ମୁଖ୍ୟମନ୍ତ୍ରୀଙ୍କ ଘର ଦେଖାଇଲେ ଭାଉଜ| ମୈଦାନରେ ଭାଉଜ | Maidanre Bhauja | Mohan Charan Majhi | ‎Keonjhar

แชร์
ฝัง
  • เผยแพร่เมื่อ 22 ธ.ค. 2024
  • ମୁଖ୍ୟମନ୍ତ୍ରୀଙ୍କ ଘର ଦେଖାଇଲେ ଭାଉଜ| ମୈଦାନରେ ଭାଉଜ | Maidanre Bhauja | Mohan Charan Majhi | ‎Keonjhar | Odia News
    Bhauja Visited CM Mohan Charan Majhi Village.
    #maidanrebhauja #kenojhar #mohanmajhi #cmodisha #ମୈଦାନରେଭାଉଜ #ଭାଉଜ #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
    News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Please visit our website bit.ly/2YaikeJ for latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe our channel to get latest news and updates tinyurl.com/y4...

ความคิดเห็น • 656

  • @sagarpradhan516
    @sagarpradhan516 5 หลายเดือนก่อน +111

    ବଡ଼ ହୃଦୟ ଲୋକମାନଙ୍କର ହିଁ ଛୋଟ ଘର ହେଇଥାଏ କାରଣ ଲୋକଙ୍କ ସେବାରେ ସେମାନେ ସମୟ ଦିଅନ୍ତି,

    • @67598
      @67598 4 หลายเดือนก่อน +6

      Lutiba arambha hei nhi sethi pain

    • @purnimahati8497
      @purnimahati8497 3 หลายเดือนก่อน +1

      Se prathamaru amele thile kintu tanka ghar chhoto

    • @rajupradhan9944
      @rajupradhan9944 3 หลายเดือนก่อน

      😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊

    • @baidyanathdehury6939
      @baidyanathdehury6939 หลายเดือนก่อน

      ​@@67598tate mu ଲୁଟିବି au khaibi

  • @kishorechandrasahoo3006
    @kishorechandrasahoo3006 6 หลายเดือนก่อน +534

    ଗୋଟେ ବଡ଼ କଥା ହେଲା,
    ଆମ ମୁଖ୍ୟମନ୍ତ୍ରୀଙ୍କର ଘର ଗ୍ରିଲରେ ସବୁଆଡେ ପଦ୍ମ ଫୁଲ ।

    • @amarbhoi8373
      @amarbhoi8373 6 หลายเดือนก่อน +84

      Magic.m.haush.dhiudyanephameli..thyanku...❤😂😢😮😅🎉...

    • @amarbhoi8373
      @amarbhoi8373 6 หลายเดือนก่อน +29

      C.m.majhi..kendujhare...❤😂😢😮😅🎉...

    • @amanofficial9692
      @amanofficial9692 6 หลายเดือนก่อน

      .j
      😊 G.k. vg​@@amarbhoi8373

    • @ShantilataBehera-sk8cd
      @ShantilataBehera-sk8cd 6 หลายเดือนก่อน

      ​@@amarbhoi8373p

    • @LaxmanTudu-b8n
      @LaxmanTudu-b8n 6 หลายเดือนก่อน

      ​@@amarbhoi8373❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤aaaaaaaaaaaaaaaaa@@aa@@

  • @bideshipardhan2381
    @bideshipardhan2381 6 หลายเดือนก่อน +104

    ଅସୁବିଧା କୋଉଠି କଠା ଘର ଅଛି ଆମ ଘର ପାଖରେ ତାଙ୍କ ଘର ଏବେ ମୁଖ୍ୟମନ୍ତ୍ରୀ ହେଲା ପରେ ଘର ର ରଙ୍ଗ ବଦଳି ଯିବ ଏବଂ କେନ୍ଦୁଝର ଜିଲ୍ଲା ର ଉନ୍ନତି କରିବେ ଆଶା କରୁଛୁ କେନ୍ଦୁଝର ରେ ଯୋଉ ଚୋରି ଦୋକାଇଟ ହେଉଛି ତାହା ବନ୍ଦ ହେବ ବୋଲି ଆଶା ବିଶ୍ୱାସ ଧନ୍ୟବାଦ🙏 ଜୟ ଶ୍ରୀରାମ

    • @nigamanandadas3180
      @nigamanandadas3180 6 หลายเดือนก่อน +7

      Cm address debe plz

    • @nigamanandadas3180
      @nigamanandadas3180 6 หลายเดือนก่อน +9

      Mu jibi tanka gharalu dekha karibaku

    • @biditamohapatra9960
      @biditamohapatra9960 6 หลายเดือนก่อน +1

      Mukhy mantrinka ghharadekhi bahut khushi tanka ghara tikepakhare dekhibaku ichhaheuchhi

    • @PrakashPrakash-g4x9f
      @PrakashPrakash-g4x9f 5 หลายเดือนก่อน

      100 % sata kahila

    • @accropolymetal8146
      @accropolymetal8146 5 หลายเดือนก่อน +1

      Jete hele odisa basi bhul Kari chanti, nabin patnaik ku bahar Kari , mu Jharkhand ra odia, mo mana dukha

  • @SusantaPatra-o1j
    @SusantaPatra-o1j 5 หลายเดือนก่อน +13

    ମୋହନ ଚରଣ ମାଝୀ ଭାଇ ମୋର ହୃଦୟ ଭରା ଜୟଗୁରୁ ମୋହନ ଭାଇ ଓ ପରିବାର ସମସ୍ତଙ୍କର ଦୀର୍ଘାୟୁ ମଙ୍ଗଳ କାମନା ମୋର ଗୁରୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଶ୍ରୀ ପୟରେ ନିବେଦନ ପ୍ରାର୍ଥନା କରୁଛି।ଜୟ ଗୁରୁ

