ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ସେଦିନ ଅପମାନିତ କରିଥିବା ଆଇ.ଆଇ.ସି.ଙ୍କର କି ଅବସ୍ଥା ହେଲା ଦେଖନ୍ତୁ CM Mohan Majhi
ฝัง
- เผยแพร่เมื่อ 8 ก.พ. 2025
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
ଆଇ.ଆଇ.ସି . କୁ ମାଲକାନଗିରି କୁ ଟ୍ରାନସଫର କରାଯାଉ ସେ ସମୟରେ ସେ ସବୁ କଥା ଜାଣି ବଖାଣି ବ
Kahinki ba ama Malkangiri kana kharap jaga ki.... thare asa buliki jiba
ମାଲକାନଗିରି ରେ କଣ ଅଛି?
ଏମିତି ପୋଲିସ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କଲେ ଅନ୍ୟ ପୋଲିସ ଅଧିକାରୀ ମାନେ ଆପେ ଆପେ ବାଟକୁ ଆସିଯିବେ
Right
Right 👍🏻
ପୋଲିସ୍ କର୍ମଚାରୀଙ୍କୁ ଜନସାଧାରଣଙ୍କ ପ୍ରତି ସମୁଚିତ ଆଚରଣ ଓ ବ୍ୟବହାର ଦେଖାଇବା ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ଆବଶ୍ୟକ। ଉପରୋକ୍ତ କର୍ମଚାରୀଙ୍କୁ ପୋଲିସ୍ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଉ ।
Police ର ସବୁ ଥାନାରେ ବ୍ୟବହାର ଖରାପ ଓ ଭାଷା ଖରାପ
Right
Emane thile local bjd gunda...bjd khilaf kichi bhi complain karile emane taaku harsass karanti 🎉
Hnn bhai really
Right sir
Right 🤜🤜🤜🤜
ଏମିତି ଥାନା ବାବୁ ଥିଲେ ସାଧାରଣ ଲୋକଙ୍କୁ କିମିତି ନ୍ୟାୟ ମିଳିବ ଜୟ ଜଗନ୍ନାଥ
ମୁଖ୍ୟମନ୍ତ୍ରୀ ମହୋନ ମାଝି କ୍ଷମା କଲେ ମଧ୍ୟ ସାଧାରଣ ଲୋକ ଜମାବି କ୍ଷମା କରିବେ ନାହିଁ ଅତ୍ୟାଚାରୀ ପୁଲିସ ଦଣ୍ଡ ପାଇବା ଦରକାର
Right
ଓଡିଶା ପୋଲିସର ଇଂରେଜ ଅମଳର ଦାଦାଗିରି ଵହୁତ ଚାଲିଛି
😅😅😅
ଏ ଉଦ୍ଧତ ଅଧିକାରୀ ଭାବିଥିଲେ ସବୁଦିନ ଶଙ୍ଖ ବାଜିବ... ତେଣୁ ଏଭଳି ଆଚରଣ
Right 👍
ଏ IIC ଙ୍କୁ ସସପେଣ୍ଡ କରିଦେବା କଥା
ଏହାକୁ ସସ୍ପେଣ୍ଡ ନୁହ ଚାକିରି ରୁ ବାହାର କରିଦେବା ଦରକାର
Suspend kara jau
Kn pai bhai
Right 👍
Why suspension, he has performed his duty and took the right step to maintain law and order. 5:22
