน +23

    ମୋହନ ହେଲେ କୃଷ୍ଣ ହେଲେ ଏଭଳି ସବୁବେଳେ ରହିବା ଉଚିତ୍

  • @jchoudhury274
    @jchoudhury274 5 หลายเดือนก่อน +32

    ଅଣ ଓଡ଼ିଆ ତାମିଲ ମୁଖ୍ୟ ମନ୍ତ୍ରୀ ଙ୍କ ରାଜ ସରିଲା ଆମ ସାଧାରଣ ଲୋକଙ୍କ ମୁଖ୍ୟ ମନ୍ତ୍ରୀ ମୋହନ ସାର୍ ଜୟ ଜଗନ୍ନାଥ

    • @koilihota6354
      @koilihota6354 5 หลายเดือนก่อน

      Mohan sabu chhodibe

    • @mitalipriya7813
      @mitalipriya7813 5 หลายเดือนก่อน

      ​@@koilihota6354 correct bro .khali dekhania katha . avijog sunibe but kintu solution milibani.

    • @pritampolei7087
      @pritampolei7087 5 หลายเดือนก่อน +1

      Chhodibe ki nahi se ta samay kahiba babu.athara khali mp-0 hoichi,ara tharaku MLA -0 heba dekhiba baki rahila

    • @ମୋହନ_ମାଝୀ
      @ମୋହନ_ମାଝୀ 5 หลายเดือนก่อน

      ​@@pritampolei7087😁😁🫣🫣🤣👌👌

  • @anupbanchhor7390
    @anupbanchhor7390 5 หลายเดือนก่อน +4

    ମୋତେ ଯାହା ଲାଗୁଛି ସବୁ ବିଧାୟକ ମନ୍ତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଇଛି ସମସ୍ତେ ଲୋକ ମାନେ ଯୋଉ କାମ ପାଇଁ ଗଲେ ବହୁତ୍ ସୁନ୍ଦର ଆଉ ଶୀଘ୍ର ଗୁରୁତ୍ଵ ଦେଉଛନ୍ତି

  • @SatrughanNayak-qf1rt
    @SatrughanNayak-qf1rt 5 หลายเดือนก่อน +53

    କେଉଁ ଗରୀବ ପାଇଁ କଣ କରିଛି ପାଣ୍ଡିଆନ୍, ଅଭିଯୋଗ ପତ୍ର ପାଇଁ ହେଲିକ୍ୟାପଟର ରେ କୋଟି କୋଟି ଟଙ୍କା ଫୁଙ୍କି ଦେଲେ କିନ୍ତୁ କାହାରି କୁ କିଛି ସାହାଯ୍ୟ କରି ନାହାଁନ୍ତି, ଆଜି ଯାହା ଦେଖିଲୁ ଜନସାଧାରଣ ଉପକୃତହେବେ, ଏମିତି ଜନ ଶୁଣାଣି ଚାଲିଥାଉ ଜୟ ଜଗନ୍ନାଥ

  • @amrjitbiswal7243
    @amrjitbiswal7243 5 หลายเดือนก่อน +52

    ବିଜେଡିଠାରୁ ବିଜେପି ବହୁତ ଗୁଣରେ ଭଲ

  • @PrakashchandraPanda-nn3tg
    @PrakashchandraPanda-nn3tg 5 หลายเดือนก่อน +4

    ଓଡିଶା ର ମୁଖ୍ୟ ମନ୍ତ୍ରୀମୋହନ ବାବୁଙ୍କୁ ଧନ୍ଯବାଦ୍ ଦେଉଛି ।

  • @krushnasahu7514
    @krushnasahu7514 5 หลายเดือนก่อน +14

    ଏବେ କ୍ରୀତଦାସ ଆଖି ଖୋଲି ଦେଖ ପ୍ରଜାଙ୍କ ଦୁଃଖ କେମିତି ଶୁଣାଯାଏ. ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ.