  • @halchal66
    @halchal66 6 หลายเดือนก่อน +56

    ଭାଉଜ ଆପଣଙ୍କୁ ନମସ୍କାର🎉🎉

    • @munathewriter1234
      @munathewriter1234 6 หลายเดือนก่อน +2

      ଭାଉଜ ସୁନା ର ନମସ୍କାର କର ଆଦିବାସୀ ମୁଖ୍ୟ ମନ୍ତ୍ରୀ ହେଇ ଓଡ଼ିଶା ର ସବୁ ଉଚ୍ଚ ଶିକ୍ଷିତ ଲୋକଙ୍କୁ ଶାସନ କରିବ ତୁମେ ହିଞ୍ଜିଡ଼ା ତାଙ୍କ ଧନ ଚୁମିବ

    • @halchal66
      @halchal66 6 หลายเดือนก่อน

      @@munathewriter1234
      ମହାଶୟ ଆପଣ ବୋଧେ ବହୁତ ଉନ୍ନତ ମଣିଷ
      ଆପଣଙ୍କ ମନ୍ତବ୍ୟ କୁ ଓ ଆପଣଙ୍କ ଭାବନାର ବଶବର୍ତ୍ତୀ ମୁଁ ଦିନେ ଆପଣ ବି ମୁଖ୍ୟମନ୍ତ୍ରୀ ହେବାର ଦେଖା ଯାଉଛି ।।।।
      ବାଃ ମଣିଷ ଭିତରେ ମଣିଷ ଟିଏ ଆପଣ ଆଜ୍ଞା
      ଆପଣଙ୍କୁ କୋଟି ନମସ୍କାର 🙏🙏🙏🙏🙏🙏

    • @prafullachandrabeura8672
      @prafullachandrabeura8672 6 หลายเดือนก่อน

      ​@@munathewriter1234 ଯାହା ଉତ୍ତର ଦେଇଛ ଏପରି ଠିକ୍ ନୁହେଁ। ଟିକେ ନିଜର ସମ୍ମାନ ରଖ।

    • @halchal66
      @halchal66 3 หลายเดือนก่อน

      @@munathewriter1234
      ଆଦିବାସୀ ହୁଅନ୍ତୁ କିଛି କଥା ନାହିଁ
      ଶାସନ ଭଲ ତ ଓଡ଼ିଆ ଭଲ

  • @Puri.khabar
    @Puri.khabar 6 หลายเดือนก่อน +63

    ଅତି ସୁନ୍ଦର ❤️🙏😊

  • @banditabarik2872
    @banditabarik2872 6 หลายเดือนก่อน +28

    Very nice talking with CM's mother.

  • @satyabannaik4539
    @satyabannaik4539 6 หลายเดือนก่อน +66

    Don't underestimated those who are being staying in village. There is no peace like village. Each and everyone is there. Village people's kids are also now doing job in India and aboard also incoming huge amount. They are also doing various types of job in various places of this universe. Those who not love their village they should not go to village and they should getrid from their village for ever. There is no life like village. At village peoples are also riding Scorpio, RTR TVS high cost bike, Ertiga, Hyundai vehicles. ଯିଏ ସତରେ ଗାଁରେ ଅଧା ଜୀବନ କlଟିଛି ତା ପାଇଁ ଗାଁ ହିଁ ସବୁଠୁ ଶ୍ରେଷ୍ଠ ଓ ବଢିଆ ଜାଗା ଆଉ କଉଠି ନାହିଁ l ସହରରେ ଜନ୍ମ ହେଉଥିବା ପିଲା ଗାଁ ର ମଜ଼ା ଜୀବନରେ କେବେ ବି ପାଇବେ ନାହିଁ l ନଦୀକୁ ମାଛ ମାରିବା ପାଇଁ ଯିବା , ବନ୍ଧ ପାଣିରେ ଆଖି ଲାଲ ହେବା ପର୍ଯ୍ୟନ୍ତ ବିନା କାହାରି ଆକଟରେ ଗାଧେଇବା , ଗଛ ଡାଳରେ ଚଢିବା, ନାଳରେ ମାଛ ଧରିବା , ଗଛ ଚଢି ତା ଡାଳରେ ଚଢି ଡାଳ ମାକିଳି ଖେଳିବା l ଦୌଡ ରେ ଫାଷ୍ଟ ହେବା କେବଳ ଗାଁ ପିଲା l ଫୁଟବଲ ଖେଳିବା l କବାଡି ଖେଳିବା l ଡାଇଫ ମାରିବା ଓ long jump, high jump, ଥ୍ରୀ ଲେଗେଡ଼ race କେବଳ ଗାଁ ପିଲା ଆଗ l ମlରପିଟ କରିବା ଗାଁ ପିଲା ଆଗ l ଏହା କେବଳ ଗାଁରେ ସମ୍ଭବ l କଟକ କଥା ନ କହିବା ଭଲ 102 ଗଳି l ଭୁବନେଶ୍ୱର କଥା ଟିକେ ଅଲଗା କିନ୍ତୁ ସବୁ ମହଙ୍ଗା l ସବୁ ଗାଁ ରେ ସବୁ ମିଳେନି l ତେଣୁ ଗାଁ ପିଲା ସହରକୁ ଗଲେ ନିଜକୁ ଗଭର୍ଣ୍ଣର ଭାବିଦିଏ l କିନ୍ତୁ ଜାଣିପାରେନି ଯେ ମାସକୁ ଘର ଭଡା ମିନିମମ 8/10 ହଜ଼ାରରୁ କମ ନୁହଁ, ଖାଇବା ତିନି time minimum 300 l ପକେଟ ଖର୍ଚ୍ଚ, ଫିଲ୍ମ ଶୋ , misc expenditure, petrol, tempo, bus, train, hotel fare ଇତ୍ୟାଦି ଖର୍ଚ୍ଚ, ବନ୍ଧୁ ବାନ୍ଧବ ଖର୍ଚ୍ଚ, ଲୁଗାପଟା, ଘରକରଣl ଜିନିଷ, ଘର ସଜା, ପନିପରିବା, ମାଛ, ମାଂସ,ଚିକେନ, ମଦ, ଡ୍ରେସସ, ଜୋତା, ସିଗାରେଟ, ଗୁଟଖା ଖର୍ଚ୍ଚ ମିଶାଇ ଲେ ମାସିକ ଦରମା ଖତମ l ବାକି ରହିଲା ଗରିବ ଘରର ପିଲା ହିଁ ଗରିବ ମାନଙ୍କ କଥା ବୁଝିବେ l ଆସୁ ଆସୁ ତାରିଣୀ ମନ୍ଦିର ପାଇଁ 50 କୋଟି l ବା ସୁନ୍ଦର ପ୍ରୟାସ l ଆଗକୁ ଏମିତି ଜାରି ରହୁ l ଲୋକ କେବଳ କହିବେ ତାଙ୍କର ଆଉ କିଛି କାମ ନାହିଁ l ତେଣୁ ବାଟରେ ହଗିଲେ ନା ନଚେତ ଦେଉଳ ତୋଳିଲେ ନା କିନ୍ତୁ ଭଲ କାମ ହେବ ଏଇ CM ଅମଳରେ l ଜୟ ମା ତାରିଣୀ l

