ରତ୍ନଭଣ୍ଡାର ଅଳଙ୍କାର, ଅଯଥା ରହସ୍ୟ ତିଆରି ହେଇଛି ! mystery stories around Ratna bhandar History is open.

แชร์
ฝัง
  • เผยแพร่เมื่อ 21 ส.ค. 2024
  • ରତ୍ନଭଣ୍ଡାର ଅଳଙ୍କାର, ଅଯଥା ରହସ୍ୟ ତିଆରି ହେଇଛି ! Fake mystery stories around Ratna bhandar History is open. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our TH-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

ความคิดเห็น • 173

  • @TunaDas-tt7xj
    @TunaDas-tt7xj หลายเดือนก่อน +29

    ସେବାୟତ ମାନଙ୍କୁ ଗିରଫ କର l ସେବାୟତ ମାନେ ହିଂ ପ୍ରୋଭୂଙ୍କ ଧର୍ମ ଭ୍ରଷ୍ଟ କାରି

  • @Raja-c9j
    @Raja-c9j หลายเดือนก่อน +31

    ବ୍ରାହ୍ମଣ ମାନେ ଏମିତି ମିଛ ନକହିବେ ଟା ହେଲେ ପଇସା କେମିତି କମାଇବେ ଜନତା ମୂର୍ଖ କେମିତି ହେବେ

    • @Ajitmuni.
      @Ajitmuni. หลายเดือนก่อน

      R8

  • @user-ud7vs3en2f
    @user-ud7vs3en2f หลายเดือนก่อน +13

    ପୁରୀ ଟା ହିଁ ପୁରା କଳ୍ପିତ ଗପରେ ଚାଲିଛି !!

    • @purushottampradhan8819
      @purushottampradhan8819 หลายเดือนก่อน +1

      ହଁ ସମ୍ପୂର୍ଣ୍ଣ ସତ କଥା।

  • @user-fo1fl9ub9e
    @user-fo1fl9ub9e หลายเดือนก่อน +12

    ଏମାନେ ମହାପ୍ରଭୁ କୁ ନେଇ ରାଜନୀତି କରୁଛନ୍ତି ।

  • @patitakumarchoudhury9855
    @patitakumarchoudhury9855 หลายเดือนก่อน +4

    ମହାଗିଆ ଟାଉଟର ମିଛୁଆ ଗଣମାଧ୍ୟମ, ସେବାୟତ, କିଛି ତ୍ରିକାଳ ଦର୍ଶୀ ବାବା ରତ୍ନ ଭଣ୍ଡାର ନା ରେ ମିଛ କହିଛନ୍ତି ଏ ମହାଗିଆ ଙ୍କୁ ଗିରଫ କରିବା ଉଚିତ 🙏
    ❤🙏ଜୟ ଶ୍ରୀଜଗନ୍ନାଥ 🙏❤

  • @subhransudalai8360
    @subhransudalai8360 หลายเดือนก่อน +34

    କେବଳ ଆମ କୁ ଛାଡ଼ି ଅନ୍ୟ କୌଣସି ଧର୍ମାବଲମ୍ବୀ ସେମାନଙ୍କ ପ୍ରଭୁ ଙ୍କୁ ନେଇ ରାଜନୀତି କରନ୍ତିନାହିଁ

    • @vikaridash6743
      @vikaridash6743 หลายเดือนก่อน

      ABSOLUTELY RIGHT BROTHER ❤❤❤

    • @AjayakumarGochhi
      @AjayakumarGochhi หลายเดือนก่อน +1

      ଠିକ କହିଛ ତୁମ ମାନଙ୍କୁ ଛାଡି ଅନ୍ୟ କେହି ଧର୍ମ କୁ ନେଇ ରାଜନୀତି କରୁନାହାଁନ୍ତି

    • @user-pk3uw3fu5s
      @user-pk3uw3fu5s หลายเดือนก่อน

      Thik

    • @sukesinipradhan2825
      @sukesinipradhan2825 หลายเดือนก่อน

      Right khata sir

    • @MamataBehera-db5ll
      @MamataBehera-db5ll หลายเดือนก่อน

      ଭିକ ମଗା ଦେଶ ପଇସା ପାଇଁ ସବୁ କରାଇବେ

  • @pradeepkumarjena4162
    @pradeepkumarjena4162 หลายเดือนก่อน +7

    ୨୪ ବଷଁ ବିଜେଡି ସରକାର ରେ ଥିଲା ରନୂ ରନୂ ଭଣ୍ଡାରଘର ଖୋଲି ପାରିଲା ନାହିଁ ବିଜେପି ସରକାର ଏକ ମାସର ଖୋଲିବା
    ବହୁତ ପଦ କ୍ଷପ ଧନ୍ଯବାଦ ବିଜେପି ସରକାର