    • @suryanarayan136
      @suryanarayan136 5 หลายเดือนก่อน

      plZ ,,sarvagila କୁମ୍ଭକର୍ଣ୍ଣ ଏବେ ସୋଇଛି, ଉଠିବ aau sidha CBI PAKHAKU

  • @Kamalraut-c8o
    @Kamalraut-c8o 5 หลายเดือนก่อน +7

    ଏବେ ସମସ୍ତଙ୍କୁ ନ୍ୟାୟ ମିଳିବ, ଜୟ ଜଗନ୍ନାଥ 🙏🏻🙏🏻ମୋହନ ସାରଙ୍କୁ ମୋର କୋଟି 🙏🏼🙏🏼

  • @somendusatapathy6538
    @somendusatapathy6538 5 หลายเดือนก่อน +23

    ବୁଢା ମୁଖ୍ୟମନ୍ତ୍ରୀ ନଥିଲା ଯେ ଅୟସ କରୁଥିଲା। ଓଡ଼ିଆ ନଜାଣିବା ଅଭିନୟ ସାହାଯ୍ୟ କରୁଥିଲା।

  • @UpendraKumar-gt6yp
    @UpendraKumar-gt6yp 5 หลายเดือนก่อน +3

    କର୍ମ ହିଁ ଭଗବାନ । ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକୁ ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ।

  • @saleskumargiri6187
    @saleskumargiri6187 5 หลายเดือนก่อน +5

    ଯାହା ହେଉ, ମୋହନ ସାର୍ ସମସ୍ତ ଙ୍କ ଦୁଃଖ ବୁଝିଲେଣି ।ପ୍ରଭୁ ଜଗନ୍ନାଥ ଙ୍କୁ ନ ଡାକିଲେ ବି ଚଳିବ ।ଶାନ୍ତି ରେ ପ୍ରଭୁ ଭାଇ ଭଉଣୀ ଙ୍କ ସହ ପୂଜା ପାଉଥାଅ ଶ୍ରୀ ମନ୍ଦିର ରେ ।

  • @brajakishorepadhi4022
    @brajakishorepadhi4022 5 หลายเดือนก่อน +16

    ନବୀନ ଭଳି ମୁରଦାର କୁ ଲୋକେ ଭୋଟ ଦେଇ ସାଆନ୍ତ ଗେହି କରେଇ ଥିଲେ। ୟେବେ ମୁରଦାର ନବୀନ ସଫା

  • @Food__world7825
    @Food__world7825 5 หลายเดือนก่อน +11

    ସେ ବିଜେଡି ହଉ କି ବିଜେପି ଓଡିଶା DEVELOPE ହବା ଦରକାର

  • @shibasing5084
    @shibasing5084 5 หลายเดือนก่อน +30

    ପାନ୍ଡିଆନ୍ କୁ ଏବେବି ସାର୍ ଡାକୁଛ ସଳଟା ଆମ ଓଡିଶା କୁ ଲୁଟିଛି ଯିଏ ତାକୁ ପୁଣି ସାର୍ ତାକୁ ପାନ୍ଡିଆନ୍ ଚୋର କୁହ

  • @dcreative2544
    @dcreative2544 5 หลายเดือนก่อน +21

    ସରକାର ଏମିତି ହେବା ଦରକାର

  • @SapnaraniPatra
    @SapnaraniPatra 5 หลายเดือนก่อน +2

    ମୁଖ୍ୟମନ୍ତ୍ରୀ ମହାଶୟ କୁ ଅନୁରୋଧ ପରେ ଆପଣ କାମ ବ୍ୟସ୍ତ ରେ ତ ସବୁଦିନ ଅଭିଯୋଗ ସୁନିପରିବେ ନାହିଁ ହେଲେ ଚେଷ୍ଟା କରିବେ ସପ୍ତାହ କୁ ଗୋଟେ ଦିନ ହେଲେ ବି ଜନତା ଙ୍କ ଅଭିଯୋଗ ଶୁଣିବେ ଆଜ୍ଞା , ଓଡ଼ିଶା ବାସୀ ଓଡ଼ିଆ ମନ୍ତ୍ରୀ ପାଇଁ ବହୁତ୍ ଖୁସି। ଗୋଟେ ସମସ୍ୟା ଦୁର କଲେ ଓଡ଼ିଶା ବାସୀ ଖୁସି ରେ ରଖିବେ ସେଇଟା ହେଲା ମଦ ଦେଶୀ ଓ ବିଦେଶୀ ଏଟା ବନ୍ଦ ହେଲେ ଆପଣଙ୍କ ଥରେ ଓଡ଼ିଶା ବାସି ଚିରରୁନି ହୋଇ ରହିବେ