    • @Bidusmita-l2b
      @Bidusmita-l2b 6 หลายเดือนก่อน

      ଆଉ ଗୋଟେ କଥା ଛାଡିଦେଲ ଲଙ୍ଗଳା ହେଇ ସବୁ ସାଙ୍ଗମାନେ ପୋଖରୀରେ ଡେଇଁବା

    • @Ritwik2025
      @Ritwik2025 6 หลายเดือนก่อน +1

      Se sabu kari ta jeevana re kicchi kari paruna.Mahalia khaibaku milucchi sarkar ka Taraf ru.tama kan chinta.?Nadi re maccha dhariba,Bandhan re ghadheibo,handia mahuli peeva, tapare gandi teki dei jhagada kariba, auu se sukha kan town ki city re paiba?Sethi karile loko badei size kari debe .bbsr cuttack re jau puja hua dekhina bodhe.cuttuck pari durga puja hua.jetiki Kharcha hua puja re tame janina. Life style sabu jana gaon loko ka.alia Malia pindhi bulanti.deha dekhile lagge kete Dina hela khai na thiba.se sabu bodo bodo katha khali magana khaiba katha. Se 200 tanka ra shirt pindhi sabu hero bhabanti. Agge qualifications Anna tapare chakiri auu foreign katha kahiba.

    • @satyabannaik4539
      @satyabannaik4539 6 หลายเดือนก่อน

      @@Ritwik2025ଗାଁ ର ମଜ଼ା କେବେ ବି ଆଉ କଉଠି ମରିଗଲେ ବି ମିଳିବ ନାହିଁ l ତମେ ବୋଧେ ଜାଣିନ ମୁଁ ଜୀବନରେ +2 Isc ପର୍ଯ୍ୟନ୍ତ କେବେ ବି ଇଂଲିଶ ମିଡ଼ିଅମ ରେ ପଢ଼ିବାର ସୁଯୋଗ ମିଳିନି କିନ୍ତୁ B. Tech Engineering pare ଆଜି ମୁଁ ଜଣେ କେନ୍ଦ୍ରୀୟ PSU ସଂସ୍ଥାରେ ମ୍ୟାନେଜେର ପୋଷ୍ଟ ରେ ଅବସ୍ଥାପିତ ଓ ଦରମା ସବୁଠୁ ଟପ l Income ଟାକ୍ସ yearly paying 9 lakh above. My each year PSU Bonus ( Durga pooja ) 7 lakhs above. I have born in village also grow in village but at the time of engineering spent only 4 years outside of Odisha then job but I know village life is top most life from the other venue. When I was reading in 6 th Class (Odia Medium ) started speaking in English. So this foreign language is very very easy to use for me. My all friends are all also those who are being grown up in village they are also all doing in state government job in various sector except me. So village peoples are also very much awareness about their life. Now my entire friends has being well settled tgose who were read at village odia medium school. When we meet each other at any functions no doubt we may fell very glad to remembering our passed funny time. It may never ever possible at town or city very sure.

    • @uttamashadash
      @uttamashadash 6 หลายเดือนก่อน

      Thik katha

    • @satyabannaik4539
      @satyabannaik4539 6 หลายเดือนก่อน

      @@Ritwik2025, ବାକି ତମେ ମୟୁରଭଞ୍ଜ ରେ ଟେକି ପକାଉଛି l

  • @HareKrushna-f3d
    @HareKrushna-f3d 5 หลายเดือนก่อน +3

    ଗରିବ ପରିବାର କୁହ ନାହିଁ ମା
    ଛାତି ମୋର ଯାଏ ଫାଟି
    ଆମ ମୁଖ୍ୟମନ୍ତ୍ରୀ ଆମ ଅନ୍ନ ଦାତା
    ଗରିବ ଲୋକଙ୍କ ଜଷ୍ଟି ।
    ଆମ ଓଡିଶାରୁ ହେଲେ ରାଷ୍ଟପତି
    ଆଦିବାସୀ ଝିଅ ଦ୍ରୋପଦୀ
    ଆମ ଓଡିଶାର ଆଦିବାସୀ ପୁଅ
    ଆଜି ଆମ ମୁଖ୍ୟମନ୍ତ୍ରୀ ।
    ଧନ୍ୟ ଏ ଉତ୍କଳ ଭୂଇଁ
    ଭାଉଜଙ୍କର ଏହି କଥପୋ କଥନେ
    ମୁଣ୍ଡ ଯାଉଛି ମୋ ନଇ ।
    ମା ଓଡ଼ିଆର ଜୟ ହେଉ ।