ଆମ ଓଡିଶା ର ଲୋକ ଏପରି ଦରଦ ବଲି ଆଜି ସବୁଥିରେ ତଳିତଳାନ୍ତ ହଉଛୁ ତେଣୁ ଏପରି ବିଷାକ୍ତ ଅମଣିଷ ଙ୍କୁ ଦଣ୍ଡ ନିଶ୍ଚୟ ମିଳିବା ଦରକାର ଥିଲା
ଚାକିରୀ ରୁ ବହିଷ୍କାର କରାଯାଉ iic ଙ୍କୁ
Majak Laguchi Tamaku Khali suspend 😅
Han lagu chi ..... Tu bi suspended
କିନ୍ତୁ ଏମିତିକା ଶଳା police କୁ ମାଓବାଦୀ ଏରିଆ କୁ ପଠେଇ ଦେଇଥିଲେ ଭଲ ହୋଇଥାନ୍ତା 👍
😢ଏ ଥାନା ବାଲାକୁ ଜନତା ବାଡ଼େଇଲେ ଭଲ ହେବ ସମସ୍ତଙ୍କ ଆଗରେ
Anya kuhani badaiba pain,nije badeile sina damta janna padiba,
Yes
ଜଣେ ଲୋକ ପ୍ରତିନିଧି ଲୋକଙ୍କୁ ପାଣି ଦେବାପାଇଁ ଗୁହାରି କରିବାକୁ ଯାଇଛନ୍ତି ବିନା ସ୍ୱାର୍ଥରେ, ଏ ଥାନା ବାବୁ ଏତେ ଉଦ୍ଧତ ହେବା ଠିକ ହେଲାନି
ମୋହନମାଝି ଜିନ୍ଦାବାଦ 👍
ଏ ଭଳି ଲୋକକୁ ଦଣ୍ଡ ନ ଦେଇ ଛାଡିବା ଅର୍ଥ ଆଗକୁ ମାଳିକା ସତ୍ୟ ହେବ। ଯୁଦ୍ଧ,ମହାମାରୀ,ପ୍ରଳୟ, ହୀରାକୁଦ ବି ଭାଙ୍ଗିବ। ସବୁ ହେବ। ଅନ୍ୟାୟ ଓ ଦୁର୍ନୀତି କୁ ପ୍ରଶ୍ରୟ ହିଁ ମହାବିନାଶ ଆଣିବ।
ଚାକିରୀ ରୁ କାଢି ଦିଅ
ଏଇ ସଲା ପୋଲିସ କୁ CM ଙ୍କର ଚପଲ ପୋଛିବା କାମ ରେ ରଖାଯାଉ ଭଲ ହେବ
ସେ ଭଳି ଲୋକଙ୍କକୁ ଚାକିରୀ କରିବା ପାଇଁ ଯୋଗ୍ୟ ନୁହଁ
Drees କଣ ପାଇଁ ନାହିଁ iic suspend କରା ଯାଉ
ଥାନା ଅଧିକାରୀଙ୍କୁ ପିଅନ ସଂଘ ଦାଇତ୍ୱ ଦିଆଯାଉ
😂😂😂😂😂
ମୋହନ ସାର୍, ଆପଣ ଆଜି ଏହି ପୋଲିସ୍ କୁଂ ଉଚିତ୍ ଶିକ୍ଷା ଦିଅନ୍ତୁ। ସେମାନେ ନିଜ କୁ ମହାନ୍ ଭାବି ଜନସାଧାରଣଙ୍କୁ ଏମିତି ବ୍ଯବହାର କରନ୍ତି।
ବହିଷ୍କାର କରାଯାଉ
ସେ ଥାନା ବାବୁଙ୍କୁ ସସ୍ପେଣ୍ଡ କଲେ ମୋ ଆତ୍ମା ଶାନ୍ତିହେବ, ଏ ମାନେ କ୍ଷମାର ପାତ୍ର ନୁହନ୍ତି, ଜୟ ଜଗନ୍ନାଥ 🙏🙏🙏🙏
ଏ ଶଳା ପୋଲିସ ର ଚାକିରୀ ଜିବା କଥା
ପୋଲିସ ଦୁର୍ନୀତି କରି ଲୋକ ଙ୍କୁ କିପରି ବ୍ୟବହାର କରାଯାଏ ଜାଣି ନାହାନ୍ତି
ଏଇଟା କୁ ମାଓବାଦୀ ଏ ରିଆକୁ ପଠା ନ୍ତୁ ମୁଖ୍ୟମନ୍ତ୍ରୀ Sir ଆପଣଙ୍କୁ ଏମିତିଆ ବ୍ୟବହାର ସାଧାରଣ ଜନତା କୁ kn ନକହୁଥିବ ଏ ପୋଲିସ ଏ ପୋଲିସ BJD ଚା ମ ଚା