    • @user-el9xe8sm8o
      @user-el9xe8sm8o หลายเดือนก่อน

      To maa ku gandi re gehibi tapore tote bag dhoriki gehibi sola ghusuri bia andhabhakto

  • @rudradevblog2186
    @rudradevblog2186 หลายเดือนก่อน +14

    କିଛି ମିଡ଼ିଆ ଅପ ପ୍ରଚାର କରୁଛନ୍ତି ବଳି ପଡିବେ ସମୟ ଆସିଲେ.. ଜଗନ୍ନାଥ ଙ୍କ ସହ ଲାଗିଲେ କଣ ହେବ ଜାଣିବ ପଛରେ

    • @rjitmitalivlogs6494
      @rjitmitalivlogs6494 หลายเดือนก่อน

      ବିଜେଡି ଜଗନ୍ନାଥ ଙ୍କୁ ଅଳିଆ ଵୁହା ଗାଡି ରେ ଗାଁ ଗାଁ ବୁଲୋଉ ଥିଲା ପରିଣାମ ଶେଷରେ ଭୋଗିଲା....
      ବିଜେପି ସରକାର କଣ କଲା କି.... ଲୋକ ଚାଁହୁଥିଲେ ଖୋଲାଯିବ ଖୋଲାଗଲା.... ଗେଣ୍ଡାଳିଆ ଦଳ କେତେ ଚୋରିକରିଛନ୍ତି କି ନା ତାର ହିସାବ ହେବ

  • @prabhatpani3556
    @prabhatpani3556 หลายเดือนก่อน +3

    ଦିନ ଥିଲା ଚତୁର୍ଥ ସ୍ତମ୍ଭ ମାନେ ପ୍ରକୃତ ନିରପେକ୍ଷ ସ୍ତମ୍ଭ ହିଁ ଥିଲା ସ୍ଵଚ୍ଛତା, ସତ୍ୟ, ନ୍ୟାୟ ବାସ୍ତବିକ ସମ୍ବାଦ ମାନ ପରିବେଷଣ ଓ ମୁଦ୍ରଣ ହେଉଥିଲା !
    କିନ୍ତୁ ଏବେ ଚତୁର୍ଥ ସ୍ତମ୍ଭ ମାଳ ମାଳ !
    ସେମାନଙ୍କୁ କିଣିଦିଅନ୍ତି ଶାସକ ଦଳ !
    ପ୍ରସାରିତ ହୁଏ ସବୁ ମିଛ ଖବର !
    ନାହିଁ ମର୍ଯ୍ୟାଦା ଆଉ କାହାର !

  • @user-fb8fb5qc2n
    @user-fb8fb5qc2n หลายเดือนก่อน +10

    ଓଡ଼ିଶାରୁ ଏହି ଟେଲିଭିଜନ ଗୁଡକୁ ଉପରେ ବାଛନ୍ଦ କରିବା ଉଚିତ୍।ଏହି ରହସ୍ୟ ସାଧାରଣ ଲୋକଙ୍କ କୋଉ କାମରେ ଆସିବ ।?ଏହି ଟେଲିଭିଜନ ମାନେ ଲୋକଂକ ଭିତରେ ଅନ୍ଧ ବିଶ୍ୱାସ ସୃଷ୍ଟି କରୁ ଛନ୍ତି।ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍।

  • @pratapjena1193
    @pratapjena1193 หลายเดือนก่อน +8

    ଆଗରୁ କୁଆଡେ ଜାଇଥୀଲ, ପ୍ରତୀ ୩ ବର୍ଷ ରେ ଖୁଲିବା କଥା, ନବୀନ କଣ ପାଇଁ ଖୋଲୁନ ଥୀଲା । ଲୋକମାନଙ୍କୁ କହିବାକୁ ସୁଯୋଗ ଦେଲେ