  • @krantikumar8671
    @krantikumar8671 6 หลายเดือนก่อน +20

    ବହୁତ୍ ସରଳ ମଣିଷ ।।😊

  • @ThanaKamar-ce3ro
    @ThanaKamar-ce3ro 6 หลายเดือนก่อน +51

    ଭାଉଜ ବହୁତ ଧନ୍ୟବାଦ ମୁଖ୍ୟ ମନ୍ତ୍ରୀ ଙ୍କ ଘର dekhaile

  • @binodkumarsahoo7355
    @binodkumarsahoo7355 6 หลายเดือนก่อน +49

    So very beautiful thims speak to public and visit the site' of Village, home status Hon'CM Majhi of Odisha.
    A aspires memory Stand poor Family in Odisha, remember each others
    Many many Thanks, Congratulation

  • @Injge_aamij_mare_lover_yt
    @Injge_aamij_mare_lover_yt 5 หลายเดือนก่อน +6

    ବହୁତ ଗର୍ଭର କଥା ଆମ ଆଦିବାସୀ ଜନଜାତି ପରିବାରର ଜଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଇଛନ୍ତି ତାହା ପୁଣି ଆମ କେନ୍ଦୁଝର ଜିଲ୍ଲାର

  • @fakirmohansahoo2079
    @fakirmohansahoo2079 6 หลายเดือนก่อน +22

    ବହୁତ ସୁନ୍ଦର ଘର ,ଜୟ ଜଗନ୍ନାଥ 🙏🙏🙏

  • @basudev999t
    @basudev999t 5 หลายเดือนก่อน +3

    ଏତ ତାଙ୍କ ବାପା ମାଆ କରିଥିବା ଘର . ବିଧାୟକ ହେଲାପରେ ଘର ଦେଖାଅ. ଆଉ 5 ବର୍ଷ ଅପେକ୍ଷା କର...

    • @anjananayak747
      @anjananayak747 5 หลายเดือนก่อน +2

      ଏଠି ସେ ରହୁ ନାହାନ୍ତି
      ପର୍ଶନଲ ଘର କୋଉଠି ଥିବ ?

  • @MrNomad-i3n
    @MrNomad-i3n หลายเดือนก่อน +1

    Anchor mam so sweet presentation...Keep it up mam...god bless you 😊

  • @biswanathhhembram2426
    @biswanathhhembram2426 5 หลายเดือนก่อน +5

    ଭାଇଜ ବହୁତ ବଢିଆ ।

  • @AshokKumar-z2p7x
    @AshokKumar-z2p7x 6 หลายเดือนก่อน +49

    ଭାଉଜ ଭିଡିଓ ଦେଖେଇବା ପାଇଁଁ ଧନ୍ୟବାଦ୍

  • @sonukhansonukhan8387
    @sonukhansonukhan8387 5 หลายเดือนก่อน +8

    Welcome. A. Vedio. Ti. Khub. Sunder lagila. Swagat. Cm. Salut

  • @ugrasensahu6253
    @ugrasensahu6253 6 หลายเดือนก่อน +35

    ଭାଉଜ ଆପଣଙ୍କ video ଉପସ୍ଥାପନା CM ଙ୍କ ଘର ବିଷୟରେ ବହୁତ ଉଚ୍ଚ କୋଟିର ହୋଇଛି l🙏

  • @GobindabiruaBirua
    @GobindabiruaBirua 6 หลายเดือนก่อน +20

    ଆପଣଙ୍କ ଭିଡିଓ ବହୁତ୍ ଖୁସି ଲାଗିଲା ଧନ୍ୟବାଦ୍ ଜୟ ଜଗନ୍ନାଥ

  • @RajendraJena-g9p
    @RajendraJena-g9p หลายเดือนก่อน

    ଅତି ସୁନ୍ଦର ଭାଉଜ 👍👍👍👍

  • @LakshmipriyaSahu-un9rd
    @LakshmipriyaSahu-un9rd 5 หลายเดือนก่อน +2

    ବିଜେପି ଗରିବ ଲୋକଙ୍କୁ ହିଁ ବଡ କରାଯାଏ. ଏହା ନିରାଟ ସତ. ଆଉ ସବୁ ପାର୍ଟି ପଇସା ଦେଖି ଟିକେଟ ଦିଅନ୍ତି.

  • @HrushikeshTripathi
    @HrushikeshTripathi 6 หลายเดือนก่อน +20

    ଜୟ ବଜରଂଙ୍ଗ୍ ବାଲି ଜୟ ମାଁ ତାରାତାରିଣୀ ଙ୍କର କୃପା ଶଦୈବ୍ ମୋହନ ମାଝୀ ବାବୁଙ୍କ ପ୍ରତି ଏ ମୋର ବହୁତ୍ ବହୁତ୍ ପ୍ରାର୍ଥନା
    ଜୟ ସିତାରାମ୍ ଜୟ ସିତାରାମ୍
    ଆପଣଙ୍କୁ ବି ବହୁତ୍ ବହୁତ୍ ଧନ୍ୟବାଦ୍
    ଜୟ ସିତାରାମ୍ ଜୟ ସିତାରାମ୍

  • @PandabMallik
    @PandabMallik 6 หลายเดือนก่อน +20

    Amiti news pai thank you so much bhauja.🎉🎉🎉🎉🎉🎉🎉🎉🎉.