  • @arjunmohanta233
    @arjunmohanta233 5 หลายเดือนก่อน +1

    ମୋହନ ସରକାର ସବୁକଥାକହିବ....ବୁଝିବ....ମୋହନ /ମୋଦୀ ଦେବେ😢😢😮

  • @tusarkantasahu1064
    @tusarkantasahu1064 5 หลายเดือนก่อน +1

    ମୋହନ ସରକାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ମୋ ଗୋଟେ ଅନୁରୋଧ ରହିବ,.. Sir ସବୁଦିନ ଏହି କାର୍ଯ୍ୟକ୍ରମ ସମ୍ଭବ ନୁହେଁ କାରଣ ଆଗକୁ ପ୍ରବଳ ଭିଡ ଦେଖିବାକୁ ମିଳିବ, ଲୋକେ ସାକ୍ଷାତ କରିବାକୁ ସୁଯୋଗ ନପାଇ ଅଶାନ୍ତି ହେବେ ତେଣୁ ଏହାକୁ ଅନ୍ ଲାଇନ୍ ବୁକିଂ ବ୍ଯବସ୍ଥା ହୋଇ ସାକ୍ଷାତ ସମୟ ଓ ତାରିଖ ଧାର୍ଯ୍ଯ ଦିଆ ଯାଉ ଏବଂ ଗୋଟିଏ ଦିନରେ ସର୍ବାଧିକ 100 ଜଣ ଙ୍କ ଗୁହାରି ଶୁଣନ୍ତି ତେବେ ଏହା ଚିର ସ୍ଥାୟୀ ହେବ.. ❤🙏

  • @laxmikantachoudhury8843
    @laxmikantachoudhury8843 5 หลายเดือนก่อน

    ସରକାର କାମ କରିବା ଆରମ୍ଭ କରିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଜଗତର ଆଶୀର୍ବାଦ ନିଶ୍ଚୟ ମିଳିବ

  • @rishikesh4340
    @rishikesh4340 5 หลายเดือนก่อน +5

    ଶକ୍ତିଶାଳୀ ବିଜେପି ଶକ୍ତିଶାଳୀ ଭାରତ 🙏

  • @JogeswarMajhi-lt7hj
    @JogeswarMajhi-lt7hj 5 หลายเดือนก่อน +2

    କ୍ରୀତଦାସ ଙ୍କ ଭକ୍ତ ମାନେ ଏ ସବୁ ଜଣ ଶୁଣାଣି ଦେଖି କି ହଜମ ହେବା ଅତି ସହଜ ହେବ ନାହିଁ

  • @ALLINONE-wm3dr
    @ALLINONE-wm3dr 5 หลายเดือนก่อน +5

    ଗ୍ରହଣ ଯୋଗ୍ୟ ପଦକ୍ଷେପ... କିନ୍ତ ଦୀର୍ଘ ସମୟ କାର୍ଯ୍ୟ କାରିତା ରହିବା ଦରକାର 🙏🏻

  • @subhashreebarik6661
    @subhashreebarik6661 5 หลายเดือนก่อน +2

    Thank you sir 🙏🙏🙏🙏🙏 God bless you sir 🙏🙏🙏 ସାର୍ ମୋ ମନର କଥା ଆପଣ କରିକି ଦେଖେଇ ଦେଲେ ଜୟ ଜଗନ୍ନାଥ ପ୍ରଣାମ ସାର୍

  • @pratapratha8456
    @pratapratha8456 5 หลายเดือนก่อน +1

    ଓଡ଼ିଶା ଲୋକଙ୍କ ସlହl ଭରସା ମୋହନ ସରକାର । ଜୟ ହିନ୍ଦ୍

  • @bireswarbishi7980
    @bireswarbishi7980 5 หลายเดือนก่อน +1

    କାହିଁ ଗଲ ରେ ପାଠୁଆ ଦଳ କାହିଁ ଗଲା ତୁମର 5T ମାଧ୍ୟମରେ ଅସୁବିଧା ପାଇଁ ଯେଉଁ ନେଉଥିଲ ବିଡ଼ା ବିଡ଼ା କାଗଜ କାହିଁ ଗଲା ପାଣ୍ଡୁ ନେଇଗଲା ନାଁ ପୋକୋଡି ବିକା ହେଉଛି ସେହି କାଗଜରେ। ସଲା ସବୁ ଲୁଟୁ ଥିଲ ଏବେ ମଜୁରୀ କରିବ ସବୁ ବିଧାୟକ ସାଂସଦ।