Naa taku tanka 500 table ree rakhiki vigilance ku dharei dio khela khatam
ମୋହନ ବାବୁ ଭଲ ଲୋକ ବୋଲି ଛାଡି ଦେଲେ😭😭 ମୁଁ ହେଇଥିଲେ ରାମ ଦୋଳି ଭଳିଆ ଘିରି ଘିରି କରି ବୁଲେଇଥାନ୍ତି 👍👍
ସମୟ ବଳବାନ କାହାକୁ କେଉ ଜାଗାରେ ପହଞ୍ଚାଇ ଦିଏ ଭଗବାନ ଙ୍କୁ ହିଁ ଜଣା ଜୟ ଜଗନ୍ନାଥ 🙏🙏🙏🙏🙏 କଥା କହିବା ଆଗରୁ ନିଜ ବାଣୀ ପ୍ରତି ଧ୍ୟାନ ଦିଅନ୍ତୁ।। ପୋଲିସ ଅଧିକାରୀ ମାନଙ୍କୁ ସାଧାରଣ ଲୋକମାନଙ୍କୁ ଭଲ ବ୍ୟବହାର ଦେଖେଇବା ଦରକାର।।।
କାନୁନକୁ,ଅପମାନ,କରିବା,ଆଇ,ଆଇ,ସି,କୁ,ଚାକିରିରୁ,ବରଦଶ,କରାଯାଉ
ସାଧାରଣ ଲୋକଙ୍କ କେମିତି ଖରାପ ଭାଷାରେ ଗାଳିଗୁଲଜ କରନ୍ତି ଆପଣ ସବୁ ଥାନା ରେ ସିବିଆଇ ଜେରା କରିବା ଦରକାର ସାଧାରଣ ଲୋକଙ୍କ ପାଖରୁ ଟଙ୍କା ନେବେ ଯେଉଁ ପୋଲିସ ମାନେ ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି ସେମାନଙ୍କୁ ଆଇନ୍ ଅନୁଯାୟୀ କଠୋରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର
ପୋଲିସ ମାନଙ୍କର ଏହି ଦୁର୍ଵେଵହାର ପାଇଁ ମାଓବାଦୀ ମାନେ ତାଙ୍କୁ ଦେଖିଲା ମାତ୍ରେ ଗୁଳି କରି ଦିଅନ୍ତି।
ଏହା ବିଜେଡି ସରକାରଙ୍କ ନୀତି ନିୟମରେ ପ୍ରଚଳିତ ପୋଲିସ୍ ପ୍ରସାଶନଙ୍କର ଶକ୍ତି ଓ ବ୍ଯବହାର ଦେଖାଉଥିଲେ ।
ଅଲ୍ଲାଜୁକ ପୋଲିସ ଅଫିସର ।
Odisha ra Best C M Mohan Majhi sir ❤
ଏପଟେ ମୁଖ୍ୟମନ୍ତ୍ରୀ କ୍ଷମା କରିଦେବେ, ସେପଟେ ED ଲଗେଇ ଦେବେ
To pachhare lagiba canachata
ଏମିତି ପୋଲିସ ଅଫିସର କୁ ବହିଷ୍କାର କରାଯାଉ
ପୋଲିସ ପୋଷାକ ଖୋଲି ଦେବା ପରେ ସେ ସାଧାରଣ ଲୋକଙ୍କ ପରି ବ୍ୟବହାର କରେ କିନ୍ତୁ ଖାକି ପୋଷାକ ପିନ୍ଧିବା ପରେ କାହିଁ କେଜାଣି ଅମଣିଷ ପରି ବ୍ୟବହାର କରେ ,ସେ ବଧହୁଏ ଭୁଲିଯାଏ ମୁଁ ଦିନେ ଖାକି ପୋଷାକ ବିହୀନ ସାଧାରଣ ଜନତା ପରି ହେବି ,ତେଣୁ ସର୍ବଦା ଆଚାର ବ୍ୟବହାର ଠିକ୍ କରିବା ଉଚିତ୍ ନ ହେଲେ ଶେଷରେ ଅଭିଶାପ ପଡ଼ିଯିବ ।
Bhai tume se poshak pindhile seya heba, Bhai kukura kamudibaku godauthiba kintu tuma pakhare badikhande thile ?
