କାହାରିକୁ ବି ଛାଡ଼ିବିନି ସମସ୍ତଙ୍କୁ ଜେଲ ଭିତରକୁ ଟାଣିବି,ସବୁ ଖଣି ମାଫିଆଙ୍କୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀCM Majhi

แชร์
ฝัง
  • เผยแพร่เมื่อ 22 มิ.ย. 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

ความคิดเห็น • 339

  • @ganeswarbehera-fj6yu
    @ganeswarbehera-fj6yu 3 วันที่ผ่านมา +71

    ଧନ୍ୟବାଦ ଭାଇ।ବେଳ ଆଶିଛି କଡା ପଦକ୍ଷେପ ନେବାପାଇଁ । ଭଗବାନ ଆପଣ ଙ୍କୁ ଶକ୍ତି ଦିଅନ୍ତୁ । ଜୟ ଜଗନ୍ନାଥ ।

  • @jaydhanraj8864
    @jaydhanraj8864 5 วันที่ผ่านมา +30

    ୟେ କଥା ଶୁଣି ଶୁଣି କାନ ବିନ୍ଧି ଲା ନି ..... କାମ କରି ଦେଖେଇଲେ ଭଲ ଲଗନ୍ତ୍ନା

    • @CRICKETJoshClub-qu5qe
      @CRICKETJoshClub-qu5qe 2 วันที่ผ่านมา +4

      ଧର୍ଯ୍ୟ ଧର ଭାଇ ୧୫ଦିନ ହେଇଛେ ନୁତନ ସରକାର କୁ

    • @jaydhanraj8864
      @jaydhanraj8864 2 วันที่ผ่านมา +3

      @@CRICKETJoshClub-qu5qe ok Boss

    • @lalitendubihari3632
      @lalitendubihari3632 18 ชั่วโมงที่ผ่านมา +1

      ଜୟ ଜଗନ୍ନାଥ, ଟିକେ ଧର୍ଯ୍ୟ ଧରନ୍ତୁ.. ଏବେ ତ ଆରମ୍ଭ.

  • @subhashreejena4064
    @subhashreejena4064 5 วันที่ผ่านมา +57

    ହଉ ଆଜ୍ଞା କାମ ରେ କରି ଦେଖାଇଲେ ଆମେ ଖୁସି ହେବୁ , କଥା ତ ସମସ୍ତେ କହି ପାରିବେ କିନ୍ତୁ କାମ ବହୁତ୍ କମ୍ ଲୋକ କରି ପାରନ୍ତି ।

  • @bishnujati3264
    @bishnujati3264 5 วันที่ผ่านมา +32

    ଭଗବାନ ଆର୍ଶୀବାଦ କରନ୍ତୁ

  • @user-fq5gb9ep9e
    @user-fq5gb9ep9e 2 วันที่ผ่านมา +11

    ଅତି ସୁନ୍ଦର ଭାବରେ ଓଡିଶା ସୁର ଖୁର ରେ ଚାଲିବ ,ସମସ୍ତଙ୍କ ମୁହଁ ରେ ହସ ହିଁ ଫୁଟିବ ପ୍ରଭୁ ବାଗେଶ୍ୱର ଓ ଜଗନ୍ନାଥ ମହାପ୍ରଭୁଙ୍କ ଆଉ ନିର୍ଦୟ ହେବେନି ।ଏହା ତ୍ରିବାର ସତ୍ୟ ।

  • @ManojBerera
    @ManojBerera 5 วันที่ผ่านมา +14

    ବହୁତ ବଢିଆ ଶାର❤❤❤❤❤❤

  • @mukundadigal4861
    @mukundadigal4861 2 วันที่ผ่านมา +9

    ମାଝୀ ବାବୁ ଗର୍ବ ବେଶିଦିନ ରୁହେନି ରାବଣ ର ଗର୍ବ ଯଗୁଁ ଲଙ୍କା ଦଂଶ ହେଈ ଥିଲା ତାହା ତମୋଟି ହେବନି ତ ❤❤❤

    • @uttamkumarmahanta5691
      @uttamkumarmahanta5691 วันที่ผ่านมา

      ଯେମିତ BJD dhanksa ହେଲା ନା

    • @official_kiran_46
      @official_kiran_46 19 ชั่วโมงที่ผ่านมา +1

      Haaha😂

    • @lalitendubihari3632
      @lalitendubihari3632 18 ชั่วโมงที่ผ่านมา

      ଗର୍ବ କେଉଁଠି କଲେ, ମୁଖ୍ୟ ମନ୍ତ୍ରୀ ହିସାବ ରେ ଯାହା କରିବା କଥା, ରାଜ୍ୟ ପାଇଁ, ସେଇଆ ତ କହୁଛନ୍ତି.