  • @bharatvlogs9077
    @bharatvlogs9077 5 หลายเดือนก่อน +1

    ଏଠି ତଥାପି ପାଗଳ ବିଜେଡି ଲକ ଅଛନ୍ତି ବିଜେପି ଦେଖ କଣ କରୁଛି ୨୦ ଦିନମାତ୍ର ତାପରେଦେଖ 😂😂😂

  • @saraswatidas7719
    @saraswatidas7719 5 หลายเดือนก่อน

    ଜୟ ଜଗନ୍ନାଥ ଆମ ର ଏହି ଭଳି ରାଜ୍ୟ ମୂଖ୍ୟ ଦରକାର ଥିଲା ବିଜେପି ସରକାର ଦୀର୍ଘ ଜୀବି ହେଉ ସାରା ଦେଶରେ ଧର୍ମ ର ଜୟ ହେଉ ଏହା ହିଁ ଆମର ର କାମନା

  • @PradipkumarRoutray-yr9ic
    @PradipkumarRoutray-yr9ic 5 หลายเดือนก่อน +5

    DHANYABAD TO ODISA REPORTER FOR GOOD REPOERTING

  • @prafullachandramohanty7096
    @prafullachandramohanty7096 5 หลายเดือนก่อน +8

    Sir apana sadharana ମଣିଷ ନୁହଁନ୍ତି ।🎉🎉🎉🎉🎉ଯୋଗଜନ୍ମା ପୁରୁଷ କହିଲେ ବି କମ୍ ହେବ ।

  • @lipsa5949
    @lipsa5949 5 หลายเดือนก่อน

    ବିଜେଡ଼ି ଠାରୁ ବିଜେପି କୋଟି ଗୁଣରେ ଭଲ ଜୟ ମୁଖ୍ୟମନ୍ତ୍ରୀ 🙏🏻🙏🏻❤️❤️

  • @subashmajhi2341
    @subashmajhi2341 5 หลายเดือนก่อน

    ମୋହନ ସାର ଗୋଟେ ମାଝୀ ପରିବାର ରୁ ଆସିଛି
    ନବୀନ ପାଣ୍ଡିଆନ ପରିବାରୁ ରୁ ଆସି ଥିଲେ
    ମାଝୀ ପରିବାର ନସ୍କାର ଓଡିଶା... 🙏🙏

  • @srisaidesignvastu9209
    @srisaidesignvastu9209 5 หลายเดือนก่อน +1

    ବିଜେଡ଼ି ବାଲା ରାଜ୍ୟ କେମିତି ଚଳାଯାଏ ବିଜେପି ଠାରୁ ଶିକ୍ଷା କରନ୍ତୁ ! କାମ ଅପେକ୍ଷା ପ୍ରଚାର ଅଧିକ ଥିଲା ,ଏବେ ଦେଖ ଅଫିସର ନଶୁଣି ଲେ ଚାକିରି ଗୋଲ ! ଅଫିସର ରାଜ ଶେଷ ଲୋକଙ୍କ ଶାସନ ଆରମ୍ଭ !

  • @hrusikeshnath6347
    @hrusikeshnath6347 5 หลายเดือนก่อน +1

    ଯାହା ଲୋକ ଚାହୁଥିଲେ ପାଇଲେ ମୁଖ୍ଯମନ୍ତ୍ରୀ ଙିକ ଛାଇ ଦେଖୁ ନଥିଲେ ଏବେ ସାମ୍ନାସାମ୍ନି କଥା ସହ ଅଧିକାରୀଙ୍କୁ ନିର୍ଦେଶ ଦେଲେ ସମୟ କହିବ କେତେ ଫଳବତୀ ହେଉଛି କି ନିର୍ଦେଶ ପାଇ ଦେଖାକରି ଖୁସିହବାସୀର ହେଉଛି। ନିର୍ଦେଶ ସେହିଭଳି ହେଉଛି ନିଜ ଅମଳର ଅଧିକାରୀଙ୍କୁ ସିଧା ପ୍ରଶ୍ନହେଉ ତମ ଅଂଚଳରୁ ମୋ ପର୍ଯନ୍ତ ଅଭିଯୋଗ ଆସିଲା କାହିକି କୈଫୟତ ତଲବ ମଗୀଯାଉ ତାପରେ କାମ ହେବ ବେଲି ଜଣାପଡିବ।