    • @user-fb8fb5qc2n
      @user-fb8fb5qc2n หลายเดือนก่อน +3

      ତେବେ ୧୯୮୧,୧୯୮୪,୧୯୮୭,୧୯୯୧,୧୯୯୪,୧୯ ୯୭ ରେ ଖୋଲିବା କଥା।ସେତେବେଳେ ନବୀନ ନ ଥିଲା। ନବୀନ ଆସିଲେ ୨୦୦୦ ରେ।ବିଜେଡ଼ି ଓ ବିଜେପି ମିଶିକି ଥିଲେ ୨୦୦୯ ପର୍ଯ୍ୟନ୍ତ।ଏହଭିତରେ ଅତ୍ୟନ୍ତ ଦୁଇଥର ଖୋକହେବା କଥା।ଏହାର ଜବାବ କିଏ ଦେବା।

    • @soumyaranjanpradhan7240
      @soumyaranjanpradhan7240 หลายเดือนก่อน

      Are Bhai kn Tama ichha hela boli khola haba na kn..kichhi kama nathile khali khola haba kn pain..asabu heena rajaniti gote...ratna vandara kholibaku hele h.c. govt, sabu kichhi ra approval darkar..kaha ichha re kholidiajibani

  • @pintuvillagetour
    @pintuvillagetour หลายเดือนก่อน +1

    ଠିକ୍ କହିଛନ୍ତି ଆଜ୍ଞା 👍👍

  • @rabindrakumarsahoo4920
    @rabindrakumarsahoo4920 หลายเดือนก่อน +3

    ପ୍ରଥମେ ଦୀର୍ଘ ୪୬ ବର୍ଷ ପରେ ଯେତେବେଳେ ବିଜେପି ସରକାର ରତ୍ନଭଣ୍ଡାର ଖୋଲିଲେ,ତାକୁ ଧନ୍ୟବାଦ ଦେବା ପରିବର୍ତ୍ତେ,ଅନଲାଇନରେ ସବୁ ଅଛି କହି କେତେ ହାଲକାଭାବେ କଥାଟାକୁ ନେଉଛନ୍ତି।ଯଦିସବୁ ଥିଲା,ଆଉ ଅନଲାଇନରେ ସବୁ ଅଛି,ଆଗରୁ କୁଆଡେ ଯାଇଥିଲ।ସବୁ ଗୁଗୁଲରୁ ବାହାର କରି ଓଡ଼ିଶାବାସୀଙ୍କୁଜଣେଇ ଦେଲନି। ଯେତେବେଳେ ଖୋଲାଗଲା,ତାକୁ ପ୍ରଶଂସା ନ କରି ଏ ସାମ୍ବାଦିକ ଗାଲୁଆମି କରୁଛନ୍ତି। ସବୁବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ବିରୁଦ୍ଧରେ ଖବର ପ୍ରସାରଣ କରିବା ୟାଙ୍କର ବଦଭ୍ୟାସ।ଅତି ନିର୍ଲଜ ସାମ୍ବାଦିକଟିଏ। ଛିଃ। ନିରପେକ୍ଷତା ବୋଲି ଯେଉଁ ଜିନିଷ,ଏ କଣ,ଜାଣିଲେନି। ଛିଃ,ଅତି ନିମ୍ନମାନର ସାମ୍ବାଦିକତା।

    • @educenter9361
      @educenter9361 หลายเดือนก่อน

      Se katha se kahu nahanti ..se kahuchanti media re jou bhalia thumbnail daeki suspense create karuchanti...saeta tk kamae dele huanta😂😂😂

  • @prabhatpani3556
    @prabhatpani3556 หลายเดือนก่อน +1

    ଯାହା କହୁଛନ୍ତି ବାସ୍ତବରେ ହୃଦୟକୁ ଛୁଇଁଲା ଭଳି କଥା ଏକ୍ ଦମ୍ ସତ କଥା କହୁଛନ୍ତି । ଏସବୁ ଗୁରୁତ୍ବପୂର୍ଣ୍ଣ ହେଲେ ମଧ୍ୟ ସାଧାରଣ କଥା, ଲୋକେ କାହିଁକି ବୁଝୁନାହାଁନ୍ତି ଓ ଆପଣଙ୍କ ଭଳି ସଚେତନ ବ୍ୟକ୍ତି ବିଶେଷ ଏସବୁ ଯାହା କହୁଛନ୍ତି ଆଗରୁ କାହିଁକି କହିଲେ ନାହିଁ ଆଜ୍ଞା ?
    ଏସବୁ କୁ ଲକ୍ଷ କଲେ ପ୍ରକୃତ ରେ ଆମେ ସାଧାରଣ ଲୋକେ ହିଁ ଏଥିପାଇଁ ଦାୟୀ କାରଣ ଜାଣି ଶୁଣି ଅନ୍ଧ ଭଳି ଚୁପ୍ ହୋଇ ରହୁଛୁ ଓ ଗୁଜବ ଗୁଡ଼ିକ କୁ ବିଶ୍ୱାସ କରୁଛୁ ।
    ଏଠି ଖେଳାଳି ହେଉଛନ୍ତି ରାଜନୈତିକ ଦଳ ,ଚତୁର୍ଥ ସ୍ତମ୍ଭ ଓ ସେବାୟତ । ଏଣୁ ବିଶ୍ବାସୀ ଭକ୍ତ ମାନେ ଜାଗି ଉଠିବା ଦର୍କାର୍ !