  • @gautamsahoo559
    @gautamsahoo559 3 วันที่ผ่านมา +8

    ଖାଲି ଭାଷଣ ଦେଲେ ହବନି, କାର୍ଯ୍ୟ କରି ଦେଖାଇଲେ ଧନ୍ୟବାଦ୍ ଜଣାଇବୁ।

  • @PramodKumarPradhan-mw8vp
    @PramodKumarPradhan-mw8vp 3 วันที่ผ่านมา +10

    ନବିନ ସାରେ ଏମିତି ପଦେ କଥା କହିନଥିଲେ ମାଫିଆ ମାନେ ଜେଲ ଜିବେ

  • @lipsa5949
    @lipsa5949 3 วันที่ผ่านมา +4

    ଜୟ ଜଗନ୍ନାଥ 🙏🏻ଜୟ ମୋହନ ସାର 🙏🏻

  • @skpahan975
    @skpahan975 3 วันที่ผ่านมา +6

    ମାନନୀୟ ମୁଖ୍ୟମନ୍ତ୍ରୀ ସାର୍ ଆପଣ ଆଗାମୀ ଦିନମାନଙ୍କରେ ବହୁତ ବଡ ବଡ ନିଷ୍ପତି ନବାକୁ ଯାଉଛନ୍ତି ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କୋଟି କୋଟି ଓଡିଆଙ୍କ ପ୍ରାର୍ଥନା ଜଣାଉଛୁ। ଆଉ ଆପଣଙ୍କ ସାଙ୍ଗରେ ଭେଟକରିବାକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିର ପରିଚୟ ଚେକ୍ କରାଯାଈ ଭେଟିବାକୁ ମିଳୁ ।

  • @RajKumar-dp2ip
    @RajKumar-dp2ip 5 วันที่ผ่านมา +20

    Sabu jibe 😡au pura modi ji Ambani ku deidabo sabu khane?

  • @madhabdash985
    @madhabdash985 5 วันที่ผ่านมา +14

    ସବୁ ଚୁରକୁ ଭିତରେ ରଖ

  • @krushnachandrabehera1039
    @krushnachandrabehera1039 5 วันที่ผ่านมา +7

    ମୁଁ ଭୂମି ହିନ ଦୟାକରି ମୋର ରାସନ୍ କାର୍ଡ ହେଲେ ମୁଁ ଖୁସି ହେବି

  • @PranatiPatra-ky2jh
    @PranatiPatra-ky2jh 3 วันที่ผ่านมา +6

    ସାର ଖାଲି କେନ୍ଦୁଝର ନାହିଁ ସାରାଦେସର ଲୋକମାନଙ୍କ ଦୁଃଖ ବୁଝନ୍ତୁ

    • @anilkumarnayak9155
      @anilkumarnayak9155 วันที่ผ่านมา

      Be se kebala odisha ra mukhyamantri prime min nuha.... Gadha

    • @BidyadharMahanta-xd2kv
      @BidyadharMahanta-xd2kv 3 ชั่วโมงที่ผ่านมา

      କେନ୍ଦୁଝରରେ ମିଟିଂ। ତେଣୁ କେନ୍ଦୁଝର ପ୍ରଥମ।

  • @chandrayhansda3254
    @chandrayhansda3254 4 วันที่ผ่านมา +5

    କେବଳ ଖଣି ମାଫିଆ ମାନଙ୍କୁ ଗିରଫ ନୁହେଁ , ଏଥିସହିତ ଖଣି ପ୍ରଭାବିତ ଜନସାଧାରଣ ଏବଂ ଡିଏମ୍ଏଫ୍ ବିଷୟରେ ମଧ୍ୟ ବୁଝିବା କୁ ପଡ଼ିବ ।