  • @pravatkumarbarik
    @pravatkumarbarik 5 หลายเดือนก่อน +4

    ଆମ ନୂଆ ମୁଖ୍ୟମନ୍ତ୍ରୀ ଓଡ଼ିସାର ଦୁଃଖ ଦୁ୍ର କରିଦେବ ଆମ ଗରିବ ମାନଙ୍କର 🌹🌹🌹🌹🌹🌹❤❤❤❤❤❤❤❤
    ଜୟ ଜଗନ୍ନାଥ

  • @sujitkumarnayak2431
    @sujitkumarnayak2431 6 หลายเดือนก่อน +2

    ବହୁତ ବହୁତ ଧନ୍ୟବାଦ 🙏🏻🙏🏻

  • @JerryKumarmajhi-sz7vp
    @JerryKumarmajhi-sz7vp 5 หลายเดือนก่อน +1

    ଭାଉଜ ଲୋକ କୁ ଯାହା ବି କୁହ ମୋହନ ଭାଇ ହେଲା chief minister ମୋହନ ଭାଇ ଏବେ ଆଗକୁ ବଡିବ

  • @manashnayak2794
    @manashnayak2794 2 หลายเดือนก่อน

    ଭାଉଜ ତୂ କଥା ଭହୁତ ସୁଦର ତୁମେବି ସୁଦର ତୁମର ସବୁ ସୁଦର 🌹👌🏻😂

  • @akashkhadia5157
    @akashkhadia5157 5 หลายเดือนก่อน

    କାହିଁ ସେ ବୁଢ଼ୀ ଲୋକ କୁ ପରେସାନ କରୁଛ । ଆଉ ତୁମେ ଭାଉଜ ତୁମଠୁ ମୋ ସ୍ତ୍ରୀ ସବୁ ସିଖିକି ମତେ ବହୁତ୍ ବଢିଆ ମାନୁଛି ।

  • @bijayadas3334
    @bijayadas3334 6 หลายเดือนก่อน +8

    Best performance. Good Luck. Keep up. Well Done. Really fact. Mohan is golden of Odisha. Thanks

  • @damodarmajhi4897
    @damodarmajhi4897 6 หลายเดือนก่อน +6

    ଅତି ସୁନ୍ଦର ଭାଉଜ

  • @sanjibnayakpurnanandaparib2098
    @sanjibnayakpurnanandaparib2098 6 หลายเดือนก่อน +120

    ଆଦିବାସୀ ଲୋକଙ୍କ କଲ୍ୟାଣ କରିବା ସହ ଓଡିଶା ବାସୀ କଲ୍ୟାଣ କରନ୍ତୁ

  • @soumendrakhuntia3777
    @soumendrakhuntia3777 5 หลายเดือนก่อน

    ଅମୋର ମୂଖ୍ୟ ମନ୍ତ୍ରୀ ତମୋର ମୂଖ୍ୟ ମନ୍ତ୍ରୀ ଆଦିବାସୀ ମୁଖ୍ୟ ମନ୍ତ୍ରୀ ଜିନ୍ଦାବାଦ 🤣

  • @ghumudutandi2209
    @ghumudutandi2209 5 หลายเดือนก่อน +1

    ❤❤ବହୁତ ସୁନ୍ଦର ଘର❤❤❤ନମସ୍କାର❤❤
    ❤❤❤ଜୟ ଶ୍ରୀ ରାମ ଜୀ❤❤❤

  • @Rianporagup
    @Rianporagup 5 หลายเดือนก่อน +8

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର ❤❤❤❤

    • @AllHighlights-v1v
      @AllHighlights-v1v 5 หลายเดือนก่อน

      Bala sar kebe mu tanku katha kahibar dekhini karana mu kichhi bujhi paruni tanka bhasa aau kana kahibi

  • @asmusicofficial4390
    @asmusicofficial4390 6 หลายเดือนก่อน +2

    ମୈଦାନ ରେ ଭାଉଜ ତାଙ୍କ ନା ରେ ତମେ ଆଜି ଖବର ପାଉଛ। ❤❤

  • @sarojsahu2663
    @sarojsahu2663 5 หลายเดือนก่อน +2

    ସବୁଠାରୁ ଭଲ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ❤

  • @HareKrushna-f3d
    @HareKrushna-f3d 5 หลายเดือนก่อน +13

    ଧନ୍ୟ ହୋଇ ଗଲି ଭାଉଜ ମଣି ଗୋ
    ଦେଖାଇ ଦେଇଛ ଏପରି ଘର
    ଆମ ମୁଖ୍ୟମନ୍ତ୍ରୀ ରହନ୍ତି ଏଇଠି
    ମୋ ନୟନୁ ଝରେ ଅଶ୍ରୁ ଝର ।
    ଜୀବନ ଦସାରେ ଜିବି ଦିନେ ନିଶ୍ଚେ
    ମା ତାରିଣୀଙ୍କୁ ଦେଖିବା ହେବ
    ମୋ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଦେଖିବି
    ରହୁଛି ଭାଉଜ ପ୍ରଣାମ ନେବ ।

  • @thelightdropmixod0274
    @thelightdropmixod0274 6 หลายเดือนก่อน

    ମୁଖ୍ୟମନ୍ତ୍ରୀ ଙ୍କ କେତେ ସମ୍ପତି ଅଛି ସେଇଟା ବି ଦେଖେଇଥାଅ 5 ବର୍ଷ ପରେ କାମ ରେ ଆସିବ. ଆପଣ ଜଣେ ପୁରା ଜ୍ଞାନୀ ମଣିଷ ଲୋକ ଙ୍କ ଅସୁବିଧା କଣ ନଦେଖେଇ ମୁଖ୍ୟମନ୍ତ୍ରୀ ଙ୍କ ଘର କେମିତିଆ ସେଇଟା ଦେଖାଉଛନ୍ତି. 😢