  • @manojkumarmohanty1972
    @manojkumarmohanty1972 หลายเดือนก่อน +3

    100%Right.

  • @satyam6619
    @satyam6619 หลายเดือนก่อน +6

    ଦୁନିଆରେ ଭଗବାନ ଙ୍କ ସ୍ପିରିଟ ଅଛି କିନ୍ତୁ media ମାନେ ବେଶୀ ଗୁଜବ କରୁଛନ୍ତି. କିଛି ସପ୍ତଫଣୀ ସାପ ୟେ ଦୁନିଆରେ ନାହିଁ.
    ମୁଁ ନିଜେ ଶିବ ଙ୍କୁ ସ୍ୱପ୍ନରେ ପ୍ରତିଦିନ ଦେଖୁଛି ଆଉ କଳା ବସ୍ତ୍ର ଓ ହଳଦିଆ ବସ୍ତ୍ର ପିନ୍ଧା ଶନି ଙ୍କୁ ପାଖାପାଖି 10 ଥର ଦେଖିଲିଣି ତଥାପି ଦୁଃଖ ପାଉଛି. ସତ କଥା କହୁଛି. ଜଗନ୍ନାଥ ଙ୍କ ରାଣ.
    ଦୁନିଆରେ ଯୋଉଟା ସତ ସେଇଟା କୁହ ଆଉ ଆଲତୁ ଫାଲତୁ କରି views ବଢ଼େଇଲେ ଲାଭ କଣ 🙏??

  • @user-tm1kk4sd3q
    @user-tm1kk4sd3q หลายเดือนก่อน +1

    କେଦାର ବାବୁ ଆପଣ ବହୁତ ପଛରେ ଅଛନ୍ତି। । ଆପଣଙ୍କୁ ରତ୍ନ ଭଣ୍ଡାର ବିଷୟରେ ଜାଣିବାକୁ ସମୟ ଲାଗିବ । କିଛି କଥା ଶୁଣି ଏବଂ ପଢି ତାକୁ କପି କରି କହୁଛନ୍ତି । ଲୋକମାନେ ଏତେ ବୋକା ନୁହନ୍ତି ।

  • @Reenabehera0
    @Reenabehera0 หลายเดือนก่อน +4

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻

  • @ayushmanmohanty4795
    @ayushmanmohanty4795 หลายเดือนก่อน +8

    Right

  • @user-qg8ut5jz8g
    @user-qg8ut5jz8g หลายเดือนก่อน +2

    ଏ ଭାଇ, ସବୁ ତ ଅଛି. ତୁମ ଗେଣ୍ଡା ଦଳ ରତ୍ନ ଭଣ୍ଡାର ଖୋଲ ନ ଥିଲ କାହିଁକି.