  • @user-fq5gb9ep9e
    @user-fq5gb9ep9e 2 วันที่ผ่านมา +2

    ଧନ୍ୟବାଦ ଓଡିଶା ମା ଓଡିଶାର ଜୟ ହେଉ ।

  • @sukenmurmu5921
    @sukenmurmu5921 5 วันที่ผ่านมา +9

    Super star mohan🤡majhi

  • @DambuMajhi-gp9vq
    @DambuMajhi-gp9vq 3 วันที่ผ่านมา +2

    ଆମଗାଁରେ ରାସ୍ତା ଟିକେକାରି ଦିଅନ୍ତୁ khasigud ଗାଁରେରାସ୍ତା ଟିକେ ନାହିଁ ଜିଲା kalahahandi ଲାଞ୍ଜିଗଡ଼ BLOCK ଗ୍ରାମ khasiguda rasta ଟିକେନା ହିଁ ବେଡ଼ାଗାଁ ପଞ୍ଚେଥ

  • @laxmidharsahoo2431
    @laxmidharsahoo2431 5 วันที่ผ่านมา +15

    କେହି ଥରି ନାହାଁନ୍ତି ଥରିଛି ଭାସିଆ ନିଉଜ୍

  • @Musicjunction382
    @Musicjunction382 2 วันที่ผ่านมา +4

    ଆଗରୁ କଣ ପାଇଁ କହୁ ନଥିଲେ sir ଏବେ ମୁଖ୍ୟମନ୍ତ୍ରୀ ହେଲା ପରେ ସବୁ କହୁଛନ୍ତି ଆପଣ ବୋଧେ ଭୁଲି ଯାଉଛନ୍ତି କି ଆପଣ ବିଜୁ ବାବୁ ଓ ନବୀନ ବାବୁଙ୍କ ପଛରେ ବୁଲୁ ଥିଲେ

    • @basantadalai237
      @basantadalai237 วันที่ผ่านมา

      ଆଗରୁ ତାଙ୍କ ପାଖରେ ସେ ପାୱାର ନଥିଲା ଆଗ ତାଙ୍କୁ ପୋଲିସ୍ ବି ନାଲି ଆଖି ଦେଖାଉ ଥିଲା

  • @madhusudandash838
    @madhusudandash838 5 วันที่ผ่านมา +6

    Good disisan❤❤❤

  • @padmanavsenapati9586
    @padmanavsenapati9586 5 วันที่ผ่านมา +11

    ବେକାର କଥା kuhani କାମ କର aga

    • @Mixion-eo7ku
      @Mixion-eo7ku 2 วันที่ผ่านมา

      ବେକାର କଥା ନାଇଁ ରେ ଝିଅ, ଧୌର୍ଯ୍ୟ ଧର ସବୁ ଠିକ୍ ହେବ।🤞👍

    • @SureshChandraSahoo-qs4bp
      @SureshChandraSahoo-qs4bp 2 วันที่ผ่านมา

      Ret badhiba thaya habakan🎉​@@Mixion-eo7ku

    • @TheGentleMan_Once
      @TheGentleMan_Once วันที่ผ่านมา

      Hmmm 5 years wait Kariba ..ta pare eee auuu nathiba

  • @user-km9cu7rb7l
    @user-km9cu7rb7l 5 วันที่ผ่านมา +9

    କିଛି ହେବ ନାହିଁ sir odisha re

  • @babuswag3832
    @babuswag3832 วันที่ผ่านมา

    ଅତି ସୁନ୍ଦର କଥା ସାର୍ ଆଗକୁ ମାଡ଼ି ଛାଳ

  • @luckydesign6935
    @luckydesign6935 5 วันที่ผ่านมา +3

    ଠିକ କହିଛନ୍ତି sir 🙏🙏🙏🙏🙏

  • @maktapanda406
    @maktapanda406 20 ชั่วโมงที่ผ่านมา

    ୧୦୦୦୦୦/ବହୁତ ଭଲଷ୍ଟେପ ନେଇଛାନ୍ତି. ଦେଶ ଦ୍ରୋହି ଖଣିମାଫିଆ ଙ୍କୁ ୫୦ବର୍ଷ ଶଶ୍ରମ କାରାଦଣ୍ଡ ଦିଆଯାଉ. ଜୟ ଜଗନ୍ନାଥ 🌹

  • @SukantaBehera-om1vm
    @SukantaBehera-om1vm 3 วันที่ผ่านมา +1

    Thank you very much cm sir,samastanku jell pathao

  • @BidyadharMahanta-xd2kv
    @BidyadharMahanta-xd2kv 3 ชั่วโมงที่ผ่านมา

    ସାର୍ ବହୁତ ଲେଟ୍ ହେଲାଣି। ମାସେ ଭିତରେ ଗୋଟେ ବି ପୂରେଇ ନାହଁ। ବୋଲ ଡୋଜର ଏବେ ବି ଗ୍ୟାରେଜରେ ଠିଆ ହୋଇଛି। ୫ ବର୍ଷରେ ୫୦ ବର୍ଷର କାମ କେମିତି ହେବ? ଶୁଭସ୍ଯ ଶୀଘ୍ରମ୍।