  • @damniksunani7577
    @damniksunani7577 6 หลายเดือนก่อน +3

    🙏🙏🙏ଭାଉଜ,
    ଅତି ଉତ୍ତମ 👌👌👌

  • @crezyyt6337
    @crezyyt6337 5 หลายเดือนก่อน

    ମୁଖ୍ୟ ମନ୍ତ୍ରୀଙ୍କ ବିଷୟ ରେ ଶୁଣି ଖୁସି ଲାଗିଲା, ମୋ ମୁଣ୍ଡ ତାଙ୍କ ପାଖେ ନଇଁ ଯାଉଚି ।

  • @JanakisakhideviDasi
    @JanakisakhideviDasi 6 หลายเดือนก่อน +15

    News 18 best news channel 🎉

  • @mrnirmalcomedy
    @mrnirmalcomedy 5 หลายเดือนก่อน

    ମୁଁ ଚାହୁଁଚି ଆମ ମୁଖ୍ୟ ମନ୍ତ୍ରୀ ପେନ୍ଦ୍ରାପରା ଜିଲ୍ଲା ଆଳି ବ୍ଲକ୍ କଳସ ପୁର ଗ୍ରାମର ନହର ସାହି ଅକ୍ଷୟ କୁମାର ନାୟକଙ୍କ ପରିବାରକୁ ଟିକେ ଆସି ଦେଖନ୍ତୁ ତାହାଲେ ମୁ କହିବି ଠିକ ଆମ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ

  • @manujani643
    @manujani643 5 หลายเดือนก่อน

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଗୁରୁ 🙏🙏🙏🌺🌺🌺😭🌺👏🌺👏🌺👏👏🌺🚩👏👏🚩👏🚩🙏🙏

  • @StudyHelp2U
    @StudyHelp2U 5 หลายเดือนก่อน +1

    Bahut sundar Vlog By News 18 ଓଡ଼ିଆ🙏🙏

  • @ManojJenaVlogs
    @ManojJenaVlogs 5 หลายเดือนก่อน +2

    Great life style & story 👍 our cm Mohan Majhi odisha

  • @humdevdutt2801
    @humdevdutt2801 6 หลายเดือนก่อน +6

    ଲାଗୁଚି ମନ୍ତ୍ରୀ ଙ୍କୁ କେହି ଭଲ ପାଉନଥିଲେ ଭଳିଆ ଲାଗୁଚି, କାହା ମୁହଁରେ ହସ ନାହିଁ

  • @PitambarMajhi-e2s
    @PitambarMajhi-e2s 4 หลายเดือนก่อน +1

    Very nice ❤❤❤❤

  • @SINJ_CHANDO_PRODUCTION
    @SINJ_CHANDO_PRODUCTION 5 หลายเดือนก่อน +1

    Tnx ,,bahut sundar lagila

  • @NareshChandrasamal-sr8ey
    @NareshChandrasamal-sr8ey 6 หลายเดือนก่อน +2

    ବହୁତ୍ ଭଲ ଲାଗିଲା ଦେଖିକି❤

  • @RenukaMallik-j2c
    @RenukaMallik-j2c 5 หลายเดือนก่อน +2

    Ama new cm nka ghar so beautiful 👌👍 gariba helebi hruday bada mantri heleni mane ghar old colour new house hei jiba 🙏 radhe radhe krishna 🙏

  • @amindas1924
    @amindas1924 หลายเดือนก่อน

    ଆମେ ବି ଗରିବ ପରିବାର ର ଲୋକ , ଆପଣ ମାନେ ବି କହୁଛନ୍ତି ,ମୋହନ ମାଝି ଗରିବ,ହଉ ଭଲ କଥା, ଗରିବକୁ ଗରିବ ହି ଦେଖିବେ ,ଯଦି ଗରିବ ଙ୍କ ସହାୟାଜ୍ୟ ପଞ୍ଚ୍ୟାତ୍ ବୁଲିକି ଦେଖନ୍ତୁ,