Suspended କରିଦିଆଯାଉ , ଟୋଟାଲ ଚାକିରି ରୁ ବାହାର କରିଦିଆଯାଉ
ସବୁ ପୋଲିସ ଏମିତି
ନୁହେଁ
100 ru 99 police ei bhalia thaanti
MAA giha Sethi iic Ku Jail pothantu Mohan sarkar.
ଶଳା ପୋଲିସ କୁ କାର୍ଗିଲ ସୀମାକୁ ପଠା ଯାଉ
ଏମିତି ପୋଳିସ ଅଫିସର କୁ ମାଳଖାନ ଗିରି ପଠାଇ ଦେବା କଥା କିଏ କିଏ ସହମତ ଅଛ
ଆଇଆଇସି କୁ ହୋମଗାର୍ଡ କରିଦିଆଯାଏ।
ଏମିତି ଅନେକ ଅଫିସର ଆହୁରି ଅଛନ୍ତି, ସେମାନଙ୍କୁ ବି ଅତି ଶୀଘ୍ର ଖୋଜାଯାଉ।
ହାରାମି କୁ ମାଲକାନଗିରି ପଠାଓ
ଜୀବନର ମୂଲ୍ୟ କଣ ଜାଣି ପାରିବ
ଏ ପୋଲିସ ମାନେ ସବୁଠାରୁ ବେଶୀ ଅନ୍ୟାୟ କରୁଛନ୍ତି ତେଣୁ ଯିଏ ବିନା କାରଣରେ ପୋଲିସ ଦଣ୍ଡ ଜନସାଧାରଣ ଙ୍କୁ ଦିଏ ତେବେ ପୋଲିସ ଙ୍କ ପାଇଁ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯାଉ ତେବେ ପୋଲିସ ମାନେ ସୁଧୁରିବେ.. ଆଉ public କୁ କିଛି power ଦିଆଯାଉ
ଜଗଦେବ କୁ ଅନ୍ୟାୟ ଭାବେ ଜେଲ ପଠାଇବା ପୋଲିସ କଣ ହେଉଛି ଦେଖିବାର ଅଛି।
ବିଶେଷ କରି ଯଦି ସାଧାରଣ ଲୋକ ଥାନା କୁ ଗଲେ ଏପରି ବେବହାର କରିଥାନ୍ନ୍ତି l ଯଦି ଜଣେ ବିଧାୟକ ଙ୍କୁ ଏପରି ବେବହାର କରୁଥିଲେ ସାଧାରଣ ଲୋକଙ୍କୁ କି ବେବହାର କରୁଥିବେ?
ଜଣେ ସାଧାରଣ ମଣିଷ ହେଉ ଅବା ବିଧାୟକ ସାର ହୁଅନ୍ତୁ କିମ୍ବା ଅଫିସର ଟିଏ ହେଉ କିମ୍ବା ଉଚ୍ଚ ଶ୍ରେଣୀର ମଣିଷ ଟିଏ ହେଉ , ମୋଟ ଉପରେ ମଣିଷ କୁ ମଣିଷ ପରୀ ବ୍ୟବହାର କରିବା ପୋଲିସ ଙ୍କର କାମ , ହେଲେ ଏଭଳି ପୋଲିସ ବlବୁଙ୍କର ର ବ୍ୟବହାର ନିଶ୍ଚିନ୍ତ ନିନ୍ଦନୀୟ । ଦଣ୍ଡ ପାଇବା ଉଚିତ ।
ଏଠି କଣ ବୁଝିକି ମନ ଇଚ୍ଛା କମେଣ୍ଟ୍ କରିଛ ଭଲ କି ଦେଖ । ଜଣେ ଲୋକ ଅ ସୁବିଧାକୁ ନେଇ ରାସ୍ତା ରେ ଥିଲା । ତାଙ୍କୁ ଭଣ୍ଡେଇ ଆପଣ ଯିବାକୁ ବାହାରିବେ । କଣ ଘଟଣା ଦେଖ । ଆଜି କାହା ପାଇ ମନ୍ତ୍ରୀ ହେଇଛୋନ୍ତି ସେଇ ଲୋକଙ୍କ ପାଇଁ। ପୋଲିସ ଭଲ କରିଛନ୍ତି ❤❤❤❤
This is highness of CM. Well aspected to change attitude of Officer.