  • @upcreation6134
    @upcreation6134 วันที่ผ่านมา

    ଆପଣଙ୍କ କାର୍ଯ୍ୟ ରେ ଆମେ ବହୁତ ଖୁସି ଖଣି ଦୁର୍ନୀତି ପାଇଁ ଆପଣଙ୍କ ପଦକ୍ଷେପ ନିଆରା କିନ୍ତୁ ମୋର ଗୋଟିଏ ପ୍ରଶ୍ନ ତ ଉଙ୍କି ମାରୁଛି କି ଆପଣଙ୍କ ସରକାର ଖଣି କାମ ନ କରିକି ଓଡ଼ିଶାର ୧୭ ଖଣି କୁ କାହିଁକି ଅନ୍ୟ ଲୋକଙ୍କୁ ନିଲାମ କରୁଛନ୍ତି

  • @SPR_CREATION_10
    @SPR_CREATION_10 วันที่ผ่านมา +1

    Sir ମୋହନ ମାଝି ପ୍ରଥମେ କୁହନ୍ତୁ । ଖଣି ଟେଣ୍ଡର କିଏ ପାଇଛି। ଓଡ଼ିଶାର ଓଡ଼ିଆ ବାସି ନା ଅଣ ଓଡ଼ିଆ। ପ୍ରଥମେ ଉତ୍ତର ଦିଅନ୍ତୁ ।

  • @bahubaliking5342
    @bahubaliking5342 9 ชั่วโมงที่ผ่านมา

    ସାର୍ ସବୁବେଳେ ଖାଲି କେନ୍ଦୁଝର କେନ୍ଦୁଝର କହିଲେ ହେବନାହିଁ ସାର୍ ଓଡ଼ିଶା ପାଇଁ କାମ କରନ୍ତୁ ।

  • @TanmayBehera-w7z
    @TanmayBehera-w7z 2 วันที่ผ่านมา

    ନିଜର ସ୍ବାମୀ ଥାଇ ପର ପୁରୁଷ ପର ଘର ଛାର ଖାର କରୁଥିବାନାରୀ କୁଭି ଉଚିତ ଦଣ୍ଡ ଦିଆଯାଉ କାରଣ ଏଥିପାଇଁ ବହୁତ୍ ପରିଵାର ଛାରଖାର ହେବା ସହିତ ଅନେକ ନିରିହ ଲୋକଙ୍କର ଜୀବନ ଯାଉଛି କାରଣ ମୋଜୀଵରେ ମଧ୍ୟ ଏମିତି ଘଟି ଚାଲିଛି ପର ଘର ଭାଙ୍ଗି ନାରୀ କୁ ଜେଲ୍ ଦଣ୍ଡ ଦିଆଯାଉ ଏକା ପୁରୁଷ ଜାତିକୁ ନୂହେ

  • @krushnamahanta2960
    @krushnamahanta2960 2 วันที่ผ่านมา +1

    ଆଗ କାମ କରି କି ଦେଖା ଓଡ଼ିଶାରେ ତା ପରେ ଭାଷଣ ମାରିବୁ ନହେଲେ 5ବର୍ଷ ପରେ କେହି ପଚାରି ବେନି ବାସି ବାଳ ରେ