  • @sibaramsethi2271
    @sibaramsethi2271 หลายเดือนก่อน +1

    Right sir Jay Jagannath

  • @shreekrishnabhakta326
    @shreekrishnabhakta326 หลายเดือนก่อน

    Hrudayaku chhuinla vali katha apana kahuchanti sir. Dil se 🙏❤

  • @PrakashLenka-bb2rj
    @PrakashLenka-bb2rj หลายเดือนก่อน +5

    You are right

  • @user-gb1mu2kn1p
    @user-gb1mu2kn1p หลายเดือนก่อน +1

    ପୁରା ଗାଣ୍ଡିମାଇବେ ଏମାନେ। ଆଉ କିଛି ନାହିଁ। ଡରେଇଲ ତ ମାରିବେ 😢😢😢😢

  • @alokchakra7904
    @alokchakra7904 หลายเดือนก่อน +12

    Apna thik kahechanti

  • @UmeshchandraBag-vw7qu
    @UmeshchandraBag-vw7qu หลายเดือนก่อน +1

    Right sir very nice... thankyou sir

  • @JNetwork8506
    @JNetwork8506 หลายเดือนก่อน +4

    You are right sir 👍

  • @gopabandhubehera453
    @gopabandhubehera453 หลายเดือนก่อน

    ଟିଭି,ଚାନେଲର ସାମ୍ବାଦିକ ମାନେ,ଶ୍ରି ଜଗନ୍ନାଥ ମନ୍ଦିରର କୁ ଜେମିତି,ଘେରିକି,ରହିଥିଲେ,ଲାଗୁଥିଲା,ମନ୍ଦିର ଭିତରେ,ଆତଙ୍କବାଦୀ ଅଛନ୍ତି ମନ୍ଦିର ଚାରିପଟେ,ବି,ଏସ,ଏଫ, ଜବାନମାନେ ତାକୁ ଘେରିକି,ରହିଛନ୍ତି

  • @dillippanda2603
    @dillippanda2603 หลายเดือนก่อน +1

    Thik katha

  • @rabijena4494
    @rabijena4494 หลายเดือนก่อน

    Naveen sir good
    Jay jagannath

  • @bibhutipradhan432
    @bibhutipradhan432 หลายเดือนก่อน +2

    ଭଲ ଗପ କେଦାର ମିଶ୍ର କୁହେ

    • @tapasswain3231
      @tapasswain3231 หลายเดือนก่อน

      Param maghia kedar

  • @sumitramurmu2499
    @sumitramurmu2499 หลายเดือนก่อน +1

    Thik

  • @waterlife2998
    @waterlife2998 หลายเดือนก่อน +1

    right sir

  • @bkanant8220
    @bkanant8220 หลายเดือนก่อน

    Right bhai

  • @artatranasahoo
    @artatranasahoo หลายเดือนก่อน +1

    Sir ଆପଣ ସତ କଥା କହିଲେ l ମୁଁ ଆପଣଙ୍କ କଥାରେ ଏକମତ l

  • @arunsatapathy9126
    @arunsatapathy9126 หลายเดือนก่อน +2

    25 years BJD can not open .tell .

  • @tikchanbenupaniofficial1848
    @tikchanbenupaniofficial1848 หลายเดือนก่อน +1

    Aapana thik kahichhanti sir

  • @sudarsanpanda7700
    @sudarsanpanda7700 หลายเดือนก่อน +3

    Otherwise how TRP will increase....

  • @ManoranjanPradhan-lz7cd
    @ManoranjanPradhan-lz7cd หลายเดือนก่อน

    Facts unveiled

  • @bamadevjena3571
    @bamadevjena3571 หลายเดือนก่อน +2

    40barsa hela khola heunathila Kain to patiru kichhi baharunathila ,aji kholibaru bahut gapucha

  • @JayJagannath0307
    @JayJagannath0307 หลายเดือนก่อน

    Right 👍

  • @ramakantagopal755
    @ramakantagopal755 หลายเดือนก่อน

    Mohan ji Checked The Ornament of Jagannath Properly Quility and Quintty.

  • @SujataRoyDailyVlogs
    @SujataRoyDailyVlogs หลายเดือนก่อน

    Right sir

  • @SoumyaranjanRout-hm7jp
    @SoumyaranjanRout-hm7jp หลายเดือนก่อน

    Right 💯 sir

  • @KalpanaOjha-ug6mm
    @KalpanaOjha-ug6mm หลายเดือนก่อน

    👍🏻👍🏻🙏🏻

  • @sadanandajena8216
    @sadanandajena8216 หลายเดือนก่อน

    100%

  • @satyam6619
    @satyam6619 หลายเดือนก่อน +1

    ମୁଁ ନିଜେ ଶିବ ଆଉ ଶନିଙ୍କୁ 2014 ମସିହା ରୁ ସ୍ବପ୍ନ ରେ ଦେଖୁଛି ସେଇଟା କୁ କାହିଁ viral କରୁନ. ଜଗନ୍ନାଥ ଙ୍କ ରାଣ 🙏 ଆଉ ମୋ ବାପା ମା ଙ୍କ ରାଣ ପକେଇ କହୁଛି 100% ସତ କଥା.