  • @AnisatMunda
    @AnisatMunda หลายเดือนก่อน +1

    C,m, jindabad BJP zindabad

  • @laxmidhardas6096
    @laxmidhardas6096 2 หลายเดือนก่อน

    ବହୁତ ଭଲ ମୋହନ ସରକାର 👍👍👍👍

  • @gangadhardash3430
    @gangadhardash3430 5 หลายเดือนก่อน +3

    ଲୋକଙ୍କ ସରକାର 🎉🎉🎉

  • @satya2456
    @satya2456 5 หลายเดือนก่อน

    ସ୍ୱାଗତ୍ ଯୋଗ୍ୟ...ଆଶା ଏହି ଗରିବ ମାନଙ୍କର ଅଭିଯୋଗ ନିଶ୍ଚୟ ପୂରଣ ହେବ...ଆଉ ସମସ୍ତ ଲୋକ direct CM ଙ୍କ ପାଖେ ପହଁଞ୍ଚିବା ସମୟ ସାପେକ୍ଷ କଷ୍ଟକର..ତେଣୁ ସବୁ mla ମାନେ bbsr ରେ ନରହି ଅଭିଯୋଗ ଶୁଣାଣି କରନ୍ତୁ..ଯାହା ଅଧିକ ଫଳପ୍ରଦ ହେବ.

  • @Defence-lover-Sanuja6261
    @Defence-lover-Sanuja6261 5 หลายเดือนก่อน

    ମୋହନ Sir ଖାଲି ନୂଆ ନୂଆଁ ନୂଆଁ ଟିକେ ରେକର୍ଡ଼ରେ ଦେଖା କରିବାପାଇଁ ଆସିବେ ବୋଲି ମୋର ଆଶା କିଛି ଦିନ,ମାସ, ଗୋଟିଏ ବର୍ଷ ବିତି ଯାଉ ଫୁର୍ କିନା କୁଆଡେ଼ ଯିବେ ଖାଲି TV, ଆଉ ମୋବାଇଲରେ ଦେଖିବା,,ଆଗକୁ ଦେଖାଯାଉ କଣ ହେଉଛି,,,,,,,?

  • @sakuntalaprusty3830
    @sakuntalaprusty3830 5 หลายเดือนก่อน

    Jay Jagannath bharasa 🙏

  • @nareshpanda8586
    @nareshpanda8586 5 หลายเดือนก่อน +1

    Appreciate such a CM. Too proud of our Odisha CM.

  • @trinathsahu6938
    @trinathsahu6938 5 หลายเดือนก่อน

    Mohan sir is a well disciplined and empathetic person. I feel proud to be a inhabitant of Odisha

  • @kshirodkumarpanda8133
    @kshirodkumarpanda8133 5 หลายเดือนก่อน +1

    You are 💯 correct Akshya Babu.

  • @rabindrabiswal2241
    @rabindrabiswal2241 5 หลายเดือนก่อน +1

    Thanks to Mohan Majhi Sir.

  • @rammurmu6108-j4z
    @rammurmu6108-j4z 5 หลายเดือนก่อน +2

    Love you Odisha Mohan Majhi New CM Sir Or Ham Vi Keonjhar dist Se Hu........

  • @prakashbehera3159
    @prakashbehera3159 5 หลายเดือนก่อน +1

    ନୂଆ ମୁଖ୍ୟମନ୍ତ୍ରୀ ତ ନୂଆ ନୂଆ ଅଭିଯୋଗ ଶୁଣିବେ ଆମେ ଜାଣିଚୁ ମିଡ଼ିଆ ଵାଲା ଦିନକୁ ଆଠ ଥର ଦେଖାଇବେ ସେକଥା ବି ଆମେ ଜାଣିଚୁ

  • @କଳ୍କୀ
    @କଳ୍କୀ 5 หลายเดือนก่อน

    ଦର ବୃଦ୍ଧି, ବେକାରୀ ସମସ୍ୟା, ଚାଷୀ ଅବହେଳା,Neet UG ଘୋଟାଲା। 300 ୟୁନିଟ୍ ବିଜୁଳି ମିଳିଲା ନାହିଁ, ଆଉ କେତେ ଦିନ ମୋଦୀ ସରକାର ଦେଶକୁ ଲୁଟିବ