  • @debendranarayandash9040
    @debendranarayandash9040 5 ชั่วโมงที่ผ่านมา

    ଜୟ ଜୟ ଶ୍ରୀ ଜଗନ୍ନାଥ 🙏

  • @tukunaaka2853
    @tukunaaka2853 16 ชั่วโมงที่ผ่านมา

    ଜୟ ଜଗନ୍ନାଥ ହରିବୋଲ

  • @pintupati8786
    @pintupati8786 5 วันที่ผ่านมา +8

    ଆପଣ ପାରିବେ ନା ମୋଦି ଙ୍କ ଦ୍ଵାରା କରେଇବେ

    • @Ranjankumar-fz8xj
      @Ranjankumar-fz8xj 4 วันที่ผ่านมา

      ଚକୁଳି ଖାଇବା ଲୋକ ବିନ୍ଧ ଗଣନୀ

    • @SureshChandraSahoo-qs4bp
      @SureshChandraSahoo-qs4bp 2 วันที่ผ่านมา +1

      Ret badhiba tanka pacharanahi🎉​@@Ranjankumar-fz8xj

  • @BibekaPatra-ue3wm
    @BibekaPatra-ue3wm วันที่ผ่านมา +8

    ବଡବଡ😅😅 ବାଳ ମହନ ମାଝି ଇଲେକ୍ଟ୍ରୀ ୩୦୦ କଥା କୁଆଢେଗଲା ଏଇଟା କଥାକହୁଚୀ ଇଲେକ୍ଟ୍ରି କଥା କହୁନ ଖଣୀ ମାଫିଆ କହୁଚ ହସଲାଗୁଚି 😅😅😅😅😅😅😅😅😅😅😅😅😅

  • @user-bb9bx6td9q
    @user-bb9bx6td9q 5 วันที่ผ่านมา

    Mukhymantri nkara padaku koti koti pranam jete be aaini loka achhanti upajukta danda diantu sir

  • @maktapanda406
    @maktapanda406 20 ชั่วโมงที่ผ่านมา

    ୧୦୦୦୦୦🎉୦, ବହୁତ ଭଲଷ୍ଟେପ ନେଇଛନ୍ତି.

  • @AshishBag-re6zl
    @AshishBag-re6zl 2 วันที่ผ่านมา

    କାହାକୁ,ବି,ଛାଡନ୍ତୁ, ନାହିଁ,, ଏମିତି,କାମ,କରନ୍ତୁ, ସବୁଦିନ, ପାଇଁ, ଆପଣଙ୍କ, ନାଁ,ରହୁ

  • @DinuramGual
    @DinuramGual 4 วันที่ผ่านมา +1

    Police mananku first badli karajau Mahon sir

  • @sohanisohani4227
    @sohanisohani4227 4 วันที่ผ่านมา +1

    ଉଚିତ୍ ପଦୟେପ

  • @user-xm1qh2bs5c
    @user-xm1qh2bs5c 3 วันที่ผ่านมา

    Thanks Sir

  • @user-ni9ps3lz9p
    @user-ni9ps3lz9p 5 วันที่ผ่านมา +4

    A ki rajaniti

  • @sambitkumar628
    @sambitkumar628 15 ชั่วโมงที่ผ่านมา +1

    ଜୁଲାଇ ମାସ ଆସିଲାଣୀ ବିଜୁଳି ୩୦୦ ୟୁନିଟ ଭିତରେ 🆓 ଦେବେ ନା ନାଇ ସେ ବିଷୟରେ କହୁନାହାନ୍ତି ତ

  • @007Gossipmusic
    @007Gossipmusic ชั่วโมงที่ผ่านมา

    Salute sir

  • @uttambaba6800
    @uttambaba6800 5 วันที่ผ่านมา +3

    Khani kahaku nilam kalo seita age koho kamo karibaro achhi kamo kor election sori jaichhi😅😢😂

    • @biruamamalaxmi541
      @biruamamalaxmi541 5 วันที่ผ่านมา +1

      Pandu loot kala bele to soipadithilo

    • @uttambaba6800
      @uttambaba6800 5 วันที่ผ่านมา

      @@biruamamalaxmi541 Kamo karo age kohibo pore..tu kaho taro cm ku bjp hatore ed CBI achhi logei deu pandu pochhore besi gopuchhu seita bi Kariba darkar khali fampa vasano marile kon hebo

    • @biruamamalaxmi541
      @biruamamalaxmi541 5 วันที่ผ่านมา

      Bahut joldi pandu vitar haba

  • @AshishBag-re6zl
    @AshishBag-re6zl 2 วันที่ผ่านมา

    ଆପଣ,ଯଦି, ସବୁ ଖରାପ, ଜିନିଷ, କରିଦେଵେ, ଆପଣଙ୍କୁ, କୋଟି କୋଟି,ସଲାମ

  • @labanyapatel3397
    @labanyapatel3397 2 วันที่ผ่านมา

    Sir 🎉 proud of odisha sir

  • @sumitrakhuntiasumina5294
    @sumitrakhuntiasumina5294 15 ชั่วโมงที่ผ่านมา

    ଭଲ କଥା ମୋଦୀ ଜି ଏବେ କୁଆଡେ ଯିବେ

  • @Subham12330
    @Subham12330 5 วันที่ผ่านมา +8

    Hou dekhiba kete jali nebu tu mohani
    Mu keonjhar ru dekhiba 😂😂

    • @Mixion-eo7ku
      @Mixion-eo7ku 2 วันที่ผ่านมา

      ପୁଅରେ ଏଇ comment ରେ typing କରିବା ଅପେକ୍ଷା ମିଡ଼ିଆ ପାଖରେ ମୁହଁ ଦେଖା ଯଦି ସତରେ ତୋ ପାଖରେ ଦମ୍ ଅଛି। 😅😡

