TARZAMA : ବବିଙ୍କୁ କରୁଛନ୍ତି ବଦନାମ, ମିଛ ଖବରରୁ କ୍ଷମା ମାଗିବ ଚ୍ୟାନେଲ... | Nirbhay Suchana
ฝัง
- เผยแพร่เมื่อ 5 ก.ค. 2024
- ବିନା ତଥ୍ୟ ପ୍ରମାଣରେ ଖବର ପ୍ରସାରଣ। ମନଗଢା ଶଦ୍ଦ ପ୍ରୟୋଗ କରି ଅତିରଞ୍ଜିତ କଲେ। ଏଭଳି ହେଡଲାଇନ ହେଲା ଲାଗିଲା ଯେମିତି ସେ ହିଁ ଦୋଷୀ। ରଙ୍ଗଶାଳା, ସାରଥୀ ଆଶ୍ରମ, ଖଟିଆ ସେବା କହି ଜଣେ ନେତାଙ୍କ ଚରିତ୍ର ସଂହାର କଲେ। ଏ ସବୁ ଭିତରେ ମାମଲା କୋର୍ଟରେ ପହଂଚିଛି। ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାଟରକୁ ନେଇ ଯେଉଁ ଖବର ପ୍ରସାରଣ କରାଯାଇଛି ତାକୁ ନେଇ ଏବେ ଉଠିଛି ପ୍ରଶ୍ନ।
#BJD #BJP #pranabprakashdas #politicalnewsupdates
Watch NirbhaySuchana and stay tuned for all the breaking news in Odia !
Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, business and sports.
#Tarzama #Tarjama #NirbhayaSuchana #NirbhaySuchana #OdishaNews #Bhubanewswar #OdishaPolitics #Politics
Like, Share and must Comment.
Subscribe This Channel & Must Click The Bell Icon 🔔.
Thanks For Watching
Nirbhay Suchana
TH-cam Link: / nirbhaysuchana
Facebook Link: / nirbhaysuchanaofficial
Instagram :
ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ନିର୍ବାଚନ ବବି ଲଢ଼ିଥିବାରୁ ଏବେ ଅର୍ଗୁଷ୍ ଟିଭି ମାଧ୍ୟମରେ ପ୍ରତିଶୋଧ ନେଉଛନ୍ତି । ପ୍ରକାଶ ଥାଉ କି ଧର୍ମେନ୍ଦ୍ର ଆର୍ଗସ ଟିଭି କୁ ପ୍ରଚୁର ଟଙ୍କା ଦେଉଛନ୍ତି !!!
ତର୍ଜମା:::: ସତ୍ୟ ପ୍ରକାଶ ବାବୁ.. ଙ୍କ news ପରିବେଷଣ ଅତ୍ୟନ୍ତ ସୁନ୍ଦର ଓ ଶିକ୍ଷଣୀୟ। ଏହାକୁ ହିଁ ପ୍ରକୃତ ସାମ୍ବାଦିକତା।
ଭୁଲ୍ ମାଗିବା ଦରକାର
କିଛି ଟିଭି ଚାନେଲ ମୁଣ୍ଡ ବିକା ହୋଇ ଯାଇଛନ୍ତି
Argus mahagia
ଓ ଚ୍ୟାନେଲ , ଅ , ଚ୍ୟାନେଲ
କିଛି ବର୍ଷ ହେଲା କିଛି ଗଣ ମାଧ୍ୟମ ଏହି ଚତୁର୍ଥ ସ୍ତମ୍ଭକୁ ଗଣିକା ମାଧ୍ୟମ ରେ ପରିଣତ କରିଦେଇଛନ୍ତି। ବବି ଦାସ ଙ୍କ ସରକାରୀ କ୍ୱାଟର ଚର୍ଚ୍ଚାକୁ ଆସିଥିଲା ସେହିଦିନ ଠାରୁ ଯେଉଁଦିନ ବିଜେଡି ନିଷ୍ପତ୍ତି ନେଲା ଯେ ରାଜ୍ୟସଭାରେ ଏହା ବିରୋଧୀ ଦଳ ଭୂମିକା ଗ୍ରହଣ କରିବ। ଠିକ୍ ସେହିପରି ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଯେତେବେଳେ ପ୍ରଧାନମନ୍ତ୍ରୀ ମିଛ ଏବଂ ନୀଚ ପ୍ରଚାର କରିଥିବାରୁ ନବୀନଙ୍କୁ ଭୁଲ୍ ମାଗନ୍ତୁ ବୋଲି ଦାବି କରାଗଲା ଠିକ୍ ତା ପରଠାରୁ କୁସୁମା ପ୍ରସଙ୍ଗ ଉଠିଲା। କିନ୍ତୁ ଦୁଃଖ ଏବଂ ଆଶ୍ଚର୍ଯ୍ୟର କଥା ଓଡ଼ିଶା ବିଜେଡି ଏହାକୁ ଠିକ୍ ଭାବେ କାଉଣ୍ଟର କରିବାରେ ଅକ୍ଷମ।
Argus mahagia
O tv au Argus news nd Odisha reporters channel ku band karajau🙏
strong action against fake news.