  • @kbseducation4725
    @kbseducation4725 5 หลายเดือนก่อน

    Excellent Mo mohan sarkar❤❤❤❤❤❤

  • @subhasishmallick6183
    @subhasishmallick6183 5 หลายเดือนก่อน +3

    ମୋହନ ମାଝୀ best cm

  • @RajendraRaju-qs7hf
    @RajendraRaju-qs7hf 5 หลายเดือนก่อน +4

    Thank you Cm sir thank you sir

  • @lilusenapati4392
    @lilusenapati4392 5 หลายเดือนก่อน

    ବହୁତ୍ ଖୁସି ଲାଗିଲା

  • @RajeshSethy-mp6cg
    @RajeshSethy-mp6cg 5 หลายเดือนก่อน +1

    ❤❤

  • @manoranjanmullick3487
    @manoranjanmullick3487 5 หลายเดือนก่อน

    ❤ mohan Bhai cm ❤️ jay odisha 🙏

  • @ramanathsingh5815
    @ramanathsingh5815 5 หลายเดือนก่อน +2

    Thanks CM sir continue serve people

  • @pitambarkhamari5572
    @pitambarkhamari5572 5 หลายเดือนก่อน

    ମୋହନ ସରକାର ମୋର୍ ଅନୁରୋଧ ପ୍ରତିଟି ବ୍ଲକ ର bdo କୁ ତାଗିଦ୍ କଲେ ସବୁ ସମାଧାନ ହୋଇଯିବ ଧନ୍ୟବାଦ୍ my cm

  • @Majhi997
    @Majhi997 5 หลายเดือนก่อน

    Thanks to cm sir, exlant job people service thanks thanks 👌👌👌👌👌🌹🌹🌹🌹🌹🌹❤️❤️❤️❤️❤️❤️

  • @srisaidesignvastu9209
    @srisaidesignvastu9209 5 หลายเดือนก่อน +5

    ମୂଖ୍ୟ ମନ୍ତ୍ରୀ ମୋହନ ଭାଈ , ନବୀନ ପଟ୍ଟନାୟକ ଠାରୁ ବହୁ ଗୁଣରେ ଆଗରେ ,ସେ ୬ମାସ ମଧ୍ୟରେ ଓଡ଼ିଶା ର ଘରେ ଘରେ ଆଦରଣୀୟ ହେଇଯିବେ !

  • @PTBehera
    @PTBehera 5 หลายเดือนก่อน

    Vala Katha Gohana sir odisha ku bahut agei neantu

  • @ashokkhatoi9861
    @ashokkhatoi9861 5 หลายเดือนก่อน +4

    Mohan sir, we salute you

  • @gourangakar4729
    @gourangakar4729 5 หลายเดือนก่อน

    ବିଜେଡି ଦଳ ବୁଝିବା ଦରକାର ଏଇଟା ହେଉଛି ଓଡ଼ିଆ ଅସ୍ମିତା।

  • @birenjena3758
    @birenjena3758 5 หลายเดือนก่อน +2

    ନବୀନ ମୁଖ୍ୟ। ଦାୟୀ ,

  • @santoshkumaracharya7325
    @santoshkumaracharya7325 5 หลายเดือนก่อน

    Jagannath ଯାହା କୁ ମୁଖ୍ୟ ମନ୍ତ୍ରୀ କରିଛନ୍ତି ସମସ୍ତ ଙ୍କ ମଙ୍ଗଳ ପାଇଁ

  • @GhasiramMajhi-d8e
    @GhasiramMajhi-d8e 5 หลายเดือนก่อน +1

    Magiya Basan ମାରି ଲେ kn ସୁବିଧା ହେଇଯିବ Mohan ସରକାର ରଙ୍ଗ ମାରିଦେଲେ ସାରା ଓଡିଶା ବିକାଶ ହେଇଯିବ ଶଳା ବଷଣ ମାରୁଛି କାମ କରଡେକାଅ

  • @DebashishNayakofficial
    @DebashishNayakofficial 5 หลายเดือนก่อน

    ନୂଆ ସରକାର ଏବେ ସବୁ ନୂଆ, ଏବେ ଭଲ ଲାଗିବ ଏ ସବୁ, but ସବୁଦିନ ଏମିତି ଶୁଣିବା ଦରକାର,

  • @santanurout877
    @santanurout877 5 หลายเดือนก่อน

    Pura right

  • @bishnurout8004
    @bishnurout8004 5 หลายเดือนก่อน +1

    Right🎉🎉🎉🎉

  • @amitkumarnag950
    @amitkumarnag950 5 หลายเดือนก่อน

    Bahut vala aramva emiti haba ta hele odisha jitiba

  • @prasantakumarswain3419
    @prasantakumarswain3419 5 หลายเดือนก่อน

    ପୁରୁଣା ସରକାର ର ଯାହାକୁ ବି ଦେଖା କରିଥାଆନ୍ତ ,ସେତେବେଳେ ତାଙ୍କର କଣ ତାଡ଼ି ଥାଆନ୍ତ ?

