TARZAMA : ନାଗରିକଙ୍କୁ ସୁରକ୍ଷା ଦେଇପାରୁନି ନୂଆ ଆଇନ, ବିଜେପିର ବଡ଼ପଣ୍ଡାଙ୍କୁ ପ୍ରଶ୍ନ | Nirbhay Suchana

แชร์
ฝัง
  • เผยแพร่เมื่อ 21 ส.ค. 2024
  • ମୋହନ ସରକାରଙ୍କ ପାଇଁ ରାଜ୍ୟପାଳ ଅଡୁଆ । ସପ୍ତାହେ ଧରି ସାରା ରାଜ୍ୟରେ ଛି ଛାକର ଚାଲିଛି । ବିଜେପି ସରକାର ଆଣିଥିବା ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା ରେ ସାଧାରଣ ଲୋକ ଓ ବଡ ବଡ଼ିଆଙ୍କ ପାଇଁ ଅଲଗା ଦଣ୍ଡର ବ୍ୟବସ୍ଥା ରହିଛି କି ? ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ବଡ ବଡ଼ିଆଙ୍କ ପାଇଁ ପୋଲିସ ତଥା ନ୍ୟାୟ ବ୍ୟବସ୍ଥା ଅଲଗା ଢ଼ଙ୍ଗରେ କାର୍ଯ୍ୟ କରିବା ନେଇ ଉଲ୍ଲେଖ ଅଛି କି ? ଏହି ନୂଆ ଆଇନ ବିଷୟରେ ଅଧିକ ସଚେତନ ନଥିବା ଅନେକ ଓଡ଼ିଶା ଲୋକ ଏବେ ଏଭଳି ଚର୍ଚ୍ଚା କରୁଛନ୍ତି ।
    #BJP #BJD #congress #Raghuvardas #odishagovernor #raghubardasson #ASOBAIKUNTHAPRADHAN #politicalnewsupdates #cm #mohanmajhi
    Watch NirbhaySuchana and stay tuned for all the breaking news in Odia !
    Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, business and sports.
    #Tarzama #Tarjama #NirbhayaSuchana #NirbhaySuchana #OdishaNews #Bhubanewswar #OdishaPolitics #Politics
    Like, Share and must Comment.
    Subscribe This Channel & Must Click The Bell Icon 🔔.
    Thanks For Watching
    Nirbhay Suchana
    TH-cam Link: / nirbhaysuchana
    Facebook Link: / nirbhaysuchanaofficial
    Instagram :

ความคิดเห็น • 7

  • @deepakacharya3892
    @deepakacharya3892 หลายเดือนก่อน +5

    ପରଦା ପଛର ସମସ୍ତ ସତ୍ୟକୁ ଏ CHANNEL ସାମ୍ନାକୁ ଆଣି ପାରୁଛି। ରାବଣ ରାଜ୍ ରେ ଏଭଲି ଦୁଃସାହସ ଏବଂ ନିଜ ଜୀବନ କୁ ବାଜି ଲଗାଉଛନ୍ତି ତର୍ଜମା ସାର୍। ଆପଣକୁ SALUTE ସାର୍🙏🙏❤❤️❤️

  • @papumohanty1609
    @papumohanty1609 หลายเดือนก่อน +4

    ଆମ ପ୍ରଧାନମନ୍ତ୍ରୀ ସୈତାନ୍ ଆମ ରାଜ୍ୟପାଳ ଅସୁର

  • @jullysamal6626
    @jullysamal6626 หลายเดือนก่อน +4

    BJP ଧରାଶାୟୀ ହେଇଯିବ

  • @bijayparida8085
    @bijayparida8085 หลายเดือนก่อน +1

    ବିଜେପି ଆଇନି ଅଲଗା

  • @binodmohanty9988
    @binodmohanty9988 หลายเดือนก่อน

    ବିଜେପି ଓଡ଼ିଆ ଅସ୍ମିତା କହି ନଥିଲା କହି ଥିଲା ଓଡ଼ିଆ ଶସ୍କିତା

  • @ranajitkumarmohanty9740
    @ranajitkumarmohanty9740 หลายเดือนก่อน +2

    Bapa Pua Charitra Hina.