  • @omprakashpanda2838
    @omprakashpanda2838 6 หลายเดือนก่อน +3

    Proud of news18 odia and proud of our CM sir

  • @iswarchandranaik
    @iswarchandranaik 6 หลายเดือนก่อน +3

    Bahut Sundar lagila video i ❤ adibasi

  • @RadhakantaBhoi-m5e
    @RadhakantaBhoi-m5e 2 หลายเดือนก่อน

    ଅତି ସୁନ୍ଦର ଉପସ୍ଥାପନା ଭାଉଜ

  • @suryamanimunda-xr1js
    @suryamanimunda-xr1js 6 หลายเดือนก่อน +2

    Bahut khusi Lagila Bhaujo Good job ❤

  • @narayansahoo7952
    @narayansahoo7952 6 หลายเดือนก่อน +11

    ଏ ନ୍ୟୁଜ ମାନେ ମୁଖ୍ୟ ମନ୍ତ୍ରୀ ଙ୍କୁ ଶାସନ କରିବାକୁ ଦେବେନି

  • @mahapatraritu1310
    @mahapatraritu1310 6 หลายเดือนก่อน +6

    ଲାଗୁଚି ମା ଙ୍କ ମନ ସେମିତି ଖୁସି ନାହିଁ

    • @tapasranjan9790
      @tapasranjan9790 6 หลายเดือนก่อน +3

      Na madam ...u can't read the happiness... village people are not expressive

    • @SuperLokeswar
      @SuperLokeswar 5 หลายเดือนก่อน

      Really, she is not really happy
      Daal me kuchh kala hai, lagta hai

  • @itsyours126
    @itsyours126 5 หลายเดือนก่อน +1

    Bohut sundor❤

  • @SanaManuVlogs
    @SanaManuVlogs 6 หลายเดือนก่อน +1

    ଭାଉଜ ନମସ୍କାର 🎉🎉🎉🙏🏽🙏🏽

  • @sanatkumarofficial
    @sanatkumarofficial 6 หลายเดือนก่อน +2

    ଭାଉଜ ନମସ୍କାର 🙏😬

  • @sudhiramahapatra5594
    @sudhiramahapatra5594 5 หลายเดือนก่อน

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍

  • @damniksunani7577
    @damniksunani7577 6 หลายเดือนก่อน

    🙏ଭାଉଜ,
    ମୋ ବାପା st ଏବଂ ମା ମୋର sc, ବର୍ତ୍ତମାନ ମୋ ପରିବାର ମୋତେ ଗ୍ରହଣ କରୁନାହାନ୍ତି, ମୋ ଛୁଆ ପିଲା କାହାର ହେବେ,
    ମୁଁ ଅନେକ ଥର ଯାଇ କାକା ଙ୍କୁ (ବର୍ତମାନ ଅଛନ୍ତି, ଛୋଟ )
    ମୁଁ କିନ୍ତୁ ମଝିଆ ପୁଅର, ପୁଅ....,
    କାକା ନାମ ରେ ଜମି ସବୁ କରିଦେଇଛନ୍ତି,
    ମୁଁ ଯେତେ ନେହୁରା ହେଇ କହି କହି ଥକି ଗଲି,
    ଏ st/sc କୁ ଗ୍ରହଣ କର 🙏🙏🙏

  • @rishikesh4340
    @rishikesh4340 5 หลายเดือนก่อน

    ଭାଉଜ କିନ୍ତୁ ଭାରୀ ସୁନ୍ଦରୀ 👌👌👌

  • @arundhatisahoo7835
    @arundhatisahoo7835 6 หลายเดือนก่อน +2

    Bahut sundar ghara bhala agana very nice 👍👍❤❤

  • @gagen2903
    @gagen2903 6 หลายเดือนก่อน +3

    Bhauja ❤❤❤❤❤❤❤❤❤❤❤❤ god bless you and soooooooooo cut

  • @shreeeff
    @shreeeff 6 หลายเดือนก่อน +26

    Real odia Toka ama chief ministee❤❤❤❤

    • @bhimaraohimirika4381
      @bhimaraohimirika4381 5 หลายเดือนก่อน

      Odia loko nuhen bhai real adivasi loko...❤❤❤❤❤🎉🎉🎉

  • @ashimkumarbiswas8676
    @ashimkumarbiswas8676 5 หลายเดือนก่อน +1

    So thanks madam..... Info regsrding our new CM, sir... 🌹

  • @chintamanikisan8848
    @chintamanikisan8848 5 หลายเดือนก่อน +1

    ବହୁତ ଭଲ ଲାଗୁଛି ଜଯ ଶୀ ରାମ

  • @babitadalai8691
    @babitadalai8691 5 หลายเดือนก่อน +1

    Bahuta. Bahuta. Dhanyabada. Ama. New. Cm. Nka. Ghara. Dkheithibaru. Vauja. 😊😊😊

  • @Gagane-rw8pu
    @Gagane-rw8pu 6 หลายเดือนก่อน +3

    ଭାଉଜ ଆପଣଙ୍କୁ ନମସ୍କାର 🙏🙏🙏🙏🌹

  • @nirmalbiswal2546
    @nirmalbiswal2546 5 หลายเดือนก่อน

    @ ଯାହା ହେଉ ଦେଖିକି ଖୁସି ଲାଗିଲା ଓଡିଆ ସଂସ୍କୃତି କୁ

  • @natabardas2944
    @natabardas2944 6 หลายเดือนก่อน +1

    Great our CM mohan sir 🙏🙏🙏🙏🙏🙏🙏🙏👍👍👍👍👍👍👍👍 Jay Jagannath Jay hind jay bharat 🙏🙏🙏 Jay B j p 👍👍👍👍👍👍👍👍

  • @PrakashMalik-ym2rf
    @PrakashMalik-ym2rf 5 หลายเดือนก่อน +4

    ଭାଉଜ ତମ ଭିଡିଓ ଦେଖିକି ଭଲ ଲାଗିଲା
    ହେଲେ ନୁଆ ଘର କୋଉ ଠୀ ❤❤❤❤❤😂😂😂😂😂😂

    • @Misssubha196
      @Misssubha196 5 หลายเดือนก่อน

      Nuha ghara taa jagarea

  • @jyotikantadash2477
    @jyotikantadash2477 5 หลายเดือนก่อน

    Very very thanks for video of our new CM's house 👍.

  • @MKmanojOfficial
    @MKmanojOfficial 5 หลายเดือนก่อน +1

    Thank you bhauja 😊

  • @HimanshuSabar-wp8bn
    @HimanshuSabar-wp8bn 2 หลายเดือนก่อน

    Very very nice motivation 🎉🎉❤❤😮😮😊

  • @Jagamardhan471
    @Jagamardhan471 6 หลายเดือนก่อน

    ଜହ୍ନିଗଛ, କଲରାଗଛ ଭାଉଜ କେମତିକା ଟିକେ ଦେଖେଇବେକି..