  • @srikanta671
    @srikanta671 5 หลายเดือนก่อน

    ପାହାଡ଼ ଉପରେ ସମୁଦ୍ର,, ଭିତରେ ଶଙ୍କର
    ଶଙ୍ଖ ଭିତରେ ନବୀନ ପଟ୍ଟନାୟକଙ୍କ

  • @kamalakantadas6050
    @kamalakantadas6050 5 หลายเดือนก่อน +2

    ମନ୍ତ୍ରୀ ମାନେ ମଧ୍ୟ ଅଭିଯୋଗ ପ୍ରକୋଷ୍ଠ ନିଜ ନିଜ ଜିଲ୍ଲା ରେ ଖୋଲନ୍ତୁ । ଭୁବନେଶ୍ଵର ରେ କେବଳ ମୂଖ୍ୟମନ୍ତ୍ରୀ ଶୁଣାଣି କରନ୍ତୁ ।ଏହା ଏକ ଉତ୍ତମ ପଦକ୍ଷେପ ହେବ ।

  • @SibaReddy-t8f
    @SibaReddy-t8f 5 หลายเดือนก่อน +2

    କାମ ହେବାର ଅଛି ଲୋ ବିଆ ଛୋଡ଼ି କହିଲେ କ'ଣ ହେବ

  • @SadhabaKheti
    @SadhabaKheti 2 หลายเดือนก่อน

    ବିଜେପି ସରକାର 🌹🌹🙏

  • @DuryodhanNayak-y9m
    @DuryodhanNayak-y9m 5 หลายเดือนก่อน

    Supar katha Odisha Odisha cm ku Jagannath Bhalara Rakhantu DuryodhanNayak ❤️

  • @sundamisabar3881
    @sundamisabar3881 5 หลายเดือนก่อน +2

    All odisha ଲୁକ୍ ଙ୍କ ଅବିଯୁଗ ପୂରଣ ହେବ ତ

  • @jagnyeswar
    @jagnyeswar 5 หลายเดือนก่อน

    Bahut Khushi Mohan Sarkar

  • @Natabar16
    @Natabar16 5 หลายเดือนก่อน

    ସେଟା ସକ୍ରିୟ ନଥିଲା ଇଟା ବି ସକ୍ରିୟ ହେବନି କାରଣ ତଳ ସ୍ତରରେ ନୋଡ଼ାଲ ଅଫିସର ଓ ସିଏମ ଙ୍କ ପ୍ରତିନିଧି jointly ଦଳ ଗତ ନିର୍ବିଶେଷରେ କାମକଲେ ଜନସାଧାରଣ ସେବା ପାଇବେ କିଛି ମାତ୍ରା ରେ ଦୁର୍ନୀତି ହଟିବ, ଏ କଥା କେବେ ହବନି କାରଣ ନେତା ଓ ମନ୍ତ୍ରୀ ଙ୍କ ପକେଟ ଗରମ କେମିତି ହେବ, ନବୀନ ବାବୁ 24 ବର୍ଷ ସମୟ ରେ କରିପାରିଲେ ନାହିଁ, ଏ କଣ କରିବେ

    • @nibedanamusic7718
      @nibedanamusic7718 5 หลายเดือนก่อน

      ସହି ହେଉନି। ନବିନା କୁ ୨୪ଵରଷ କାଳ ଗୋରୁ ମୁଣ୍ଡ ସଜେଇ କପା ତୋଳୁ ଥିଲ ଏବେ ବାଧୁଚି ନାଇରେ

    • @Natabar16
      @Natabar16 5 หลายเดือนก่อน

      @@nibedanamusic7718 comment ଟା ମୋର ବୁଝି ପାରୁନୁ ନାହିଁରେ ଚଟା ,ମୁଁ କାହାର ପଛ ପଟେ ନାହିଁ