ସମୟ ଖେଳୁଛି ଚକା ଭଉଁରୀ
ଏଇ ଭଳିଆ IIC ଙ୍କୁ removal from service ଦରକାର।
IIC ତ୍ରିନାଥ ସେଠୀ ପ୍ରସାନ୍ତ ମୁଦୁଲି (ଜଗତସିଂହପୁର) ର ଲୋକ.. ନାଉଗାଁ ବିଜେଡି ❤🎉🎉
ନବୀନ ଶାସନ ର ନମୁନା ବଢିଆ treatment ବାକି ରହିଲା କେତେବେଳେ ବି ମିଳିଜିବ । ଆଉ ନ ମିଳିବାଟା ଠିକ ହେବ ନାହିଁ 😂
ଏମିତି ବିଷାକ୍ତ ଅଫିସର କୁ ଦୟାକରନ୍ତୁ ନାହିଁ ସାର୍
ଏ ପୋଲିସ କାନ୍ଦିଲାଦେଖାଯାଉଛି
🎉🎉🎉🎉 congratulations 🎉🎉🎉🎉 , mohan majhi jindabad....
Iic ଙ୍କୁ ଦଣ୍ଡ ନିଶ୍ଚିତ ଭାବରେ ଦରକାର,,,,
ଏମିତି ଥାନା ଅଫିସର ଙ୍କୁ ନସ୍କଲ ଏରିଆକୁ ପଠାଯାଉ
ଇଏତ ଆଇନ କଣ ଜଣା ନାହଁ ଇଏ ଶୃଙ୍ଖଳା କେମିତି ରକ୍ଷା କରିବ ଏଆକୁ କଠୋର ଦଣ୍ଡ ଦେବା ଦରକାର
ସେ ଲୁଗାପଟା ଧୁଆ କୁ ଦଣ୍ଡ ନ ଦେଇ ସିମ ଭୁଲ କରୁଛନ୍ତି, ଦଣ୍ଡ ନ ଦେଲେ ସମାଜ କି ଶିକ୍ଷା ପାଇବ
ଦୁର୍ବ୍ୟବହାର ପୋଲିସ କୁ action ହେବା କଥା
ସମାଜ ରେ ଏମିତି ଅଫିସର ପାଇଁ ସାଧାରଣ ଜନତାଙ୍କୁ ନ୍ୟାୟ ମିଳୁ ନାହିଁ।ଚାକିରି ଗୋଟେ ପାଇଲେ ନିଜକୁ ଜିଲ୍ଲା ର ମୁଣ୍ଡି ଭାବନ୍ତି 😡😡😡😡😡😡😡😡😡😡😡😡😡😡😡😡😡😡😡😡😡
ଭାସ୍କର ନ୍ୟୁଜ ସବୁ ଉଖାଡ଼ିବ
Iic ବିଜେଡି ର ଦଲାଲ ଥିଲା
ବିଜେଡି ବାଲା ପୋଲିସ ବାବୁ ହେଇଥିଵ
ଦେଖିବା ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି ସାଧାରଣ ଲୋକ କିପରି ବ୍ୟବହାର ପାଇବେ
Recently I had been to a PS on personal problems...An lady inspector addressed me in Tame for several times n finally I told her that I am a 60+senior citizen and a retired JS...Their habit of ignoring people is so deep rooted that they cannot be changed...