  • @user-rc3qw7yt3z
    @user-rc3qw7yt3z 2 วันที่ผ่านมา

    Thank you sar

  • @user-es3fn9dc5u
    @user-es3fn9dc5u 2 วันที่ผ่านมา

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ବିଜେଡି ର ଏଇ ଦୁର୍ନୀତି ରୂପକ ବିଶାଳ ବୃକ୍ଷ ର ଶାଖା ପ୍ରଶାଖା ସମ୍ପୂର୍ଣ୍ଣ କାଟିଦେଲେ ବି ଏଇ ବୃକ୍ଷ ର କିଛି ବି କ୍ଷତି ହେବନି, ଯଦି ଓଡିଶାକୁ ଦୁର୍ନୀତି ମୁକ୍ତ କରିବା ପାଇଁ ସଂକଳ୍ପ ବଦ୍ଧ ଏଇ ବୃକ୍ଷ ର ମୂଳ କୁ ଉପାଡି ଫିଙ୍ଗି ଦିଅନ୍ତୁ ଓଡିଶା ର ବିକାଶ ନିଶ୍ଚୟ ହେବ।

  • @balabhadratantytanty8917
    @balabhadratantytanty8917 วันที่ผ่านมา

    Thank you so much 👍

  • @sahadevakishan2010
    @sahadevakishan2010 22 ชั่วโมงที่ผ่านมา

    thanks 🙏🙏🙏 sir

  • @dillipjena8237
    @dillipjena8237 2 วันที่ผ่านมา

    ସାରା ଓଡ଼ିଶାରେ ହେଵାଦରକାର

  • @bikashnayakbikash1997
    @bikashnayakbikash1997 2 วันที่ผ่านมา

    Good🙏srii🙏🙏cm🙏🙏🙏🙏

  • @abhinandansutar197
    @abhinandansutar197 2 ชั่วโมงที่ผ่านมา

    ଓଡ଼ିଆ ଅସ୍ମିତା ସରକାର କୁ ମୋର ଗୋଟିଏ ପ୍ରଶ୍ନ... ଭୁବନେଶ୍ୱର airport କୁ ଘରୋଇକରଣ ନାଁ ରେ ଗୁଜୁରାଟି ଆଦାନୀକୁ କେତେ ରେ ବିକିଲ..

  • @budhiramnahak3209
    @budhiramnahak3209 5 วันที่ผ่านมา +5

    ଗଣ୍ଡୁସ ଜଳ ମାତ୍ରେଣ ସଫରି ଫର ଫର ଆୟତ୍ତେ

  • @BabluPatra-mf2io
    @BabluPatra-mf2io 7 ชั่วโมงที่ผ่านมา

    ❤❤❤❤😮😮😮😮👍👍 Good disisan sir

  • @amiyaranjanswain4728
    @amiyaranjanswain4728 3 วันที่ผ่านมา

    Mast .super.......ama odisha no1,no 1 cm...

  • @user-ts1do9tz6e
    @user-ts1do9tz6e 20 ชั่วโมงที่ผ่านมา

    🎉Jay jaganath🙏

  • @UttammalikKumar
    @UttammalikKumar 16 ชั่วโมงที่ผ่านมา

    Very nice sar 👍

  • @budhiramnahak3209
    @budhiramnahak3209 5 วันที่ผ่านมา +5

    ଆପଣ କଣ କେନ୍ଦୁଝର ର ମୁଖ୍ୟମନ୍ତ୍ରୀ ..ଅହଂକାର ତ୍ୟାଗ କର . ଆପଣ ଯେମିତି ହେଲେଣି ଅଳ୍ପ ଦିନ ରେ ଆଣ୍ଠେଇ ପଡିବେ .