ଏମିତି କାହିଁକି କରୁଛନ୍ତି ସେ news ବାଲl ଙ୍କୁ କିଛି ଆକ୍ସନ ନିଆ ଯାଉନି kn ପାଇଁ
Bhala hela 😂😂 Argus ku pura band kari daba katha..
Babi Bhai welcome
Right
ଆହୁରି ଜଣେ ଲେଡି ରୋଷ୍ଟର ଅଛି ଯିଏ କି କହୁଛି ବବି ଦାସ ଚିରା ପେଣ୍ଟ ପିନ୍ଧି ସ୍କୁଲ ଯାଉଥିଲା ସେ ଏତେ ଟଙ୍କା ଆଣିଲା କେଉଁଠୁ ରଙ୍ଗ ଶାଳା କଲା ସବୁ ସରକାରୀ ପଇସା.
ତାବିରୁଦ୍ଧରେ ମଧ୍ୟ କେଶ କରିବା ଦରକାର
@@apartimoharana2763 Bobby nka bapa Ashok das,,,,se chira pant pindhi thile.???ye lady kn tailor hei silei karuthila??? idiot kouthikar...Modi nije kahuchanti se 40years bhika magi khaichanti..tea bikichanti....tuma kila sambhala....bjp office re sex racket chalichi,lse Katha OTV, Argus, Odisha reporter channel prasarana karu......
Right.new channel apati micha prakas karithibaru kichi lokamane bi kahibaku sahasa karuchanti a manaknu band kariba darkar
Argus bastard chanel ,o tv b
ମନଇଚ୍ଛା ମିଛ ଗୁଡ଼ା ଖାଲି କହୁଚି
Right sir,Thanks
Argus channel ku ban karajau bahuta micho khabar deuchi
ମୋ ମତ ରେ ORGUS TV channel କୁ ବନ୍ଦ କରି ଦେବା କଥା। ଏହା ଦୁଷ୍ଟ TV channel ଭାବେ ସବୁଠି ଚର୍ଚ୍ଚା। Durgashis ବୋଲି କିଏ ଜଣେ ମୂର୍ଖ ଏହି TV channel ରେ ଭଲ ରାଜୁତି କରୁଚି। ଏହି ଚର୍ଚ୍ଚା ଆଜି BBSR ଏକ tea ବିକ୍ରୀ ଦୋକାନ ରେ କିଛି ଲୋକ କଥା ହେଉ ଥିଲେ।
Public should take action to this Channel.
Orugus OTV boycott channel ama sundara odissa ku pakistan karidelani
Right New
Orgus news godhi media, michua modi raha raha au alapadina.
Babi bhai God bless you bjd jindabad ❤❤❤❤❤❤❤
ଅଗ୍ରସ ଚେନାଲ ମିଛୁଆ ଟାଉଟର
ମିଛ ସତ ଜନତା ଜାଣନ୍ତି
ଅର୍ଗୁସ ଚନେଲ୍ କୁ ଏଭଳି ଆଶା କରିନଥିଲେ ମିଛୁଆ ଟାଉଟର୍
argus nesw ra se dadhia mo habude pade to dadhijadi opadi nadeichi dekhibu
Right 👍
Argus tv walanku pitiba darakar
Only Bobby Bhai
BJP chhatrachhaya re aurgs tv asalina bhasa kahuchhi social news badalare kebala personal attack karuchhi,
ଭାଇ ଆପଣଙ୍କ ଭଳି ଆଉରି ବହୁତ୍ ଗୁଡ଼ିଏ news channel ହେଲେ ଭଲ ହବ ତାହେଲେ ଏମାନଙ୍କ ଅପପ୍ରଚାରର ସତ୍ୟତା ଜଣାପଡ଼ିବ l ଏଭଳି news channel ଗୁଡାକୁ କିପରି ଚାଲିବାକୁ ଦିଆଯାଉଛି ବନ୍ଦ କରିଦେବା କଥା
Award miliba katha a chanel ku, malika nka sampati kete jancha kariba darkar
ତଦନ୍ତ କରାଯାଇ ସତ୍ୟ ଆଗକୁ ଆସିବା ଦରକାର l ରାଜ୍ୟ ସରକାର ଏହା ଉପରେ ଧ୍ୟାନ ଦେବା ଦରକାର
Social thoka, Argus,otv, focus sabu jumla tautor
Argus aau otv chhanel.... Specially ku notice kariba darkar.... Jemti chhanel wala kahuthile ki.... Ratna bhandar chabi.... Pandian tamil nei jaichanti... But ebe puri gajpati chabi collectorate achi boli kahuchanti😊
ଏମିତି ଖବର କେବଳ ଓଟିଭି ଅରଗସ ଟିଭି ଓ କନକ ଟିଭି ବେଶି କହୁଛନ୍ତି।
ଇଏ ଏକ ନିୟୁ ସୋସିଆଲ ଠକ
Right bhai, durgasis kalia nagaku sakta rodmada darkar amiti saha baijynta panda gharaku jai report karantu. Tank suna khataru khende debe. Apnk to mana bikata tike sikhu.