    • @Natabar16
      @Natabar16 5 หลายเดือนก่อน

      @@nibedanamusic7718 ତୁମ ପରି ଆମେ ଚଟା ନୁହଁ

  • @Prashanta-c2m
    @Prashanta-c2m 5 หลายเดือนก่อน

    Tq shir

  • @ranjansamal6157
    @ranjansamal6157 5 หลายเดือนก่อน +5

    Right ସବୁ mal ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଦରକାର

    • @koilihota6354
      @koilihota6354 5 หลายเดือนก่อน

      Maghia sabu chhodibe

  • @basantabadatya926
    @basantabadatya926 5 หลายเดือนก่อน

    Jay jaganatn

  • @surendrabadamundi7275
    @surendrabadamundi7275 5 หลายเดือนก่อน

    ଆଗକୁ ଏମିତି ଅଭିଯୋଗ ଶୁଣାଣି ଜାରି ରହିବ ତ,? 🙏🙏🙏

  • @ranajitjena4668
    @ranajitjena4668 5 หลายเดือนก่อน +1

    5t ଯେତିକି କାର୍ଯ୍ୟକ୍ରମ କରିଛି ତାର 1% କାମ କରିବାର କ୍ଷମତା ତୁମ ପାଖରେ ନାହିଁ, ପାଣ୍ଡିଆନର ଡର ତମ ମନରେ ସବୁଦିନ ରହିଛି ଆଗକୁ ରହିବ ମଧ୍ୟ୍ୟ. ତୁମ ହିନମନ୍ୟତା ଯୋଗୁ ତୁମେ ପାଣ୍ଡିଆନ ଠୁ ପଛରେ ପଡିଛ

    • @ମୋହନ_ମାଝୀ
      @ମୋହନ_ମାଝୀ 5 หลายเดือนก่อน

      ଗଣ୍ଡ ମୂର୍ଖ, Burnol ଲଗାଅ ତମୋ ସମସ୍ୟା ସମାଧାନ ହୋଇଯିବ 😁🤣😁

    • @ମୋହନ_ମାଝୀ
      @ମୋହନ_ମାଝୀ 5 หลายเดือนก่อน

      🌹🌹ଜନତା ହୃଦୟ ସମ୍ରାଟ 🌹🌹
      🥳🥳🥳ମୋହନ ମାଝୀ 🥳🥳🥳
      🔥🔥🔥ଜିନ୍ଦାବାଦ 🔥🔥🔥

    • @ମୋହନ_ମାଝୀ
      @ମୋହନ_ମାଝୀ 5 หลายเดือนก่อน

      ଆଉ କିଛଦିନ ପରେ, ନବୀନ ଶଙ୍ଖ ଭିତରେ ପଶିଯିବେ 😁🥳🥳😭😭🫣🫣

    • @ranajitjena4668
      @ranajitjena4668 5 หลายเดือนก่อน

      @@ମୋହନ_ମାଝୀ ଗାଲୁଙ୍କ ଗାଲୁଆମୀ

    • @ranajitjena4668
      @ranajitjena4668 5 หลายเดือนก่อน

      @@ମୋହନ_ମାଝୀ ଗାଲୁଆ ମାନଙ୍କର ଗାଲୁଆମୀ

  • @gobinda5528
    @gobinda5528 5 หลายเดือนก่อน +5

    No 1CM.

  • @mahaveercreation8587
    @mahaveercreation8587 5 หลายเดือนก่อน

    ନବୀନ କୁ ଓଡ଼ିଆ ଆସୁଥିଲେ ତ ଲୋକଙ୍କ ଅଭିଯୋଗ ଶୁଣିଥାନ୍ତା

  • @somanayak3543
    @somanayak3543 5 หลายเดือนก่อน +2

    Akhaya mahanti is one of the best analyst as a senior journalist

  • @jayantanayak5293
    @jayantanayak5293 5 หลายเดือนก่อน

    ପାଣ୍ଡିଆ ତା'ର ମାଇପ ସୁଜାତା ଓଡ଼ିଶା ପାଇଁ ଆତଂକବାଦୀ ସାଜିଥିଲେ ବହୁତ ଦୁର୍ନୀତି କରିଛନ୍ତି ସେମାନଙ୍କ ବିରୋଧରେ କୋଠର କାର୍ଯ୍ୟକାରୀ କରି ସେମାନଙ୍କୁ ଜେଲ୍ ଭିତରେ ରଖନ୍ତୁ ଆଉ କେବେ ଅଣ ଓଡିଆ ମାନେ ସାବଧାନ ରହିବେ ଜୟ ଜଗନ୍ନାଥ ବିଜେପି ସରକାର

  • @JharanaNayak-l9d
    @JharanaNayak-l9d 5 หลายเดือนก่อน

    ଛୁଇଁଗମ ନୂଆ ନୂଆ ମିଠା ଲାଗେ ମିଠା ସରିଗଲେ କାଢ଼ିକି ଫୋପାଡ଼ି ଦେବେ 😅😅😅😅😅 5:13

  • @PrasantiDas-r8u
    @PrasantiDas-r8u หลายเดือนก่อน

    Mohan majhi sar nka ehi padakhsya bahut swagat jogya

  • @jageswaroram6564
    @jageswaroram6564 3 หลายเดือนก่อน

    ଜୟ ଜଗନ୍ନାଥ ମହାନ୍