    • @gemphu1234
      @gemphu1234 หลายเดือนก่อน

      Pagala doctor nkyu dekha a. Tame bimaru acha

    • @LipuBaliarsingh
      @LipuBaliarsingh หลายเดือนก่อน

      😂😂😂😂😂😂

  • @ramakantagopal755
    @ramakantagopal755 หลายเดือนก่อน

    Why BJD Afraid to Open the door Of Jagarnath Ratna Bhandar Why?

  • @rushibehera771
    @rushibehera771 หลายเดือนก่อน

    Badhia katha sabu kahichanti bhai..

  • @dusmant139
    @dusmant139 หลายเดือนก่อน

    U r right sir

  • @prafullakumarpradhan8129
    @prafullakumarpradhan8129 หลายเดือนก่อน +1

    ତୁ ତୋର ସତମିଛ ଖବର କହି ଭଲ ବେପାର କରି ଦିପାଇସା ପାଉଛୁ l ତୁ ଖାଲି କହିବା କାମ l ଏତେ ତର୍ଜମା କରନି ,

  • @KedarJena-ki9el
    @KedarJena-ki9el หลายเดือนก่อน

    46 ବର୍ଷ ପରେ ଖୋଲିଲା,କଣ ପାଇଁ ଖୋଲି ନଥିଲା ତଦନ୍ତ ହେଉ

    • @excellentmind1005
      @excellentmind1005 หลายเดือนก่อน

      Yes Sir aapa kahile mane sange sange haba . Chief justice of supreme court ta aspana.

  • @user-yy3fk9jm8c
    @user-yy3fk9jm8c หลายเดือนก่อน +2

    Galua nkara galu gapa

  • @user-qd9jp5gl3x
    @user-qd9jp5gl3x หลายเดือนก่อน

    Jay Jagannath ❤🙏 ama Mahaprabhu ta achanti na ❤️🙏

  • @user-ii3vo4dv6w
    @user-ii3vo4dv6w หลายเดือนก่อน +5

    ରହସ୍ୟ କିଏ ସୃଷ୍ଟି କଲା ଏତେ କଥା ଜାଣିଛ ଗପୁଛ ତୁମେ ଜାଣିଛ ନା ନାହିଁ ପ୍ରତ୍ୟେକ 3 ବର୍ଷ ରେ ଥରେ ଗଣତି ହୁଏ ଆଜି ପର୍ଯ୍ୟନ୍ତ ତୁମ ମୁହଁ ରେ କିଏ ତୁଣ୍ଡି ବାନ୍ଧିଥିଲ୍

    • @AsitKumarSa
      @AsitKumarSa หลายเดือนก่อน

      1982 purbaru aau 2009 paryanta khola heuthila bodhe😅😅😅😅

  • @mahendrajayasingh6221
    @mahendrajayasingh6221 หลายเดือนก่อน +2

    😊 Jay Jagannath nku nei BJP rajniti karuchi

  • @DebeshLenka-io9vb
    @DebeshLenka-io9vb หลายเดือนก่อน +1

    Pandian ra aakhu khauthila

  • @nitishvlogs5467
    @nitishvlogs5467 หลายเดือนก่อน +1

    ଏଟା କିଏ

  • @kaberimishra4218
    @kaberimishra4218 หลายเดือนก่อน

    Sir apana thik kahichanti andha biswas dura heba darkar

  • @hehehuhuhaha106
    @hehehuhuhaha106 หลายเดือนก่อน

    Malika re jaha lekha heichi sabu micha

  • @basantakumarpanda9022
    @basantakumarpanda9022 หลายเดือนก่อน

    ଏହା ଏକପ୍ରକାର ରାଜନୈତିକ ଡହରାମି

  • @artatranasahoo
    @artatranasahoo หลายเดือนก่อน

    News ଦେଖିବା କଥା ନୁହେଁ l

  • @sarojbhoi8914
    @sarojbhoi8914 หลายเดือนก่อน

    Next time bhitaraku Jaa mariba sabu jay jagannath 🙏🙏🙏🙏🙏🙏

  • @user-vl6sr4mk2u
    @user-vl6sr4mk2u หลายเดือนก่อน

    Sir. Nku dhanyabaad. Gana. Maadhyama. Asikhita. Murkha. Vali. Heuchhanti. Mathare. Nischita. Masala. Pasithiba. Sir. Jeu. Katha. Kahile. Taha. Mu. Chahunchhi. Prasasana. Hisaaba. Karantu. Kintu. Biswa. Sara. Loka. Na. Jaanantu. Jagannathanka. Jinisa. Surakhita. Rahul. Gupta. Hei. Rahul. Aame. Janiba. Darakaar Nahin. Aame. Janila belaku. Satru bi Jani E. Tenu. Aama. Janiba darakaar Nahin. Sei. Pakhapakhiloka. Januchhanti. Think achhi. Ta. Think. Achhi. Sara. Odissabasi. Ghare. Ghare. Janiba. Kan. Jaruri. Midiare. Prakash. Naheu. Midia ku Biswa. Dekhuchhi. Kan. Achhi. Janeiba. Darakaarnahin. Think. Achhiboli. Janeiba. Dara kaar. Setiki. Jathesta.