Great salute to our great heart ❤️ CHIEF MINISTER Srijukta Mohan Majhi Bhagaban jaha deichhanti ame taku chhadeineba uchhit nuhen power achhi boli.Ae heuchhi mahanata.Kintu BJD party sahit hoithile service ru bahar kari deithante nischay.
👆 good
Education is important or Politics????
ଓଡିଶା ପୋଲିସ ରେ କେତେଜଣ କୁକର୍ମୀ ପୋଲିସ ମାନଙ୍କ ପାଇଁ ଦିପାର୍ଟମେଣ୍ଟ ବଦନାମ ହଉଚି,
ମୋର ନିଜ ଅନୁଭୂତି.
ବହୁତ ଭଲ ଅଫିସର୍ସ ବି ଅଛନ୍ତି.
Suspension kara jau without pention re ,,,,Bali cement mundeiba
CM ଙ୍କର ମହାନତା 👌👌🙏
ଏମିତି ପଲିସି ବାବୁ ର କାମ ପାଇଁ କି ଦଣ୍ଡ ଦର କାର ସାଧା ରଣ ଲୋକକୁ ଇଏ କେମିତି ବେଭାର କରନ୍ତି ପ୍ଲିଜ୍ dise like
ନର୍ମତୀ ଫଳିନ ଵୃଖ୍ୟ
ନର୍ମତୀ ଗୁଣିନ ଜନ
ଆମ ଭାରତ ମାତା ର ଓଡ଼ିଶା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଓଡ଼ିଶା ରେ ନୂତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମେ।ହନ ଚରଣ ମାଝି
ହେଉଛନ୍ତି ଜଣେ
ଗ୍ୟାନି ଗୁଣି ଶତ୍ୟ ଵାଦି ଶତ୍ୟ ନିଷ୍ଠା ମୁଖ୍ୟମନ୍ତ୍ରୀ ମୁଖ୍ୟ ସେଵକ
ସେଥିପାଇଁ ସେ ଥାନା ବାବୁ ସେଠୀ ଙ୍କୁ ଖ୍ୟମା ଦେଈଥୀଲେ
ମେ।ହନ ସାରେ ଵିଚାର କଲେ ଥାନା ସେଠୀ ଓଡ଼ିଶା ରେ ଥିବା 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ମୁଖ୍ୟମନ୍ତ୍ରୀ ଙ୍କ ଚାପରେ ପଡି ମେ।ତେ ଗାଳି ଦେଉଥିଲା
ସେଥିପାଇଁ ସାରା ଓଡ଼ିଶା ଵାଶି ସାରା ପୁଲିସ୍ ପ୍ରସାଶନ୍ ସଵୁ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଜାଣିଲତହ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ଓ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ ତେଜଶ୍ବି ଜସ୍ଵଶି ପ୍ରଧାନମନ୍ତ୍ରୀ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଙ୍କ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ନିତୀ ନିୟମ ଆଦର୍ଶ ବାଣୀ ସମ୍ପିଧାନ ସଵକା ସାଥେ ସଵକା ବିଶ୍ବାସ ସବକା ପ୍ରୟାସ ଆମର ସଙ୍କଳ୍ପ ବିକଶିତ ଭାରତ ମାତା ସାରା ଭାରତୀୟ ହିନ୍ଦୁସ୍ତାନୀ ସାରା ଓଡ଼ିଶା ଵାଶି ସାରା ବିଶ୍ବ ଜୟ ଜଗନ୍ନାଥ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ
ସେଥିପାଇଁ ସାରା ଓଡ଼ିଶା ଵାଶି ଭାରତୀୟ ହିନ୍ଦୁସ୍ତାନୀ ନିଜ ଜୀବନ ଥୀଵା ଯାଏ ରହିଥୀଲ ରହିଛନ୍ତି ଆଗକୁ ଜୀବନ ଥୀଵା ଯାଏ ରହିବେ ନିଃସ୍ଵାର୍ଥପର ଭାବେ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ ତେଜଶ୍ବି ଜସ୍ଵଶି ପ୍ରଧାନମନ୍ତ୍ରୀ GOD କୃଷ୍ଣ ବଳରାମ
ମେ।ଦିଜୀ ଜୁଗିଜୀ ଙ୍କ ସାଥେ
ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ
Good our CM
Great our conversation with clients
Really your great thinking sir CM ❤
Our CM mohan majhi sir❤❤❤
ବିଜେପି ଶାସନ କରି ଜାଣିଛି ବୋଲି ଅନୁଭବ ହେଉନାହିଁ । ଶାସକ ଦୁର୍ବଳ ହେଲେ ପ୍ରଶାସନିକ ଅଧିକାରୀ ରଜା ପରି ବ୍ୟବହାର କରିବା ସାଧାରଣ ଘଟଣା।ଜୟ ଜଗନ୍ନାଥ, ଜୟ ଓଡ଼ିଶା।
Enquire of CBI
Satare bahut good news
ଏମାନଙ୍କ ପାଇଁ ଜେଲ୍ ଦରକାର
Cm no 1
ଏ ମୋହନ କ୍ରିମିନାଲ ୟାକୁଧାନା ବାବୁ ବାହାର କରି ଠିକ଼ କରିଦେଇଥିଲ ଆପଣଙ୍କୁ ଧନ୍ୟ ବାଦ
It's greatness of Sri Majhi.
ମୁଁ କହୁଛି ଏ ଲୋକ କୁ ଚାକିରିରୁ ବହିସ୍କାର କରାଯାଋ ,ଦେଶରେ ଶୃଂଖଳା ବୋଲି ଗୋଟେ ଚେତନା ଆସିବ ,ଆଉ ଜିବ ଦସାରେ କୋଉ ପୋଲିସ କର୍ମ ଚାରି ଲୋକ ପ୍ରତିନିଧି ମାନଙ୍କୁ ଅତ୍ୟନ୍ତ ଭଦ୍ରାମୀ ବୋଲି ଗୋଟେ ସବ୍ଦ ଅଛି ବୋଲି ଜାଣିବେ ।
ଯିଏ ପ୍ରକୃତରେ ମଣିଷ ଜନ୍ମ ପାଇଛନ୍ତି ,ଯିଏ ମାନବିକତାକୁ ଭୁଲି ଯାଇଛନ୍ତି, ସିଏ ମଣିଷ ନାମରେ ବଡ କଳଙ୍କ...ପ୍ରତ୍ୟେକ ମଣିଷ ଭୁଲିଯିବା ଅନୁଚିତ ଯେ ସବୁଦିନ ସମାନ ଯାଏ ନାହିଁ।
Varry thanks 🌹🌹🌹mohan majhi sir
BJP କେବେ ବି ନିଜର ଭୁଲ୍ ଶିକାର କରେ ନାହିଁ।
Very good 💯🙏🏿🙏🏿🙏🏿🙏🏿 sir koti pranam
Good NeWS
Pls take action against the IIC
Super 👍
ମାଲକାନଗିରିରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ମାଷ୍ଟର ହେବେ
ସେଇଟି ଟ୍ରାନ୍ସପୋର କରନ୍ତୁ
ସେ ଭଳି bastard IIC କୁ ମୁଁ ଲଙ୍ଗଳା କରି ଗାଡ଼ି ପଛରେ ହାତ ଦୁଇଟା କୁ କାଟି ଦେଇ 100 କିଲୋ ମିଟର ରାସ୍ତା ରେ ବୁଲା କୁକୁର ପରି ବୁଲେଇ ଥାଆନ୍ତି ମୋହନ ମାଝୀ ଙ୍କୁ request ଆମ ମୁଖ୍ୟ ମନ୍ତ୍ରୀ ଙ୍କୁ request ସେ IIC କୁ ଚାକିରି ରୁ ବାହାର କରିବା ସହ ଆଜୀବନ ତିହାର ଜେଲ୍ ରେ ପୁରେଇ ଦିୟନ୍ତୁ
Our new Chief Minister is a very kind hearted and judicious person.He is a good gentleman.
Requested to police commissioner to take action against IIC