  • @GaneshJena-mr1hf
    @GaneshJena-mr1hf 6 หลายเดือนก่อน +2

    Thanks, ଭାଉଜ ,

  • @JanakiJena-my5cr
    @JanakiJena-my5cr 3 หลายเดือนก่อน +1

    Jai jagannath 🙏🙏

  • @pawandas5784
    @pawandas5784 5 หลายเดือนก่อน

    ବହୁତ ସୁନ୍ଦର ଭିଡିଓ।ଜୟ ଜଗନ୍ନାଥ ଜୟ।

  • @ArunDasArunDas-i1e
    @ArunDasArunDas-i1e 4 หลายเดือนก่อน

    Bada dukha laguchi, Jay shree Krishna bhagwan 🙏🙏🙏🙏🙏🙏🙏,News Very Very Thanks Dekhei le

  • @biswanathhhembram2426
    @biswanathhhembram2426 5 หลายเดือนก่อน +1

    ଭାଉଜ ବହୁତ ସୁନ୍ଦର।

  • @TopWrestlingFight
    @TopWrestlingFight 5 หลายเดือนก่อน

    Bohut Badhia Family....Love from the Heart❤❤❤

  • @superman4196
    @superman4196 6 หลายเดือนก่อน

    ବିଜୁବାବୁ ଗୋଟେ ଦିନ ରାତିରେ ମହନ ମଝି ଙ୍କ ଘରକୁ ଯାଇଥିଲେ ପରା 😂

  • @niranjanpatra84
    @niranjanpatra84 5 หลายเดือนก่อน +1

    Reporter bhauja bahuta cute laguchhanti❤❤👌❤️❤️

  • @rashmimallick4197
    @rashmimallick4197 5 หลายเดือนก่อน

    ଭାଉଜ ଅପେକ୍ଷା କର ଅଳ୍ପ ଦିନପରେ ବଦଳିଯିବ।

  • @raghumarndi5006
    @raghumarndi5006 5 หลายเดือนก่อน

    ସବୁ ଜିନିଷ ଅତେ ବୋଧିଲା କଣ ପାଇଁ ଗାଁ ଲୋକ ଚିନ୍ତା ରେ ଅଚନ୍ତି କାରଣ ଗାଁ ରେ ପଇସା ର ଓଭାବ ବେଶୀ

  • @MhendraMallick
    @MhendraMallick 6 หลายเดือนก่อน +2

    ଆମ ମୁଖ୍ୟମନ୍ତ୍ରୀ ଙ୍କୁ ନମସ୍କାର

  • @reetap4008
    @reetap4008 6 หลายเดือนก่อน

    ସାଦା ସିଦା ହେଲେ ମୋଦୀ ମୋଡ଼ି ମାଡ଼ି ଲୁଟି ପାରିବ😂😂

  • @JayKumariMajhi-uz8xi
    @JayKumariMajhi-uz8xi 6 หลายเดือนก่อน

    ଆମ ମୁଖ୍ୟମନ୍ତ୍ରୀ କେଉଁ ଜାତିର ଭାଉଜ

  • @HaldharSuna-b1q
    @HaldharSuna-b1q 6 หลายเดือนก่อน +10

    ଓଡିଶା ବାସି ବୁଝି ନିଅତୁଂ ପରବତରେ ପଦୁଅଁ ଫୁଟିଳା ଆମ
    Cm ତାର ଫୁଳ ଉଦାହରଣ ମାଳିକା ସତ ହୋଇଛି

  • @lilinabiswal8953
    @lilinabiswal8953 5 หลายเดือนก่อน +1

    Tq didi khusi lagila

  • @dansenasingh3168
    @dansenasingh3168 5 หลายเดือนก่อน +1

    Thanks vauj. Sarbada

  • @bipinbaliyarsingh1362
    @bipinbaliyarsingh1362 5 หลายเดือนก่อน

    ମୁଖ୍ୟମନ୍ତ୍ରୀ ଙ୍କ ଏ ଦୁଇ ଭାଉଜ ନା ଇଏ ଆଉ କିଏ

  • @durjadhanbisoi
    @durjadhanbisoi 6 หลายเดือนก่อน

    ସେ ଭାଉଜ କୁ ମୋହନ ଚରଣ ମାଝୀ ହାରାମି ଲୋଟିବ

  • @satishchandrabehera7291
    @satishchandrabehera7291 5 หลายเดือนก่อน

    ଭାରି ସୁନ୍ଦର ଉପସ୍ଥାପନା।
    ଆଗାମୀ ପୀଢ଼ି ପାଇଁ ପ୍ରେରଣା।।

  • @BabululamayBabululamay
    @BabululamayBabululamay 5 หลายเดือนก่อน +1

    🙏🙏🙏🙏🙏🏹🏹🏹🏹🏹🏹🏹🏹🏹🏹🏹🏹🏹🙏🙏🙏🥥🌺🥥🌺🥥🌺🥥🌺🥥🌺🥥🇮🇳🕉️🇮🇳🕉️🇮🇳🕉️🇮🇳🕉️🇮🇳✍️✍️✍️✍️✍️✍️✍️🏞️🏔️⛰️🛣️🛣️🛣️🛣️🌏🌏🌏🌏🌏🌏🌏🌏🌏🙋🙋🙋🙋🙋🙋🙋🙋🍇🍇🍇🍇🍇🍇🍇🍎🍎🍎🍎🍎🍎🍍🍍🍍🍍🍍🍍🍍🍍🫐🫐🫐🫐🫐🫐🍒🍒🍒🍒🍒🍒🍒🍒🍒🫒🫒🫒🫒🫒🫒🫒🫒🫒🍏🍏🍏🍏🍏🍏🍏🍏🍏🍏🍐🍐🍐🍐🍐🍐🍐🍐🍐🍐🍐🍊🍊🍊🍊🍊🍊🍊🍊🍊🍊🍊🙏🙏🙏Jay Johar. Satyananda Lamayi

  • @UmashaBehera
    @UmashaBehera 2 หลายเดือนก่อน

    Ama vala mukshymathry Best🙏🙏🙏🙏🙏🙏🙏🙏🙏