  • @muktikantabehera3939
    @muktikantabehera3939 หลายเดือนก่อน

    Hai mahabahu micha prachar panii danda diantu

  • @dhaneswarnanda3258
    @dhaneswarnanda3258 หลายเดือนก่อน +1

    ଭଲ ଗପୁଚ୍ଛ, BJP ଆସିବା ଦିନ ଠାରୁ,,,

  • @ashokkumarmoharana7946
    @ashokkumarmoharana7946 หลายเดือนก่อน

    When BJP going to vanish in Country, that in Odisha BJP sweep out . Now the results only false statements trying to divert the mind of people to believe Superstition ଅନ୍ଧବିଶ୍ୱାସ ତିଆରି କରିବାରେ ଓସ୍ତାଦ। ଆପଣଙ୍କୁ ଧନ୍ୟବାଦ ।

  • @manojkumarmohanty1972
    @manojkumarmohanty1972 หลายเดือนก่อน

    KHALI HAW .

  • @khirodmohanty3629
    @khirodmohanty3629 หลายเดือนก่อน

    Brother you have not seen the "Galua" time has come see the " Galua " .

  • @DebeshLenka-io9vb
    @DebeshLenka-io9vb หลายเดือนก่อน +1

    Bjd banda khia

  • @ajayadash8961
    @ajayadash8961 หลายเดือนก่อน

    Puruna list Anusare Ratna au suna achhi ki nahin seta tadanta heu.

  • @subhamlima8424
    @subhamlima8424 หลายเดือนก่อน

    Live kara

  • @DebeshLenka-io9vb
    @DebeshLenka-io9vb หลายเดือนก่อน +1

    Chor magg......

  • @sudhansubehera9671
    @sudhansubehera9671 หลายเดือนก่อน

    Thik thik Khali micha highlite

  • @prabodhapal6926
    @prabodhapal6926 หลายเดือนก่อน +4

    ଏଇ ସାମ୍ବାଦିକ ନିଜେ ଗାଲୁଆ. ବିଜେଡି ର ପ୍ରଚାର କରୁଥିବା ସାମ୍ବାଦିକ. କହୁଥିଲେ ବିଧାନସଭା ରେ କିଛି ପରିବର୍ତନ ହେବନି 100%କହୁଥିଲେ ଏବେ ବି ସେ ବିଜେଡି ଲୋଭ ଯାଇନି. ବିଜେଡି କଣ ଦେଇଛି କୁହନ୍ତୁ. ବିଜେଡି ଯେତେବେଳେ ଖୋଲୁନଥିଲା ସେତେବେଳେ ଉପଦେଶ ଦେଇଥିଲେ ଭଲ ହେଇଥାନ୍ତା. ଯେତେବେଳେ ପାଣ୍ଡିଆନ ଯାଉଥିଲା ସେଇଟା ଲାଇଭ ଦେଖେଇଲା ବେଳେ ଭଲ ଲାଗୁଥିଲା. ସବୁ ଗଣମାଧ୍ୟମ ଖରାପ ଏଇ ବାବୁଙ୍କ କଥା ର ଦମ ଅଛି ନିଜେ କହୁଛନ୍ତି କିନ୍ତୁ ଏଇ ଜଣକ କେବଳ ଗାଲୁଆ ସାମ୍ବାଦିକ

  • @rameshswain2374
    @rameshswain2374 หลายเดือนก่อน +1

    ଏ ବାବାଙ୍କ ବଧୁଛି ବିଜେଡି ଲୋକ ତ

  • @poojamallick1947
    @poojamallick1947 หลายเดือนก่อน

    Modern time saptafeni au nahanti.