Ty sir
Argusara se lokata matradhika heuchhi. Nijaku kana bhabuchhi se.khira uturile chuliki.....
ବବି ଦାସ ପ୍ରକୁତ ଚୋର
ଟିଭି ଚାନେଲ ର ଭୁଲ କିଛି ନାହିଁ
Bjp emite pandian kubadnam kariki BJD hareile ebe babby bhai nka pachare padichanti
Nabin das ku bi jail
Otv ku bi ଦିଆଯାଉ ଜେଲ
ଆଉ ଗୋଟେ ଗାମୁଛା ପ୍ରକାଶ କୁ ଜେଲ
ଆଉ ଗୋଟେ ଆଦିବାସୀ ମାଇକିନା ଉଦ୍ଧାଟ ହୋଉଛି ତାକୁ ବି
ଏଲିନା ଆଉ ବବି ଦାସ size କରାଯାଉ ନହେଲେ ପୁଣି ପଛରେ ଲାଗିବ
A ୫ taku kathor danda dia jau o chanel radfa କରାଯାଉ
ଗୁଆ ଦିଆ ବନ୍ଧୁ ଚାନେଲେ
Aurgus channel ku hoteiba darkar
Nirvaya Suchana Editor Sir, 2023 ମସିହାରେ ଓଡିଶା ବି ଜେ ପି ରାଜଭବନ, ସମସ୍ତ ଜିଲାପାଳ ଅଫିସ ଆଗରେ ପ୍ଲାକାର୍ଡ ରଖି ଓଡିଶାର ଚାଷୀ ମାନଂକ ପାଇଁ ଯେଉଁ କୁମ୍ଭକାର କାନ୍ଦଣା demand ରେ ଓଡିଶା ରେ ବିଜେପି ସରକାର ଆସିଲେ ଚାଷୀ ଊଣା ଛାଡ ର ପ୍ରତିଶ୍ରୁତି କୁଆଡେ ଗଲା। ଏହାର ପ୍ରମାଣ ଟିଭି ଚାନେଲ ମାନଂକ ପାଖରେ ଅଛି। ଏହାକୁ ପ୍ରଚାର ଓ ପ୍ରସାରଣ କରିବା ପାଇଁ ଅନୁରୋଧ ଅଟେ।
ସତ ମିଛ ସବୁ ଧରା ପଡ଼ିଲାଣି.
Argus ku j0ta re respect dia
Tame satya brata nuhen mithya brata, Boby ra chela mane kete durniti re lipta janichha ki? Ame akhire dekhichu pramana naba asa, chela jadi etiki baba ketiki michha khaba karana, chamcha giri karana
ବବି ଦାସ କୁ ବି ଶକ୍ତ ଝଟକା ସେ ବିଜେଡ଼ି ରୁ ବିଦା ହେଲ କଣ ପାଇଁ ସେ ବିଷୟ ରେ କୁହନ୍ତୁ
କିଛି ଚିନାଲ ଅଛି ଖାଲି ମିଛ ଭିଡିଓ କରୁଛିନ୍ତି
Khali bjd ra hi guna gan nice brother madi chal
ସତ୍ୟବ୍ରତ ଭାଇ କେତେ ଟଙ୍କା ନେଇଚ ତମେ ନୂଆ ଚାନେଲ କଲିଚ, ତମେ ଯାହା ସବୁ ବେସି ଗପୁଚ ତାହା ତମ ପାଖରେ ତାହାର ପ୍ରଣାମ ଅଛି କି ? ଯଦି ପ୍ରଣାମ ଅଛି ସେଇଟା ଦେଖାଓ ,
😂😂😂😂😂😂
Se ta kritadas tara samman asila kouthi
Ehi chanal balanku khali mada darkar
Au gote chora heuchi focus plus channel sudhansu se salaku age arest karajau
Comment kie kie douchanti semanka upare inquiry kariba darkar, paid commenter nehen ta
Paisa neiki news karile kn heba
Tama gota bhai bjd ra chadi shugha loka
Bhai aapananka channel re gote bi emiti video nhi j BJP support re ta mane 10000%#BJD CHANNEL
ବବି ଚୋର
ତମେ ପ୍ରମାଣ କରୁନ ଭକୁଆ ଟିଭି
ବାଳ ନା collector କଣ ମିଛ କହିଲେ
ତୁ ଶଳା କୋଉ ବାଳ ଚାନେଲ
Jay bjd.jay bobi
Tu bala janichu, baby das arrest heba darkar, argus new thik kahichi au sata dekheichi
O vai news channels ta kiye name kahi paruna darucha na fatuchi