    • @Ranjankumar-fz8xj
      @Ranjankumar-fz8xj 4 วันที่ผ่านมา

      ତୁମ ବିରୋଧି ପାପିଙ୍କ କଳାପେଡି ଖୋଲା ହେବାରୁ ତୁମ ନଳି ପୁଡୁଛି କି

    • @Chandinia-qn4hh
      @Chandinia-qn4hh 3 วันที่ผ่านมา

      ଠିକି୍ କଥା

  • @PrasantDigal-oc9fi
    @PrasantDigal-oc9fi 7 ชั่วโมงที่ผ่านมา

    ଆପଣ କଣ କେନ୍ଦୁଝରର ଏକା ମୁଖ୍ୟମନ୍ତ୍ରୀକି ଓଡିଶା ମୁଖ୍ୟମନ୍ତ୍ରୀ ଓଡିଶାର କଥା ବୁଝନ୍ତୁ

  • @MilagahirGahir
    @MilagahirGahir 2 วันที่ผ่านมา

    Bahut sunder

  • @khusirajalaxmidiptiexpress5041
    @khusirajalaxmidiptiexpress5041 วันที่ผ่านมา

    ହସ କଥା ଏଗୁଡା 🤓 ସାଧାରଣ ଲୋକଙ୍କ ଭୁଆଁ ବିଲେଇ ପାଇଁ ଏହିପରି କଥା...

  • @ChandanaSahoo-he7wp
    @ChandanaSahoo-he7wp 4 วันที่ผ่านมา

    Right. Dicision

  • @user-rz1cd8co6q
    @user-rz1cd8co6q 23 ชั่วโมงที่ผ่านมา

    ଏମିତି ଶାସନ ନିହାତି ହେବା ଦରକାର, କାରଣ ଏହି 25 ବର୍ଷରେ ବିଜେଡି ଶାସନରେ ପ୍ରତି ଜାଗାରେ ଗୁଣ୍ଡାଗିରି ଚୋରି କାମ ଚାଲିଛି, ଏମାନଙ୍କୁ ଆରେଷ୍ଟ କରି ଜେଲ ପଟାଅ.

  • @ganeswarhembrom4943
    @ganeswarhembrom4943 3 วันที่ผ่านมา

    Very good sir

  • @user-fq5gb9ep9e
    @user-fq5gb9ep9e 2 วันที่ผ่านมา

    ନବୀନ ଓଡିଆ ତ କହି ପାରୁ ନଥିଲେ ଖଲି ହାତ ହଲେଇ ଚାଲିଲେ ସାସନ କାର୍ଯ୍ୟ ହୁଏନି ସାସନକୁ ଆମଲା ତନ୍ତ୍ର ଚଳାଇଲେ ଯାହା ହେବା କଥା ହେଲା ସବୁ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ମାୟା ଥିଲା ଏ ବେଠୁ ଜାହା ହେବ ଆଖିରେ ଦେଖିବ ସବୁ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ହିଁ କରିବେ ଖାଲି ମଝିରେ ମୋହନ ଭାଈ (ଆମ ମୁଖ୍ୟମନ୍ତ୍ରୀ ନିମିତ ମାତ୍ର )

  • @prakash35b
    @prakash35b 5 วันที่ผ่านมา +3

    ବିଶ୍ବେଶର ଟୁଡୁ ମୋହନ ମାଝି ମଧ୍ୟରେ କିଛି ପାର୍ଥକ୍ୟ ନାହିଁ ।

  • @user-fq5gb9ep9e
    @user-fq5gb9ep9e 2 วันที่ผ่านมา

    ଠିକ୍ ଓଡିଶା ମାଆର ଯୋଗ୍ୟ ସନ୍ତାନ ତାଙ୍କୁ ମୁ କୋଟୀ କୋଟୀ କୋଟୀ ଦଣ୍ଡବତ ଜଣାଉଛି ,କଳିଯୁଗ ର ଅନ୍ତିମ ମୁଖ୍ୟମନ୍ତ୍ରୀ ପଦ୍ମ ଆସନ ରେ ଉଭା ।

  • @jagabandhugiri6980
    @jagabandhugiri6980 4 วันที่ผ่านมา

    Good evening sir odisha Jay Jagannath 🙏🙏🙏🙏🙏 Happy New year 2024

  • @kanjiaranjitkumar3824
    @kanjiaranjitkumar3824 3 วันที่ผ่านมา

    Thanks 🙏🙏🙏🙏👍. Sir please. Action. Niyajaou

  • @Trinatharout-tv5ji
    @Trinatharout-tv5ji วันที่ผ่านมา +1

    JaY jagarnath

  • @user-vy4by8ib9w
    @user-vy4by8ib9w 2 วันที่ผ่านมา

    Yes 🙏🙏🙏

  • @rabinarayanmishra2036
    @rabinarayanmishra2036 3 วันที่ผ่านมา

    Mohanji,please remove outsourcing from Odisha.