  • @amasangathanakakarudrapurj9664
    @amasangathanakakarudrapurj9664 หลายเดือนก่อน

    Malika ghare na thaai Tara bhandar tala bhangiba ,mote bhari kasta laguchhi

  • @musicon5982
    @musicon5982 หลายเดือนก่อน

    Waver ତ English ଲୋକ ଥିଲେ ସେ କେମିତି report କଲେ

    • @dwitikrushnadas6807
      @dwitikrushnadas6807 หลายเดือนก่อน

      Sei english loka report karithile. Murkha

  • @bikramsamal7997
    @bikramsamal7997 หลายเดือนก่อน

    Au thare ganati heba ta kana bhul ,

  • @jayguneswar1149
    @jayguneswar1149 หลายเดือนก่อน

    Maribu Jana galani

  • @LipuBaliarsingh
    @LipuBaliarsingh หลายเดือนก่อน

    Total puri gapa କାହାଣୀ ରେ business chalichi

  • @amarkumarjena6556
    @amarkumarjena6556 หลายเดือนก่อน

    Jadi gote Dina re ratna bhandar janj na hei parila tamane tame janicha e gote Dina ra kama nuha..kn pain thakuranka jatra bale e sabu kama jatra sarile janj karithan te..kn pain kahile 14..tarikha re ratna bhandar kholiba..e..sabu drama chalichi sabu chora

  • @user-gh5iv6zp4t
    @user-gh5iv6zp4t หลายเดือนก่อน

    Sir bahu Dina BJD sarkar kariparileni kahinki tike vedio Kari kuhantu na bhaya achi manare

  • @ranjankumarsahoo9713
    @ranjankumarsahoo9713 หลายเดือนก่อน +1

    Eita budha touter

  • @soubhagyasahoo9255
    @soubhagyasahoo9255 หลายเดือนก่อน +1

    Aita pura chora ta

  • @atalpradhan7180
    @atalpradhan7180 หลายเดือนก่อน

    Bjd patare gaputhila

  • @bibhudattamishra2471
    @bibhudattamishra2471 หลายเดือนก่อน

    Kedarnath re Brahmins pandit mane 258 thousands kg gold chori kari kai dele . odisha re bhi panda Brahmins chori kari khai thibee

  • @bijaykumarrout4161
    @bijaykumarrout4161 หลายเดือนก่อน

    No one shouts more than kedar

  • @user-ee8ur3uq6e
    @user-ee8ur3uq6e หลายเดือนก่อน

    Odisha news media ete sensible khobor ku michho, kalponik kahani suneiba dukh dayok.jie bhitor ku jaithila tankor byte suneiba uchit.

  • @hariharDash-ld1pz
    @hariharDash-ld1pz หลายเดือนก่อน

    Emidiabala laba hasadankathu kichi sikhantu lokanku vubulachanti

  • @essenceofheart3970
    @essenceofheart3970 หลายเดือนก่อน

    Then bala ku kholucha kn paini.....au tu ta janichu sabu tn news dekhuchu kn paini

  • @amarkumarjena6556
    @amarkumarjena6556 หลายเดือนก่อน

    Sebayata mane prathama chora

  • @rabindrakumarmohanty9415
    @rabindrakumarmohanty9415 หลายเดือนก่อน

    ଏ ଲୋକଟା ଗାଲୁଆ ଙ୍କ ସର୍ଦ୍ଦାର ୟାର କାମ ବିଜେପି କୁ ଟାର୍ଗେଟ କରିବା।

  • @rakeshdas1098
    @rakeshdas1098 หลายเดือนก่อน

    Table Mikita gala kuade

  • @debarajsahoo3858
    @debarajsahoo3858 หลายเดือนก่อน

    Media Bala nijara manabikata hareisarichhanti,gotia prakar besya bruti kahuchhanti

  • @satyasatya-yh4hz
    @satyasatya-yh4hz หลายเดือนก่อน

    News channel ku gote chavi patha jaoo Ratna Vandar ra,🤣🤣 emane vala hisaab rakhi ve,,, emane ta emiti news public kari chanti ta vitare alankara nuha koal achi 🤣🤣🤣🤣jai jagannath 🙏🙏🙏

  • @biooo5645
    @biooo5645 หลายเดือนก่อน

    Are gapa nuhan se sabu sata Kaha..agaru chali asithiba katha ku kuha jauchi.. bkwash na kar.

  • @ashokrout3910
    @ashokrout3910 หลายเดือนก่อน

    Urgush Aou Otv ra natak bahut, Chanel ban kara.

  • @anshumanchanel1042
    @anshumanchanel1042 หลายเดือนก่อน +2

    Tu ja details anebu