  • @Krushikhobar23
    @Krushikhobar23 2 วันที่ผ่านมา

    Good sir congratulations

  • @TapanaJena-qq5su
    @TapanaJena-qq5su 3 วันที่ผ่านมา

    Jay Jagannath namaskar sreejukuta mohan Charan majhi

  • @surendranaik1044
    @surendranaik1044 3 วันที่ผ่านมา

    Right mahon Sir

  • @user-bu2vy5go1z
    @user-bu2vy5go1z วันที่ผ่านมา

    Very good 👍🏽👍🏽👍🏽 100

  • @AshokKumarSahoo-wf9mm
    @AshokKumarSahoo-wf9mm 3 วันที่ผ่านมา

    Yes Yes yes yes yes yes yes yes yes yes yes yes yes yes yes yes yes yes yes yes yes yes yes yes yes yes yes aammaa Odisha Amma hatarea e chore chore chore manakaa tharuu Tanka jaldi seezz karra aauu aam Garib loka ku bantii chaall Jay jaganath jay Odisha

  • @PurnaChandra-kg9te
    @PurnaChandra-kg9te วันที่ผ่านมา

    Supar sar

  • @socialhub4768
    @socialhub4768 5 วันที่ผ่านมา

    Good work

  • @dailyshovideo2630
    @dailyshovideo2630 ชั่วโมงที่ผ่านมา

    ଖାଲି କଣ କେନ୍ଦୁଜର ଦେଖିବେ ନା ଅନ୍ୟ ଜିଲ୍ଲା ର ବି CM ଆପଣ ବଳନ୍ତୁ ନାହିଁ

  • @golakdehury8581
    @golakdehury8581 19 ชั่วโมงที่ผ่านมา

    Write dicision

  • @DipakRoky1234
    @DipakRoky1234 4 วันที่ผ่านมา

    Very good sir 🙏🏻

  • @user-hl7gm3su8h
    @user-hl7gm3su8h วันที่ผ่านมา

    Right sir

  • @user-uj3sg1wm7m
    @user-uj3sg1wm7m วันที่ผ่านมา

    Very very nice

  • @Rajalive555
    @Rajalive555 6 ชั่วโมงที่ผ่านมา

    @ଭାସ୍କର Newes re aneka bhala newes dekhauchanty🙏 amity aagaku badhu , aahuri bhala heba aapana jadi Odisha bashi nka paai chitfund tanka feraibaku kichhi newes dekhale bahuta bhala heba🙏

  • @user-sr6jv8sq1d
    @user-sr6jv8sq1d 4 วันที่ผ่านมา

    Good job sir❤🎉

  • @user-ti5mv2vw3h
    @user-ti5mv2vw3h วันที่ผ่านมา

    ଓଡ଼ିଶା ର ଖଣି ଲିଜ ଓଡ଼ିଆ ପୁଅ ଙ୍କୁ ଦିଅ। ପୂର୍ବ ସରକାର ର ଭୁଲ କୁ ଦୋହରାନି।

  • @arjundas1868
    @arjundas1868 19 ชั่วโมงที่ผ่านมา

    Jay shree Ram 🙏 sir great work CM 🎉🎉

  • @Pabitra_Entertainment
    @Pabitra_Entertainment 3 วันที่ผ่านมา

    Nice sir

  • @LochanBehera-mk3sx
    @LochanBehera-mk3sx วันที่ผ่านมา

    Sir emiti sajadi diantu Odisha ku je apananka odia desa odia mati odia pana odia garba rakhidiontu

  • @user-fh5kq6vo8j
    @user-fh5kq6vo8j 2 วันที่ผ่านมา

    Yes mahan.shar

  • @dillipjena5923
    @dillipjena5923 ชั่วโมงที่ผ่านมา

    YOU'RE GREAT CM SIR

  • @SusantaMaharathi-mj9bx
    @SusantaMaharathi-mj9bx 2 วันที่ผ่านมา

    Jay shree Ram sir❤❤❤